< От Матфея святое благовествование 26 >
1 И бысть, егда сконча Иисус вся словеса сия, рече учеником Своим:
୧ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍ମନ୍କେ,
2 весте, яко по двою дню Пасха будет, и Сын Человеческий предан будет на пропятие.
୨“ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।”
3 Тогда собрашася архиерее и книжницы и старцы людстии во двор архиереов, глаголемаго Каиафы,
୩ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ ।
4 и совещаша, да Иисуса лестию имут и убиют:
୪ସେମନ୍ କେ ନାଜାନ୍ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍ନା କଲାଇ ।
5 глаголаху же: но не в праздник, да не молва будет в людех.
୫ମାତର୍ ସେମନ୍ କଇଲାଇ, “ଆମେ ପରବ୍ ବେଲେ ଏ କାମ୍ କର୍ବାଟା ଟିକ୍ ନଏଁ । ସେ ବେଲେ ଲକ୍ମନ୍ ଗଣ୍ଡ୍ଗଲ୍ ମିସା କରିପାରତ୍ ।”
6 Иисусу же бывшу в Вифании, в дому Симона прокаженнаго,
୬ଜିସୁ ଦିନେକ୍ ବେତ୍ନିଆଇ, ଆଗେଅନି ବଡ୍ରଗ୍ ଅଇ ରଇବା ସିମନର୍ ଗରେ ରଇଲା ।
7 приступи к Нему жена, сткляницу мира имущи многоценнаго, и возливаше на главу Его возлежаща.
୭ସିମନର୍ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା! ଗଟେକ୍ ମାଇଜି ଆଲାବାସ୍ଟା ନାଉଁର୍ ପାକ୍ନାସଙ୍ଗ୍ ତିଆର୍କଲା କଣ୍ଡିତେଇ ବେସି ଦାମର୍ ବାସ୍ନା ଚିକନ୍ ବର୍ତି କରି ଆନି ତାର୍ ମୁଣ୍ଡେ ଡାଲି ଦେଲା ।
8 Видевше же ученицы Его негодоваша, глаголюще: чесо ради гибель сия (бысть)?
୮ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, “ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍?
9 Можаше бо сие миро продано быти на мнозе и датися нищым.
୯ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।”
10 Разумев же Иисус рече им: что труждаете жену? Дело бо добро содела о Мне:
୧୦ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍ କଲାସ୍ନି? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।”
11 всегда бо нищыя имате с собою, Мене же не всегда имате:
୧୧“ତମେ ସବୁବେଲେ ଗରିବ୍ ଲକ୍ମନର୍ ସଙ୍ଗ୍ ମିସ୍ସା । ମାତର୍ ମର୍ସଙ୍ଗ୍ ସବୁବେଲେ ରଇ ନାପାରାସ୍ ।
12 возлиявши бо сия миро сие на тело Мое, на погребение Мя сотвори:
୧୨ସେ ମର୍ ଉପ୍ରେ ବାସ୍ନା ଚିକନ୍ ରକଇକରି, ମକେ ସମାଦି ଦେବା ଆଗ୍ତୁ, ତିଆର୍ କରି ଦେଲାଆଚେ ।
13 аминь глаголю вам: идеже аще проповедано будет Евангелие сие во всем мире, речется и еже сотвори сия, в память ея.
୧୩ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
14 Тогда шед един от обоюнадесяте, глаголемый Иуда Искариотский, ко архиереом,
୧୪ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା ।
15 рече: что ми хощете дати, и аз вам предам Его? Они же поставиша ему тридесять сребреник:
୧୫“ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା?” ସେମନ୍ ତାକେ ତିରିସ୍ଟା ରୁପାଟାଙ୍ଗା ଏଜିକରି ଦେଲାଇ ।
16 и оттоле искаше удобна времене, да Его предаст.
୧୬ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍ତେରଇଲା ।
17 В первый же день опресночный приступиша ученицы ко Иисусу, глаголюще Ему: где хощеши уготоваем Ти ясти пасху?
୧୭ନିସ୍ତାର୍ ପରବର୍ ପର୍ତୁମ୍ ଦିନେ ସିସ୍ମନ୍ ଆସି ଜିସୁକେ ପାଚାର୍ଲାଇ, “ତମର୍ ପାଇ ଆମେ କନ୍ତି ନିସ୍ତାର୍ ପରବର୍ ବଜି ତିଆର୍ କର୍ବୁ?”
18 Он же рече: идите во град ко онсице, и рцыте ему: Учитель глаголет: время Мое близ есть: у тебе сотворю пасху со ученики Моими.
୧୮ଜିସୁ କଇଲା, “ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।”
19 И сотвориша ученицы, якоже повеле им Иисус, и уготоваша пасху.
୧୯ସିସ୍ମନ୍, ଜିସୁ କଇଲା ଇସାବେ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
20 Вечеру же бывшу, возлежаше со обеманадесяте ученикома:
୨୦ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ବାର୍ଟା ସିସ୍ମନ୍ କାଇବାର୍ ବସ୍ଲାଇ ।
21 и ядущым им, рече: аминь глаголю вам, яко един от вас предаст Мя.
୨୧କାଇବା ବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ବିତ୍ରେଅନି ଗଟେକ୍ ଲକ୍ ମକେ ବିସ୍ବାସେ ବିସ୍ଦେଲା ପାରା କର୍ସି ।”
22 И скорбяще зело, начаша глаголати Ему един кийждо их: еда аз есмь, Господи?
୨୨ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ “ମାପ୍ରୁ ସେ ଲକ୍ ମୁଇ କି?”
23 Он же отвещав рече: омочивый со Мною в солило руку, той Мя предаст:
୨୩ଜିସୁ କଇଲା, “ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।” ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି ।
24 Сын убо Человеческий идет, якоже есть писано о Нем: горе же человеку тому, имже Сын Человеческий предастся: добро бы было ему, аще не бы родился человек той.
୨୪ସାସ୍ତରର୍ ଲେକା ଇସାବେ ମୁନୁସ୍ପିଲା ମୁଇ ମରିଜିବି, ମାତର୍ ଜେ ମକେ ଦାରାଇ ଦେଇସି, ତାର୍ ଦସା କେଡେ ଇନସ୍ତା ଅଇସି! ସେ ଜନମ୍ ନ ଅଇରଇଲେ ନିକ ଅଇତା ।
25 Отвещав же Иуда предаяй Его, рече: еда аз есмь, Равви? Глагола ему: ты рекл еси.
୨୫ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍ନି ।”
26 Ядущым же им, приемь Иисус хлеб и благословив преломи, и даяше учеником, и рече: приимите, ядите: сие есть Тело Мое.
୨୬ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, “ଏଟା ମର୍ ଗାଗଡ୍ । ନିଆ ଆରି କାଆ ।”
27 И приемь чашу и хвалу воздав, даде им, глаголя: пийте от нея вси:
୨୭ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, “ତମେ ସବୁ ଲକ୍ ଏ ମୁତାର୍ଟା କାଆ ।
28 сия бо есть Кровь Моя, Новаго Завета, яже за многия изливаема во оставление грехов.
୨୮ଏଟା ମର୍ ବନି । ମୁନୁସ୍ମନର୍ ପାପ୍କେମାର୍ ଲାଗି ମୁଇ ମର୍ ଜନ୍ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍ମେସର୍ ନୁଆ ନିୟମ୍ ଟିକ୍ କର୍ସି ।
29 Глаголю же вам, яко не имам пити отныне от сего плода лознаго, до дне того, егда е пию с вами ново во Царствии Отца Моего.
୨୯ମୁଇ ତମ୍କେ କଇଲିନି, ମର୍ ବାବାର୍ ରାଇଜେ ତମର୍ ସଙ୍ଗ୍ ନୁଆ ଅଙ୍ଗୁର୍ ରସ୍ କାଇବା ଜାକ ମୁଇ ଆରି କେବେ ଏ ରସ୍ ନ କାଇ ।”
30 И воспевше изыдоша в гору Елеонску.
୩୦ତାର୍ପଚେ ସେମନ୍ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ନାଉଁର୍ ପର୍ବତେ ଗାଲାଇ ।
31 Тогда глагола им Иисус: вси вы соблазнитеся о Мне в нощь сию: писано бо есть: поражу пастыря, и разыдутся овцы стада:
୩୧ସେବେଲେ ଜିସୁ ସେମନ୍କେ କଇଲା, “ଆଜି ରାତି ତମେ ସବୁ ଲକ୍ ମକେ ଚାଡିକରି ଉଟିଜାଇସା । ସାସ୍ତର୍ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍ ଚିନ୍ବିନ୍ ଅଇଜିବାଇ ।
32 по воскресении же Моем варяю вы в Галилеи.
୩୨ମାତର୍ ମୁଇ ମରିକରି ଆରି ତର୍ ଉଟ୍ଲା ପଚେ, ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
33 Отвещав же Петр рече Ему: аще и вси соблазнятся о Тебе, аз никогдаже соблажнюся.
୩୩ପିତର୍ ଜିସୁକେ କଇଲା, “ତମ୍କେ ବିନ୍ ଲକ୍ମନ୍ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
34 Рече ему Иисус: аминь глаголю тебе, яко в сию нощь, прежде даже алектор не возгласит, трикраты отвержешися Мене.
୩୪ଜିସୁ ପିତର୍କେ କଇଲା, “ମୁଇ ସତ୍ କଇଲିନି ଆଜି ରାତି କୁକ୍ଡା ନ ଡାକ୍ତେ, ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”
35 Глагола Ему Петр: аще ми есть и умрети с Тобою, не отвергуся Тебе. Такожде и вси ученицы реша.
୩୫ପିତର୍ କଇଲା, “ଜଦି ମୁଇ ତମର୍ ସଙ୍ଗ୍ ମର୍ବାର୍ ରଇଲେ ମିସା, ମୁଇ ତମ୍କେ କେବେ ନାଜାନି ବଲି ନ କଇ ।” ବିନ୍ ସିସ୍ମନ୍ ମିସା ସେନ୍ତାର୍ କଇଲାଇ ।
36 Тогда прииде с ними Иисус в весь, нарицаемую Гефсиманиа, и глагола учеником: седите ту, дондеже шед помолюся тамо.
୩୬ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଜାଇ ସେମନ୍କେ କଇଲା, “ତମେ ଇତି ଚନେକ୍ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍ତନା କର୍ବି ।”
37 И поемь Петра и оба сына Зеведеова, начат скорбети и тужити.
୩୭ସେ ପିତର୍କେ ଆରି ଜେବଦିର୍ ଦୁଇଟା ପିଲାମନ୍କେ ତାର୍ ସଙ୍ଗ୍ ଡାକିନେଲା । ସେଡ୍କି ବେଲେ ସେ ବେସି ଦୁକ୍ କସ୍ଟ ଆରି କିଲ୍ବିଲ୍ଅଇ,
38 Тогда глагола им Иисус: прискорбна есть душа Моя до смерти: пождите зде и бдите со Мною.
୩୮ସେମନ୍କେ କଇଲା, “ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।”
39 И прешед мало, паде на лицы Своем, моляся и глаголя: Отче Мой, аще возможно есть, да мимоидет от Мене чаша сия: обаче не якоже Аз хощу, но якоже Ты.
୩୯ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
40 И пришед ко учеником, и обрете их спящих, и глагола Петрови: тако ли не возмогосте единаго часа побдети со Мною?
୪୦ତାର୍ପଚେ ସେ ତିନ୍ଟା ସିସ୍ମନର୍ ଲଗେ ବାଉଡି ଆସି ଦେକ୍ଲା, ସେମନ୍ ସଇଦେଇଆଚତ୍ । ଜିସୁ ପିତର୍କେ କଇଲା, “ତମେ ଗଟେକ୍ ଗଁଟା ମିସା ଜାଗି ନାପାର୍ଲାସ୍?
41 Бдите и молитеся, да не внидете в напасть: дух убо бодр, плоть же немощна.
୪୧ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।”
42 Паки вторицею шед помолися, глаголя: Отче Мой, аще не может сия чаша мимоити от Мене, аще не пию ея, буди воля Твоя.
୪୨ଜିସୁ ଆରି ତରେକ୍ ଜାଇ ପାର୍ତନା କଲା, “ଏ ମର୍ ବାବା ଜଦି ଏ ଦୁକର୍ ମୁତା ମର୍ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍ସି । ମାତର୍ ମୁଇ ମନ୍ କଲାଟା ନାଇ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
43 И пришед обрете их паки спящих: беста бо им очи отяготене.
୪୩ସେ ଆରି ତରେକ୍ ବାଉଡି ଆସି ସିସ୍ମନ୍ ସଇରଇଲାଟା ଦେକ୍ଲା । ସେମନ୍କେ ଗୁନ୍ ଡାବି ଆନ୍ତେ ରଇଲାଜେ ଆଁକି ଦେକି ନାପାର୍ତେ ରଇଲାଇ ।
44 И оставль их, шед паки, помолися третицею, тожде слово рек.
୪୪ଏଟାସଙ୍ଗ୍ ତିନ୍ତର୍ ଅଇଲା ଜିସୁ ସେମନ୍କେ ଚାଡିକରି କଣ୍ଡେକ୍ ଦୁରିକେ ଜାଇ ସେନ୍ତାରି ପାର୍ତନା କଲା ।
45 Тогда прииде ко учеником Своим и глагола им: спите прочее и почивайте: се, приближися час, и Сын Человеческий предается в руки грешников:
୪୫ତାର୍ ପଚେ ସିସ୍ମନର୍ ଲଗେ ଆସି କଇଲା, “ଏବେ ଜାକ ତମେ ସଇଆଚାସ୍? ଦେକା ପର୍ମେସରର୍ ନର୍ପିଲା ମୁଇ ପାପିମନ୍କେ ସର୍ପି ଅଇବା ବେଲା କେଟିଆଚେ ।
46 востаните, идем: се, приближися предаяй Мя.
୪୬ଉଟା, ଜୁ । ଏଦେ ଦେକା! ମକେ ଦାରାଇ ଦେବା ଲକ୍ ଆସି କେଟ୍ଲାବେ ।”
47 И еще Ему глаголющу, се, Иуда, един от обоюнадесяте, прииде, и с ним народ мног со оружием и дрекольми, от архиерей и старец людских.
୪୭ଜିସୁ ତାର୍ ସିସ୍ମନ୍କେ ଏ କାତା କଇବା ବେଲେ ତାର୍ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ନାଉଁର୍ ସିସ୍ ଆସି କେଟ୍ଲା । ତାର୍ ସଙ୍ଗ୍ କାତି କାଣ୍ଡା ଆରି ଟେଙ୍ଗ୍ ଡାଙ୍ଗ୍ ଦାରି ବେସି ଲକ୍ ତେଇ ଟୁଲ୍ ଅଇଲାଇ । ସେମନ୍କେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ପାଟାଇରଇଲାଇ ।
48 Предаяй же Его даде им знамение, глаголя: Егоже аще лобжу, Той есть: имите Его.
୪୮ବିସ୍ବାସେ ବିସ୍ ଦେଉ ଜିଉଦା ସେମନ୍କେ ଜାନାଇ ରଇଲା । ସେ ସେମନ୍କେ କଇରଇଲା ମୁଇ ଜନ୍ ଲକ୍କେ ଚୁମ୍ବି ତାକେ ତମେ କଜ୍ଲାସ୍ନି, ତାକେ ଦାରା ।
49 И абие приступль ко Иисусови, рече: радуйся, Равви. И облобыза Его.
୪୯ଜିଉଦା ସଲ୍କେ ଜିସୁର୍ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍!” ବଲିକରି ଚୁମ୍ଲା ।
50 Иисус же рече ему: друже, (твори, ) на неже еси пришел. Тогда приступльше возложиша руце на Иисуса и яша Его.
୫୦ଜିସୁ ଜିଉଦାକେ କଇଲା, “ମଇତର୍ ତର୍ କାମ୍ ଦାପ୍ରେ ସାରାଇଦେସ୍ ।” ତାର୍ ପଚେ ସେମନ୍ ଜିସୁକେ ଦାରି ବାନ୍ଦି ପାକାଇଲାଇ ।
51 И се, един от сущих со Иисусом, простер руку, извлече нож свой, и удари раба архиереова, и уреза ему ухо.
୫୧ଜିସୁର୍ ବାଟର୍ ଗଟେକ୍ ଲକ୍ ତାର୍ ନିଜର୍ କାଣ୍ଡା ବାର୍କରାଇ ମୁକିଅ ପୁଜାରିର୍ ଗତିଦାଙ୍ଗ୍ଡାକେ ମାର୍ଲା । ସେ ଲକର୍ କାନ୍ ଚିଡି ଗାଲା ।
52 Тогда глагола ему Иисус: возврати нож твой в место его: вси бо приемшии нож ножем погибнут:
୫୨ଜିସୁ ତାକେ କଇଲା, “ତର୍ କାଣ୍ଡା ପୁରାଇକରି ସଙ୍ଗ । ଜନ୍ ଲକ୍ମନ୍ କାଣ୍ଡା ଉଟାଇବାଇ, ସେମନ୍ କାଣ୍ଡାଇସେ ମର୍ବାଇ ।
53 или мнится ти, яко не могу ныне умолити Отца Моего, и представит Ми вящше неже дванадесяте легеона Ангел?
୫୩ତୁଇ କାଇ ନାଜାନୁସ୍ କି? ମୁଇ ମର୍ ବାବାକେ ସାଇଜ ମାଙ୍ଗ୍ଲେ, ସେ ମର୍ପାଇ ଦାପ୍ରେସେ, ବାର୍ଟା ଦଲେଅନି ଅଦିକ୍ ସରଗର୍ ଦୁତ୍ମନ୍କେ ପାଟାଇପାରେ ।
54 Како убо сбудутся Писания, яко тако подобает быти?
୫୪ମାତର୍ ସେନ୍ତାର୍ ଆଲେ ଏଟାମନ୍ ସବୁ ଗଟ୍ସି ବଲି ସାସ୍ତରେ ଜାଇ ଜାଇଟା ଲେକା ଅଇଲା ଆଚେ, ସେଟା କେନ୍ତି ପୁରାପୁରୁନ୍ ଅଇସି?”
55 В той час рече Иисус народом: яко на разбойника ли изыдосте со оружием и дрекольми яти Мя? По вся дни при вас седех учя в церкви, и не ясте Мене.
୫୫ତାର୍ ପଚେ ଜିସୁ ତେଇ ଟୁଲ୍ଅଇରଇବା ଲକ୍ମନ୍କେ କଇଲା, “ମୁଇ କାଇ ଗଟେକ୍ ପାଲାଇବା କାଙ୍ଗାର୍ଜେ ଟେଙ୍ଗ୍ ଡାଙ୍ଗ୍ ଆରି କାଣ୍ଡା ଦାରି ମକେ ଦାର୍ବାର୍ ଆସିଆଚାସ୍? ମୁଇ ସବୁ ଦିନ୍ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍ ନାଇ!
56 Се же все бысть, да сбудутся писания пророческая. Тогда ученицы вси оставльше Его бежаша.
୫୬ଜାଇଟା ଅବେ, ବବିସତ୍ବକ୍ତାମନ୍ ସାସ୍ତରେ ଜାଇଟା ଲେକ୍ଲାଇ ଆଚତ୍, ସେ ସବୁ ସିଦ୍ ଅଇବାକେ ଏଟା ଗଟ୍ଲା ।” ସେଡ୍କିବେଲେ ସିସ୍ମନ୍ ସବୁଲକ୍ ଜିସୁକେ ଚାଡି ପାଲାଇଲାଇ ।
57 (Воини) же емше Иисуса ведоша к Каиафе архиереови, идеже книжницы и старцы собрашася.
୫୭ଜିସୁକେ ବନ୍ଦି କରୁମନ୍ ତାକେ ବଡ୍ ପୁଜାରି କାୟାପାର୍ ଗରେ ନେଲାଇ । ସିତି ଦରମ୍ ଗୁରୁ ଆରି ପାର୍ଚିନ୍ମନ୍ ଟୁଲ୍ ଅଇରଇଲାଇ ।
58 Петр же идяше по Нем издалеча до двора архиереова: и вшед внутрь, седяше со слугами, видети кончину.
୫୮ପିତର୍ କଣ୍ଡେକ୍ ଦୁରିକେ ରଇକରି ଜିସୁକେ ଦେକ୍ତେ ରଇଲା । ଆରି ସେ କାୟାପା ଗରର୍ ଡାଣ୍ଡ୍ଜାକ ଗାଲା । ଏ ସବୁ ଗଟ୍ନା କାଇଟା ଅଇସି ବଲି ସେଟା ଦେକ୍ବାକେ ପିତର୍ ମନ୍ଦିର୍ ଜାଗୁଆଲ୍ମନର୍ ସଙ୍ଗ୍ ତେଇ ବସ୍ଲା ।
59 Архиерее же и старцы и сонм весь искаху лжесвидетелства на Иисуса, яко да убиют Его,
୫୯ମୁକିଅ ପୁଜାରିମନ୍ ଆରି ବଡ୍ ସବାଇ ରଇଲା ସବୁ ଲକ୍ମନ୍ ଜିସୁକେ ମରନ୍ ଡଣ୍ଡ୍ ଦେବାକେ ତାର୍ ବିରୁଦେ ମିଚ୍ କାତା କଜ୍ବାକେ ଚେସ୍ଟା କଲାଇ ।
60 и не обретаху: и многим лжесвидетелем приступльшым, не обретоша. Послежде же приступивша два лжесвидетеля,
୬୦କେତେ କେତେ ଲକ୍ମନ୍ ଜିସୁର୍ ବିରୁଦେ ମିଚ୍ କାତା କଇଲାଇ । ମାତର୍ ସେନ୍ତାରି କାଇ ବୁଲ୍ କାତା ମିସା ମିଲେ ନାଇ । ପଚେ ଦୁଇଲକ୍ ଉଟିକରି,
61 реста: Сей рече: могу разорити церковь Божию и треми денми создати ю.
୬୧“ଏ ଲକ୍ ମୁଇ ପର୍ମେସରର୍ ମନ୍ଦିର୍ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତରେକ୍ ଉଟାଇ ଦେଇପାରି ।” ବଲି କଇରଇଲା ।
62 И востав архиерей рече Ему: ничесоже ли отвещаваеши, что сии на Тя свидетелствуют?
୬୨ବଡ୍ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍ ନାଇ? ଏମନ୍ କଇବା କାତା ଚାପ୍ବାକେ ତୁଇ ଆରି କାଇଟା କଇବାର୍ ଆଚେ କି?”
63 Иисус же молчаше. И отвещав архиерей рече Ему: заклинаю Тя Богом живым, да речеши нам, аще Ты еси Христос, Сын Божий?
୬୩ମାତର୍ ଜିସୁ ଚିମ୍ରାଅଇ ରଇଲା । ବଡ୍ ପୁଜାରି କଇଲା, “ମୁଇ ତମ୍କେ ଜିବନ୍ ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କରାଇ ପାଚାର୍ଲିନି, ସତ୍ କଅ, ତୁଇ କାଇ ପର୍ମେସରର୍ ପିଲା ମସିଅ କି?”
64 Глагола ему Иисус: ты рекл еси: обаче глаголю вам: отселе узрите Сына Человеческаго седяща одесную силы и грядуща на облацех небесных.
୬୪ଜିସୁ କଇଲା, “ତୁଇ ସମାନ୍ କାତା କଇଆଚୁସ୍ । ମାତର୍ ମୁଇ ତମ୍କେ ସବୁ ଲକ୍କେ କଇଲିନି, ପର୍ମେସର୍ ପାଟାଇଲା ନର୍ପିଲା ମୁଇ, ଦାପ୍ରେ ସେ ସବୁର୍ ଉପ୍ରର୍ ମାପ୍ରୁର୍ ଉଜା ବାଟେ ବସ୍ବାକେ ଗାଲିନି, ଆରି ମକେ ତମେ ସର୍ଗେଅନି ବାଦଲ୍ ସଙ୍ଗ୍ ଉତ୍ରି ଆଇବାଟା ଦେକ୍ସା ।”
65 Тогда архиерей растерза ризы своя, глаголя, яко хулу глагола: что еще требуем свидетелей? Се, ныне слышасте хулу Его:
୬୫ଏ କାତା ସୁନି ବଡ୍ ପୁଜାରି ତାର୍ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍ମେସର୍କେ ନିନ୍ଦା କର୍ବାଟା! ଆରି ବିନ୍ ସାକି ଦର୍କାର୍ ନାଇ । ତମେ ଏବେସେ ଏ ଲକ୍ ପର୍ମେସର୍କେ ନିନ୍ଦା କର୍ବାଟା ସୁନ୍ଲାସ୍ ।
66 что вам мнится? Они же отвещавше реша: повинен есть смерти.
୬୬ଏ ବିସଇନେଇ କରି ତମେ କାଇଟା ବାବ୍ଲାସ୍ନି?” ସେମନ୍ ସବୁ ଲକ୍ କଇଲାଇ, “ସେ ଦସ୍ କରିଆଚେ, ମରନ୍ ଡଣ୍ଡ୍ ପାଇବାର୍ ଦର୍କାର୍ ଆକା ।”
67 Тогда заплеваша лице Его и пакости Ему деяху: овии же за ланиту удариша,
୬୭ତାର୍ ପଚେ ସେମନ୍ ଜିସୁର୍ ମୁଏଁ ତୁକ୍ଲାଇ ଆରି ମାର୍ଲାଇ । କେତେ ଲକ୍ ତାକେ ଚାପଡ୍ ସଙ୍ଗ୍ ମାରି କଇଲାଇ,
68 глаголюще: прорцы нам, Христе, кто есть ударей Тя?
୬୮“ଏ କିରିସ୍ଟ! ବବିସତ୍ କାତା ଅଲପ୍ କଅ । ତକେ କେ ମାର୍ଲା କଇଦେକ୍ ପନି!”
69 Петр же вне седяше во дворе. И приступи к нему едина рабыня, глаголющи: и ты был еси со Иисусом Галилейским.
୬୯ପିତର୍ ବଡ୍ ପୁଜାରିର୍ ଦୁଆର୍ ମୁଆଟେ ବସି ରଇଲା ବେଲେ ଗଟେକ୍ ବଡ୍ ପୁଜାରିର୍ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍ ଜିସୁର୍ ସଙ୍ଗ୍ ରଇଲୁସ୍ କାଇକି?”
70 Он же отвержеся пред всеми, глаголя: не вем, что глаголеши.
୭୦ମାତର୍ ପିତର୍ ସବୁର୍ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍ନି ମୁଇ ନାଜାନି ।”
71 Изшедшу же ему ко вратом, узре его другая, и глагола сущым тамо: и сей бе со Иисусом Назореом.
୭୧ଏନ୍ତି କଇକରି ପିତର୍ ଦୁଆର୍ ମୁଆଁଟ୍ ଲଗେ ଉଟିଗାଲା । ଆରି ଗଟେକ୍ ବିନ୍ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍ମନ୍କେ କଇଲା, “ଏ ନାଜରିତର୍ ଜିସୁର୍ ସଙ୍ଗ୍ ରଇଲା ।”
72 И паки отвержеся с клятвою, яко не знаю Человека.
୭୨ପିତର୍ ଆରି ତରେକ୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ସେ ଲକ୍କେ ନାଜାନି ।”
73 Помале же приступивше стоящии, реша Петрови: воистинну и ты от них еси, ибо беседа твоя яве тя творит.
୭୩କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
74 Тогда начат ротитися и клятися, яко не знаю Человека. И абие петель возгласи.
୭୪ପିତର୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ମର୍ କାତା ସତ୍ ଆକା । ନଇଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ସେ ଲକ୍କେ ମୁଇ ନାଜାନି ।” ସେଦାପ୍ରେ କୁକ୍ଡା ଡାକ୍ଲା ।
75 И помяну Петр глаголгол Иисусов, реченный ему, яко прежде даже петель не возгласит, трикраты отвержешися Мене. И изшед вон плакася горько.
୭୫ଆରି ଜିସୁ ଜନ୍ ଜନ୍ କାତା କଇରଇଲା, କୁକ୍ଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ । ସେ ସବୁ ପିତର୍ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍ ଅଇ କାନ୍ଦ୍ଲା ।