< От Луки святое благовествование 22 >
1 Приближашеся же праздник опреснок, глаголемый Пасха:
୧କମିର୍ ନ ପାକାଇ ରୁଟି ତିଆର୍ କର୍ବା ପରବ୍ ଜାକେକି ନିସ୍ତାର୍ ପରବ୍ ବଲି ମିସା କଇବାଇ, ସେ ପରବ୍ ଲଗାଲଗି କେଟି ଆଇତେ ରଇଲା ।
2 и искаху архиерее и книжницы, како бы убили Его: бояхуся бо людий.
୨ଆରି ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଲକ୍ମନ୍କେ ଡର୍ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍ତେ ମରାଉଁ? ବଲି ବାଟ୍ କଜ୍ତେ ରଇଲାଇ ।
3 Вниде же сатана во Иуду нарицаемаго Искариот, суща от числа обоюнадесяте,
୩ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା ।
4 и шед глагола архиереом и воеводам, како Его предаст им.
୪ଆରି ସେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗି ରଇବା ସେନାପତିମନର୍ ଲଗେ, କେନ୍ତିକରି ଜିସୁକେ ବିସ୍ବାସେ ବିସ୍ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍ ସଙ୍ଗ୍ କାତାବାର୍ତା ଅଇବାର୍ ଗାଲା ।
5 И возрадовашася и совещаша ему сребреники дати:
୫ସେଟାର୍ପାଇ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
6 и исповеда и искаше удобна времене, да предаст Его им без народа.
୬ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।
7 Прииде же день опресноков, в оньже подобаше жрети пасху:
୭ତାର୍ପଚେ ନିସ୍ତାର୍ ପରବର୍ ବଜି କରି ମେଣ୍ଡାପିଲା ମାର୍ବା ଦିନ୍ ଆଇଲା ।
8 и посла Петра и Иоанна, рек: шедша уготовайта нам пасху, да ямы.
୮ଜିସୁ, ପିତର୍ ଆରି ଜଅନ୍କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍ପାଇ ନିସ୍ତାର୍ ପରବର୍ ବଜି କାଇବାକେ ଟିକ୍ କରା ।”
9 Она же рекоста Ему: где хощеши уготоваем?
୯ସେମନ୍ ଜିସୁକେ ପାଚାର୍ଲାଇ, “ଆମେ କନ୍ ଜାଗାଇ ବଜି ତିଆର୍କର୍ବୁ ବଲି ତମେ ମନ୍ କଲାସ୍ନି?”
10 Он же рече има: се, восходящема вама во град, срящет вы человек в скудельнице воду нося: по нем идета в дом, в оньже входит,
୧୦ଜିସୁ ସେମନ୍କେ କଇଲା, ଦେକା, ତମେ ଗଡ୍ ବିତ୍ରେ ପୁର୍ବା ବେଲେ ଗଟେକ୍ ଆଣ୍ଡିତେଇ ପାନିନେଇ ଜିବା ଲକ୍କେ ବେଟ୍ପାଇସା । ସେ ଜନ୍ ଗରେ ପୁର୍ସି, ତାର୍ ପଚ୍ପଚ୍ ଜାଇ ସେ ଗରର୍ ସାଉକାର୍କେ କୁଆ,
11 и рцета дому владыце: глаголет тебе Учитель: где есть обитель, идеже пасху со ученики Моими снем?
୧୧“ଆମର୍ ଗୁରୁ ତମ୍କେ ଏ କବର୍ କଇ ପାଟାଇଆଚେ, ମୁଇ ଆରି ମର୍ ସିସ୍ମନ୍ କନ୍ ବାକ୍ରାଇ ରକିଆ ପାଇବା ପରବର୍ ବଜି ମାନ୍ବୁ?
12 И той вама покажет горницу велию постлану: ту уготовайта.
୧୨ତାର୍ପଚେ ସେ ଲକ୍ ତମ୍କେ ଗର୍ ଉପ୍ରେ ରଇବା ମଅଲା ତିଆର୍ ଅଇରଇଲା ଗଟେକ୍ ବଡ୍ ବାକ୍ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍ କରା ।”
13 Шедша же обретоста, якоже рече има: и уготоваста пасху.
୧୩ସେମନ୍ ଜାଇକରି ଜିସୁ ସେମନ୍କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍ଲାଇ । ଆରି ନିସ୍ତାର୍ ପରବର୍ ବଜି ତିଆର୍ କଲାଇ ।
14 И егда бысть час, возлеже, и обанадесяте Апостола с Ним,
୧୪ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ ।
15 и рече к ним: желанием возжелех сию пасху ясти с вами, прежде даже не прииму мук:
୧୫ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି ।
16 глаголю бо вам, яко отселе не имам ясти от нея, дондеже скончаются во Царствии Божии.
୧୬ମୁଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ଏଟା ପୁରାପୁରୁନ୍ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
17 И приим чашу, хвалу воздав, рече: приимите сию, и разделите себе:
୧୭ଆରି ସେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି କଇଲା, “ଏଟା ନେଇ ତମର୍ ନିଜର୍ ନିଜର୍ ବିତ୍ରେ ବାଟା କରା ।
18 глаголю бо вам, яко не имам пити от плода лознаго, дондеже Царствие Божие приидет.
୧୮ମୁଇ ତମ୍କେ କଇଲିନି ପର୍ମେସରର୍ ରାଇଜ୍ ନ ଆଇବା ଜାକ, ଏ ରସ୍ କେବେ ମିସା ନ କାଇ ।”
19 И приим хлеб, хвалу воздав, преломи и даде им, глаголя: сие есть тело Мое, еже за вы даемо: сие творите в Мое воспоминание.
୧୯ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
20 Такожде же и чашу по вечери, глаголя: сия чаша Новый Завет Моею кровию, яже за вы проливается:
୨୦ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, “ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।”
21 обаче се, рука предающаго Мя со Мною (есть) на трапезе,
୨୧“ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି ।
22 и Сын убо Человеческий идет по реченному: обаче горе человеку тому, имже предается.
୨୨ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ, ସେ ଜେନ୍ତି ଜଜ୍ନା କଲାଆଚେ, ସେନ୍ତାରିସେ ମର୍ବାକେ ଅଇସି । ମାତର୍ ଜନ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା ବିରଦିମନର୍ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍ ମିଲ୍ସି ।”
23 И тии начаша искати в себе, который убо от них хощет сие сотворити.
୨୩ସେବେଲାଇ ସିସ୍ମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍ ବିତ୍ରେ କେ ଜିସୁକେ ସେନ୍ତି କର୍ସି?”
24 Бысть же и пря в них, кий мнится их быти болий.
୨୪ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ ।
25 Он же рече им: царие язык господствуют ими, и обладающии ими благодателе нарицаются:
୨୫ଜିସୁ ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ସେମନର୍ ଲକ୍ମନ୍କେ ନିଜର୍ ଅଦିକାର୍ ଦେକାଇ ସାସନ୍ କର୍ବାଇ । ଆରି ସେମନ୍, ଆମେ ଲକ୍ମନ୍କେ ଦରମ୍ କର୍ବା ଲକ୍ ବଲି ଡାକ୍ପୁଟା ଅଇବାଇ ।
26 вы же не тако: но болий в вас, да будет яко мний: и старей, яко служай.
୨୬ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ ।
27 Кто бо болий, возлежай ли, или служай? Не возлежай ли? Аз же посреде вас есмь яко служай.
୨୭ଏ ଦୁନିଆର୍ ଇସାବେ, ବସିକରି କାଇବା ଲକ୍ ବଡ୍ କି, ବାଟାକରି ଦେବା ଲକ୍ ବଡ୍? ବସିକରି କାଇବା ଲକ୍ ସେ ବଡ୍ ଅଇସି । ମାତର୍ ମୁଇ ସେନ୍ତି ନଇ । ମୁଇ ତମର୍ ବିତ୍ରେ ବାଟାକରି ଦେବା ଲକର୍ ପାରା ।
28 Вы же есте пребывше со Мною в напастех Моих,
୨୮ତମେ ମର୍ ସବୁ ପରିକାଟାନେ ମର୍ସଙ୍ଗ୍ ରଇ ଆଇଲାସ୍ନି ।
29 и Аз завещаваю вам, якоже завеща Мне Отец Мой, Царство,
୨୯ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି ।
30 да ясте и пиете на трапезе Моей во Царствии Моем: и сядете на престолех, судяще обеманадесяте коленома Израилевома.
୩୦ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
31 Рече же Господь: Симоне, Симоне, се, сатана просит вас, дабы сеял, яко пшеницу:
୩୧“ଏ ସିମନ୍, ସିମନ୍! ସୁନ୍! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ ।
32 Аз же молихся о тебе, да не оскудеет вера твоя: и ты некогда обращься утверди братию твою.
୩୨ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
33 Он же рече Ему: Господи, с Тобою готов есмь и в темницу и на смерть ити.
୩୩ସେବେଲାଇ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ ମୁଇ ତର୍ସଙ୍ଗ୍ ବନ୍ଦି ଗରେ ଜିବାକେ ଆରି ମର୍ବାକେ ମିସା ରାଜି ଆଚି ।”
34 Он же рече: глаголю ти, Петре, не возгласит петель днесь, дондеже трикраты отвержешися Мене не ведети.
୩୪ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
35 И рече им: егда послах вы без влагалища и без меха и без сапог, еда чесого лишени бысте? Они же реша: ничесоже.
୩୫ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । “ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି?” “ନାଇ, କାଇଟା ମିସା ଅବାବ୍ ଅଏ ନାଇ ।” ବଲି କଇଲାଇ ।
36 Рече же им: но ныне иже имать влагалище, да возмет, такожде и мех: а иже не имать, да продаст ризу свою, и купит нож:
୩୬ଆରି ସେ କଇଲା, “ମାତର୍ ଏବେ ତମ୍କେ କଇଲିନି, ବେସ୍ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍ବାଟା ବିକି କାଣ୍ଡା ଗେନ ।
37 глаголю бо вам, яко еще писаное се, подобает, да скончается о Мне, еже: и со беззаконными вменися. Ибо еже о Мне, кончину имать.
୩୭ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
38 Они же реша: Господи, се, ножа зде два. Он же рече им: доволно есть.
୩୮ସିମନ୍ ଜିସୁକେ କଇଲା, “ଏ ମାପ୍ରୁ, ଦେକା ଆମର୍ ବିତ୍ରେ ଜଡେକ୍ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍କି ଅଇସି ।”
39 И изшед иде по обычаю в гору Елеонскую: по Нем же идоша ученицы Его.
୩୯ତେଇଅନି ଜିସୁ ଗଡ୍ ଚାଡି ଆଗ୍ତୁର୍ ଅବିଆସ୍ ଇସାବେ ଜିତ୍ନାଉଁର୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା । ସିସ୍ମନ୍ ମିସା ତାର୍ ସଙ୍ଗ୍ ରଇଲାଇ ।
40 Быв же на месте, рече им: молитеся, да не внидете в напасть.
୪୦ଆରି ସେ ଜାଗାଇ କେଟିକରି ସିସ୍ମନ୍କେ କଇଲା, “ତମେ ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
41 И Сам отступи от них яко вержением камене, и поклонь колена моляшеся,
୪୧ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା ।
42 глаголя: Отче, аще волиши мимонести чашу сию от Мене: обаче не Моя воля, но Твоя да будет.
୪୨“ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।”
43 Явися же Ему Ангел с небесе, укрепляя Его.
୪୩ସେଡ୍କିବେଲେ ଏଦେ ଦେକା! ପର୍ମେସରର୍ ଗଟେକ୍ ଦୁତ୍ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍ସଙ୍ଗ୍ ରଇବାକେ ବପୁଦେଲା ।
44 И быв в подвизе, прилежнее моляшеся: бысть же пот Его яко капли крове каплющыя на землю.
୪୪ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
45 И востав от молитвы (и) пришед ко учеником, обрете их спящих от печали
୪୫ଆରି ଜିସୁ ପାର୍ତନା କରିସାରାଇ ସିସ୍ମନର୍ ଲଗେ ଗାଲା । ସେମନ୍ ସବୁ ଲକ୍ ଦୁକ୍ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍ଲା ।
46 и рече им: что спите? Воставше молитеся, да не внидете в напасть.
୪୬ତେଇ ସେମନ୍କେ କଇଲା, “ତମେ କାଇକେ ସଇଦେଇ ଆଚାସ୍? ଉଟା ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
47 Еще же Ему глаголющу, се, народ, и нарицаемый Иуда, един от обоюнадесяте, идяше пред ними, и приступи ко Иисусови целовати Его. Сие бо бе знамение дал им: Егоже аще лобжу, Той есть.
୪୭ଜେଡେବଲ୍ ଜିସୁ ଏ କାତା କଇତେରଇଲା ଗାଦି ଲକ୍ମନ୍ ତେଇ ଆଇଲାଇ । ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଜିଉଦା ନାଉଁର୍ ସିସ୍, ସେମନର୍ ଆଗ୍ତୁ ଅଇ ସେମନ୍କେ ଡାକିଆନ୍ଲା, । ଆରି ଜିସୁକେ ଚୁମିକରି ସେମନ୍କେ ଚିନାଇଦେଲା ।
48 Иисус же рече ему: Иудо, лобзанием ли Сына Человеческаго предаеши?
୪୮ଜିସୁ ଜିଉଦାକେ ପାଚାର୍ଲା, “ଏ ଜିଉଦା ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମକେ, ତୁଇ ବିରଦି ଲକ୍ମନ୍କେ ଚୁମିକରି ଦାରାଇଦେଲୁସ୍ନି କି?”
49 Видевше же, иже беху с Ним, бываемое, реша Ему: Господи, аще ударим ножем?
୪୯ସେ ବିରଦି ଲକ୍ମନ୍ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍ମନ୍ ଜାନ୍ଲାଇ । ସେବେଲାଇ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ, ଆମର୍ କାଣ୍ଡା ବେଟ୍ବୁ କି?”
50 И удари един некий от них архиереова раба и уреза ему ухо десное.
୫୦ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।
51 Отвещав же Иисус рече: оставите до сего. И коснувся уха его, изцели его.
୫୧ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍ଲା କାନ୍ ଚିଇକରି ନିକ କଲା ।
52 Рече же Иисус ко пришедшым Нань архиереом и воеводам церковным и старцем: яко на разбойника ли изыдосте со оружием и дрекольми яти Мя?
୫୨ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ ।
53 По вся дни сущу Ми с вами в церкви, не простросте руки на Мя: но се есть ваша година и область темная.
୫୩ସବୁ ଦିନେତା ମୁଇ ମନ୍ଦିରେ ତମର୍ ସଙ୍ଗ୍ ରଇଲି, ମାତର୍ ତମେ ମକେ ବାନ୍ଦାସ୍ ନାଇ । ଏବେ ବେଲା କେଟ୍ଲା ଆଚେ । ମକେ କାଇଟାମିସା କର୍ବାକେ ପର୍ମେସର୍ ସଇତାନ୍କେ ଅନୁମତି ଦେଲାଆଚେ ।”
54 Емше же Его ведоша и введоша Его во двор архиереов. Петр же вслед идяше издалеча.
୫୪ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା ।
55 Возгнещшым же огнь посреде двора и вкупе седящым им, седяше Петр посреде их.
୫୫ସନିଅମନ୍ ଜଇଲାଗାଇ ଚାରିବେଡ୍ତି ବସ୍ଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ବସ୍ଲା ।
56 Узревши же его рабыня некая седяща при свете и воззревши нань, рече: и сей с Ним бе.
୫୬ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, “ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା!”
57 Он же отвержеся Его, глаголя: жено, не знаю Его.
୫୭ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”
58 И помале другий видев его, рече: и ты от них еси. Петр же рече: человече, несмь.
୫୮ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”
59 И мимошедшу яко часу единому, ин некий крепляшеся глаголя: воистинну и сей с Ним бе: ибо Галилеанин есть.
୫୯ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।”
60 Рече же Петр: человече, не вем, еже глаголеши. И абие, еще глаголющу ему, возгласи петель.
୬୦ଏଟା ସୁନି ପିତର୍ ସେ ଲକ୍କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍ନି? ମୁଇ ବିଲ୍କୁଲ୍ ନାଜାନି ।” ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା ।
61 И обращься Господь воззре на Петра: и помяну Петр слово Господне, якоже рече ему, яко прежде даже петель не возгласит, отвержешися Мене трикраты.
୬୧ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ ।
62 И изшед вон плакася горько.
୬୨ସେଟାର୍ପାଇ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।
63 И мужие держащии Иисуса ругахуся Ему, биюще:
୬୩ଜିସୁକେ ଦାରିକରି ସଙ୍ଗଇରଇଲା ଲକ୍ମନ୍ ତାକେ ମାରିମାରି କିଜାଇଲାଇ ।
64 и закрывше Его, бияху Его по лицу и вопрошаху Его, глаголюще: прорцы, кто есть ударей Тя?
୬୪ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ?”
65 И ина многа хуляще глаголаху Нань.
୬୫ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
66 И яко бысть день, собрашася старцы людстии и архиерее и книжницы, и ведоша Его на сонм свой,
୬୬ତାର୍ ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲ୍ ବେଲାଇ, ପାର୍ଚିନ୍ମନ୍, ମୁକିଅ ପୁଜାରିମନ୍ ଆରି ସାସ୍ତର୍ ସିକାଇଦେବା ଲକ୍ମନ୍ ଗଟେକ୍ଟାନେ ରୁଣ୍ଡ୍ଲାଇ । ଆରି ଜିସୁକେ ବିଚାର୍ କର୍ବା ବଡ୍ଟା ଜାଗାଇ ନେଲାଇ ।
67 глаголюще: аще Ты еси Христос? Рцы нам. Рече же им: аще вам реку, не имете веры:
୬୭“ତୁଇ ସତଇସେ ପର୍ମେସର୍ ବାଚିପାଟାଇଲା କିରିସ୍ଟ କି? ଆମ୍କେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ କଇଲେ ମିସା ତମେ ବିସ୍ବାସ୍ ନ କରାସ୍ ।
68 аще же и вопрошу (вы), не отвещаете Ми, ни отпустите:
୬୮ମୁଇ ତମ୍କେ ପାଚାର୍ଲେ ମିସା ନ କୁଆସ୍ ।
69 отселе будет Сын Человеческий седяй о десную силы Божия.
୬୯ମାତର୍ ଏବେ ଅନି, ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ତାର୍ ଉଜାବାଟେ ବସିରଇବି ।”
70 Реша же вси: Ты ли убо еси Сын Божий? Он же к ним рече: вы глаголете, яко Аз есмь.
୭୦ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
71 Они же реша: что еще требуем свидетелства? Сами бо слышахом от уст Его.
୭୧ଆରି ସେମନ୍ କଇଲାଇ, “ଆମ୍କେ ଆରି କାଇ ସାକି ଦର୍କାର୍ ତା? ଆମେ ନିଜେ ତାର୍ ଟଣ୍ଡେଅନି ସୁନ୍ଲୁ ଆଚୁ ।”