< Послание к Ефесянам 3 >
1 Сего ради аз Павел юзник Иисус Христов о вас языцех.
୧ଏଟାର୍ଲାଗି ତମର୍ ପାରା ଜିଉଦି ନଇଲା ଲକର୍ ପାଇ, କିରିସ୍ଟ ଜିସୁର୍ ଲାଗି ବନ୍ଦି ଅଇରଇବା ପାଉଲ୍ ମୁଇ, ପର୍ମେସର୍କେ ପାର୍ତନା କଲିନି ।
2 Аще убо слышасте смотрение благодати Божия данныя мне в вас,
୨ତମର୍ ନିକପାଇ ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଏ କାମ୍ ଦେଇଆଚେ । ଏଟା ନିଜେ ସୁନିଆଚାସ୍ ।
3 яко по откровению сказася мне тайна, якоже преднаписах вмале:
୩ପର୍ମେସର୍ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍ତୁ ତମ୍କେ ଅଲପ୍ ଲେକି ରଇଲି ।
4 о немже можете чтуще разумети разум мой в тайне Христове,
୪ସେଟା ପଡ୍ଲେ, କିରିସ୍ଟର୍ ପାଇ ରଇବା ପର୍ମେସରର୍ ଟିକିନିକି ବିସଇ ମୁଇ ବୁଜ୍ଲିଆଚି ବଲି, ତମେ ଜାନି ପାର୍ସା ।
5 яже во инех родех не сказася сыном человеческим, якоже ныне открыся святым Его Апостолом и пророком Духом Святым:
୫ଆଗର୍ ଲକ୍ମନ୍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍ ଏବେ ତାର୍ ଆତ୍ମା ଦେଇ, ସେ ବାଚି ରଇବା ତାର୍ ସୁକଲ୍ ପେରିତ୍ମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଜାନାଇଲା ଆଚେ ।
6 яко быти языком снаследником и стелесником и спричастником обетования Его о Христе Иисусе, благовествованием,
୬ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍କବରର୍ ଲାଗି, ଜିଉଦି ବିସ୍ବାସିମନର୍ ସଙ୍ଗ୍, ଜିଉଦି ନଇଲା ବିସ୍ବାସିମନ୍ ମିସା ପର୍ମେସରର୍ ଆସିର୍ବାଦେ ମିସ୍ବାଇ । ସେମନ୍ ମିସିକରି, ଗଟେକ୍ ଗାଗଡ୍ ପାରା ଅଇଜିବାଇ । ମାପ୍ରୁ ଜିସୁ କିରିସ୍ଟର୍ ଲାଗି ପର୍ମେସର୍ ଦେଇ ରଇବା ସବୁ କାତାଇ ବାଗ୍ ଅଇସା ।
7 емуже бых служитель по дару благодати Божия, данныя мне по действу силы Его.
୭ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଜନ୍ ଦାନ୍ ଦେଇ ଆଚେ, ସେଟାର୍ ଲାଗି ମୁଇ ନିମାନ୍ କବର୍ ଜାନାଇବା ଲକ୍ ଅଇଲିଆଚି । ତାର୍ ବପୁ ମର୍ ବିତ୍ରେ କାମ୍ କଲାର୍ ଲାଗି ଏଟା ଅଇଲା ।
8 Мне меншему всех святых дана бысть благодать сия, во языцех благовестити неизследованное богатство Христово
୮ମୁଇ ପର୍ମେସରର୍ ଲକ୍ମନର୍ ସବୁର୍ଟାନେଅନି ସାନ୍ ଅଇଲେ ମିସା ଜିଉଦିନଇଲା ଲକ୍ମନ୍କେ କିରିସ୍ଟର୍ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍ଲା ଆଚେ । ଏ ବିସଇ ଲକ୍ମନ୍ ବୁଜ୍ବାକେ ଆବଡ୍ ରଇବାଟା ।
9 и просветити всех, что есть смотрение тайны сокровенныя от веков в Бозе, создавшем всяческая Иисус Христом, (aiōn )
୯ପର୍ମେସର୍ ତାର୍ ଲୁଚ୍ତେରଇବା ଜଜ୍ନା କେନ୍ତାର୍ ପୁରାପୁରୁନ୍ କର୍ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍ଲା ଆଚେ । ସବୁ ବିସଇ ତିଆର୍ କଲା ବେଲେଅନି, ଏବେ ଜାକ ସେ ତାର୍ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, । (aiōn )
10 да скажется ныне началом и властем на небесных Церковию многоразличная премудрость Божия,
୧୦ଜେନ୍ତାର୍କି ମଣ୍ଡ୍ଲିର୍ ଟାନେଅନି ତାର୍ ବିନ୍ ବିନ୍ ରକାମର୍ ଗିଆନ୍ ସର୍ଗର୍ ସାସନ୍କାରିଆମନ୍କେ ଆରି ବପୁ ରଇବାଟାମନ୍କେ, ସେ ଜାନାଇସି ।
11 по предложению век, еже сотвори о Христе Иисусе Господе нашем, (aiōn )
୧୧ଜଗତ୍ ତିଆର୍ କର୍ବା ଆଗ୍ତୁ, ଏଟା ସେ ଜଜ୍ନା କରିରଇଲା । ଏଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଲାଗି ସେ ପୁରାପୁରୁନ୍ କଲା ଆଚେ । (aiōn )
12 о Немже имамы дерзновение и приведение в надеянии верою Его.
୧୨କିରିସ୍ଟର୍ ତେଇ ବିସ୍ବାସ୍ କଲାର୍ ପାଇ ଆରି ତାର୍ ସଙ୍ଗ୍ ମିସି ରଇଲାର୍ ପାଇ, ନ ଡର୍ତେ, ସାଆସ୍ ଅଇକରି, ପର୍ମେସରର୍ ମୁଆଟେ ଟିଆ ଅଇବୁ ।
13 Темже молю (вы) не стужати си в скорбех моих о вас, яже есть слава ваша.
୧୩ସେଟାର୍ ପାଇ ମୁଇ ତମ୍କେ ବାବୁଜିଆ କରି କଇଲିନି, “ତମର୍ ପାଇ ବଲି ଅଇବା ମର୍ ଦୁକ୍ କସ୍ଟର୍ ପାଇ ମନ୍ଦୁକ୍ କରାନାଇ, ଏ ସବୁ ତମର୍ ବଲ୍ ପାଇ ଅଇଆଚେ ।”
14 Сего ради преклоняю колена моя ко Отцу Господа нашего Иисуса Христа,
୧୪ସେଟାର୍ପାଇ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି,
15 из Негоже всяко отечество на небесех и на земли именуется:
୧୫ତାର୍ ଲାଗିସେ ସରଗର୍ ଆରି ପୁର୍ତିବିର୍ ସବୁ କୁଟୁମ୍ ଅଇଲା ଆଚେ,
16 да даст вам по богатству славы Своея, силою утвердитися Духом Его во внутреннем человеце,
୧୬ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି ।
17 вселитися Христу верою в сердца ваша: в любви вкоренени и основани,
୧୭ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।
18 да возможете разумети со всеми святыми, что широта и долгота и глубина и высота,
୧୮ମୁଇ ପାର୍ତନା କଲିନି ତମେ ପର୍ମେସରର୍ ଲକ୍ମନର୍ ସଙ୍ଗ୍ ମିସିକରି କିରିସ୍ଟର୍ ଆଲାଦ୍ ବୁଜ୍ବାକେ ବପୁ ପାଇସା । ତାର୍ ବଡ୍ ଆଲାଦ୍ ସଙ୍ଗ୍ ସେ ଆମ୍କେ ଆଲାଦ୍ କଲା ଆଚେ ।
19 разумети же преспеющую разум любовь Христову, да исполнитеся во всяко исполнение Божие.
୧୯ଉଁ, ନର୍ଲକ୍ ବୁଜ୍ବା ତେଇଅନି ଅଦିକ୍ କିରିସ୍ଟ ଆମ୍କେ ଆଲାଦ୍ କଲା ଆଚେ, ସେ ଆଲାଦ୍ ତମେ ଜାନା ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ତମର୍ ଚାଲାଚାଲ୍ତି ପରମେସରର୍ ପାରା ଅଇ ଆଇସି ।
20 Могущему же паче вся творити по преизбыточествию, ихже просим или разумеем, по силе действуемей в нас,
୨୦ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି ।
21 Тому слава в Церкви о Христе Иисусе во вся роды века веков. Аминь. (aiōn )
୨୧ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍! (aiōn )