< Mako 5 >
1 Vakayambuka mhiri kwegungwa kunyika yavaGerase.
୧ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ ।
2 Jesu akati abuda mugwa, mumwe murume akanga ano mweya wakaipa akauya achibva kumakuva kuti azosangana naye.
୨ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା ।
3 Murume uyu aigara kumakuva, uye kwakanga kusisina munhu aigona kumusungazve, kunyange kana nengetani.
୩ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ ।
4 Nokuti kazhinji aisungwa maoko namakumbo, asi aidambura ngetani napakati uye achivhuna simbi dzaiva pamakumbo ake. Hakuna munhu aiva nesimba rokumukunda.
୪ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା ।
5 Usiku namasikati aingochema uye achizvicheka-cheka namabwe ari pakati pamakuva uye nomuzvikomo.
୫ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
6 Akati aona Jesu achiri chinhambwe, akamhanya akandowira namabvi ake mberi kwake.
୬ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା ।
7 Akadanidzira nenzwi riri pamusoro achiti, “Munodeiko kwandiri, Jesu, Mwanakomana waMwari Wokumusoro-soro? Pikai kuna Mwari kuti hamuzonditambudzi!”
୭ଆରି ଆଉଲି ଅଇ କିର୍କିରି କରି କଇଲା, “ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।”
8 Nokuti Jesu akanga ati kwaari, “Buda mumunhu uyu, iwe mweya wakaipa!”
୮କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, “ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।”
9 Ipapo Jesu akamubvunza akati, “Zita rako ndiwe ani?” Akapindura akati, “Zita rangu ndiRegioni, nokuti tiri vazhinji.”
୯ଆରି, ଜିସୁ ତାକେ ପାଚାର୍ଲା, “ତର୍ ନାଉଁ କାଇ ନାଉଁ?” ସେ ତାକେ କଇଲା, “ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।”
10 Uye akakumbira akumbirazve kuna Jesu kuti arege kuidzinga kubva munyika iyo.
୧୦ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
11 Boka guru renguruve raifura riri pazvikomo zvaiva pedyo nenzvimbo iyi.
୧୧ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ ।
12 Madhimoni akakumbirisa kuna Jesu akati, “Titumei henyu pakati penguruve, titenderei henyu kuti tinopinda madziri.”
୧୨ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, “ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।”
13 Akaatendera, uye mweya yakaipa yakabuda ikaenda ikandopinda munguruve. Boka rinenge zviuru zviviri pakuwanda, rakamhanya richiburukira kumawere rikapinda mugungwa uye rikanyuramo.
୧୩ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
14 Vaya vakanga vachifudza nguruve vakatiza vakandozivisa izvi muguta nomumaruwa, uye vanhu vakabuda kuti vandoona zvakanga zvaitika.
୧୪ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ “ତେଇ କାଇଟା ଅଇଲାଆଚେ?” ବଲି ଦେକ୍ବାର୍ ଆଇଲାଇ ।
15 Vakati vasvika kuna Jesu, vakaona murume uya akanga akabatwa neRegioni ramadhimoni, agere ipapo, akapfeka uye ava munhu kwaye; uye vakatya.
୧୫ଆରି ଲକ୍ମନ୍ ଜିସୁର୍ ଲଗେ ଆସିକରି ସେ ଡୁମା ଦାରି ରଇଲା ଜନ୍ଲକ୍କେ କି ଆଗ୍ତୁ ବାଇନି ଡୁମା ଦାରିରଇଲା, ସେ ଲକ୍ ନିମାନ୍ ଲୁଗା ପିନ୍ଦିକରି ନିକ ଲକର୍ପାରା ବସିରଇବାଟା ଦେକି ଡରିଗାଲାଇ ।
16 Vaya vakanga vazviona vakavaudza zvakanga zvaitika kumunhu akanga ambobatwa namadhimoni, uye vakataura nezvenguruvewo.
୧୬ଆରି ଜନ୍ ଲକ୍ମନ୍ ଦେକିରଇଲାଇ, ସେମନ୍ ସେ ଡୁମା ଦାରିରଇବା ଲକ୍କେ କାଇଟା ଅଇରଇଲା, ସେଟା ଆରି ଗୁସ୍ରିମନ୍କେ ଅଇଲା ବିସଇ ସେମନ୍କେ କଇଦେଲାଇ ।
17 Ipapo vanhu vakatanga kukumbira Jesu kuti abve munyika yavo.
୧୭ତେଇ ଲକ୍ମନ୍ ଜିସୁକେ ସେମନର୍ ସନ୍ଦିଅନି ଚାଡି ଜିବାକେ ବାବୁଜିଆ କଲାଇ ।
18 Jesu paakanga opinda mugwa, munhu akanga akabatwa namadhimoni akakumbira zvikuru kuti aende naye.
୧୮ପଚେ ଜିସୁ ଡଙ୍ଗାଇ ଚଗ୍ବା ବେଲେ ଜନ୍ଲକ୍କେ ଆଗ୍ତୁ ଡୁମା ଦାରିରଇଲା, ସେ ଲକ୍ ତାର୍ ସଙ୍ଗ୍ ରଇବାକେ ବାବୁଜିଆ କଲା ।
19 Jesu haana kumutendera, asi akati kwaari, “Chienda kumba kumhuri yako undovaudza zvawaitirwa naShe, uye kuti akunzwira ngoni sei.”
୧୯ମାତର୍ ଜିସୁ ତାକେ ତେବାଇକରି କଇଲା, “ତମର୍ ଗରେ, ତମର୍ ନିଜର୍ ଲକ୍ମନର୍ ଟାନେ ଜା, ଆରି ପର୍ମେସର୍ ତର୍ପାଇ ଜନ୍ ବଡ୍ କାମ୍ କଲା ଆଚେ ଆରି ତକେ ଜନ୍ ଦୟା ଦେକାଇ ଆଚେ, ସେଟା ସବୁ ସେମନ୍କେ ଜାନାଇଦେସ୍ ।”
20 Saka murume uyu akabva akaenda uye akatanga kutaura muDhekapori zvinhu zvikuru zvaakanga aitirwa naJesu. Uye vanhu vose vakashamiswa.
୨୦ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
21 Jesu akati ayambukazve mhiri negwa kuno rumwe rutivi rwegungwa, vazhinji zhinji vakaungana vakamukomberedza paakanga ari pagungwa.
୨୧ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା ।
22 Ipapo mumwe wavabati vomusinagoge, ainzi Jairosi, akasvikapo. Paakaona Jesu akawira patsoka dzake
୨୨ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା ।
23 uye akamukumbirisa zvikuru achiti, “Mwanasikana wangu mudiki ava kufa. Ndapota uyai muise maoko enyu pamusoro pake kuti agoporeswa uye ararame.”
୨୩ଆରି ବେସି ବାବୁଜିଆ କରି କଇଲା, “ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।”
24 Saka Jesu akaenda naye. Vazhinji zhinji vakatevera vachimanikidzirana.
୨୪ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
25 Uye pakanga pano mukadzi aiva nechirwere chokubuda ropa kwamakore gumi namaviri.
୨୫ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା ।
26 Akanga atambudzika zvikuru uye achirapwa navanachiremba vazhinji uye akanga apedza zvose zvaaiva nazvo, asi pachinzvimbo chokuva nani akatonyanyisa kurwara.
୨୬ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା ।
27 Akati anzwa nezvaJesu, akauya mushure make mukati mavazhinji uye akabata nguo yake,
୨୭ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା,
28 nokuti akati mumwoyo make, “Kana ndikangobata nguo dzake, ndichaporeswa.”
୨୮“କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।”
29 Pakarepo tsime reropa rake rakapwa uye akanzwa mumuviri wake kuti akanga asunungurwa kubva pakutambudzika kwake.
୨୯ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା ।
30 Pakarepo Jesu akanzwa kuti simba rakanga rabuda maari. Akatendeukira kuruzhinji rwavanhu akabvunza achiti, “Ndianiko abata nguo dzangu?”
୩୦ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, “କେ ମର୍ ଲୁଗା ଚିଇଲା?”
31 Vadzidzi vake vakati, “Muri kuona vanhu vachikutsimbirirai, zvino moti, ‘Ndianiko andibata?’”
୩୧ତାର୍ ସିସ୍ମନ୍ ତାକେ କଇଲାଇ, “ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି?”
32 Asi Jesu akaramba achitarisa-tarisa kuti aone kuti ndiani akanga aita izvozvo.
୩୨ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା ।
33 Ipapo mukadzi, achiziva zvakanga zvaitika kwaari, akauya akawira patsoka dzake, uye achidedera nokutya, akamuudza chokwadi chose.
୩୩ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା ।
34 Iye akati kwaari, “Mwanasikana, kutenda kwako kwakuporesa. Enda norugare uye usunungurwe pakutambudzika kwako.”
୩୪ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
35 Jesu achiri kutaura, vamwe varume vakauya vachibva kumba kwaJairosi, mukuru wesinagoge. Vakati, “Mwanasikana wenyu afa. Muchanetsereiko mudzidzisi?”
୩୫ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି?”
36 Asina hanya nezvavakanga vataura, Jesu akati kumukuru wesinagoge, “Usatya; tenda bedzi.”
୩୬ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, “ଡରାନାଇ, ଆବ୍କା ବିସ୍ବାସ୍ କରା ।”
37 Haana kutendera mumwe munhu kuti amutevere kunze kwaPetro, Jakobho naJohani mununʼuna waJakobho.
୩୭ଆରି ପିତର୍, ଜାକୁବ ଆରି ତାର୍ ବାଇ ଜଅନକେ ଚାଡି ଆରି କାକେ ନିଜର୍ ସଙ୍ଗ୍ ଜିବାକେ ଦେଏ ନାଇ ।
38 Vakati vasvika pamba pomukuru wesinagoge, Jesu akanzwa mheremhere, vanhu vachichema nokuungudza zvikuru.
୩୮ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା ।
39 Akapinda akati kwavari, “Ko, mheremhere ndeyeiko nokuungudza uku? Mwana haana kufa asi avete.”
୩୯ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, “କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।” ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
40 Asi vakamuseka. Mushure mokunge avabudisa vose panze, akatora baba namai vomwana navadzidzi vaakanga anavo, akapinda makanga muno mwana.
୪୦ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା ।
41 Akamubata noruoko akati kwaari, “Tarita kumi!” (zvichireva kuti, “Musikana, ndinoti kwauri, muka!”)
୪୧ଆରି ଟକିର୍ ଆତେଦାରି ତାକେ କଇଲା, “ଟଲିତାକୁମ୍!” ବଇଲେ “ଏ ନୁନି ମୁଇଁ ତକେ କଇଲିନି ଉଟ୍!”
42 Pakarepo musikana akasimuka akafamba-famba (akanga ana makore gumi namaviri okuberekwa). Nokuda kwaizvozvi, vakashamiswa zvikuru.
୪୨ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ ।
43 Akarayira nokurayira kukuru kuti parege kuva nomunhu anoziva nezvazvo, uye akavaudza kuti vamupe zvokudya.
୪୩ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି “ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।” ବଲି କଇଲା ।