< Mako 10 >

1 Uye Jesu akabva panzvimbo iyoyo akaenda munyika yeJudhea uye akayambuka mhiri kweJorodhani. Vanhu vazhinji vakauyazve kwaari, uye sezvayakanga iri tsika yake, akavadzidzisa.
ତାର୍‌ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍‌ ସନ୍ଦି ଆରି ଜର୍‌ଦନର୍‌ ଆରି ଗଟେକ୍‌ ବାଟେ ଆଇଲା । ଆରି ସବୁ ବେଲାର୍‌ ପାରା ଲକ୍‌ମନ୍‌ ତାର୍‌ ଲଗେ ରୁଣ୍ଡ୍‌ଲାଇ । ଆରି ଜିସୁ ସେମନ୍‌କେ ପର୍‌ମେସରର୍‌ କାତା ସିକାଇଦେଲା ।
2 Vamwe vaFarisi vakauya vakamuedza nokumubvunza vachiti, “Zvinotenderwa here kuti munhu arambe mukadzi wake?”
କେତେଟା ପାରୁସିମନ୍‌ ଜିସୁରୁ ଲଗେ ଆସିକରି ତାକେ ବୁଲ୍‌ ଦାର୍‌ବାକେ ଏନ୍ତାରି ପର୍‌ସନ୍‌ ପାଚାର୍‌ଲାଇ । “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାଟା ଆମର୍‌ ନିୟମେ ଆଚେ କି?”
3 Iye akati, “Mozisi akakurayirai kuti kudiniko?”
ଜିସୁ ସେମନ୍‌କେ କଇଲା, “ମସା ତମ୍‌କେ କାଇ ଆଦେସ୍‌ ଦେଲା ଆଚେ?”
4 Ivo vakati, “Mozisi akatendera murume kuti anyore tsamba yokurambana uye agomuendesa.”
ସେମନ୍‌ କଇଲାଇ, “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାର୍‌ ରାଜିନାମା ପତର୍‌ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
5 Jesu akapindura akati, “Nokuti mwoyo yenyu yakanga iri mikukutu, Mozisi akakunyorerai murayiro uyu.
ଜିସୁ ସେମନ୍‌କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍‌ ମନ୍‌ବିତ୍‌ରର୍‌ ବୁଜ୍‌ବା ବପୁ ଡାଟ୍‌ ରଇଲାଟା ଦେକିକରି ସେ, ଏ ଆଦେସ୍‌ ଲେକିଦେଲା ଆଚେ ।
6 Asi kubvira kumavambo okusikwa kwezvinhu, Mwari ‘akavaita murume nomukadzi.’
ଜେନ୍ତି ସାସ୍‌ତର୍‌ କଇଲାନି, ପର୍‌ମେସର୍‌ ଜେଡେବେଲେ ଏ ଦୁନିଆ ତିଆର୍‌କଲା, ସେବେଲେ ସେ ମାଇଜିମୁନୁସ୍‌ କରି ତିଆର୍‌କଲା ଆଚେ ।
7 Nokuda kwaizvozvi, murume achasiya baba vake namai vake uye agonamatira kumukadzi wake,
ସେଟାର୍‌ପାଇ ଗଟେକ୍‌ ମୁନୁସ୍‌ ତାର୍‌ ବାବା ମାକେ ଚାଡିକରି ତାର୍‌ ମାଇଜି ସଙ୍ଗ୍‌ ମିସ୍‌ସି ।
8 uye vaviri ava vachava nyama imwe. Saka havachisiri vaviri, asi nyama imwe.
ସେ ଦୁଇଲକ୍‌ ଗଟେକ୍‌ ଅଇବାଇ, ଆରି ସେମନ୍‌ ଦୁଇଲକ୍‌ ଇସାବେ ନ ରଅତ୍‌, ମାତର୍‌ ଗଟେକ୍‌ ଲକ୍‌ ଇସାବେ ରଇବାଇ ।
9 Naizvozvo izvo zvabatanidzwa naMwari, munhu ngaarege kuzviparadzanisa.”
ସେଟାର୍‌ପାଇ ପର୍‌ମେସର୍‌ ଜନ୍‌ ଦୁଇଲକ୍‌କେ ମିସାଇଆଚେ, କେ ମିସା ସେମନ୍‌କେ ବିନେ ନ ବେଗ୍‌ଲାଅତ୍‌ ।”
10 Vakati vapindazve mumba, vadzidzi vakabvunza Jesu pamusoro paizvozvi.
୧୦ଜିସୁ ଆରି ତାର୍‌ ସିସ୍‌ମନ୍‌ ଗରେ ବାଉଡିଗାଲା ପଚେ, ସିସ୍‌ମନ୍‌ ଆରିତରେକ୍‌ ଏ ବିସଇ ତାକେ ପାଚାର୍‌ଲାଇ ।
11 Akapindura akati, “Ani naani anoramba mukadzi wake uye akawana mumwe mukadzi, ava kuita upombwe naye.
୧୧ଜିସୁ ସେମନ୍‌କେ କଇଲା, “ଗଟେକ୍‌ ମନସ୍‌ ତାର୍‌ ମାଇଜିକେ ଚାଡ୍‌ପତର୍‌ ଦେଇ ବିନ୍‌ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍‌ ପର୍‌ତୁମ୍‌ ମାଇଜିର୍‌ ବିରୁଦେ ପାଦ୍‌ରା କାମ୍‌ କଲାନି ।
12 Uye kana iye akarambawo murume wake uye akawanikwa nomumwe murume, anoita upombwe naye.”
୧୨ଆରି ସେନ୍ତି ସେ ଜନ୍‌ ମାଇଜିଟକି ତାର୍‌ ମୁନୁସ୍‌କେ ଚାଡ୍‌ ପତର୍‌ ଦେଇ, ବିନ୍‌ ମୁନୁସ୍‌କେ ବିବା ଅଇସି ବଇଲେ ସେ ମିସା ପର୍‌ତୁମ୍‌ ମନସ୍‌ ବିରୁଦେ ପାଦ୍‌ରି କାମ୍‌ କଲାନି ।” ବଲିକରି କଇଲା ।
13 Vanhu vakanga vachiuya navana vaduku kuna Jesu kuti avabate, asi vadzidzi vakavatsiura.
୧୩ଗଟେକ୍‌ ଦିନ୍‌ କେତେକ୍‌ ଲକ୍‌ମନ୍‌ ତାକର୍‌ ପିଲାଟକିମନ୍‌କେ ଜିସୁ ଆତ୍‌ ସଙ୍ଗଇ ଆସିର୍‌ବାଦ୍‌ କର ବଲି ତାର୍‌ଲଗେ ଆନ୍‌ଲାଇ । ମାତର୍‌ ତାର୍‌ ସିସ୍‌ମନ୍‌ ଲକ୍‌ମନ୍‌କେ, ଦମ୍‌କାଲାଇ ।
14 Jesu paakazviona, akatsamwa. Akati kwavari, “Regai vana vaduku vauye kwandiri, uye musavadzivisa, nokuti umambo hwaMwari ndohwavakadai.
୧୪ଜିସୁ ଏଟା ଦେକି ବେସି ରିସାଅଇ ସିସ୍‌ମନ୍‌କେ କଇଲା, “ସାନ୍‌ ପିଲାମନ୍‌କେ ମର୍‌ ଲଗେ ଆଇବାକେ ବାଟ୍‌ ଦିଆସ୍‌, ସେମନ୍‌କେ ମନା କରାନାଇ । କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ଏନ୍ତି ପିଲାଟକିମନର୍‌ ପାରା ରଇବା ଲକ୍‌ମନର୍‌ ପାଇସେ ।
15 Ndinokuudzai chokwadi, ani naani asingagamuchiri umambo hwaMwari somwana muduku haangatongopindi mahuri.”
୧୫ମୁଇ ତମ୍‌କେ ସତ୍‌ କାତା କଇଲିନି, କେ ମିସା ଗଟେକ୍‌ ସାନ୍‌ ପିଲାର୍‌ ପାରା ନ ଅଇ, ପର୍‌ମେସରର୍‌ ରାଇଜ୍‌ ନ ନାମତ୍‌, ସେମନ୍‌ କେବେ ମିସା ତାର୍‍ ରାଇଜେ କେଟି ନାପାରତ୍‌ ।”
16 Ipapo akatora vana akavafungatira mumaoko ake, akaisa maoko ake pamusoro pavo akavaropafadza.
୧୬ତାର୍‌ପଚେ ଜିସୁ ସାନ୍‌ ସାନ୍‌ ପିଲାଟକିମନ୍‌କେ ଉଁଚାରି ତାକର୍‌ ମୁଣ୍ଡେ ଚିଇକରି ଆସିର୍‌ବାଦ୍‌ କଲା ।
17 Jesu akati achifamba munzira, mumwe murume akamhanyira kwaari akawira pasi namabvi ake pamberi pake. Akabvunza akati, “Mudzidzisi akanaka, ndinofanira kuiteiko kuti ndigare nhaka youpenyu husingaperi?” (aiōnios g166)
୧୭ଜିସୁ ଆରି ତାର୍‌ ସିସ୍‌ମନ୍‌ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍‌ ଲକ୍‌ ପାଲାଇ ଆସି ତାର୍‌ ଲଗେ କେଟ୍‌ଲା ଆରି ତାର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍‌ଲା, “ଏ ନିମାନ୍‌ ଗୁରୁ, ନ ସାର୍‌ବା ଜିବନ୍‌ ମିଲାଇବାକେ ଆଲେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
18 Jesu akapindura akati, “Unondiidzireiko akanaka? Hakuna munhu akanaka kunze kwaMwari oga.
୧୮ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍‌ ଲକ୍‌ ବଲି କଇଲୁସ୍‌ନି? କାଇକେବଇଲେ ପର୍‌ମେସର୍‌କେ ଚାଡିକରି ଆରି ବିନ୍‌ଟା କେ ମିସା ନିମାନ୍‌ ଲକ୍‌ ନାଇ ।
19 Mirayiro unoiziva here inoti: ‘Usauraya, usaita upombwe, usaba, usapupura nhema, usanyengera, kudza baba vako namai vako.’”
୧୯ଆରି ତୁଇ ନିଅମ୍‍ତା ଜାନିଆଚୁସ୍‌, ମାର୍‌ବାର୍‌ ନାଇ, ପାଦ୍‌ରାପାଦ୍‌ରି କାମ୍‌ କର୍‌ବାର୍‌ ନାଇ, ଚର୍‌ କାମ୍‌ କର୍‌ବାର୍‌ ନାଇ, ମିଚ୍‌ ସାକି ଦେବାର୍‌ ନାଇ, ଆୟା ବାବାକେ ସନ୍‌ମାନ୍‌ ଦିଆସ୍‌ ।” ବଲି କଇଲା ।
20 Iye akati, “Mudzidzisi, izvi zvose ndakazvichengeta kubvira ndichiri mukomana.”
୨୦ସେ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍‌ ସାନ୍‌ ବେଲେ ଅନି ମାନ୍‌ଲିନି ।”
21 Jesu akamutarira uye akamuda, akati kwaari, “Unoshayiwa chinhu chimwe chete. Enda undotengesa zvinhu zvose zvaunazvo upe kuvarombo, ugova nepfuma kudenga. Ipapo ugouya, unditevere.”
୨୧ଜିସୁ ତାକେ ନିକକରି ଦେକ୍‌ଲା ଆରି ତାକେ ଆଲାଦ୍‌ କରି କଇଲା, “ତୁଇ ଏବେ ମିସା ଗଟେକ୍‌ ବିସଇତେଇ ଉନା ଆଚୁସ୍‌ । ତୁଇ ଜାଇ ତର୍‌ ଦନ୍‌ସଁପତି ବିକି, ସେ ଡାବୁ ଗରିବ୍‌ ଲକ୍‌ମନ୍‌କେ ବାଟାକରି ଦେସ୍‌, ତୁଇ ସର୍‌ଗେ ଦନ୍‌ ପାଇସୁ । ଏନ୍ତିକରି ମର୍‌ ପଚେ ପଚେ ଆଉ ।” ବଲିକରି କଇଲା ।
22 Anzwa izvi akasuwa kwazvo. Akaenda akasuwa, nokuti akanga ane pfuma zhinji.
୨୨ଜିସୁ କଇଲା ଏ କାତା ସୁନିକରି ସେ ଲକ୍‌ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍‌ ବେସି ସାଉକାର୍‌ ରଇଲା ।
23 Jesu akatarira-tarira ndokuti kuvadzidzi vake, “Zvakaoma sei kuti mupfumi apinde muumambo hwaMwari!”
୨୩ଜିସୁ ଚାରିବେଡ୍‌ତି ଦେକିକରି ସିସ୍‌ମନ୍‌କେ କଇଲା, “ସାଉକାର୍‌ ଲକ୍‌ମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ବେସି କସ୍‌ଟ ଆଚେ ।”
24 Vadzidzi vakashamiswa namashoko ake. Asi Jesu akatizve, “Vana, zvakaoma sei kupinda muumambo hwaMwari!
୨୪ଜିସୁର୍‌ କାତା ସୁନିକରି ସିସ୍‌ମନ୍‌ କାବା ଅଇଗାଲାଇ । ମାତର୍‌ ଜିସୁ ସେମନ୍‌କେ ଆରିତରେକ୍‌ କଇଲା, “ଏ ମର୍‌ ପିଲାମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ଲକ୍‌ମନ୍‌କେ କେଡେକ୍‍ କସ୍‌ଟ!
25 Zviri nyore kuti ngamera ipinde napaburi retsono pano kuti mupfumi apinde muumambo hwaMwari.”
୨୫ଜେନ୍ତି ଗଟେକ୍‌ ବଡ୍‌ ଜଁତ୍‌ ସୁଜି ବାଟେ ଚିଙ୍ଗ୍‌ଲି ଜିବାକେ କସ୍‌ଟ, ସାଉକାର୍‌ ଲକ୍‌ ପର୍‌ମେସରର୍‌ ରାଇଜେ କେଟ୍‌ବାଟା ତାର୍‌ତେଇଅନି ଅଦିକ୍‌ କସ୍‌ଟ ।”
26 Vadzidzi vakanyanya kushamiswa, uye vakati pakati pavo, “Zvino ndianiko angaponeswa?”
୨୬ସିସ୍‌ମନ୍‌ ଆରିତରେକ୍‌ ବେସି କାବା ଅଇଗାଲାଇ ଆରି ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
27 Jesu akatarisa kwavari akati, “Kumunhu hazvigoneki, asi kwete naMwari; zvinhu zvose zvinogoneka kuna Mwari.”
୨୭ଜିସୁ ସେମନ୍‌କେ ଦେକିକରି କଇଲା, “ଏ ବିସଇ ଲକ୍‌ମନର୍‌ ଟାନେ ଅଇନାପାରେ, ମାତର୍‌ ପର୍‌ମେସରର୍‌ ଟାନେ ସବୁଟା ଅଇପାର୍‌ସି ।”
28 Petro akati kwaari, “Isu takasiya zvinhu zvose kuti tikuteverei!”
୨୮ପିତର୍‌ ଜିସୁକେ କଇଲା, “ଦେକା ଆମେ ଆମର୍‌ ସବୁ ଚାଡିଦେଇ ତମର୍‌ ସଙ୍ଗ୍‍ ଆଇଲୁଆଚୁ ।”
29 Jesu akapindura akati, “Ndinokuudzai chokwadi, hakuna munhu akasiya musha, kana vanunʼuna kana hanzvadzi kana mai kana baba kana vana kana minda nokuda kwangu uye nokuda kwevhangeri
୨୯ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ମର୍‌ ସଙ୍ଗ୍‍ ଆଇବାକେ ଆରି ପର୍‌ମେସରର୍‌ ନିମାନ୍‌ କାତା ଜାନାଇବାକେ ଗର୍‌ ଦୁଆର୍‌, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
30 achakundikana kugamuchira zvakawanda kakapetwa kazana munguva ino (misha, vanunʼuna, hanzvadzi, vanamai, vana neminda, uye pamwe chete naizvozvo, kutambudzika) uye panguva inouya, upenyu husingaperi. (aiōn g165, aiōnios g166)
୩୦ସେ ସତ୍‌ସେ, ନିଜର୍‌ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍‌ ଅଦିକ୍‌ ଏ ଜୁଗେ ପାଇସି । ଗର୍‌ ଦୁଆର୍‌, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍‌ସୁ ଅଦିକ୍‌ ପାଇସି ଆରି ତାର୍‌ ସଙ୍ଗ୍‍ ଗେଞ୍ଜ୍‌ନା ମିସା ପାଇସି । ମାତର୍‌ ଆଇବା ଜୁଗେ ପର୍‌ମେସରର୍‌ ରାଇଜେ, ସେ ନ ସାର୍‌ବା ଜିବନ୍‌ ପାଇସି । (aiōn g165, aiōnios g166)
31 Asi vazhinji vanova vokutanga ndivo vachava vokupedzisira, uye vokupedzisira vachava vokutanga.”
୩୧ମାତର୍‌ ଜନ୍‍ ଲକ୍‌ମନ୍‌ ଆଗ୍‌ତୁ ଅଇତେରଇବାଇ, ସେମନ୍‌ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍‌ ଆଗ୍‌ତୁ ରଇବାଇ ।”
32 Vakanga vari munzira vachikwidza kuenda kuJerusarema, Jesu achivatungamirira, uye vadzidzi vakakatyamara, asi vaya vakanga vachitevera vakanga vachitya. Akatorazve vane gumi navaviri vari voga uye akavaudza zvaizoitika kwaari.
୩୨ସେମନ୍‌ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍‌ ଆଗ୍‌ତୁ ଆଗ୍‌ତୁ ଜାଇତେ ରଇଲା । ସେବେଲା ସିସ୍‌ମନ୍‌ କାବାଅଇଜାଇତେ ରଇଲାଇ । ଆରି ଜିସୁର୍‌ ପଚେ ପଚେ ଜିବା ଲକ୍‌ମନ୍‌ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ବିନେ ଡାକିନେଇକରି ନିଜ୍‌କେ କାଇକାଇଟା ଅଇସି, ସେ ବିସଇ କଇବାର୍‌ ଦାର୍‌ଲା ।
33 Akati, “Tiri kuenda kuJerusarema, uye Mwanakomana woMunhu achapandukirwa agoiswa kuvaprista vakuru navadzidzisi vomurayiro. Vachamutongera rufu uye vachamuisa mumaoko eveDzimwe Ndudzi,
୩୩ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍‌ମେସରର୍‌ଟାନେଅନି ଆସିରଇବା ନର୍‌ପିଲା, ମକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମୁକିଅ ପୁଜାରିମନ୍‍ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‍କେ ସର୍‌ପି ଦେବାଇ । ସେମନ୍‌ ମକେ କିଜାଇକରି ବିଚାର୍‌ କରି ‘ଆକେ ମରାଇବାର୍‌ ଆଚେ ।’ ବଲି ରମିୟ ଲକ୍‍ମନ୍‍କେ ସର୍‌ପି ଦେବାଇ ।
34 avo vachamuseka uye vagomupfira mate, vachamurova uye vagomuuraya. Shure kwamazuva matatu, achamuka.”
୩୪ସେମନ୍‌ ମକେ ଟାପ୍‌ରା କର୍‌ବାଇ, ମର୍‌ ଉପ୍‌ରେ ତୁକ୍‌ବାଇ । ମକେ କର୍‌ଡା ସଙ୍ଗ୍‌ ମାର୍‌ବାଇ, ଆରି ସାରାସାରି ମରାଇବାଇ । ମାତର୍‌ ମରିକରି ତିନ୍‌ଦିନ୍‌ ଗାଲାପଚେ, ମୁଇ ଆରି ତରେକ୍‌ ମଲାଟାନେଅନି ଉଟ୍‌ବି ।”
35 Ipapo Jakobho naJohani vanakomana vaZebhedhi, vakauya kwaari, vakati, “Mudzidzisi, tinoda kuti mutiitire zvose zvose zvatinokumbira.”
୩୫ଜେବଦି ନାଉଁର୍‌ ଗଟେକ୍‌ ଲକର୍‌ ପିଲାମନ୍‌ ଜାକୁବ୍‌ ଆରି ଜଅନ୍‌ ଜିସୁର୍‌ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍‌ତେଇ ଜାଇଟା ମାଙ୍ଗ୍‌ବୁ, ତୁଇ ସେଟା କର୍‌ ବଲି ଆମେ ମନ୍‍ କଲୁନି ।”
36 Akavabvunza akati, “Munoda kuti ndikuitireiko?”
୩୬ଜିସୁ ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‍ କଲାସ୍‌ନି?”
37 Vakapindura vakati, “Titenderei kuti mumwe wedu agare kuruoko rwenyu rworudyi uye mumwe kuruboshwe rwenyu mukubwinya kwenyu.”
୩୭ସେମନ୍‌ ଜିସୁକେ କଇଲାଇ, “ତୁଇ ତର୍‌ ଡାକ୍‌ପୁଟା ପାଇବା ବସ୍‍ବା ଜାଗାଇ ବସ୍‌ଲା ବେଲେ ଆମର୍‌ ଦୁଇଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ତର୍‌ ଉଜା ବାଟେ ଆରି ଗଟେକ୍‌ ଲକ୍‌କେ ଡେବ୍‌ରି ବାଟେ ବସାଅ ବଲି ମନ୍‍ କଲୁନି ।”
38 Jesu akati, “Hamuzivi zvamunokumbira. Mungagona here kunwa mukombe wandinonwa kana kubhabhatidzwa norubhabhatidzo rwandinobhabhatidzwa narwo?”
୩୮ଜିସୁ ସେମନ୍‌କେ କଇଲା, “ତମେ କାଇ ବିସଇ ମାଙ୍ଗ୍‌ଲାସ୍‌ନି ସେ ବିସଇ ନାଜାନାସ୍‌ । ମକେ ଜନ୍‌ ମୁତାଇ ଦୁକ୍‌କସ୍‌ଟ ପାଇବାକେ ଆଚେ, ସେ ମୁତାର୍‌ ଦୁକ୍‌କସ୍‌ଟ ପାଇପାରାସ୍‌ କି? ଆରି ମୁଇ ଜନ୍‌ ଡୁବନ୍‌ ନେବାର୍‌ ଆଚେ, ସେ ଡୁବନ୍‌ ନେଇ ପାରାସ୍‌ କି?”
39 Vakapindura vakati, “Tinogona.” Jesu akati, “Muchanwa mukombe wandinonwa uye muchabhabhatidzwa norubhabhatidzo rwandinobhabhatidzwa narwo,
୩୯ସେମନ୍‌ ଜିସୁକେ କଇଲାଇ, “ଉଁ ଆମେ ପାର୍‌ବୁ ।” ଜିସୁ ସେମନ୍‌କେ କଇଲା, “ଏଟା ସତ୍‌ସେ । ମୁଇ ଜନ୍‌ ମୁତାର୍‌ ଦୁକ୍‌କସ୍‌ଟ ପାଇବି ଆରି ଜନ୍‌ ଡୁବନ୍‌ ନେବି ତମେମିସା ସେ ମୁତାର୍‌ ଦୁକ୍‌ କସ୍‌ଟ ଆରି ଡୁବନ୍‌ ପାଇସା ।
40 asi zvokugara kuruoko rwangu rworudyi kana kuruboshwe handisini ndinozvipa. Nzvimbo idzi ndedzavaya vakadzigadzirirwa.”
୪୦ମାତର୍‌ ମର୍‌ ଉଜାବାଟେ କି ଡେବ୍‌ରିବାଟେ ବସ୍‌ବାକେ ଦେବାର୍‌, ମର୍‌ ଅଦିକାର୍‌ ନାଇ, ମାତର୍‌ ମର୍‌ ବାବା ବାଚ୍‌ସି ।”
41 Vane gumi vakati vanzwa izvi, vakatsamwira Jakobho naJohani.
୪୧ଜାକୁବ୍‌ ଆରି ଜଅନ୍‌ କଇଲା କାତା ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ସୁନ୍‌ଲାଇ, ଜାକୁବ୍‌ ଆରି ଜଅନ୍‌କେ ବେସି ରିସା ଅଇଗାଲାଇ ।
42 Jesu akavadana pamwe chete akati, “Munoziva kuti vaya vanonzi vatongi neveDzimwe Ndudzi vanotonga pamusoro pavo, uye vabati vavo vakuru vanoshandisa simba pamusoro pavo.
୪୨ମାତର୍‌ ଜିସୁ ତାର୍‌ ସିସ୍‌ମନ୍‌କେ ଗଟେକ୍‌ଟାନେ ଡାକି କରି ସେମନ୍‌କେ କଇଲା, “ଏ ଦୁନିଆର୍‌ ରାଜାମନ୍‌ ଆରି ନେତାମନ୍‌ ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକ୍‌ବାକେ ମନ୍‍ କର୍‌ବାଇ । ଆରି ସର୍‌କାର୍‌ ମିସା ତାକର୍‌ ତଲେ ରଇଲା ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକି ରଇବାକେ ମନ୍‍ କର୍‌ବାଇ । ଏ ବିସଇ ତମେ ଜାନିଆଚାସ୍‌ ।
43 Hazvina kudaro pakati penyu. Pachinzvimbo chaizvozvo, ani naani anoda kuva mukuru pakati penyu anofanira kuva muranda wenyu,
୪୩ମାତର୍‌ ତମର୍‌ ବିତ୍‌ରେ ଏନ୍ତି ନ ରଇକରି ବିନ୍‌ବାବେ ରଇବାର୍‌ ଆଚେ । ତମର୍‌ ବିତ୍‌ରେଅନି କେ ବଡ୍‌ ଲକ୍‌ ପାରା ଦେକାଇଅଇବାକେ ମନ୍‍ କଲାନି ବଇଲେ, ସେ ତମର୍‌ ସବୁ ଲକର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ପାରା ରଅ ।
44 uye ani naani anoda kuva wokutanga anofanira kuva nhapwa yavose.
୪୪ଜଦି କେ ତମର୍‌ ବିତ୍‌ରେ ଅନି ପର୍‌ମେସରର୍‌ ମୁଆଟେ ମୁକିଅ ଲକ୍‌ ଅଇବାକେ ମନ୍‍ କଲାନି ବଇଲେ, ସେ ଗଟେକ୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା ପାରା ସେବା କର ।
45 Nokuti kunyange Mwanakomana woMunhu haana kuuya kuzoshumirwa, asi kuzoshumira uye nokupa upenyu hwake kuti huve rudzikinuro rwavazhinji.”
୪୫କାଇକେ ବଇଲେ ପର୍‌ମେସର୍‌ଟାନେଅନି ଆସିରଇବା ନର୍‌ପିଲା ମୁଇ, ବିନ୍‌ ଲକ୍‌ମନର୍‌ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍‌ ସେବା କର୍‌ବାକେ ଆସି ଆଚି । ଆରି ମୁଇ ଜିବନ୍‌ ଦେବାର୍‍ ଲାଗି, ବେସି ଲକ୍‌ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
46 Ipapo vakasvika kuJeriko. Jesu navadzidzi vake, pamwe chete navanhu vazhinji, vakati vobuda muguta, Bhatimeo, murume akanga ari bofu, (ndiye mwanakomana waTimeo), akanga agere parutivi penzira achipemha.
୪୬ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରିଅ ନାଉଁର୍‌ ଗଡେ କେଟ୍‌ଲାଇ । ସେ ଗଡ୍‌ ଚାଡିକରି ଗାଲାବେଲେ, ତିମାୟ ନାଉଁର୍‍ ଲକର୍‌ ପିଲା ବାର୍‌ତିମୟ ବଲି ଗଟେକ୍‌ କାଣା ଲକ୍‌ ବାଟ୍‍ପାଲି ବସି ବିକ୍‌ ମାଙ୍ଗ୍‌ତେରଇଲା ।
47 Paakanzwa kuti akanga ari Jesu weNazareta, akatanga kudanidzira achiti, “Mwanakomana waDhavhidhi, ndinzwirei ngoni!”
୪୭ନାଜରିତର୍‌ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍‌ ପଅ ଜିସୁ, ମକେ ଦୟାକରା!”
48 Vazhinji vakamutsiura uye vakamutaurira kuti anyarare, asi akanyanyisa kudanidzira achiti, “Mwanakomana waDhavhidhi, ndinzwirei ngoni!”
୪୮ବେସି ଲକ୍‌ମନ୍‌ ତାକେ ଚିମ୍‌ରାଇଅଇ ରଇବାକେ କଇଲାଇ, ମାତର୍‌ ସେ କାଣାଲକ୍‌ ଅଦିକ୍‌ ଅଦିକ୍‌ ଆଉଲିଅଇକରି କଇଲା, “ଏ ଦାଉଦର୍‌ ପଅ! ମକେ ଦୟା କରା ।”
49 Jesu akamira akati, “Mudanei.” Saka vakadana murume uya bofu vakati, “Tsunga mwoyo! Simuka! Anokudana.”
୪୯ଜିସୁ ତେବିକରି କଇଲା, “ତାକେ ମର୍‌ ଲଗେ ଆଇବାକେ କୁଆ ।” ଲକ୍‌ମନ୍‌ କାଣାକେ ଡାକିକରି କଇଲାଇ, “ସାଆସ୍‌ ଦାରିକରି ଉଟ୍‌, ଜିସୁ ତକେ ଡାକ୍‌ଲାନି ।”
50 Akakanda jasi rake parutivi, akakwakuka akauya kuna Jesu.
୫୦କାଣା ଲକ୍‌ ତାର୍‌ ଚାଦର୍‌ ତେଇ ପିଙ୍ଗିଦେଇକରି ଚିକାଲ୍‌ନା ଡେଗଇ ଉଟ୍‌ଲା ଆରି ଜିସୁର୍‌ ଲଗେ ଗାଲା ।
51 Jesu akamubvunza akati, “Unoda kuti ndikuitirei?” Murume uya bofu akati, “Rabhi, ndinoda kuona.”
୫୧ଜିସୁ ତାକେ ପାଚାର୍‌ଲା “ମୁଇ ତର୍‌ପାଇ କାଇଟା କର୍‌ବି ବଲି ତୁଇ ମନ୍‍ କଲୁସ୍‌ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍‌ବି ସେଟା ମନ୍‍ କଲିନି ।”
52 Jesu akati, “Enda hako, kutenda kwako kwakuporesa.” Pakarepo meso ake akasvinudzwa uye akatevera Jesu munzira.
୫୨ଜିସୁ ତାକେ କଇଲା, “ଜା, ତୁଇ ନିମାନ୍‌ ଅଇଜାଇ ଆଚୁସ୍‌ । କାଇକେବଇଲେ ତୁଇ ମକେ ବିସ୍‌ବାସ୍‌ କରି ଆଁକି ଦେକି ପାର୍‌ଲୁସ୍‌ନି ।” ସେଦାପ୍‌ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍‌ ପଚେ ଜିବାର୍‌ ଦାର୍‌ଲା ।

< Mako 10 >