< Ruka 19 >

1 Jesu akapinda muJeriko uye akanga achipfuura nomo.
ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରିଅ ବାଟେ ଜାଇତେ ରଇଲାଇ ।
2 Maiva nomurume ainzi Zakeo; akanga ari mukuru wavateresi uye akanga akapfuma kwazvo.
ତେଇ ଜକିୟ ନାଉଁର୍‌ ଗଟେକ୍‌ ମୁକିଅ ସିସ୍‌ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍‌ ରଇଲା ।
3 Akauya achida kuona Jesu kuti ndiani, asi nokuda kwokuti akanga ari munhu mupfupi, akatadza kuona nokuda kwavanhu vazhinji.
ଜିସୁ କେନ୍ତାର୍‌ ଲକ୍‌ ବଲି ଦେକ୍‌ବାକେ ଜକିୟ ମନ୍‍ କର୍‌ତେ ରଇଲା । ମାତର୍‌ ଜିସୁର୍‌ ସଙ୍ଗ୍‌ ବେସି ଲକ୍‌ମନ୍‌ ଜାଇତେ ରଇଲାଇକେ ତାକେ ଦେକିନାପାର୍‌ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।
4 Nokudaro akamhanyira mberi akandokwira mumuti womuonde kuti amuone, sezvo Jesu akanga achienda naipapo.
ସେଟାର୍‌ ପାଇ ସେ, ଲକ୍‌ମନର୍‌ ଆଗ୍‌ତୁ ପାଲାଇ ଜାଇ ଜିସୁକେ ଦେକ୍‌ବାକେ ଗଟେକ୍‍ ଡୁମ୍‌ରି ଗଚେ ଚଗ୍‌ଲା । କାଇକେ ବଇଲେ ଜିସୁ ସେ ବାଟ୍‍ଦେଇ ଜିବାର୍‌ ରଇଲା ।
5 Jesu akati asvika panzvimbo iyoyo, akatarisa kumusoro ndokuti kwaari, “Zakeo, buruka nokukurumidza. Ndinofanira kunogara mumba mako nhasi.”
ଜିସୁ ସେ ଜାଗାଇ କେଟି ଉପ୍‌ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍‌ରି ଆଉ, ଆଜି ମୁଇ ତମର୍‌ ଗରେ ରଇବି ।”
6 Saka akakurumidza kuburuka akamugamuchira nomufaro.
ତାର୍‌ ପଚେ ଜକିୟ ଦାପ୍‌ରେ ଉତ୍‌ରି ଆସି ବେସି ସାର୍‌ଦାଅଇ ଜିସୁକେ ତାର୍‍ ଗରେ ଡାକିନେଲା ।
7 Vanhu vose vakaona izvi vakatanga kugununʼuna vachiti, “Aenda kunova mueni wo‘mutadzi.’”
ସେଟା ଦେକି ତେଇ ରଇଲା ଲକ୍‌ମନ୍‌ ଜିସୁ ଗଟେକ୍‌ ପାପି ଲକର୍‌ ଗରେ କାଇବାକେ ଗାଲାନି ବଲି ଗୁର୍‌ମୁରି ଜାଇତେରଇଲାଇ ।
8 Asi Zakeo akasimuka akamira pamberi paShe akati, “Tarirai, Ishe! Pano, uye iye zvino, ndinopa hafu yepfuma yangu kuvarombo, uye kana ndakanyengera ani zvake pachinhu chipi zvacho, ndichadzosera zvava zvina.”
ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍‌ରୁ, ସୁନା! ମର୍‌ ସଁପତିଅନି ଅଦାବାଗ୍‍ ଗରିବ୍‌ ଲକ୍‌ମନ୍‌କେ ଦାନ୍‌ କରିଦେବି । ଆରି ସିସ୍‌ତୁ ମାଙ୍ଗ୍‌ବା ବେଲାଇ କାର୍‌ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍‌ଗୁନ୍‌ ଅଦିକ୍‌ ବାଉଡାଇ ଦେବି ।”
9 Jesu akati kwaari, “Nhasi ruponeso rwasvika mumba muno, nokuti murume uyu mwanakomanawo waAbhurahama.
ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍‌ତି ମିଲ୍‌ଲା । କାଇକେବଇଲେ ଏ ମିସା ଗଟେକ୍‌ ଅବ୍‌ରାଆମର୍‌ ନାତିତିତି ।
10 Nokuti Mwanakomana woMunhu akauya kuzotsvaka nokuponesa chakarasika.”
୧୦ପର୍‌ମେସର୍‌ ଟାନେଅନି ଆସିରଇବା ନର୍‌ପିଲା ମୁଇ ପାପେ ରଇଲା ଲକ୍‌ମନ୍‌କେ ସେମନର୍‌ ପାପେଅନି ରକିଆ କର୍‌ବାକେ ଆସିଆଚି ।”
11 Pavakanga vachiri kuteerera izvozvo, akaenderera mberi achivaudza mufananidzo, nokuti akanga ava pedyo neJerusarema uye vanhu vakafunga kuti umambo hwaMwari hwaizokurumidza kuonekwa pakarepo.
୧୧ସେମନ୍‌ ଜିରୁସାଲାମ୍‌ ଲଗେ ଆଇଲା ବେଲାଇ ଜିସୁର୍‌ ସଙ୍ଗ୍‌ ଜିବା ଲକ୍‌ମନ୍‌ ତାର୍‌ କଇବା ସବୁ କାତା ସୁନ୍‌ତେ ରଇଲାଇ । କାଇକେବଇଲେ ତାର୍‌ କାତା ସୁନ୍‌ଲା ଲକ୍‌ମନ୍‌ ପର୍‌ମେସରର୍‌ ରାଇଜର୍‌ ସାସନ୍‌ ଦାପ୍‌ରେ ଅଇସି ବଲି ବାବ୍‌ତେ ରଇଲାଇ ।
12 Akati, “Mumwe murume weimba huru, akaenda kunyika iri kure kuti andogadzwa kuti ave mambo uye agodzoka.
୧୨ସେଟାର୍‌ପାଇ ସେ ଏ କାତାନି କଇଲା, ଗଟେକ୍‌ ବଡ୍‌ ଗରେ ଜନମ୍‌ ଅଇଲା ଲକ୍‌ ଦୁର୍‌ ଦେସେ ଜିବାକେ ତିଆର୍‌ ଅଇଲା । କାଇକେ ବଇଲେ ତେଇ ତାକେ ରାଜା କରାଇବାଇ । ସମାନ୍‌ ବେଲାଇ ତାର୍‌ ଦେସେ ସେ ବାଉଡି ଆଇସି ।
13 Saka akadana varanda vake gumi akavapa zviuru gumi zvamadhora. Akati, ‘Shandisai mari iyi kusvikira ndadzoka.’
୧୩ତାର୍‌ ଆଗ୍‌ତୁ ସେ ତାର୍‌ ଦସ୍‌ଟା ଦାଙ୍ଗ୍‌ଡାମନ୍‌କେ ଡାକି, ଗଟେକ୍‌ ଗଟେକ୍‌ ଲକ୍‌କେ ଗଟେକ୍‌ ଗଟେକ୍‌ ସୁନାର୍‌ ଡାବୁ ଦେଇ କରି କଇଲା, “ମୁଇ ବାଉଡି ଆଇବାଜାକ ଏ ଡାବୁ ବେବାର୍‌ କରି ବୁତେକ୍‌ କରି ରୁଆ ।”
14 “Asi varanda vake vaimuvenga vakatuma nhume dzikamutevera kuti dzinoti, ‘Munhu uyu hatidi kuti ave mambo wedu.’
୧୪ମାତର୍‌ ତାର୍‌ ଦେସର୍‌ ଲକ୍‌ମନ୍‌ ତାକେ ଇନ୍‌ କର୍‌ତେରଇଲାଇ । ଆରି ସାସନ୍‌ କର୍‌ବା ଲକ୍‌ମନର୍‌ ଲଗେ କବର୍‌ କଇ ପାଟାଇଲାଇ, “ଏ ଲକ୍‌ ଆମ୍‌କେ ସାସନ୍‌ କର ବଲି ଆମେ ମନ୍‌ କରୁନାଇ ।”
15 “Akandogadzwa kuti ave mambo, kunyange zvakadaro, akadzoka kumusha. Ipapo akatuma shoko kuvaranda vaakanga apa mari, achida kuziva zvavakanga vawana nayo.
୧୫ଏନ୍ତି ବଲି କଇଲେ ମିସା, ସେ ରାଜାଅଇ ଗରେ ବାଉଡି ଆଇଲା । ଆରି ସେ କାକେ କାକେ ସୁନାର୍‌ ଡାବୁ ଦେଇ ରଇଲା, ସେମନ୍‌ କେତେକ୍‌ ଲାକା ଲାବ୍‌ କଲାଇ ଆଚତ୍‌ ବଲି ଜାନ୍‌ବାକେ ଡାକାଇ ପାଟାଇଲା ।
16 “Wokutanga akasvika akati, ‘Ishe chiuru chenyu chamadhora chakabereka zvimwe zviuru gumi.’
୧୬ତେଇ ପର୍‌ତୁମର୍‌ ଲକ୍‌ ଆସି କଇଲା, “ଏ ଆଗିଆଁ, ତମେ ଦେଲା ଗଟେକ୍‌ ସୁନାର୍‌ ଡାବୁ ନେଇ ଆରି ଦସ୍‌ଟା କଲିଆଚି ।”
17 “Tenzi wake akati, ‘Zvakanaka, muranda wangu akanaka! Nokuti wanga wakatendeka pazvinhu zviduku duku, uchatonga pamusoro pamaguta gumi.’
୧୭ସେ ରାଜା ସାର୍‌ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍‌ଡା, ଅଲପ୍‌ ବିସଇ ଦାଇତ୍‌ ନେଇ କାମ୍‌ କଲୁସ୍‌ । ସେଟାର୍‌ପାଇ ମୁଇ ତକେ ଦସ୍‌ଟା ଗଡ୍‌ ଉପ୍‌ରେ ସାସନ୍‌ କର୍‌ବାକେ ସର୍‌ପି ଦେଲିନି ।”
18 “Wechipiri akasvika akati, ‘Ishe, chiuru chenyu chamadhora chakabereka zvimwe zviuru zvishanu.’
୧୮ଆରି ଗଟେକ୍‌ ଲକ୍‌ ଆସି କଇଲା, “ଆଗିଆଁ, ତୁଇ ଦେଇରଇଲା ସୁନାର୍‌ ଡାବୁ ନେଇ ଆରି ପାଁଚ୍‌ଟା ଲାବ୍‌ କଲିଆଚି ।”
19 “Tenzi wake akapindura akati, ‘Iwe uchatonga pamusoro pamaguta mashanu.’
୧୯ସେ ରାଜା ତାକେ ମିସା କଇଲା “ତକେ ସାସନ୍‌ କର୍‌ବାକେ ପାଁଚ୍‌ଟା ଗଡ୍‌ ସର୍‌ପିଦେଲିନି ।”
20 “Ipapo mumwe muranda akasvika akati, ‘Ishe, hechino chiuru chenyu chamadhora; ndakachichengeta ndakachisungirira mumucheka.
୨୦ମାତର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡା ରାଜାର୍‌ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍‌ ଡାବୁ ଏଦେ ଦେକା, ଗଟେକ୍‌ ଗର୍‌ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
21 Ndakanga ndichikutyai, nokuti muri munhu ane mwoyo wakaoma. Munotora zvamusina kuisapo nokukohwa zvamusina kudyara.’
୨୧ତୁଇ ସାସନ୍‌ କର୍‌ବା ଲକ୍‌ ବଲି ଡରିକରି ମୁଇ ସେଟା ନେଇ ବେବାର୍‌ କରିନାଇ । କାଇକେବଇଲେ ଜାକେ ଦେଇ ନ ରଉସ୍‌ ତାର୍‌ତେଇଅନି ମାଙ୍ଗିନେଇସୁ । ଆରି ଜନ୍ତି ବୁନି ନ ରଉସ୍‌ ତେଇଅନି କାଟି ନେଇସୁ ।”
22 “Tenzi wake akapindura akati, ‘Ndichakutonga namashoko ako pachako, iwe muranda akaipa! Waiziva kuti ndiri munhu ane mwoyo wakaoma, ndinotora zvandisina kuisapo, nokukohwa zvandisina kudyara?
୨୨ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍‌ଡା, ତର୍‌ କାତା ଇସାବେ ଆକା ତକେ ବିଚାର୍‌ କର୍‌ବି । ମୁଇ ଲକ୍‌ମନ୍‌ ଜନ୍‌ଟା ଦେଇ ନ ର‍ଇ ସେଟା ମାଗିନେବି, ଆରି ଜନ୍‌ତେଇ ବୁନି ନ ରଇ ତେଇଅନି କାଟ୍‌ବି, ସେଟା ଜାନିରଇଲୁସ୍‌ ।
23 Seiko zvino usina kuisa mari yangu mubhangi, kuitira kuti pakudzoka kwangu ndizoitora yawanda?’
୨୩ସେନ୍ତାର୍‌ଆଲେ ମର୍‌ ସୁନାର୍‌ ଡାବୁ କାଇକେ ବେଁକେ ସଙ୍ଗଉସ୍‌ ନାଇ? ସଙ୍ଗଇ ରଇଲେ ତେଇଅନି ମକେ କଲନ୍ତର୍‌ ମିଲ୍‌ତା ।”
24 “Ipapo akati kuna avo vakanga vamire pedyo, ‘Mutorerei chiuru chake chamadhora muchipe kuno uyo ane zviuru gumi.’
୨୪ଆରି ସେ ଲଗେ ଟିଆଅଇଲା ଲକ୍‌ମନ୍‌କେ ରାଜା କଇଲା, “ତାର୍‍ ତେଇଅନି ଏ ଅଦ୍‌ଲି ମାଗିନେଇ ଜେ ଦସ୍‌ଟା ଅଦ୍‌ଲି ଲାବ୍‌କଲା ଆଚେ, ତାକେ ଦିଆସ୍‌ ।”
25 “Vakati, ‘Ishe anotova nezviuru gumi zvamadhora nechakare!’
୨୫ମାତର୍‌ ସେ ଲକ୍‌ମନ୍‌ ରାଜାକେ ପାଚାର୍‌ଲାଇ, “ଏ ଆଗିଆଁ ତାର୍‌ଟାନେ ଦସ୍‌ଟା ଆଚେ ଆରି ତାକେ କାଇକେ ଦେଉଁ?”
26 “Iye akapindura akati, ‘Ndinoti kwamuri, mumwe nomumwe anazvo, achapiwa zvimwe, asi uyo asina, achatorerwa kunyange nechaanacho.
୨୬ସେ କଇଲା, “ମୁଇ ତମ୍‌କେ କଇଲିନି, ଜାକେ ଆଚେ ତାକେ ଅଦିକ୍‌ ଦିଆଅଇସି, ମାତର୍‌ ଜାର୍‌ ନାଇ, ତାର୍‌ତେଇ ରଇଲା ଅଲପ୍‌ ମିସା ଚାଡାଇ ନିଆଅଇସି ।
27 Asi vaya vavengi vangu vakanga vasingadi kuti ndive mambo wavo, uyai navo pano muvauraye pamberi pangu.’”
୨୭ମାତର୍‌ ଜେମନ୍‌ ମୁଇ ତାକର୍‌ ରାଜା ଅଇବାକେ ମନ୍‍ ନ କର୍‌ତେ ରଇଲାଇ, ସେମନ୍‍କେ ଡାକି ଆନି ମର୍‌ ମୁଆଟେ ମରାଇଦିଆସ୍‌ ।”
28 Shure kwokunge Jesu ataura izvi, akapfuurira mberi, akakwidza kuJerusarema.
୨୮ଜିସୁ ଏ ସବୁ କାତା କଇସାରାଇ ସିସ୍‌ମନର୍‌ ଆଗ୍‌ତୁ ଆଗ୍‌ତୁ ଜିରୁସାଲାମ୍‌ ବାଟେ ଗାଲା ।
29 Akati asvika kuBhetifage neBhetania paGomo reMiorivhi, akatuma vadzidzi vake vaviri achiti,
୨୯ଜେଡେବଲ୍‌ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିତ୍‌ଗଚ୍‌ମନ୍‌ ରଇଲା ଡଙ୍ଗର୍‌ ପାଲି ଆରି ବେତ୍‌ପାଗି ଆରି ବେତ୍‌ନିଆ ଗଡେ କେଟ୍‌ଲାଇ, ସେ ସିସ୍‌ମନର୍‌ ବିତ୍‌ରେ ଅନି ଦୁଇ ଲକ୍‌କେ, ସେମନ୍‌ ଜିବା ଆଗ୍‌ତୁ ଏନ୍ତାରି କଇପାଟାଇଲା ।
30 “Endai kumusha wakatarisana nemi, uye pamunongopindamo, muchawana mwana wembongoro asina kumbotasvwa nomunhu akasungirirwamo. Muisunungure mugouya nayo pano.
୩୦ତମର୍‌ ମୁଆଟେ ରଇବା ଗାଏଁ ଜାଆ । ସେ ଗାଏଁ ଗାଲେ, କେ କେବେ ମିସା ଚଗିନରଇବା ଗଦପିଲା ବାନ୍ଦିଅଇରଇଲାଟା ଦେକ୍‌ସା । ତାକେ ମେଲି ଦାରିଆସା ।
31 Kana pane munhu anokubvunzai achiti, ‘Seiko muchiisunungura?’ muvaudze kuti, ‘Ishe anoida.’”
୩୧ଜେ ଜଦି ତମ୍‌କେ “କାଇକେ ମେଲି ନେଲାସ୍‌ନି?” ବଲି କଇଲେ “ଏଟା ଗୁରୁକେ ଦର୍‌କାର୍‌ ଆଚେ ବଲି କୁଆ ।”
32 Vaya vakanga vatumwa mberi vakaenda vakandowana zvakaita sezvaakanga avaudza chaizvo.
୩୨ପଚେ ସିସ୍‌ମନ୍‌ ସେ ଗାଏଁ ଜାଇ, ଜିସୁ ଜେନ୍ତି କଇରଇଲା ସେନ୍ତି ଦେକ୍‌ଲାଇ ।
33 Pavakanga vachisunungura mwana wembongoro uyu, muridzi wacho akavabvunza akati, “Seiko muchisunungura mwana wembongoro uyu?”
୩୩ଆରି ସେମନ୍‌ ସେ ଗଦପିଲାକେ ମେଲ୍‌ବାବେଲେ ଗଦ ପିଲାର୍‌ ସାଉକାର୍‌ ସେମନ୍‌କେ ପାଚାର୍‌ଲା, “କାଇକେ ଗଦପିଲାକେ ମେଲ୍‌ଲାସ୍‌ନି?”
34 Ivo vakamupindura vakati, “Ishe anoida.”
୩୪ସିସ୍‌ମନ୍‌ କଇଲାଇ, “ଏ ଗଦପିଲା ଗୁରୁକେ ଦର୍‌କାର୍‌ ଆଚେ ।”
35 Vakauya nayo kuna Jesu, vakaisa nguo dzavo pamusoro pomwana wembongoro ndokubva vakwidza Jesu pairi.
୩୫ସିସ୍‌ମନ୍‌ ଗଦ ପିଲାକେ ଜିସୁର୍‌ ଲଗେ ଆନି ନିଜର୍‌ ନିଜର୍‌ ଲୁଗା ଗଦର୍‌ ଉପ୍‌ରେ ଡାବି ଜିସୁକେ ତାର୍‌ ଉପ୍‌ରେ ବସାଇଲାଇ ।
36 Paakanga achifamba, vanhu vakawaridzira nguo dzavo mumigwagwa.
୩୬ଆରି ଜିସୁ ଗାଲା ବାଟେ ଲକ୍‌ମନ୍‌ ନିଜର୍‌ ନିଜର୍‌ ପଚିଆମନ୍‌ ଅଚାଇ ଦେଲାଇ ।
37 Akati asvika pedyo nenzvimbo ine nzira yaitenukira paGomo reMiorivhi, vazhinji vose vavadzidzi vakatanga kupembera vachirumbidza Mwari namanzwi makuru nokuda kwezviratidzo zvose zvavakanga vaona, vachiti:
୩୭ଜିସୁ ଜେଡେବଲ୍‌ ଜିତ୍‌ଗଚ୍‌ମନ୍‌ ରଇଲା ଗଡ୍‌ଗଡା ଜାଗା ଲଗେ କେଟ୍‌ଲା, ସେବେଲା ତେଇ ରଇଲା ତାର୍‌ ଜେତ୍‌କି ସିସ୍‌ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍‌ ଏତାଇ, ସାର୍‌ଦାଅଇ ଆଉଲିଅଇକରି ପର୍‌ମେସର୍‌କେ ଜୁଆର୍‌ କରି କଇଲାଇ,
38 “Akaropafadzwa mambo anouya muzita raShe!” “Rugare ngaruve kudenga, nokubwinya kumusoro-soro!”
୩୮“ପର୍‌ମେସରର୍‌ ନାଉଁ ନେଇକରି ଜନ୍‌ ରାଜା ଆଇଲାନି ତାକେ ସେ ଆସିର୍‌ବାଦ୍‌ କର । ସର୍‌ଗେ ସାନ୍ତି ଅ, ଆରି ସବୁର୍‌ଟାନେ ଅନି ବଡ୍‌ ପର୍‌ମେସରର୍‌ ମଇମା ଅ ।”
39 Vamwe vaFarisi vakanga vari pakati pavanhu vazhinji vakati kuna Jesu, “Mudzidzisi, tsiurai vadzidzi venyu!”
୩୯ସେ ସିସ୍‌ ମାନ୍ଦାର୍‌ ବିତ୍‌ରେ କେତେଟା ପାରୁସିମନ୍‌ ଜିସୁକେ କଇଲାଇ, “ଏ ଗୁରୁ ତର୍‌ସଙ୍ଗ୍‌ ଆଇବା ସିସ୍‌ମନ୍‌କେ ଚିମ୍‌ରାଅଇ ରଇବାକେ କଅ ।”
40 Akapindura akati, “Ndinokuudzai kuti, kana vakanyarara, matombo achadanidzira.”
୪୦ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ କଇଲିନି, ଏ ଲକ୍‌ମନ୍‌ ଚିମ୍‌ରାଅଇ ରଇଲେ ପାକ୍‌ନାମନ୍‌ ତାକର୍‌ ନିଜେ ନିଜେ ଆଉଲି ଅଇବାଇ ।”
41 Akati aswedera kuJerusarema uye achiona guta, akachema pamusoro paro
୪୧ଜିସୁ ଜିରୁସାଲାମ୍‌ ଲଗେ କେଟ୍‌ଲା ବେଲେ ସେ ଗଡ୍‌ ଦେକି କାନ୍ଦିକରି କଇଲା,
42 akati, “Dai iwe, kunyange iyewe, waiziva chete pazuva rino zvinhu zvaizokupa rugare, asi zvino zvakavanzwa pameso ako.
୪୨“ସାନ୍ତି ପାଇବାକେ କାଇଟା ଦର୍‌କାର୍‌, ସେଟା ଜଦି ତମେ ଆଜି ଜାନିରଇତାସ୍‌ ଆଲେ, କେତେ ନିକ ଅଇତା! ମାତର୍‌ ସେସବୁ ଏବେ ତମେ ଦେକି ନାପାର୍‌ଲାସ୍‌ନି ।
43 Mazuva achasvika pamusoro pako ayo vavengi vako vachakuvakira muchinjiziri vagokukomberedza uye vagokumanikidza kumativi ose.
୪୩ସେଟାର୍‌ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍‌ ଆଇସି । ତମର୍‌ ସତ୍‌ରୁମନ୍‌ ତମର୍‌ ଚାରିବେଟ୍‌ତି ପାଚୁରି ବାନ୍ଦି ଅଟ୍‌କାଇବାଇ ଆରି ଚାରିବେଡ୍‌ତି ଅନି ତମର୍‌ ଉପ୍‌ରେ ମାଣ୍ଡି ଆଇବାଇ ।
44 Vachakupwanyira pasi, iwe navana vari mukati mamasvingo ako. Havazongosiyi ibwe pamusoro perimwe nokuti hauna kuziva nguva yokushanyirwa kwako naMwari.”
୪୪ସେମନ୍‌ ତମ୍‌କେ ଆରି ତମର୍‌ ପାଚୁରି ତେଇ ରଇବା ଲକ୍‌ମନ୍‌କେ ପୁରାପୁରୁନ୍‌ ନସାଇ କୁଟ୍‌କୁଟା କରିଦେବାଇ । ଗଟେକ୍‌ ପାକ୍‌ନା ମିସା ନିଜର୍‌ ଜାଗାଇ ନ ଚାଡତ୍‌ । କାଇକେବଇଲେ ପର୍‌ମେସର୍‌ ତମ୍‌କେ ରକିଆ କର୍‌ବାକେ ଆସିରଇଲା, ସେବେଲା ତମେ ଜାନି ନାପାର୍‌ଲାସ୍‌ ।”
45 Ipapo akapinda mutemberi akatanga kudzinga vaya vakanga vachitengesa.
୪୫ଆରି ଜିସୁ ଜିରୁସାଲାମ୍‌ ମନ୍ଦିର୍‌ ବିତ୍‌ରେ ପୁରିକରି ତେଇ ଗେନାବିକା କର୍‌ବା ଲକ୍‌ମନ୍‌କେ ବାର୍‌କରାଇଦେବାର୍‌ ଦାର୍‌ଲା ।
46 Akati kwavari, “Kwakanyorwa kuchinzi, ‘Imba yangu ichava yokunyengeterera’, asi mava kuiita ‘bako ramakororo.’”
୪୬ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ଏନ୍ତାରି ଲେକାଅଇଲା ଆଚେ, ମର୍‌ ଗର୍‌ ପାର୍‌ତନା ଗର୍‌ ଅଇସି । ମାତର୍‌ ତମେ ସେଟା ଚର୍‌ମନର୍‌ ଲୁଚ୍‌ବା ଜାଗା କରିଆଚାସ୍‌ ।”
47 Aidzidzisa zuva rimwe nerimwe mutemberi. Asi vaprista vakuru navadzidzisi vomurayiro uye navatungamiri pakati pavanhu vakanga vachiedza kumuuraya.
୪୭ତାର୍‌ ପଚେ ଜିସୁ ସବୁଦିନେ ଜିରୁସାଲାମ୍‌ ମନ୍ଦିରେ ସିକିଆ ଦେଇତେ ରଇଲା । ମାତର୍‌ ମୁକିଅ ପୁଜାରିମନ୍‌, ସାସ୍‌ତର୍‌ ସିକାଉମନ୍‌ ଆରି ନେତାମନ୍‌ ମିସି ଜିସୁକେ ମରାଇବାକେ ଚେସ୍‌ଟା କର୍‌ତେ ରଇଲାଇ ।
48 Asi vakanga vasingawani nzira yokuita izvozvo, nokuti vanhu vose vakanga vakanamatira pamashoko ake.
୪୮କାଇକେ ବଇଲେ ଗୁଲାଇ ଲକ୍‌, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍‌ମନ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ତେ ରଇଲାଇ । ତେବର୍‌ ପାଇ ସେମନ୍‌ କେନ୍ତାର୍‌ କର୍‌ବାର୍‌ ବଲି ବାଟ୍‌ ମିଲାଇ ନାପାର୍‌ତେ ରଇଲାଇ ।

< Ruka 19 >