< VaGaratia 2 >

1 Mushure mamakore gumi namana ndakakwirazve kuJerusarema, panguva iyi ndakanga ndina Bhanabhasi. Ndakaendawo naTito.
ଚଉଦ ବରସ୍‌ ପଚେ ବର୍‌ନବାର୍‌ ସଙ୍ଗ୍‌ ମୁଇ ଜିରୁସାଲମେ ବାଉଡିଆଇଲି । ଆମର୍‌ ସଙ୍ଗ୍‌ ତିତସ୍‌କେ ମିସା ଡାକି ନେଇରଇଲୁ ।
2 Ndakaenda nokuda kwokuzarurirwa uye ndikarondedzera pamberi pavo vhangeri randakaparidza pakati peveDzimwe Ndudzi. Asi ndakaita izvi kuna avo vakanga vari vatungamiri vari voga, nokuti ndaitya kuti ndakanga ndichimhanya kana kuti ndatomhanya nhangemutange yangu pasina.
ମୁଇ ତେଇ ଜିବାର୍‌ ଆଚେଆକା ବଲି ପରମେସରର୍‌ଟାନେଅନି ଆଦେସ୍‌ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍‌ମନର୍‌ ଲଗେ ମୁଇ ଜନ୍‌ କବର୍‌ ଜାନାଇଲିନି, ସେଟା ଜିରୁସାଲମର୍‌ ନେତା ବଲି ମାନିଅ ପାଇରଇବା ଲକ୍‌ମନ୍‌, ଗଟେକ୍‌ ଗରେ ବସ୍‌ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍‌ ଆଗର୍‌ ପଚର୍‌ ଜାନାଇବା ସୁବ୍‌କବର୍‌ ବେକାର ନ ଅ, ସେଟାର୍‌ ପାଇ ମୁଇ ଦିଆନ୍‌ ଦେଇରଇଲି ।
3 Asi kunyange naTito, akanga aneni, haana kumanikidzwa kuti adzingiswe, kunyange zvazvo akanga ari muGiriki.
ମୁଇ କଇଲା ବିସଇ ସେମନ୍‌ ରାଜି ଅଇଲାଇ । କାଇକେବଇଲେ ମର୍‌ ସାଙ୍ଗ ତିତସ୍‍, ଗଟେକ୍‌ ଗିରିକ୍‌ ଲକ୍‌ ଅଇରଇଲେ ମିସା, ତାକେ ସୁନତ୍‌ ଅ ଆକା ବଲି ବାଦିଅ କରତ୍‌ ନାଇ ।
4 Nyaya iyi yakamutswa nokuda kwedzimwe hama dzenhema dzakanga dzapinda munzvimbo dzedu kuti vazosora rusununguko rwatinarwo muna Kristu Jesu uye kuti vagotiita nhapwa.
ଏଲେମିସା କେତେକ୍‌ ଲକ୍‌ ତାକେ ସୁନତ୍‌ କର୍‌ବାକେ ମନ୍‍ କର୍‌ତେ ରଇଲାଇ । ସେମନ୍‌ ବିସ୍‌ବାସି ବାଇ ବଲି ନାଡାଇକରି କୁଟିଆଲ୍‌ ଇସାବେ ଦଲେ ମିସିରଇଲାଇ । କିରିସ୍‌ଟ ଜିସୁର୍‌ ସଙ୍ଗ୍‌ ମିସିରଇଲାର୍‌ ଲାଗି ଆମେ ଜନ୍‌ ମୁକ୍‌ଲିରଇବା ଦିନ୍‌ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍‍ ମନ୍‌ କର୍‍ତେ ରଇଲା । ଆମ୍‌କେ ଆରିତରେକ୍‌ ମସାର୍‌ ନିୟମର୍‌ ଦାଙ୍ଗ୍‌ଡା କର୍‌ବାକେ ମିସା ମନ୍‍ କର୍‌ତେରଇଲାଇ ।
5 Hatina kuvapa mukana napaduku, kuitira kuti chokwadi chevhangeri chigare mamuri.
ମାତର୍‌ ତମର୍‌ ଲାଗି, ସୁବ୍‌କବର୍‌ ସତ୍‌ସଙ୍ଗ୍‌ ଦାରି ରକ୍‌ବାକେ, ଆମେ ସେ ନାଡାଉମନ୍‌କେ ଚନେକ୍‌ ମିସା ବେଲା ଦେଇ ନ ରଇଲୁ ।
6 Kana vari vaya vanonzi vanoremekedzwa, hazvinei kuti vakanga vakadii, kwandiri hazvina mutsauko; Mwari haatongi nezvinoonekwa zvokunze, varume ivavo havana chavakawedzera pashoko rangu.
ମାତର୍‌ ଜନ୍‌ ଲକ୍‌ମନ୍‌ ନେତା ବଲାଇ ଅଇତେ ରଇଲାଇ, ସେମନ୍‌ ଜେ ମିସା ଅଅତ୍‌, ସେଟାର୍‌ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍‌ କାକେ ମିସା ବାଇରର୍‌ ଚଲାଚଲ୍‌ତି ଦେକି ବିଚାର୍‌ନା ନ କରେ । ସେ ନେତାମନ୍‌ ମକେ କାଇମିସା ନୁଆ ଜଜ୍‌ନା ନ ଦେଇରଇଲାଇ ।
7 Zvisinei hazvo, vakaona kuti ndakapiwa basa rokuparidza vhangeri kune veDzimwe Ndudzi, sezvakaitwawo Petro kuvaJudha.
ଆରି ଗଟେକ୍‌ ବାଟେ ସେମନ୍‌ ଦେକ୍‌ଲାଇ ଜେ, ପରମେସର୍‌ ଜେନ୍ତିକି ପିତର୍‌କେ ଜିଉଦିମନର୍‌ ଲଗେ ସୁବ୍‌କବର୍‌ ଜାନାଇବାକେ ଦାଇତ୍‌ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍‌ମନର୍‌ ଟାନେ ସୁବ୍‌କବର୍‌ ଜାନାଇବାକେ ମକେ ଦାଇତ୍‌ ଦେଲାଆଚେ ।
8 Nokuti Mwari, iye akanga achishanda muushumiri hwaPetro somupostori kuvaJudha, akanga achishandawo muushumiri hwangu somupostori kune veDzimwe Ndudzi.
କାଇକେବଇଲେ ପିତର୍‌ ଜେନ୍ତି ପର୍‌ମେସରର୍‌ ବପୁ ପାଇକରି ଜିଉଦିମନର୍‌ ପାଇ ପେରିତ୍‌ ସିସ୍‌ ଇସାବେ ଦାଇତ୍‌ ପାଇରଇଲା, ସମାନ୍‍ ସେନ୍ତି, ମୁଇ ମିସା ପରମେସରର୍‌ ବପୁ ପାଇକରି ଜିଉଦି ନଇଲା ଲକ୍‌ମନର୍‌ ପାଇ ପେରିତ୍‌ ସିସ୍‌ ଇସାବେ ଦାଇତ୍‌ ପାଇଲିଆଚି ।
9 Jakobho, Petro, naJohani, ivo vainzi mbiru, vakandimbunda ini naBhanabhasi noruoko rworudyi rwokuwadzana pavakaona nyasha dzandakanga ndapiwa. Vakabvuma kuti tinofanira kuenda kune veDzimwe Ndudzi, uye ivo vaende kuvaJudha.
ନେତା ଇସାବେ ଏଜାଇଅଇରଇବା ଜାକୁବ୍‌, ପିତର୍‌ ଆରି ଜଅନ୍‌, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍‌ ମକେ ଏ ମୁକିଅ କାମର୍‌ ଦାଇତ୍‌ ଦେଲାଆଚେ । ସେଟାର୍‌ ପାଇ ସେମନ୍‌ ମକେ ଆରି ବର୍‌ନବାକେ, ଆମେ ମିସିକରି କାମ୍‌ କରୁବଲି ଗଟେକ୍‌ ଚିନ୍‌ ଇସାବେ ଆତ୍‌ ମିଲାଇଲାଇ । ବର୍‌ନବା ଆରି ମୁଇ ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ଆରି ସେମନ୍‌ ଜିଉଦିମନର୍‌ ବିତ୍‌ରେ କାମ୍‌ କର୍‌ବୁ ବଲି ରାଜି ଅଇରଇଲୁ ।
10 Zvavakangokumbira zvakanga zviri zvokuti isu tirambe tichirangarira varombo, chinova ndicho chinhu chandaidisa kuita.
୧୦ସେମନ୍‌ ଆମ୍‌କେ ସେମନର୍‌ ଦଲେ ଅବାବେ ରଇଲା ଲକ୍‌ମନ୍‌କେ ଏତାଇତେରୁଆ ବଲି ଅବ୍‍କା ଏତ୍‌କି ଗୁଆରି କରିରଇଲାଇ । ସେ ବିସଇ କର୍‌ବାକେସେ ମର୍‌ ମନ୍‌ ରଇଲା ।
11 Petro akati asvika kuAndioki, ndakamutsoropodza pachena, nokuti akanga akanganisa zviri pachena.
୧୧ପିତର୍‌ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍‌ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍‌ କାମ୍‌ କର୍‌ତେରଇଲା ।
12 Vamwe varume vakabva kuna Jakobho vasati vasvika, akanga achimbodya neveDzimwe Ndudzi. Asi pavakasvika, akatanga kusuduruka uye akazvitsaura kubva kune veDzimwe Ndudzi nokuti akanga achitya vaya vakanga vari veboka rokudzingiswa.
୧୨ଆଗ୍‌ତୁ ସେ ଜିଉଦି ନଇଲା ଲକ୍‌ମନର୍‌ ସଙ୍ଗ୍‌ କାଇତେରଇଲା, ମାତର୍‌ ଜେଡେବଲ୍‌ ଜାକୁବ୍‌ ପାଟାଇରଇବା ଲକ୍‌ମନ୍‌ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍‌ ଜିଉଦି ବିସ୍‌ବାସିମନ୍‌ ଜିଉଦି ନଇଲାଟାମନ୍‌କେ ସୁନତ୍‌ ଉଆ ବଲି ବାଦିଅ କର୍‌ତେରଇଲାଇ, ସେମନ୍‌କେ ଡରି ପିତର୍‌ ଏନ୍ତି କଲା ।
13 Vamwe vaJudha vakabatana naye pakunyengera kwake, zvokuti nokunyengera kwavo, naBhanabhasi akanga atsauswawo.
୧୩ବିନ୍‌ ଜିଉଦି ବାଇମନ୍‌ ମିସା ପିତର୍‌ ସଙ୍ଗ୍‌ ମିସି କୁଟିଆଲ୍‌ମନର୍‌ ପାରା ଚଲାଚଲ୍‌ତି କର୍‌ତେ ରଇଲାଇ । ଏନ୍ତିକି ବର୍‌ନବା ମିସା ସେନ୍ତାରି ଅଇଗାଲା ।
14 Ndakati ndaona kuti vakanga vasingafambi muchokwadi chevhangeri, ndakati kuna Petro pamberi pavo vose, “Iwe uri muJudha, asi unoda kurarama somuHedheni, kwete somuJudha. Seiko, zvino, uchimanikidza veDzimwe Ndudzi kuti vatevere tsika dzechiJudha?
୧୪ସବୁର୍‌ ମୁଆଟେ ମୁଇ ପିତର୍‌କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍‌ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍‌ । ସେନ୍ତାର୍‌ଆଲେ ଜିଉଦି ନ ଅଉଁମନ୍‌କେ ଆମର୍‌ ଦରମର୍‌ ସବୁ ରିତିନିତି ମାନ୍‌ବାକେ କେନ୍ତି ବାଦିଅ କଲୁସ୍‌ନି?”
15 “Isu tiri vaJudha pakuzvarwa uye hatisi vatadzi ve‘Dzimwe Ndudzi’
୧୫ଏବେ ଆମ୍‌କେ ଜନ୍‌ମେଅନି ଜିଉଦି ଲକ୍‌ ବଲି ଜାନତ୍‌ । ପର୍‌ମେସରର୍‌ ନିୟମ୍‌ ନାଜାନ୍‌ଲା ଜିଉଦି ନଇଲା ଲକ୍‌ମନର୍‌ପାରା ନଉଁ ।
16 uye tinoziva kuti munhu haaruramisirwi nokuchengeta murayiro, asi nokutenda muna Jesu Kristu. Saka nesuwo, takaisa kutenda kwedu muna Kristu Jesu kuti tiruramisirwe nokutenda muna Kristu, uye kwete nokuchengeta murayiro, nokuti hakuna munhu acharuramisirwa nokuchengeta murayiro.
୧୬ଅଇଲେ ମିସା ଆମେ ଜାନୁ, ମସାର୍‌ ନିୟମର୍‌ ଦାବି ପୁରାପୁରୁନ୍‌ କଲେ ନଏଁ, ମାତର୍‌ ଉଜେ ଜିସୁ କିରିସ୍‌ଟର୍‌ତେଇ ବିସ୍‌ବାସ୍‌ କଲେ, ଗଟେକ୍‌ ଲକ୍‌ ପରମେସରର୍‌ ମୁଆଟେ ଦସ୍‌ ନ ରଇବା ଲକ୍‌ ବଲାଇଅଇସି । ତାର୍‍ ମୁଆଟେ ଦରମ୍‌ ଲକ୍‌ ବଲାଇଅଇବାକେ, ଆମେ ଜିଉଦିମନ୍‌ ମିସା ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲୁନି । କାଇକେବଇଲେ ପର୍‌ମେସରର୍‌ ମୁଆଟେ କେମିସା ନିୟମ୍‌ ମାନ୍‌ବା ଲକ୍‌ ଦରମ୍‌ ବଲି ଏଜାଇ ନ ଅଅତ୍‌ ।
17 “Kana tichitsvaka kuti kururamisirwa muna Kristu, zvikazoonekwa kuti isu pachedu tiri vatadzi, zvinoreva here kuti Kristu anosimudzira chivi? Kwete napaduku!
୧୭ମାତର୍‌ କିରିସ୍‌ଟର୍‌ ସଙ୍ଗ୍‌ ମିସିରଇଲାକେ ତାର୍‍ ମୁଆଟେ ଆମେ ଦରମ୍‌ଲକ୍‌ ବଲି ଏଜାଇ ଅଇବୁ । ମାତର୍‌ ମସାର୍‌ ନିୟମ୍‌ ଇସାବେ, ଜିଉଦି ନଇଲା ଲକ୍‌ମନର୍‌ ପାରା ଆମେ ପାପିଲକ୍‌ ବଲି ଏଜାଇ ଅଇଲୁନି । କିରିସ୍‌ଟ ଲକ୍‌ମନ୍‌କେ ପାପ୍‌ କରାଇବାକେ ବାଦିଅ କଲାନି ବଲି ତାର୍‌ ଅରତ୍‌ ଆଚେ କି? ନାଇ, ଏନ୍ତାରି କେବେ ନ ଅଏ ।
18 Kana ndikavakazve chandakamboputsa, ndinoratidza kuti ndiri mudariki womurayiro.
୧୮କାଇକେବଇଲେ ମୁଇ ମସାର୍‌ ନିୟମ୍‌ ପିଟି ପାସ୍‌ଲିଦେଲି । ମାତର୍‌ ଜନ୍‌ ନିୟମ୍‌ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍‌ ମାନ୍‌ବାକେ ଚେସ୍‌ଟା କଲେ ସତଇସେ ପାପି ଅଇଜିବି ।
19 Nokuti kubudikidza nomurayiro ndakafa kumurayiro kuitira kuti ndiraramire Mwari.
୧୯ନିୟମର୍‌ ପାଇ ମୁଇ ମଲାସମାନ୍‌ ଅଇଆଚି । ନିୟମର୍‌ ଲାଗି ସେ, ପର୍‌ମେସରର୍‌ ମୁଆଟେ ଦସି ଅଇକରି ମରନର୍‌ ଡଣ୍ଡ୍‌ ପାଇଲି ।
20 Ndakarovererwa pamwe chete naKristu uye handichisiri ini ndinorarama, asi Kristu anorarama mandiri. Kurarama kwandinako munyama, ndinorarama nokutenda muMwanakomana waMwari, akandida uye akazvipa nokuda kwangu.
୨୦ପର୍‌ମେସରର୍‌ ପାଇ ବଁଚ୍‌ବାକେ ମକେ କିରିସଟର୍‌ ସଙ୍ଗ୍‌ କୁର୍‌ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍‌ କିରିସ୍‌ଟ ମର୍‌ଟାନେ ଜିଇକରି ଆଚେ । ଏବେ ମର୍‌ ଗାଗଡ୍‌ ବିସ୍‌ବାସର୍‌ ଲାଗି ଜିବନ୍‌ ଆଚେ । ଜନ୍‌ଟା କି ପର୍‌ମେସରର୍‌ ପଅ ଜିସୁ କିରିସ୍‌ଟ ମକେ ଆଲାଦ୍‌ କରି ମର୍‌ପାଇ ସେ ନିଜେ ସର୍‌ପି ଅଇଲା । ତାକେ ବିସ୍‌ବାସ୍‌ କରି ମୁଇ ଜିଇଲି ଆଚି ।
21 Handikonesi nyasha dzaMwari, nokuti kana kururama kuchigona kuwanikwa nomurayiro, Kristu akafira pasina!”
୨୧ଏଟାର୍‌ପାଇ ପରମେସରର୍‌ ଜିବନ୍‌ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍‌ ମାନ୍‌ଲେ ଜଦି ଗଟେକ୍‌ ଲକ୍‌ ତାର୍‍ ମୁଆଟେ ଦରମ୍‌ ଲକ୍‌ ଅଇପାରେ, ତେବେ କିରିସ୍‌ଟ ମଲାର୍‌ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍‌ଟିଅକେ କଇଲି ।

< VaGaratia 2 >