< VaEfeso 6 >

1 Vana, teererai vabereki venyu muna She, nokuti ndizvo zvakanaka.
ଏ ମର୍‌ ପିଲାଟକିମନ୍‌, ତମେ ମାପ୍‌ରୁର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ଆୟା ବାବାର୍‌ କାତା ମାନିକରି ରୁଆ । ତମେ ଏନ୍ତାରି କର୍‌ବାର୍‌ ଆଚେଆକା ।
2 “Kudza baba namai vako,” ndiwo murayiro wokutanga une chipikirwa,
ଏନ୍ତାରି ଲେକା ଅଇଲାଆଚେ, ନିଜର୍‌ ଆୟା ବାବାକେ ସନ୍‌ମାନ୍‌ ଦିଆସ୍‌ । ଜେନ୍ତାରି କି ତମର୍‌ପାଇ ସବୁ ବିସ‍ଇ ମଙ୍ଗଲ୍‌ ର‍ଇସି । ଆରି ତମେ ସାର୍‌ଦା ଅଇ ବେସି ଦିନ୍‌ ଜାକ ଏ ଜଗତେ ବଁଚିର‍ଇସା ।
3 “kuti uitirwe zvakanaka uye kuti ugare upenyu hurefu panyika.”
ଏଟା ଅଇଲାନି ପର୍‌ମେସରର୍‌ ପର୍‌ତୁମ୍‌ ଆଦେସ୍‌ ଜନ୍‌ଟା କି ସେ ଗଟେକ୍‌ ଦେଇର‍ଇବା କାତା ମିସା ତେଇ ମିସାଇଆଚେ ।
4 Vanababa, regai kutsamwisa vana venyu; asi, muvarere mukurovedza nokurayira kwaShe.
ଏ ବାବାମନ୍‌, ପିଲାମନ୍‌କେ ରିସା କରାଆ ନାଇ । ତାର୍‌ ବାଦୁଲେ ସେମନ୍‌କେ ମାପ୍‌ରୁର୍‌ ବାକିଅ ଇସାବେ ସିକାଇକରି ବଡାଆ ।
5 Varanda, teererai vatenzi venyu vapanyika noruremekedzo uye nokutya, uye nomwoyo wakatendeka, sokuteerera kwamunoita Kristu.
ଏ ଗତିଦାଙ୍ଗ୍‌ଡାମନ୍‌, ଏ ଜଗତେ ର‍ଇବା ସାଉକାର୍‌ମନର୍‌ କାତା ମାନିକରି ରୁଆ । ସେମନ୍‌କେ ସନ୍‌ମାନ୍‌ ଦେଇ, ପୁରାପୁରୁନ୍‌ ମନ୍‌ ସଙ୍ଗ୍‌ ନାମିକରି ରୁଆ । ଜେନ୍ତାରି କି ତମେ କିରିସ୍‌ଟକେ ନାମିକରି ର‍ଇସା ।
6 Musangovateerera kuti vakufarirei pavanenge vachikuonai chete, asi savaranda vaKristu, vanoita kuda kwaMwari zvichibva pamwoyo yavo.
ଅବ୍‌କା ସେମନର୍‌ ମୁଆଟେ ବଲ୍‌ ବଲାଇ ଅଇବାକେ ନାଇ, କି ସେମନ୍‌ ଦେକ୍‌ଲାବେଲେସେ ନାଇ । ମାତର୍‌ କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ପାରା, ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ ମନ୍‌ ଦିଆନ୍‌ ଦେଇ କରା ।
7 Mushande nomwoyo wose, sokunge munoshandira Ishe, kwete munhu,
ତମ୍‌କେ ଦାଇତ୍‌ ଦେଇର‍ଇବା ସବୁ କାମ୍‌ ସାର୍‌ଦା ସଙ୍ଗ୍‍ କରା । ଜେନ୍ତାରିକି ତମେ ଅବ୍‌କା ଲକ୍‌ମନର୍‌ ପାଇ କାମ୍‍ ନ କରି ମାପ୍‌ରୁର୍‌ ସେବା କଲା ପାରା କରା ।
8 nokuti munoziva kuti Ishe achapa mubayiro mumwe nomumwe pane zvose zvakanaka zvaanoita, angava muranda kana akasununguka.
କାଇକେବ‍ଇଲେ ତମେ ନିକ କାମ୍‌ କଲେ, ମାପ୍‌ରୁ ତମ୍‌କେ ପୁରୁସ୍‌କାର୍‌ ଦେଇସି । ତମେ ଗତିଦାଙ୍ଗ୍‌ଡା ଅଇରୁଆ କି ମୁକଲ୍‌ଲା ଲକ୍‌ ଅଇରୁଆ ।
9 Uye imi vatenzi, mubate varanda venyu nenzira imwe cheteyo. Musavatyisa, sezvo muchiziva kuti Tenzi wavo nowenyu ari kudenga, uye haana rusaruro maari.
ଏ ସାଉକାର୍‌ମନ୍‌, ସେନ୍ତାରିସେ ତମର୍‌ ଦାଙ୍ଗ୍‌ଡାମନ୍‌କେ ନିକସଙ୍ଗ୍‍ ଦେକାରକା କରା । ସେମନ୍‌କେ ଦାକାପୁକା ଦିଆସ୍‌ ନାଇ । ତମର୍‌ ମନେ ର‍ଅ, ତାକର୍‌ ଆରି ତମର୍‌ ସାଉକାର୍‌ ସର୍‌ଗେ ଆଚେ । ଆରି ସେ ସାନ୍‌ ବଡ୍‌ ନ ବାବି ଦେକାରକା କର୍‌ସି ।
10 Pakupedzisira, ivai nesimba muna She nomusimba rake guru.
୧୦ସାରାସାରି ପଚେ, ମାପ୍‌ରୁର୍‌ ଟାନେ ମିସିକରି ତାର୍‌ ବପୁପାଇକରି ଡାଟ୍‌ଅଇରୁଆ ।
11 Shongai nhumbi dzose dzokurwa nadzo dzaMwari kuti mugogona kumira muchirwa namano adhiabhori.
୧୧ପର୍‌ମେସର୍‌ ତମ୍‌କେ ଦେଇର‍ଇବା ଜୁଇଦର୍‌ ସବୁ ରକାମ୍‌ ଆତ୍‌ ଆତିଆର୍‌ ସାଜାଡିକରି ରୁଆ । ଜେନ୍ତାରିକି ତମ୍‌କେ ସ‍ଇତାନ୍‌ ନାଡାଇବା ବେଲେ ତାକେ ବିରଦ୍‌ କରିପାରାସ୍‌ ।
12 Nokuti hatirwi nenyama neropa, asi navabati, navanesimba, namasimba enyika ino yerima uye namasimba emweya yakaipa ari muchadenga. (aiōn g165)
୧୨କାଇକେବଇଲେ ଆମେ ଜଗତର୍‌ ଲକ୍‌ମନର୍‌ ବିରୁଦେ ଜୁଇଦ୍‌ କରୁନାଇ । ମାତର୍‌ କାରାପ୍‌ ଆତ୍‌ମାମନ୍‌କେ, ଆନ୍ଦାରେ ର‍ଇବା ଜଗତର୍‌ ସାସନ୍‌କାରିଆମନ୍‌କେ, ଆରି ସର୍‌ଗେ କାରାପ୍‌ ବପୁ ପାଇର‍ଇବା ଆତ୍‌ମାମନର୍‌ ବିରୁଦେ ଜୁଇଦ୍‌ କଲୁନି । (aiōn g165)
13 Naizvozvo shongai nhumbi dzose dzokurwa nadzo dzaMwari, kuti panosvika zuva rakaipa, mugokwanisa kumira, uye mushure mokunge maita zvinhu zvose, kuti mumire.
୧୩ତେବର୍‌ପାଇ ପର୍‌ମେସର୍‌ ଦେଇର‍ଇବା ସବୁରକାମ୍‌ ଜୁଜ୍‌ବା ଆତ୍‌ ଆତିଆର୍‌ ଗଟେକ୍‌ ସନିଅ ପିନ୍ଦ୍‌ଲାପାରା ପନ୍ଦିକରି ସାଜାଡା । ସେନ୍ତାର୍‌ ର‍ଇଲେ ସ‍ଇତାନ୍‌ ଆରି ତାର୍‍ କାରାପ୍‌ ଆତ୍‌ମାମନ୍‌ ତମ୍‌କେ ଜୁଜ୍‍ଲାବେଲେ ସେମନ୍‌କେ ତମେ ବିରଦ୍‌ କରି ପାରାସ୍‌ । ଜୁଇଦର୍‌ପାଇ ସବୁ ରକାମ୍‌ଟା ସାଜାଡି ର‍ଇଲେ ତମେ ପଚେ ନ ଗୁଚିକରି ଟିଆଅଇ ପାର୍‌ସା ।
14 Zvino mirai nesimba, makasunga bhanhire rechokwadi muchiuno chenyu, nechidzitiro chechipfuva chokururama,
୧୪ତେବେ ଜୁଇଦର୍‌ପାଇ ତମେ ଏନ୍ତାରି ଜାଗ୍‌ରତ୍‌ ଉଆ । ଜେନ୍ତାରି କି, ପର୍‌ମେସରର୍‌ ସତ୍‌ ଆଁଟାବେଡା, ଆଁଟାଇ ବାନ୍ଦିଅଇ, ତାର୍‌ ଦରମର୍‌ ସାଞ୍ଜୁ ଜଗାଡି ଅଇ,
15 uye tsoka dzenyu dzakashongedzwa negadziriro inobva pavhangeri rorugare.
୧୫ସୁବ୍‌କବରେଅନି ଆଇବା ସାନ୍ତିର୍‌ ପାଣ୍ଡ‍ଇ ପିନ୍ଦି ସାଜାଡି ଉଆ ।
16 Pamusoro paizvozvi zvose, torai nhoo yokutenda, iyo yamunogona kudzima nayo miseve inopfuta yowakaipa.
୧୬ଏ ସବୁର୍‌ ଉପ୍‌ରେ ବିସ୍‌ବାସର୍‌ ତେବାଇବା ଡାଲ୍‌ ଦାରିରୁଆ । ଏ ଡାଲ୍‌ସଙ୍ଗ୍‌ ସଇତାନ୍‌ ତମର୍‌ ମୁଆଟେ ବିନ୍ଦ୍‌ବା ଜଇର୍‌ କାଣ୍ଡ୍‌ ଅଟ୍‌କାଇ ପାର୍‌ସା ।
17 Torai nguwani yoruponeso nomunondo womweya, iro shoko raMwari.
୧୭ଆରି ମାପ୍‌ରୁ ଦେଇରଇବା ମୁକ୍‌ତି, ଗଟେକ୍‌ ଟପିପାରା ମୁଣ୍ଡ୍‌ ରକିଆ କର୍‌ବାକେ ପିନ୍ଦିରୁଆ । ସୁକଲ୍‌ଆତ୍‌ମା ଦେଇର‍ଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍‌ମେସରର୍‌ ବାକିଅ ।
18 Uye munyengetere muMweya nguva dzose nemhando dzose dzeminyengetero nemikumbiro. Muine izvi mupfungwa dzenyu, murinde uye murambe muchinyengeterera vatsvene.
୧୮ସୁକଲ୍‌ଆତ୍‌ମା ଚେତ୍‌ନା ଦେଲା ଇସାବେ ପାର୍‌ତନା କରା । ସବୁ ରକାମର୍‌ ପାର୍‌ତନା ଆରି ଗୁଆରିସଙ୍ଗ୍‌ ପାର୍‌ତନା କରା । ଏଟାର୍‌ଲାଗି ଜାଗ୍‌ରତ୍‌ ଅଇରୁଆ । ପର୍‌ମେସରର୍‌ ଲକ୍‌ମନର୍‌ପାଇ ପାର୍‌ତନା କରିଲାଗିରୁଆ ।
19 Munyengeterere neniwo, kuti pose pandinoshama muromo wangu, ndipiwe mashoko kuitira kuti ndigozivisa chakavanzika chevhangeri ndisingatyi,
୧୯ମର୍‌ପାଇ ମିସା ପାର୍‌ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍‌ମେସର୍‌ ମକେ ଟିକ୍‌ ବାକିଅ ଦେଅ । ସେନ୍ତାର୍‌ କଲେ, ସୁବ୍‌ କବରର୍‌ ଲୁଚିର‍ଇବା ବିସ‍ଇ ମୁଇ କାକେ ନ ଡରିକରି ଲକ୍‌ମନ୍‌କେ ଜାନାଇ ପାର୍‌ବି ।
20 iro randiri nhume yakasungwa nengetani. Nyengeterai kuti ndiritaure ndisingatyi, sezvandinofanira.
୨୦ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇବାପାଇ ଗଟେକ୍‍ ରାଜାର୍‌ ଦୁତ୍‌ ପାରା ଅଇଲିଆଚି । ସୁବ୍‌କବର୍‌ ଟିକ୍‌ ସଙ୍ଗ୍‍, ନ ଡରିକରି ଜାନାଇବାକେ ପର୍‌ମେସର୍‌ ମକେ ବପୁ ଦେଅ ବଲି ପାର୍‌ତନା କରା ।
21 Tikikasi, hama inodikanwa nomuranda akatendeka muna She, achakuudzai zvinhu zvose, kuitira kuti nemiwo muzive zvandiri nezvandinoita.
୨୧ତକିକସ୍‌ ଜେ କି ଆମର୍‌ ଆଲାଦର୍‌ ବାଇ, । ସେ ମାପ୍‌ରୁକେ ବିସ୍‌ବାସ୍‌ ସଙ୍ଗ୍‍ ସେବା କଲାନି । ମୁଇ କେନ୍ତି ଆଚି ଆରି କାଇଟା କଲିନି, ସେ ସବୁ ବିସ‍ଇ ତମ୍‌କେ କ‍ଇଦେଇସି ।
22 Ndiri kumutuma kwamuri nokuda kwechinangwa ichi, kuti muzive zvatiri, uye kuti akukurudzirei.
୨୨ଆମ୍‌କେ ଗଟ୍‌ବା ବିସ‍ଇ ସବୁ ତମେ ଜାନିରୁଆ ବଲିକରି ମୁଇ ତାକେ ତମର୍‌ଟାନେ ପାଟାଇଲିନି । ଆରି ସେ ତମ୍‌କେ ସାର୍‌ଦା କରାଇସି ।
23 Rugare kuhama, norudo nokutenda zvinobva kuna Mwari Baba naIshe Jesu Kristu.
୨୩ଆମର୍‌ ବାବା ପର୍‍ମେସର୍‌ ଆରି ମାପ୍‍ରୁ ଜିସୁକିରିସ୍‌ଟ ସବୁ ବିସ୍‌ବାସି ବାଇମନ୍‌କେ ସାନ୍ତି ଦେଅ । କିରିସ୍‌ଟକେ ବିସ୍‌ବାସ୍‌ କରି ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଅଇବାକେ ସେମନ୍‌ ତମ୍‌କେ ସାଇଜ କରତ୍‌ ।
24 Nyasha kuna vose vanoda Ishe wedu Jesu Kristu norudo rusingaperi.
୨୪ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟକେ ଜେତ୍‌କି ଲକ୍‌ ଆଲାଦ୍‌ କଲାଇନି, ସେମନ୍‌କେ ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇଲାଟା ଆରି ନ ସାର୍‌ବା ଆଲାଦ୍‌ ଦେଅ ।

< VaEfeso 6 >