< VaKorose 1 >

1 Pauro, mupostori waKristu Jesu nokuda kwaMwari, naTimoti hama yedu,
ଏ ଚିଟି ମୁଇ ପାଉଲ୍‌ ଆରି ବିସ୍‌ବାସର୍‌ ଲାଗି ଆମର୍‌ ବାଇଅଇରଇବା ତିମତି ମିସି ଲେକ୍‌ଲୁନି । ପର୍‌ମେସର୍‌ ମକେ ବାଚ୍‌ଲାର୍‌ପାଇ ମୁଇ ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇଆଚି ।
2 kuhama tsvene uye dzakatendeka dziri muna Kristu paKorose: Nyasha norugare zvinobva kuna Mwari Baba ngazvive nemi.
କଲସି ନଅରେ ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍‌ ବିସ୍‌ବାସ୍‌ ରଇବା ବାଇବଇନିମନ୍‌ ଆରି କିରିସ୍‌ଟର୍‌ ସଙ୍ଗ୍‍ ମିସିଆଚାସ୍‌ । ଆମର୍‌ ବାବା ପର୍‌ମେସର୍‌ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
3 Tinogara tichivonga Mwari, Baba vaIshe wedu Jesu Kristu, patinokunyengetererai,
ଆମେ ତମର୍‌ପାଇ ପାର୍‌ତନା କଲାବେଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି ।
4 nokuti takanzwa nezvokutenda kwenyu muna Kristu Jesu uye nezvorudo rwamunarwo kuvatsvene vose,
କାଇକେବଇଲେ ମାପ୍‌ରୁ ଜିସୁକିରିସ୍‌ଟର୍‍ ତେଇ ରଇବା ତମର୍‌ ବିସ୍‌ବାସ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ପାଇ ରଇବା ତମର୍‌ ଆଲାଦର୍‍ ବିସଇ ଆମେ ସୁନିଆଚୁ ।
5 kutenda norudo zvinobva patariro yamakachengeterwa kudenga uye iyo yamakatonzwa nezvayo mushoko rezvokwadi, iro vhangeri
ତମେ ପର୍‌ତୁମ୍‌ ସୁବ୍‌ କବରର୍‌ ବିସଇ ସୁନ୍‌ଲାବେଲେ, ସୁବ୍‌କବରେ ରଇବା ଆସାକର୍‌ବା ବିସଇ ଜାନିରଇଲାସ୍‌ । ତେବର୍‌ପାଇ ତମେ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲକ୍‌ମନ୍‍କେ ଆଲାଦ୍‌ କର୍‍ତେ ରଇଲାସ୍‍ । ତମର୍‌ପାଇ ସର୍‌ଗେ ତିଆର୍‌ ଅଇରଇବା ପୁରୁସ୍‌କାର୍‌ ଆସାକରି ଏନ୍ତାରି କଲାସ୍‌ ।
6 rakasvika kwamuri. Munyika yose vhangeri iri riri kubereka zvibereko uye richikura sezvarakanga richiita pakati penyu kubvira pazuva ramakarinzwa uye mukanzwisisa nyasha dzaMwari muzvokwadi yose.
ଗୁଲାଇ ଜଗତର୍‌ କେତେକ୍‌ କେତେକ୍‌ ଲକ୍‌ମନ୍‌ ଏ ସୁବ୍‌କବର୍‌ ବିସ୍‌ବାସ୍‌କରି ତାକର୍‌ ମନ୍‌ ବାଦ୍‌ଲାଇଲାଇନି । ତମେ ସୁବ୍‌କବର୍‌ ସୁନ୍‌ଲା ପର୍‌ତୁମ୍‌ ଦିନେଅନି ତମର୍‌ ବିତ୍‌ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍‌ମେସର୍‌ ଜିବନ୍‌ ଦୁକାଇଲା ସତ୍‌ ବିସଇ ତମେ ପୁରାପୁରୁନ୍‌ ଜାନିରଇଲାସ୍‌ ।
7 Makazvidzidza kubva kuna Epafrodhitasi, muranda pamwe chete nesu anodikanwa, mushumuri akatendeka waKristu nokuda kwedu,
ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲା ବିସଇ ଆମର୍‌ ଆଲାଦର୍‌ ଗତିଦାଙ୍ଗ୍‌ଡା ଏପାପରାସ୍‌ ତମ୍‌କେ ସିକାଇରଇଲା । ଆମର୍‌ ବାଦୁଲେ ସେ ବିସ୍‌ବାସ୍‌ ରଇକରି କିରିସ୍‌ଟକେ ସେବାକଲାନି ।
8 uye akatiudzawo nezvorudo rwenyu muMweya.
ପର୍‌ମେସର୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ତମ୍‌କେ ସୁକଲ୍‌ଆତ୍‌ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍‌ ଆମ୍‌କେ ଜାନାଇଆଚେ ।
9 Nokuda kwaizvozvi, kubvira pazuva ratakanzwa nezvenyu, hatina kurega kukunyengetererai tichikumbira Mwari kuti akuzadzei nokuziva kuda kwake kubudikidza nouchenjeri hwose hwomweya, uye nokunzwisisa.
ଆମେ ତମର୍‌ ବିସଇର୍‍ ଏ ନିକ କବର୍‌ ସୁନିକରି, ତମର୍‌ପାଇ ପାର୍‌ତନା କରିଲାଗିଆଚୁ । ତାର୍‌ ସୁକଲ୍‌ଆତ୍‌ମାଇଅନି ପାଇରଇବା ଗିଆନ୍‌ ଆରି ବୁଜ୍‌ବା ବପୁସଙ୍ଗ୍‍ ସେ ମନ୍‌କଲାଟା ତମେ ପୁରାପୁରୁନ୍‌ ଜାନିପାର୍‌ସା ବଲି ଆମେ ମାପ୍‌ରୁକେ ଗୁଆରି କଲୁନି ।
10 Uye tinonyengeterera izvi kuitira kuti mugare upenyu hwakafanira uye kuti mumufadze iye mune zvose: muchibereka zvibereko mumabasa ose akanaka, muchikura mukuziva Mwari,
୧୦ତେବର୍‌ପାଇ ତମେ ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତିକରି ସେ ମନ୍‌କଲାପାରା ଜିଉନାକାଉନା କର୍‌ସା । ବିନ୍‌ ଲକ୍‌ମନ୍‌କେ ସାଇଜ କରିଲାଗିରଇସା ଆରି ପର୍‌ମେସରର୍‌ ବିସଇ ଜାନ୍‌ବାକେ ଅଦିକ୍‌ ଅଦିକ୍‌ ବଡିଆଇସା ।
11 muchisimbiswa nesimba rose maererano nokubwinya kwesimba rake kuti muve nokutsunga kukuru uye nomwoyo murefu, muchifara kwazvo
୧୧ତାର୍‌ ବଡ୍‌ ବପୁସଙ୍ଗ୍‍ ନିଜେ ବପୁଅଇ ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚିକରି ରଇପାର୍‌ସା ।
12 muchivonga ivo Baba, vakaita kuti mukodzere kugovana nhaka yavatsvene muumambo hwechiedza.
୧୨ବାବା ପର୍‌ମେସର୍‌ ଉଜଲର୍‌ ରାଇଜେ ତାର୍‌ ଲକ୍‌ମନର୍‌ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍‌ବାକେ ସେ ତମ୍‌କେ ବାଚ୍‌ଲା ଆଚେ । ସେଟାର୍‌ପାଇ ସାର୍‌ଦା ସଙ୍ଗ୍‍ ତାକେ ଦନିଅବାଦ୍‌ ଦେଇସା ।
13 Nokuti akatinunura kubva pasimba rerima akatiuyisa kuumambo hwoMwanakomana waanoda,
୧୩ସେ ଆମ୍‌କେ ଆନ୍ଦାରର୍‌ ବପୁତେଇଅନି ମୁକ୍‌ଲାଇକରି ତାର୍‌ ଆଲାଦର୍‌ ପଅର୍‌ ରାଇଜେ ଡାକିଆନିଆଚେ ।
14 watine dzikinuro maari, iko kuregererwa kwezvivi.
୧୪ତାର୍‌ ପଅର୍‌ଲାଗି ସେ ଆମ୍‌କେ ମୁକ୍‌ଲାଇକରି ଆମର୍‌ ସବୁ ପାପ୍‌ କେମା କରିଦେଲାଆଚେ ।
15 Ndiye mufananidzo waMwari asingaonekwi, dangwe rezvisikwa zvose.
୧୫କିରିସ୍‌ଟ ନ ଡିସ୍‌ବା ପର୍‌ମେସରର୍‌ ସମାନ୍‌ ବାନିମୁର୍‌ତି ଆଚେ । ତିଆର୍‌ କରିରଇବା ସବୁର୍‌ ଉପ୍‌ରେ, ପର୍‌ତୁମ୍‌ ଜନମ୍‌ ଅଇଲା ପଅ ଇସାବେ, ତାର୍‌ ଅଦିକାର୍‌ ଆଚେ ।
16 Nokuti zvinhu zvose zvakasikwa naye: zviri kudenga nezviri panyika, zvinoonekwa nezvisingaonekwi, zvigaro zvoushe kana masimba kana vatongi kana vane simba; zvinhu zvose zvakasikwa naye uye zvakasikirwa iye.
୧୬କାଇକେବଇଲେ ପର୍‌ମେସର୍‌ ତାର୍‌ଟାନେଅନି ସବୁ ବିସଇ ତିଆର୍‌କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍‌ଗେ ରଇବାଟା ସବୁଜାକ, ଡିସ୍‌ବାଟା ଆରି ନ ଡିସ୍‌ବାଟା, ବପୁରଇ ସାସନ୍‌ କର୍‌ବା ଦୁତ୍‌ମନ୍‌ ଆରି ଆତ୍‌ମା ରଇବାଟାମନ୍‌ । କିରିସ୍‌ଟର୍‌ତେଇଅନି ସବୁ ବିସଇ ତିଆର୍‌ କରିରଇଲା ଆରି ତାର୍‌ଲାଗିସେ ସବୁ ବଁଚିଆଚତ୍‌ ।
17 Iye anotangira zvose, uye zvinhu zvose zvinobatana maari.
୧୭କାଇଟା ତିଆର୍‌ ନ ଅଇତେ ସେ ରଇଲା, ଆରି ତାର୍‌ଟାନେ ସବୁ ବିସଇ ମିସିକରି ଚାଲ୍‌ତେରଇସି ।
18 Ndiye musoro womuviri, iyo kereke; ndiye wokutanga uye ndiye dangwe ravakamuka kubva kuvakafa, kuitira kuti pazvinhu zvose iye ave mukuru.
୧୮ମଣ୍ଡଲି ଅଇଲାନି ତାର୍‌ ଗାଗଡ୍‌ ଆରି ସେ ମଣ୍ଡଲିର୍‌ ମୁଣ୍ଡ୍‌ । ମୁଣ୍ଡ୍‌ ଗାଗଡ୍‌କେ ସାସନ୍‌ କଲାପାରା, ସେ ମଣ୍ଡଲିକେ ସାସନ୍‌ କଲାନି । ତାକେସେ ପର୍‌ମେସର୍‌ ମରନେଅନି ପର୍‌ତୁମ୍‌ ଉଟାଇରଇଲା । ଜେନ୍ତିକି କିରିସ୍‌ଟ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି ।
19 Nokuti Mwari akafadzwa nazvo kuti kuzara kwake kwose kugare maari,
୧୯କାଇକେବଇଲେ ପର୍‌ମେସର୍‌ ତାର୍‌ ପଅକେ ତାର୍‌ ପୁରାପୁରୁନ୍‌ ଗୁନ୍‌ଚଲନ୍‌ସଙ୍ଗ୍‍ ରଅ ବଲି ଟିକ୍‌ କରିରଇଲା ।
20 uye kubudikidza naye ayananise kwaari zvinhu zvose, zvingava zvinhu zviri panyika kana zvinhu zviri kudenga, nokuita rugare kubudikidza neropa rake, rakateurwa pamuchinjikwa.
୨୦ଆରି କିରିସ୍‌ଟର୍‌ଟାନେଅନି ସେ ତିଆର୍‌ କରିରଇବା ସବୁଜାକ, ତାର୍‌ଟାନେ ବାଉଡାଇ ଆନ୍‌ବି ବଲି ଟିକ୍‌ କରିରଇଲା । ଦର୍‌ତନିଟାନେ ରଇବାଟା ଅ କି ସର୍‌ଗେ ରଇବାଟା ଅ । ତାର୍‌ ପଅ କୁରୁସ୍‌କାଟେ ମରି ବନି ଜରାଇଲାର୍‌ପାଇ ସବୁ ବିସଇ ତାର୍‌ଟାନେ ସାନ୍ତିଅଇ ରଇସି ।
21 Kare makanga muri vatorwa kuna Mwari uye maiva vavengi mupfungwa dzenyu nokuda kwetsika dzenyu dzakaipa.
୨୧ଗଟେକ୍‌ ବେଲାଇ ତମେ ପର୍‌ମେସରର୍‌ ଟାନେଅନି ବେଗ୍‌ଲି ରଇଲାସ୍‌ । ତମେ କରିରଇବା ଆରି ମନେ ବାବିରଇବା କାରାପ୍‌ ବିସଇର୍‌ ଲାଗି ତାର୍‌ ସତ୍‌ରୁ ଅଇରଇଲାସ୍‌ ।
22 Asi zvino akakuyananisai nomuviri waKristu kubudikidza norufu kuti akuisei pamberi pake muri vatsvene, vasina chavanopomerwa uye makasunungurwa kubva pakupomerwa
୨୨ମାତର୍‌ ଏବେ କିରିସ୍‌ଟ ନର୍‌ ରୁପ୍‌ ନେଇ ମଲାର୍‌ ପାଇ ସେ ତମ୍‌କେ ତାର୍‌ ମୁଆଟେ ସାନ୍ତି ସଙ୍ଗ୍‍ ଆଇବାକେ ଟିକ୍‌ କଲାଆଚେ । ତମେ ତାର୍‌ ମୁଆଟେ ଟିଆଅଇଲାବେଲେ ତମ୍‌କେ ପୁରାପୁରୁନ୍‌ ସୁକଲ୍‌ ଇସାବେ କାଇ ପାପ୍‌ ନ କରି, କାଇ ନିନ୍ଦା ନ ରଇଲା ଲକର୍‌ପାରା ସେ ଦେକ୍‌ସି ।
23 kana muchirambira mukutenda kwenyu, makasimbiswa uye makasimba, musingazungunuswi kubva patariro iri muvhangeri. Ndiro vhangeri ramakanzwa uye rakaparidzirwa kuzvisikwa zvose pasi pedenga, uye iro ini, Pauro, ndakaitwa muranda nokuda kwaro.
୨୩ତମେ ବିସ୍‌ବାସ୍‌ କରିଲାଗିରଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି । ସୁବ୍‌ କବର୍‌ଟାନେ ମାପ୍‌ରୁ ଜନ୍‌ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍‌କେ କେ ମିସା ନ ତେବାଅତ୍‌ । ଏ କବର୍‌ ତମେ ଆଗ୍‌ତୁ ସୁନିସାରାଇଆଚାସ୍‌ । ଆରି ଜଗତର୍‌ ଗୁଲାଇଲକ୍‌କେ ଜାନାଇଅଇଆଚେ । ଏ ସୁବ୍‌ କବର୍‌ ଜାନାଇବାକେ ମୁଇ ପାଉଲ୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
24 Zvino ndinofara mune zvamakatamburirwa imi, uye ndinozadzisa munyama yangu izvo zvichiri kushayikwa maererano nokutambudzika kwaKristu, nokuda kwomuviri wake, iyo kereke.
୨୪ଏବେ ମୁଇ ସାର୍‌ଦାଅଇଆଚି । କାଇକେବଇଲେ ଜେତ୍‌କି ଦୁକ୍‌କସ୍‌ଟ ମୁଇ ମୁର୍‌ଚିକରିଆଚି, ସେଟା ତମର୍‌ ନିକପାଇ । ତାର୍‌ ବାଦୁଲେ ରଇକରି ଜେତ୍‌କି ଦୁକ୍‌କସ୍‌ଟ ମକେ ମୁରଚ୍‌ବାକେ କିରିସ୍‌ଟ ମନ୍‌ କଲାନି, ସେଟା ସବୁ ସାର୍‌ଦାସଙ୍ଗ୍‍ କଲିନି । ତାର୍‌ ଗାଗଡ୍‌ ପାରା ରଇବା ତାର୍‌ ମଣ୍ଡଲିର୍‌ ନିକପାଇ ମୁଇ ସେଟା କଲିନି ।
25 Ini ndava muranda wayo nokutumwa kwandakaitwa naMwari kuti ndiise kwamuri shoko raMwari nokuzara kwaro,
୨୫ପର୍‌ମେସର୍‌ ମକେ ମଣ୍ଡଲିର୍‌ ଗତିଦାଙ୍ଗ୍‌ଡା କରିଆଚେ । ତମ୍‌କେ ସାଇଜ କର୍‌ବାକେ ସେ ମକେ ବାଚିଆଚେ । ତାର୍‌ କବର୍‌ ତମ୍‌କେ ପୁରାପୁରୁନ୍‌ ଜାନାଇବାଟା ଅଇଲାନି ମର୍‌ କାମ୍‌ ।
26 chakavanzika chakanga chakavigwa kubvira kare uye kumarudzi namarudzi, asi zvino zvakazarurirwa vatsvene. (aiōn g165)
୨୬ପୁର୍‌ବେ ବଁଚିରଇବା ସବୁଲକର୍‌ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍‌ ଏବେ ସେଟା ତାର୍‌ ଲକ୍‌ମନ୍‌କେ ସେ ଜାନାଇଆଚେ । (aiōn g165)
27 Kwavari, Mwari akasarudza kuti azivise pakati pavaHedheni, pfuma inobwinya yechakavanzika ichi, iye Kristu mamuri, tariro yokubwinya.
୨୭ଜିଉଦି ନ ଅଇଲା ଲକ୍‌ମନର୍‌ ପାଇ ସେ ଟିକ୍‌ କରିରଇବା ମଇମାସଙ୍ଗର୍‌ ଜଜ୍‌ନା ତାର୍‌ ଲକ୍‌ମନ୍‌କେ ଜାନାଇବାକେ ପର୍‌ମେସର୍‌ ଟିକ୍‌କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍‌ମନର୍‌ଟାନେମିସା କିରିସ୍‌ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍‌ ମଇମା ତମେମିସା ପାଇସା ବଲି ଜାନିରୁଆ ।
28 Tinomuparidza, tichirayira uye tichidzidzisa munhu wose nouchenjeri hwose, kuitira kuti tisvitse munhu wose akakwana muna Kristu.
୨୮କିରିସ୍‌ଟର୍‌ ବିସଇ ରଇବା ଏ କବର୍‌ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍‌ରତ୍‌ କରାଇ, ସେ ଆମ୍‌କେ ଦେଇରଇବା ଗିଆନ୍‌ ସଙ୍ଗ୍‍ ସିକାଇଲୁନି । ଜେନ୍ତାରିକି ସେମନ୍‌ ତାର୍‌ ମୁଆଟେ ଟିଆଅଇଲାବେଲେ କିରିସ୍‌ଟର୍‌ସଙ୍ଗ୍‍ ମିସିରଇଲା ସବୁଲକ୍‌ ପୁରାପୁରୁନ୍‌ ସିଦ୍‌ ଅଇରଇବାଇ ।
29 Nokuda kwaizvozvi, ndinoshanda nesimba, ndichirwisa nesimba rake rose, rinoshanda zvikuru mandiri.
୨୯ଏ କାମ୍‌ ମୁଇ ପୁରାପୁରୁନ୍‌ କର୍‌ବାକେ ମକେ କିରିସ୍‌ଟ ଦେଇରଇବା ବଡ୍‌ ବପୁସଙ୍ଗ୍‍ ଆବଡ୍‌ ଅଇ କଲିନି ।

< VaKorose 1 >