< Mabasa 24 >

1 Mazuva mashanu akati apfuura, Ananiasi muprista mukuru akaburuka kuKesaria navamwe vakuru nerimwe gweta rainzi Teturo, vakataura mhosva dzavo pamusoro paPauro pamberi pomubati.
ପାଁଚ୍‍ଦିନ୍‌ ପଚେ ବଡ୍‌ ପୁଜାରି ଅନନିୟ କେତେଟା ପାର୍‌ଚିନ୍‌ ଆରି ତର୍‌ତୁଲସ୍‌ ନାଉଁର୍‌ ଗଟେକ୍‌ ଅକିଲ୍‌ ସଙ୍ଗ୍‍ ସିସେରିଆଇ ଗାଲାଇ । ସେମନ୍‌ ପେଲିକ୍‌ସର୍‌ ମୁଆଟେ ଟିଆଅଇ ପାଉଲର୍‌ ବିରଦେ ସେମନର୍‌ ଦାବା ଜାନାଇଲାଇ ।
2 Pauro akati adaidzwa kuti apinde, Teturo akasvitsa nyaya yake kuna Ferikisi achiti, “Isu takafadzwa nenguva refu yorugare pasi poutongi hwenyu, uye kunzwisisa kwenyu kwakashandura rudzi urwu.
ତାର୍‌ପଚେ ପାଉଲ୍‌କେ ତେଇଆନି ଟିଆ କରାଇଲାଇ ଆରି ତର୍‌ତୁଲସ୍‌ ଏନ୍ତି ତାକର୍‌ ଦାବାମନ୍‌ ସବୁ ଜାନାଇଲା । “ଆଗିଆଁ, ତମେ ଗଟେକ୍‌ ଡାକ୍‌ପୁଟା ଲକ୍‌, ତମର୍‌ ନିମାନ୍‌ ସାସନ୍‌ଅନି ଆମେ ବେସି ଦିନ୍‌ ଦାରି ସାର୍‌ଦା ଅଇ ସାନ୍ତି ସଙ୍ଗ୍‍ ଜିଇଲୁନି, ଆମର୍‌ ଦେସର ମଙ୍ଗଲ୍‌ ପାଇ ବେସି ଦର୍‌କାର୍‌ ରଇଲା କାମ୍‌ମନ୍‌ କରାଇଆଚାସ୍‌ ।
3 Changamire Ferikisi, izvi tinozvigamuchira nomufaro mukuru uye nemitoo yose kwose kwose.
ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍‍ଲୁନି, ଏଟାର୍‌ପାଇ ଆମେ ତମ୍‌କେ ମାନି ଆଇଲୁନି ।
4 Asi kuti tisakunetsaizve, ndinokumbira hangu kuti mutinzwire ngoni mungotinzwa henyu kwenguva duku.
ସେଟା ଜାଇଟା ଅ, ମୁଇ ତମର୍‌ ଅଦିକ୍‌ ବେଲା ନେବାକେ ମନ୍‍ କରିନାଇ । ସେଟାର୍‌ ପାଇ ଆମର୍‌ ଗଟେକ୍‌ ଚଟ୍‌ ଅର୍‌ସାସଙ୍ଗର୍‌ କାତା ସୁନ୍‌ବାକେ ବାବୁଜିଆ କଲିନି ।
5 “Takaona kuti murume uyu akaipa, anomutsa bope pakati pavaJudha munyika yose. Ndiye mutungamiri weboka ravaNazareta
ଏ ଲକ୍‌ ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ କରାଉ ବଲି ଆମେ ଜାନୁ, ସେ ଦେସ୍‌ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍‌କେ କିରମାର କରାଇବାକେ ଉସ୍‌କାଇଲାନି, ସେ ନାଜରିତ୍‌ ଦଲର୍‌ ଗଟେକ୍‌ ନେତା ।
6 uye akaedza kunyange kushatisa temberi; ndokusaka takamubata.
ସେ ଆମର୍‌ ମନ୍ଦିର୍‌ ଅସୁକଲ୍‌ କର୍‌ବାକେ ଚେସ୍‌ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
7 Asi Risiasi mukuru wavarwi akauya akamutakanura mumaoko edu nechisimba.
ଆମର୍‌ ନିୟମ୍‌ ଇସାବେ ଏ ଲକ୍‌କେ ବିଚାର୍‌ କର୍‌ବାକେ ଆମେ ମନ୍‌ କର୍‌ତେରଇଲୁ ।
8 Mukamubvunzisisa imi pachenyu muchakwanisa kuziva chokwadi chemhosva dzatiri kumupomera.”
ଆର୍‌ ବିରଦେ ଜନ୍‌ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍‌କେ ପାଚାରିକରି ଜାନିପାରାସ୍‌ ।”
9 VaJudha vakabvumirana nezvaakanga achipomerwa, vachisimbisa kuti zvinhu izvi zvaiva zvechokwadi.
ତେଇରଇଲା ଜିଉଦିମନ୍‌ ଏଟା ସତ୍‌ବଲି ଡାଟ୍‌ ସଙ୍ଗ୍‍ ସେ କାତାଇ ରାଜି ଅଇଲାଇ ।
10 Mubati akati amuninira kuti ataure, Pauro akapindura, akati, “Ndinoziva kuti manga muri mutongi worudzi urwu kwamakore mazhinji; saka ndinofara kuti ndizvidavirire.
୧୦ତାର୍‌ପଚେ ସାସନ୍‌କାରିଆ ପାଉଲ୍‌କେ କାତା ଅଇବାକେ ସାଗିଆ କଲାକେ ପାଉଲ୍‌ କଇଲା । “ମୁଇ ଜାନି ଜେ ବେସି ବରସ୍‌ ଦାରି ତମେ ଏ ଜାତିର୍‌ ବିଚାର୍‌କରୁ ଅଇ ଆଚୁସ୍‌, ସେଟାର୍‌ ପାଇ ତମର୍‌ ମୁଆଟେ କଇବାଟା କେଡେ କରମର୍‌ କାତା ।
11 Imi munogona kuziva nyore nyore kuti mazuva gumi namaviri haasati atombopera kubva pandakaenda kundonamata kuJerusarema.
୧୧ଆଗିଆ, ତମେ ନିଜେ କଜିକରି ଜାନିପାର୍‌ସା ଜେ, ପାକାପାକି ବାରଦିନ୍‌ ତଲେ, ମୁଇ ଜିରୁସାଲାମେ ପାର୍‌ତନା କର୍‌ବାକେ ଜାଇରଇଲି ।
12 Vapomeri vangu havana kundiwana ndichiita nharo naani zvake mutemberi, kana kumutsa bope musinagoge kana papi zvapo muguta.
୧୨ମନ୍ଦିରେ କାର୍‌ ସଙ୍ଗ୍‍, ମୁଇ ଦଦାପେଲା କର୍‌ବାଟା ଜିଉଦିମନ୍‌ ଦେକି ନ ରଇଲାଇ କି ପାର୍‌ତନା ଗର୍‌ମନ୍‌କେ କି ଗଡର୍‌ କନ୍‌ ବିନ୍‌ ଜାଗାଇ ଲକ୍‌ମନ୍‌କେ ଉସ୍‌କାଇବାଟା ଦେକି ନ ରଇଲାଇ ।
13 Uye havagoni kukubudisirai chokwadi chemhosva yavanondikwirira.
୧୩ସେଟାର୍‌ ପାଇ ମର୍‌ ବିରଦେ ଏବେ ଆନିରଇବା ଦାବାର୍‌ ପାଇ, ସେମନ୍‌ କାଇମିସା ସାକି ଦେଇ ନାପାରତ୍‌ ।
14 Zvisinei hazvo, ndinobvuma kuti ndinonamata Mwari wamadzibaba edu somuteveri weNzira, yavanoti yakatsauka. Ini ndinotenda zvinhu zvose zvinobvumirana nomutemo uye nezvakanyorwa muVaprofita,
୧୪ଏଲେ ମିସା ମୁଇ ତମର୍‌ ଲଗେ ରାଜି ଅଇଲିନି ଜେ, ଜନ୍‌ ବାଟ୍‌ ସେମନ୍‌ ମିଚ୍‌ ବଲି କଇଲାଇନି, ସେ ବାଟେ ଜାଇ, ଆମର୍‌ ଆନିଦାଦିମନର୍‌ ପରମେସର୍‌କେ ପାର୍‌ତନା କଲିନି । ମାତର୍‌ ମୁଇ ମିସା ମସାର୍‌ ରିତିନିତି ଆରି ବବିସତ୍‌ବକ୍‌ତାମନର୍‌ ସାସ୍‌ତରେ ଲେକାଅଇଲା ସବୁ ବିସଇ ବିସ୍‌ବାସ୍‌ କଲିନି ।
15 uye ndine tariro imwe cheteyo muna Mwari savarume ava, kuti kuchava nokumuka kwavakafa vose zvavo vakarurama navakaipa.
୧୫ଏମନର୍‌ ପାରା, ମାପ୍‌ରୁର୍‌ ଲଗେ ମର୍‌ ଗଟେକ୍‌ ଆସା ଆଚେ ଜେ, ନିକ ଲକ୍‌ ଅଅତ୍‌ କି କାରାପ ଲକ୍‌ ଅଅତ୍‌, ସବୁ ମଲାଟାନେଅନି ଉଟ୍‌ବାଇ ।
16 Saka ndinoshingairira nguva dzose kuti hana yangu ive yakachena pamberi paMwari navanhu.
୧୬ସେଟାର୍‌ ପାଇ ପରମେସରର୍‌ ଆରି ମୁନୁସର୍‌ ମୁଆଟେ ନିର୍‌ମଲ୍‌ ବିବେକ୍‌ ଇସାବେ ଚଲାଚଲ୍‌ତି କର୍‌ବାକେ ସବୁବେଲେ ଚେସ୍‌ଟା କଲିନି ।
17 “Shure kwamakore mazhinji ndisipo, ndakauya kuJerusarema kuti ndizopa vanhu vokwangu zvipo zvavarombo uye kuti ndizopa zvipiriso zvangu.
୧୭“ବେସି ବରସ୍‌ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍‌ ଲକ୍‌ମନର୍‌ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
18 Ndakanga ndakazvinatsa pavakandiwana ndiri mutemberi ndichiita izvi. Pakanga pasina vanhu vazhinji vaiva neni, uye handina kumboita nyonganyonga.
୧୮ମୁଇ ନିର୍‌ମଲ୍‌ ଅଇବା ବିଦି ସାରାଇଲା ବେଲେ, ସେମନ୍‌ ମକେ ମନ୍ଦିରେ ଦେକ୍‌ଲାଇ । ସେଡ୍‌କିବେଲେ ମର୍‌ ଲଗେ ବେସି ଲକ୍‌ ନ ରଇଲାଇ କି କାଇମିସା ଗଣ୍ଡ୍‍ଗଲ୍‌ ଅଇ ନ ରଇଲା ।
19 Asi pane vaJudha vanobva kuEzhia, vaifanira kunge vari pano pamberi penyu, ndivo vaifanira kundipa mhosva kana vainge vane mhosva ipi zvayo neni.
୧୯ମାତର୍‌ ତେଇ ଆସିଆ ଦେସର୍‌ କେତେଟା ଜିଉଦି ରଇଲାଇ, ଜଦି ସେମନ୍‌କେ ମର୍‌ ବିରଦେ କାଇଟା କଇବାର୍‌ ରଇଲା, ଆଗ୍‌ତୁ ସେମନ୍‌ ନିଜେ ତମର୍‌ ମୁଆଟେ ଆସି ଦାବା କର୍‌ବାର୍‌ ରଇଲା ।
20 Kana ivava vari pano vanofanira kutaura mhaka yavakawana mandiri pandakamira pamberi peDare Guru ravaJudha,
୨୦ଆରି ତରେକ୍‌ ମୁଇ ଜେଡେବେଲା ବଡ୍‌ ସବାର୍‌ ମୁଆଟେ ଟିଆଅଇରଇଲି, କନ୍‌ ଅପ୍‌ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍‌ମନ୍‌ କଅତ୍‌ ।
21 kunze kwechinhu chimwe chete ichi chandakadanidzira pandakanga ndimire pamberi pavo kuti, ‘Ndiri kutongwa maererano nokumuka kwavakafa; ndizvo zvaita kuti ndive pamberi penyu nhasi.’”
୨୧ଏଲେମିସା ମୁଇ ଗଟେକ୍‌ କାତା କଇରଇଲି । ସେମନର୍‌ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍‌ମନ୍‌ ଆରିତରେକ୍‌ ଉଟ୍‌ବାଇ ବଲି ଡାଟ୍‌ ସଙ୍ଗ୍‍ ବିସ୍‌ବାସ୍‌ କର୍‌ତେ ରଇଲାର୍‌ ପାଇ ଆଜି ତମର୍‌ଟାନେ ବିଚାର୍‌ନା ପାଇଲିନି । ଏଟାକେ ଚାଡି ଆରି ସେମନର୍‌ ମୁଆଟେ କିଚି କଇନାଇ ।”
22 Ipapo Ferikisi uyo akanga achizivisisa nezveNzira iyo, akambomisa dare. Akati, “Kana Risiasi mukuru wavarwi auya, ndichatonga mhosva yenyu.”
୨୨ପେଲିକ୍‍ସ୍ ସେ ବାଟ୍‌ ବିସଇର୍‌ ଟିକିନିକି ଜାନି ରଇଲାର୍‌ ପାଇ ସୁନାଇବାଟା ବନ୍ଦ୍‌ କରି କଇଲା, “ସନିଅମନର୍‌ ମୁକିଅ ଲିସିଅସ୍‌ କେଟ୍‌ଲା ପଚେ, ମୁଇ ତମର୍‌ ବିଚାର୍‌ନା ସୁନାଇବି ।”
23 Akarayira mukuru wezana kuti Pauro achengetwe navarindi asi ave akasununguka uye shamwari dzake dzibvumirwe kuti dzimuvigire zvaanoda.
୨୩ତାର୍‌ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍‌କେ ବନ୍ଦି ଇସାବେ ଜାଗିରଇବାର୍‌ ଆଚେ, ମାତର୍‌ ତାକେ ଦର୍‌କାର୍‌ ଅଇବା ଜିନିସ୍‌ ତାର୍‌ ଲକ୍‌ମନ୍‌ ଆନିଦେଲେ, ସେଟା ତେବାଇବାର୍‌ ନାଇ ।”
24 Mushure mamazuva mazhinji, Ferikisi akauya nomukadzi wake Dhurusira, uyo akanga ari muJudha. Akadana Pauro kuti auye vagozomunzwa sezvo aitaura pamusoro pezvokutenda muna Kristu Jesu.
୨୪କେତେଦିନ୍‌ ପଚେ ପେଲିକ୍‍ସ୍ ତାର୍‌ ଜିଉଦି ମାଇଜି ଦୁର୍‌ସିଲା ସଙ୍ଗ୍‍ ତେଇ ଆଇଲା । ସେ ପାଉଲ୍‌କେ ଡାକାଇ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ବିସଇ, ତାର୍‌ କାତା ନିକକରି ସୁନ୍‌ଲା ।
25 Pauro paakanga achidzidzisa pamusoro pokururama, kuzvidzora, nokutongwa kuchauya, Ferikisi akatya akati, “Zvakwana kwazvino! Ungaenda hako. Ndikange ndawana mukana, ndichazokudana.”
୨୫ମାତର୍‌ ଜେଡେବେଲେ ପାଉଲ୍‌ ଦରମ୍‌ ଚଲାଚଲ୍‌ତି ଆରି ଲକ୍‌ମନ୍‌ ନିଜର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍‌ ବିଚାର୍‌ନା ବିସଇ କଇବାକେ ଦାର୍‍ଲା, ପେଲିକସ୍‌ ଡରିଜାଇକରି “ତମେ ଏବେ ଜାଇପାରାସ୍‌ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍‌ ମୁଇ ତମ୍‌କେ ଡାକାଇବି ।”
26 Panguva yacho iyoyo aifunga kuti Pauro achamupa fufuro, saka aidana Pauro nguva nenguva achitaura naye.
୨୬ସେ ବେଲା ପାଉଲ୍‌ ତାକେ କେତେକ୍‌ ଡାବୁ ଲାଚ୍‌ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍‌ ପାଇ ସେ ତର୍‌କେ ତର୍‌ ତାକେ ଡାକାଇ ତାର୍‌ ସଙ୍ଗ୍‍ କାତାବାର୍‌ତା ଅଇବାର୍‌ ଦାର୍‌ଲା ।
27 Makore maviri akati apfuura, Poshiasi Fesitasi akatora nzvimbo yaFerikisi, asi nokuda kwokuti Ferikisi aida kufadza vaJudha, akasiya Pauro ari mutorongo.
୨୭ଏନ୍ତି ଦୁଇ ବରସ୍‌ ଗାଲାପଚେ ପର୍‌କିୟସ୍‌ ପେସ୍‌ଟସ୍‌ ପେଲିକର୍‌ ଜାଗାଇ ସାସନ୍‌କାରିଆ ଅଇ ଆଇଲା । ପେଲିକ୍‍ସ୍ ଜିଉଦିମନ୍‌କେ ବଲ୍‌ବଲାଇ ଅଇବାକେ ମନ୍‍ କରି ପାଉଲ୍‌କେ ନ ମୁକ୍‌ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।

< Mabasa 24 >