< Mabasa 10 >

1 PaKesaria pakanga pano mumwe murume ainzi Koniriasi, mukuru wezana weHondo yavaItaria.
କାଇସରିଆ ଅନି କର୍‌ନିଲିଅ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍‌ ବଡ୍‌ ଦଲର୍‌ ରମିୟ ସନିଅମନର୍‌, ନେତା ରଇଲା ।
2 Iye nemhuri yake vakanga vakazvipira uye vaitya Mwari; aipa kwazvo kuna vanoshayiwa uye ainyengetera kuna Mwari nguva dzose.
ସେ ଗଟେକ୍‌ ଦରମ୍‌ ଲକ୍‌ ରଇଲା । ସେ ଆରି ତାକର୍‌ ଗରର୍‌ ଲକ୍‌ମନ୍‌ ସବୁ ପର୍‌ମେସର୍‌କେ ଉପାସନା କର୍‌ତେ ରଇଲାଇ । ସେ ରକିଦୁକି ଜିଉଦିମନ୍‌କେ ବେସି ଉପ୍‌କାର୍‌ କର୍‌ତେ ରଇଲା । ଆରି ଜେଡେବେଲ୍‌ ମିସା ପର୍‌ମେସର୍‌କେ ପାର୍‌ତନା କର୍‌ତେ ରଇଲା ।
3 Mumwe musi panguva inenge yechitatu masikati akaona chiratidzo. Akanyatsoona mutumwa waMwari, uyo akauya kwaari akati, “Koniriasi!”
ଦିନେକ୍‌ ଆଡ୍‌ବେଲାର୍‌ ତିନ୍‌ଟା ବେଲେ କର୍‌ନିଲିଅ ପାର୍‌ତନା କଲାବେଲେ, ଗଟେକ୍‍ ଦର୍‌ସନ୍‌ ପାଇଲା । ତେଇ ପର୍‌ମେସରର୍‌ ଦୁତ୍‌ ଆସି ତାକେ “କର୍‌ନିଲିଅ!” ବଲି ଡାକ୍‌ବାଟା ନିକ ସଙ୍ଗ୍‍ ଦେକ୍‌ଲା ।
4 Koniriasi akatarisa kwaari achitya, akati, “Chinyiko, Ishe?” Mutumwa akapindura akati, “Minyengetero yako nezvipo zvako kuvarombo zvakwira kudenga sechipiriso chechirangaridzo pamberi paMwari.
ସେ ଡରିକରି ସରଗର୍‌ ଦୁତ୍‌ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍‌ନି ମାପ୍‌ରୁ?” ସରଗର୍‌ ଦୁତ୍‌ କଇଲା, “ପର୍‌ମେସର୍‌ ତର୍‌ ପାର୍‌ତନା ଆରି ଦୁକିରକିମନ୍‌କେ ଦାନ୍‌ କର୍‌ବାଟା ଦେକି ସାର୍‌ଦା ଅଇଲା । ଆର୍‌ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍‌ କଲାନି ।
5 Zvino tuma vanhu kuJopa vandodana murume anonzi Simoni, achinziwo Petro.
ଏବେ ସିମନ୍‌ ପିତର୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ଇତି ଡାକି ଆନ୍‌ବାକେ, ଜପାଇ ଲକ୍‌ ପାଟାଆ ।
6 Ari kugara naSimoni musuki wamatehwe, ane imba iri pedyo negungwa.”
ସେ ସମ୍‌ଦୁର୍‌ କଣ୍ଡି ବାସାଅଇରଇବା ସିମନ୍‌ ନାଉଁର୍‌ ଗଟେକ୍‌, ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇଟା ତିଆର୍‌ କର୍‌ବା ଲକର୍‌ ଗରେ ରଇଲାନି ।”
7 Mutumwa waakanga achitaura naye akati aenda, Koniriasi akadana varanda vake vaviri nomumwe murwi akatendeka uyo aiva mumwe wavachengeti vake.
ଏତ୍‌କି କାତା କଇ ସରଗର୍‌ ଦୁତ୍‌ ଉଟିଗାଲା । କର୍‌ନିଲିଅ ତାକର୍‌ ଗରର୍‌ ଦୁଇଟା ଗତିଦାଙ୍ଗ୍‌ଡାକେ ଆରି ତାକେ ସେବା କର୍‌ତେରଇବା ଆରି ପର୍‌ମେସର୍‌କେ ଉପାସନା କର୍‌ତେରଇବା ଗଟେକ୍‌ ସଇନକେ ଡାକାଇଲା ।
8 Akavarondedzera zvose zvakanga zvaitika ndokuvatuma kuJopa.
ସେ ସେମନ୍‌କେ ଦୁତ୍‌ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
9 Nenguva dzinenge dzamasikati dzezuva raitevera, vachiri parwendo rwavo, uye voswedera pedyo neguta, Petro akakwira pamusoro pedenga reimba kundonyengetera.
ତାର୍‌ ଆର୍‌କର୍‌ ଦିନେ ଆଡ୍‌ବେଲାଇ ସେମନ୍‌ ଜପାର୍‌ ଲଗାଲଗି ଅଇଲାବେଲେ, ପିତର୍‌ ପାର୍‌ତନା କର୍‌ବାକେ ମେଡ୍‌ଗରର୍‌ ଚାଉନି ଉପ୍‌ରେ ଜାଇ ରଇଲା ।
10 Akanzwa nzara uye akada zvokudya, uye zvokudya zvakati zvichigadzirwa, akaona chiratidzo.
୧୦ସେ ଉପାସ୍‌ ସାରାଇକରି, କାଇଟାଆଲେ କାଇବାକେ ମନ୍‌ କଲା ଆରି କାଦି ତିଆର୍‌ ଅଇବା ବେଲାଇ ସେ ଗଟେକ୍‌ ଦର୍‌ସନ୍‌ ଦେକ୍‌ଲା ।
11 Akaona denga razarurwa uye chimwe chinhu chakanga chakaita sejira guru chichiburutswa pasi chakasungwa makona acho mana.
୧୧ଏଦେ ଦେକା! ଆକାସ୍‌ ଉଗାଡିଅଇଲାଟା ଆରି ଗଟେକ୍‌ ବଡ୍‌ ଚାଦର୍‌ ଚାରିକନେ ବାନ୍ଦିଅଇକରି ଦର୍‌ତନି ଉପ୍‌ରେ ଉତ୍‌ରି ଆଇବାଟା ଦେକ୍‌ଲା ।
12 Chakanga chine mhando dzose dzemhuka dzina makumbo mana, pamwe chete nezvinokambaira zvenyika, neshiri dzedenga.
୧୨ତେଇ ଜଗତେ ରଇବା ରକାମ୍‌ ରକାମର୍‌ ଗଡ୍‌ ସଙ୍ଗ୍‍ ଇଣ୍ଡ୍‌ବା ପସୁ, ରାଙ୍ଗ୍‌ବା ଜନ୍ତ୍‌ ଆରି ଉଡ୍‌ବା ଚଡଇମନ୍‌!
13 Ipapo inzwi rakati kwaari, “Simuka, Petro. Baya udye.”
୧୩ଆରି ସେ ଗଟେକ୍‌ କାତା ଅଇବା ସବଦ୍‌ ସୁନ୍‌ଲା, “ପିତର୍‌! ଉଟ୍‌ ସେମନ୍‌କେ ମାରିକରି କାଆ!”
14 Petro akapindura akati, “Zvirokwazvo kwete, Ishe! Handina kutongodya chinhu chisina kunaka kana chine tsvina.”
୧୪ମାତର୍‌ ପିତର୍‌ କଇଲା, “ନାଇ ମାପ୍‌ରୁ, ଆମର୍‌ ଜିଉଦି ନିୟମ୍‌ ଇସାବେ ଅସୁକଲ୍‌ ବଲି କଇବା କାଇ ମାଉଁସ୍‌ ମିସା କାଇନାଇ ।”
15 Inzwi rakataurazve kwaari kechipiri richiti, “Usati chinhu chipi zvacho chakanatswa naMwari chine tsvina.”
୧୫ସେ ସବଦ୍‌ ଆରି କଇଲା “ପର୍‌ମେସର୍‌ ଜନ୍‌ଟା ସୁକଲ୍‌ କଲାଆଚେ ସେଟା ନିଚ୍‌ବାର୍‌ ନାଇ ।”
16 Izvi zvakaitika katatu, pakarepo jira rikadzoserwa kudenga.
୧୬ଏନ୍ତାରି ତିନ୍‌ତର୍‌ ଅଇଲା ପଚେ ଚାଦର୍‌ ସରଗ୍‌ ବାଟେ ଚଗାଇ ଦାରି ଗାଲାଇ ।
17 Petro achiri kushamiswa nezvaireva chiratidzo, varume vakanga vatumwa naKoniriasi vakawana pakanga pane imba yaSimoni uye vakamira pasuo.
୧୭ପିତର୍‌ ଜନ୍‌ ଦର୍‌ସନ୍‌ ପାଇରଇଲା, ତାର୍‌ ଅରତ୍‌ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍‌ ସେନ୍ତି ଅଇଲାବେଲେ, ଏଦେ ଦେକା! କର୍‌ନିଲିଅ ପାଟାଇଲା ଲକ୍‌ମନ୍‌ ସିମନ୍‌କେ କଜି କଜି ଆସି, ତାର୍‌ ଗରର୍‌ ବାଟ୍‍ଡିଆଗଡି ଲଗେ ଟିଆଅଇଲାଇ ।
18 Vakadanidzira vachibvunza kana pakanga pari ipo paigara Simoni ainziwo Petro.
୧୮ସେମନ୍‌ ଡାକିକରି ପାଚାର୍‌ଲାଇ, “ସିମନ୍‌ ପିତର୍‌, ନାଉଁର୍‌ ଗତିଆ ଲକ୍‌ ଇତି ଆଚେ କି?”
19 Petro achiri kufunga pamusoro pechiratidzo, Mweya akati kwaari, “Simoni, pane varume vatatu vari kukutsvaka.
୧୯ପିତର୍‌ ସେ ଦର୍‌ସନ୍‌ ବିସଇ ଚିନ୍ତା କର୍‌ତେ ରଇଲାବେଲେ ଆତ୍‌ମା ତାକେ କଇଲା, “ସୁନ୍‌! ତକେ ତିନ୍‌ ଲକ୍‌ କଜ୍‌ଲାଇନି ।”
20 Saka simuka uburuke uende pasi. Usatya kuenda navo, nokuti ndini ndavatuma.”
୨୦“ଉଟ୍‌, ତଲେ ଜାଆ । ଏ ଲକ୍‌ମନର୍‌ ସଙ୍ଗ୍‍ ଜିବାକେ ନିଚ୍‌ନାଇ, କାଇକେବଇଲେ ମୁଇ ସେମନ୍‌କେ ପାଟାଇଆଚି ।”
21 Petro akaburuka akandoti kuvarume ava, “Ndini wamuri kutsvaka. Mavingeiko?”
୨୧ତେଇଅନି ପିତର୍‌ ସେ ଲକ୍‌ମନର୍‌ ଲଗେଜାଇ କଇଲା, “ତମେ ଜାକେ କଜ୍‌ଲାସ୍‌ନି, ସେ ଲକ୍‌ ମୁଇ, ତମେ କାଇକେ ଆସି ଆଚାସ୍‌?”
22 Varume vaya vakamupindura vakati, “Tabva kuna Koniriasi mukuru wezana. Munhu akarurama uye anotya Mwari, anokudzwa navanhu vose vechiJudha. Mutumwa mutsvene akamuudza kuti akudanei kuti muuye kumba kwake kuti azonzwa zvamuchareva kwaari.”
୨୨ସେମନ୍‌ କଇଲାଇ, “କର୍‌ନିଲିଅ ନାଉଁର୍‌ ରମିୟ ସଇନମନର୍‌ ନେତା ଆମ୍‌କେ ପାଟାଇଆଚେ । ଜେ କି ଗଟେକ୍‌ ଦରମ୍‌ ଲକ୍‌ ଆରି ପର୍‌ମେସର୍‌କେ ନାମ୍‌ସି । ଗୁଲାଇ ଜିଉଦି ଲକ୍‌ମନ୍‌ ତାକେ ନାମ୍‌ବାଇ । ତୁଇ କଇବାଟା ସୁନ୍‌ବାକେ, ସେ ତକେ ତାର୍‌ ଗରେ ଡାକାଇଆଚେ । ଏନ୍ତାରି କର୍‌ବାକେ ପର୍‌ମେସର୍‌ ପାଟାଇଲା ଦୁତ୍‌ ତାକେ ତିଆର୍‌ଲା ଆଚେ ।”
23 Ipapo Petro akakoka varume ava kuti vapinde mumba vave vaeni vake. Fume mangwana Petro akasimuka pamwe chete navo, uye dzimwe hama dzokuJopa dzakaendawo naye.
୨୩ପିତର୍‌ ସେମନ୍‌କେ ବିତ୍‌ରେ ଡାକିନେଇକରି ସେ ରାତି ତେଇ ରଇବାକେ ଗୁଆରି କଲା । ତାର୍‌ ଆର୍‌କର୍‌ ଦିନେ ସେ ଉଟି ସେମନର୍‌ ସଙ୍ଗ୍‍ ଗାଲା । ଆରି ଜପା ନାଉଁର୍‌ ଜାଗାର୍‌ କେତେଟା ବିସ୍‌ବାସି ବାଇମନ୍‌ ମିସା ସେମନର୍‌ ସଙ୍ଗ୍‍ ଗାଲାଇ ।
24 Zuva rakatevera akasvika Kesaria. Koniriasi akanga akavamirira uye akanga akoka hama dzake neshamwari dzapedyo.
୨୪ଆରି ଗଟେକ୍‍ ଦିନେ ସେମନ୍‌ ସିସେରିଆଇ କେଟ୍‌ଲାଇ । ତେଇ କର୍‌ନିଲିଅ ତାର୍‌ ମଇତର୍‌ମନ୍‌କେ ଆରି କୁଟୁମର୍‌ ଲକ୍‌ମନ୍‌କେ ରୁଣ୍ଡାଇକରି ପିତର୍‌କେ ଜାଗିରଇଲାଇ ।
25 Petro akati apinda mumba, Koniriasi akamugamuchira uye akawira patsoka dzake achimuremekedza.
୨୫ପିତର୍‌ ଗର୍‌ ବିତ୍‌ରେ ଜିବାବେଲେ କର୍‌ନିଲିଅ ତାକେ ବେଟ୍‌ଅଇ, ତାର୍‌ ପାଦେ ଡାଣ୍ଡାସନ୍‌ ପଡି ଜୁଆର୍‌ କଲା ।
26 Asi Petro akaita kuti asimuke akati, “Simuka, ndinongova munhuwo zvangu.”
୨୬ପିତର୍‌ ତାକେ ଉଟାଇକରି କଇଲା, “ଟିଆ ଅ, ମୁଇ ମିସା ତର୍‌ପାରା ଗଟେକ୍‌ ମୁନୁସ୍‌ସେ ।”
27 Petro achitaura naye, akapinda mumba akawana vanhu vazhinji vakaungana.
୨୭ପିତର୍‌ କର୍‌ନିଲିଅର୍‌ ସଙ୍ଗ୍‍ କାତା ଅଇ ଅଇ ଗର୍‌ ବିତ୍‌ରେ କେଟ୍‌ଲା ଆରି ତେଇ ବେସିଲକ୍‌ ରୁଣ୍ଡିରଇବାଟା ଦେକ୍‌ଲା ।
28 Akati kwavari, “Imi munozviziva kuti hazvibvumirwi nomurayiro wedu kuti muJudha adyidzane nomuhedheni kana kumushanyira. Asi Mwari andiratidza kuti handifaniri kuti nditi munhu haana kunaka kana kuti ane tsvina.
୨୮ସେ ସେମନ୍‌କେ କଇଲା, “ଜିଉଦି ନ ଅଇଲା ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାଟା କି ତାକର୍‌ ଗରେ ଜିବାଟା ଆମର୍‌ ଜିଉଦି ଲକ୍‌ମନର୍‌ ବିଦି ନାଇ । ସେଟା ତମେ ନିକକରି ଜାନାସ୍‌ । ଏଲେମିସା କନ୍‌ଆଲେ ଗଟେକ୍‌ ଲକ୍‌କେ ଅସୁକଲ୍‌ ଇସାବେ ଦେକ୍‌ବାର୍‌ ନାଇ ବଲି ପରମେସର୍‌ ମକେ କଇଲାଆଚେ ।
29 Nokudaro pandakadanwa, ndakabva ndauya ndisingarambi. Regai ndichibvunza hangu kwamuri kuti mandidanirei?”
୨୯ତେବେ ମକେ ଡାକାଇଲା ଦାପ୍‌ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍‌ ତେବେ? ସେଟା ମୁଇ ଜାନ୍‌ବାକେ ମନ୍‌ କଲିନି ।”
30 Koniriasi akapindura akati, “Mazuva mana apfuura ndakanga ndiri mumba mangu ndichinyengetera senguva ino, nenguva yechitatu yamasikati. Pakarepo munhu akanga akapfeka nguo dzinopenya akamira pamberi pangu
୩୦କର୍‌ନିଲିଅ କଇଲା, ତିନ୍‌ଦିନ୍‌ ଆଗ୍‌ତୁ ଆଡ୍‌ବେଲାର୍‌ ତିନ୍‌ଟା ସମାନ୍‍ ଏଡ୍‌କି ବେଲାଇ, ମୁଇ ଗରେ ପାର୍‌ତନା କର୍‌ତେ ରଇଲି । ସେଡ୍‌କି ବେଲେ, ଏଦେ ଦେକା! ଦବ୍‌ ପଚିଆ ପିନ୍ଦି ରଇବା ଗଟେକ୍‌ ଲକ୍‌ ମର୍‌ ମୁଆଟେ ଟିଆଅଇଲା, ଆରି କଇଲା,
31 akati, ‘Koniriasi, Mwari anzwa minyengetero yako uye arangarira zvipo zvako kuvarombo.
୩୧“କର୍‌ନିଲିଅ! ପର୍‌ମେସର୍‌ ତର୍‌ ପାର୍‌ତନା ସୁନ୍‌ଲା ଆରି ତମେ ଦୁକିରକିକେ ସାଇଜ କର୍‌ବାଟା ଦେକି ସାର୍‌ଦା ଅଇଆଚେ ।
32 Tumira vanhu kuJopa kuna Simoni anonzi Petro. Mueni mumba maSimoni musuki wamatehwe, anogara pedyo negungwa.’
୩୨ସିମନ୍‌ ପିତର୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ଆନ୍‌ବାକେ ଜପା ନାଉଁର୍‌ ଜାଗାଇ, ଲକ୍‌ମନ୍‌କେ ପାଟାଆ । ସେ ସମ୍‌ଦୁର୍‌ କଣ୍ଡି ବାସାଅଇରଇବା ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇଟା ତିଆର୍‌କରୁ ସିମନର୍‌ ଗରେ ଗତିଆ ଅଇଆଚେ ।
33 Saka ndakabva ndatumira vanhu kwamuri pakarepo, uye maita zvakanaka zvamauya. Zvino isu tose tiri pano pamberi paMwari kuti tinzwe kwamuri zvose zvamarayirwa naShe kuti muzotitaurira.”
୩୩ତେବର୍‌ ପାଇ, ମୁଇ ତକେ ଦାପ୍‌ରେ ଡାକାଇଲି, ଆରି ତମେ ମର୍‌ କାତା ମାନିକରି ଆସି ଆଚାସ୍‌ । ଏବେ ଆମେ ସବୁ ଲକ୍‌ ପରମେସର୍‌ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍‌ରୁ ତକେ ଜନ୍‌ଟା କଇବାକେ ଆଦେସ୍‌ ଦେଲା ଆଚେ, ସେଟା ସୁନ୍‌ବାକେ ଜାଗିଆଚୁ ।”
34 Ipapo Petro akatanga kutaura achiti, “Zvino ndava kuziva kuti zvirokwazvo Mwari haazi mutsauri wavanhu
୩୪ସିତିଅନି ପିତର୍‌ କଇଲା, “ଏବେ ମୁଇ ବୁଜିପାର୍‌ଲିନି ଜେ ପର୍‌ମେସର୍‌ କେତେଟା ଦଲ୍‌ମନ୍‌କେସେ ଡାକ୍‌ସି, ସେନ୍ତାରି ନଏଁ, ମାତର୍‌ ସବୁକେ ସମାନ୍‌ ଇସାବେ ଡାକ୍‌ସି ।
35 asi anogamuchira vanhu vanobva kundudzi dzose, ivo vanomutya uye vanoita zvakarurama.
୩୫ଜନ୍‌ ଜାତିର୍‌ ଲକ୍‌ ମିସା ତାକେ ଡରିକରି, ତାର୍‌ ମୁଆଟେ ସତ୍‌କାମ୍‌ କଲେ, ମାପ୍‌ରୁ ତାକେ ଡାକ୍‌ସି ।
36 Imi munoziva shoko rakatumwa naMwari kuvanhu veIsraeri, achivaudza mashoko akanaka orugare kubudikidza naJesu Kristu, anova Ishe wavose.
୩୬ଇସ୍‌ରାଏଲିଅ ମନର୍‌ ଲଗେ ପର୍‌ମେସର୍‌ ଜନ୍‌ କବର୍‌ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍‌ । ଜିସୁ କିରିସ୍‌ଟ ଜେ କି ସବୁର୍‌ ମାପ୍‌ରୁ, ସେ କରିରଇବା କାମେଅନି ସବୁଲକ୍‌ମନ୍‌ ସାନ୍ତିସଙ୍ଗ୍‍ ମିସ୍‌ବାଇ, ବଲି ପର୍‌ମେସର୍‌ ଆମ୍‌କେ ଜାନାଇଲାଆଚେ ।
37 Munoziva zvakaitika muJudhea yose, kutanga kuGarirea shure kworubhabhatidzo rwakaparidzwa naJohani,
୩୭ଡୁବନ୍‌ ଦେଉ ଜଅନ୍‌ ପାପ୍‌ କାମ୍‌ କର୍‌ବାଟାନେଅନି ବାଉଡ୍‌ବା ବିସଇ ଆରି ଡୁବନ୍‌ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍‌ କରି ଗୁଲାଇ ଜିଉଦାର୍‌ ସବୁବାଟେ ଜନ୍‌ ଗଟ୍‍ନାସବୁ ଗଟ୍‌ଲା ଆଚେ, ସେଟା ତୁଇ ଜାନୁସ୍‌ ।
38 zvokuti Mwari akazodza sei Jesu Kristu weNazareta noMweya Mutsvene nesimba, uye kuti akapota sei nenyika achiita zvakanaka achiporesa vose vakanga vari pasi pesimba radhiabhori, nokuti Mwari aiva naye.
୩୮ନାଜରିତର୍‌ ଜିସୁର୍‌ ବିସଇ ଆରି ପରମେସର୍‌ ତାକେ କେନ୍ତି ସୁକଲ୍‌ ଆତ୍‌ମା ଆରି ବପୁ ପୁରାପୁରୁନ୍‌ ଦେଇରଇଲା, ସେଟା ଜାନୁସ୍‌ । ଆରି ଜାନିଆଚୁସ୍‌, ସେ ସବୁ ବାଟେ ଜାଇ ନିକନିକ କାମ୍‌ମନ୍‌ କରିରଇଲା । ସଇତାନର୍‌ ବାନ୍ଦନେ ରଇଲା ଲକ୍‌ମନ୍‌କେ ମୁକ୍‍ଲାଇଲା । କାଇକେବଇଲେ ପରମେସର୍‌ ତାର୍‌ ସଙ୍ଗ୍‍ ରଇଲା ।
39 “Isu tiri zvapupu zvezvinhu zvose zvaakaita munyika yavaJudha nomuJerusarema. Vakamuuraya nokumuturika pamuti,
୩୯ଜିସୁ ଇସ୍‌ରାଏଲ ଦେସେ ଆରି ଜିରୁସାଲାମେ ଜେତ୍‌କି ସବୁ କାମ୍‌ମନ୍‌ କଲା, ଆମେ ସବୁ ଲକ୍‌ ତାର୍‌ ସାକି ଆଚୁ । ତାର୍‌ପଚେ ତାକେ କୁର୍‌ସେ କୁଟି ମାରି, ମରାଇଲାଇ ।
40 asi Mwari akamumutsa kubva kuvakafa nezuva retatu akaita kuti aonekwe.
୪୦ମାତର୍‌ ପର୍‌ମେସର୍‌ ତାକେ ତିନ୍‌ଦିନ୍‌ ଅଇଲାକେ ମଲାତେଇଅନି ଉଟାଇ ଜିବନ୍‌ କରାଇ, କେତେଲକ୍‌କେ ଦେକାଇଦେଲା ।
41 Haana kuonekwa navanhu vose, asi nezvapupu zvakanga zvagara zvasarudzwa naMwari nesu takadya uye tikanwa naye shure kwokumuka kwake kubva kuvakafa.
୪୧ସବୁଲକ୍‌ ତାକେ ଦେକ୍‌ବାକେ ପର୍‌ମେସର୍‌ ଦେଏନାଇ, ଅବ୍‌କା ସେ ବାଚ୍‌ଲା ସାକିମନ୍‌କେସେ । ତାକେ ଆରିତରେକ୍‌ ଜିବନ୍‌ କରାଇଲାପଚେ, ତାର୍‌ ସଙ୍ଗ୍‍ କାଆ ପିଇ ଅଇରଇଲା ଲକ୍‌ମନ୍‌ ଆମେସେ ।
42 Akatirayira kuti tiparidze kuvanhu uye tipupure kuti ndiye akagadzwa naMwari kuti ave mutongi wavapenyu navakafa.
୪୨ଲକ୍‌ମନର୍‌ ଲଗେ ସୁବ୍‌କବର୍‌ ଜାନାଇବାକେ ସେ ଆମ୍‌କେ ଆଦେସ୍‌ ଦେଲା । ବଁଚିରଇବା ଲକର୍‌ ଆରି ମଲା ଲକର୍‌ ବିଚାର୍‌କାରିଆ ଇସାବେ ତାକେସେ ବାଚ୍‌ଲା ଆଚେ, ଏ କାତାର୍‌ ସାକିଦେବାକେ ମିସା ସେ ଆମ୍‌କେ ଆଦେସ୍‌ ଦେଲାଆଚେ ।
43 Vaprofita vose vanopupura nezvake kuti ani naani anotenda kwaari anogamuchira kanganwiro yezvivi kubudikidza nezita rake.”
୪୩ସବୁ ବବିସତ୍‌ବକ୍‌ତାମନ୍‌ ତାର୍‌ ବିସଇନେଇ, ଏ କବର୍‌ କଇରଇଲାଇ । ଜେ ମସିଅକେ ବିସ୍‌ବାସ୍‌ କର୍‌ସି, ମସିଅ କରିରଇବା କାମର୍‌ ଲାଗି, ପର୍‌ମେସର୍‌ ତାର୍‌ ପାପ୍‌କେମା କର୍‌ସି ।”
44 Petro achiri kutaura mashoko aya, Mweya Mutsvene akauya pamusoro pavose vakanzwa shoko.
୪୪ପିତର୍‌ ସିକିଆ ଦେବା ବେଲେ ଜେତେ ଲକ୍‌ ସୁନ୍‌ତେ ରଇଲାଇ, ସେ ସବୁ ଲକର୍‌ ଉପ୍‌ରେ ସୁକଲ୍‌ ଆତ୍‌ମା ଉତ୍‌ରି ଡାବିଅଇଲା ।
45 Vatendi vakadzingiswa vakanga vauya naPetro vakakatyamara nokuti chipo choMweya Mutsvene chakanga chadururirwa kunyange napamusoro pevedzimwe ndudziwo.
୪୫ଜିଉଦିନଇଲା ଲକ୍‌ମନର୍‌ ଉପ୍‌ରେ ମିସା ପରମେସରର୍‌ ସୁକଲ୍‌ ଆତ୍‌ମା ଡାବିଅଇବାଟା ଦେକି ଜପାଇଅନି ପିତର୍‌ ସଙ୍ଗ୍‍ ଆସିରଇବା ଜିଉଦି ବିସ୍‌ବାସିମନ୍‌ କାବାଅଇଗାଲାଇ ।
46 Nokuti vakavanzwa vachitaura nendimi vachirumbidza Mwari. Ipapo Petro akati,
୪୬କାଇକେବଇଲେ ସେମନ୍‌ ପରମେସର୍‌କେ ଡାକ୍‌ପୁଟା କର୍‌ବାଟା, ଆରି ବିନ୍‌ବିନ୍‌ ବାସାଇ କାତାଅଇବାଟା, ଜିଉଦି ବିସ୍‌ବାସିମନ୍‌ ସୁନ୍‌ଲାଇ । ଜପାଇଅନି ଆସିରଇବା ଜିଉଦି ବିସ୍‌ବାସିମନ୍‌କେ ପିତର୍‌ କଇଲା,
47 “Pano munhu angadzivisa vanhu ava kuti vabhabhatidzwe nemvura here? Vagamuchira Mweya Mutsvene sezvatakangoitawo isu.”
୪୭“ପର୍‌ମେସର୍‌ ଆମ୍‌କେ ଜେନ୍ତି ସୁକଲ୍‌ଆତ୍‌ମା ଦେଲାଆଚେ, ସେନ୍ତାରିସେ ଏ ଲକ୍‌ମନ୍‌କେ ମିସା ଦେଲାଆଚେ । ସେମନ୍‌କେ ଡୁବନ୍‌ ନ ନିଆ ବଲି କେ ମିସା ଅଟ୍‌କାଇପାର୍‌ସି କି?”
48 Naizvozvo akarayira kuti vabhabhatidzwe muzita raJesu Kristu. Ipapo vakakumbira Petro kuti ambogara navo kwamazuva mashoma.
୪୮ସେଟାର୍‌ ପାଇ ପିତର୍‌ ସେମନ୍‌କେ ଜିସୁକିରିସ୍‌ଟର୍‌ ନାଉଁ ଦାରି ଡୁବନ୍‌ ଦେଲାପଚେ କର୍‌ନିଲିଅ ଆରି ତାର୍‌ ସଙ୍ଗ୍‍ ରଇବାଲକ୍‌ମନ୍‌ ତାକେ ଆରି କେତେ ଦିନ୍‌ ସେମନର୍‌ ସଙ୍ଗ୍‍ ରଇବାକେ ବାବୁଜିଆ କଲାଇ ।

< Mabasa 10 >