< 3 Johani 1 >

1 Mukuru, kushamwari yangu inodikanwa Gayo, wandinoda muchokwadi.
ଏ ମଣ୍ଡଲିର୍‌ ପାର୍‌ଚିନ୍‌ ଇସାବେ ମୁଇ ଜଅନ୍‌, ଏ ଚିଟି ଆଲାଦର୍‌ ଗାଇସ୍‌, ତକେ ଲେକ୍‌ଲିନି । ମୁଇ ତକେ ସତଇସେ ଆଲାଦ୍‌ କଲିନି ।
2 Mudikani, ndinonyengetera kuti uve noutano hwakanaka uye kuti zvose zvikunakire kunyange sokufara kwomweya wako.
ଏ ମର୍‌ ଆଲାଦର୍‌ ମଇତର୍‌, ତମେ ଗାଗଡ୍‌ ଇସାବେ ବପୁ ଉଆ ଆରି ତମର୍‌ ସବୁ କାମ୍‌ ନିକ ଅ ବଲି ମୁଇ ପାର୍‌ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍‌ମାଇ ମିସା ନିକସେ ଆଚାସ୍‌ ।
3 Ndakafara kwazvo dzimwe hama padzakauya dzikandiudza nezvokutendeka kwako pachokwadi uye kuti unoramba uchifamba sei muchokwadi.
ପର୍‌ମେସରର୍‌ ସତ୍‌ ବାଟ୍‌ ଇସାବେ ତମେ ଚଲାଚଲ୍‌ତି କଲାସ୍‌ନି ବଲି କେତେଟା ସଙ୍ଗର୍‌ ବିସ୍‌ବାସି ବାଇମନ୍‌ ଇତି ଆସିକରି ଆମ୍‌କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍‌ତି କଲାସ୍‌ନି ବଲି ମୁଇ ଜାନି ।
4 Hapana chimwe chinhu chinondifadza kupfuura kunzwa kuti vana vangu vari kufamba muchokwadi.
ମର୍‌ ପିଲାମନ୍‌ ସତ୍‌ ଇସାବେ ଚଲାଚଲ୍‌ତି କଲାଇନି ବଲି ସୁନ୍‌ଲାତେଇଅନି ଆରି କାଇ ବିସଇ ମକେ ସାର୍‌ଦା ନ କରାଏ ।
5 Mudikani, wakatendeka pane zvaunoita kuhama, kunyange vasiri vanhu vaunoziva.
ମର୍‌ ଆଲାଦର୍‌ ମଇତର୍‌, ତମର୍‌ ସଙ୍ଗ୍‌ ରଇବା ବିନ୍‌ ଦେସର୍‌ ବିସ୍‌ବାସି ବାଇମନର୍‌ପାଇ ତମେ କର୍‌ବା କାମ୍‌ କେବେ କେବେ ନାଜାନିରଇଲେ ମିସା ସତ୍‌ସଙ୍ଗ୍‌ କଲାସ୍‌ନି ।
6 Vakataurira kereke nezvorudo rwako. Uchaita zvakanaka kana ukavadzosazve nenzira yakafanira pamberi paMwari.
ତାକର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଇତିର୍‌ ମଣ୍ଡଲିର୍‌ ଲକ୍‌ମନ୍‌କେ ତମର୍‌ ଆଲାଦର୍‌ ବିସଇ କାତା ଅଇଲାଇଆଚତ୍‌ । ସେନ୍ତାରି ଲକ୍‌ମନ୍‌କେ, ଜେଡେବେଲେ ତମ୍‌କେ ଚାଡି ଅଲ୍‌ଗା ଜାଗାମନ୍‌କେ ଜିବାବେଲେ, ଆଗ୍‌କେ ପଚ୍‌କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ ।
7 Nokuda kweZita iri vakabuda, vasingagamuchiri rubatsiro kubva kuvahedheni.
ଏ ଲକ୍‌ମନ୍‌ ଜିସୁକିରିସ୍‌ଟର୍‌ ସେବା କାମର୍‌ଲାଗି ଗୁଲାଇବାଟେ ବୁଲ୍‌ଲାଇନି । ଆରି କିରିସ୍‌ଟକେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ତେଇଅନି ସେମନ୍‌ କାଇ ସାଇଜ ନ ମାଙ୍ଗତ୍‌ ।
8 Naizvozvo tinofanira kugamuchira vanhu vakadai kuti tishande pamwe chete muchokwadi.
ତେବର୍‌ପାଇ ଆମେ ତାକର୍‌ ସଙ୍ଗର୍‌ ବିସ୍‌ବାସିମନ୍‌, ସେମନ୍‌କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍‌ମନ୍‌କେ ସତ୍‌ ଜାନାଇବା କାମ୍‌ଟାନେ ଆମେ ମିସିକରି କରୁ ।
9 Ndakanyorera kukereke, asi Dhiotirefesi, iye anoda kuva mukuru, akati haagamuchiri zvatinotaura.
ତମର୍‌ ନଅରେ ରଇବା ମଣ୍ଡଲିର୍‌ ଲକ୍‌ମନ୍‌କେ ମୁଇ ଆଗ୍‌ତୁ ଗଟେକ୍‌ ଚିଟି ଲେକିରଇଲି । ମାତର୍‌ ଡାୟଟେପିସ୍‌ ମର୍‌ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍‌ ନେତା ଅଇବି ବଲି ମନ୍‌କଲାନି ।
10 Saka kana ndauya, ndichamuyeuchidza mabasa ake aanoita, okunyeya, nokuitira godo. Kwete izvozvo zvoga, anorambawo kugamuchira hama. Anodzivisawo vaya vanoda havo kuita izvozvo uye achivabudisa mukereke.
୧୦ତେବର୍‌ପାଇ ମୁଇ ଜେଡେବେଲେ ତମର୍‌ ନଅରେ ଆଇବାବେଲେ ଡାୟଟେପିସ୍‌ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍‌ ଲକ୍‌ମନ୍‌କେ, କଇଦେବି ବଲି ମନ୍‍ କଲି । ସେ ମର୍‌ ବିରୁଦେ, ନ କର୍‌ଲାଟାମନ୍‌ କଇବୁଲ୍‌ଲାନି । ଆରି ତାର୍‌ତେଇଅନି ଅଦିକ୍‌ କାରାପ୍‌ଟା ମିସା ସେ କଲାନି । ଆମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌, ଜେକି ସୁବ୍‌କବର୍‌ ଜାନାଇଲାଇନି, ସେ ସେମନ୍‌କେ ଡାକିନେବାକେ ନିଚ୍‌ଲାନି । ଜନ୍‌ ଲକ୍‌ମନ୍‌ ସେମନ୍‌କେ ଡାକିନେବାକେ ମନ୍‍ କଲାଇନି, ସେମନ୍‌କେ ତେବାଇଲାନି । ସେନ୍ତାରି ଲକ୍‌ମନ୍‌କେ ମଣ୍ଡଲିର୍‌ ସବାତେଇ ଆଇବାକେ ମନାକଲାନି ।
11 Mudikani, usatevedzera zvakaipa asi zvakanaka. Ani naani anoita zvakanaka ndiye anobva kuna Mwari. Ani naani anoita zvakaipa haana kuona Mwari.
୧୧ଆଲାଦର୍‌ ମଇତର୍‌, କାରାପ୍‌ କାମ୍‌ କରି ଚଲାଚଲ୍‌ତି କର୍‌ବା ଲକ୍‌ମନର୍‌ ପାରା ଉଆନାଇ । ତାର୍‌ ବାଦୁଲେ ନିକ କାମ୍‌ କର୍‌ବା ଲକ୍‌ମନର୍‌ପାରା ଉଆ । ଜଦି କେ କାରାପ୍‌ କାମ୍‌ କଲେ, ତାର୍‌ କାମେଅନି ସେ ପର୍‌ମେସର୍‌କେ ନାଜାନେ ବଲି ଡିସ୍‌ଲାନି ।
12 Dhemetriasi anopupurirwa zvakanaka navose, uye kunyange nechokwadi chaicho. Nesuwo tinotaura zvakanaka nezvake, uye munoziva kuti uchapupu hwedu ndohwechokwadi.
୧୨ଡିମିତିର୍‌ ଗଟେକ୍‌ ନିକ ଲକ୍‌ ବଲି ମଣ୍ଡଲିର୍‌ ସବୁଲକ୍‌ କଇଲାଇନି । ସେ ସତ୍‌ ବିସଇ ଇସାବେ ଚଲାଚଲ୍‌ତି କଲାନି । ତେବର୍‌ପାଇ ସେ ଗଟେକ୍‌ ନିକ ଲକ୍‌ ବଲି ଆମେ ଜାନିଆଚୁ । ସେ ଗଟେକ୍‌ ନିକ ଲକ୍‌ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍‌ ଆମେ ଗଟେକ୍‌ ଲକର୍‌ କାଇଆଲେ ବିସଇ କଇଲେ, ସେଟା ସତ୍‌ ।
13 Ndine zvizhinji zvokukunyorera, asi handidi kuita izvozvi nechinyoreso neingi.
୧୩ତମ୍‌କେ ମୁଇ ବେସି ବିସଇ କଇବାକେ ମନ୍‌ କଲିନି, ମାତର୍‌ ଚିଟିଟାନେ ଲେକ୍‌ବାକେ ମନ୍‌ କରିନାଇ ।
14 Ndinovimba kuti ndichakuonai nokukurumidza, uye tichazotaurirana chiso nechiso. Rugare kwamuri. Shamwari dziri kuno dzinokukwazisai. Kwazisai shamwari dziri ikoko namazita avo.
୧୪ମୁଇ ଦାପ୍‌ରେ ତମର୍‌ଟାନେ ଆସିକରି ତମର୍‌ ମୁଆଟେ ସବୁ କାତା କଇବି । ପର୍‌ମେସର୍‌ ତମ୍‌କେ ସାନ୍ତି ଦେଅ । ମଣ୍ଡଲିତେଇ ରଇବା ତମର୍‌ ସବୁ ମଇତର୍‌ମନ୍‌ ଜୁଆର୍‌ ଜାନାଇଲାଇନି । ତମର୍‌ ନଅରର୍‌ ମଣ୍ଡଲିତେଇ ରଇବା ମର୍‌ ସବୁ ମଇତର୍‌ମନ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ, ଜୁଆର୍‌ ଜାନାଆ ।

< 3 Johani 1 >