< 1 VaTesaronika 5 >
1 Zvino, hama, kana dziri nguva kana misi hatifaniri kuti tikunyorerei,
୧ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ,
2 nokuti imi munoziva kwazvo kuti zuva raShe richauya sembavha usiku.
୨କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି ।
3 Vanhu pavanenge vachiti, “Rugare norunyararo,” kuparadzwa kuchasvika pamusoro pavo nokukurumidza, somukadzi ane mimba worwadziwa, uye havangapunyuki.
୩ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ ।
4 Asi imi, hama, hamusi murima zvokuti zuva iri rikusvikirei sembavha.
୪ମାତର୍ ଏ ବାଇବଇନିମନ୍, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍ ନାଇ । ତେବେ ସେ ଦିନ୍ ତମର୍ ନାଜାନ୍ତେ ଆରି ଜାଗ୍ରତ୍ ନ ରଇଲା ବେଲାଇ ଚର୍ପାରା ଅଇ ନ ଆସେ ।
5 Imi mose muri vanakomana vechiedza navanakomana vamasikati. Hatizi vousiku kana verima.
୫ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ ।
6 Saka zvino, ngatiregei kuita savamwe vavete, asi ngatisvinurei uye tive vanozvidzora.
୬ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ ।
7 Nokuti avo vanovata, vanovata usiku, uye avo vanodhakwa, vanodhakwa usiku.
୭ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ ।
8 Asi sezvo tiri vamasikati, ngatizvidzorei, takapfeka kutenda norudo sechidzitiro chechipfuva, netariro yoruponeso senguwani.
୮ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି ।
9 Nokuti Mwari haana kutisarudza kuti tive vokutsamwirwa asi kuti tigamuchire ruponeso kubudikidza naIshe wedu Jesu Kristu.
୯କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ ।
10 Akatifira isu kuitira kuti, kunyange takasvinura kana tivete, tigare pamwe chete naye.
୧୦ସେ ଆମର୍ ଲାଗି ତାର୍ ଜିବନ୍ ଦେଲା । ଜେନ୍ତିକି ଆମେ ଜାଗ୍ରତ୍ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍ ସଙ୍ଗ୍ ଜିଇକରି ରଇବାର୍ ଅଇସି ।
11 Naizvozvo kurudziranai uye muvakane, sezvamunoita zvino.
୧୧ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
12 Zvino tinokukumbirai, hama, kuti muremekedze avo vanoshanda nesimba pakati penyu, vari pamusoro penyu muna She uye vanokurayirai.
୧୨ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ତମର୍ ବିତ୍ରେ ଜନ୍ ଲକ୍ମନ୍ କସ୍ଟ କର୍ବାଇ, ଆରି ମାପ୍ରୁର୍ ସେବା କାମେ ମିସିକରି, ନେତା ପାରା ରଇକରି ତମ୍କେ ସିକାଇବାଇ, ସେମନ୍କେ ମାନିଅ କରା ।
13 Muvakudze zvikuru murudo nokuda kwebasa ravo. Garai murunyararo nomumwe nomumwe wenyu.
୧୩ତାକର୍ କାମର୍ ଲାଗି ସେମନ୍କେ ଜିବନ୍ ପରାନ୍ ଦେଇକରି ଆଲାଦ୍ କରା । ନିଜର୍ ନିଜର୍ ଲକ୍ମନର୍ ସଙ୍ଗ୍ ସାନ୍ତିସଙ୍ଗ୍ ରୁଆ ।
14 Uye tinokukurudzirai, hama, kuti muyambire avo vano usimbe, mukurudzire vanotya, batsirai vasina simba, muite mwoyo murefu kuvanhu vose.
୧୪ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ପାଇଟି କାବାଡ୍ ନ କରି ବାଡୁ ଅଇ ରଇବା ଲକ୍ମନ୍କେ ଜାଗ୍ରତ୍ କରା । ତାକ୍ଲା ପୁଣ୍ଡ୍ଲା ଲକ୍ମନ୍କେ ଜତନ୍ କରା । ଡର୍ବା ଲକ୍ମନ୍କେ ସାଆସ୍ ଦିଆସ୍ । ଲକ୍ମନର୍ କୁଆ କାତା ମୁର୍ଚି କରି ରୁଆ ।
15 Muve nechokwadi kuti kurege kuva nomunhu anodzorera chakaipa nechakaipa, asi edzai kuva nomwoyo munyoro kuno mumwe nomumwe wenyu uye nokuna vose.
୧୫ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
୧୬ସବୁବେଲେ ସାର୍ଦାଅଇ ରୁଆ ।
17 rambai muchinyengetera;
୧୭ସବୁବେଲେ ପାର୍ତନା କରା ।
18 vongai pazvinhu zvose, nokuti ndiko kuda kwaMwari kwamuri muna Kristu Jesu.
୧୮ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
19 Musadzima moto woMweya;
୧୯ସୁକଲ୍ଆତ୍ମାକେ ଏଲା କରାନାଇ ।
20 musazvidza zviprofita.
୨୦ସୁକଲ୍ଆତ୍ମା କଇଲା କାତା ଏଲା କରାନାଇ ।
21 Edzai zvinhu zvose. Batirirai kune zvakanaka.
୨୧ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ ।
୨୨ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
23 Mwari pachake, iye Mwari worugare, ngaakuitei vatsvene kwazvo kwazvo. Mweya wenyu wose, nomwoyo uye nomuviri zvichengetwe zvisina mhosva pakuuya kwaIshe wedu Jesu Kristu.
୨୩ନିଜେ ସାନ୍ତି ଦେବା ପର୍ମେସର୍ ତମ୍କେ ପୁରାପୁରୁନ୍ କରି ସୁକଲ୍ କର । ଆରି ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ବେଲେ, ତମର୍ ଆତ୍ମା, ଜିବନ୍, ଗାଗଡ୍ କାଇ ଦସ୍ ପାପ୍ ନ ଅଇକରି ସଙ୍ଗଇ ରଅ ।
24 Iye anokudanai akatendeka uye achazviita.
୨୪ଜେ ତମ୍କେ ବାଚ୍ଲା ଆଚେ, ସେ ସେଟା କର୍ସି । କାଇକେବଇଲେ ସେ ବିସ୍ବାସ୍ ରକ୍ବା ଲକ୍ ।
25 Hama, tinyengeterereiwo.
୨୫ଏ ବାଇବଇନିମନ୍, ଆମର୍ପାଇ ମିସା ପାର୍ତନା କରା ।
26 Kwazisai hama dzose nokutsvoda kutsvene.
୨୬ସବୁ ବାଇମନ୍କେ ସୁକଲ୍ ରଇ, ଆତେ ଦାରି ଜୁଆର୍ କରା ।
27 Ndinokurayirai pamberi paIshe kuti tsamba iyi iverengerwe hama dzose.
୨୭ସବୁ ବାଇବଇନିମନର୍ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍ରୁର୍ ନାଉଁ ଦାରି ତମ୍କେ ମୁଇ ତିଆର୍ଲିନି।
28 Nyasha dzaIshe wedu Jesu Kristu ngadzive nemi.
୨୮ମାପ୍ରୁ ଜିସୁ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ର ।