< 1 VaKorinde 5 >
1 Zvinonzi pakati penyu pane upombwe, uye upombwe hworudzi rusakambonzwikwa kunyange pakati pavahedheni: Munhu anorara nomukadzi wababa vake.
୧ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି ।
2 Uye munozvikudza! Mungadai musingachemi here uye makatodzinga munhu anoita zvakadai kuti musayanana naye?
୨ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା ।
3 Kunyange zvangu ndisiri pakati penyu panyama, ndinemi mumweya. Uye ndatotonga kare pamusoro pomunhu akaita izvi, sokunonzi ndiripo.
୩ମୁଇ ଗାଗଡ୍ ଇସାବେ ତମର୍ ଟାନେ ନ ରଇଲେମିସା ସେନ୍ତି କର୍ବାର୍ ରଇଲା, ଏଲେ ମିସା ଆତ୍ମାଇ ତମର୍ ସଙ୍ଗ୍ ଆଚି । ଜେ କି ଏନ୍ତାର୍ କାମ୍ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍ ଦସ୍ କଲା ଲକ୍କେ ଡଣ୍ଡ୍ ଦେବାର୍ ଆଚେ ବଲି ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି, ମୁଇ ବିଚାର୍ କରି ସାରାଇ ଆଚି ।
4 Pamunoungana pamwe chete muzita raIshe Jesu, ndinemi mumweya, uye simba raIshe Jesu riripo,
୪ତମେ ମାପ୍ରୁ ଜିସୁର୍ ନାଉଁଦାରି ଗଟେକ୍ଲଗେ ରୁଣ୍ଡ୍ ଅଇଲା ବେଲେ ମର୍ ଆତ୍ମା ଆରି ମାପ୍ରୁ ଜିସୁର୍ ବପୁ ତେଇ ଆଚେ ।
5 isai munhu uyu kuna Satani, kuti nyama iparadzwe uye mweya wake ugoponeswa pazuva raShe.
୫ଏନ୍ତାରି ଲକ୍କେ ତାର୍ ଗାଗଡ୍ କୁରୁପ୍ନାସ୍ ଅଇଜିବାକେ ସଇତାନର୍ ଆତେ ସର୍ପି ଦେବାର୍ ଆଚେ । ସେନ୍ତାର୍ କଲେ ମାପ୍ରୁ ଆରି ତରେକ୍ ଆଇବା ବେଲେ ତାର୍ ଆତ୍ମା ରକିଆ ପାଇପାର୍ସି ।
6 Kuzvikudza kwenyu hakuna kunaka. Hamuzivi here kuti mbiriso shoma inovirisa chikanyiwa chose?
୬ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି?
7 Bvisai mbiriso yakare kuti mugova chikanyiwa chitsva chisina mbiriso, sezvamuri chaizvo. Nokuti Kristu, gwayana redu rePasika, akabayirwa.
୭ତମର୍ ବିତ୍ରେ ରଇବା ପାପର୍ ପୁର୍ନା କମିର୍ ପିଙ୍ଗିଦେଇ ପୁରାପୁରୁନ୍ ସୁକଲ୍ ଉଆ । ସେନ୍ତାର୍ କଲେ ତମେ କମିର୍ ନଇତେ ଚକଟ୍ଲା ନୁଆ ଗୁଣ୍ଡ୍ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍ । ଆମର୍ ନିସ୍ତାର୍ ପରବ୍ ଦିନ୍ ତିଆର୍ ଅଇ ସାର୍ଲା ଆଚେ । ପରବର୍ ମେଣ୍ଡାପିଲା ନିଜେ କିରିସ୍ଟ ସର୍ପି ଅଇଆଚେ ।
8 Naizvozvo ngatiitei mutambo, tisingaiti nembiriso yakafa, mbiriso yoruvengo nokuipa, asi nechingwa chisina mbiriso, chingwa chokururama nezvokwadi.
୮ତେବେ ଆସା, ଆମର୍ ପାପ୍ ଆରି କାରାପ୍ ରଇବା ପୁର୍ନା କମିର୍ ଚାଡିଦେଉଁ ଆରି କମିର୍ ନ ମିସ୍ଲା ରୁଟି ପାରା ଜେନ୍ତିକି ସତ୍ ଆରି ସୁଆଲ୍ ଅଇ ଏ ପରବର୍ ସାର୍ଦା କରୁ ।
9 Ndakunyorerai mutsamba yangu kuti murege kufambidzana nemhombwe,
୯ମୁଇ ଆଗ୍ତୁ ବେସିଆମନର୍ ସଙ୍ଗ୍ ନ ମିସ୍ବାକେ ଚିଟି ଲେକିରଇଲି ।
10 handisi kureva vanhu venyika ino vanoita upombwe, kwete, kana vano ruchiva namakororo, kana vanonamata zvifananidzo. Nokuti kana zvadaro mungatobva panyika ino.
୧୦ତାର୍ ଅରତ୍ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍ରା, ଚର୍ନା ଆରି ମୁର୍ତି ପୁଜା କର୍ବା ଲକର୍ ସଙ୍ଗ୍ ମୁଲ୍କେ ମିସା ନାଇ ବଲି । ଜଦି ସେନ୍ତାର୍ କଲେ ତମେ ଜଗତ୍ ଚାଡି ବାରଇଜିବାକେ ପଡ୍ସି ।
11 Asi zvino ndinonyora kwamuri kuti musafambidzana naani zvake anozviti ihama asi ari mhombwe, kana kuti ano ruchiva, anonamata zvifananidzo, kana kuti chidhakwa kana gororo. Munhu akadaro musatombodya naye.
୧୧ମାତର୍ ମର୍ କଇବାଟା ଅଇଲାନି, ଜନ୍ ବାଇ ମୁଇ ବିସ୍ବାସି ବଲି କଇକରି ବେବିଚାର୍ କାମ୍ କର୍ସି, କି କାଇଟା ଦେବାକେ ମିସା ଲବ୍ କର୍ସି, କୁଟ୍ କାତା କଇସି, ପୁତ୍ଲା ପୁଜା କର୍ସି, ବିନ୍ ଲକର୍ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍ ଅଇସି ବଇଲେ, ତାର୍ ସଙ୍ଗ୍ ମିସାନାଇ । ଏନ୍ତିକି ତାର୍ ସଙ୍ଗ୍ ମିସିକରି କାଇବାର୍ ମିସା ନାଇ ।
12 Nokuti ibasa rangu here kuti nditonge avo vari kunze kwekereke? Hamufaniri kutonga avo vari mukereke here?
୧୨ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ ।
13 Mwari ndiye achatonga avo vari kunze. “Dzingai munhu akaipa uyu abve pakati penyu.”
୧୩ସାସ୍ତରେ ଲେକା ଅଇଲାପାରା ତମର୍ ବିତ୍ରେ ଜନ୍ଲକ୍ ସେନ୍ତାରି କାରାପ୍ ଚଲାଚଲ୍ତି କଲାନି, ତାକେ ତମର୍ ବିତ୍ରେଅନି ବାର୍କରାଇ ଦିଆସ୍ ।