< 1 VaKorinde 15 >
1 Zvino hama, ndinoda kukuyeuchidzai vhangeri randakakuparidzirai, iro ramakagamuchira uye ramakamira mariri.
୧ଏ ବାଇବଇନିମନ୍, ମୁଇ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇରଇଲି ସେଟା ତମ୍କେ ଏତାଇଦେବି ବଲି ମନ୍ କଲିନି । ସେଟା ତମେ ମାନି ରଇଲାସ୍ ଆରି ତେଇସେ ତମର୍ ବିସ୍ବାସ୍ ଡାଁଟ୍ ଆଚେ ।
2 Nevhangeri irori munoponeswa, kana mukabatirira kwazvo pashoko randakakuparidzirai. Zvimwe makatenda pasina.
୨ଜଦି ଏ ସୁସମାଚାର୍ ତମେ ଡାଟ୍ ସଙ୍ଗ୍ ଦାରିରଇସା, ତେବେ ଉଦାର୍ ପାଇସା, ନଇଲେ ତମେ ବେକାର୍ ବିସ୍ବାସି ଅଇ ଆଚାସ୍ ।
3 Nokuti zvandakagamuchira sezvinokosha pakutanga ndizvo zvandakakupaiwo: kuti Kristu akafira zvivi zvedu sezvazvakanyorwa muMagwaro,
୩କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା ।
4 kuti akavigwa, akamutswa pazuva rechitatu sezvazvakanyorwa muMagwaro,
୪ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।
5 uye kuti akazviratidza kuna Petro, tevere kuna vane gumi navaviri.
୫ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା ।
6 Mushure mezvo akazviratidza kuhama dzaipfuura mazana mashanu panguva imwe chete, vazhinji vavo vachiri vapenyu, kunyange zvazvo vamwe vavete.
୬ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ ।
7 Ipapo akazozviratidza kuna Jakobho, mushure mezvo kuvapostori,
୭ତାର୍ପଚେ ସେ ଜାକୁବ୍କେ ଆରି ସବୁ ପେରିତ୍ମନ୍କେ ଦର୍ସନ୍ ଦେଲା ।
8 uye pakupedzisira akazozviratidza kwandiriwo, sokuna akazvarwa nguva isati yasvika.
୮ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା ।
9 Nokuti ndiri muduku kuvapostori vose, uye handikodzeri kunzi mupostori, nokuti ndakatambudza kereke yaMwari.
୯ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।
10 Asi nokuda kwenyasha dzaMwari ndiri zvandiri uye nyasha dzake kwandiri hadzina kuva pasina. Kwete, ndakashanda kupfuura vose, asi ndisiri ini, asi nyasha dzaMwari dzaiva neni.
୧୦ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା ।
11 Ipapo kunyange dai ndiri ini kana ivo, izvi ndizvo zvatinoparidza, uye izvi ndizvo zvamakatenda.
୧୧ଅଇଲେ ମିସା ମୁଇ ସୁବ୍କବର୍ ଜାନାଇଲେ କି ସେମନ୍ ଜାନାଇଲେ ମିସା କିଚି ବିନ୍ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍ ବିସଇସେ । ସେଟା ତମେ ବିସ୍ବାସ୍ କରିଆଚାସ୍ ।
12 Asi kana kuchiparidzwa kuchinzi Kristu akamutswa kubva kuvakafa, ko, vamwe venyu vangareva sei kuti hakuna kumutswa kwavakafa?
୧୨ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି?
13 Kana kusina kumutswa kwavakafa, saka naizvozvowo Kristu haana kumutswa.
୧୩ମଲା ଲକ୍ମନ୍ ଆରିତରେକ୍ ଜିବନ୍ ନ ଅଇବାଟା ଜଦି ସତ୍, ତେବେ କିରିସ୍ଟକେ ମିସା ଜିବନ୍ କରାଇ ଉଟାଏ ନାଇ ।
14 Zvino kana Kristu asina kumutswa, kuparidza kwedu hakuna maturo, saizvozvowo nokutenda kwenyu.
୧୪ଆରି, ଜଦି କିରିସ୍ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍ବାସ୍ କର୍ବାଟା ମିସା ଚୁଚାଇସେ ।
15 Pamusoro pezvo, tichaonekwa tiri zvapupu zvaMwari zvenhema, nokuti takapupura kuti Mwari akamutsa Kristu kubva kuvakafa. Asi haana kumumutsa kana zvirokwazvo vakafa vasingamutswi.
୧୫ସେତ୍କିସେ ନଏଁ, ଆମେ ପର୍ମେସରର୍ ବିସଇର୍ ମିଚ୍ ସାକି ଦେଇତେରଇଲୁ ବଲି ଜାନାପଡ୍ସି । କାଇକେବଇଲେ ଆମେ କିରିସ୍ଟକେ ଜିବନ୍ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍ ମଲାଲକ୍ ଜିବନ୍ ଅଇ ନ ଉଟତ୍, ସେଟା ଜଦି ସତ୍, ସେନ୍ତାର୍ଆଲେ ପର୍ମେସର୍ କିରିସ୍ଟକେ ଜିବନ୍ କରାଇ ଉଟାଏ ନାଇ ।
16 Nokuti kana vakafa vasingamutswi, saizvozvowo Kristu haana kumutswa kuvakafa.
୧୬ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ, କିରିସ୍ଟକେ ମିସା ଉଟାଏ ନାଇ ।
17 Uye kana Kristu asina kumutswa, kutenda hakubatsiri; muchiri muzvivi zvenyu.
୧୭ଜଦି କିରିସ୍ଟକେ ଉଟାଏ ନାଇ, ତେବେ ତମର୍ ବିସ୍ବାସ୍ କର୍ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍ ନିଜର୍ ପାପେ ଆଚାସ୍ ।
18 Naizvozvowo vose vakafa muna Kristu vakatorasikawo.
୧୮ସେନ୍ତାରିସେ ଜନ୍ ଲକ୍ କିରିସ୍ଟକେ ବିସ୍ବାସ୍ କରି ମରିଗାଲାଇ ଆଚତ୍, ସେମନ୍ ରକିଆ ଅଅତ୍ ନାଇ, ମାତର୍ ନସ୍ଟ ଅଇଆଚତ୍ ।
19 Kana tine tariro muna Kristu nokuda kwoupenyu huno chete, tinonzwisa urombo kupfuura vanhu vose.
୧୯ଜଦି କିରିସ୍ଟର୍ ଟାନେ ଆମର୍ ଆସା କରିରଇବାଟା ଏ ଜଗତର୍ ଜିବନ୍ ସଙ୍ଗ୍ ସାର୍ସି, ତେବେ ସବୁଲକର୍ ତେଇଅନି ଆମର୍ କେଡେକ୍ କାକୁର୍ତିର୍ କରମ୍ ।
20 Asi, zvirokwazvo Kristu akamutswa kubva kuvakafa, akava chibereko chokutanga chavavete.
୨୦ମାତର୍ କିରିସ୍ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍ ଆରି ଏନ୍ତାରିସେ ସବୁ ମଲା ଲକ୍ମନ୍କେ ପର୍ମେସର୍ ଜିବନ୍ କରି ଉଟାଇସି, ଏଟା ଆମେ ଜାନୁ ।
21 Nokuti sezvo rufu rwakauya kubudikidza nomunhu mumwe, kumuka kuvakafa kwakauyawo kubudikidza nomunhu mumwe.
୨୧କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି ।
22 Nokuti, sokufa kwakaita vanhu vose muna Adhamu, naizvozvowo muna Kristu vose vachaitwa vapenyu.
୨୨ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ ।
23 Asi mumwe nomumwe padzoro rake: Kristu chibereko chokutanga; ipapo paanouya, tevere vose vanova vake.
୨୩ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ ।
24 Ipapo magumo achasvika, panguva yaachazopa umambo kuna Mwari Baba mushure mokunge aparadza ushe hwose, ukuru hwose nesimba rose.
୨୪ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି ।
25 Nokuti anofanira kubata ushe kusvikira aisa vavengi vake vose pasi petsoka dzake.
୨୫କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
26 Muvengi wokupedzisira achaparadzwa ndirwo rufu.
୨୬ସାରାସାରି ପଚେ ସତ୍ରୁମନ୍ ମିସା ଆରିଜିବାଇ ।
27 Nokuti akaisa zvinhu zvose pasi petsoka dzake. Zvino kana achiti “zvinhu zvose” zvakaiswa pasi petsoka dzake, zviri pachena kuti izvi hazvisanganisiri Mwari pachake, iye akaisa zvinhu zvose pasi paKristu.
୨୭ଜେନ୍ତି କି ସାସ୍ତରେ ଲେକା ଅଇଲାଆଚେ, ପର୍ମେସର୍ ସବୁ ବିସଇ ତାର୍ ପାଦ୍ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍ ଅରତ୍ ଅଇଲାନି, ପର୍ମେସର୍କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍ଟର୍ ତଲିଆ କରି ସଙ୍ଗଇଆଚେ ।
28 Kana achinge aita izvi, ipapo Mwanakomanawo pachake achaiswa pasi paiye akaisa zvinhu zvose pasi pake kuti Mwari agova zvose mune zvose.
୨୮ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି ।
29 Zvino kana kusina kumuka, ko, vakabhabhatidzirwa vakafa vachazoiteiko? Kana vakafa vasingamutswi, seiko vanhu vachivabhabhatidzirwa?
୨୯ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି? ତେବେ ସେମନ୍କେ କାଇଟା ମିଲ୍ସି? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି?
30 Uye kana tiri isu, tinozviisireiko panjodzi nguva dzose?
୩୦ଆରି ଆମେ ମିସା କାଇକେ ସବୁ ବେଲେ ଆମର୍ ଜିବନ୍ ବିପଦେ ପାକାଇତେ ରଇବୁ?
31 Ndinofa zuva nezuva, ndinorevesa hama dzangu, zvirokwazvo sezvandinozvirumbidza pamusoro penyu muna Kristu Jesu Ishe wedu.
୩୧ଏ ମର୍ ବାଇବଇନିମନ୍ ଦିନ୍କେ ଦିନ୍, ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍ଟାନେ ମର୍ ଜନ୍ ବଡ୍ପନ୍ ଆଚେ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଟାନେ ଆମର୍ ଜିବନ୍ ମିସିରଇଲାଜେ ମୁଇ କଇଲିନି ।
32 Kana ndakarwa nezvikara paEfeso nokuda kwezvikonzero zvapanyama, zvakandibatsireiko? Kana vakafa vasingamutswi, “Ngatidyei uye tinwe, nokuti mangwana tichafa.”
୩୨ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”
33 Musanyengerwa: “Ushamwari hwakaipa hunoodza tsika dzakanaka.”
୩୩ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।
34 Dzokai pandangariro dzenyu sezvamakafanira, uye murege kutadza; nokuti kuna vamwe vasingazivi Mwari. Ndinotaura izvi kuti munyadziswe.
୩୪ଟିକ୍ସଙ୍ଗ୍ ଚିନ୍ତା କରା । ତମର୍ ପାପର୍ ଚଲାଚଲ୍ତି କର୍ବାଟା ଚାଡିଦିଆସ୍ । କାଇକେବଇଲେ ପର୍ମେସର୍କେ ନାଜାନ୍ଲା କେତେକ୍ ଲକ୍ ତମର୍ ବିତ୍ରେ ଆଚତ୍ । ଏଟା ମୁଇ ତମ୍କେ ଲାଜ୍ କରାଇବାକେ କଇଲିନି ।
35 Asi mumwe angabvunza achiti, “Ko, vakafa vanomutswa sei? Vachauya nomuviri wakaita seiko?”
୩୫କେତେଲକ୍ ପାଚାର୍ବାଇ, “ମଲା ଲକ୍ମନ୍କେ କେ ଜିବନ୍ ଦେଇ ଉଟାଇସି? ଆରି ସେମନର୍ ଗାଗଡ୍ କେନ୍ତାର୍ ରଇସି?” ଜେ ଏନ୍ତାରି ପର୍ସନ୍ ପାଚାର୍ସି, ସେ ବକୁଆଟା ।
36 Upenzi hwakadii! Chaunodyara hachingameri kana chisina kufa.
୩୬ତମେ ଜାନାସ୍ । ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ମୁଞ୍ଜିର୍ ଉପ୍ରର୍ ଚପା କୁଇଜାଇସି, ମାତର୍ ବିତ୍ରର୍ଟା ଆଁକର୍ସି ।
37 Kana ukadyara haudyari muviri uchazovapo, asi tsanga bedzi, ingava yegorosi kana chimwe chinhuwo zvacho.
୩୭ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ସେଟା ଦାନ୍ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍ ।
38 Asi Mwari anoipa muviri sezvaanoda, uye kumbeu imwe neimwe muviri wayo.
୩୮ପର୍ମେସର୍ ନିଜର୍ ମନ୍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍ରି ଗଚ୍ ଅ, ବଲି ଟିକ୍ କଲା । ଆରି ସେ ବିନ୍ ବିନ୍ ରକାମର୍ ମୁଞ୍ଜି ବଡ୍ବାକେ ଦେଲା, ଜେନ୍ତିକି ଗଟେକ୍ ଗଟେକ୍କେ ତାର୍ ଗାଗଡର୍ ରୁପ୍ ବାଦ୍ଲାଇସି ।
39 Nyama yose haina kufanana: Vanhu vane rumwe rudzi rwenyama, mhuka dzinewo rumwe rudzi, shiri rumwewo, uye nehove dzinewo rumwe.
୩୯ଜିବନ୍ ରଇବା ସବୁ ଗାଗଡ୍ ସମାନ୍ ନଏଁ । ଲକ୍ମନ୍କେ ଗଟେକ୍ ରକାମ୍ ଗାଗଡ୍, ପସୁ ଚଡଇ ଆରି ମାଚ୍ମନ୍କେ ବିନ୍ ବିନ୍ ରକାମ୍ ଗାଗଡ୍ ଆଚେ ।
40 Kunewo miviri yokudenga, nemiviri yenyika; asi kubwinya kwemiviri yokudenga ndokumwe kubwinya, kwemiviri yapanyika ndokumwe.
୪୦ସେନ୍ତିସେ ସର୍ଗେ ରଇବାଟାମନ୍ ଆରି ଦର୍ତନି ରଇବାଟାମନ୍ ଆଚତ୍ । ଜେନ୍ତିକି ସର୍ଗେ ରଇବାଟାମନର୍ ସୁନ୍ଦର୍ ଗଟେକ୍ ରକାମ୍, ଦର୍ତନି ରଇବାଟାମନର୍ ବିନ୍ ବିନ୍ ରକାମ୍ ।
41 Zuva rino kubwinya kwaro, mwedzi unewo kumwe, nenyeredzi dzinewo kumwe; uye nyeredzi haifanani neimwe nyeredzi pakubwinya.
୪୧ବେଲ୍ ତାର୍ ନିଜର୍ ଇସାବେ ସୁନ୍ଦର୍ ଆଚେ । ସେନ୍ତାରିସେ ଜନ୍ ତାରାମନ୍ ମିସା ନିଜର୍ ନିଜର୍ ଇସାବେ ସୁନ୍ଦର୍ ଆଚତ୍ ।
42 Ndizvo zvazvichazova pakumuka kwavakafa. Muviri unodyarwa uri unoparara, unomutswa usisaparari;
୪୨ସେନ୍ତାରିସେ ଆମର୍ ଗାଗଡ୍ ଆରି ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ଦୁଇଟାଜାକ ବିନ୍ ଆଚେ । କାଇକେବଇଲେ ଆମର୍ ଗାଗଡ୍ ଏବେ ମରିକରି କୁଇଜାଇସି । ମାତର୍ ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ସେଟା କେବେ ନ ମରେ ।
43 unodyarwa pakuzvidzwa, unomutswa mukubwinya; unodyarwa muutera, unomutswa musimba;
୪୩ସେଟା ତପ୍ଲାବେଲେ ଦୁର୍ବଲ୍ ଅଇ ସୁନ୍ଦର୍ ନ ରଏ । ମାତର୍ ଉଟାଇଲାବେଲେ ସୁନ୍ଦର୍ ରଇକରି ଡାଁଟ୍ ରଇସି ।
44 unodyarwa uri muviri wenyama, unomutswa uri muviri womweya. Kana kune muviri wenyama, kune muviri womweyawo.
୪୪ତପ୍ଲା ବେଲେ ଅବ୍କା ଗାଗଡ୍, ମାତର୍ ଉଟାଇଲାବେଲେ ଆତ୍ମାର୍ ଗାଗଡ୍ ଅଇସି । ଅବ୍କା ଗାଗଡ୍ ଆଚେ ବଇଲେ ଆତ୍ମାର୍ ଗାଗଡ୍ ମିସା ରଇବାର୍ ଆଚେ ।
45 Naizvozvo kwakanyorwa kuchinzi: “Munhu wokutanga, Adhamu, akava munhu mupenyu;” Adhamu wokupedzisira akava mweya unopa upenyu.
୪୫ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା ।
46 Mweya hauna kuuya pakutanga, asi nyama, uye mushure mezvo mweya.
୪୬ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ ।
47 Munhu wokutanga akanga ari guruva renyika, munhu wechipiri akanga achibva kudenga.
୪୭ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା ।
48 Sezvakanga zvakaita munhu wapanyika, ndizvowo zvakaita vaya vari venyika; uyewo sezvakaita munhu akabva kudenga, ndizvo zvakaitawo vaya vari vokudenga.
୪୮ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା ।
49 Uye sezvatakanga tine mufananidzo womunhu wapanyika, saizvozvowo tichava nomufananidzo womunhu akabva kudenga.
୪୯ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।
50 Zvino, hama, ndinoti kwamuri nyama neropa hazvingagari nhaka youmambo hwaMwari, uye zvinoparara hazvingagari nhaka yezvisingaparari.
୫୦ଏ ବାଇବଇନିମନ୍, ମୁଇ କଇବା ଅରତ୍ ଅଇଲାନି ବନି ମାଉଁସ୍ ରଇବା ଗାଗଡ୍ ପର୍ମେସରର୍ ରାଇଜେ ମିସିନାପାରତ୍ । ଆରି ଜନ୍ ଗାଗଡ୍ ମର୍ବାଇ, ସେମନ୍କେ ନ ସାର୍ବା ଜିବନ୍ ଦେଇ ନଏଁ ।
51 Teererai, ndinokutaurirai chakavanzika: Hatingafi tose, asi tose tichashandurwa,
୫୧ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି ।
52 pakarepo, sokubwaira kweziso, pahwamanda yokupedzisira. Nokuti hwamanda icharira, vakafa vachamutswa mukusaparara, uye tichashandurwa.
୫୨ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।
53 Nokuti chinoparara chinofanira kufuka kusaparara, uye chinofa chinofanira kufuka kusafa.
୫୩କାଇକେବଇଲେ ଆମର୍ ଏ ମର୍ବା ଗାଗଡ୍ ନ ମର୍ବା ଗାଗଡ୍ ଅଇ ବାଦ୍ଲିଜାଇସି ।
54 Kana chinoparara chikafuka kusaparara, uye chinofa chikafuka kusafa, ipapo tsumo yakanyorwa ichazadziswa yokuti: “Rufu rwakamedzwa nokukunda.”
୫୪ସେଟା ଅଇଲାବେଲେ ଜନ୍ଟା କି ସାସ୍ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍ ଅଇସି ମରନ୍ ଆରିଜାଇକରି, ଜିତ୍ବାଟା ପୁରାପୁରୁନ୍ ଅଇଲା ।
55 “Kuripiko kukunda kwako iwe rufu? Rwuripiko rumborera rwako, iwe rufu?” (Hadēs )
୫୫ତେବେ ଆମେ କଇ ପାର୍ବୁ, ଅଇରେ ମରନ୍! ତୁଇ କେନେ ଜିତ୍ଲୁସ୍? ଅଇରେ ମରନ୍! କେନେ ତର୍ ବପୁ? (Hadēs )
56 Rumborera rwerufu ndicho chivi, uye simba rechivi ndiwo murayiro.
୫୬ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି ।
57 Asi Mwari ngaavongwe! Anotipa kukunda kubudikidza naIshe wedu Jesu Kristu.
୫୭ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
58 Naizvozvo, hama dzangu dzinodikanwa, mirai makasimba. Pashayiwe chinhu chingakuzungunusai. Muchishandira Ishe zvikuru nguva dzose, nokuti munoziva kuti kubata basa kwenyu muna She hakungavi pasina.
୫୮ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।