< prakaasita.m 11 >
1 anantara. m parimaa. nada. n.davad eko nalo mahyamadaayi, sa ca duuta upati. s.than maam avadat, utthaaye"svarasya mandira. m vedii. m tatratyasevakaa. m"sca mimii. sva|
୧ତାର୍ପଚେ ମକେ ନାପ୍ବା ଡାଙ୍ଗ୍ ପାରା ଡିସ୍ବା ଡାଙ୍ଗ୍ ଗଟେକ୍ ଦିଆଅଇଲା । “ଜାଆ ଆରି ପର୍ମେସରର୍ ମନ୍ଦିର୍ ଆରି ବେଦି ନାପ୍ । ମନ୍ଦିରେ ପାର୍ତନା କର୍ବା ଲକ୍ମନ୍କେ ଏଜିକରି ଆଉ ।”
2 kintu mandirasya bahi. hpraa"nga. na. m tyaja na mimii. sva yatastad anyajaatiiyebhyo datta. m, pavitra. m nagara nca dvicatvaari. m"sanmaasaan yaavat te. saa. m cara. nai rmarddi. syate|
୨ମାତର୍ ମନ୍ଦିର୍ ବାଇରେ ରଇବା ଡାଣ୍ଡ୍ ନାପ୍ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍ମନ୍କେ ଦିଆଅଇଲା ଆଚେ । ସେମନ୍ ସୁକଲ୍ ନଅରେ ରଇ ୪୨ ମାସ୍ ଜାକ ସେ ନଅର୍କେ ଅସୁକଲ୍ କରିଦେବାଇ ।
3 pa"scaat mama dvaabhyaa. m saak. sibhyaa. m mayaa saamarthya. m daayi. syate taavu. s.tralomajavastraparihitau. sa. s.thyadhikadvi"sataadhikasahasradinaani yaavad bhavi. syadvaakyaani vadi. syata. h|
୩ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ ।
4 taaveva jagadii"svarasyaantike ti. s.thantau jitav. rk. sau diipav. rk. sau ca|
୪ସେ ଦୁଇଟା ସାକିମନ୍ ଜଗତର୍ ମାପ୍ରୁର୍ ମୁଆଟେ ଟିଆଅଇବା ଜିତ୍ ଗଚ୍ ଆରି ଦୁଇଟା ବତି ଅଇଆଚତ୍ ।
5 yadi kecit tau hi. msitu. m ce. s.tante tarhi tayo rvadanaabhyaam agni rnirgatya tayo. h "satruun bhasmiikari. syati| ya. h ka"scit tau hi. msitu. m ce. s.tate tenaivameva vina. s.tavya. m|
୫କେ ଜଦି ସେମନର୍ ଅନିଆଇ ଦେକି ମାର୍ବାକେ ଚେସ୍ଟା କର୍ବାଇ, ତାକର୍ ଟଣ୍ଡେଅନି ଜଇ ବାର୍କରାଇ ତାକର୍ ବିରଦିମନ୍କେ ବିନାସ୍ କର୍ବାଇ । ଏନ୍ତାରି ଜେ ସେମନ୍କେ ମାର୍ବାକେ ଚେସ୍ଟା କର୍ବାଇ, ସେମନ୍ ମରିଜିବାଇ ।
6 tayo rbhavi. syadvaakyakathanadine. su yathaa v. r.s. ti rna jaayate tathaa gagana. m roddhu. m tayo. h saamarthyam asti, apara. m toyaani "so. nitaruupaa. ni karttu. m nijaabhilaa. saat muhurmuhu. h sarvvavidhada. n.dai. h p. rthiviim aahantu nca tayo. h saamarthyamasti|
୬ସେମନ୍ ପର୍ମେସରର୍ କବର୍ ଜାନାଇବାବେଲେ ଜେନ୍ତାରି କି ବର୍ସା ନଅ ବଲି ବାଦଲ୍କେ ଡାବିକରି ସଙ୍ଗଇବାକେ ତାକର୍ ଅଦିକାର୍ଆଚେ । ପାଜ୍ରା ପାନିମନ୍କେ ବନି କର୍ବାକେ ମିସା ତାକର୍ ଅଦିକାର୍ ରଇସି । ଜେଡେବେଲେ ମନ୍କଲେ, ସେଡେବେଲେ ଜନ୍ ରକାମ୍ ମର୍ଡି ଦର୍ତନି ଉପ୍ରେ କେତେତର୍ ମିସା କରି ବାଦାଦେବାକେ, ସେମନର୍ ଅଦିକାର୍ ଆଚେ ।
7 apara. m tayo. h saak. sye samaapte sati rasaatalaad yenotthitavya. m sa pa"sustaabhyaa. m saha yuddhvaa tau je. syati hani. syati ca| (Abyssos )
୭ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି । (Abyssos )
8 tatastayo.h prabhurapi yasyaa.m mahaapuryyaa.m kru"se hato.arthato yasyaa.h paaramaarthikanaamanii sidoma.m misara"sceti tasyaa mahaapuryyaa.m.h sannive"se tayo.h ku.nape sthaasyata.h|
୮ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ ।
9 tato naanaajaatiiyaa naanaava. m"siiyaa naanaabhaa. saavaadino naanaade"siiyaa"sca bahavo maanavaa. h saarddhadinatraya. m tayo. h ku. nape niriik. si. syante, tayo. h ku. napayo. h "sma"saane sthaapana. m naanuj naasyanti|
୯ତିନ୍ ଦିନ୍ ଆରି ଅଦା ଦିନର୍ପାଇ ସବୁ ରାଇଜର୍, ସବୁ ଦେସର୍, ସବୁ ବଁସର୍, ସବୁ ଜାତିର୍ ଆରି ସବୁ ବାସାର୍ ଲକ୍ ଦେକ୍ବାଇ । ସେ ମଲା ମଡାମନ୍କେ ତପ୍ବାକେ ସେମନ୍ ରାଜି ନଅତ୍ ।
10 p. rthiviinivaasina"sca tayo rhetoraanandi. syanti sukhabhoga. m kurvvanta. h paraspara. m daanaani pre. sayi. syanti ca yatastaabhyaa. m bhavi. syadvaadibhyaa. m p. rthiviinivaasino yaatanaa. m praaptaa. h|
୧୦ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ ।
11 tasmaat saarddhadinatrayaat param ii"svaraat jiivanadaayaka aatmani tau pravi. s.te tau cara. nairudati. s.thataa. m, tena yaavantastaavapa"syan te. atiiva traasayuktaa abhavan|
୧୧ତିନ୍ଦିନ୍ ଆରି ଅଦା ଦିନ୍ ପଚେ ଜିବନ୍ ଦେବା ଗଟେକ୍ ପୁଣ୍ଡା ପର୍ମେସର୍ ଟାନେଅନି ଆସି ତାକର୍ ବିତ୍ରେ ପୁର୍ଲା । ଆରି ଏଦେ ଦେକା! ସେମନ୍ ଉଟ୍ଲାଇ । ସେମନ୍କେ ଦେକ୍ଲା ଲକ୍ମନ୍ ବେସି ଡରିଗାଲାଇ ।
12 tata. h para. m tau svargaad uccairida. m kathayanta. m ravam a"s. r.nutaa. m yuvaa. m sthaanam etad aarohataa. m tatastayo. h "satru. su niriik. samaa. ne. su tau meghena svargam aaruu. dhavantau|
୧୨ତାର୍ପଚେ ସର୍ଗେ ଅନି ଗଟେକ୍ ଜବର୍ ସବଦ୍ ବବିସତ୍ବକ୍ତାମନ୍କେ କଇଲା, “ଉପ୍ରେ ଆସା ।” ଆରି ତାକର୍ ବିରଦିମନ୍ ଦେକ୍ବାବେଲେ ସେମନ୍ ଗଟେକ୍ ବାଦଲ୍ ଉପ୍ରେ ବସି ସର୍ଗେ ଗାଲାଇ ।
13 tadda. n.de mahaabhuumikampe jaate puryyaa da"samaa. m"sa. h patita. h saptasahasraa. ni maanu. saa"sca tena bhuumikampena hataa. h, ava"si. s.taa"sca bhaya. m gatvaa svargiiye"svarasya pra"sa. msaam akiirttayan|
୧୩ସେଡ୍କିବେଲେ, ଏଦେ ଦେକା! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ ।
14 dvitiiya. h santaapo gata. h pa"sya t. rtiiya. h santaapastuur. nam aagacchati|
୧୪ବେସି ଡର୍ ଅଇବା ଦୁଇ ଲମର୍ ଦୁକ୍କସ୍ଟ ସାରିଗାଲା । ମାତର୍ ଏବେ ଦେକା ପଚର୍ଟା ଦାପ୍ରେ ଆଇସି ।
15 anantara. m saptaduutena tuuryyaa. m vaaditaayaa. m svarga uccai. h svarairvaagiya. m kiirttitaa, raajatva. m jagato yadyad raajya. m tadadhunaabhavat| asmatprabhostadiiyaabhi. siktasya taarakasya ca| tena caanantakaaliiya. m raajatva. m prakari. syate|| (aiōn )
୧୫ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । (aiōn )
16 aparam ii"svarasyaantike svakiiyasi. mhaasane. suupavi. s.taa"scaturvi. m"satipraaciinaa bhuvi nya"nbhuukhaa bhuutve"svara. m pra. namyaavadan,
୧୬ତାର୍ପଚେ ପର୍ମେସରର୍ ମୁଆଟେ ବସ୍ବା ଜାଗାଇ ବସିରଇବା ୨୪ ଟା ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ ।
17 he bhuuta varttamaanaapi bhavi. sya. m"sca pare"svara| he sarvva"saktiman svaamin vaya. m te kurmmahe stava. m| yat tvayaa kriyate raajya. m g. rhiitvaa te mahaabala. m|
୧୭ସେମନ୍ ଏନ୍ତାରି କଇଲାଇ “ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଉପ୍ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍ ବଡ୍ ବପୁ ସଙ୍ଗ୍ ତୁଇ ସାସନ୍ କର୍ବାକେ ଆରାମ୍ କଲୁସ୍ । ଆରାମ୍ କଲାର୍ପାଇ ଆମେ ତକେ ଜୁଆର୍ କଲୁନି ।
18 vijaatiiye. su kupyatsu praadurbhuutaa tava krudhaa| m. rtaanaamapi kaalo. asau vicaaro bhavitaa yadaa| bh. rtyaa"sca tava yaavanto bhavi. syadvaadisaadhava. h|ye ca k. sudraa mahaanto vaa naamataste hi bibhyati| yadaa sarvvebhya etebhyo vetana. m vitari. syate| gantavya"sca yadaa naa"so vasudhaayaa vinaa"sakai. h||
୧୮ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।
19 anantaram ii"svarasya svargasthamandirasya dvaara. m mukta. m tanmandiramadhye ca niyamama njuu. saa d. r"syaabhavat, tena ta. dito ravaa. h stanitaani bhuumikampo gurutara"silaav. r.s. ti"scaitaani samabhavan|
୧୯ସର୍ଗେ ରଇବା ପର୍ମେସରର୍ ମନ୍ଦିର୍ ଉଗାଡି ଅଇଲା ଆରି ତେଇ ରାଜିନାମାର୍ ପେଡି ଡିସ୍ଲା । ତାର୍ପଚେ ବିଜ୍ଲି ଜଟକ୍ଲା, ଗଡ୍ଗଡି ମାର୍ଲା ଦର୍ତନି ଚୁଲ୍ବୁଲ୍ଲା ଆରି ବେସି କାରାପାକ୍ନା ମିସା ମାର୍ଲା ।