< preritaa.h 16 >
1 paulo darbbiilustraanagarayorupasthitobhavat tatra tiimathiyanaamaa "si. sya eka aasiit; sa vi"svaasinyaa yihuudiiyaayaa yo. sito garbbhajaata. h kintu tasya pitaanyade"siiyaloka. h|
୧ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
2 sa jano lustraa-ikaniyanagarasthaanaa. m bhraat. r.naa. m samiipepi sukhyaatimaan aasiit|
୨ଲୁସ୍ତାରା ଆରି ଇକନିଅତେଇ ରଇବା ସବୁ ବିସ୍ବାସି ବାଇମନ୍ ତିମତିକେ ସନ୍ମାନ୍ କର୍ତେରଇଲାଇ ।
3 paulasta. m svasa"ngina. m karttu. m mati. m k. rtvaa ta. m g. rhiitvaa tadde"sanivaasinaa. m yihuudiiyaanaam anurodhaat tasya tvakcheda. m k. rtavaan yatastasya pitaa bhinnade"siiyaloka iti sarvvairaj naayata|
୩ପାଉଲ୍ ତାର୍ ସଙ୍ଗ୍ ତିମତିକେ ନେବାକେ ମନ୍ କଲା, ସେଟାର୍ପାଇ ଜିବା ଆଗ୍ତୁ ମସାର୍ ନିୟମ୍ ଇସାବେ ତାକେ ସୁନତ୍ କଲା । ଜେନ୍ତିକି ସେ ଜାଗାର୍ ଜିଉଦିମନ୍ ତାକେ ନିନ୍ଦା ନ କରତ୍ । କାଇକେବଇଲେ ତେଇର୍ ଲକ୍ମନ୍ ତିମତିର୍ ବାବା ଗିରିକ୍ ଲକ୍ ବଲି ଜାନିରଇଲାଇ ।
4 tata. h para. m te nagare nagare bhramitvaa yiruu"saalamasthai. h preritai rlokapraaciinai"sca niruupita. m yad vyavasthaapatra. m tadanusaare. naacaritu. m lokebhyastad dattavanta. h|
୪ସେମନ୍ କେଟ୍ଲା ସବୁ ଜାଗାଇ ଜିଉଦି ନ ଅଇଲା ବିସ୍ବାସିମନର୍ପାଇ, ଜିରୁସାଲମର୍ ପାର୍ଚିନ୍ମନ୍ ଆରି ପେରିତ୍ମନ୍ ରାଜି ଅଇରଇବା ନିତିନିୟମ୍ ବିସଇ କଇଲାଇ । ଏ ସବୁ ନିୟମ୍ ମାନ୍ବାକେ ବିସ୍ବାସିମନ୍କେ କଇଲାଇ ।
5 tenaiva sarvve dharmmasamaajaa. h khrii. s.tadharmme susthiraa. h santa. h pratidina. m varddhitaa abhavan|
୫ସେଟାର୍ପାଇ ମଣ୍ଡଲିମନର୍ ଲକ୍ମନ୍ ବିସ୍ବାସେ ଡାଟ୍ ଅଇଲାଇ ଆରି ଦିନ୍କେ ଦିନ୍ ତାକର୍ ବିସ୍ବାସ୍ ବଡ୍ବାର୍ ଦାର୍ଲାଇ ।
6 te. su phrugiyaagaalaatiyaade"samadhyena gate. su satsu pavitra aatmaa taan aa"siyaade"se kathaa. m prakaa"sayitu. m prati. siddhavaan|
୬ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ ।
7 tathaa musiyaade"sa upasthaaya bithuniyaa. m gantu. m tairudyoge k. rte aatmaa taan naanvamanyata|
୭ମିସିଆର୍ ସନ୍ଦିଲଗେ କେଟି ବିତିନିଆ ରାଇଜେ ଜିବାକେ ଚେସ୍ଟା କଲାଇ । ମାତର୍ ବାରଇଲାବେଲେ ଜିସୁର୍ଲାଗି ତାକର୍ ବିତ୍ରେ ରଇବା ସୁକଲ୍ ଆତ୍ମା, ସେମନ୍କେ ଜିବାକେ ଚାଲ୍ନା ଦେଏନାଇ ।
8 tasmaat te musiyaade"sa. m parityajya troyaanagara. m gatvaa samupasthitaa. h|
୮ସେଟାର୍ ପାଇ ସେମନ୍ ମିସିଆବାଟ୍ ଦେଇ ତରଆତେଇ ଗାଲାଇ ।
9 raatrau paula. h svapne d. r.s. tavaan eko maakidaniyalokasti. s.than vinaya. m k. rtvaa tasmai kathayati, maakidaniyaade"sam aagatyaasmaan upakurvviti|
୯ତରଆଇ ରଇଲାବେଲେ, ସେ ରାତିଆ ପାଉଲ୍ ଗଟେକ୍ ଦର୍ସନ୍ ଦେକ୍ଲା । ସେ ଦର୍ସନେ ମାସିଦନିଆର୍ ଗଟେକ୍ ଲକ୍ ଟିଆଅଇ ବାବୁଜିଆ କରି କଇଲା “ମାସିଦନିଆଇ ଆସି ଆମ୍କେ ସାଇଜ କରା!”
10 tasyettha. m svapnadar"sanaat prabhustadde"siiyalokaan prati susa. mvaada. m pracaarayitum asmaan aahuuyatiiti ni"scita. m buddhvaa vaya. m tuur. na. m maakidaniyaade"sa. m gantum udyogam akurmma|
୧୦ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
11 tata. h para. m vaya. m troyaanagaraad prasthaaya. rjumaarge. na saamathraakiyopadviipena gatvaa pare. ahani niyaapalinagara upasthitaa. h|
୧୧ଆମେ ତରଆଅନି ଜାଜେ ଚଗି ସିଦା ସାମ୍ତରା ଗାଲୁ ଆରି ତାର୍ ଆର୍କର୍ ଦିନେ ନିଆପଲି କେଟ୍ଲୁ ।
12 tasmaad gatvaa maakidaniyaantarvvartti romiiyavasatisthaana. m yat philipiinaamapradhaananagara. m tatropasthaaya katipayadinaani tatra sthitavanta. h|
୧୨ତେଇଆମେ ଉତ୍ରିକରି ମାସିଦନିଆ ଜିଲାର୍ ମୁକିଅ ଗଡ୍ ପିଲିପେ ଗାଲୁ । ଏ ଗଡ୍ ଗଟେକ୍ ରମିୟ ଦଲ୍ ରଇବା ଗଡ୍ ରଇଲା । ତେଇ ଆମେ ବେସି ଦିନ୍ ଜାକ ରଇଲୁ ।
13 vi"sraamavaare nagaraad bahi rgatvaa nadiita. te yatra praarthanaacaara aasiit tatropavi"sya samaagataa naarii. h prati kathaa. m praacaarayaama|
୧୩ବିସ୍ରାମ୍ବାରେ ଗଡ୍ ବାଇରର୍ ଗାଡ୍ କଣ୍ଡି ଗାଲୁ । ତେଇ ଜିଉଦିମନ୍ ରୁଣ୍ଡିକରି ପାର୍ତନା କର୍ବାକେ ଗଟେକ୍ ଜାଗା ବଲି ବାବ୍ଲୁ । ଆମେ ତେଇ ବସ୍ଲୁ ଆରି ତେଇ ରୁଣ୍ଡି ରଇବା ମାଇଜି ମନର୍ ସଙ୍ଗ୍ କାତାବାର୍ତା ଅଇଲୁ ।
14 tata. h thuyaatiiraanagariiyaa dhuu. saraambaravikraayi. nii ludiyaanaamikaa yaa ii"svarasevikaa yo. sit "srotrii. naa. m madhya aasiit tayaa pauloktavaakyaani yad g. rhyante tadartha. m prabhustasyaa manodvaara. m muktavaan|
୧୪ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା ।
15 ata. h saa yo. sit saparivaaraa majjitaa satii vinaya. m k. rtvaa kathitavatii, yu. smaaka. m vicaaraad yadi prabhau vi"svaasinii jaataaha. m tarhi mama g. rham aagatya ti. s.thata| ittha. m saa yatnenaasmaan asthaapayat|
୧୫ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
16 yasyaa ga. nanayaa tadadhipatiinaa. m bahudhanopaarjana. m jaata. m taad. r"sii ga. nakabhuutagrastaa kaacana daasii praarthanaasthaanagamanakaala aagatyaasmaan saak. saat k. rtavatii|
୧୬ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା ।
17 saasmaaka. m paulasya ca pa"scaad etya proccai. h kathaamimaa. m kathitavatii, manu. syaa ete sarvvoparisthasye"svarasya sevakaa. h santo. asmaan prati paritraa. nasya maarga. m prakaa"sayanti|
୧୭ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, “ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।”
18 saa kanyaa bahudinaani taad. r"sam akarot tasmaat paulo du. hkhita. h san mukha. m paraavartya ta. m bhuutamavadad, aha. m yii"sukhrii. s.tasya naamnaa tvaamaaj naapayaami tvamasyaa bahirgaccha; tenaiva tatk. sa. naat sa bhuutastasyaa bahirgata. h|
୧୮ସେ ଦାଙ୍ଗ୍ଡି ବେସି ଦିନ୍ ଦାରି ଏନ୍ତି କଲା । ସାରାସାରିପଚେ ପାଉଲ୍ ବିଜାର୍ ଅଇଲା । ସେ ପଚ୍ବାଟେ ପାସ୍ଲି ଦେକି କାରାପ୍ଆତ୍ମାକେ ଦମ୍କାଇକରି କଇଲା, “ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲିନି, ତାର୍ତେଇଅନି ବାରଇ ଜା ।” ସେ କଇଲା ଦାପ୍ରେ, କରାପ୍ ଆତ୍ମା ତାର୍ତେଇଅନି ବାରଇଗାଲା ।
19 tata. h sve. saa. m laabhasya pratyaa"saa viphalaa jaateti vilokya tasyaa. h prabhava. h paula. m siila nca dh. rtvaak. r.sya vicaarasthaane. adhipatiinaa. m samiipam aanayan|
୧୯ଜେଡେବେଲ୍ ତାକର୍ ସାଉକାର୍ମନ୍କେ ନିଜର୍ ଦନ୍ ଅରଜ୍ବାଟା, ବୁଡିଗାଲା ବଲି ଜାନ୍ଲାଇ, ପାଉଲ୍ ଆରି ସିଲାକେ ଗଡର୍ ମଜାଇ ରଇବା ରମିଅ ଅଦିକାରିର୍ ଲଗେ ଜିକି ଆନ୍ଲାଇ ।
20 tata. h "saasakaanaa. m nika. ta. m niitvaa romilokaa vayam asmaaka. m yad vyavahara. na. m grahiitum aacaritu nca ni. siddha. m,
୨୦ସେମନ୍କେ ତାକର୍ ମୁଆଟେ ଆନି ଦସ୍ଦେଇ କରି କଇଲାଇ “ଏମନ୍ ଜିଉଦି ଲକ୍, ଆମର୍ ଗଡେ ଆସି ଗଣ୍ଡ୍ଗଲ୍ କଲାଇନି ।”
21 ime yihuudiiyalokaa. h santopi tadeva "sik. sayitvaa nagare. asmaakam atiiva kalaha. m kurvvanti,
୨୧ଆମର୍ ନିୟମ୍ ବିରଦେ ରିତିନିତି ସିକାଇଲାଇନି । ଆମେ ରମିଅ ଲକ୍, ସେଟାର୍ ପାଇ ଏ ରିତିନିତି ମାନି ନାପାରୁ ।
22 iti kathite sati lokanivahastayo. h praatikuulyenodati. s.that tathaa "saasakaastayo rvastraa. ni chitvaa vetraaghaata. m karttum aaj naapayan|
୨୨ସାଉକାର୍ ମନର୍ କାତାମିସାଇ ତେଇ ରଇଲା ଲକ୍ମନ୍, ପାଉଲ୍ ଆରି ସିଲାର୍ ବିରଦେ ଉଟ୍ଲାଇ । ସେ ଅଦିକାରିମନ୍ ପାଉଲ୍ ଆରି ସିଲାର୍ ବସ୍ତର୍ ଚିରିକରି କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲାଇ ।
23 apara. m te tau bahu prahaaryya tvametau kaaraa. m niitvaa saavadhaana. m rak. sayeti kaaraarak. sakam aadi"san|
୨୩ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ ।
24 ittham aaj naa. m praapya sa taavabhyantarasthakaaraa. m niitvaa paade. su paadapaa"siibhi rbaddhvaa sthaapitaavaan|
୨୪ଏ ଆଦେସ୍ ପାଇ ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଗଟେକ୍ ବିତ୍ରର୍ ବାକ୍ରାଇ ପୁରାଇ ଦେଇ, ବଜ୍ରଇବା ଦାରୁମୁଟ୍ଲାଇ ତାକର୍ ଗଡ୍ ବାନ୍ଦିଦେଲା ।
25 atha ni"siithasamaye paulasiilaavii"svaramuddi"sya praathanaa. m gaana nca k. rtavantau, kaaraasthitaa lokaa"sca tada"s. r.nvan
୨୫ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
26 tadaakasmaat mahaan bhuumikampo. abhavat tena bhittimuulena saha kaaraa kampitaabhuut tatk. sa. naat sarvvaa. ni dvaaraa. ni muktaani jaataani sarvve. saa. m bandhanaani ca muktaani|
୨୬ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା ।
27 ataeva kaaraarak. sako nidraato jaagaritvaa kaaraayaa dvaaraa. ni muktaani d. r.s. tvaa bandilokaa. h palaayitaa ityanumaaya ko. saat kha"nga. m bahi. h k. rtvaatmaghaata. m karttum udyata. h|
୨୭ବନ୍ଦି ଗରର୍ ଜାଗୁଆଲ୍ ଚେତାଅଇ ଉଟ୍ଲା ଆରି ବନ୍ଦି ଗରର୍ କାପାଟ୍ ଉଗ୍ଡା ଅଇରଇଲାଟା ଦେକ୍ଲା । ସେ ବନ୍ଦିମନ୍ ସବୁ ପାଲାଇ ଆଚତ୍ ବଲି ବାବ୍ଲା । ସେଟାର୍ ପାଇ ସେ ତାର୍ କାଣ୍ଡା ବେଟି ବୁସି ଅଇ ମର୍ବାକେ ଜାଇତେ ରଇଲା ।
28 kintu paula. h proccaistamaahuuya kathitavaan pa"sya vaya. m sarvve. atraasmahe, tva. m nijapraa. nahi. msaa. m maakaar. sii. h|
୨୮ମାତର୍ ପାଉଲ୍ ଆଉଲିଅଇ କଇଲା, “ନିଜେ ତର୍ ଗାଗଡ୍ କାଟିଅଇ ନସାନାଇ । ଆମେ ସବୁ ଲକ୍ ଇତି ଆଚୁ! କେ ପାଲାଉ ନାଇ ।”
29 tadaa pradiipam aanetum uktvaa sa kampamaana. h san ullampyaabhyantaram aagatya paulasiilayo. h paade. su patitavaan|
୨୯ବନ୍ଦି ଗର୍ ଜାଗୁଆଲ୍ ଗଟେକ୍ ବତି ଆନ୍ବାକେ ତିଆର୍ଲା । ଆରି ସେ ବତି ଦାର୍ଲା ଆରି ତର୍ତରି ତର୍ତରି ଆସି ପାଉଲ୍ ଆରି ସିଲାର୍ ଗଡ୍ ତଲେ ଅଦର୍ଲା ।
30 pa"scaat sa tau bahiraaniiya p. r.s. tavaan he mahecchau paritraa. na. m praaptu. m mayaa ki. m karttavya. m?
୩୦ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ?”
31 pa"scaat tau svag. rhamaaniiya tayo. h sammukhe khaadyadravyaa. ni sthaapitavaan tathaa sa svaya. m tadiiyaa. h sarvve parivaaraa"sce"svare vi"svasanta. h saananditaa abhavan|
୩୧ସେମନ୍ କଇଲାଇ, “ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।”
32 tasmai tasya g. rhasthitasarvvalokebhya"sca prabho. h kathaa. m kathitavantau|
୩୨ତାର୍ ପଚେ ସେମନ୍ ତାକେ ଆରି ତାକର୍ ଗରର୍ ସବୁ ଲକ୍କେ ମାପ୍ରୁର୍ ବାକିଅ କଇଲାଇ ।
33 tathaa raatrestasminneva da. n.de sa tau g. rhiitvaa tayo. h prahaaraa. naa. m k. sataani prak. saalitavaan tata. h sa svaya. m tasya sarvve parijanaa"sca majjitaa abhavan|
୩୩ସେ ଦାପ୍ରେ ମଜାରାତି ବେଲେ, ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଡାକିନେଇ ସେମନର୍ ଗାଉ ଅଇଲାଟା ସବୁ ଦଇଦେଲା । ତାର୍ପଚେ ସେ ଆରି ତାର୍ କୁଟୁମର୍ ସବୁ ଲକ୍ ଡୁବନ୍ ନେଲାଇ ।
34 pa"scaat tau svag. rhamaaniiya tayo. h sammukhe khaadyadravyaa. ni sthaapitavaan tathaa sa svaya. m tadiiyaa. h sarvve parivaaraa"sce"svare vi"svasanta. h saananditaa abhavan|
୩୪ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
35 dina upasthite tau lokau mocayeti kathaa. m kathayitu. m "saasakaa. h padaatiga. na. m pre. sitavanta. h|
୩୫ଆରିଗଟେକ୍ ଦିନର୍ ସାକାଲେ ରମିଅ ସାସନ୍କାରିଆମନ୍ ସେ ଲକ୍ମନ୍କେ ଚାଡି ଦିଆସ୍ ବଲି ଜାଗୁଆଲ୍ମନ୍କେ କଇକରି ପାଟାଇଲାଇ ।
36 tata. h kaaraarak. saka. h paulaaya taa. m vaarttaa. m kathitavaan yuvaa. m tyaajayitu. m "saasakaa lokaana pre. sitavanta idaanii. m yuvaa. m bahi rbhuutvaa ku"salena prati. s.thetaa. m|
୩୬ସେଟାର୍ ପାଇ ବନ୍ଦିଗର୍ ଜାଗୁଆଲ୍ ପାଉଲ୍କେ କଇଲା, “ରମିଅ ସାସନ୍କାରିଆ ତମ୍କେ ଆରି ସିଲାକେ ଚାଡି ଦେବାକେ ଆଦେସ୍ ଦେଲା ଆଚେ । ଏବେ ତମେ ଏ ଜାଗାଇଅନି ସାନ୍ତି ସଙ୍ଗ୍ ଉଟି ଜା ।”
37 kintu paulastaan avadat romilokayoraavayo. h kamapi do. sam na ni"scitya sarvve. saa. m samak. sam aavaa. m ka"sayaa taa. dayitvaa kaaraayaa. m baddhavanta idaanii. m kimaavaa. m gupta. m vistrak. syanti? tanna bhavi. syati, svayamaagatyaavaa. m bahi. h k. rtvaa nayantu|
୩୭ମାତର୍ ପାଉଲ୍ ସନିଅମନ୍କେ କଇଲା, “କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।”
38 tadaa padaatibhi. h "saasakebhya etadvaarttaayaa. m kathitaayaa. m tau romilokaaviti kathaa. m "srutvaa te bhiitaa. h
୩୮ସନିଅମନ୍ ରମିଅ ସାସନ୍କାରିଆକେ ଏ କାତା ଜାନାଇଲାଇ । ପାଉଲ୍ ଆରି ସିଲା ରମିଅ ଲକ୍ ବଲି ସୁନି ସେମନ୍ ଡରିଗାଲାଇ ।
39 santastayo. h sannidhimaagatya vinayam akurvvan apara. m bahi. h k. rtvaa nagaraat prasthaatu. m praarthitavanta. h|
୩୯ସେଟାର୍ପାଇ ବନ୍ଦିଗରେ ଜାଇ ସେମନ୍କେ କେମା ମାଙ୍ଗ୍ଲାଇ ଆରି ସେମନ୍କେ ବନ୍ଦି ଗରେଅନି ବାର୍କରାଇ ଗଡ୍ ଚାଡି ଉଟିଜିବାକେ ବାବୁଜିଆ କଲାଇ ।
40 tatastau kaaraayaa nirgatya ludiyaayaa g. rha. m gatavantau tatra bhraat. rga. na. m saak. saatk. rtya taan saantvayitvaa tasmaat sthaanaat prasthitau|
୪୦ପାଉଲ୍ ଆରି ସିଲା ବନ୍ଦି ଗରେଅନି ବାରଇ ଲୁଦିଆର୍ ଗରେ ଗାଲାଇ । ତେଇ ସେମନ୍ ବିସ୍ବାସି ବାଇମନ୍କେ ବେଟ୍ ଅଇ, ସେମନ୍କେ ସାର୍ଦା କରାଇ, ସେ ଜାଗା ଚାଡିଉଟିଗାଲାଇ ।