< 2 karinthina.h 8 >
1 he bhraatara. h, maakidaniyaade"sasthaasu samiti. su prakaa"sito ya ii"svarasyaanugrahastamaha. m yu. smaan j naapayaami|
୧ଏ ମର୍ ବାଇବଇନିମନ୍, ମାସିଦନିଆର୍ ବିସ୍ବାସିମନ୍କେ ପର୍ମେସର୍ ଜିବନ୍ଦୁକାଇ ରଇଲାର୍ପାଇ ତେଇ କାଇଟା ଗଟ୍ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍ କଲୁନି ।
2 vastuto bahukle"sapariik. saasamaye te. saa. m mahaanando. atiivadiinataa ca vadaanyataayaa. h pracuraphalam aphalayataa. m|
୨ବେସି ବଡ୍ ଦୁକ୍ କସ୍ଟ ପାଇ, ମୁର୍ଚି ରଇକରି, ତେଇ ସେମନ୍ ବେସି ସାର୍ଦା କଲାଇ । ତାକର୍ ସାର୍ଦା ଏତେକ୍ ବଡିଜାଇରଇଲା ଜେ ସେମନ୍ ଅର୍କିତ୍ ଅଇରଇଲେ ମିସା ତାକର୍ ବିସ୍ବାସି ବାଇମନର୍ ପାଇ ବେସି ବେସି ଦାନ୍ କଲାଇ ।
3 te svecchayaa yathaa"sakti ki ncaati"sakti daana udyuktaa abhavan iti mayaa pramaa. niikriyate|
୩ସେମନ୍ ଜେତ୍କି ଦେବାର୍ ରଇଲା, ତାର୍ତେଇଅନି ଅଦିକ୍ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍ ମନ୍ ରଇଲାକେ ନିଜର୍ ମନ୍ କଲା ଇସାବେ ଦେଲାଇ ।
4 vaya nca yat pavitralokebhyaste. saa. m daanam upakaaraarthakam a. m"sana nca g. rhlaamastad bahununayenaasmaan praarthitavanta. h|
୪ଜିଉଦା ଦେସେ ରଇବା ପର୍ମେସରର୍ ଲକ୍ମନ୍କେ ସାଇଜ କର୍ବାକେ ସେମନ୍ ମିସା ମିସତ୍ ବଲି ଆମ୍କେ ବାବୁଜିଆ କଲାଇ ।
5 vaya. m yaad. rk pratyaiQk. saamahi taad. rg ak. rtvaa te. agre prabhave tata. h param ii"svarasyecchayaasmabhyamapi svaan nyavedayan|
୫ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
6 ato hetostva. m yathaarabdhavaan tathaiva karinthinaa. m madhye. api tad daanagraha. na. m saadhayeti yu. smaan adhi vaya. m tiita. m praarthayaamahi|
୬ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
7 ato vi"svaaso vaakpa. tutaa j naana. m sarvvotsaaho. asmaasu prema caitai rgu. nai ryuuya. m yathaaparaan ati"sedhve tathaivaitena gu. nenaapyati"sedhva. m|
୭ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।
8 etad aham aaj nayaa kathayaamiiti nahi kintvanye. saam utsaahakaara. naad yu. smaakamapi premna. h saaralya. m pariik. situmicchataa mayaitat kathyate|
୮ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି ।
9 yuuya ncaasmatprabho ryii"sukhrii. s.tasyaanugraha. m jaaniitha yatastasya nirdhanatvena yuuya. m yad dhanino bhavatha tadartha. m sa dhanii sannapi yu. smatk. rte nirdhano. abhavat|
୯ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
10 etasmin aha. m yu. smaan svavicaara. m j naapayaami| gata. m sa. mvatsaram aarabhya yuuya. m kevala. m karmma kartta. m tannahi kintvicchukataa. m prakaa"sayitumapyupaakraabhyadhva. m tato heto ryu. smatk. rte mama mantra. naa bhadraa|
୧୦ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ ।
11 ato. adhunaa tatkarmmasaadhana. m yu. smaabhi. h kriyataa. m tena yadvad icchukataayaam utsaahastadvad ekaikasya sampadanusaare. na karmmasaadhanam api jani. syate|
୧୧ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ ।
12 yasmin icchukataa vidyate tena yanna dhaaryyate tasmaat so. anug. rhyata iti nahi kintu yad dhaaryyate tasmaadeva|
୧୨କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
13 yata itare. saa. m viraame. na yu. smaaka nca kle"sena bhavitavya. m tannahi kintu samatayaiva|
୧୩ତମର୍ ବାଇମନ୍କେ ସାଇଜ କରିକରି ତମର୍ଟା ଉନା ଅଇଜାଅ ବଲି ମୁଇ ମନ୍ କରିନାଇ । ମାତର୍ ଏବେ ତମର୍ ଟାନେ ଜବର୍ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍ବାଟା ଟିକ୍ ରଇସି ।
14 varttamaanasamaye yu. smaaka. m dhanaadhikyena te. saa. m dhananyuunataa puurayitavyaa tasmaat te. saamapyaadhikyena yu. smaaka. m nyuunataa puurayi. syate tena samataa jani. syate|
୧୪ଏନ୍ତାରିକଲେ, ତମ୍କେ ଜେଡେବେଲେ ଲଡା ପଡ୍ସି, ଆରି ସେମନ୍କେ ଜବର୍ ରଇଲେ, ସେମନ୍ ତମ୍କେ ସାଇଜ କର୍ବାଇ । ଏନ୍ତାରି ଦୁଇ ବାଟର୍ ଲକ୍ ସମାନ୍ ଇସାବେ ପାଇବାଇ ।
15 tadeva "saastre. api likhitam aaste yathaa, yenaadhika. m sa. mg. rhiita. m tasyaadhika. m naabhavat yena caalpa. m sa. mg. rhiita. m tasyaalpa. m naabhavat|
୧୫ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
16 yu. smaaka. m hitaaya tiitasya manasi ya ii"svara imam udyoga. m janitavaan sa dhanyo bhavatu|
୧୬ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।
17 tiito. asmaaka. m praarthanaa. m g. rhiitavaan ki nca svayam udyukta. h san svecchayaa yu. smatsamiipa. m gatavaan|
୧୭ଆମେ ଜେଡେବେଲେ ତିତସ୍କେ ତମର୍ଟାନେ ଜିବାକେ କଇଲୁ, ସେ ଦାପ୍ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍ କରି ତମର୍ଟାନେ ଜାଇ ତମ୍କେ ସାଇଜ କର୍ବି ବଇଲା ।
18 tena saha yo. apara eko bhraataasmaabhi. h pre. sita. h susa. mvaadaat tasya sukhyaatyaa sarvvaa. h samitayo vyaaptaa. h|
୧୮ତାର୍ ସଙ୍ଗ୍ ଆରି ଗଟେକ୍ ବାଇକେ ମିସା ପାଟାଇଲୁନି । ଏ ଲକ୍ ଜିସୁକିରିସ୍ଟର୍ ସୁବ୍କବର୍ ଜାନାଇଲାନିଜେ ସବୁ ବିସ୍ବାସିମନ୍ ତାକେ ସନ୍ମାନ୍ ଦେଲାଇନି ।
19 prabho rgauravaaya yu. smaakam icchukataayai ca sa samitibhiretasyai daanasevaayai asmaaka. m sa"ngitve nyayojyata|
୧୯କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି ।
20 yato yaa mahopaayanasevaasmaabhi rvidhiiyate taamadhi vaya. m yat kenaapi na nindyaamahe tadartha. m yataamahe|
୨୦ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ ।
21 yata. h kevala. m prabho. h saak. saat tannahi kintu maanavaanaamapi saak. saat sadaacaara. m karttum aalocaamahe|
୨୧କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
22 taabhyaa. m sahaapara eko yo bhraataasmaabhi. h pre. sita. h so. asmaabhi rbahuvi. saye. su bahavaaraan pariik. sita udyogiiva prakaa"sita"sca kintvadhunaa yu. smaasu d. r.dhavi"svaasaat tasyotsaaho bahu vav. rdhe|
୨୨ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
23 yadi ka"scit tiitasya tattva. m jij naasate tarhi sa mama sahabhaagii yu. smanmadhye sahakaarii ca, aparayo rbhraatrostattva. m vaa yadi jij naasate tarhi tau samitiinaa. m duutau khrii. s.tasya pratibimbau ceti tena j naayataa. m|
୨୩ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି ।
24 ato heto. h samitiinaa. m samak. sa. m yu. smatpremno. asmaaka. m "slaaghaayaa"sca praamaa. nya. m taan prati yu. smaabhi. h prakaa"sayitavya. m|
୨୪ସେମନ୍ ତେଇ କେଟ୍ଲେ ସରି ତମେ ଆଲାଦ୍ କରି ସେମନ୍କେ ଡାକିନିଆ । ଜେନ୍ତାରି କି ତମର୍ ଆଲାଦ୍ ସତ୍ ବଲି ସବୁ ବିସ୍ବାସିମନ୍ ଜାନ୍ବାଇ ଆରି ତମର୍ ବିସଇନେଇ ଆମେ ବଡ୍ପନ୍ ଅଇ ସବୁ କଇବାଟା, ସତ୍ ବଲି ଜାନ୍ବାଇ ।