< པྲེརིཏཱཿ 13 >
1 ཨཔརཉྩ བརྞབྦཱཿ, ཤིམོན྄ ཡཾ ནིགྲཾ ཝདནྟི, ཀུརཱིནཱིཡལཱུཀིཡོ ཧེརོདཱ རཱཛྙཱ སཧ ཀྲྀཏཝིདྱཱབྷྱཱསོ མིནཧེམ྄, ཤཽལཤྩཻཏེ ཡེ ཀིཡནྟོ ཛནཱ བྷཝིཥྱདྭཱདིན ཨུཔདེཥྚཱརཤྩཱནྟིཡཁིཡཱནགརསྠམཎྜལྱཱམ྄ ཨཱསན྄,
୧ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ ।
2 ཏེ ཡདོཔཝཱསཾ ཀྲྀཏྭེཤྭརམ྄ ཨསེཝནྟ ཏསྨིན྄ སམཡེ པཝིཏྲ ཨཱཏྨཱ ཀཐིཏཝཱན྄ ཨཧཾ ཡསྨིན྄ ཀརྨྨཎི བརྞབྦཱཤཻལཽ ནིཡུཀྟཝཱན྄ ཏཏྐརྨྨ ཀརྟྟུཾ ཏཽ པྲྀཐཀ྄ ཀུརུཏ།
୨ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, “ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।”
3 ཏཏསྟཻརུཔཝཱསཔྲཱརྠནཡོཿ ཀྲྀཏཡོཿ སཏོསྟེ ཏཡོ རྒཱཏྲཡོ རྷསྟཱརྤཎཾ ཀྲྀཏྭཱ ཏཽ ཝྱསྲྀཛན྄།
୩ସେଟାର୍ପାଇ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
4 ཏཏཿ པརཾ ཏཽ པཝིཏྲེཎཱཏྨནཱ པྲེརིཏཽ སནྟཽ སིལཱུཀིཡཱནགརམ྄ ཨུཔསྠཱཡ སམུདྲཔཐེན ཀུཔྲོཔདྭཱིཔམ྄ ཨགཙྪཏཱཾ།
୪ସୁକଲ୍ ଆତ୍ମାଇଅନି ଆଦେସ୍ ପାଇକରି ଜାଇରଇବା ବର୍ନବା ଆରି ସାଉଲ୍ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍ ସମ୍ଦୁର୍ ମଜାଇ ରଇବା ଜାଗାଇ ଗାଲାଇ ।
5 ཏཏཿ སཱལཱམཱིནགརམ྄ ཨུཔསྠཱཡ ཏཏྲ ཡིཧཱུདཱིཡཱནཱཾ བྷཛནབྷཝནཱནི གཏྭེཤྭརསྱ ཀཐཱཾ པྲཱཙཱརཡཏཱཾ; ཡོཧནཔི ཏཏྶཧཙརོ྅བྷཝཏ྄།
୫ସାଲାମି ଗଡେ କେଟି ଜିଉଦିମନର୍ ପାର୍ତନା ଗର୍ମନ୍କେ ପରମେସରର୍ ବାକିଅ ଜାନାଇଲାଇ । ଜଅନ୍ ମାର୍କ ମିସା ସେମନର୍ ସଙ୍ଗ୍ ରଇକରି ସେମନ୍କେ ସାଇଜ କର୍ତେ ରଇଲାଇ ।
6 ཨིཏྠཾ ཏེ ཏསྱོཔདྭཱིཔསྱ སཪྻྭཏྲ བྷྲམནྟཿ པཱཕནགརམ྄ ཨུཔསྠིཏཱཿ; ཏཏྲ སུཝིཝེཙཀེན སརྫིཡཔཽལནཱམྣཱ ཏདྡེཤཱདྷིཔཏིནཱ སཧ བྷཝིཥྱདྭཱདིནོ ཝེཤདྷཱརཱི བཪྻཱིཤུནཱམཱ ཡོ མཱཡཱཝཱི ཡིཧཱུདཱི ཨཱསཱིཏ྄ ཏཾ སཱཀྵཱཏ྄ པྲཱཔྟཝཏཿ།
୬ସେମନ୍ ସାଇପରସ୍ ଜାଗା ଚାଡି ପାପ୍ତେ ନାଉଁର୍ ଜାଗାଇ ଗାଲାଇ । ତେଇ ବାର୍ଜିସୁ ନାଉଁର୍ ଗଟେକ୍ ମଁତର୍ ସିକିରଇବା ଜିଉଦିକେ ବେଟ୍ଅଇଲାଇ । ସେ ନିଜ୍କେ ମିଚ୍ରେ ବବିସତ୍ବକ୍ତା ବଲି କଇତେ ରଇଲା ।
7 ཏདྡེཤཱདྷིཔ ཨཱིཤྭརསྱ ཀཐཱཾ ཤྲོཏུཾ ཝཱཉྪན྄ པཽལབརྞབྦཽ ནྱམནྟྲཡཏ྄།
୭ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା ।
8 ཀིནྟྭིལུམཱ ཡཾ མཱཡཱཝིནཾ ཝདནྟི ས དེཤཱདྷིཔཏིཾ དྷརྨྨམཱརྒཱད྄ བཧིརྦྷཱུཏཾ ཀརྟྟུམ྄ ཨཡཏཏ།
୮ମାତର୍ ଗୁନିଆଁ ଏଲିମାସ୍, (ଏଟା ତାର୍ ଗିରିକ୍ ନାଉଁ) ସେମନ୍କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍ କାରିଆ କିରିସ୍ଟକେ ବିସ୍ବାସ୍ ନ କର ବଲି ବାବ୍ତେ ରଇଲା ।
9 ཏསྨཱཏ྄ ཤོལོ྅རྠཱཏ྄ པཽལཿ པཝིཏྲེཎཱཏྨནཱ པརིཔཱུརྞཿ སན྄ ཏཾ མཱཡཱཝིནཾ པྲཏྱནནྱདྲྀཥྚིཾ ཀྲྀཏྭཱཀཐཡཏ྄,
୯ମାତର୍ ସାଉଲ୍ ଜାର୍ ନାଉଁକି ପାଉଲ୍, ସୁକଲ୍ ଆତ୍ମାଇ ପୁରୁନ୍ ଅଇ, ମଁତର୍ ଜାନିରଇବା ଲକର୍ ବାଟେ ନିକ ଦେକ୍ଲା ।
10 ཧེ ནརཀིན྄ དྷརྨྨདྭེཥིན྄ ཀཽཊིལྱདུཥྐརྨྨཔརིཔཱུརྞ, ཏྭཾ ཀིཾ པྲབྷོཿ སཏྱཔཐསྱ ཝིཔཪྻྱཡཀརཎཱཏ྄ ཀདཱཔི ན ནིཝརྟྟིཥྱསེ?
୧୦ଆରି କଇଲା, “ଏ ସଇତାନର୍ ପିଲା! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି ।
11 ཨདྷུནཱ པརམེཤྭརསྟཝ སམུཙིཏཾ ཀརིཥྱཏི ཏེན ཀཏིཔཡདིནཱནི ཏྭམ྄ ཨནྡྷཿ སན྄ སཱུཪྻྱམཔི ན དྲཀྵྱསི། ཏཏྐྵཎཱད྄ རཱཏྲིཝད྄ ཨནྡྷཀཱརསྟསྱ དྲྀཥྚིམ྄ ཨཱཙྪཱདིཏཝཱན྄; ཏསྨཱཏ྄ ཏསྱ ཧསྟཾ དྷརྟྟུཾ ས ལོཀམནྭིཙྪན྄ ཨིཏསྟཏོ བྷྲམཎཾ ཀྲྀཏཝཱན྄།
୧୧ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।” ସେଦାପ୍ରେ ଏଲିମାସର୍ ଆଁକି ଦୁଉଁରି ଆନ୍ଦାର୍ ଅଇଗାଲାପାରା ଲାଗ୍ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍ ଲକ୍କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍ଲା ।
12 ཨེནཱཾ གྷཊནཱཾ དྲྀཥྚྭཱ ས དེཤཱདྷིཔཏིཿ པྲབྷཱུཔདེཤཱད྄ ཝིསྨིཏྱ ཝིཤྭཱསཾ ཀྲྀཏཝཱན྄།
୧୨ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
13 ཏདནནྟརཾ པཽལསྟཏྶངྒིནཽ ཙ པཱཕནགརཱཏ྄ པྲོཏཾ ཙཱལཡིཏྭཱ པམྥུལིཡཱདེཤསྱ པརྒཱིནགརམ྄ ཨགཙྪན྄ ཀིནྟུ ཡོཧན྄ ཏཡོཿ སམཱིཔཱད྄ ཨེཏྱ ཡིརཱུཤཱལམཾ པྲཏྱཱགཙྪཏ྄།
୧୩ପାଉଲ୍ ଆରି ତାର୍ ସଙ୍ଗ୍ ଜିବା ଲକ୍ମନ୍ ପାପସ୍ ଜାଗାଇ ଅନି ପାନିଜାଜେ ଜାଇ ପପୁଲିଆର୍ ପର୍ଗା ନାଉଁ ଜାଗାର୍ ଗଟେକ୍ ଗଡେ କେଟ୍ଲାଇ । ଜଅନ୍ମାର୍କ ତେଇ ସେମନ୍କେ ଚାଡିକରି ଜିରୁସାଲାମ୍ ବାଉଡିଗାଲା ।
14 པཤྩཱཏ྄ ཏཽ པརྒཱིཏོ ཡཱཏྲཱཾ ཀྲྀཏྭཱ པིསིདིཡཱདེཤསྱ ཨཱནྟིཡཁིཡཱནགརམ྄ ཨུཔསྠཱཡ ཝིཤྲཱམཝཱརེ བྷཛནབྷཝནཾ པྲཝིཤྱ སམུཔཱཝིཤཏཱཾ།
୧୪ସେମନ୍ ପର୍ଗାଇଅନି ଜାଇ ପିସିଦିଆର୍ ଆନ୍ଟିଅକେ କେଟ୍ଲାଇ । ଆରି ବିସ୍ରାମ୍ବାର୍ ଦିନେ ପାର୍ତନା ଗରେ ଜାଇ ବସ୍ଲାଇ ।
15 ཝྱཝསྠཱབྷཝིཥྱདྭཱཀྱཡོཿ པཋིཏཡོཿ སཏོ རྷེ བྷྲཱཏརཽ ལོཀཱན྄ པྲཏི ཡུཝཡོཿ ཀཱཙིད྄ ཨུཔདེཤཀཐཱ ཡདྱསྟི ཏརྷི ཏཱཾ ཝདཏཾ ཏཽ པྲཏི ཏསྱ བྷཛནབྷཝནསྱཱདྷིཔཏཡཿ ཀཐཱམ྄ ཨེཏཱཾ ཀཐཡིཏྭཱ པྲཻཥཡན྄།
୧୫ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ ଲେକା ପଡ୍ଲା ପଚେ, ପାର୍ତନା ଚାଲାଉମନ୍ ସେମନ୍କେ ଏ କାତା କଇପାଟାଇଲାଇ, “ବାଇମନ୍ ଜଦି ଲକ୍ମନର୍ ସାର୍ଦା ବଡାଇବାପାରା ଉପ୍ଦେସ୍ ଦେବାର୍ ଆଚେ, ତେବେ କୁଆ ।”
16 ཨཏཿ པཽལ ཨུཏྟིཥྛན྄ ཧསྟེན སངྐེཏཾ ཀུཪྻྭན྄ ཀཐིཏཝཱན྄ ཧེ ཨིསྲཱཡེལཱིཡམནུཥྱཱ ཨཱིཤྭརཔརཱཡཎཱཿ སཪྻྭེ ལོཀཱ ཡཱུཡམ྄ ཨཝདྷདྡྷཾ།
୧୬ପାଉଲ୍ ଟିଆଅଇ ଲକ୍ମନ୍କେ ଚିମ୍ରାଇ ଅଇବାକେ ଆତ୍ ସାଗିଆ କରି କଇଲା । “ଇତି ରୁଣ୍ଡ୍ଅଇଲା ଇସ୍ରାଏଲ ବାଇମନ୍ ଆରି ପର୍ମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନ୍, ମର୍ କାତା ସୁନା!
17 ཨེཏེཥཱམིསྲཱཡེལློཀཱནཱམ྄ ཨཱིཤྭརོ྅སྨཱཀཾ པཱུཪྻྭཔརུཥཱན྄ མནོནཱིཏཱན྄ ཀཏྭཱ གྲྀཧཱིཏཝཱན྄ ཏཏོ མིསརི དེཤེ པྲཝསནཀཱལེ ཏེཥཱམུནྣཏིཾ ཀྲྀཏྭཱ ཏསྨཱཏ྄ སྭཱིཡབཱཧུབལེན ཏཱན྄ བཧིཿ ཀྲྀཏྭཱ སམཱནཡཏ྄།
୧୭ଇସ୍ରାଏଲ୍ ଜାତିର୍ ପରମେସର୍ ଆମର୍ ଆନିଦାଦିମନ୍କେ ବାଚ୍ଲା । ଆରି ମିସର୍ ଦେସେ ସେମନ୍ ପର୍ଦେସିଅଇ ରଇତେ ରଇଲା ବେଲେ, ଗଟେକ୍ ବଡ୍ ଜାତି କଲା । ପରମେସର୍ ତାର୍ ବଡ୍ ବପୁ ସଙ୍ଗ୍ ସେମନ୍କେ ମିସରେଅନି ବାର୍କରାଇ ଆନ୍ଲା ।
18 ཙཏྭཱརིཾཤདྭཏྶརཱན྄ ཡཱཝཙྩ མཧཱཔྲཱནྟརེ ཏེཥཱཾ བྷརཎཾ ཀྲྀཏྭཱ
୧୮ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
19 ཀིནཱནྡེཤཱནྟཪྻྭརྟྟཱིཎི སཔྟརཱཛྱཱནི ནཱཤཡིཏྭཱ གུཊིཀཱཔཱཏེན ཏེཥུ སཪྻྭདེཤེཥུ ཏེབྷྱོ྅དྷིཀཱརཾ དཏྟཝཱན྄།
୧୯ସେ କିଣାନେ ସାତ୍ଟା ଦଲ୍କେ ନସ୍ଟ କରି ତାର୍ ବାଚ୍ଲା ଲକ୍ମନ୍କେ ସେ ଦେସ୍ ଦେଲା ।
20 པཉྩཱཤདདྷིཀཙཏུཿཤཏེཥུ ཝཏྶརེཥུ གཏེཥུ ཙ ཤིམཱུཡེལྦྷཝིཥྱདྭཱདིཔཪྻྱནྟཾ ཏེཥཱམུཔརི ཝིཙཱརཡིཏྲྀན྄ ནིཡུཀྟཝཱན྄།
୨୦ପାକାପାକି ଚାର୍ ସଅ ପଚାସ୍ ବରସ୍ ବିତ୍ରେ ଏ ସବୁ ଗଟ୍ନା ଗଟିଗାଲା ।” “ତାର୍ ପଚେ ସାମୁଏଲ୍ ବବିସତ୍ବକ୍ତାର୍ ବେଲା ଜାକ ପରମେସର୍ ସେମନର୍ ଉପ୍ରେ ବିଚାର୍ପତିମନ୍କେ ବାଚ୍ଲା ।
21 ཏཻཤྩ རཱཛྙི པྲཱརྠིཏེ, ཨཱིཤྭརོ བིནྱཱམཱིནོ ཝཾཤཛཱཏསྱ ཀཱིཤཿ པུཏྲཾ ཤཽལཾ ཙཏྭཱརིཾཤདྭརྵཔཪྻྱནྟཾ ཏེཥཱམུཔརི རཱཛཱནཾ ཀྲྀཏཝཱན྄།
୨୧ଜେଡେବେଲେ ସେମନ୍ ଗଟେକ୍ ରାଜା ଦର୍କାର୍ ବଲି କଇଲାଇ, ପରମେସର୍ ସେମନ୍କେ ଚାଲିସ୍ ବରସ୍ ଜାକ ସାସନ୍ କର୍ବାକେ ବେନ୍ଜାମିନ୍ କୁଟୁମର୍ କିସ୍ଅର୍ ପଅ ସାଉଲ୍କେ ବାଚ୍ଲା । ସାଉଲ୍ ଇସ୍ରାଏଲିୟମନ୍କେ ଚାଲିସ୍ବରସ୍ ସାସନ୍ କଲା ।
22 པཤྩཱཏ྄ ཏཾ པདཙྱུཏཾ ཀྲྀཏྭཱ ཡོ མདིཥྚཀྲིཡཱཿ སཪྻྭཱཿ ཀརིཥྱཏི ཏཱདྲྀཤཾ མམ མནོབྷིམཏམ྄ ཨེཀཾ ཛནཾ ཡིཤཡཿ པུཏྲཾ དཱཡཱུདཾ པྲཱཔྟཝཱན྄ ཨིདཾ པྲམཱཎཾ ཡསྨིན྄ དཱཡཱུདི ས དཏྟཝཱན྄ ཏཾ དཱཡཱུདཾ ཏེཥཱམུཔརི རཱཛཏྭཾ ཀརྟྟུམ྄ ཨུཏྤཱདིཏཝཱན།
୨୨ତାର୍ ପଚେ ପର୍ମେସର୍ ତାକେ ରାଜା ପଦ୍ ଚାଡାଇକରି ଦାଉଦ୍କେ ସେମନର୍ ରାଜା କଲା ।” ପରମେସର୍ ତାର୍ ବିସଇ କଇରଇଲା, “ମୁଇ ଜନ୍ ରକାମେ ଲକ୍ମନ୍କେ ଆଲାଦ୍ କର୍ବି, ଜେସିର୍ ପଅ ଦାଉଦ୍ ସେନ୍ତାରି ଗଟେକ୍ ଲକ୍ । ସେ ମୁଇ ମନ୍କଲା ଇସାବେ ସବୁଜାକ କାମ୍ କର୍ସି ।”
23 ཏསྱ སྭཔྲཏིཤྲུཏསྱ ཝཱཀྱསྱཱནུསཱརེཎ ཨིསྲཱཡེལློཀཱནཱཾ ནིམིཏྟཾ ཏེཥཱཾ མནུཥྱཱཎཱཾ ཝཾཤཱད྄ ཨཱིཤྭར ཨེཀཾ ཡཱིཤུཾ (ཏྲཱཏཱརམ྄) ཨུདཔཱདཡཏ྄།
୨୩ଏ ଦାଉଦର୍ କୁଟୁମର୍ ଲକର୍ଟାନେଅନି ପର୍ମେସର୍ ସେ କାତା ଦେଲା ଇସାବେ ଜିସୁକେ ଇସ୍ରାଏଲ୍ ଜାତିର୍ ମୁକ୍ତିକାରିଆ କଲାଆଚେ ।
24 ཏསྱ པྲཀཱཤནཱཏ྄ པཱུཪྻྭཾ ཡོཧན྄ ཨིསྲཱཡེལློཀཱནཱཾ སནྣིདྷཽ མནཿཔརཱཝརྟྟནརཱུཔཾ མཛྫནཾ པྲཱཙཱརཡཏ྄།
୨୪ଜିସୁ ତାର୍ କାମ୍ ଆରାମ୍ କର୍ବା ଆଗ୍ତୁ, ଜଅନ୍ ଇସ୍ରାଏଲର୍ ସବୁ ଲକର୍ ଲଗେ ଜାନାଇକରି, ସେମନ୍କେ ପାପେଅନି ମନ୍ ବାଉଡାଇ ଡୁବନ୍ ନେବାକେ ଅଇସି ବଲି କଇରଇଲା ।
25 ཡསྱ ཙ ཀརྨྨཎོ བྷཱརཾ པྲཔྟཝཱན྄ ཡོཧན྄ ཏན྄ ནིཥྤཱདཡན྄ ཨེཏཱཾ ཀཐཱཾ ཀཐིཏཝཱན྄, ཡཱུཡཾ མཱཾ ཀཾ ཛནཾ ཛཱནཱིཐ? ཨཧམ྄ ཨབྷིཥིཀྟཏྲཱཏཱ ནཧི, ཀིནྟུ པཤྱཏ ཡསྱ པཱདཡོཿ པཱདུཀཡོ རྦནྡྷནེ མོཙཡིཏུམཔི ཡོགྱོ ན བྷཝཱམི ཏཱདྲྀཤ ཨེཀོ ཛནོ མམ པཤྩཱད྄ ཨུཔཏིཥྛཏི།
୨୫ଆରି ଜଅନ୍ ତାର୍ ସେବା କାମ୍ ସାରାଇବା ଆଗ୍ତୁ ଲକ୍ମନ୍କେ ପାଚାର୍ଲା, “ମର୍ ବିସଇ ତମେ କାଇଟା ବାବ୍ଲାସ୍ନି? ତମେ ଜାକେ ଜାଗି ଆଚାସ୍, ମୁଇ ସେ ନଇ । ମାତର୍ ସୁନା! ସେ ଦାପ୍ରେ ଆଇଲାନି । ତାର୍ ଗତିଦାଙ୍ଗ୍ଡା ଅଇକରି ପାଣ୍ଡଇର୍ ପିତା ମିସା କୁସ୍ଲାଇବାକେ ମର୍ ଅଦିକାର୍ ନଇ ।”
26 ཧེ ཨིབྲཱཧཱིམོ ཝཾཤཛཱཏཱ བྷྲཱཏརོ ཧེ ཨཱིཤྭརབྷཱིཏཱཿ སཪྻྭལོཀཱ ཡུཥྨཱན྄ པྲཏི པརིཏྲཱཎསྱ ཀཐཻཥཱ པྲེརིཏཱ།
୨୬ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ ।
27 ཡིརཱུཤཱལམྣིཝཱསིནསྟེཥཱམ྄ ཨདྷིཔཏཡཤྩ ཏསྱ ཡཱིཤོཿ པརིཙཡཾ ན པྲཱཔྱ པྲཏིཝིཤྲཱམཝཱརཾ པཋྱམཱནཱནཱཾ བྷཝིཥྱདྭཱདིཀཐཱནཱམ྄ ཨབྷིཔྲཱཡམ྄ ཨབུདྡྷྭཱ ཙ ཏསྱ ཝདྷེན ཏཱཿ ཀཐཱཿ སཕལཱ ཨཀུཪྻྭན྄།
୨୭ମାତର୍ ସେ ଆକା ଉଦାର୍କାରିଆ । ଜିରୁସାଲମର୍ ଲକ୍ ଆରି ସେମନର୍ ନେତାମନ୍ ବିସ୍ରାମ୍ବାରେ ବବିସତ୍ବକ୍ତାମନର୍ ଲେକାଇଅନି ପଡ୍ଲାଟା ଲକ୍ମନ୍ ବୁଜତ୍ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍ବକ୍ତାମନର୍ କାତା ସିଦ୍ କଲାଇ ।
28 པྲཱཎཧནནསྱ ཀམཔི ཧེཏུམ྄ ཨཔྲཱཔྱཱཔི པཱིལཱཏསྱ ནིཀཊེ ཏསྱ ཝདྷཾ པྲཱརྠཡནྟ།
୨୮ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ ।
29 ཏསྨིན྄ ཡཱཿ ཀཐཱ ལིཁིཏཱཿ སནྟི ཏདནུསཱརེཎ ཀརྨྨ སམྤཱདྱ ཏཾ ཀྲུཤཱད྄ ཨཝཏཱཪྻྱ ཤྨཤཱནེ ཤཱཡིཏཝནྟཿ།
୨୯ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ ।
30 ཀིནྟྭཱིཤྭརཿ ཤྨཤཱནཱཏ྄ ཏམུདསྠཱཔཡཏ྄,
୩୦ମାତର୍ ପର୍ମେସର୍ ତାକେ ମଲାତେଇଅନି ଉଟାଇଲା ।
31 པུནཤྩ གཱལཱིལཔྲདེཤཱད྄ ཡིརཱུཤཱལམནགརཾ ཏེན སཱརྡྡྷཾ ཡེ ལོཀཱ ཨཱགཙྪན྄ ས བཧུདིནཱནི ཏེབྷྱོ དརྴནཾ དཏྟཝཱན྄, ཨཏསྟ ཨིདཱནཱིཾ ལོཀཱན྄ པྲཏི ཏསྱ སཱཀྵིཎཿ སནྟི།
୩୧ବେସି ଦିନ୍ ଜାକ, ତାର୍ ସଙ୍ଗ୍ ଗାଲିଲିଅନି ଜିରୁସାଲମ୍ ଆଇବାଜିବା ଲକ୍ମନ୍ ତାକେ ଦେକ୍ଲାଇ । ଏବେ ସେମନ୍ ଇସ୍ରାଏଲ୍ ଲକ୍ମନର୍ତେଇ ତାର୍ ସାକି ଆଚତ୍ ।
32 ཨསྨཱཀཾ པཱུཪྻྭཔུརུཥཱཎཱཾ སམཀྵམ྄ ཨཱིཤྭརོ ཡསྨིན྄ པྲཏིཛྙཱཏཝཱན྄ ཡཐཱ, ཏྭཾ མེ པུཏྲོསི ཙཱདྱ ཏྭཱཾ སམུཏྠཱཔིཏཝཱནཧམ྄།
୩୨ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
33 ཨིདཾ ཡདྭཙནཾ དྭིཏཱིཡགཱིཏེ ལིཁིཏམཱསྟེ ཏད྄ ཡཱིཤོརུཏྠཱནེན ཏེཥཱཾ སནྟཱནཱ ཡེ ཝཡམ྄ ཨསྨཱཀཾ སནྣིདྷཽ ཏེན པྲཏྱཀྵཱི ཀྲྀཏཾ, ཡུཥྨཱན྄ ཨིམཾ སུསཾཝཱདཾ ཛྙཱཔཡཱམི།
୩୩ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ, “ତମେ ମର୍ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍ ବାବା ।”
34 པརམེཤྭརེཎ ཤྨཤཱནཱད྄ ཨུཏྠཱཔིཏཾ ཏདཱིཡཾ ཤརཱིརཾ ཀདཱཔི ན ཀྵེཥྱཏེ, ཨེཏསྨིན྄ ས སྭཡཾ ཀཐིཏཝཱན྄ ཡཐཱ དཱཡཱུདཾ པྲཏི པྲཏིཛྙཱཏོ ཡོ ཝརསྟམཧཾ ཏུབྷྱཾ དཱསྱཱམི།
୩୪ଆରି ପର୍ମେସର୍ ପୁର୍ବେଅନି ସପତ୍ କରି କାତାଦେଇରଇଲା । ମୁଇ ତାକେ ମଲାତେଇଅନି ଉଟାଇବି । ତାର୍ ଗାଗଡ୍ ସମାଦିତେଇ କୁଇ ଜିବାକେ ନ ଦେଇ । ଦାଉଦ୍କେ ଦେଇ ରଇବା ସପତ୍ ଇସାବେ ସତଇସେ ମୁଇ ତମ୍କେ ସୁକଲ୍ କରି ସବୁ ଆସିର୍ବାଦ୍ ଦେବି ।
35 ཨེཏདནྱསྨིན྄ གཱིཏེ྅པི ཀཐིཏཝཱན྄། སྭཀཱིཡཾ པུཎྱཝནྟཾ ཏྭཾ ཀྵཡིཏུཾ ན ཙ དཱསྱསི།
୩୫ଦାଉଦ୍ ଆରି ଗଟେକ୍ ଗିତସଙ୍ଗିତାଇ ଲେକ୍ଲାଆଚେ, ମୁଇ ମରିଗାଲେ ମର୍ଗାଗଡ୍ ତୁଇ ସମାଦିତେଇ କୁଇ ଜିବାକେ ଚାଡି ନ ଦେଉସ୍ ।
36 དཱཡཱུདཱ ཨཱིཤྭརཱབྷིམཏསེཝཱཡཻ ནིཛཱཡུཥི ཝྱཡིཏེ སཏི ས མཧཱནིདྲཱཾ པྲཱཔྱ ནིཛཻཿ པཱུཪྻྭཔུརུཥཻཿ སཧ མིལིཏཿ སན྄ ཨཀྵཱིཡཏ;
୩୬ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା ।
37 ཀིནྟུ ཡམཱིཤྭརཿ ཤྨཤཱནཱད྄ ཨུདསྠཱཔཡཏ྄ ས ནཱཀྵཱིཡཏ།
୩୭ମାତର୍ ପର୍ମେସର୍ ଜାକେ ମଲାଟାନେଅନି ଉଟାଇଲା, ତାର୍ ଗାଗଡ୍ କୁଏ ନାଇ ।
38 ཨཏོ ཧེ བྷྲཱཏརཿ, ཨནེན ཛནེན པཱཔམོཙནཾ བྷཝཏཱིཏི ཡུཥྨཱན྄ པྲཏི པྲཙཱརིཏམ྄ ཨཱསྟེ།
୩୮ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି ।
39 ཕལཏོ མཱུསཱཝྱཝསྠཡཱ ཡཱུཡཾ ཡེབྷྱོ དོཥེབྷྱོ མུཀྟཱ བྷཝིཏུཾ ན ཤཀྵྱཐ ཏེབྷྱཿ སཪྻྭདོཥེབྷྱ ཨེཏསྨིན྄ ཛནེ ཝིཤྭཱསིནཿ སཪྻྭེ མུཀྟཱ བྷཝིཥྱནྟཱིཏི ཡུཥྨཱབྷི རྫྙཱཡཏཱཾ།
୩୯ମସାର୍ ନିୟମ୍ ମାନିକରି ଆଚୁ ବଇଲେ ପାପ୍ କେମା ନ ଅଇତା । ମାତର୍ ଜିସୁର୍ ଟାନେ ବିସ୍ବାସ୍ କଲାର୍ପାଇ ଆମେ ସବୁଲକ୍ ପାପେ ଅନି ମୁକ୍ଲି ଆଚୁ, ସେଟା ତମେ ଜାନ୍ବାର୍ ଆଚେ ।
40 ཨཔརཉྩ། ཨཝཛྙཱཀཱརིཎོ ལོཀཱཤྩཀྵུརུནྨཱིལྱ པཤྱཏ། ཏཐཻཝཱསམྦྷཝཾ ཛྙཱཏྭཱ སྱཱཏ ཡཱུཡཾ ཝིལཛྫིཏཱཿ། ཡཏོ ཡུཥྨཱསུ ཏིཥྛཏྶུ ཀརིཥྱེ ཀརྨྨ ཏཱདྲྀཤཾ། ཡེནཻཝ ཏསྱ ཝྲྀཏྟཱནྟེ ཡུཥྨབྷྱཾ ཀཐིཏེ྅པི ཧི། ཡཱུཡཾ ན ཏནྟུ ཝྲྀཏྟཱནྟཾ པྲཏྱེཥྱཐ ཀདཱཙན༎
୪୦ଜାଗ୍ରତ୍, ବବିସତ୍ବକ୍ତାମନ୍ ଜାଇଟା କଇଲାଇ ଆଚତ୍, ସେଟା ଜେନ୍ତିକି ତମ୍କେ ନ ଗଟ ।
41 ཡེཡཾ ཀཐཱ བྷཝིཥྱདྭཱདིནཱཾ གྲནྠེཥུ ལིཁིཏཱསྟེ སཱཝདྷཱནཱ བྷཝཏ ས ཀཐཱ ཡཐཱ ཡུཥྨཱན྄ པྲཏི ན གྷཊཏེ།
୪୧ପର୍ମେସର୍ କଇଲା, ଏ ମକେ କିଜାଇବା ଲକ୍ମନ୍! ତମେମନ୍ କିଲ୍ବିଲ୍ ଅଇ ମରା! କାଇକେ ବଇଲେ ତମର୍ ବେଲାଇ ମୁଇ ଜନ୍ କାମ୍ କର୍ବାକେ ଗାଲିନି, ସେଟା ଜେ ମିସା ବୁଜାଇ କଇଲେ, ତମେ ବିସ୍ବାସ୍ ନ କରାସ୍ ।
42 ཡིཧཱུདཱིཡབྷཛནབྷཝནཱན྄ ནིརྒཏཡོསྟཡོ རྦྷིནྣདེཤཱིཡཻ ཪྻཀྵྱམཱཎཱ པྲཱརྠནཱ ཀྲྀཏཱ, ཨཱགཱམིནི ཝིཤྲཱམཝཱརེ྅པི ཀཐེཡམ྄ ཨསྨཱན྄ པྲཏི པྲཙཱརིཏཱ བྷཝཏྭིཏི།
୪୨ପାଉଲ୍ ଆରି ବର୍ନବା ପାର୍ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍ ବିସ୍ରାମ୍ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍ମନ୍ ବାବୁଜିଆ କଲାଇ ।
43 སབྷཱཡཱ བྷངྒེ སཏི བཧཝོ ཡིཧཱུདཱིཡལོཀཱ ཡིཧཱུདཱིཡམཏགྲཱཧིཎོ བྷཀྟལོཀཱཤྩ བརྞབྦཱཔཽལཡོཿ པཤྩཱད྄ ཨཱགཙྪན྄, ཏེན ཏཽ ཏཻཿ སཧ ནཱནཱཀཐཱཿ ཀཐཡིཏྭེཤྭརཱནུགྲཧཱཤྲཡེ སྠཱཏུཾ ཏཱན྄ པྲཱཝརྟྟཡཏཱཾ།
୪୩ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ ।
44 པརཝིཤྲཱམཝཱརེ ནགརསྱ པྲཱཡེཎ སཪྻྭེ ལཱཀཱ ཨཱིཤྭརཱིཡཱཾ ཀཐཱཾ ཤྲོཏུཾ མིལིཏཱཿ,
୪୪ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ ।
45 ཀིནྟུ ཡིཧཱུདཱིཡལོཀཱ ཛནནིཝཧཾ ཝིལོཀྱ ཨཱིརྵྱཡཱ པརིཔཱུརྞཱཿ སནྟོ ཝིཔརཱིཏཀཐཱཀཐནེནེཤྭརནིནྡཡཱ ཙ པཽལེནོཀྟཱཾ ཀཐཱཾ ཁཎྜཡིཏུཾ ཙེཥྚིཏཝནྟཿ།
୪୫ବେସି ଲକ୍ ରୁଣ୍ଡ୍ଲାଟା ଦେକି, ଜିଉଦି ନେତାମନ୍ ଇଁସା ଅଇଲାଇ । ଆରି ପାଉଲ୍ କଇବା କାତା, ବିରଦ୍ କରି ନିନ୍ଦା କଲାଇ ।
46 ཏཏཿ པཽལབརྞབྦཱཝཀྵོབྷཽ ཀཐིཏཝནྟཽ པྲཐམཾ ཡུཥྨཱཀཾ སནྣིདྷཱཝཱིཤྭརཱིཡཀཐཱཡཱཿ པྲཙཱརཎམ྄ ཨུཙིཏམཱསཱིཏ྄ ཀིནྟུཾ ཏདགྲཱཧྱཏྭཀརཎེན ཡཱུཡཾ སྭཱན྄ ཨནནྟཱཡུཥོ྅ཡོགྱཱན྄ དརྴཡཐ, ཨེཏཏྐཱརཎཱད྄ ཝཡམ྄ ཨནྱདེཤཱིཡལོཀཱནཱཾ སམཱིཔཾ གཙྪཱམཿ། (aiōnios )
୪୬ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି । (aiōnios )
47 པྲབྷུརསྨཱན྄ ཨིཏྠམ྄ ཨཱདིཥྚཝཱན྄ ཡཐཱ, ཡཱཝཙྩ ཛགཏཿ སཱིམཱཾ ལོཀཱནཱཾ ཏྲཱཎཀཱརཎཱཏ྄། མཡཱནྱདེཤམདྷྱེ ཏྭཾ སྠཱཔིཏོ བྷཱུཿ པྲདཱིཔཝཏ྄༎
୪୭କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।” ଆନ୍ଦାରେ ଉଜଲ୍ ଅଇଲାପାରା ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
48 ཏདཱ ཀཐཱམཱིདྲྀཤཱིཾ ཤྲུཏྭཱ བྷིནྣདེཤཱིཡཱ ཨཱཧླཱདིཏཱཿ སནྟཿ པྲབྷོཿ ཀཐཱཾ དྷནྱཱཾ དྷནྱཱམ྄ ཨཝདན྄, ཡཱཝནྟོ ལོཀཱཤྩ པརམཱཡུཿ པྲཱཔྟིནིམིཏྟཾ ནིརཱུཔིཏཱ ཨཱསན྄ ཏེ ཝྱཤྭསན྄། (aiōnios )
୪୮ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ । (aiōnios )
49 ཨིཏྠཾ པྲབྷོཿ ཀཐཱ སཪྻྭེདེཤཾ ཝྱཱཔྣོཏ྄།
୪୯ତେଇର୍ ବିସ୍ବାସିମନ୍ ସେ ଜାଗାଇ ବୁଲି ବୁଲି ମାପ୍ରୁର୍ ବାକିଅ ଜାନାଇଲାଇ ।
50 ཀིནྟུ ཡིཧཱུདཱིཡཱ ནགརསྱ པྲདྷཱནཔུརུཥཱན྄ སམྨཱནྱཱཿ ཀཐིཔཡཱ བྷཀྟཱ ཡོཥིཏཤྩ ཀུཔྲཝྲྀཏྟིཾ གྲཱཧཡིཏྭཱ པཽལབརྞབྦཽ ཏཱཌཡིཏྭཱ ཏསྨཱཏ྄ པྲདེཤཱད྄ དཱུརཱིཀྲྀཏཝནྟཿ།
୫୦ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
51 ཨཏཿ ཀཱརཎཱཏ྄ ཏཽ ནིཛཔདདྷཱུལཱིསྟེཥཱཾ པྲཱཏིཀཱུལྱེན པཱཏཡིཏྭེཀནིཡཾ ནགརཾ གཏཽ།
୫୧ତେଇଅନି ଜିବାବେଲେ ପେରିତ୍ ସିସ୍ମନ୍ ସେ ଲକ୍ମନର୍ ବିରଦେ ତାକର୍ ପାଦର୍ ଦୁଲି ପାପ୍ଡିଦେଇ ଇକନିଅତେଇ ଗାଲାଇ ।
52 ཏཏཿ ཤིཥྱགཎ ཨཱནནྡེན པཝིཏྲེཎཱཏྨནཱ ཙ པརིཔཱུརྞོབྷཝཏ྄།
୫୨ଆନ୍ଟିଅକର୍ ବିସ୍ବାସିମନ୍ ସୁକଲ୍ ଆତ୍ମାଇ ଆରି ସାର୍ଦାଇ ପୁରୁନ୍ ଅଇଲାଇ ।