< రోమిణః 7 >
1 హే భ్రాతృగణ వ్యవస్థావిదః ప్రతి మమేదం నివేదనం| విధిః కేవలం యావజ్జీవం మానవోపర్య్యధిపతిత్వం కరోతీతి యూయం కిం న జానీథ?
୧ଏ ବାଇବଇନିମନ୍, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍ । ନିୟମ୍ କାଇଟା ବଲି ତମେ ବୁଜିପାରାସ୍, ତାର୍ ଅରତ୍ ମିସା ଜାନାସ୍ । ମୁନୁସ୍ ଅବ୍କା ତାର୍ ଜିଇବା କାଇବା ଦିନ୍ ଜାକ ନିୟମର୍ ତଲେ ରଇସି ।
2 యావత్కాలం పతి ర్జీవతి తావత్కాలమ్ ఊఢా భార్య్యా వ్యవస్థయా తస్మిన్ బద్ధా తిష్ఠతి కిన్తు యది పతి ర్మ్రియతే తర్హి సా నారీ పత్యు ర్వ్యవస్థాతో ముచ్యతే|
୨ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି ।
3 ఏతత్కారణాత్ పత్యుర్జీవనకాలే నారీ యద్యన్యం పురుషం వివహతి తర్హి సా వ్యభిచారిణీ భవతి కిన్తు యది స పతి ర్మ్రియతే తర్హి సా తస్యా వ్యవస్థాయా ముక్తా సతీ పురుషాన్తరేణ వ్యూఢాపి వ్యభిచారిణీ న భవతి|
୩ସେ ବଁଚି ରଇଲା ବେଲେ, ତାର୍ ମାଇଜି ଜଦି ବିନ୍ ମୁନୁସ୍କେ ବିବା ଅଇସି, ତେବେ ତାକେ ଚାଡ୍ରି ବଲି କଇବାଇ, ମାତର୍ ମୁନୁସର୍ ମରନ୍ ପଚେ ବିନ୍ ମୁନୁସ୍କେ ବିବା ଅଇଲେ, ତାକେ ଆରି ଚାଡ୍ରି ବଲି ନ କଅତ୍ । ନିୟମ୍ ଇସାବେ ସେ ଗଟେକ୍ ମୁକ୍ଲି ରଇବା ମାଇଜି ।
4 హే మమ భ్రాతృగణ, ఈశ్వరనిమిత్తం యదస్మాకం ఫలం జాయతే తదర్థం శ్మశానాద్ ఉత్థాపితేన పురుషేణ సహ యుష్మాకం వివాహో యద్ భవేత్ తదర్థం ఖ్రీష్టస్య శరీరేణ యూయం వ్యవస్థాం ప్రతి మృతవన్తః|
୪ଏ ମର୍ ବାଇବଇନିମନ୍, ତମେ ମିସା ସମାନ୍ ସେନ୍ତାରିସେ । ନିୟମ୍ ଇସାବେ କିରିସ୍ଟର୍ ଗାଗ୍ଡେ ମିସ୍ଲାର୍ପାଇ ତମେମିସା ମରିଆଚାସ୍ । ଏବେ ତମେ ତାର୍ଟା । ପର୍ମେସର୍ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍ ସେବାକାମେ ଆମେ ମିସା ମିସ୍ବୁ ।
5 యతోఽస్మాకం శారీరికాచరణసమయే మరణనిమిత్తం ఫలమ్ ఉత్పాదయితుం వ్యవస్థయా దూషితః పాపాభిలాషోఽస్మాకమ్ అఙ్గేషు జీవన్ ఆసీత్|
୫ଜେତେଦିନ୍ ଜାକ ଆମେ ଗାଗଡ୍ ମନ୍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍ ଆମ୍କେ ନାଇ ବଲି କଇତେରଇଲା । ସେଟା ଆମର୍ ପାପ୍ ଅଦିକ୍ ଅଦିକ୍ କରାଇତେ ରଇଲା । ଆରି ଆମେ ମରନ୍ ବାଟେ ଜାଇତେରଇଲୁ ।
6 కిన్తు తదా యస్యా వ్యవస్థాయా వశే ఆస్మహి సామ్ప్రతం తాం ప్రతి మృతత్వాద్ వయం తస్యా అధీనత్వాత్ ముక్తా ఇతి హేతోరీశ్వరోఽస్మాభిః పురాతనలిఖితానుసారాత్ న సేవితవ్యః కిన్తు నవీనస్వభావేనైవ సేవితవ్యః
୬ଏବେ ଆମେ ନିୟମର୍ ସାସନେଅନି ମୁକଲ୍ଲୁ ଆଚୁ, କାଇକେବଇଲେ ଜନ୍ଟା ଆମ୍କେ ଦିନେକ୍ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍ ବିତ୍ରେ ମରିଗାଲାଆଚେ । ଆମେ ଆରି ଆଗ୍ତୁର୍ ପାରା ଲେକାଅଇଲା ନିୟମ୍ ଇସାବେ ପର୍ମେସର୍କେ ସେବାକରୁ ନାଇ । ଏବେ ସୁକଲ୍ ଆତ୍ମା ଦେକାଇଲା ବାଟେ ଇଣ୍ଡ୍ଲୁନି ।
7 తర్హి వయం కిం బ్రూమః? వ్యవస్థా కిం పాపజనికా భవతి? నేత్థం భవతు| వ్యవస్థామ్ అవిద్యమానాయాం పాపం కిమ్ ఇత్యహం నావేదం; కిఞ్చ లోభం మా కార్షీరితి చేద్ వ్యవస్థాగ్రన్థే లిఖితం నాభవిష్యత్ తర్హి లోభః కిమ్భూతస్తదహం నాజ్ఞాస్యం|
୭ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍ ଆଚେ କି? ସେଟା ସତଇସେ ନଏଁ । ମାତର୍ ପାପ୍ କାଇଟା? ସେଟା, ମକେ ନିୟମ୍ ଜାନାଇଦେଲା ଆଚେ । “ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ଏ ଆଦେସ୍ ଜଦି ନିୟମ୍ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍ତି ।
8 కిన్తు వ్యవస్థయా పాపం ఛిద్రం ప్రాప్యాస్మాకమ్ అన్తః సర్వ్వవిధం కుత్సితాభిలాషమ్ అజనయత్; యతో వ్యవస్థాయామ్ అవిద్యమానాయాం పాపం మృతం|
୮ମାତର୍ ଉପ୍ରର୍ ଆଦେସର୍ ସୁବିଦାନେଇ ପାପ୍ ମର୍ ବିତ୍ରେ ବିନ୍ବିନ୍ ରକାମର୍ କାରାପ୍ ମନ୍ କର୍ବାଟା ଜନ୍ମାଇଲା । ନିୟମ୍କେ ଚାଡିଦେଲେ ପାପ୍ ମଲା ସମାନ୍ ଆଚେ ।
9 అపరం పూర్వ్వం వ్యవస్థాయామ్ అవిద్యమానాయామ్ అహమ్ అజీవం తతః పరమ్ ఆజ్ఞాయామ్ ఉపస్థితాయామ్ పాపమ్ అజీవత్ తదాహమ్ అమ్రియే|
୯ଗଟେକ୍ ବେଲାଇ, ମୁଇ ନିୟମ୍ ନାଜାନି କରି ଜିଇତେ ରଇଲି, ନିୟମ୍ ଜାନ୍ଲା ପଚେ ପାପ୍ ପୁର୍ଲା,
10 ఇత్థం సతి జీవననిమిత్తా యాజ్ఞా సా మమ మృత్యుజనికాభవత్|
୧୦ଆରି ମୁଇ ମରିଗାଲି । ଜନ୍ ନିୟମ୍ ଜିବନ୍ ଦେବାକେ ଟିକ୍ କରିରଇଲା, ସେଟା ମର୍ ପାଇ ମରନ୍ ଆନ୍ଲା ।
11 యతః పాపం ఛిద్రం ప్రాప్య వ్యవస్థితాదేశేన మాం వఞ్చయిత్వా తేన మామ్ అహన్|
୧୧କାଇକେବଇଲେ ନିୟମର୍ ସୁବିଦା ନେଇ ମକେ ପାପ୍ ନାଡାଇଲା ଆରି ମରାଇଲା ।
12 అతఏవ వ్యవస్థా పవిత్రా, ఆదేశశ్చ పవిత్రో న్యాయ్యో హితకారీ చ భవతి|
୧୨ନିୟମ୍ ପର୍ମେସରର୍ଟାନେଅନି ଆଇଲାକେ ସୁକଲ୍ ଆଚେ । ତାର୍ ଆଦେସ୍ ସବୁ ସୁକଲ୍, ଟିକ୍ ଆରି ବେସି ନିକ ।
13 తర్హి యత్ స్వయం హితకృత్ తత్ కిం మమ మృత్యుజనకమ్ అభవత్? నేత్థం భవతు; కిన్తు పాపం యత్ పాతకమివ ప్రకాశతే తథా నిదేశేన పాపం యదతీవ పాతకమివ ప్రకాశతే తదర్థం హితోపాయేన మమ మరణమ్ అజనయత్|
୧୩ସେନ୍ତିଆଲେ ଜନ୍ଟା ନିକ, ସେଟା କାଇକେ ମର୍ ମରନ୍ ଆନ୍ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍ ପାପର୍ ମରନ୍ ଅଇଲା । ତାର୍ ନିୟମ୍, ଜେନ୍ତିକି ଆମର୍ ପାପ୍ କେତେକ୍ କାରାପ୍ ଆଚେବଲି ଡିସାଇବାକେ ପର୍ମେସରର୍ ଜଜ୍ନା ରଇଲା । ତେବର୍ପାଇ ତାର୍ ନିୟମର୍ଲାଗି ଏଟା ସାଦନ୍ କଲା ।
14 వ్యవస్థాత్మబోధికేతి వయం జానీమః కిన్త్వహం శారీరతాచారీ పాపస్య క్రీతకిఙ్కరో విద్యే|
୧୪ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି ।
15 యతో యత్ కర్మ్మ కరోమి తత్ మమ మనోఽభిమతం నహి; అపరం యన్ మమ మనోఽభిమతం తన్న కరోమి కిన్తు యద్ ఋతీయే తత్ కరోమి|
୧୫ମୁଇ ଜନ୍ଟା କଲିନି, ସେଟା ବୁଜି ନାଇ, ମାତର୍ ଜନ୍ ନିକ କାମ୍ କର୍ବାକେ ମନ୍ କଲିନି ସେଟାସେ କରିନାପାର୍ଲିନି । ଆରି ଜନ୍ କାରାପ୍ କାମ୍ କର୍ବାକେ ମୁଇ ମୁଲ୍କେ ମନ୍ କରି ନାଇ, ସେଟାସେ କଲିନି ।
16 తథాత్వే యన్ మమానభిమతం తద్ యది కరోమి తర్హి వ్యవస్థా సూత్తమేతి స్వీకరోమి|
୧୬ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି ।
17 అతఏవ సమ్ప్రతి తత్ కర్మ్మ మయా క్రియత ఇతి నహి కిన్తు మమ శరీరస్థేన పాపేనైవ క్రియతే|
୧୭ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।
18 యతో మయి, అర్థతో మమ శరీరే, కిమప్యుత్తమం న వసతి, ఏతద్ అహం జానామి; మమేచ్ఛుకతాయాం తిష్ఠన్త్యామప్యహమ్ ఉత్తమకర్మ్మసాధనే సమర్థో న భవామి|
୧୮ମର୍ ଗାଗଡର୍ କାରାପ୍ ମନ୍ କର୍ବାଟାନେଅନି କାଇମିସା ନିମାନ୍ ବିସଇ ନ ଆସେ ବଲି ମୁଇ ଜାନ୍ଲିନି । କାଇକେବଇଲେ ନିକ କାମ୍ କର୍ବାକେ ମନ୍ ରଇଲେ ମିସା ସେଟା କରି ନାପାର୍ଲିନି ।
19 యతో యాముత్తమాం క్రియాం కర్త్తుమహం వాఞ్ఛామి తాం న కరోమి కిన్తు యత్ కుత్సితం కర్మ్మ కర్త్తుమ్ అనిచ్ఛుకోఽస్మి తదేవ కరోమి|
୧୯ସେଟାର୍ ପାଇ ଜନ୍ ନିକ କାମ୍ କର୍ବାକେ ମୁଇ ମନ୍ କଲିନି, ସେ କାମ୍ ନ କରି, ଜନ୍ କାରାପ୍ କାମ୍ କର୍ବାକେ ମୁଲ୍କେ ମନ୍ ନାଇ, ସେଟାସେ କଲିନି ।
20 అతఏవ యద్యత్ కర్మ్మ కర్త్తుం మమేచ్ఛా న భవతి తద్ యది కరోమి తర్హి తత్ మయా న క్రియతే, మమాన్తర్వర్త్తినా పాపేనైవ క్రియతే|
୨୦ଜଦି ମୁଇ ମନ୍ ନ କର୍ବାଟା କରିଲାଗି ଆଚି, ସେନ୍ତାର୍ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍ ବିତ୍ରେ ରଇଲା ପାପ୍ସେ ସେଟା କଲାନି ।
21 భద్రం కర్త్తుమ్ ఇచ్ఛుకం మాం యో ఽభద్రం కర్త్తుం ప్రవర్త్తయతి తాదృశం స్వభావమేకం మయి పశ్యామి|
୨୧ଏଟା ମର୍ ବିତ୍ରେ ଗଟେକ୍ କାମ୍କର୍ବା ନିୟମ୍ ବଲି ମନେ ଅଇଲାନି । ଜନ୍ଟା ନିକ, ସେଟା ମୁଇ କର୍ବାକେ ଗାଲାବେଲେ, ଅବ୍କା କାରାପ୍ ବିସଇସେ କଲିନି ।
22 అహమ్ ఆన్తరికపురుషేణేశ్వరవ్యవస్థాయాం సన్తుష్ట ఆసే;
୨୨ପରମେସରର୍ ନିୟମ୍ ନାମ୍ବାକେ ମୁଇ ବେସି ମନ୍ କଲିନି,
23 కిన్తు తద్విపరీతం యుధ్యన్తం తదన్యమేకం స్వభావం మదీయాఙ్గస్థితం ప్రపశ్యామి, స మదీయాఙ్గస్థితపాపస్వభావస్యాయత్తం మాం కర్త్తుం చేష్టతే|
୨୩ମାତର୍ ମର୍ ମନ୍ କଲା ବିରଦେ ମର୍ ଗାଗଡ୍ ତେବାଇବା ବିଦି ସବୁବେଲେ ଜୁଇଦ୍ କଲାନି । ମର୍ ଗାଗ୍ଡେ କାମ୍କର୍ତେ ରଇବା ସବୁ ପାପ୍ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
24 హా హా యోఽహం దుర్భాగ్యో మనుజస్తం మామ్ ఏతస్మాన్ మృతాచ్ఛరీరాత్ కో నిస్తారయిష్యతి?
୨୪କେଡେ କରମ୍ ନଇଲା ଲକ୍ ମୁଇ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି?
25 అస్మాకం ప్రభుణా యీశుఖ్రీష్టేన నిస్తారయితారమ్ ఈశ్వరం ధన్యం వదామి| అతఏవ శరీరేణ పాపవ్యవస్థాయా మనసా తు ఈశ్వరవ్యవస్థాయాః సేవనం కరోమి|
୨୫ପରମେସର୍ ଦନିଅବାଦ୍ ପାଅ! ମାପ୍ରୁ ଜିସୁ କିରିସ୍ଟର୍ ଲାଗି ମୁଇ ଉଦାର୍ ପାଇଆଚି । ତେବେ, ଏଟା ଅଇଲାନି ମର୍ କରମ୍ । ପରମେସରର୍ ନିୟମ୍ କାଲି ମୁଇ ମର୍ ମନେ ନାମି ପାର୍ବି । ମାତର୍ ମର୍ ମୁନୁସ୍ ଇସାବର୍ ଚଲାଚଲ୍ତି ମକେ ପାପର୍ ଗତି ଦାଙ୍ଗ୍ଡା ଅଇବାକେ ବାଦିଅ କଲାନି ।