< మథిః 22 >
1 అనన్తరం యీశుః పునరపి దృష్టాన్తేన తాన్ అవాదీత్,
ଜିସୁ ଆରେକ୍ କଃତାମଃନ୍ କୟ୍ ଲକ୍ମଃନ୍କେ ସିକ୍ୟା ଦିଲା,
2 స్వర్గీయరాజ్యమ్ ఏతాదృశస్య నృపతేః సమం, యో నిజ పుత్రం వివాహయన్ సర్వ్వాన్ నిమన్త్రితాన్ ఆనేతుం దాసేయాన్ ప్రహితవాన్,
“ସଃର୍ଗ୍ ରାଇଜ୍ ଇବାନ୍ୟା । ଗଟେକ୍ ରଃଜା ତାର୍ ହୟ୍ସିର୍ ବିବାବଜି କଃଲା ।
3 కిన్తు తే సమాగన్తుం నేష్టవన్తః|
ଆର୍ ସେ ବଜି ତଃୟ୍ ଆସ୍ତା ଲକ୍ମଃନ୍କେ କୁଦୁକେ ସେ ରଃଜା ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ ହଃଟାୟ୍ଲା, ମଃତର୍ ସେ ଲକ୍ମଃନ୍ ଆସୁକ୍ ମଃନ୍ ନଃକେଲାୟ୍ ।
4 తతో రాజా పునరపి దాసానన్యాన్ ఇత్యుక్త్వా ప్రేషయామాస, నిమన్త్రితాన్ వదత, పశ్యత, మమ భేజ్యమాసాదితమాస్తే, నిజవ్టషాదిపుష్టజన్తూన్ మారయిత్వా సర్వ్వం ఖాద్యద్రవ్యమాసాదితవాన్, యూయం వివాహమాగచ్ఛత|
ସେ ଆରେକ୍ ବିନ୍ ଗତିଦଃଙ୍ଗ୍ଳାମଃନ୍କ୍ ଇ କଃତା କୟ୍କଃରି ହଃଟାୟ୍ଲା, ‘ବଜିକେ ଆସ୍ତା ଲକ୍ମଃନ୍କେ କଃଉଆ, ଦଃକା ଅଃମି ବଜି ରାନ୍ଦି ସଃର୍ଲୁନି, ଅଃମାର୍ ଦୁମାଦୁମା ଚେଳି ଆର୍ ମେଣ୍ଡାମଃନ୍ ମାର୍ଲୁ ଆଚୁ । ସଃବୁ ତିଆର୍ ଅୟ୍ଲି ଆଚେ ତୁମିମଃନ୍ ବିବା ବଜିକେ ଆସା ।’
5 తథపి తే తుచ్ఛీకృత్య కేచిత్ నిజక్షేత్రం కేచిద్ వాణిజ్యం ప్రతి స్వస్వమార్గేణ చలితవన్తః|
ମଃତର୍ ସେ ବଜିକେ ଆସ୍ତା ଲକ୍ମଃନ୍ ରଃଜାର୍ କଃତାକ୍ ଅମାନ୍ୟା କଃରି କେ ତ ଅଃହ୍ଣାର୍ ତାସ୍ ହଃଦାୟ୍ ଆର୍ କେ ତ ଅଃହ୍ଣା ଅଃହ୍ଣାର୍ ବେବାର୍କେ ଗଃଳାୟ୍ ।
6 అన్యే లోకాస్తస్య దాసేయాన్ ధృత్వా దౌరాత్మ్యం వ్యవహృత్య తానవధిషుః|
ବାକି ଲକ୍ମଃନ୍ ରଃଜାର୍ ଗତି ଦଃଙ୍ଗ୍ଳାମଃନ୍କେ ଦଃରିକଃରି ଆର୍ଲା କଃଲାୟ୍ ଆର୍ ମଃର୍ନେ ହେଁ ମାର୍ଲାୟ୍ ।
7 అనన్తరం స నృపతిస్తాం వార్త్తాం శ్రుత్వా క్రుధ్యన్ సైన్యాని ప్రహిత్య తాన్ ఘాతకాన్ హత్వా తేషాం నగరం దాహయామాస|
ମଃତର୍ ରଃଜା ଇ କଃତା ସୁଣି ଜଃବର୍ ରିସା ଅୟ୍ଲା ଆର୍ ସେ ତାର୍ ସଃଇନ୍ ମଃନ୍କେ ହଃଟାୟ୍ କଃରି ସେ ହଃତ୍ୟାକାରିମଃନ୍କେ ମଃର୍ନେ ମାରାୟ୍ଲା, ଆର୍ ସେମଃନାର୍ ଗଃଳ୍କେ ବଃସମ୍ କଃଲା ।
8 తతః స నిజదాసేయాన్ బభాషే, వివాహీయం భోజ్యమాసాదితమాస్తే, కిన్తు నిమన్త్రితా జనా అయోగ్యాః|
ତାର୍ହଃଚେ ରଃଜା ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ‘ବିବା ବଜି ତ ରାନ୍ଦା ଅୟ୍ଲି ଆଚେ, ମଃତର୍ ମୁଁୟ୍ କୁଦି ରିଲା ଲକ୍ମଃନ୍ ବଜି କାଉଁକେ ଜୟ୍ଗ୍ ନାୟ୍ ।
9 తస్మాద్ యూయం రాజమార్గం గత్వా యావతో మనుజాన్ పశ్యత, తావతఏవ వివాహీయభోజ్యాయ నిమన్త్రయత|
ଅଃବେ ତୁମିମଃନ୍ ଗଃଳାର୍ ସଃବୁ ବଃଡ୍ ବଃଡ୍ ସାଉଳିମଃନ୍କେ ଜାହା ଆର୍ ଜଃତେକ୍ ଲକ୍ମଃନ୍କେ ଦଃକାସ୍, ସେ ସଃବୁ ଲକ୍କେ କୁଦି ଆଣା ।’
10 తదా తే దాసేయా రాజమార్గం గత్వా భద్రాన్ అభద్రాన్ వా యావతో జనాన్ దదృశుః, తావతఏవ సంగృహ్యానయన్; తతోఽభ్యాగతమనుజై ర్వివాహగృహమ్ అపూర్య్యత|
ସେତାକ୍ ସେ ଗତିଦଃଙ୍ଗ୍ଳାମଃନ୍ ସେ ବଃଡ୍ ବଃଡ୍ ସାଉଳିମଃନ୍କେ ଗଃଲାୟ୍ ଆର୍ ସେତି ସଃତ୍ ଆର୍ ଜଃତେକ୍ ଦୁସ୍ଟ୍ ଲକ୍ମଃନ୍କେ ଦଃକ୍ଲାୟ୍, ସେ ସଃବ୍କେ ରୁଣ୍ଡାୟ୍ ଆଣ୍ଲାୟ୍, ଆର୍ ସେସଃବୁ ଲକ୍ମଃନ୍ ବିବା ବଃଙ୍ଗ୍ଲାୟ୍ ବଃର୍ତି ଅୟଃଲାୟ୍ ।”
11 తదానీం స రాజా సర్వ్వానభ్యాగతాన్ ద్రష్టుమ్ అభ్యన్తరమాగతవాన్; తదా తత్ర వివాహీయవసనహీనమేకం జనం వీక్ష్య తం జగాద్,
“ମଃତର୍ ରଃଜା ବିବା ବଜିୟେ କୁଦ୍ଲା ଲକ୍ମଃନ୍କେ ଦଃକୁକେ ବିତ୍ରେ ଆସି ସେ ସେତି ବିବା ବଃସ୍ତର୍ ହିନ୍ଦିନଃରିଲା ଗଟେକ୍ ମାନାୟ୍କେ ଦଃକି କଃରି ତାକ୍ କୟ୍ଲା,
12 హే మిత్ర, త్వం వివాహీయవసనం వినా కథమత్ర ప్రవిష్టవాన్? తేన స నిరుత్తరో బభూవ|
‘ଏ ବାୟ୍, ତୁୟ୍ ବିବା ହଃଚ୍ୟା ନଃହିନ୍ଦି କଃନ୍କଃରି ଇ ଟାଣେ ଆସି ଆଚ୍ସି?’ ମଃତର୍ ସେମାନାୟ୍ କାୟ୍ବଃଲି ହେଁ ଉତୁର୍ ନଃଦିଲା ।
13 తదా రాజా నిజానుచరాన్ అవదత్, ఏతస్య కరచరణాన్ బద్ధా యత్ర రోదనం దన్తైర్దన్తఘర్షణఞ్చ భవతి, తత్ర వహిర్భూతతమిస్రే తం నిక్షిపత|
ସେତାକ୍ ରଃଜା ତାର୍ ସେବାକାରି ମଃନ୍କେ କୟ୍ଲା, ‘ଇ ମାନାୟ୍ର୍ ଆତେ ଗଡେ ବାନ୍ଦି ଆକ୍ ହଃଦାର୍ ଅଃନ୍ଦାରେ ହଃକାଉଆ, ତଃବେ ସେ ସେତି କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।’”
14 ఇత్థం బహవ ఆహూతా అల్పే మనోభిమతాః|
ଜିସୁ କୟ୍ ସଃରାୟ୍ ଇରି କୟ୍ଲା, “ବଃଲେକ୍ କୁଦ୍ଲା ଲକ୍ ଗାଦେକ୍, ମଃତର୍ ବାଚ୍ଲା ଲକ୍ ଉଣା ।”
15 అనన్తరం ఫిరూశినః ప్రగత్య యథా సంలాపేన తమ్ ఉన్మాథే పాతయేయుస్తథా మన్త్రయిత్వా
ସଃଡେବଃଳ୍ ପାରୁସିମଃନ୍ ସେତିହୁଣି ବାରାୟ୍ ଜାୟ୍ ଜିସୁକେ କଃତା ହଃଚାରି କଃରି ହାନ୍ଦେ ହଃକାଉଁକ୍ ସେମଃନ୍ କୁଟ୍ ହାଚ୍ଲାୟ୍ ।
16 హేరోదీయమనుజైః సాకం నిజశిష్యగణేన తం ప్రతి కథయామాసుః, హే గురో, భవాన్ సత్యః సత్యమీశ్వరీయమార్గముపదిశతి, కమపి మానుషం నానురుధ్యతే, కమపి నాపేక్షతే చ, తద్ వయం జానీమః|
ତଃବେ ସେମଃନ୍ ତାକାର୍ ଚେଲାମଃନ୍କେ ହେରଦିୟ ଦଃଳାର୍ କଃତେକ୍ ଲକ୍ମଃନାର୍ ସଃଙ୍ଗ୍ ଜିସୁର୍ ହାକ୍ ହଃଟାୟ୍ଲାୟ୍, ସେମଃନ୍ ଜାୟ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ଅଃମି ଜାଣୁଲୁ, ତୁୟ୍ ସଃତ୍ ଆର୍ ସଃତ୍ ବାବେ ଇସ୍ୱରାର୍ ଇସାବେ ସିକ୍ୟା ଦେଉଁଲିସ୍, ଆରେକ୍ ତୁୟ୍ କାକେ ହେଁ ନଃଡିରୁଲିସ୍ ବଃଲେକ୍ ତୁୟ୍ ଲକ୍ମଃନାର୍ ମୁକ୍ମେଟ୍ ନଃଦେକ୍ସି ।
17 అతః కైసరభూపాయ కరోఽస్మాకం దాతవ్యో న వా? అత్ర భవతా కిం బుధ్యతే? తద్ అస్మాన్ వదతు|
ତଃବେ ଅଃମିକ୍ କଃଉ, ରମ୍ ଦେସାର୍ ରଃଜା କାଇସର୍କେ ଅଃମି ସିସ୍ଟୁ ଦେତାର୍ ବିଦି କି ନାୟ୍?”
18 తతో యీశుస్తేషాం ఖలతాం విజ్ఞాయ కథితవాన్, రే కపటినః యుయం కుతో మాం పరిక్షధ్వే?
ମଃତର୍ ଜିସୁ ସେମଃନାର୍ କୁଟ୍ ଜାଣି କୟ୍ଲା, “ରେ ହେଟ୍କପଟ୍ୟାମଃନ୍, କାୟ୍ତାକ୍ ତୁମିମଃନ୍ ମକ୍ ହାନ୍ଦାୟ୍ ହଃକାଉଁକ୍ ଉପାୟ୍ କଃରୁଲାସ୍?
19 తత్కరదానస్య ముద్రాం మాం దర్శయత| తదానీం తైస్తస్య సమీపం ముద్రాచతుర్థభాగ ఆనీతే
ସେ ସିସ୍ଟୁ ଦେତା ଡାବୁ ମକ୍ ଦଃକାଉଆ ।” ତଃବେ ସେମଃନ୍ ଗଟ୍ କାସୁ ତାକ୍ ଦିଲାୟ୍ ।
20 స తాన్ పప్రచ్ఛ, అత్ర కస్యేయం మూర్త్తి ర్నామ చాస్తే? తే జగదుః, కైసరభూపస్య|
ଜିସୁ ସେମଃନ୍କେ ହଃଚାର୍ଲା, “ଇ ମୁର୍ତି ଆର୍ ନାଉଁ କାର୍?”
21 తతః స ఉక్తవాన, కైసరస్య యత్ తత్ కైసరాయ దత్త, ఈశ్వరస్య యత్ తద్ ఈశ్వరాయ దత్త|
ସେମଃନ୍ କୟ୍ଲାୟ୍, “ରମ୍ ରାଜିର୍ ରଃଜା କାଇସରାର୍ ।” ତଃବେ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ରି କାଇସରାର୍, ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।”
22 ఇతి వాక్యం నిశమ్య తే విస్మయం విజ్ఞాయ తం విహాయ చలితవన్తః|
ସେମଃନ୍ ଇ କଃତା ସୁଣି କାବା ଅୟଃଲାୟ୍ ଆର୍ ଜିସୁକେ ଚାଡି ହଃଳାୟ୍ଲାୟ୍ ।
23 తస్మిన్నహని సిదూకినోఽర్థాత్ శ్మశానాత్ నోత్థాస్యన్తీతి వాక్యం యే వదన్తి, తే యీశేరన్తికమ్ ఆగత్య పప్రచ్ఛుః,
ସେ ଦିନ୍ ସାଦୁକିମଃନାର୍ ବିତ୍ରେ କଃତେକ୍ ଲକ୍ ଜିସୁର୍ ଲଃଗେ ଆୟ୍ଲାୟ୍, ସେମଃନ୍ ମଃଲା ଲକ୍ମଃନ୍ ଆରେକ୍ ଉଟ୍ତି ବଃଲି ନଃମାନ୍ତି ରିଲାୟ୍ ।
24 హే గురో, కశ్చిన్మనుజశ్చేత్ నిఃసన్తానః సన్ ప్రాణాన్ త్యజతి, తర్హి తస్య భ్రాతా తస్య జాయాం వ్యుహ్య భ్రాతుః సన్తానమ్ ఉత్పాదయిష్యతీతి మూసా ఆదిష్టవాన్|
ସେମଃନ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ମସା କୟ୍ଆଚେ ଜେ, କେ ଜଦି ବିବା ଅୟ୍ ହିଲାମଃନ୍ ନଃଉତ୍ ମଃରେଦ୍, ତଃବେ ତାର୍ ବାୟ୍ସି, ମଃରୁ ବାୟ୍ସିର୍ ଡକୁର୍ସିକେ ବିବା ଅୟ୍ ସେ ତାର୍ ବାୟ୍ସିର୍ ଗିନେ ହିଲା ଜଃଲମ୍ କଃରେଦ୍ ଆର୍ ସେ ହିଲା ସେ ମଃଲା ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।
25 కిన్త్వస్మాకమత్ర కేఽపి జనాః సప్తసహోదరా ఆసన్, తేషాం జ్యేష్ఠ ఏకాం కన్యాం వ్యవహాత్, అపరం ప్రాణత్యాగకాలే స్వయం నిఃసన్తానః సన్ తాం స్త్రియం స్వభ్రాతరి సమర్పితవాన్,
ତଃବେ ଦଃକ୍, ଅଃମାର୍ ବିତ୍ରେ ସାତ୍ ବାୟ୍ ରିଲାୟ୍, ହଃର୍ତୁ ବାୟ୍ ବିବା ଅୟ୍ ମଃଲା, ଆର୍ ହିଲାଟକି ନଃରିଲାକ୍ ତାର୍ ଡକୁର୍ସିକେ ତାର୍ ହିଟିର୍ ବାୟ୍ସି ସଃଙ୍ଗାୟ୍ଲା ।
26 తతో ద్వితీయాదిసప్తమాన్తాశ్చ తథైవ చక్రుః|
ତାର୍ ହିଟିର୍ ବାୟ୍ସି ଆରେକ୍ ତାର୍ ହିଟିର୍ ବାୟ୍ସି, ଇ ରଃକମ୍ ସାତ୍ ବାୟ୍ ଜାକ ହେଁ ସେ ଟକିକେ ସଃଙ୍ଗାୟ୍ଲାୟ୍, ଆର୍ ହିଲାଟକି ନଃଉତ୍ ମଃଲାୟ୍ ।
ହଃଚେ ସେ ମାୟ୍ଜି ହେଁ ମଃଲି ।
28 మృతానామ్ ఉత్థానసమయే తేషాం సప్తానాం మధ్యే సా నారీ కస్య భార్య్యా భవిష్యతి? యస్మాత్ సర్వ్వఏవ తాం వ్యవహన్|
ତଃବେ ହଃଚେ ଜଃଡେବଃଳ୍ ମଃଲାଲକ୍ମଃନ୍ ଉଟ୍ତି ଆଚେ ସଃଡେବଃଳ୍ ସେ ମାୟ୍ଜି ସାତ୍ ବାୟ୍ ବିତ୍ରାର୍ କାର୍ ଡକୁର୍ସି ଅୟ୍ଦ୍, ବଃଲେକ୍ ସେ ସାତ୍ ବାୟ୍ ହେଁ ତ ତାକ୍ ସଃଙ୍ଗାୟ୍ ରିଲାୟ୍ ।”
29 తతో యీశుః ప్రత్యవాదీత్, యూయం ధర్మ్మపుస్తకమ్ ఈశ్వరీయాం శక్తిఞ్చ న విజ్ఞాయ భ్రాన్తిమన్తః|
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଦଃର୍ମ୍ ସାସ୍ତର୍ ଆର୍ ଇସ୍ୱରାର୍ ସଃକ୍ତି ହେଁ ନଃଜାଣି ବୁଲ୍କି ଜଃଉଁଲାସ୍ ।
30 ఉత్థానప్రాప్తా లోకా న వివహన్తి, న చ వాచా దీయన్తే, కిన్త్వీశ్వరస్య స్వర్గస్థదూతానాం సదృశా భవన్తి|
ବଃଲେକ୍ ମଃଲା ଲକ୍ମଃନ୍ ଉଟ୍ତି ସଃଡେବଃଳ୍ ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । ମଃତର୍ ସେମଃନ୍ ସଃର୍ଗାର୍ ଦୁତ୍ମଃନାର୍ ହର୍ ଅୟ୍ ରେତି ।
31 అపరం మృతానాముత్థానమధి యుష్మాన్ ప్రతీయమీశ్వరోక్తిః,
ମଃଲା ଲକ୍ମଃନ୍ ଉଟ୍ତାର୍ କଃତା ଇସ୍ୱର୍ ଜୁୟ୍ରି ତୁମିମଃନ୍କେ କୟ୍ଲା ଆଚେ, ସେରି କି କଃବେ ତୁମିମଃନ୍ ନଃହଳାସ୍?
32 "అహమిబ్రాహీమ ఈశ్వర ఇస్హాక ఈశ్వరో యాకూబ ఈశ్వర" ఇతి కిం యుష్మాభి ర్నాపాఠి? కిన్త్వీశ్వరో జీవతామ్ ఈశ్వర: , స మృతానామీశ్వరో నహి|
‘ଅଃମି ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍ ଆର୍ ଜାକୁବର୍ ଇସ୍ୱର୍ ।’ ସେ ମଃଲା ଲକ୍ମଃନାର୍ ଇସ୍ୱର୍ ନୟ୍, ମଃତର୍ ବଚ୍ଲା ଲକାର୍ ଇସ୍ୱର୍ ।”
33 ఇతి శ్రుత్వా సర్వ్వే లోకాస్తస్యోపదేశాద్ విస్మయం గతాః|
ଜିସୁର୍ ଇ ସିକ୍ୟା ସୁଣିକଃରି ଲକ୍ମଃନ୍ ବଃଡେ କାବା ଅୟଃଲାୟ୍ ।
34 అనన్తరం సిదూకినామ్ నిరుత్తరత్వవార్తాం నిశమ్య ఫిరూశిన ఏకత్ర మిలితవన్తః,
ଜିସୁ ସାଦୁକିମଃନ୍କେ ତୁନ୍ ହାଳାୟ୍ଲା ଆଚେ ବଃଲି ସୁଣି ପାରୁସିମଃନ୍ ଗଟେତଃୟ୍ଁ ରୁଣ୍ଡ୍ଲାୟ୍ ।
35 తేషామేకో వ్యవస్థాపకో యీశుం పరీక్షితుం పపచ్ఛ,
ଆର୍ ସେମଃନାର୍ ବିତ୍ରେ ଗଟେକ୍ ବିଦି ସିକାଉ ଜିସୁକେ ହାନ୍ଦାୟ୍ ହଃକାଉଁକ୍ ହଃଚାର୍ଲା,
36 హే గురో వ్యవస్థాశాస్త్రమధ్యే కాజ్ఞా శ్రేష్ఠా?
“ଏ ଗୁରୁ, ମସାର୍ ବିଦି ବିତ୍ରେ କୁୟ୍ ଆଦେସ୍ ବଃଡ୍?”
37 తతో యీశురువాచ, త్వం సర్వ్వాన్తఃకరణైః సర్వ్వప్రాణైః సర్వ్వచిత్తైశ్చ సాకం ప్రభౌ పరమేశ్వరే ప్రీయస్వ,
ଜିସୁ ତାକ୍ କୟ୍ଲା, “ତୁୟ୍ ଅଃହ୍ଣାର୍ ସଃର୍ନେ ମଃନ୍, ସଃବୁ ଜିବନ୍, ସଃବୁ ମଃନ୍ ଦଃୟ୍ ମାପ୍ରୁ ଅଃହ୍ଣାର୍ ଇସ୍ୱର୍କେ ଲାଡ୍ କଃର୍ ।
38 ఏషా ప్రథమమహాజ్ఞా| తస్యాః సదృశీ ద్వితీయాజ్ఞైషా,
ଇରି ଅଃଉଁଲି ସଃବ୍କେ ବଃଡ୍ ଆର୍ ହଃର୍ତୁ ଆଦେସ୍ ।
39 తవ సమీపవాసిని స్వాత్మనీవ ప్రేమ కురు|
ତାର୍ ହଃଚାର୍ ବଲ୍ ହେଁ ଇ ବଲ୍ ହର୍, ‘ତୁମି ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’
40 అనయో ర్ద్వయోరాజ్ఞయోః కృత్స్నవ్యవస్థాయా భవిష్యద్వక్తృగ్రన్థస్య చ భారస్తిష్ఠతి|
ଇ ଜଳେକ୍ ଆଦେସ୍ ଉହ୍ରେ ମସାର୍ ସଃର୍ନେ ବିଦି ଆର୍ ବାବ୍ବାଦିମଃନାର୍ ସିକ୍ୟା ବଃର୍ସା କଃରୁଲି ।”
41 అనన్తరం ఫిరూశినామ్ ఏకత్ర స్థితికాలే యీశుస్తాన్ పప్రచ్ఛ,
ପାରୁସିମଃନ୍ ଗଟେଟାଣେ ରୁଣ୍ଡି ରିଲାବଃଳ୍ ଜିସୁ ସେମଃନ୍କେ ହଃଚାର୍ଲା,
42 ఖ్రీష్టమధి యుష్మాకం కీదృగ్బోధో జాయతే? స కస్య సన్తానః? తతస్తే ప్రత్యవదన్, దాయూదః సన్తానః|
“କ୍ରିସ୍ଟ ବଃଲେକ୍ ମସିଅକ୍ କେ ବଃଲି ତୁମିମଃନ୍ କାୟ୍ରି ବାବୁଲାସ୍, ସେ କାର୍ ହୟ୍ସି?” ସେମଃନ୍ ଜିସୁକେ କୟ୍ଲାୟ୍, “ଦାଉଦାର୍ ହୟ୍ସି ।”
43 తదా స ఉక్తవాన్, తర్హి దాయూద్ కథమ్ ఆత్మాధిష్ఠానేన తం ప్రభుం వదతి?
ଜିସୁ ସେମଃନ୍କେ କୟ୍ଲା, “ତଃବେ ଦାଉଦ୍ ମସିଆକ୍ ‘ମର୍ ମାପ୍ରୁ’ ବଃଲି କାୟ୍ତାକ୍ କୟ୍ଆଚେ? କାୟ୍ତାକ୍ବଃଲେକ୍ ଆତ୍ମା ତଃୟ୍ହୁଣି ସେ ଇରି ଲେକିଆଚେ,
44 యథా మమ ప్రభుమిదం వాక్యమవదత్ పరమేశ్వరః| తవారీన్ పాదపీఠం తే యావన్నహి కరోమ్యహం| తావత్ కాలం మదీయే త్వం దక్షపార్శ్వ ఉపావిశ| అతో యది దాయూద్ తం ప్రభుం వదతి, ర్తిహ స కథం తస్య సన్తానో భవతి?
‘ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା, ମୁୟ୍ ଜଃଡେବଃଳ୍ ହଃତେକ୍ ତୁମାର୍ ସଃତ୍ରୁମଃନ୍କେ, ତୁମାର୍ ହାଦ୍ ତଃଳେ ନଃକେରି ଆଚୁ, ସଃଡେବଃଳ୍ ହଃତେକ୍ ମର୍ କାତାକୁଚି ବାଟ୍ ବଃସିରେ ।’
45 తదానీం తేషాం కోపి తద్వాక్యస్య కిమప్యుత్తరం దాతుం నాశక్నోత్;
ଜଦି ଦାଉଦ୍ ମସିଆକ୍ ‘ମର୍ ମାପ୍ରୁ’ ବଃଲି କୟ୍ଆଚେ, ତଃବେ କ୍ରିସ୍ଟ କଃନ୍କଃରି ଦାଉଦାର୍ ହୟ୍ସି ଅଃଉଁ ହାରେ?”
46 తద్దినమారభ్య తం కిమపి వాక్యం ప్రష్టుం కస్యాపి సాహసో నాభవత్|
ତଃବେ ଜିସୁକେ କେହେଁ ହଃଦେକ୍ କଃଉଁକେ ନଃହାୟ୍ଲାୟ୍, ଆର୍ ସେଦିନ୍ ହୁଣି କେହେଁ ତାକ୍ କାୟ୍ କଃତା ହେଁ ହଃଚାରୁକ୍ ସାସ୍ ନଃକେଲାୟ୍ ।