< మథిః 10 >
1 అనన్తరం యీశు ర్ద్వాదశశిష్యాన్ ఆహూయామేధ్యభూతాన్ త్యాజయితుం సర్వ్వప్రకారరోగాన్ పీడాశ్చ శమయితుం తేభ్యః సామర్థ్యమదాత్|
୧ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା ।
2 తేషాం ద్వాదశప్రేష్యాణాం నామాన్యేతాని| ప్రథమం శిమోన్ యం పితరం వదన్తి, తతః పరం తస్య సహజ ఆన్ద్రియః, సివదియస్య పుత్రో యాకూబ్
୨ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍,
3 తస్య సహజో యోహన్; ఫిలిప్ బర్థలమయ్ థోమాః కరసంగ్రాహీ మథిః, ఆల్ఫేయపుత్రో యాకూబ్,
୩ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
4 కినానీయః శిమోన్, య ఈష్కరియోతీయయిహూదాః ఖ్రీష్టం పరకరేఽర్పయత్|
୪କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
5 ఏతాన్ ద్వాదశశిష్యాన్ యీశుః ప్రేషయన్ ఇత్యాజ్ఞాపయత్, యూయమ్ అన్యదేశీయానాం పదవీం శేమిరోణీయానాం కిమపి నగరఞ్చ న ప్రవిశ్యే
୫ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
6 ఇస్రాయేల్గోత్రస్య హారితా యే యే మేషాస్తేషామేవ సమీపం యాత|
୬ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା ।
7 గత్వా గత్వా స్వర్గస్య రాజత్వం సవిధమభవత్, ఏతాం కథాం ప్రచారయత|
୭ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ!
8 ఆమయగ్రస్తాన్ స్వస్థాన్ కురుత, కుష్ఠినః పరిష్కురుత, మృతలోకాన్ జీవయత, భూతాన్ త్యాజయత, వినా మూల్యం యూయమ్ అలభధ్వం వినైవ మూల్యం విశ్రాణయత|
୮ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
9 కిన్తు స్వేషాం కటిబన్ధేషు స్వర్ణరూప్యతామ్రాణాం కిమపి న గృహ్లీత|
୯ଡାବୁ ମିସା ନିଆନାଇ ।
10 అన్యచ్చ యాత్రాయై చేలసమ్పుటం వా ద్వితీయవసనం వా పాదుకే వా యష్టిః, ఏతాన్ మా గృహ్లీత, యతః కార్య్యకృత్ భర్త్తుం యోగ్యో భవతి|
୧୦ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
11 అపరం యూయం యత్ పురం యఞ్చ గ్రామం ప్రవిశథ, తత్ర యో జనో యోగ్యపాత్రం తమవగత్య యానకాలం యావత్ తత్ర తిష్ఠత|
୧୧“ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ ।
12 యదా యూయం తద్గేహం ప్రవిశథ, తదా తమాశిషం వదత|
୧୨ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ ।
13 యది స యోగ్యపాత్రం భవతి, తర్హి తత్కల్యాణం తస్మై భవిష్యతి, నోచేత్ సాశీర్యుష్మభ్యమేవ భవిష్యతి|
୧୩ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।
14 కిన్తు యే జనా యుష్మాకమాతిథ్యం న విదధతి యుష్మాకం కథాఞ్చ న శృణ్వన్తి తేషాం గేహాత్ పురాద్వా ప్రస్థానకాలే స్వపదూలీః పాతయత|
୧୪ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା ।
15 యుష్మానహం తథ్యం వచ్మి విచారదినే తత్పురస్య దశాతః సిదోమమోరాపురయోర్దశా సహ్యతరా భవిష్యతి|
୧୫ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।”
16 పశ్యత, వృకయూథమధ్యే మేషః యథావిస్తథా యుష్మాన ప్రహిణోమి, తస్మాద్ యూయమ్ అహిరివ సతర్కాః కపోతాఇవాహింసకా భవత|
୧୬“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
17 నృభ్యః సావధానా భవత; యతస్తై ర్యూయం రాజసంసది సమర్పిష్యధ్వే తేషాం భజనగేహే ప్రహారిష్యధ్వే|
୧୭ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ ।
18 యూయం మన్నామహేతోః శాస్తృణాం రాజ్ఞాఞ్చ సమక్షం తానన్యదేశినశ్చాధి సాక్షిత్వార్థమానేష్యధ్వే|
୧୮ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା ।
19 కిన్త్విత్థం సమర్పితా యూయం కథం కిముత్తరం వక్ష్యథ తత్ర మా చిన్తయత, యతస్తదా యుష్మాభి ర్యద్ వక్తవ్యం తత్ తద్దణ్డే యుష్మన్మనః సు సముపస్థాస్యతి|
୧୯ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
20 యస్మాత్ తదా యో వక్ష్యతి స న యూయం కిన్తు యుష్మాకమన్తరస్థః పిత్రాత్మా|
୨୦କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।”
21 సహజః సహజం తాతః సుతఞ్చ మృతౌ సమర్పయిష్యతి, అపత్యాగి స్వస్వపిత్రో ర్విపక్షీభూయ తౌ ఘాతయిష్యన్తి|
୨୧ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।
22 మన్నమహేతోః సర్వ్వే జనా యుష్మాన్ ఋతీయిష్యన్తే, కిన్తు యః శేషం యావద్ ధైర్య్యం ఘృత్వా స్థాస్యతి, స త్రాయిష్యతే|
୨୨ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
23 తై ర్యదా యూయమేకపురే తాడిష్యధ్వే, తదా యూయమన్యపురం పలాయధ్వం యుష్మానహం తథ్యం వచ్మి యావన్మనుజసుతో నైతి తావద్ ఇస్రాయేల్దేశీయసర్వ్వనగరభ్రమణం సమాపయితుం న శక్ష్యథ|
୨୩ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
24 గురోః శిష్యో న మహాన్, ప్రభోర్దాసో న మహాన్|
୨୪“କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ ।
25 యది శిష్యో నిజగురో ర్దాసశ్చ స్వప్రభోః సమానో భవతి తర్హి తద్ యథేష్టం| చేత్తైర్గృహపతిర్భూతరాజ ఉచ్యతే, తర్హి పరివారాః కిం తథా న వక్ష్యన్తే?
୨୫ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
26 కిన్తు తేభ్యో యూయం మా బిభీత, యతో యన్న ప్రకాశిష్యతే, తాదృక్ ఛాదితం కిమపి నాస్తి, యచ్చ న వ్యఞ్చిష్యతే, తాదృగ్ గుప్తం కిమపి నాస్తి|
୨୬“ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି ।
27 యదహం యుష్మాన్ తమసి వచ్మి తద్ యుష్మాభిర్దీప్తౌ కథ్యతాం; కర్ణాభ్యాం యత్ శ్రూయతే తద్ గేహోపరి ప్రచార్య్యతాం|
୨୭ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।
28 యే కాయం హన్తుం శక్నువన్తి నాత్మానం, తేభ్యో మా భైష్ట; యః కాయాత్మానౌ నిరయే నాశయితుం, శక్నోతి, తతో బిభీత| (Geenna )
୨୮ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । (Geenna )
29 ద్వౌ చటకౌ కిమేకతామ్రముద్రయా న విక్రీయేతే? తథాపి యుష్మత్తాతానుమతిం వినా తేషామేకోపి భువి న పతతి|
୨୯ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ ।
30 యుష్మచ్ఛిరసాం సర్వ్వకచా గణితాంః సన్తి|
୩୦ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ ।
31 అతో మా బిభీత, యూయం బహుచటకేభ్యో బహుమూల్యాః|
୩୧ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।”
32 యో మనుజసాక్షాన్మామఙ్గీకురుతే తమహం స్వర్గస్థతాతసాక్షాదఙ్గీకరిష్యే|
୩୨“ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି ।
33 పృథ్వ్యామహం శాన్తిం దాతుమాగతఇతి మానుభవత, శాన్తిం దాతుం న కిన్త్వసిం|
୩୩ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
34 పితృమాతృశ్చశ్రూభిః సాకం సుతసుతాబధూ ర్విరోధయితుఞ్చాగతేస్మి|
୩୪“ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
35 తతః స్వస్వపరివారఏవ నృశత్రు ర్భవితా|
୩୫ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି ।
36 యః పితరి మాతరి వా మత్తోధికం ప్రీయతే, స న మదర్హః;
୩୬ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।”
37 యశ్చ సుతే సుతాయాం వా మత్తోధికం ప్రీయతే, సేపి న మదర్హః|
୩୭“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
38 యః స్వక్రుశం గృహ్లన్ మత్పశ్చాన్నైతి, సేపి న మదర్హః|
୩୮ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
39 యః స్వప్రాణానవతి, స తాన్ హారయిష్యతే, యస్తు మత్కృతే స్వప్రాణాన్ హారయతి, స తానవతి|
୩୯ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।”
40 యో యుష్మాకమాతిథ్యం విదధాతి, స మమాతిథ్యం విదధాతి, యశ్చ మమాతిథ్యం విదధాతి, స మత్ప్రేరకస్యాతిథ్యం విదధాతి|
୪୦“ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି ।
41 యో భవిష్యద్వాదీతి జ్ఞాత్వా తస్యాతిథ్యం విధత్తే, స భవిష్యద్వాదినః ఫలం లప్స్యతే, యశ్చ ధార్మ్మిక ఇతి విదిత్వా తస్యాతిథ్యం విధత్తే స ధార్మ్మికమానవస్య ఫలం ప్రాప్స్యతి|
୪୧ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି ।
42 యశ్చ కశ్చిత్ ఏతేషాం క్షుద్రనరాణామ్ యం కఞ్చనైకం శిష్య ఇతి విదిత్వా కంసైకం శీతలసలిలం తస్మై దత్తే, యుష్మానహం తథ్యం వదామి, స కేనాపి ప్రకారేణ ఫలేన న వఞ్చిష్యతే|
୪୨ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”