< యోహనః 9 >
1 తతః పరం యీశుర్గచ్ఛన్ మార్గమధ్యే జన్మాన్ధం నరమ్ అపశ్యత్|
୧ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା ।
2 తతః శిష్యాస్తమ్ అపృచ్ఛన్ హే గురో నరోయం స్వపాపేన వా స్వపిత్రాః పాపేనాన్ధోఽజాయత?
୨ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, “ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି?”
3 తతః స ప్రత్యుదితవాన్ ఏతస్య వాస్య పిత్రోః పాపాద్ ఏతాదృశోభూద ఇతి నహి కిన్త్వనేన యథేశ్వరస్య కర్మ్మ ప్రకాశ్యతే తద్ధేతోరేవ|
୩ଜିସୁ କଇଲା, “ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ ।
4 దినే తిష్ఠతి మత్ప్రేరయితుః కర్మ్మ మయా కర్త్తవ్యం యదా కిమపి కర్మ్మ న క్రియతే తాదృశీ నిశాగచ్ఛతి|
୪ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ ।
5 అహం యావత్కాలం జగతి తిష్ఠామి తావత్కాలం జగతో జ్యోతిఃస్వరూపోస్మి|
୫ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।”
6 ఇత్యుక్త్తా భూమౌ నిష్ఠీవం నిక్షిప్య తేన పఙ్కం కృతవాన్
୬ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା ।
7 పశ్చాత్ తత్పఙ్కేన తస్యాన్ధస్య నేత్రే ప్రలిప్య తమిత్యాదిశత్ గత్వా శిలోహే ఽర్థాత్ ప్రేరితనామ్ని సరసి స్నాహి| తతోన్ధో గత్వా తత్రాస్నాత్ తతః ప్రన్నచక్షు ర్భూత్వా వ్యాఘుట్యాగాత్|
୭ଆରି ତାକେ କଇଲା, “ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।” ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
8 అపరఞ్చ సమీపవాసినో లోకా యే చ తం పూర్వ్వమన్ధమ్ అపశ్యన్ తే బక్త్తుమ్ ఆరభన్త యోన్ధలోకో వర్త్మన్యుపవిశ్యాభిక్షత స ఏవాయం జనః కిం న భవతి?
୮କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, “ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି?”
9 కేచిదవదన్ స ఏవ కేచిదవోచన్ తాదృశో భవతి కిన్తు స స్వయమబ్రవీత్ స ఏవాహం భవామి|
୯କେତେ ଲକ୍ମନ୍ କଇଲାଇ, “ଉଁ ଏତାଉ ସେ ଲକ୍ସେ ।” ମାତର୍ ଆରି ଅଦେକ୍ ଲକ୍ କଇଲାଇ, “ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।” ମାତର୍ କାଣା କଇଲା, “ମୁଇସେ ଆଗ୍ତୁ କାଣା ଅଇରଇଲି ।”
10 అతఏవ తే ఽపృచ్ఛన్ త్వం కథం దృష్టిం పాప్తవాన్?
୧୦ଲକ୍ମନ୍ ତାକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି?”
11 తతః సోవదద్ యీశనామక ఏకో జనో మమ నయనే పఙ్కేన ప్రలిప్య ఇత్యాజ్ఞాపయత్ శిలోహకాసారం గత్వా తత్ర స్నాహి| తతస్తత్ర గత్వా మయి స్నాతే దృష్టిమహం లబ్ధవాన్|
୧୧କାଣା ସେମନ୍କେ କଇଲା, “ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।”
12 తదా తే ఽవదన్ స పుమాన్ కుత్ర? తేనోక్త్తం నాహం జానామి|
୧୨ଆରି ଲକ୍ମନ୍ ତାକେ କଇଲାଇ, “ସେ କନ୍ତି ଆଚେ?” ସେ “ମୁଇ ନାଜାନି” ବଲି କଇଲା ।
13 అపరం తస్మిన్ పూర్వ్వాన్ధే జనే ఫిరూశినాం నికటమ్ ఆనీతే సతి ఫిరూశినోపి తమపృచ్ఛన్ కథం దృష్టిం ప్రాప్తోసి?
୧୩ତାର୍ ପଚେ ଲକ୍ମନ୍ ଆଗେଅନି କାଣା ଅଇରଇଲା ଲକ୍କେ ପାରୁସିମନର୍ ଲଗେ ଡାକିନେଲାଇ ।
14 తతః స కథితవాన్ స పఙ్కేన మమ నేత్రే ఽలిమ్పత్ పశ్చాద్ స్నాత్వా దృష్టిమలభే|
୧୪ଜିସୁ ଜନ୍ ଦିନେ କାଦ ଲିପିକରି ତାର୍ ଆଁକି ନିକ କରିରଇଲା, ସେ ଦିନ୍ ବିସ୍ରାମ୍ବାର୍ ରଇଲା ।
15 కిన్తు యీశు ర్విశ్రామవారే కర్ద్దమం కృత్వా తస్య నయనే ప్రసన్నేఽకరోద్ ఇతికారణాత్ కతిపయఫిరూశినోఽవదన్
୧୫ପାରୁସି ଲକ୍ମନ୍ ତାକେ ଆରିତରେକ୍ ପାଚାର୍ଲାଇ, “ତୁଇ କେନ୍ତାର୍ ଦେକିପାର୍ଲୁସ୍ନି?” ତେଇ ସେ ସେମନ୍କେ କଇଲା, “ଜିସୁ ମର୍ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍ଲିନି ।”
16 స పుమాన్ ఈశ్వరాన్న యతః స విశ్రామవారం న మన్యతే| తతోన్యే కేచిత్ ప్రత్యవదన్ పాపీ పుమాన్ కిమ్ ఏతాదృశమ్ ఆశ్చర్య్యం కర్మ్మ కర్త్తుం శక్నోతి?
୧୬କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।” ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ ।
17 ఇత్థం తేషాం పరస్పరం భిన్నవాక్యత్వమ్ అభవత్| పశ్చాత్ తే పునరపి తం పూర్వ్వాన్ధం మానుషమ్ అప్రాక్షుః యో జనస్తవ చక్షుషీ ప్రసన్నే కృతవాన్ తస్మిన్ త్వం కిం వదసి? స ఉక్త్తవాన్ స భవిశద్వాదీ|
୧୭ସେଟାର୍ ପାଇ ସେମନ୍ ସେ ଲକ୍କେ ଆରି ତରେକ୍ ପାଚାର୍ଲାଇ, “ତକେ ଜିସୁ ନିମାନ୍ କଲାଜେ ଦେକି ପାର୍ଲୁସ୍ନି । ଏନ୍ତି ବଇଲେ ତୁଇ ତାକେ କେ ବଲି ବାବ୍ଲୁସ୍ନି?” ସେ ଲକ୍ ସେମନ୍କେ କଇଲା, “ସେ ଗଟେକ୍ ବବିସତ୍ବକ୍ତା ।”
18 స దృష్టిమ్ ఆప్తవాన్ ఇతి యిహూదీయాస్తస్య దృష్టిం ప్రాప్తస్య జనస్య పిత్రో ర్ముఖాద్ అశ్రుత్వా న ప్రత్యయన్|
୧୮ଜିଉଦି ନେତାମନ୍ ସେ ନିମାନ୍ ଅଇଲା ଲକ୍ ଆଗ୍ତୁ କାଣା ରଇଲା ଜେ ଏବେ ସେ ଦେକିପାର୍ବା ବିସଇ ମୁଲ୍କେ ବିସ୍ବାସ୍ କରତ୍ନାଇ । ପାରୁସିମନ୍ ସେ ଲକର୍ ମାଆ ବାବାକେ ନ ଡାକ୍ବା ଜାକ ମୁଲ୍କେ ବିସ୍ବାସ୍ କରତ୍ନାଇ ।
19 అతఏవ తే తావపృచ్ఛన్ యువయో ర్యం పుత్రం జన్మాన్ధం వదథః స కిమయం? తర్హీదానీం కథం ద్రష్టుం శక్నోతి?
୧୯ସେମନ୍ ତାର୍ ମାଆ ବାବାକେ ପାଚାର୍ଲାଇ, “ଏଟା ତମର୍ ପିଲା କି? ସେ ଜନ୍ମେ ଅନି କାଣାଟା ବଲି ତମେ କଇଲାସ୍ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍ଲାନି?”
20 తతస్తస్య పితరౌ ప్రత్యవోచతామ్ అయమ్ ఆవయోః పుత్ర ఆ జనేరన్ధశ్చ తదప్యావాం జానీవః
୨୦ତାର୍ ମାଆ ବାବା କଇଲାଇ, “ଉଁ ଏଟା ଆମର୍ ପିଲା । ସେ ଜନ୍ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ ।
21 కిన్త్వధునా కథం దృష్టిం ప్రాప్తవాన్ తదావాం న్ జానీవః కోస్య చక్షుషీ ప్రసన్నే కృతవాన్ తదపి న జానీవ ఏష వయఃప్రాప్త ఏనం పృచ్ఛత స్వకథాం స్వయం వక్ష్యతి|
୨୧ମାତର୍ ଏବେ ସେ କେନ୍ତି ଦେକିପାର୍ଲାନି ଆରି କେ ତାକେ ନିମାନ୍ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।”
22 యిహూదీయానాం భయాత్ తస్య పితరౌ వాక్యమిదమ్ అవదతాం యతః కోపి మనుష్యో యది యీశుమ్ అభిషిక్తం వదతి తర్హి స భజనగృహాద్ దూరీకారిష్యతే యిహూదీయా ఇతి మన్త్రణామ్ అకుర్వ్వన్
୨୨ତାର୍ ମାଆ ବାବା ଜିଉଦି ନେତାମନ୍କେ ଡରି ଏନ୍ତି ବଲି କଇଦେଲାଇ । କାଇକେ ବଇଲେ ଜିସୁକେ ଜଦି ମସିଅ ବଲି କଇସି ବଇଲେ ତାକେ ପର୍ମେସର୍କେ ଉପାସନା କର୍ବା ଗର୍ ବିତ୍ରେ ଜିବାକେ ନ ଦେଅତ୍ ବଲି ଆଗ୍ତୁସେ କଇରଇଲାଇ ।
23 అతస్తస్య పితరౌ వ్యాహరతామ్ ఏష వయఃప్రాప్త ఏనం పృచ్ఛత|
୨୩ସେଟାର୍ପାଇ ସେ ମାଆ ବାବା କଇଲାଇ, “ସେ ତ ବଡ୍ ଅଇଲା ଆଚେ, ତାକେ ପାଚାରା ।”
24 తదా తే పునశ్చ తం పూర్వ్వాన్ధమ్ ఆహూయ వ్యాహరన్ ఈశ్వరస్య గుణాన్ వద ఏష మనుష్యః పాపీతి వయం జానీమః|
୨୪ସେମନ୍ ସେ ଲକ୍କେ ଆରି ତରେକ୍ ବିତ୍ରେ ଡାକି କରି ପାଚାର୍ଲାଇ, “ପର୍ମେସର୍କେ ରାନ୍ ପାକାଇ କ । ଜିସୁ ଗଟେକ୍ ପାପି ଲକ୍ ବଲି ଆମେ ଜାନୁ ।”
25 తదా స ఉక్త్తవాన్ స పాపీ న వేతి నాహం జానే పూర్వామన్ధ ఆసమహమ్ అధునా పశ్యామీతి మాత్రం జానామి|
୨୫ତାର୍ ପଚେ ସେମନ୍କେ ସେ କଇଲା, “ସେ ପାପି ଲକ୍କି ନଏଁ ସେଟା ମୁଇ ଜାନି ନାଇ । ମାତର୍ ମୁଇ ଗଟେକ୍ ବିସଇ ଜାନି ଆଚି ସେଟା ଅଇଲାନି, ମୁଇ ଆଗ୍ତୁ କାଣା ରଇଲି, ଏବେ ଦେକି ପାର୍ଲିନି ।”
26 తే పునరపృచ్ఛన్ స త్వాం ప్రతి కిమకరోత్? కథం నేత్రే ప్రసన్నే ఽకరోత్?
୨୬ଜିଉଦି ନେତାମନ୍ ତାକେ ପାଚାର୍ଲାଇ, “ସେ ତକେ କାଇଟା କଲା? କେନ୍ତି ତର୍ ଆଁକି ପିଟାଇଦେଲା?”
27 తతః సోవాదీద్ ఏకకృత్వోకథయం యూయం న శృణుథ తర్హి కుతః పునః శ్రోతుమ్ ఇచ్ఛథ? యూయమపి కిం తస్య శిష్యా భవితుమ్ ఇచ్ఛథ?
୨୭ସେ ସେମନ୍କେ କଇଲା, “ମୁଇ ଆଗ୍ତୁସେ କଇ ସାରାଇଆଚି, ମାତର୍ ତମେ ମାନ୍ବାକେ ମନ୍ କରାସ୍ ନାଇ । ଏବେ ଆରି ତରେକ୍ କାଇକେ ପାଚାର୍ଲାସ୍ନି? ତମେ ମିସା କାଇ ତାର୍ ସିସ୍ ଅଇବାକେ ମନ୍କଲାସ୍ନି କି?”
28 తదా తే తం తిరస్కృత్య వ్యాహరన్ త్వం తస్య శిష్యో వయం మూసాః శిష్యాః|
୨୮ସେମନ୍ ସାଇପ୍ ଦେଇ କଇଲାଇ, “ତୁଇ କାଇ ତାର୍ ସିସ୍ ଅଇସୁ, ଆମେ ନଉଁ, ଆମେ ମସାର୍ ସିସ୍ମନ୍ ।
29 మూసావక్త్రేణేశ్వరో జగాద తజ్జానీమః కిన్త్వేష కుత్రత్యలోక ఇతి న జానీమః|
୨୯ପର୍ମେସର୍ ମସାର୍ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍ ଏ ଲକ୍ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
30 సోవదద్ ఏష మమ లోచనే ప్రసన్నే ఽకరోత్ తథాపి కుత్రత్యలోక ఇతి యూయం న జానీథ ఏతద్ ఆశ్చర్య్యం భవతి|
୩୦ତାର୍ ପଚେ ସେ ଲକ୍ ଜିଉଦି ନେତାମନ୍କେ କଇଲା, “ଏଟା ଗଟେକ୍ ବେସି ବଡ୍ କାବାଅଇଜିବା ବିସଇ । ସେ ଲକ୍ ମର୍ ଆଁକି ନିମାନ୍ କଲାଆଚେ, ମାତର୍ ସେ କନ୍ତିଅନି ଆଇଲା ଆଚେ, ସେଟା ତମେ ନାଜାନୁ ବଲି କଇଲାସ୍ନି ।”
31 ఈశ్వరః పాపినాం కథాం న శృణోతి కిన్తు యో జనస్తస్మిన్ భక్తిం కృత్వా తదిష్టక్రియాం కరోతి తస్యైవ కథాం శృణోతి ఏతద్ వయం జానీమః|
୩୧ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି ।
32 కోపి మనుష్యో జన్మాన్ధాయ చక్షుషీ అదదాత్ జగదారమ్భాద్ ఏతాదృశీం కథాం కోపి కదాపి నాశృణోత్| (aiōn )
୩୨ଦୁନିଆ ଆରାମେଅନି, ଜନ୍ମେ ଅନି କାଣା ରଇଲା ଗଟେକ୍ ଲକ୍କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । (aiōn )
33 అస్మాద్ ఏష మనుష్యో యదీశ్వరాన్నాజాయత తర్హి కిఞ్చిదపీదృశం కర్మ్మ కర్త్తుం నాశక్నోత్|
୩୩ଏ ଲକ୍ ଜଦି ପର୍ମେସରର୍ ଟାନେଅନି ଆସି ନ ରଇଲେ, କେବେ ମିସା ଏ କାମ୍ କରିନାପାର୍ତା ।
34 తే వ్యాహరన్ త్వం పాపాద్ అజాయథాః కిమస్మాన్ త్వం శిక్షయసి? పశ్చాత్తే తం బహిరకుర్వ్వన్|
୩୪ସେବେଲା ଜିଉଦି ନେତାମନ୍ କଇଲାଇ, “ତୁଇ ପାପେ ଜନମ୍ ଅଇକରି ପୁରାପୁରୁନ୍ ପାପେ ବୁଡି ଆଚୁସ୍ । ତେଇଅନି ତୁଇ ବାଅଡ୍ । ଆମ୍କେ ସିକାଇଲୁସ୍ନି?” ଏନ୍ତି କଇକରି ସେମନ୍ ତାକେ ଜିଉଦିମନର୍ ପାର୍ତନା ଗରେଅନି ବାର୍କରାଇଦେଲାଇ ।
35 తదనన్తరం యిహూదీయైః స బహిరక్రియత యీశురితి వార్త్తాం శ్రుత్వా తం సాక్షాత్ ప్రాప్య పృష్టవాన్ ఈశ్వరస్య పుత్రే త్వం విశ్వసిషి?
୩୫ଜିସୁ ସେ ଲକ୍କେ ପାର୍ତନା ଗରେ ଅନି ବାର୍ କରାଇ ଦେଲାଟା ସୁନି ଆରିତରେକ୍ ତାକେ ଦେକାଇଅଇ, ପାଚାର୍ଲା, “ତୁଇ ପର୍ମେସର୍ ତେଇଅନି ଆଇଲା ନର୍ପିଲାକେ ବିସ୍ବାସ୍ କଲୁସ୍ନି କି?”
36 తదా స ప్రత్యవోచత్ హే ప్రభో స కో యత్ తస్మిన్నహం విశ్వసిమి?
୩୬ସେ କାଣା ଲକ୍ କଇଲା, “ଏ ଆଗିଆଁ ସେ ଲକ୍ କେ? ମୁଇ ତାକେ ବିସ୍ବାସ୍ କର୍ବି ।”
37 తతో యీశుః కథితవాన్ త్వం తం దృష్టవాన్ త్వయా సాకం యః కథం కథయతి సఏవ సః|
୩୭ଜିସୁ ତାକେ କଇଲା, “ତୁଇ ତାକେ ଦେକିଆଚୁସ୍, ଆରି ଏବେ ଜନ୍ ଲକର୍ ସଙ୍ଗ୍ କାତା ଅଇଲୁସ୍ନି, ସେ ଆକା ସେ ଲକ୍।”
38 తదా హే ప్రభో విశ్వసిమీత్యుక్త్వా స తం ప్రణామత్|
୩୮ସେବେଲାଇ ସେ କଇଲା, “ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।” ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
39 పశ్చాద్ యీశుః కథితవాన్ నయనహీనా నయనాని ప్రాప్నువన్తి నయనవన్తశ్చాన్ధా భవన్తీత్యభిప్రాయేణ జగదాహమ్ ఆగచ్ఛమ్|
୩୯ଜିସୁ କଇଲା, “ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।”
40 ఏతత్ శ్రుత్వా నికటస్థాః కతిపయాః ఫిరూశినో వ్యాహరన్ వయమపి కిమన్ధాః?
୪୦ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍ମନ୍ ସୁନିକରି ତାକେ ପାଚାର୍ଲାଇ, “ଏନ୍ତି ବଇଲେ ଆମ୍କେ କାଇ କାଣା ଲକ୍ମନ୍ ବଲି ବାବ୍ଲୁସ୍ନି କି?”
41 తదా యీశురవాదీద్ యద్యన్ధా అభవత తర్హి పాపాని నాతిష్ఠన్ కిన్తు పశ్యామీతి వాక్యవదనాద్ యుష్మాకం పాపాని తిష్ఠన్తి|
୪୧ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।”