< ఇబ్రిణః 6 >
1 వయం మృతిజనకకర్మ్మభ్యో మనఃపరావర్త్తనమ్ ఈశ్వరే విశ్వాసో మజ్జనశిక్షణం హస్తార్పణం మృతలోకానామ్ ఉత్థానమ్
୧ତେବର୍ପାଇ କିରିସ୍ଟର୍ ମୁଲେଅନି ସିକିରଇବା ବିସଇ ତର୍କେ ତର୍ ନ ସିକିକରି ତାର୍ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍ ବିସ୍ବାସ୍ ମିସା ଡାଁଟ୍ ଅଇସି । ଚୁଚାଇ କାମ୍ମନ୍ ଚାଡିକରି ପର୍ମେସର୍ଟାନେ ବାଉଡ୍ବା ଜନ୍ଟା କି ଆମର୍ ବିସ୍ବାସର୍ ମୁଲ୍ ପାକ୍ନା ରଇଲା, ତେଇ ଆରିତରେକ୍ ସେଟାସେ କର୍ବାର୍ ନାଇ ।
2 అనన్తకాలస్థాయివిచారాజ్ఞా చైతైః పునర్భిత్తిమూలం న స్థాపయన్తః ఖ్రీష్టవిషయకం ప్రథమోపదేశం పశ్చాత్కృత్య సిద్ధిం యావద్ అగ్రసరా భవామ| (aiōnios )
୨ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା । (aiōnios )
3 ఈశ్వరస్యానుమత్యా చ తద్ అస్మాభిః కారిష్యతే|
୩ଏବେ ଆମେ ଆଗ୍କେ ଜିବାକେ ପଡ୍ସି । ମାପ୍ରୁକେ ଆସାକରି ଆଗର୍ ବିସଇ ସିକୁ ।
4 య ఏకకృత్వో దీప్తిమయా భూత్వా స్వర్గీయవరరసమ్ ఆస్వదితవన్తః పవిత్రస్యాత్మనోఽంశినో జాతా
୪କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ ।
5 ఈశ్వరస్య సువాక్యం భావికాలస్య శక్తిఞ్చాస్వదితవన్తశ్చ తే భ్రష్ట్వా యది (aiōn )
୫ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ । (aiōn )
6 స్వమనోభిరీశ్వరస్య పుత్రం పునః క్రుశే ఘ్నన్తి లజ్జాస్పదం కుర్వ్వతే చ తర్హి మనఃపరావర్త్తనాయ పునస్తాన్ నవీనీకర్త్తుం కోఽపి న శక్నోతి|
୬ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।
7 యతో యా భూమిః స్వోపరి భూయః పతితం వృష్టిం పివతీ తత్ఫలాధికారిణాం నిమిత్తమ్ ఇష్టాని శాకాదీన్యుత్పాదయతి సా ఈశ్వరాద్ ఆశిషం ప్రాప్తా|
୭ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି ।
8 కిన్తు యా భూమి ర్గోక్షురకణ్టకవృక్షాన్ ఉత్పాదయతి సా న గ్రాహ్యా శాపార్హా చ శేషే తస్యా దాహో భవిష్యతి|
୮ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।
9 హే ప్రియతమాః, యద్యపి వయమ్ ఏతాదృశం వాక్యం భాషామహే తథాపి యూయం తత ఉత్కృష్టాః పరిత్రాణపథస్య పథికాశ్చాధ్వ ఇతి విశ్వసామః|
୯ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ ।
10 యతో యుష్మాభిః పవిత్రలోకానాం య ఉపకారో ఽకారి క్రియతే చ తేనేశ్వరస్య నామ్నే ప్రకాశితం ప్రేమ శ్రమఞ్చ విస్మర్త్తుమ్ ఈశ్వరోఽన్యాయకారీ న భవతి|
୧୦କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।
11 అపరం యుష్మాకమ్ ఏకైకో జనో యత్ ప్రత్యాశాపూరణార్థం శేషం యావత్ తమేవ యత్నం ప్రకాశయేదిత్యహమ్ ఇచ్ఛామి|
୧୧ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା ।
12 అతః శిథిలా న భవత కిన్తు యే విశ్వాసేన సహిష్ణుతయా చ ప్రతిజ్ఞానాం ఫలాధికారిణో జాతాస్తేషామ్ అనుగామినో భవత|
୧୨ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।
13 ఈశ్వరో యదా ఇబ్రాహీమే ప్రత్యజానాత్ తదా శ్రేష్ఠస్య కస్యాప్యపరస్య నామ్నా శపథం కర్త్తుం నాశక్నోత్, అతో హేతోః స్వనామ్నా శపథం కృత్వా తేనోక్తం యథా,
୧୩ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା ।
14 "సత్యమ్ అహం త్వామ్ ఆశిషం గదిష్యామి తవాన్వయం వర్ద్ధయిష్యామి చ| "
୧୪ସେ ଅବ୍ରାଆମ୍କେ କଇଲା, “ମୁଇ ତମ୍କେ ବାଇଦରେ ଆସିର୍ବାଦ୍ କର୍ବି । ଆରି ତର୍ କୁଟୁମ୍ ଜବର୍ କର୍ବି ।”
15 అనేన ప్రకారేణ స సహిష్ణుతాం విధాయ తస్యాః ప్రత్యాశాయాః ఫలం లబ్ధవాన్|
୧୫ଅବ୍ରାଆମ୍ ତାର୍ କାତା ଦାରି ଜାଗିରଇଲାକେ, ପର୍ମେସର୍ ସପତ୍ କଲାଟା ସେ ମିଲାଇଲା ।
16 అథ మానవాః శ్రేష్ఠస్య కస్యచిత్ నామ్నా శపన్తే, శపథశ్చ ప్రమాణార్థం తేషాం సర్వ్వవివాదాన్తకో భవతి|
୧୬ଜେଡେବେଲେ ଲକ୍ମନ୍ ପର୍ମାନ୍ ସଇତ୍ କର୍ବାଇ, ସେମନ୍ ବଡ୍ଲକ୍ମନର୍ ନାଉଁ ଦାରି ପର୍ମାନ୍ ସଇତ୍ କର୍ବାଇ । ସେନ୍ତାରି କଲେ ସେ ସପତ୍ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
17 ఇత్యస్మిన్ ఈశ్వరః ప్రతిజ్ఞాయాః ఫలాధికారిణః స్వీయమన్త్రణాయా అమోఘతాం బాహుల్యతో దర్శయితుమిచ్ఛన్ శపథేన స్వప్రతిజ్ఞాం స్థిరీకృతవాన్|
୧୭ଜନ୍ଲକ୍ମନ୍ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍ ଏ ସବୁ ବିସଇ ଜାନତ୍ ବଲି ସେ ମନ୍ କରିରଇଲା । ତାର୍ ମନ୍ କେବେ ନ ବାଦ୍ଲେ ବଲି ସବୁ ଲକ୍ ଜାନିରଅତ୍ । ସେଟାର୍ପାଇ ସେ ତାର୍ କାତାଦେଇ ରଇବାଟାନେ ତାର୍ ସପତ୍ ମିସା ମିସାଇଲା । ପର୍ମେସର୍ ଦେଇରଇବା କାତା ଆରି ତାର୍ ସପତ୍ ସତ୍ସେ ।
18 అతఏవ యస్మిన్ అనృతకథనమ్ ఈశ్వరస్య న సాధ్యం తాదృశేనాచలేన విషయద్వయేన సమ్ముఖస్థరక్షాస్థలస్య ప్రాప్తయే పలాయితానామ్ అస్మాకం సుదృఢా సాన్త్వనా జాయతే|
୧୮ଏ ଦୁଇଟା ବିସଇ କେବେ ନ ବାଦ୍ଲେ । କାଇକେବଇଲେ ପର୍ମେସର୍ ମିଚ୍ ନ କଏ । ତେବର୍ପାଇ ଆମେ ମୁକ୍ତି ପାଇରଇବା ଲକ୍ମନ୍, ଆମର୍ ମନେ ବେସି ସାଆସ୍ ଦାରିଆଚୁ । ଆରି ତାର୍ଟାନେ ରଇବା ଆମର୍ ଆସା ଡାଁଟ୍ ଆଚେ ।
19 సా ప్రత్యాశాస్మాకం మనోనౌకాయా అచలో లఙ్గరో భూత్వా విచ్ఛేదకవస్త్రస్యాభ్యన్తరం ప్రవిష్టా|
୧୯ଏ ଆସା ଆମର୍ ବିସ୍ବାସ୍ ଡାଁଟ୍ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍ ଅଇସିଆକା । ଅମର୍ ଆସାର୍ ଲାଗି ଆମେ ପର୍ମେସରର୍ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍ ପୁଜାରି ମନ୍ଦିରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ସି । ଜନ୍ ଜାଗା କି ପାର୍ଦା ବିତ୍ରେ ଲୁଚିରଇସି ।
20 తత్రైవాస్మాకమ్ అగ్రసరో యీశుః ప్రవిశ్య మల్కీషేదకః శ్రేణ్యాం నిత్యస్థాయీ యాజకోఽభవత్| (aiōn )
୨୦ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ । (aiōn )