< ఇఫిషిణః 6 >
1 హే బాలకాః, యూయం ప్రభుమ్ ఉద్దిశ్య పిత్రోరాజ్ఞాగ్రాహిణో భవత యతస్తత్ న్యాయ్యం|
ଏ ହିଲାମଃନ୍, ମାପ୍ରୁର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍;
2 త్వం నిజపితరం మాతరఞ్చ సమ్మన్యస్వేతి యో విధిః స ప్రతిజ్ఞాయుక్తః ప్రథమో విధిః
ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟ୍ଆଚେ ।
3 ఫలతస్తస్మాత్ తవ కల్యాణం దేశే చ దీర్ఘకాలమ్ ఆయు ర్భవిష్యతీతి|
ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ “ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।”
4 అపరం హే పితరః, యూయం స్వబాలకాన్ మా రోషయత కిన్తు ప్రభో ర్వినీత్యాదేశాభ్యాం తాన్ వినయత|
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପ୍ରୁର୍ ଗୁଣ୍ ଆର୍ ସିକ୍ୟା ଦଃୟ୍ ବାଡାଉଆ ।
5 హే దాసాః, యూయం ఖ్రీష్టమ్ ఉద్దిశ్య సభయాః కమ్పాన్వితాశ్చ భూత్వా సరలాన్తఃకరణైరైహికప్రభూనామ్ ఆజ్ఞాగ్రాహిణో భవత|
ଏ ଗତିଦଃଙ୍ଗ୍ଳାମଃନ୍, ତୁମିମଃନ୍ କ୍ରିସ୍ଟର୍ ବଲ୍କେ ଜଃନ୍କଃରି ମାନୁଲାସ୍, ସେନ୍କଃରି ମାନ୍ତି ସଃଙ୍ଗ୍, ମଃନ୍ ଦଃୟ୍କଃରି ଇ ଜଃଗତାର୍ ନଃର୍ ସାଉକାର୍ମଃନାର୍ ବଲ୍ ମାନା ।
6 దృష్టిగోచరీయపరిచర్య్యయా మానుషేభ్యో రోచితుం మా యతధ్వం కిన్తు ఖ్రీష్టస్య దాసా ఇవ నివిష్టమనోభిరీశ్చరస్యేచ్ఛాం సాధయత|
ସାଉକାର୍ ତୁମିକେ ଦଃକ୍ତି ରିଲା ବଃଳ୍ ତାର୍ତଃୟ୍ ବଃଲ୍ ବଃଲାୟ୍ ଅଃଉଁକେ ଇରି ନଃକେରି, କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହର୍ ତୁମାର୍ ସଃବୁ ମଃନ୍ହଃରାଣ୍ ଦଃୟ୍ ଇସ୍ୱରାର୍ ଇଚା ହୁରୁଣ୍ କଃରା ।
7 మానవాన్ అనుద్దిశ్య ప్రభుమేవోద్దిశ్య సద్భావేన దాస్యకర్మ్మ కురుధ్వం|
ଲକ୍ମଃନାର୍ ସେବା କଃରୁଲୁ ବଃଲି ନଃବାବି ମାପ୍ରୁର୍ ସେବା କଃଲା ହର୍ ସଃର୍ଦା ମଃନେ କଃରା ।
8 దాసముక్తయో ర్యేన యత్ సత్కర్మ్మ క్రియతే తేన తస్య ఫలం ప్రభుతో లప్స్యత ఇతి జానీత చ|
ଏତାଉଆ, ସେ ଗତିଦଃଙ୍ଗ୍ଳା ଅଃଉଅ କି ନିଜାର୍ ତଃଳେ ରେଉଅ ମାପ୍ରୁ ସଃବୁ ଲକେ ତାର୍ ସଃତ୍ କାମ୍ ହାଁୟ୍ ପୁରିସ୍କାର୍ ଦଃୟ୍ଦ୍ ।
9 అపరం హే ప్రభవః, యుష్మాభి ర్భర్త్సనం విహాయ తాన్ ప్రతి న్యాయ్యాచరణం క్రియతాం యశ్చ కస్యాపి పక్షపాతం న కరోతి యుష్మాకమపి తాదృశ ఏకః ప్రభుః స్వర్గే విద్యత ఇతి జ్ఞాయతాం|
ଆର୍ ଏ ସାଉକାର୍ମଃନ୍ ସଃବୁ ତୁମାର୍ ଗତିକଃଟୁମଃନ୍କେ ନିକ ବେବାର୍ କଃରା ଆର୍ ସେମଃନ୍କେ ଦଃମ୍କାଉଆ ନାୟ୍ । ମଃନେରଃକା ତୁମି ଆର୍ ତୁମାର୍ ଦଃଙ୍ଗ୍ଳାମଃନ୍ ସଃବୁଲକ୍ ସେ ସଃର୍ଗାର୍ ମାପ୍ରୁର୍ ତଃଳେ; ସେ ସଃବ୍କେ ସଃମାନ୍ ବିଚାର୍ କଃରେଦ୍ ।
10 అధికన్తు హే భ్రాతరః, యూయం ప్రభునా తస్య విక్రమయుక్తశక్త్యా చ బలవన్తో భవత|
ସଃରାସଃରି କଃତା ଇରି, ମାପ୍ରୁର୍ ସଃକ୍ତି ହାୟ୍ ତାର୍ ବଃଳେ ତିଆର୍ ଅୟ୍ ସଃକ୍ତିମାନ୍ ଅଃଉଅ ।
11 యూయం యత్ శయతానశ్ఛలాని నివారయితుం శక్నుథ తదర్థమ్ ఈశ్వరీయసుసజ్జాం పరిధద్ధ్వం|
ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ ।
12 యతః కేవలం రక్తమాంసాభ్యామ్ ఇతి నహి కిన్తు కర్తృత్వపరాక్రమయుక్తైస్తిమిరరాజ్యస్యేహలోకస్యాధిపతిభిః స్వర్గోద్భవై ర్దుష్టాత్మభిరేవ సార్ద్ధమ్ అస్మాభి ర్యుద్ధం క్రియతే| (aiōn )
ବଃଲେକ୍ ଅଃମିମଃନ୍ ଇ ଜଃଗତାର୍ ମାନାୟ୍ ମଃନାର୍ ବିରଦେ ଜୁଜ୍ ନଃକେରୁ; ଅଃମି ଅଃଗାସାର୍ ସୟ୍ତାନାର୍ ସଃକ୍ତି ଆର୍ ଇ ଅଃନ୍ଦାର୍ ଜୁଗାର୍ ସାସନ୍କଃର୍ତା, ଅଃଦିକାରି ଆର୍ ସଃବୁ ହୁର୍ତିବିର୍ ସଃକ୍ତି ବିରଦେ ଜୁଜ୍ କଃରୁଲୁ । (aiōn )
13 అతో హేతో ర్యూయం యయా సంకులే దినేఽవస్థాతుం సర్వ్వాణి పరాజిత్య దృఢాః స్థాతుఞ్చ శక్ష్యథ తామ్ ఈశ్వరీయసుసజ్జాం గృహ్లీత|
ତଃବେ ଅଃବେ ଇସ୍ୱର୍ ଦିଲା ଜୁଜ୍ ସାଜଃବାଜ୍ ହିନ୍ଦା, ତଃନ୍ଅଃୟ୍ଲେକ୍ ବିପ୍ତି ବଃଳ୍ ତୁମିମଃନ୍ ସଃତ୍ରୁ ଜୁଜ୍ କଃରୁକେ ଆୟ୍ଲେକ୍ ଚେକୁ ହାରାସ୍ ଆର୍ ସଃରାସଃରି ହଃତେକ୍ ଜୁଜ୍ କଃରି ଅଃଟୁଆ ରେଉଁ ହାରାସ୍ ।
14 వస్తుతస్తు సత్యత్వేన శృఙ్ఖలేన కటిం బద్ధ్వా పుణ్యేన వర్మ్మణా వక్ష ఆచ్ఛాద్య
ତଃବେ ସଃତ୍ହର୍ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍ହାଟା ହିନ୍ଦା,
15 శాన్తేః సువార్త్తయా జాతమ్ ఉత్సాహం పాదుకాయుగలం పదే సమర్ప్య తిష్ఠత|
ହାଦେ ସୁସ୍ତାର୍ ନିକ କବୁର୍ ହର୍ ହାଣ୍ଡାୟ୍ ହିନ୍ଦି ଅଃଟୁଆ ଅୟ୍ରିଆ ।
16 యేన చ దుష్టాత్మనోఽగ్నిబాణాన్ సర్వ్వాన్ నిర్వ్వాపయితుం శక్ష్యథ తాదృశం సర్వ్వాచ్ఛాదకం ఫలకం విశ్వాసం ధారయత|
ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା ।
17 శిరస్త్రం పరిత్రాణమ్ ఆత్మనః ఖఙ్గఞ్చేశ్వరస్య వాక్యం ధారయత|
ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା ।
18 సర్వ్వసమయే సర్వ్వయాచనేన సర్వ్వప్రార్థనేన చాత్మనా ప్రార్థనాం కురుధ్వం తదర్థం దృఢాకాఙ్క్షయా జాగ్రతః సర్వ్వేషాం పవిత్రలోకానాం కృతే సదా ప్రార్థనాం కురుధ్వం|
ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା ।
19 అహఞ్చ యస్య సుసంవాదస్య శృఙ్ఖలబద్ధః ప్రచారకదూతోఽస్మి తమ్ ఉపయుక్తేనోత్సాహేన ప్రచారయితుం యథా శక్నుయాం
ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ ।
20 తథా నిర్భయేన స్వరేణోత్సాహేన చ సుసంవాదస్య నిగూఢవాక్యప్రచారాయ వక్తృతా యత్ మహ్యం దీయతే తదర్థం మమాపి కృతే ప్రార్థనాం కురుధ్వం|
ଅଃବେ ସିକ୍ଳାୟ୍ ବାନ୍ଦାୟ୍ ଅୟ୍ରିଲେକ୍ ହେଁ ମୁଁ ନିକ କବୁର୍ ଗିନେ ଗଟେକ୍ କବୁର୍ କାରିଆ । ପାର୍ତ୍ନା କଃରା, ଜଃନ୍କଃରି ମୁୟ୍ଁ ସାସ୍ ସଃଙ୍ଗ୍ ଟିକ୍ ବାବେ ନିକ କବୁର୍ ପର୍ଚାର୍ କଃରୁ ହାରିନ୍ଦ୍ ।
21 అపరం మమ యావస్థాస్తి యచ్చ మయా క్రియతే తత్ సర్వ్వం యద్ యుష్మాభి ర్జ్ఞాయతే తదర్థం ప్రభునా ప్రియభ్రాతా విశ్వాస్యః పరిచారకశ్చ తుఖికో యుష్మాన్ తత్ జ్ఞాపయిష్యతి|
ମର୍ ଜୁଆର୍ ବଃଲେକ୍ ମୁୟ୍ଁ କଃନ୍କାର୍ ଆଚି, ଇରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଲାଡାର୍ ବାୟ୍ ଆର୍ ମାପ୍ରୁର୍ କାମେ ବିସ୍ୱାସାର୍ ଜୟ୍ଗ୍ ସେବାକାରି ତୁକିକ, ସେ ତୁମିମଃନ୍କେ ସଃବୁ କଃତା ଜାଣାୟ୍ଦ୍ ।
22 యూయం యద్ అస్మాకమ్ అవస్థాం జానీథ యుష్మాకం మనాంసి చ యత్ సాన్త్వనాం లభన్తే తదర్థమేవాహం యుష్మాకం సన్నిధిం తం ప్రేషితవాన|
ଅଃମି ସଃବୁଲକ୍ କଃନ୍କାର୍ ଆଚୁ, ସେ କଃତା କୟ୍ ତୁମିମଃନ୍କେ ମଃନ୍ବିତ୍ରେ ସଃର୍ଦା କଃର୍ତା ହାଁୟ୍ ମୁୟ୍ଁ ତାକେ ତୁମିମଃନାର୍ ହାକ୍ ହଃଟାୟ୍ ଆଚି ।
23 అపరమ్ ఈశ్వరః ప్రభు ర్యీశుఖ్రీష్టశ్చ సర్వ్వేభ్యో భ్రాతృభ్యః శాన్తిం విశ్వాససహితం ప్రేమ చ దేయాత్|
ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ସଃବୁ ବିସ୍ୱାସି ବାୟ୍ ଆର୍ ବେଣିମଃନ୍କେ ସୁସ୍ତା, ଲାଡ୍ ଆର୍ ବିସ୍ୱାସ୍ ଦେଉଅ ।
24 యే కేచిత్ ప్రభౌ యీశుఖ్రీష్టేఽక్షయం ప్రేమ కుర్వ్వన్తి తాన్ ప్రతి ప్రసాదో భూయాత్| తథాస్తు|
ଜଃତେକ୍ ଲକ୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟକେ କଃବେ ନଃସେର୍ତା ଲାଡେ ଲାଡ୍ କଃରୁଲାୟ୍, ସେମଃନ୍କେ ଇସ୍ୱରାର୍ ଦଃୟା ଅଃଉଅ ।