< ప్రేరితాః 20 >

1 ఇత్థం కలహే నివృత్తే సతి పౌలః శిష్యగణమ్ ఆహూయ విసర్జనం ప్రాప్య మాకిదనియాదేశం ప్రస్థితవాన్|
ଗଣ୍ଡ୍‍ଗଲ୍‌ ବନ୍ଦ୍‌ ଅଇଲା ପଚେ, ପାଉଲ୍‌ ବିସ୍‌ବାସିମନ୍‌କେ ଗଟେକ୍‌ତେଇ ରୁଣ୍ଡାଇ ସାର୍‌ଦାର୍‌ କାତା ସୁନାଇଲା । ସେମନ୍‌କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
2 తేన స్థానేన గచ్ఛన్ తద్దేశీయాన్ శిష్యాన్ బహూపదిశ్య యూనానీయదేశమ్ ఉపస్థితవాన్|
ତେଇର୍‌ ସବୁ ଜାଗାଇ ଗାଲା, ଆରି ବେସି ଲକ୍‌ମନ୍‌କେ ଉପ୍‌ଦେସ୍‌ ଦେଇ, ସାର୍‌ଦା କରାଇଲା, ତାର୍‌ପଚେ ସେ ଗିରିସେ ଗାଲା ।
3 తత్ర మాసత్రయం స్థిత్వా తస్మాత్ సురియాదేశం యాతుమ్ ఉద్యతః, కిన్తు యిహూదీయాస్తం హన్తుం గుప్తా అతిష్ఠన్ తస్మాత్ స పునరపి మాకిదనియామార్గేణ ప్రత్యాగన్తుం మతిం కృతవాన్|
ତେଇ ସେ ତିନ୍‌ ମାସ୍‌ ରଇଲା, ଆରି ସିରିଆଇ ଜିବାକେ ତିଆର୍‌ ଅଇଲାବେଲେ, ଜିଉଦିମନ୍‌ ତାକର୍‌ ବିରଦେ କୁଟ୍‍ପାଁଚ୍‌ଲାଇନି ବଲି କବର୍‌ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍‌ କଲା ।
4 బిరయానగరీయసోపాత్రః థిషలనీకీయారిస్తార్ఖసికున్దౌ దర్బ్బోనగరీయగాయతీమథియౌ ఆశియాదేశీయతుఖికత్రఫిమౌ చ తేన సార్ద్ధం ఆశియాదేశం యావద్ గతవన్తః|
ବେରିଆତେଇ ରଇବା ପୁରର୍‌ ପଅ ସପାତର୍‌, ତେସ୍‌ଲନିକିୟ ଆରିସ୍‌ତାକସ୍‌ ଆରି ସେକୁଦ୍‌, ଦର୍‌ବିର୍‌ ଗାୟ, ଏସିଆ ଦେସର୍‌ ତୁକିକ୍‌, ତର୍‌ପିମ୍‌ ଆରି ତିମତି ।
5 ఏతే సర్వ్వే ఽగ్రసరాః సన్తో ఽస్మాన్ అపేక్ష్య త్రోయానగరే స్థితవన్తః|
ସେମନ୍‌ ଆଗ୍‌ତୁ ଜାଇ ତରିୟାଇ ଆମ୍‌କେ ଜାଗି ରଇଲାଇ ।
6 కిణ్వశూన్యపూపోత్సవదినే చ గతే సతి వయం ఫిలిపీనగరాత్ తోయపథేన గత్వా పఞ్చభి ర్దినైస్త్రోయానగరమ్ ఉపస్థాయ తత్ర సప్తదినాన్యవాతిష్ఠామ|
କମିର୍‌ ନ ପାକାଇ ରୁଟି କାଇବା ପରବର୍‌ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍‌ ଦିନ୍‌ ପଚେ ତରୟାଇ ସେମନର୍‌ ସଙ୍ଗ୍‍ ମିସ୍‌ଲୁ ଆରି ତେଇ ଗଟେକ୍‌ ଆଟ୍‌ ଜାକ ରଇଲୁ ।
7 సప్తాహస్య ప్రథమదినే పూపాన్ భంక్తు శిష్యేషు మిలితేషు పౌలః పరదినే తస్మాత్ ప్రస్థాతుమ్ ఉద్యతః సన్ తదహ్ని ప్రాయేణ క్షపాయా యామద్వయం యావత్ శిష్యేభ్యో ధర్మ్మకథామ్ అకథయత్|
ଆଟର୍‌ ପର୍‌ତୁମ୍‌ ଦିନର୍‌ ସଞ୍ଜ୍‌ବେଲାଇ ଆମେ ସବୁଲକ୍‌ ମିସି କାଇବାକେ ରୁଣ୍ଡ୍‌ଲୁ । ପାଉଲ୍‌ ଲକ୍‌ମନ୍‌କେ ମଜାରାତି ଜାକ ଉପ୍‌ଦେସ୍‌ ଦେଲା । କାଇକେବଇଲେ ତାର୍‌ ଆର୍‌କର୍‌ ଦିନେ ସେ ଜାଗା ଚାଡି ଜିବାର୍‌ ରଇଲା ।
8 ఉపరిస్థే యస్మిన్ ప్రకోష్ఠే సభాం కృత్వాసన్ తత్ర బహవః ప్రదీపాః ప్రాజ్వలన్|
ଜନ୍‌ ଉପର୍‌ ତାଲାର୍‌ ବାକ୍‌ରାଇ ଆମେ ସବା କର୍‌ତେ ରଇଲୁ, ତେଇ ବେସି ବତିମନ୍‌ ଲାଗିରଇଲା ।
9 ఉతుఖనామా కశ్చన యువా చ వాతాయన ఉపవిశన్ ఘోరతరనిద్రాగ్రస్తో ఽభూత్ తదా పౌలేన బహుక్షణం కథాయాం ప్రచారితాయాం నిద్రామగ్నః స తస్మాద్ ఉపరిస్థతృతీయప్రకోష్ఠాద్ అపతత్, తతో లోకాస్తం మృతకల్పం ధృత్వోదతోలయన్|
ତେଇ ଇଉଟିକସ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା କିଡ୍‌କି ଲଗେ ବସି ରଇଲା । ପାଉଲ୍‌ କାତା କଇବା ବେଲାଇ, ତାକେ ଗୁନ୍‌ ଡାବି ଆଇଲା, ସେ ଗୁନର୍‌ ଲାଡେ, ତିନ୍‌ତାଲାର୍‌ ଗର୍‌ ଉପ୍‌ରେଅନି ତଲେ ଅଦ୍‌ରିଦେଲା । ସେମନ୍‌ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।
10 తతః పౌలోఽవరుహ్య తస్య గాత్రే పతిత్వా తం క్రోడే నిధాయ కథితవాన్, యూయం వ్యాకులా మా భూత నాయం ప్రాణై ర్వియుక్తః|
୧୦ମାତର୍‌ ପାଉଲ୍‌ ତଲ୍‌କେ ଉତ୍‌ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍‌ ଆଚେ ।”
11 పశ్చాత్ స పునశ్చోపరి గత్వా పూపాన్ భంక్త్వా ప్రభాతం యావత్ కథోపకథనే కృత్వా ప్రస్థితవాన్|
୧୧ତାର୍‌ପଚେ ସେ ଉପ୍‌ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍‌ ଉଦ୍‌ବାଜାକ ସେମନର୍‌ ସଙ୍ଗ୍‍ ବେସି କାତାବାର୍‌ତା ଅଇ ତେଇଅନି ବାରଇଲା ।
12 తే చ తం జీవన్తం యువానం గృహీత్వా గత్వా పరమాప్యాయితా జాతాః|
୧୨ଲକ୍‌ମନ୍‌ ଦାଙ୍ଗ୍‌ଡାକେ ଜିବନ୍‌ ରଇଲାଟା ଦେକି ତାର୍‌ ଗରେ ଦାରିଗାଲାଇ ଆରି ସାର୍‌ଦା ଅଇଲାଇ ।
13 అనన్తరం వయం పోతేనాగ్రసరా భూత్వాస్మనగరమ్ ఉత్తీర్య్య పౌలం గ్రహీతుం మతిమ్ అకుర్మ్మ యతః స తత్ర పద్భ్యాం వ్రజితుం మతిం కృత్వేతి నిరూపితవాన్|
୧୩ଆମେ ଆଗ୍‌ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍‌କେ ଜାଜେ ନେଇଜିବାକେ ଟିକ୍‌ କରିରଇଲୁ । କାଇକେବଇଲେ ସେ ସମ୍‌ଦୁର୍‌ବାଟେ ଜାଇ, ସେ ଜାଗାଇ କେଟ୍‌ବି ବଲି କଇରଇଲା ।
14 తస్మాత్ తత్రాస్మాభిః సార్ద్ధం తస్మిన్ మిలితే సతి వయం తం నీత్వా మితులీన్యుపద్వీపం ప్రాప్తవన్తః|
୧୪ସେ ଜେଡେବେଲା ଆମ୍‌କେ ଆସସେ ବେଟ୍‌ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ ।
15 తస్మాత్ పోతం మోచయిత్వా పరేఽహని ఖీయోపద్వీపస్య సమ్ముఖం లబ్ధవన్తస్తస్మాద్ ఏకేనాహ్నా సామోపద్వీపం గత్వా పోతం లాగయిత్వా త్రోగుల్లియే స్థిత్వా పరస్మిన్ దివసే మిలీతనగరమ్ ఉపాతిష్ఠామ|
୧୫ତେଇଅନି ଆରି ଜିବାର୍‌ଦାରି ତାର୍‌ ଆର୍‌କର୍‌ ଦିନେ କିଅସ୍‌ ଲଗେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ । ଆରି ଗଟେକ୍‌ ଦିନ୍‌ ପଚେ ଆମସେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ ।
16 యతః పౌల ఆశియాదేశే కాలం యాపయితుమ్ నాభిలషన్ ఇఫిషనగరం త్యక్త్వా యాతుం మన్త్రణాం స్థిరీకృతవాన్; యస్మాద్ యది సాధ్యం భవతి తర్హి నిస్తారోత్సవస్య పఞ్చాశత్తమదినే స యిరూశాలమ్యుపస్థాతుం మతిం కృతవాన్|
୧୬ଆସିଆ ରାଇଜେ ଆରି ବେସି ଦିନ୍‌ ନ ରଇକରି, ଏପିସସ୍‌ କଣ୍ଡିକଣ୍ଡି ଜାଜ୍‌ ଚାଲାଇବାକେ ପାଉଲ୍‌ ଟିକ୍‌ କଲା । ଜଦି ଅଇପାର୍‌ସି, ପେନ୍‌ଟିକସ୍‌ଟ୍‌ ଦିନେ ଜିରୁସାଲାମ୍‌ କେଟ୍‌ବାକେ ସେ ତେରେପେତେ ଅଇତେ ରଇଲା ।
17 పౌలో మిలీతాద్ ఇఫిషం ప్రతి లోకం ప్రహిత్య సమాజస్య ప్రాచీనాన్ ఆహూయానీతవాన్|
୧୭ପାଉଲ୍‌ ମିଲିଟସେଅନି ଏପିସି ମଣ୍ଡଲିର୍‌ ପାର୍‌ଚିନ୍‌ ମନ୍‌କେ ତାର୍‌ ସଙ୍ଗ୍‍ ମିସ୍‌ବାକେ ଡାକାଇଲା ।
18 తేషు తస్య సమీపమ్ ఉపస్థితేషు స తేభ్య ఇమాం కథాం కథితవాన్, అహమ్ ఆశియాదేశే ప్రథమాగమనమ్ ఆరభ్యాద్య యావద్ యుష్మాకం సన్నిధౌ స్థిత్వా సర్వ్వసమయే యథాచరితవాన్ తద్ యూయం జానీథ;
୧୮ସେମନ୍‌ ଆସି କେଟ୍‌ଲାକେ ପାଉଲ୍‌ କଇଲା, “ରମିୟ ରାଇଜର୍‌ ଆସିଆଇ କେଟ୍‌ଲା ପର୍‌ତୁମ୍‌ ଦିନେଅନି, କେନ୍ତି ତମର୍‌ ସଙ୍ଗ୍‍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍‌ ।
19 ఫలతః సర్వ్వథా నమ్రమనాః సన్ బహుశ్రుపాతేన యిహుదీయానామ్ కుమన్త్రణాజాతనానాపరీక్షాభిః ప్రభోః సేవామకరవం|
୧୯ଜିଉଦିମନର୍‌ କୁଟ୍‌ ପାଁଚ୍‌ନାର୍‌ ଲାଗି, ମକେ ଜନ୍‌ ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ବାକେ ପଡ୍‌ଲା, ସେ ବିତ୍‌ରେ ମୁଇ ପରମେସରର୍‌ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍‌ ତଲେକରି, କାମ୍‌ କଲିଆଚି ।
20 కామపి హితకథాం న గోపాయితవాన్ తాం ప్రచార్య్య సప్రకాశం గృహే గృహే సముపదిశ్యేశ్వరం ప్రతి మనః పరావర్త్తనీయం ప్రభౌ యీశుఖ్రీష్టే విశ్వసనీయం
୨୦ତମେ ଜାନିଆଚାସ୍‌, ଲକ୍‌ମନର୍‌ ଲଗେ କବର୍‌ ଜାନାଇଲାବେଲେ ଆରି ତମର୍‌ ଗର୍‌ମନ୍‌କେ ଉପ୍‌ଦେସ୍‌ ଦେଲାବେଲେ, ତମର୍‌ ଉପ୍‌କାର୍‌ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।”
21 యిహూదీయానామ్ అన్యదేశీయలోకానాఞ్చ సమీప ఏతాదృశం సాక్ష్యం దదామి|
୨୧ଜିଉଦି ଆରି ଗିରିକ୍‌ ଲକ୍‌ମନ୍‌କେ ସବୁକେ ମୁଇ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍‌ ପାପେଅନି ବାଉଡିକରି ପର୍‌ମେସରର୍‌ ବାଟେ ମନ୍‌ ଦେଅତ୍‌ ଆରି ମାପ୍‌ରୁ ଜିସୁକେ ବିସ୍‌ବାସ୍‌ କରତ୍‌ ।
22 పశ్యత సామ్ప్రతమ్ ఆత్మనాకృష్టః సన్ యిరూశాలమ్నగరే యాత్రాం కరోమి, తత్ర మామ్ప్రతి యద్యద్ ఘటిష్యతే తాన్యహం న జానామి;
୨୨ଏବେ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନାଦେଲା ଆଦେସ୍‌ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
23 కిన్తు మయా బన్ధనం క్లేశశ్చ భోక్తవ్య ఇతి పవిత్ర ఆత్మా నగరే నగరే ప్రమాణం దదాతి|
୨୩ସୁକଲ୍‌ଆତ୍‌ମା ମକେ ଜାଗ୍‍ରତ୍‌ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍‌ଟ ପାଇବି ।
24 తథాపి తం క్లేశమహం తృణాయ న మన్యే; ఈశ్వరస్యానుగ్రహవిషయకస్య సుసంవాదస్య ప్రమాణం దాతుం, ప్రభో ర్యీశోః సకాశాద యస్యాః సేవాయాః భారం ప్రాప్నవం తాం సేవాం సాధయితుం సానన్దం స్వమార్గం సమాపయితుఞ్చ నిజప్రాణానపి ప్రియాన్ న మన్యే|
୨୪ମର୍‌ ନିଜର୍‌ ଜିବନ୍‌, ମର୍‌ ପାଇ, ମୁଇ ଇନ୍‌ କଲିନି । ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବିସଇ ଆରି ମାପ୍‌ରୁ ଜିସୁ ଜନ୍‌ କାତା ଜାନାଇବାକେ ମକେ ଦାଇତ୍‌ ଦେଲାଆଚେ, ସେଟା ସାରାଇବି ଆରି ସୁବ୍‌ କବର୍‌ ଜାନାଇବାଟା ପୁରାପୁରୁନ୍‌ କର୍‌ବି । ଏତ୍‌କି ସେ ମୁଇ ମନ୍‌ କଲିନି ।
25 అధునా పశ్యత యేషాం సమీపేఽహమ్ ఈశ్వరీయరాజ్యస్య సుసంవాదం ప్రచార్య్య భ్రమణం కృతవాన్ ఏతాదృశా యూయం మమ వదనం పున ర్ద్రష్టుం న ప్రాప్స్యథ ఏతదప్యహం జానామి|
୨୫“ପର୍‌ମେସରର୍‌ ରାଇଜ୍‌ ବିସଇ ଜାନାଇବାକେ ମୁଇ ତମର୍‌ ସବୁ ଲକର୍‌ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍‌ ବିତ୍‌ରେଅନି କେମିସା ମର୍‌ ମୁଁ କେବେ ଦେକି ନାପାରାସ୍‌ ।
26 యుష్మభ్యమ్ అహమ్ ఈశ్వరస్య సర్వ్వాన్ ఆదేశాన్ ప్రకాశయితుం న న్యవర్త్తే|
୨୬ତେବର୍‌ପାଇ ଆଜି ବେଲା ମିଲ୍‌ଲା ଆଚେ ବଲି ମୁଇ ଡାଟ୍‌ ସଙ୍ଗ୍‍ ତମ୍‌କେ ଜାନାଇଲିନି । ତମର୍‌ ବିତ୍‌ରେଅନି କେ ଜଦି ବାଟ୍‌ ବାନା ଅଇଗାଲେ, ସେଟାର୍‌ପାଇ ମୁଇ ଦାଇ ନଇ ।
27 అహం సర్వ్వేషాం లోకానాం రక్తపాతదోషాద్ యన్నిర్దోష ఆసే తస్యాద్య యుష్మాన్ సాక్షిణః కరోమి|
୨୭କାଇକେବଇଲେ ତମର୍‌ଟାନେ ପର୍‌ମେସରର୍‌ ସବୁଜାକ ଆଦେସ୍‌ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ ।
28 యూయం స్వేషు తథా యస్య వ్రజస్యాధ్యక్షన్ ఆత్మా యుష్మాన్ విధాయ న్యయుఙ్క్త తత్సర్వ్వస్మిన్ సావధానా భవత, య సమాజఞ్చ ప్రభు ర్నిజరక్తమూల్యేన క్రీతవాన తమ్ అవత,
୨୮ତେବର୍‌ପାଇ ତମେ ନିଜର୍‌ ବିସଇ ଆରି ସୁକଲ୍‌ଆତ୍‌ମା ତାର୍‌ ସତ୍‌ ଗିଆନେ ଜନ୍‌ ବିସ୍‌ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍‍ରତ୍‌ ଉଆ । ମେଣ୍ଡା ଚାରାଉ ଗଉଡ୍‌ପାରା ପରମେସରର୍‌ ମଣ୍ଡଲିର୍‌ ଜତନ୍‌ ନିଆ । ସେ ମଣ୍ଡଲିକେ ପରମେସର୍‌ ତାର୍‌ ନିଜର୍‌ ବନିଦେଇ ଗେନିଆଚେ ।
29 యతో మయా గమనే కృతఏవ దుర్జయా వృకా యుష్మాకం మధ్యం ప్రవిశ్య వ్రజం ప్రతి నిర్దయతామ్ ఆచరిష్యన్తి,
୨୯ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍‌ ବିତ୍‌ରେ ଅପର୍‌ବଲ୍‌ ଗଦଡୁର୍‌କାମନ୍‌ ଆଇବାଇ ଆରି ମେଣ୍ଡାରାସିକେ ଚିନ୍‌ ଚତର୍‌ କରିସେ ଚାଡ୍‌ବାଇ ।
30 యుష్మాకమేవ మధ్యాదపి లోకా ఉత్థాయ శిష్యగణమ్ అపహన్తుం విపరీతమ్ ఉపదేక్ష్యన్తీత్యహం జానామి|
୩୦ବେଲା ଆଇସି, ତମର୍‌ ନିଜର୍‌ ଦଲର୍‌ କେତେ ଲକ୍‌ ବିସ୍‌ବାସିମନ୍‌କେ ମିଚ୍‌ କାତା କଇ ତାକର୍‌ ବାଟେ ଡାକି ନେବାଇ ।
31 ఇతి హేతో ర్యూయం సచైతన్యాః సన్తస్తిష్టత, అహఞ్చ సాశ్రుపాతః సన్ వత్సరత్రయం యావద్ దివానిశం ప్రతిజనం బోధయితుం న న్యవర్త్తే తదపి స్మరత|
୩୧ସେ ବେଲେ ତମେ ଜାଗ୍‍ରତ୍‌ ଅଇ ରୁଆ । ମୁଇ ତିନ୍‌ ବରସ୍‌ ଜାକ ଦିନ୍‌ ରାତି ଆଁସୁପାନି ଜରାଇ, ତମ୍‌କେ ଗଟେକ୍‌ ଗଟେକ୍‌ କରି, ସବୁ ଲକ୍‌କେ ସିକାଇ ଆଚି, ଏ କାତା ଏତାଇରୁଆ ।”
32 ఇదానీం హే భ్రాతరో యుష్మాకం నిష్ఠాం జనయితుం పవిత్రీకృతలోకానాం మధ్యేఽధికారఞ్చ దాతుం సమర్థో య ఈశ్వరస్తస్యానుగ్రహస్య యో వాదశ్చ తయోరుభయో ర్యుష్మాన్ సమార్పయమ్|
୩୨“ଏବେ ମୁଇ ତମ୍‌କେ ପରମେସର୍‍କେ, ଆରି ତାର୍‌ ଜିବନ୍‌ ଦୁକାଇବା ବାକିଅଟାନେ ସର୍‌ପି ଦେଲିନି । ସେ ବାକିଅ ତମ୍‌କେ ଡାଟ୍‌ କରାଇସି ଆରି ପରମେସରର୍‌ ଲକ୍‌ମନର୍‌ ପାଇ ଅଇବା ସବୁ ଆସିର୍‌ବାଦ୍‌ ତମ୍‌କେ ଦେଇପାର୍‌ସି ।
33 కస్యాపి స్వర్ణం రూప్యం వస్త్రం వా ప్రతి మయా లోభో న కృతః|
୩୩ମୁଇ କାର୍‌ ସୁନା, ରୁପା କି ଲୁଗାପଚିଆ ମିଲାଇବି ବଲି ଆସା କରିନାଇ ।
34 కిన్తు మమ మత్సహచరలోకానాఞ్చావశ్యకవ్యయాయ మదీయమిదం కరద్వయమ్ అశ్రామ్యద్ ఏతద్ యూయం జానీథ|
୩୪ମର୍‌ ଏ ଦୁଇଟା ଆତେ କସ୍‌ଟ କରି, ମର୍‌ ପାଇ ଆରି ମର୍‌ସଙ୍ଗ୍‍ ରଇବାଲକର୍‌ ପାଇ, ଦର୍‌କାର୍‌ ରଇଲାଟା ପୁରାପୁରୁନ୍‌ କଲିଆଚି ଏଟା ତମେ ଜାନିଆଚାସ୍‌ ।
35 అనేన ప్రకారేణ గ్రహణద్ దానం భద్రమితి యద్వాక్యం ప్రభు ర్యీశుః కథితవాన్ తత్ స్మర్త్తుం దరిద్రలోకానాముపకారార్థం శ్రమం కర్త్తుఞ్చ యుష్మాకమ్ ఉచితమ్ ఏతత్సర్వ్వం యుష్మానహమ్ ఉపదిష్టవాన్|
୩୫ମିଲାଇବାଟାନେଅନି ଦାନ୍‌ଦେବାଟା ଅଦିକ୍‌ ସାର୍‌ଦାର୍‌ ବିସଇ ଅଇରଇସି । ନିଜେ ଜିସୁ ମାପ୍‌ରୁ ଏ ବାକିଅ ସୁମର୍‌ନା କରିରଇଲା । ଏନ୍ତାରି କସ୍‌ଟ କାମେଅନି ନାପାର୍‌ଲା ଲକ୍‌ମନ୍‌କେ ସାଇଜ କର୍‌ବାର୍‌ ଆଚେ । ଏ ବିସଇ ମୁଇ ତମ୍‌କେ ସବୁବେଲେ କରିଦେକାଇଆଚି ।”
36 ఏతాం కథాం కథయిత్వా స జానునీ పాతయిత్వా సర్వైః సహ ప్రార్థయత|
୩୬ଏ ସବୁ କାତା କଇସାରାଇ ପାଉଲ୍‌ ସେମନର୍‌ ସଙ୍ଗ୍‍ ମାଣ୍ଡିକୁଟା ଦେଇ ପାର୍‌ତନା କଲା ।
37 తేన తే క్రన్ద్రన్తః
୩୭ସବୁ ଲକ୍‌ କାନ୍ଦି କାନ୍ଦି କରି ପାଉଲ୍‌କେ ପାଟାଲିକରି ଚୁମ୍‍ଚାଟ୍‌ କରି ପାଟାଇଦେଲାଇ ।
38 పున ర్మమ ముఖం న ద్రక్ష్యథ విశేషత ఏషా యా కథా తేనాకథి తత్కారణాత్ శోకం విలాపఞ్చ కృత్వా కణ్ఠం ధృత్వా చుమ్బితవన్తః| పశ్చాత్ తే తం పోతం నీతవన్తః|
୩୮ପାଉଲ୍‌ ସେମନ୍‌କେ “ତମେ ଆରି ମକେ ଦେକିନାପାରାସ୍‌ ।” ବଲି କଇରଇଲାକେ, ସେମନ୍‌ ବେସି ମନ୍‌ଦୁକ୍‌ ଅଇଜାଇରଇଲାଇ । ଲକ୍‌ମନ୍‌ ପାଉଲ୍‌କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍‌ଲାଇ ।

< ప్రేరితాః 20 >