< ప్రేరితాః 19 >
1 కరిన్థనగర ఆపల్లసః స్థితికాలే పౌల ఉత్తరప్రదేశైరాగచ్ఛన్ ఇఫిషనగరమ్ ఉపస్థితవాన్| తత్ర కతిపయశిష్యాన్ సాక్షత్ ప్రాప్య తాన్ అపృచ్ఛత్,
୧ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
2 యూయం విశ్వస్య పవిత్రమాత్మానం ప్రాప్తా న వా? తతస్తే ప్రత్యవదన్ పవిత్ర ఆత్మా దీయతే ఇత్యస్మాభిః శ్రుతమపి నహి|
୨ସେମନ୍କେ ପାଚାର୍ଲା “ତମେ ବିସ୍ବାସି ଅଇବା ବେଲାଇ ସୁକଲ୍ ଆତ୍ମା ପାଇରଇଲାସ୍ କି?” ସେମନ୍ କଇଲାଇ, “ସୁକଲ୍ ଆତ୍ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
3 తదా సాఽవదత్ తర్హి యూయం కేన మజ్జితా అభవత? తేఽకథయన్ యోహనో మజ్జనేన|
୩ପାଉଲ୍ ପାଚାର୍ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍ ନେଇ ଆଚାସ୍?” ସେମନ୍ କଇଲାଇ “ଡୁବନ୍ ଦେଉ ଜଅନର୍ ଡୁବନ୍ ।”
4 తదా పౌల ఉక్తవాన్ ఇతః పరం య ఉపస్థాస్యతి తస్మిన్ అర్థత యీశుఖ్రీష్టే విశ్వసితవ్యమిత్యుక్త్వా యోహన్ మనఃపరివర్త్తనసూచకేన మజ్జనేన జలే లోకాన్ అమజ్జయత్|
୪ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”
5 తాదృశీం కథాం శ్రుత్వా తే ప్రభో ర్యీశుఖ్రీష్టస్య నామ్నా మజ్జితా అభవన్|
୫ଏଟା ସୁନି ସେମନ୍ ମାପ୍ରୁ ଜିସୁର୍ ନାଉଁ ଦାରି ଡୁବନ୍ ନେଲାଇ ।
6 తతః పౌలేన తేషాం గాత్రేషు కరేఽర్పితే తేషాముపరి పవిత్ర ఆత్మావరూఢవాన్, తస్మాత్ తే నానాదేశీయా భాషా భవిష్యత్కథాశ్చ కథితవన్తః|
୬ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
7 తే ప్రాయేణ ద్వాదశజనా ఆసన్|
୭ସେମନ୍ ମୁନୁସ୍ ପିଲା ବାର ଲକ୍ ରଇଲାଇ ।
8 పౌలో భజనభవనం గత్వా ప్రాయేణ మాసత్రయమ్ ఈశ్వరస్య రాజ్యస్య విచారం కృత్వా లోకాన్ ప్రవర్త్య సాహసేన కథామకథయత్|
୮ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
9 కిన్తు కఠినాన్తఃకరణత్వాత్ కియన్తో జనా న విశ్వస్య సర్వ్వేషాం సమక్షమ్ ఏతత్పథస్య నిన్దాం కర్త్తుం ప్రవృత్తాః, అతః పౌలస్తేషాం సమీపాత్ ప్రస్థాయ శిష్యగణం పృథక్కృత్వా ప్రత్యహం తురాన్ననామ్నః కస్యచిత్ జనస్య పాఠశాలాయాం విచారం కృతవాన్|
୯ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
10 ఇత్థం వత్సరద్వయం గతం తస్మాద్ ఆశియాదేశనివాసినః సర్వ్వే యిహూదీయా అన్యదేశీయలోకాశ్చ ప్రభో ర్యీశోః కథామ్ అశ్రౌషన్|
୧୦ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
11 పౌలేన చ ఈశ్వర ఏతాదృశాన్యద్భుతాని కర్మ్మాణి కృతవాన్
୧୧ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା ।
12 యత్ పరిధేయే గాత్రమార్జనవస్త్రే వా తస్య దేహాత్ పీడితలోకానామ్ సమీపమ్ ఆనీతే తే నిరామయా జాతా అపవిత్రా భూతాశ్చ తేభ్యో బహిర్గతవన్తః|
୧୨ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
13 తదా దేశాటనకారిణః కియన్తో యిహూదీయా భూతాపసారిణో భూతగ్రస్తనోకానాం సన్నిధౌ ప్రభే ర్యీశో ర్నామ జప్త్వా వాక్యమిదమ్ అవదన్, యస్య కథాం పౌలః ప్రచారయతి తస్య యీశో ర్నామ్నా యుష్మాన్ ఆజ్ఞాపయామః|
୧୩କେତେଟା ଏନେତେନେ ବୁଲ୍ବା ଡୁମା ଚାଡାଇବା ଜିଉଦିମନ୍ ମିସା, ଜିସୁର୍ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍ଟା କଲାଇ । ସେମନ୍ କାରାପ୍ ଆତ୍ମାମନ୍କେ କଇତେ ରଇଲାଇ, “ପାଉଲ୍ ଜାନାଇବା ଜିସୁର୍ ନାଉଁ ଦାରି ତକେ ଆଦେସ୍ ଦେଲିନି ।”
14 స్కివనామ్నో యిహూదీయానాం ప్రధానయాజకస్య సప్తభిః పుత్తైస్తథా కృతే సతి
୧୪ଏସ୍କେବା ନାଉଁର୍ ଗଟେକ୍ ଜିଉଦି, ବଡ୍ ପୁଜାରିର୍ ସାତ୍ଟା ପିଲାମନ୍, ଏ ରକାମ୍ କର୍ତେ ରଇଲାଇ ।
15 కశ్చిద్ అపవిత్రో భూతః ప్రత్యుదితవాన్, యీశుం జానామి పౌలఞ్చ పరిచినోమి కిన్తు కే యూయం?
୧୫ମାତର୍ କାରାପ୍ ଆତ୍ମା ସେମନ୍କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍କେ ଚିନ୍ଲି ଆଚି, ମାତର୍ ତମେ କେ?”
16 ఇత్యుక్త్వా సోపవిత్రభూతగ్రస్తో మనుష్యో లమ్ఫం కృత్వా తేషాముపరి పతిత్వా బలేన తాన్ జితవాన్, తస్మాత్తే నగ్నాః క్షతాఙ్గాశ్చ సన్తస్తస్మాద్ గేహాత్ పలాయన్త|
୧୬କାରାପ୍ ଆତ୍ମା ଦାରିରଇଲା ଲକ୍, ସେମନ୍କେ ଦାରି ଚାବ୍କାତର୍ କରି ପାକାଇଲା । ସେମନର୍ ଲୁଗାପଚିଆ ଚିରି ଡୁମ୍ଣ୍ଡା କରିଦେଲା । ସେମନ୍ କଣ୍ଡିଆ ବଣ୍ଡିଆ ଅଇ ତାର୍ ଗରେଅନି ବାରଇ ପାଲାଇଲାଇ ।
17 సా వాగ్ ఇఫిషనగరనివాసినసం సర్వ్వేషాం యిహూదీయానాం భిన్నదేశీయానాం లోకానాఞ్చ శ్రవోగోచరీభూతా; తతః సర్వ్వే భయం గతాః ప్రభో ర్యీశో ర్నామ్నో యశో ఽవర్ద్ధత|
୧୭ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
18 యేషామనేకేషాం లోకానాం ప్రతీతిరజాయత త ఆగత్య స్వైః కృతాః క్రియాః ప్రకాశరూపేణాఙ్గీకృతవన్తః|
୧୮ବିସ୍ବାସିମନର୍ ବିତ୍ରେଅନି ବେସି ଲକ୍ ସବୁର୍ ମୁଆଟେ ନିଜେ କଲା କାରାପ୍ କାମ୍ ମାନ୍ଲାଇ ।
19 బహవో మాయాకర్మ్మకారిణః స్వస్వగ్రన్థాన్ ఆనీయ రాశీకృత్య సర్వ్వేషాం సమక్షమ్ అదాహయన్, తతో గణనాం కృత్వాబుధ్యన్త పఞ్చాయుతరూప్యముద్రామూల్యపుస్తకాని దగ్ధాని|
୧୯ପାଙ୍ଗନ୍ ବିଦିଆ ଅବିଆସ୍ କର୍ତେରଇବା ବେସି ଲକ୍ମନ୍ ତାକର୍ ବଇମନ୍ ଆନି ଟୁଲିଆଇକରି ସବୁ ଲକର୍ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍ ବଇର୍ ଦାମ୍ ପଚାସ୍ ଅଜାର୍ ରୁପାଟାଙ୍ଗା ଏତ୍କି ରଇଲା ।
20 ఇత్థం ప్రభోః కథా సర్వ్వదేశం వ్యాప్య ప్రబలా జాతా|
୨୦ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
21 సర్వ్వేష్వేతేషు కర్మ్మసు సమ్పన్నేషు సత్సు పౌలో మాకిదనియాఖాయాదేశాభ్యాం యిరూశాలమం గన్తుం మతిం కృత్వా కథితవాన్ తత్స్థానం యాత్రాయాం కృతాయాం సత్యాం మయా రోమానగరం ద్రష్టవ్యం|
୨୧ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
22 స్వానుగతలోకానాం తీమథియేరాస్తౌ ద్వౌ జనౌ మాకిదనియాదేశం ప్రతి ప్రహిత్య స్వయమ్ ఆశియాదేశే కతిపయదినాని స్థితవాన్|
୨୨ସେଟାର୍ପାଇ ସେ ତାର୍ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍ତସ୍କେ ମାସିଦନିଆଇ ପାଟାଇଲା, ମାତର୍ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍ ରଇଲା ।
23 కిన్తు తస్మిన్ సమయే మతేఽస్మిన్ కలహో జాతః|
୨୩ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।
24 తత్కారణమిదం, అర్త్తిమీదేవ్యా రూప్యమన్దిరనిర్మ్మాణేన సర్వ్వేషాం శిల్పినాం యథేష్టలాభమ్ అజనయత్ యో దీమీత్రియనామా నాడీన్ధమః
୨୪ଦିମିତିରିୟ ନାଉଁର୍ ଗଟେକ୍ ରୁପାର୍ ପୁତ୍ଲା ତିଆର୍ କରୁ, ଆର୍ତେମି ଦେବିର୍ ମନ୍ଦିରେ ପୁତ୍ଲା ତିଆର୍ କର୍ତେ ରଇଲା । ଏନ୍ତାରି ବେବାର୍କରି ପୁତ୍ଲା ତିଆର୍ କରୁମନ୍, ବେସି ଲାବ୍ ପାଇତେ ରଇଲାଇ ।
25 స తాన్ తత్కర్మ్మజీవినః సర్వ్వలోకాంశ్చ సమాహూయ భాషితవాన్ హే మహేచ్ఛా ఏతేన మన్దిరనిర్మ్మాణేనాస్మాకం జీవికా భవతి, ఏతద్ యూయం విత్థ;
୨୫ସେଟାର୍ପାଇ ସେ ତାର୍ ସଙ୍ଗର୍ ବେବାରିମନ୍କେ ରୁଣ୍ଡାଇକରି କଇଲା, “ଆଗିଆମନ୍, ଏ ବେବାର୍ ଆମ୍କେ ସାଉକାର୍ କଲାଆଚେ ବଲି ସବୁ ଲକ୍ ଜାନାସ୍ ।
26 కిన్తు హస్తనిర్మ్మితేశ్వరా ఈశ్వరా నహి పౌలనామ్నా కేనచిజ్జనేన కథామిమాం వ్యాహృత్య కేవలేఫిషనగరే నహి ప్రాయేణ సర్వ్వస్మిన్ ఆశియాదేశే ప్రవృత్తిం గ్రాహయిత్వా బహులోకానాం శేముషీ పరావర్త్తితా, ఏతద్ యుష్మాభి ర్దృశ్యతే శ్రూయతే చ|
୨୬ଏବେ, ଏ ଲକ୍ ପାଉଲ୍ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି । ସେ କଇଲାନି, ଲକର୍ ଆତେ ତିଆର୍ କଲା ଦେବ୍ତା ସବୁ ବିଲ୍କୁଲ୍ ଦେବ୍ତା ନଅତ୍ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍ମନ୍କେ ଏ ବିସଇ କଇ ଉସ୍କାଇଲାନି ।
27 తేనాస్మాకం వాణిజ్యస్య సర్వ్వథా హానేః సమ్భవనం కేవలమితి నహి, ఆశియాదేశస్థై ర్వా సర్వ్వజగత్స్థై ర్లోకైః పూజ్యా యార్తిమీ మహాదేవీ తస్యా మన్దిరస్యావజ్ఞానస్య తస్యా ఐశ్వర్య్యస్య నాశస్య చ సమ్భావనా విద్యతే|
୨୭ସେଟାର୍ପାଇ ଆମର୍ ବେବାର୍ ବୁଡିଜିବାର୍ ଉପ୍ରେ ଆଚେ । କାଲି ସେତ୍କି ନଏଁ, ଜନ୍ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍ଟାନେଅନି ପୁଜାପାଇସି, ସେ ଡାକ୍ପୁଟା ଆର୍ତେମି ଦେବି, ମନ୍ଦିରର୍ ଡାକ୍ପୁଟା ଆରି ନ ରଏ, ଆରି ଆର୍ତେମି ଦେବିର୍ ମର୍ଜିତା ନସ୍ଟ ଅଇସି ।”
28 ఏతాదృశీం కథాం శ్రుత్వా తే మహాక్రోధాన్వితాః సన్త ఉచ్చైఃకారం కథితవన్త ఇఫిషీయానామ్ అర్త్తిమీ దేవీ మహతీ భవతి|
୨୮ଲକ୍ମନ୍ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍ ଆର୍ତେମି ବଡ୍ଦେବିର୍ ଡାକ୍ପୁଟା ଅ!”
29 తతః సర్వ్వనగరం కలహేన పరిపూర్ణమభవత్, తతః పరం తే మాకిదనీయగాయారిస్తార్ఖనామానౌ పౌలస్య ద్వౌ సహచరౌ ధృత్వైకచిత్తా రఙ్గభూమిం జవేన ధావితవన్తః|
୨୯ଏ ଗଣ୍ଡ୍ଗଲ୍ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍ମନ୍ ପାଉଲ୍ ସଙ୍ଗ୍ ରଇବା ମାକିଦନିଆର୍ ଗାୟ ଆରି ଆରିସ୍ତାକସ୍, ଦୁଇଲକ୍କେ ଦାରି, ଦାପ୍ରେ ଜୁଇଦ୍ ବାଟେ ପାଲାଇଲାଇ ।
30 తతః పౌలో లోకానాం సన్నిధిం యాతుమ్ ఉద్యతవాన్ కిన్తు శిష్యగణస్తం వారితవాన్|
୩୦ତେଇ ପାଉଲ୍ ଏକ୍ଲାସେ ଲକ୍ମନର୍ ବିତ୍ରେ ଜିବାକେ ମନ୍କଲା । ମାତର୍ ବିସ୍ବାସିମନ୍ ତାକେ ବିତ୍ରେ ଜିବାକେ ଚାଡତ୍ନାଇ ।
31 పౌలస్యత్మీయా ఆశియాదేశస్థాః కతిపయాః ప్రధానలోకాస్తస్య సమీపం నరమేకం ప్రేష్య త్వం రఙ్గభూమిం మాగా ఇతి న్యవేదయన్|
୩୧ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
32 తతో నానాలోకానాం నానాకథాకథనాత్ సభా వ్యాకులా జాతా కిం కారణాద్ ఏతావతీ జనతాభవత్ ఏతద్ అధికై ర్లోకై ర్నాజ్ఞాయి|
୩୨ଏତ୍କି ବିତ୍ରେ ରୁଣ୍ଡିରଇବା ସବୁ ଲକ୍ ରିସା ଅଇଜାଇରଇଲାଇ । ଲକ୍ମନ୍ ଦଲ୍ଦଲ୍ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍, କାଇକେ ରୁଣ୍ଡିଆଚତ୍ ବଲି ନାଜାନିରଇଲାଇ ।
33 తతః పరం జనతామధ్యాద్ యిహూదీయైర్బహిష్కృతః సికన్దరో హస్తేన సఙ్కేతం కృత్వా లోకేభ్య ఉత్తరం దాతుముద్యతవాన్,
୩୩ସେମନର୍ ବିତ୍ରେଅନି କେତେକ୍ ଲକ୍ ଏଟାର୍ପାଇ ଆଲେକ୍ଜାଣ୍ଡାର୍କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍ମନ୍, ଆଗ୍ତୁ ତାକେ ଟିଆ କରାଇରଇଲା । ଆଲେକ୍ଜାଣ୍ଡାର୍ ଲକ୍ମନ୍କେ ଆତ୍ଟେକି ଚିମ୍ରାଇଅଇ ରଇବାକେ କଇଲା ଆରି ତାର୍ ବାସନ୍ଟାନେ ବିସ୍ବାସିମନର୍ ବାଟେ ଅଇକରି ବୁଜାଇବାକେ ଚେସ୍ଟା କଲା ।
34 కిన్తు స యిహూదీయలోక ఇతి నిశ్చితే సతి ఇఫిషీయానామ్ అర్త్తిమీ దేవీ మహతీతి వాక్యం ప్రాయేణ పఞ్చ దణ్డాన్ యావద్ ఏకస్వరేణ లోకనివహైః ప్రోక్తం|
୩୪ମାତର୍ ସେ ଗଟେକ୍ ଜିଉଦିଲକ୍ ବଲି ଜାନିକରି ଲକ୍ମନ୍ ଏକାତରେକ୍ ଆଉଲିଅଇକରି “ଆର୍ତେମି ଦେବିର୍ ଜୟ ଜୟ ଅ!” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
35 తతో నగరాధిపతిస్తాన్ స్థిరాన్ కృత్వా కథితవాన్ హే ఇఫిషాయాః సర్వ్వే లోకా ఆకర్ణయత, అర్తిమీమహాదేవ్యా మహాదేవాత్ పతితాయాస్తత్ప్రతిమాయాశ్చ పూజనమ ఇఫిషనగరస్థాః సర్వ్వే లోకాః కుర్వ్వన్తి, ఏతత్ కే న జానన్తి?
୩୫ପଚେ ନଅରର୍ ଅଦିକାରେ ରଇବା ଗଟେକ୍ କାମ୍କରୁ, ଲକ୍ମନ୍କେ ବୁଜା ସୁଜା କରି ଚିମ୍ରା କଲା ଆରି କଇଲା, “ଏ ଏପିସିୟର୍ ବାଇମନ୍, ଏପିସିସ୍ ନଅରେ ବଡ୍ଦେବି ଆର୍ତେମିର୍ ମନ୍ଦିର୍ ଆରି ଆକାସେଅନି କସ୍ରି ଆଇଲା ସୁକଲ୍ ପାକ୍ନା ରକିଆ କର୍ବା ଦାଇତ୍, ଏପିସିୟ ନଅରେ ରଇବା ଲକ୍ମନର୍ ।
36 తస్మాద్ ఏతత్ప్రతికూలం కేపి కథయితుం న శక్నువన్తి, ఇతి జ్ఞాత్వా యుష్మాభిః సుస్థిరత్వేన స్థాతవ్యమ్ అవివిచ్య కిమపి కర్మ్మ న కర్త్తవ్యఞ్చ|
୩୬କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।
37 యాన్ ఏతాన్ మనుష్యాన్ యూయమత్ర సమానయత తే మన్దిరద్రవ్యాపహారకా యుష్మాకం దేవ్యా నిన్దకాశ్చ న భవన్తి|
୩୭ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
38 యది కఞ్చన ప్రతి దీమీత్రియస్య తస్య సహాయానాఞ్చ కాచిద్ ఆపత్తి ర్విద్యతే తర్హి ప్రతినిధిలోకా విచారస్థానఞ్చ సన్తి, తే తత్ స్థానం గత్వా ఉత్తరప్రత్యుత్తరే కుర్వ్వన్తు|
୩୮ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
39 కిన్తు యుష్మాకం కాచిదపరా కథా యది తిష్ఠతి తర్హి నియమితాయాం సభాయాం తస్యా నిష్పత్తి ర్భవిష్యతి|
୩୯ଜଦି ଆର୍ତେଇଅନି ଆରି ଅଦିକ୍ କାଇଟା ଜାନ୍ବାକେ ମନ୍ କଲାସ୍ନି, ତେବେ ଲକ୍ମନ୍ ଟିକ୍କଲା ନିୟମର୍ ସବାଇ, ସେଟା ଟିକ୍ କରାଅଇସି ।
40 కిన్త్వేతస్య విరోధస్యోత్తరం యేన దాతుం శక్నుమ్ ఏతాదృశస్య కస్యచిత్ కారణస్యాభావాద్ అద్యతనఘటనాహేతో రాజద్రోహిణామివాస్మాకమ్ అభియోగో భవిష్యతీతి శఙ్కా విద్యతే|
୪୦ଆଜି ଜାଇଟା ଗଟ୍ଲା ଆଚେ, ତେଇ ଗଣ୍ଡ୍ଗଲ୍ କର୍ବା ଆରି ଦାବା କର୍ବା ବିସଇ ଆମର୍ ବିରଦେ କାତା ଉଟିପାରେ । ଏ ଗଣ୍ଡ୍ଗଲର୍ କାଇମିସା କାରନ୍ ଦେକାଇ ନାପାରୁ ।”
41 ఇతి కథయిత్వా స సభాస్థలోకాన్ విసృష్టవాన్|
୪୧ଏ ସବୁ କାତା କଇ ସେ ଲକ୍ମନ୍କେ ଚିମ୍ରା କରାଇ ସବା ସେସ୍ କଲା ।