< 2 కరిన్థినః 12 >

1 ఆత్మశ్లాఘా మమానుపయుక్తా కిన్త్వహం ప్రభో ర్దర్శనాదేశానామ్ ఆఖ్యానం కథయితుం ప్రవర్త్తే|
ସେନ୍ତାର୍‌ଆଲେ ମୁଇ ବଡ୍‌ପନ୍‌ ଅଇ କଇଲା ଟାନେ କାଇ ଲାବ୍‌ ନଇଲେ ମିସା ମୁଇ ବଡ୍‌ପନ୍‌ ଅଇ କାତା ଅଇବି । ଏବେ ମୁଇ ଦର୍‌ସନ୍‌ ବିସଇ ଆରି ମାପ୍‌ରୁ ମକେ ଜାନାଇଲା ବିସଇ ତମ୍‌କେ କଇବି ।
2 ఇతశ్చతుర్దశవత్సరేభ్యః పూర్వ్వం మయా పరిచిత ఏకో జనస్తృతీయం స్వర్గమనీయత, స సశరీరేణ నిఃశరీరేణ వా తత్ స్థానమనీయత తదహం న జానామి కిన్త్వీశ్వరో జానాతి|
ମୁଇ ଜାନିରଇବା ଗଟେକ୍‌ ବିସ୍‌ବାସି ଆଚେ । ଜାକେ କି ଚଉଦ ବରସର୍‌ ଆଗେ ସର୍‌ଗେ ନେଲାଇ । ସେ ସତ୍‌ରେ ସର୍‌ଗେ ଗାଲା କି ତାକେ ଦର୍‌ସନେ ସେ ସରଗ୍‌ ଦେକାଇଅଇଲା କି ନାଇ ବଲି ମୁଇ ନାଜାନି । ସେଟା ପର୍‌ମେସର୍‌ ସେ ଜାନେ ।
3 స మానవః స్వర్గం నీతః సన్ అకథ్యాని మర్త్త్యవాగతీతాని చ వాక్యాని శ్రుతవాన్|
ମାତର୍‌ ମୁଇ ଜାନିଆଚି, ତାକେ ସର୍‌ଗେ ନେଲାଇ ବଲି । ମୁଇ ଆରି ତରେକ୍‌ କଇଲିନି ସେ ସତଇସେ ତେଇ ଗାଲା କି ଦର୍‌ସନେସେ ସରଗ୍‌ ଦେକାଇ ଅଇରଇଲା, ସେଟା ମୁଇ ନାଜାନି । ସେଟା ପର୍‌ମେସର୍‌ସେ ଜାନେ ।
4 కిన్తు తదానీం స సశరీరో నిఃశరీరో వాసీత్ తన్మయా న జ్ఞాయతే తద్ ఈశ్వరేణైవ జ్ఞాయతే|
ଆରି ସେ ତେଇ ରଇଲାବେଲେ ଲକର୍‌ ବାସାଇ କାତା ନ ଅଇବା ବିସଇ ସୁନ୍‌ଲା । ଜନ୍‌ଟା ମୁନୁସ୍‌ ମନର୍‌ କଇବାର୍‌ ଅଦିକାର୍‌ ନାଇ, ସେଟା ମିସା ସେ ସୁନ୍‌ଲା ।
5 తమధ్యహం శ్లాఘిష్యే మామధి నాన్యేన కేనచిద్ విషయేణ శ్లాఘిష్యే కేవలం స్వదౌర్బ్బల్యేన శ్లాఘిష్యే|
ଏ ଲକର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କାତା ଅଇବି, ମାତର୍‌ ମର୍‌ ନିଜର୍‌ ବିସଇନେଇ ବଡ୍‌ପନ୍‌ ଅଇ କାତା ନ ଅଇ । ମର୍‌ ଦୁର୍‌ବଲ୍‌ ରଇବା ବିସଇଟାନେସେ ମୁଇ ବଡ୍‌ପନ୍‌ ଅଇବି ।
6 యద్యహమ్ ఆత్మశ్లాఘాం కర్త్తుమ్ ఇచ్ఛేయం తథాపి నిర్బ్బోధ ఇవ న భవిష్యామి యతః సత్యమేవ కథయిష్యామి, కిన్తు లోకా మాం యాదృశం పశ్యన్తి మమ వాక్యం శ్రుత్వా వా యాదృశం మాం మన్యతే తస్మాత్ శ్రేష్ఠం మాం యన్న గణయన్తి తదర్థమహం తతో విరంస్యామి|
ମୁଇ ଜଦି ବଡ୍‌ପନ୍‌ ଅଇ କାତା ଅଇବାକେ ମନ୍‍ କଲେ, ସେଟା ବୁଦି ନ ରଇଲା ଲକ୍‌ ବଡ୍‌ପନ୍‌ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍‌ । ମାତର୍‌ ମୁଇ ବଡ୍‌ପନ୍‌ ଅଇକରି କାତା ନ ଅଇ । କାଇକେବଇଲେ ଲକ୍‌ମନ୍‌ କେଡେବେଲେ ମିସା ମକେ ମୁଇ ଜେତ୍‌କି ଆଚି, ତାର୍‌ତେଇଅନି ଅଦିକ୍‌ ଗଟେକ୍‌ ବଡ୍‌ ଲକ୍‌ ଇସାବେ ଦେକ୍‌ବାଇ । ମୁଇ କର୍‌ବା କାମ୍‌ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍‌ ମାନ୍‌ବାଇ ।
7 అపరమ్ ఉత్కృష్టదర్శనప్రాప్తితో యదహమ్ ఆత్మాభిమానీ న భవామి తదర్థం శరీరవేధకమ్ ఏకం శూలం మహ్యమ్ అదాయి తత్ మదీయాత్మాభిమాననివారణార్థం మమ తాడయితా శయతానో దూతః|
ମୁଇ ପର୍‌ମେସର୍‌ ଟାନେଅନି ବେସି ବଡିଆ ଦର୍‌ସନ୍‌ ପାଇଲିଆଚି ବଲିକରି ବଡ୍‌ପନ୍‌ ନ ଅଇବାକେ ପର୍‌ମେସର୍‌ ମକେ ଦୁକାଇବା ଗଟେକ୍‌ ରଗ୍‌ ଦେଲା । ଏ ରଗ୍‌ ସଇତାନର୍‌ ଦୁତ୍‌ପାରା ମାର୍‌ବାକେ ମର୍‌ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍‌ପନ୍‌ ନ ଅଇ ।
8 మత్తస్తస్య ప్రస్థానం యాచితుమహం త్రిస్తమధి ప్రభుముద్దిశ్య ప్రార్థనాం కృతవాన్|
ଏ ରଗ୍‌ ମର୍‌ଟାନେଅନି ଦାରିଜାଅ ବଲି ମୁଇ ତିନ୍‌ତର୍‌ ମାପ୍‌ରୁକେ ଗୁଆରି କଲି ।
9 తతః స మాముక్తవాన్ మమానుగ్రహస్తవ సర్వ్వసాధకః, యతో దౌర్బ్బల్యాత్ మమ శక్తిః పూర్ణతాం గచ్ఛతీతి| అతః ఖ్రీష్టస్య శక్తి ర్యన్మామ్ ఆశ్రయతి తదర్థం స్వదౌర్బ్బల్యేన మమ శ్లాఘనం సుఖదం|
ମାତର୍‌ ସେ ଏନ୍ତାରି କଇଲା, “ତମ୍‌କେ ଜେତ୍‌କି ସବୁ ଲଡା ଆଚେ, ମର୍‌ ଜିବନ୍‌ ଦୁକାଇଲାଟା, ସେଟା ପୁରାପୁରୁନ୍‌ କର୍‌ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍‌ବଲ୍‌ ରଇସୁ, ସେବେଲେ ମର୍‌ ବପୁ ନିକକରି ଡିସ୍‌ସି ।” ତେବେ ମର୍‌ ଦୁର୍‌ବଲ୍‌ ବିସଇନେଇ ବଡ୍‌ପନ୍‌ ଅଇକରି କଇବାକେ ମକେ ବେସି ସାର୍‌ଦା ଲାଗ୍‌ସି । କାଇକେବଇଲେ ମୁଇ ଦୁର୍‌ବଲ୍‌ ରଇଲାବେଲେ କିରିସ୍‌ଟର୍‌ ବପୁ ମକେ ସାଇଜ କର୍‌ବାଟା ଜାନ୍‌ଲିନି ।
10 తస్మాత్ ఖ్రీష్టహేతో ర్దౌర్బ్బల్యనిన్దాదరిద్రతావిపక్షతాకష్టాదిషు సన్తుష్యామ్యహం| యదాహం దుర్బ్బలోఽస్మి తదైవ సబలో భవామి|
୧୦ସେଟାର୍‌ ପାଇ ମକେ କିରିସ୍‌ଟର୍‌ ଲାଗି ଜେତ୍‌କି ସବୁ ଗଟ୍‌ସି, ମୁଇ ସାର୍‌ଦା ଅଇ ରଇବି । ଜେନ୍ତିକି ମର୍‌ଗାଗଡ୍‌ ଦୁର୍‌ବଲ୍‌ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍‌ କସ୍‌ଟ ଅଇରଇଲେ ମିସା, ଆରି ସାଦ୍‌ବାନ୍ଦ୍‌ ଅଇ ଦୁକ୍‌ କସ୍‌ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍‌ବଲ୍‌ ଅଇଆଚି, ସେଡ୍‌କି ବେଲେ ମୁଇ ବପୁ ଅଇଆଚି ।
11 ఏతేనాత్మశ్లాఘనేనాహం నిర్బ్బోధ ఇవాభవం కిన్తు యూయం తస్య కారణం యతో మమ ప్రశంసా యుష్మాభిరేవ కర్త్తవ్యాసీత్| యద్యప్యమ్ అగణ్యో భవేయం తథాపి ముఖ్యతమేభ్యః ప్రేరితేభ్యః కేనాపి ప్రకారేణ నాహం న్యూనోఽస్మి|
୧୧ନିଜେ ବଡ୍‌ ଅଇବାକେ ମୁଇ ବକୁଆ ଲକର୍‌ ପାରା ଅଇଲିନି । ମାତର୍‌ ମୁଇ ତମ୍‌କେ ଦସ୍‌ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍‌ମାନ୍‌ ଦେଇତାସ୍‌, ମୁଇ ଏନ୍ତାରି ନ କର୍‌ତି । ମୁଇ କାଇ କାମେ ନାଇ, ବଲି କେତେଲକ୍‌ କଇଲେ ମିସା ତମର୍‌ ସେ ପେରିତ୍‌ମନର୍‌ ଟାନେ ଅନି ଉନା ନଇ ।
12 సర్వ్వథాద్భుతక్రియాశక్తిలక్షణైః ప్రేరితస్య చిహ్నాని యుష్మాకం మధ్యే సధైర్య్యం మయా ప్రకాశితాని|
୧୨ଜେଡେବେଲେ ମୁଇ ତମର୍‌ଟାନେ ରଇଲି, ସେ ବେଲେ ମୁଇ ମୁର୍‌ଚିକରି ରଇବା କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ତମେ ଦେକିରଇଲାସ୍‌ । ସେଟା ଦେକି ମୁଇ ଗଟେକ୍‌ ପେରିତ୍‌ ବଲି ତମେ ଜାନ୍‌ଲାସ୍‌ ।
13 మమ పాలనార్థం యూయం మయా భారాక్రాన్తా నాభవతైతద్ ఏకం న్యూనత్వం వినాపరాభ్యః సమితిభ్యో యుష్మాకం కిం న్యూనత్వం జాతం? అనేన మమ దోషం క్షమధ్వం|
୧୩ବିନ୍‌ ମଣ୍ଡଲିମନ୍‌କେ ମୁଇ ଜାଇଟା କରିରଇଲି, ସେ ସମାନ୍‌ ବିସଇସେ ତମର୍‌ପାଇ ମିସା କଲି । ଏତ୍‌କି ସେ ଜେ ତମ୍‌କେ ବୁତି ମାଙ୍ଗି ତମର୍‌ ଉପ୍‌ରେ ବଜ୍‌ ଚାପାଇନାଇ । ଜଦି ସେଟା ମର୍‌ ବୁଲ୍‌ ଅଇଲା ଆଚେ ବଇଲେ ମକେ କେମା କରିଦିଆସ୍‌ ।
14 పశ్యత తృతీయవారం యుష్మత్సమీపం గన్తుముద్యతోఽస్మి తత్రాప్యహం యుష్మాన్ భారాక్రాన్తాన్ న కరిష్యామి| యుష్మాకం సమ్పత్తిమహం న మృగయే కిన్తు యుష్మానేవ, యతః పిత్రోః కృతే సన్తానానాం ధనసఞ్చయోఽనుపయుక్తః కిన్తు సన్తానానాం కృతే పిత్రో ర్ధనసఞ్చయ ఉపయుక్తః|
୧୪ଦେକା, ଏଟା ସଙ୍ଗ୍‍ ତିନ୍‌ ତର୍‌ ଅଇଲାବେ ମୁଇ ତମର୍‌ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍‌ ପାରା ଏବେ ମିସା ତମର୍‌ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍‌ କରିନାଇ, ତମର୍‌ ଆଲାଦ୍‌ ମନ୍‌ କଲିନି । ଏନ୍ତାରି ନଏଁ ଜେ ପିଲାମନ୍‌ ଆୟା ବାବାର୍‌ପାଇ ସଙ୍ଗଇବାଇ, ମାତର୍‌ ଆୟାବାବା ପିଲାମନର୍‌ ପାଇ ସଙ୍ଗଇବାର୍‌ ଆଚେ ।
15 అపరఞ్చ యుష్మాసు బహు ప్రీయమాణోఽప్యహం యది యుష్మత్తోఽల్పం ప్రమ లభే తథాపి యుష్మాకం ప్రాణరక్షార్థం సానన్దం బహు వ్యయం సర్వ్వవ్యయఞ్చ కరిష్యామి|
୧୫ସତଇସେ ମର୍‌ ଜେତ୍‌କି ସବୁ ଆଚେ, ସେଟା ସବୁଜାକ ତମ୍‌କେ ଦେବାକେ ମୁଇ ସାର୍‌ଦା ଅଇବି । ଜେନ୍ତାରି କି ତମ୍‌କେ ସାଇଜ କର୍‌ବାକେ ମର୍‌ ଗାଗଡ୍‌ ମିସା ସର୍‌ପି ଅଇଦେବି । ତମର୍‌ ପାଇ ରଇବା ମର୍‌ ଆଲାଦ୍‌ ଅଦିକ୍‌ ଅଦିକ୍‌ ଅଇ ଆଇଲାନି, ମାତର୍‌ ମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇ ଆଇଲାନି ।
16 యూయం మయా కిఞ్చిదపి న భారాక్రాన్తా ఇతి సత్యం, కిన్త్వహం ధూర్త్తః సన్ ఛలేన యుష్మాన్ వఞ్చితవాన్ ఏతత్ కిం కేనచిద్ వక్తవ్యం?
୧୬ମୁଇ ତମର୍‌ଟାନେଅନି ବୁତି ମାଙ୍ଗିନାଇ, ସେଟା ସତ୍‌ ବଲି ତମେ କଇଲାସ୍‌ନି, ମାତର୍‌ ତମର୍‌ ବିତ୍‌ରେ କେତେ ଲକ୍‌ କଇଲାଇନି, ଜେ ମୁଇ ଚାଲାକି ଆରି ମର୍‌ ଲାଗି ତମେ ନାଡାଇଅଇଲାସ୍‌ ।
17 యుష్మత్సమీపం మయా యే లోకాః ప్రహితాస్తేషామేకేన కిం మమ కోఽప్యర్థలాభో జాతః?
୧୭ମୁଇ ତମ୍‌କେ କେନ୍ତି ନାଡାଇଲି? ମୁଇ ତମର୍‌ ଲଗେ ଜନ୍‌ ଲକ୍‌ମନ୍‌କେ ପାଟାଇ ରଇଲି, ସେମନର୍‌ ଦେଇ ନାଡାଇଲି କି?
18 అహం తీతం వినీయ తేన సార్ద్ధం భ్రాతరమేకం ప్రేషితవాన్ యుష్మత్తస్తీతేన కిమ్ అర్థో లబ్ధః? ఏకస్మిన్ భావ ఏకస్య పదచిహ్నేషు చావాం కిం న చరితవన్తౌ?
୧୮ମୁଇ ତିତସ୍‌କେ ତମର୍‌ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍‌ସଙ୍ଗ୍‍ ଜିବାକେ ଗଟେକ୍‌ ବିସ୍‌ବାସି ବାଇକେ ମିସା ପାଟାଇରଇଲି । ତିତସ୍‌କାଇ ତମର୍‌ ଲଗେ ଅନି କାଇଟା ଲାବ୍‌ କଲା ଆଚେ କି? ତିତସ୍‌ ତମ୍‌କେ ନାଡାଇଲା ବଲି ତମେ କଇନାପାରାସ୍‌ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍‌ କାମର୍‌ ପାଇସେ ଏଟା କଲୁନି ।
19 యుష్మాకం సమీపే వయం పున ర్దోషక్షాలనకథాం కథయామ ఇతి కిం బుధ్యధ్వే? హే ప్రియతమాః, యుష్మాకం నిష్ఠార్థం వయమీశ్వరస్య సమక్షం ఖ్రీష్టేన సర్వ్వాణ్యేతాని కథయామః|
୧୯ଆମେ ତମର୍‌ ବିରୁଦେ କାଇ ଦସ୍‌ କରୁନାଇ ବଲି ତମ୍‌କେ ଦେକାଇ ଅଇବାକେ ଚେସ୍‌ଟା କଲୁନି ବଲି ତମେ ବାବ୍‌ସା ମିସା । ମାତର୍‌ ସେନ୍ତାରି ନାଇ । ଆମେ କିରିସ୍‌ଟର୍‌ ଲକ୍‌ ଇସାବେ ପର୍‌ମେସରର୍‌ ମୁଆଟେ କାତା ଅଇଲୁନି । ଆଲାଦର୍‌ ମଇତର୍‌ମନ୍‌! ତମର୍‌ ଟାନେ ଆମେ ଜେତ୍‌କି ବିସଇ କଲୁଆଚୁ, ସେଟା ତମର୍‌ ବଲ୍‌ ପାଇ ।
20 అహం యదాగమిష్యామి, తదా యుష్మాన్ యాదృశాన్ ద్రష్టుం నేచ్ఛామి తాదృశాన్ ద్రక్ష్యామి, యూయమపి మాం యాదృశం ద్రష్టుం నేచ్ఛథ తాదృశం ద్రక్ష్యథ, యుష్మన్మధ్యే వివాద ఈర్ష్యా క్రోధో విపక్షతా పరాపవాదః కర్ణేజపనం దర్పః కలహశ్చైతే భవిష్యన్తి;
୨୦ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍‌ ଟାନେ ଆଇଲାବେଲେ, ମନ୍‍ ନ କର୍‌ବା ଚଲାଚଲ୍‌ତି ତମର୍‌ ବିତ୍‌ରେ ଦେକ୍‌ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍‌କେ ଦମ୍‌କାଇବାକେ ପଡ୍‌ସି ଆରି ସେଟା ତମେ ମନ୍‍ ନ କରାସ୍‌ । ତେଇ କେତେଟା ଜୁଜିଆଲ୍‌ମନ୍‌, ଇଁସ୍‌ଲିଆମନ୍‌, ଦାପ୍‌ରେ ରିସା ଅଉମନ୍‌, ନିଜର୍‌ ବିସଇ ଦେକାଇ ଅଉମନ୍‌, ତାର୍‌ ବାଇମନ୍‌କେ ନିନ୍ଦା କରୁମନ୍‌, ତିପ୍‌ଲିଆମନ୍‌, ବଡ୍‌ପନିଆମନ୍‌, ଆରି ବିସ୍‌ବାସିମନ୍‌ ଗଟେକ୍‌ ମନ୍‌ ନ ଅଇଲାଟା ଦେକ୍‌ବି ।
21 తేనాహం యుష్మత్సమీపం పునరాగత్య మదీయేశ్వరేణ నమయిష్యే, పూర్వ్వం కృతపాపాన్ లోకాన్ స్వీయాశుచితావేశ్యాగమనలమ్పటతాచరణాద్ అనుతాపమ్ అకృతవన్తో దృష్ట్వా చ తానధి మమ శోకో జనిష్యత ఇతి బిభేమి|
୨୧ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍‌ ଆଇଲାବେଲେ, ତମର୍‌ ମୁଆଟେ ମକେ ପର୍‌ମେସର୍‌ ଲାଜ୍‌ କରାଇସି । ଆରି ମୁଇ ବେସି ଦୁକ୍‌ ଅଇବି । କାଇକେବଇଲେ, ଆଗେ ଜେତ୍‌କି ଲକ୍‌ ପାପ୍‌ କରି ଆଚତ୍‌ ବଲି ମୁଇ ଜାନିଆଚି । ସେମନ୍‌ ଏବ୍‌କେ ଜାକ ତାକର୍‌ କାରାପ୍‌ ଚଲାଚଲ୍‌ତିର୍‌ ଲାଗି ମାନି ଅଅତ୍‌ ନାଇ । ଜନ୍‌ଟାକି ନିଜର୍‌ କାରାପ୍‌ ମନ୍‍ କଲା ଇସାବେ ବଁଚ୍‌ବାଟା ଆରି ବେସିଆ କାମ୍‌ କର୍‌ବାଟା ।

< 2 కరిన్థినః 12 >