< மார்க: 8 >
1 ததா³ தத்ஸமீபம்’ ப³ஹவோ லோகா ஆயாதா அதஸ்தேஷாம்’ போ⁴ஜ்யத்³ரவ்யாபா⁴வாத்³ யீஸு²: ஸி²ஷ்யாநாஹூய ஜகா³த³, |
ସଃଡେବଃଳ୍ ଆରେକ୍ ଗାଦେକ୍ ଲକ୍ ଜିସୁର୍ ଚଃମେ ଆସି ରୁଣ୍ଡ୍ଲାୟ୍, ସେମଃନାର୍ ହାକ୍ କାଉଁକେ କାୟ୍ରି ହେଁ ନଃରିଲି । ଆର୍ ଜିସୁ ତାର୍ ଚେଲାମଃନ୍କେ ତାର୍ ଚଃମେ କୁଦି କୟ୍ଲା,
2 லோகநிவஹே மம க்ரு’பா ஜாயதே தே தி³நத்ரயம்’ மயா ஸார்த்³த⁴ம்’ ஸந்தி தேஷாம்’ போ⁴ஜ்யம்’ கிமபி நாஸ்தி|
“ଇ ଲକ୍ମଃନାର୍ ଗିନେ ମକ୍ ବଃଡେ ଦଃୟା ଅଃଉଁଲି । ଇ ଲକ୍ମଃନ୍ ତିନି ଦିନ୍ ଅୟ୍ଲିନି ମର୍ ସଃଙ୍ଗ୍ ଆଚ୍ତି, ଅଃବେ ସେମଃନାର୍ ହାକ୍ କାଉଁକେ କାୟ୍ରି ହେଁ ନାୟ୍ ।
3 தேஷாம்’ மத்⁴யே(அ)நேகே தூ³ராத்³ ஆக³தா: , அபு⁴க்தேஷு தேஷு மயா ஸ்வக்³ரு’ஹமபி⁴ப்ரஹிதேஷு தே பதி² க்லமிஷ்யந்தி|
ଜଦି ମୁଁୟ୍ ସେମଃନ୍କେ ବୁକେ ଗଃରେ ହଃଟାୟ୍ନ୍ଦ୍, ତଃବେ ଜାତାବାଟେ ସେମଃନ୍ ମୁର୍ଚା ଅୟ୍ଜାତି, ସେମଃନାର୍ ବିତ୍ରେ କଃତେକ୍ ଲକ୍ ବଃଡେ ଦୁରିକ୍ ହୁଣି ଆସି ଆଚ୍ତି ।”
4 ஸி²ஷ்யா அவாதி³ஷு: , ஏதாவதோ லோகாந் தர்பயிதும் அத்ர ப்ரந்தரே பூபாந் ப்ராப்தும்’ கேந ஸ²க்யதே?
ତାର୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, “ଇତି ଲକ୍ବାକ୍ ନୟ୍ଲା ଟାଣେ କୁୟ୍ତି ହୁଣି ରୁଟି ଆଣି ଏମଃନ୍କେ ହେଟ୍ହୁର୍ନେ କାଉଁକେ ଦେଉଁନ୍ଦ୍?”
5 தத: ஸ தாந் பப்ரச்ச² யுஷ்மாகம்’ கதி பூபா: ஸந்தி? தே(அ)கத²யந் ஸப்த|
ଜିସୁ ଚେଲାମଃନ୍କେ ହଃଚାର୍ଲା, “କଃତିଗଟ୍ ରୁଟି ତୁମାର୍ ହାକ୍ ଆଚେ?” ସେମଃନ୍ କୟ୍ଲାୟ୍, “ସାତ୍ଗଟ୍ ।”
6 தத: ஸ தால்லோகாந் பு⁴வி ஸமுபவேஷ்டும் ஆதி³ஸ்²ய தாந் ஸப்த பூபாந் த்⁴ரு’த்வா ஈஸ்²வரகு³ணாந் அநுகீர்த்தயாமாஸ, ப⁴ம்’க்த்வா பரிவேஷயிதும்’ ஸி²ஷ்யாந் ப்ரதி த³தௌ³, ததஸ்தே லோகேப்⁴ய: பரிவேஷயாமாஸு: |
ତାର୍ହଃଚେ ଜିସୁ ଲକ୍ମଃନ୍କେ ମାଟାୟ୍ ବଃସୁକେ କୟ୍ଲା, ଆରେକ୍ ଜିସୁ ସେ ସାତ୍ଗଟ୍ ରୁଟିକେ ଆତେ ଦଃରି ଇସ୍ୱର୍କେ ପାର୍ତ୍ନାକଃରି ରୁଟିସଃବୁ କଃଣ୍ଡ୍ କଃଣ୍ଡ୍ କଃରି ଲକ୍ମଃନ୍କେ ବାଟି ଦିଆସ୍ ବଃଲି ତାର୍ ଚେଲାମଃନ୍କେ ଦିଲା; ଚେଲାମଃନ୍ ସଃବୁ ଲକ୍ମଃନ୍କେ ସେରି ବାଟାକଃରି ଦିଲାୟ୍ ।
7 ததா² தேஷாம்’ ஸமீபே யே க்ஷுத்³ரமத்ஸ்யா ஆஸந் தாநப்யாதா³ய ஈஸ்²வரகு³ணாந் ஸம்’கீர்த்ய பரிவேஷயிதும் ஆதி³ஷ்டவாந்|
ଚେଲାମଃନାର୍ ହାକ୍ କଃତିଗଟ୍ ସାନ୍ ମାଚ୍ ହେଁ ରିିଲି; ସେ ମାଚ୍କେ ହେଁ ଦଃରି ଜିସୁ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ତାର୍ ଚେଲାମଃନ୍କେ କୟ୍ଲା ।
8 ததோ லோகா பு⁴க்த்வா த்ரு’ப்திம்’ க³தா அவஸி²ஷ்டகா²த்³யை: பூர்ணா: ஸப்தட³ல்லகா க்³ரு’ஹீதாஸ்²ச|
ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟି ସାତ୍ ଡଃଲା ବଃର୍ତି କଃଲାୟ୍ ।
9 ஏதே போ⁴க்தார: ப்ராயஸ்²சது: ஸஹஸ்ரபுருஷா ஆஸந் தத: ஸ தாந் விஸஸர்ஜ|
କାୟ୍ଲା ଲକ୍ମଃନ୍ ହାକାହାକି ଚାରି ଆଜାର୍ ଲକ୍ ରିଲାୟ୍ ।
10 அத² ஸ ஸி²ஷ்ய: ஸஹ நாவமாருஹ்ய த³ல்மாநூதா²ஸீமாமாக³த: |
ତାର୍ହଃଚେ ଜିସୁ ସେମଃନ୍କେ ସେଲଦିଲା, ଆର୍ ସେଦାହ୍ରେ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଡଙ୍ଗାୟ୍ ଚଃଗି ଦଲ୍ମନୁତା ହଲିକେ ଗଃଳାୟ୍ ।
11 தத: பரம்’ பி²ரூஸி²ந ஆக³த்ய தேந ஸஹ விவத³மாநாஸ்தஸ்ய பரீக்ஷார்த²ம் ஆகாஸீ²யசிஹ்நம்’ த்³ரஷ்டும்’ யாசிதவந்த: |
ତାର୍ହଃଚେ ପାରୁସିମଃନ୍ ଆସି ଜିସୁର୍ ସଃଙ୍ଗ୍ କଃତା ଦଃରାଦଃରି ଅଃଉଁକେ ଦଃର୍ଲାୟ୍, ଆର୍ ସେମଃନ୍ ଜିସୁକେ ହାନ୍ଦାୟ୍ ହଃକାଉଁକ୍ ମଃନ୍କଃରି, ଅଃଗାସ୍ ଉହ୍ରେ ଗଟେକ୍ ଚିନ୍ ମାଗ୍ଲାୟ୍ ।
12 ததா³ ஸோ(அ)ந்தர்தீ³ர்க⁴ம்’ நிஸ்²வஸ்யாகத²யத், ஏதே வித்³யமாநநரா: குதஸ்²சிந்ஹம்’ ம்ரு’க³யந்தே? யுஷ்மாநஹம்’ யதா²ர்த²ம்’ ப்³ரவீமி லோகாநேதாந் கிமபி சிஹ்நம்’ ந த³ர்ஸ²யிஷ்யதே|
ସେତାକ୍ ଜିସୁ ଆତ୍ମାୟ୍ ବାବି ବଃଡ୍ହୁଣ୍ଡାଣ୍ ଚାଡି କୟ୍ଲା, “ଅଃବାର୍ ଲକ୍ମଃନ୍ କାୟ୍ତାକ୍ ଚିନ୍ ଲଳୁଲାୟ୍? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଅଃବାର୍ ଲକ୍ମଃନ୍କେ କାୟ୍ ଚିନ୍ ହେଁ ଦିଆ ନୟ୍ ।”
13 அத² தாந் ஹித்வா புந ர்நாவம் ஆருஹ்ய பாரமகா³த்|
ତାର୍ହଃଚେ ଜିସୁ ପାରୁସିମଃନ୍କେ ଚାଡିକଃରି ଆରେକ୍ ଡଙ୍ଗାୟ୍ ଚଃଗି ସଃମ୍ନ୍ଦ୍ ସେହାଟି କଃଣ୍ଡାୟ୍ ଗଃଲା ।
14 ஏதர்ஹி ஸி²ஷ்யை: பூபேஷு விஸ்ம்ரு’தேஷு நாவி தேஷாம்’ ஸந்நிதௌ⁴ பூப ஏகஏவ ஸ்தி²த: |
ସଃଡେବଃଳ୍ ଜିସୁର୍ ଚେଲାମଃନ୍ ରୁଟି ନେଉଁକେ ହାସୁର୍ଲାୟ୍; ଡଙ୍ଗାୟ୍ ସେମଃନାର୍ ତଃୟ୍ ଅଃକାୟ୍ ଗଟେକ୍ ମଃତର୍ ରୁଟି ରିଲି ।
15 ததா³நீம்’ யீஸு²ஸ்தாந் ஆதி³ஷ்டவாந் பி²ரூஸி²நாம்’ ஹேரோத³ஸ்²ச கிண்வம்’ ப்ரதி ஸதர்கா: ஸாவதா⁴நாஸ்²ச ப⁴வத|
ଜିସୁ ସେମଃନ୍କେ ଚେତାୟ୍ ଦଃୟ୍କଃରି କୟ୍ଲା, “ପାରୁସିମଃନାର୍ ଆର୍ ହେରଦାର୍ କମିର୍ ତଃୟ୍ହୁଣି ଜଃଗ୍ରାତ୍ ଅୟ୍ରିଆ ।”
16 ததஸ்தே(அ)ந்யோந்யம்’ விவேசநம்’ கர்தும் ஆரேபி⁴ரே, அஸ்மாகம்’ ஸந்நிதௌ⁴ பூபோ நாஸ்தீதி ஹேதோரித³ம்’ கத²யதி|
ସେତାକ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ଅଃମାର୍ ହାକ୍ ରୁଟି ନୟ୍ ବଃଲି ଜିସୁ ଇ କଃତା କୟ୍ଲା ।”
17 தத்³ பு³த்³வ்வா யீஸு²ஸ்தேப்⁴யோ(அ)கத²யத் யுஷ்மாகம்’ ஸ்தா²நே பூபாபா⁴வாத் குத இத்த²ம்’ விதர்கயத²? யூயம்’ கிமத்³யாபி கிமபி ந ஜாநீத²? போ³த்³து⁴ஞ்ச ந ஸ²க்நுத²? யாவத³த்³ய கிம்’ யுஷ்மாகம்’ மநாம்’ஸி கடி²நாநி ஸந்தி?
ସେମଃନ୍ କାୟ୍ରି କଃତାବାର୍ତା ଅଃଉଁଲାୟ୍ ସେରି ଜିସୁ ମଃନ୍ବିତ୍ରେ ଜାଣିକଃରି ସେମଃନ୍କେ କୟ୍ଲା, “ତୁମାର୍ ତଃୟ୍ ରୁଟି ନାୟ୍ ବଃଲି ତୁମିମଃନ୍ କାୟ୍ତାକ୍ କଃତାବାର୍ତା କଃରୁଲାସ୍? ତୁମିମଃନ୍ କାୟ୍ ଅଃବେ ହଃତେକ୍ ଜାଣୁ ନଃହାରୁଲାସ୍? ତୁମିମଃନ୍ କଃଡେକ୍ ନିର୍ବୁଦିଆ?
18 ஸத்ஸு நேத்ரேஷு கிம்’ ந பஸ்²யத²? ஸத்ஸு கர்ணேஷு கிம்’ ந ஸ்²ரு’ணுத²? ந ஸ்மரத² ச?
ଆକି ରେଉଁ ରେଉଁ କାୟ୍ ତୁମିମଃନ୍ ଦଃକୁକ୍ ନଃହାରୁଲାସ୍? ତୁମିମଃନ୍କେ କାନ୍ ରେଉଁ ରେଉଁ କାୟ୍ ସୁଣୁକ୍ ନଃହାରୁଲାସ୍?
19 யதா³ஹம்’ பஞ்சபூபாந் பஞ்சஸஹஸ்ராணாம்’ புருஷாணாம்’ மத்⁴யே ப⁴ம்’க்த்வா த³த்தவாந் ததா³நீம்’ யூயம் அவஸி²ஷ்டபூபை: பூர்ணாந் கதி ட³ல்லகாந் க்³ரு’ஹீதவந்த: ? தே(அ)கத²யந் த்³வாத³ஸ²ட³ல்லகாந்|
ମୁୟ୍ଁ ଜଃଡେବଃଳ୍ ହାଁଚ୍ ଆଜାର୍ ଲକ୍ମଃନାର୍ ଗିନେ ହାଁଚ୍ ଗଟ୍ ରୁଟି ବାଙ୍ଗି କାଳାୟ୍ ରିଲେ, ସଃଡେବଃଳ୍ ତୁମିମଃନ୍ କଃତି ଡଃଲା ହୁରାକଃରି ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟିରିଲାସ୍? ସେରି କାୟ୍ ଏତୁ ନାୟ୍?” ସେମଃନ୍ କୟ୍ଲାୟ୍, “ବାର ଡଃଲା ।”
20 அபரஞ்ச யதா³ சது: ஸஹஸ்ராணாம்’ புருஷாணாம்’ மத்⁴யே பூபாந் ப⁴ம்’க்த்வாத³தா³ம்’ ததா³ யூயம் அதிரிக்தபூபாநாம்’ கதி ட³ல்லகாந் க்³ரு’ஹீதவந்த: ? தே கத²யாமாஸு: ஸப்தட³ல்லகாந்|
ଜିସୁ କୟ୍ଲା, “ଆର୍ ସେ ଚାରିଅଃଜାର୍ ଲକ୍ମଃନାର୍ ଗିନେ ମୁଁୟ୍ ଜଃଡେବଃଳ୍ ସାତ୍ଗଟ୍ ରୁଟି ବାଙ୍ଗିକଃରି ଦଃୟ୍ରିଲେ, ସଃଡେବଃଳ୍ କଃତି ଡଃଲା ଉବୁର୍ଲା ବାଙ୍ଗ୍ଲା ରୁଟି ବେଟି ରିଲାସ୍?” ସେମଃନ୍ କୟ୍ଲାୟ୍, “ସାତ୍ ଡଃଲା ।”
21 ததா³ ஸ கதி²தவாந் தர்ஹி யூயம் அது⁴நாபி குதோ போ³த்³வ்வும்’ ந ஸ²க்நுத²?
ତାର୍ହଃଚେ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ରି ଅଃବେ ହଃତେକ୍ ବୁଜୁ ନଃହାରୁଲାସ୍?”
22 அநந்தரம்’ தஸ்மிந் பை³த்ஸைதா³நக³ரே ப்ராப்தே லோகா அந்த⁴மேகம்’ நரம்’ தத்ஸமீபமாநீய தம்’ ஸ்ப்ரஷ்டும்’ தம்’ ப்ரார்த²யாஞ்சக்ரிரே|
ତାର୍ହଃଚେ ସେମଃନ୍ ବେତ୍ସାଇଦା ଆୟ୍ଲାୟ୍ । ସେତି କଃତେକ୍ ଲକ୍ ଗଟ୍ କାଣାକେ ଜିସୁର୍ ଲଃଗେ ଆଣି, ତାକ୍ ଚିଉଁକ୍ ଜିସୁକେ କାନିକଃର୍ମ୍ ଅୟ୍ ଗଃଉଆରି କଃଲାୟ୍ ।
23 ததா³ தஸ்யாந்த⁴ஸ்ய கரௌ க்³ரு’ஹீத்வா நக³ராத்³ ப³ஹிர்தே³ஸ²ம்’ தம்’ நீதவாந்; தந்நேத்ரே நிஷ்டீ²வம்’ த³த்த்வா தத்³கா³த்ரே ஹஸ்தாவர்பயித்வா தம்’ பப்ரச்ச², கிமபி பஸ்²யஸி?
ଜିସୁ ସେ କାଣାର୍ ଆତେ ଦଃରି ଗାଉଁଏ ହୁଣି ତାକ୍ ବାର୍କଃରି ନିଲା, ଆର୍ ତାର୍ ଆକାୟ୍ ଲାଳ୍ ଲାଗାୟ୍ଲା, ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ କଃରି ତାକ୍ ହଃଚାର୍ଲା, “ତୁୟ୍ କାୟ୍ରି ଦଃକୁ ହାରୁଲିସ୍ କି?”
24 ஸ நேத்ரே உந்மீல்ய ஜகா³த³, வ்ரு’க்ஷவத் மநுஜாந் க³ச்ச²தோ நிரீக்ஷே|
ସେ ଦଃକି କୟ୍ଲା, “ହେଁ ମୁଁୟ୍ ଲକ୍ମଃନ୍କେ ଦଃକୁଲେ, କାୟ୍ତାକ୍ବଃଲେକ୍ ମୁଁୟ୍ ଗଃଚ୍ ହର୍ କାୟ୍ରି ଅଲେ ଇଣ୍ଡ୍ତାର୍ ଦଃକୁଲେ ।”
25 ததோ யீஸு²: புநஸ்தஸ்ய நயநயோ ர்ஹஸ்தாவர்பயித்வா தஸ்ய நேத்ரே உந்மீலயாமாஸ; தஸ்மாத் ஸ ஸ்வஸ்தோ² பூ⁴த்வா ஸ்பஷ்டரூபம்’ ஸர்வ்வலோகாந் த³த³ர்ஸ²|
ତାର୍ହଃଚେ ଜିସୁ ଆରେକ୍ ସେ କାଣାର୍ ଆକାୟ୍ ଚୁୟ୍ଲା, ତଃବେ ସେ ନିକକଃରି ଦଃକ୍ଲା, ଆର୍ ସେ କାଣା ନିକ ଅୟ୍ ସଃବୁ ବିସୟ୍କେ ନିକକଃରି ଦଃକୁକ୍ ଦଃର୍ଲା ।
26 தத: பரம்’ த்வம்’ க்³ராமம்’ மா க³ச்ச² க்³ராமஸ்த²ம்’ கமபி ச கிமப்யநுக்த்வா நிஜக்³ரு’ஹம்’ யாஹீத்யாதி³ஸ்²ய யீஸு²ஸ்தம்’ நிஜக்³ரு’ஹம்’ ப்ரஹிதவாந்|
ତାର୍ହଃଚେ ଜିସୁ ତାକ୍ ନିଜାର୍ ଗଃରେ ହଃଟାୟ୍ ଦଃୟ୍ କୟ୍ଲା, “ଇ ଗାଉଁ ବିତୁର୍କେ ହେଁ ତୁୟ୍ ମୁଳ୍କେ ଜାନାୟ୍ଁ ।”
27 அநந்தரம்’ ஸி²ஷ்யை: ஸஹிதோ யீஸு²: கைஸரீயாபி²லிபிபுரம்’ ஜகா³ம, பதி² க³ச்ச²ந் தாநப்ரு’ச்ச²த் கோ(அ)ஹம் அத்ர லோகா: கிம்’ வத³ந்தி?
ଇତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ କାଇସରିଆ ପିଲିପି ହଲିର୍ ଗାଉଁମଃନ୍କେ ଗଃଲାୟ୍, ଜାତାବାଟେ ଜିସୁ ତାର୍ ଚେଲାମଃନ୍କେ ହଃଚାର୍ଲା, “ମୁୟ୍ଁ କେ ବଃଲି ଲକ୍ମଃନ୍ କାୟ୍ରି କଃଉଁଲାୟ୍?”
28 தே ப்ரத்யூசு: த்வாம்’ யோஹநம்’ மஜ்ஜகம்’ வத³ந்தி கிந்து கேபி கேபி ஏலியம்’ வத³ந்தி; அபரே கேபி கேபி ப⁴விஷ்யத்³வாதி³நாம் ஏகோ ஜந இதி வத³ந்தி|
ସେମଃନ୍ ତାକ୍ ଉତୁର୍ ଦିଲାୟ୍, “କଃତିଲକ୍ କଃଉଁଲାୟ୍, ତୁୟ୍ ବାପ୍ତିସମ୍ ଦେତା ଜହନ୍; ଆର୍ କଃତିଲକ୍ କଃଉଁଲାୟ୍, ତୁୟ୍ ଏଲିୟ; ମଃତର୍ ବିନ୍ କଃତେକ୍ ଲକ୍ମଃନ୍ କଃଉଁଲାୟ୍, ବାବ୍ବାଦିମଃନାର୍ ବିତ୍ରାର୍ ଗଟେକ୍ ବାବ୍ବାଦି ।”
29 அத² ஸ தாநப்ரு’ச்ச²த் கிந்து கோஹம்? இத்யத்ர யூயம்’ கிம்’ வத³த²? ததா³ பிதர: ப்ரத்யவத³த் ப⁴வாந் அபி⁴ஷிக்தஸ்த்ராதா|
ଜିସୁ ସେମଃନ୍କେ ହଃଚାର୍ଲା, “ମଃତର୍ ମୁଁୟ୍ କେ ବଃଲି ତୁମିମଃନ୍ କାୟ୍ରି କଃଉଁଲାସ୍?” ପିତର୍ ତାକ୍ ଉତୁର୍ ଦିଲା, ତୁୟ୍ ଇସ୍ୱର୍ ବାଚ୍ଲା ହାହେ ହୁଣି ମୁକ୍ଳାଉତା କ୍ରିସ୍ଟ ।
30 தத: ஸ தாந் கா³ட⁴மாதி³ஸ²த்³ யூயம்’ மம கதா² கஸ்மைசித³பி மா கத²யத|
ତଃବେ ଜିସୁ ସେମଃନ୍କେ ଚେତାୟ୍ ଦଃୟ୍ କୟ୍ଲା “ମୁଁୟ୍ କେ ବଃଲି ତୁମିମଃନ୍ କାକେ ହେଁ କାୟ୍ରି କଃଉଆ ନୟ୍ ।”
31 மநுஷ்யபுத்ரேணாவஸ்²யம்’ ப³ஹவோ யாதநா போ⁴க்தவ்யா: ப்ராசீநலோகை: ப்ரதா⁴நயாஜகைரத்⁴யாபகைஸ்²ச ஸ நிந்தி³த: ஸந் கா⁴தயிஷ்யதே த்ரு’தீயதி³நே உத்தா²ஸ்யதி ச, யீஸு²: ஸி²ஷ்யாநுபதே³ஷ்டுமாரப்⁴ய கதா²மிமாம்’ ஸ்பஷ்டமாசஷ்ட|
ଜିସୁ ଚେଲାମଃନ୍କେ ସିକ୍ୟା ଦେଉଁକ୍ ଆରୁମ୍ କଃଲା, “ନଃରାର୍ ହୟ୍ସିକ୍ ବାୟ୍ଦ୍ରେ ଦୁକ୍ କଃସ୍ଟ୍ ହାୟ୍ଦ୍, ଆର୍ ପାରାଚିନ୍, ବଃଡ୍ ଜାଜକ୍ ମଃନ୍, ଆର୍ ଦଃର୍ମ୍ ଗୁରୁମଃନ୍ ଦୁର୍ କଃର୍ତି ଆର୍ ମଃର୍ନେ ମାର୍ତି, ଆରେକ୍ ସେ ତିନି ଦିନାର୍ ହଃଚେ ଉଟେଦ୍ ।”
32 தஸ்மாத் பிதரஸ்தஸ்ய ஹஸ்தௌ த்⁴ரு’த்வா தம்’ தர்ஜ்ஜிதவாந்|
ଜିସୁ ଇ ସଃବୁ କଃତା ଚେଲାମଃନ୍କେ ହୁଟାୟ୍କଃରି କୟ୍ଲା, ମଃତର୍ ପିତର୍ ଜିସୁକେ ଗଟ୍ହାକ୍ ବିନେ କୁଦି ନଃୟ୍ ଦଃକା ଦିଲା, “ଇବାନ୍ୟା ତକେ କଃବେ ହେଁ ନଃଉଅ ।”
33 கிந்து ஸ முக²ம்’ பராவர்த்ய ஸி²ஷ்யக³ணம்’ நிரீக்ஷ்ய பிதரம்’ தர்ஜயித்வாவாதீ³த்³ தூ³ரீப⁴வ விக்⁴நகாரிந் ஈஸ்²வரீயகார்ய்யாத³பி மநுஷ்யகார்ய்யம்’ துப்⁴யம்’ ரோசததராம்’|
ମଃତର୍ ଜିସୁ ଉଲ୍ଟି କଃରି ନିଜାର୍ ଚେଲାମଃନ୍କେ ଦଃକି ପିତର୍କେ ଦଃକା ଦଃୟ୍ କୟ୍ଲା, “ମର୍ ମୁଏଁ ହୁଣି ଦୁର୍ ଅଃଉ ସୟ୍ତାନ୍, କାୟ୍ତାକ୍ବଃଲେକ୍ ତୁୟ୍ ଇସ୍ୱରାର୍ ବିସୟ୍ ନଃବାବି, ଲକ୍ମଃନାର୍ ବିସୟ୍ ବାବୁଲିସ୍ ।”
34 அத² ஸ லோகாந் ஸி²ஷ்யாம்’ஸ்²சாஹூய ஜகா³த³ ய: கஸ்²சிந் மாமநுக³ந்தும் இச்ச²தி ஸ ஆத்மாநம்’ தா³ம்யது, ஸ்வக்ருஸ²ம்’ க்³ரு’ஹீத்வா மத்பஸ்²சாத்³ ஆயாது|
ତାର୍ହଃଚେ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଲକ୍ମଃନ୍କେ ତାର୍ ଲଃଗେ କୁଦି କୟ୍ଲା, “ଜୁୟ୍ ଲକ୍ ମର୍ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ସଃବୁ ଚାଡି ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ଆସ ।
35 யதோ ய: கஸ்²சித் ஸ்வப்ராணம்’ ரக்ஷிதுமிச்ச²தி ஸ தம்’ ஹாரயிஷ்யதி, கிந்து ய: கஸ்²சிந் மத³ர்த²ம்’ ஸுஸம்’வாதா³ர்த²ஞ்ச ப்ராணம்’ ஹாரயதி ஸ தம்’ ரக்ஷிஷ்யதி|
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ ନିଜାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ଜିବନ୍ ହାରାୟ୍ଦ୍; ମଃତର୍ ଜୁୟ୍ଲକ୍ ମର୍ ଗିନେ ଆର୍ ମର୍ ନିକ କବୁର୍ ଗିନେ ନିଜାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍କେ ସଃବୁ ଦିନ୍ ଗିନେ ରଃକ୍ୟା କଃରେଦ୍ ।
36 அபரஞ்ச மநுஜ: ஸர்வ்வம்’ ஜக³த் ப்ராப்ய யதி³ ஸ்வப்ராணம்’ ஹாரயதி தர்ஹி தஸ்ய கோ லாப⁴: ?
ଜଦି ଗଟ୍ଲକ୍ ଜଃଗତାର୍ ସଃବୁ ଲାବ୍କଃରି ନିଜାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟ୍ ଲାବ୍?
37 நர: ஸ்வப்ராணவிநிமயேந கிம்’ தா³தும்’ ஸ²க்நோதி?
ଆର୍ ମାନାୟ୍ ଅଃହ୍ଣାର୍ ଜିବନ୍ ବାଦୁଲେ କାୟ୍ରି ଦେଉଁ ହାରେ?
38 ஏதேஷாம்’ வ்யபி⁴சாரிணாம்’ பாபிநாஞ்ச லோகாநாம்’ ஸாக்ஷாத்³ யதி³ கோபி மாம்’ மத்கதா²ஞ்ச லஜ்ஜாஸ்பத³ம்’ ஜாநாதி தர்ஹி மநுஜபுத்ரோ யதா³ த⁴ர்ம்மதூ³தை: ஸஹ பிது: ப்ரபா⁴வேணாக³மிஷ்யதி ததா³ ஸோபி தம்’ லஜ்ஜாஸ்பத³ம்’ ஜ்ஞாஸ்யதி|
ଜଦି କୁୟ୍ଲକ୍ ଇ କାଳାର୍ ହାହିମଃନାର୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ବିତ୍ରେ ମର୍ ଆର୍ ମର୍ ବଃଚନ୍ ଗିନେ ଲାଜ୍ ଅୟ୍ଦ୍, ନଃରାର୍ ହୟ୍ସି ଜଃଡେବଃଳ୍ ପବିତ୍ର ଦୁତ୍ମଃନାର୍ ସଃଙ୍ଗ୍ ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ସେ ହେଁ ତାର୍ ବିସୟେ ଲାଜ୍ ହାୟ୍ଦ୍ ।”