< ਲੂਕਃ 20 >

1 ਅਥੈਕਦਾ ਯੀਸ਼ੁ ਰ੍ਮਨਿਦਰੇ ਸੁਸੰਵਾਦੰ ਪ੍ਰਚਾਰਯਨ੍ ਲੋਕਾਨੁਪਦਿਸ਼ਤਿ, ਏਤਰ੍ਹਿ ਪ੍ਰਧਾਨਯਾਜਕਾ ਅਧ੍ਯਾਪਕਾਃ ਪ੍ਰਾਞ੍ਚਸ਼੍ਚ ਤੰਨਿਕਟਮਾਗਤ੍ਯ ਪਪ੍ਰੱਛੁਃ
ଗଟ୍‌ଦିନ୍‌ ଜିସୁ ଜଃଡେବଃଳ୍‌ ମନ୍ଦିରେ ସିକ୍ୟା ଦେତିରିଲା ଆର୍‌, ନିକ କବୁର୍‌ ପର୍ଚାର୍‌ କଃର୍ତିରିଲା, ସଃଡେବଃଳ୍‌ ବଃଡ୍ ଜାଜକ୍‌ ଆର୍‌ ଦଃର୍ମ୍‌ଗୁରୁମଃନ୍‌ ପାରାଚିନ୍‌ମଃନାର୍‌ ସଃଙ୍ଗ୍ ଆସି ତାକ୍‌ କୟ୍‌ଲାୟ୍‌,
2 ਕਯਾਜ੍ਞਯਾ ਤ੍ਵੰ ਕਰ੍ੰਮਾਣ੍ਯੇਤਾਨਿ ਕਰੋਸ਼਼ਿ? ਕੋ ਵਾ ਤ੍ਵਾਮਾਜ੍ਞਾਪਯਤ੍? ਤਦਸ੍ਮਾਨ੍ ਵਦ|
“ତୁୟ୍‌ ଇରିମଃନ୍‌ କୁୟ୍‌ ଅଃଦିକାରେ କଃରୁଲିସ୍‌ ଆର୍‌ ଜେ ତକେ ଇ ଅଃଦିକାର୍‌ ଦିଲା, ସେ କେ, ଅଃମିକ୍‌ କଃଉ?”
3 ਸ ਪ੍ਰਤ੍ਯੁਵਾਚ, ਤਰ੍ਹਿ ਯੁਸ਼਼੍ਮਾਨਪਿ ਕਥਾਮੇਕਾਂ ਪ੍ਰੁʼੱਛਾਮਿ ਤਸ੍ਯੋੱਤਰੰ ਵਦਤ|
ମଃତର୍‌ ଜିସୁ ସେମଃନ୍‌କେ ଉତୁର୍‌ ଦିଲା, “ମୁୟ୍‌ଁ ହେଁ ତୁମିକେ ଗଟେକ୍‌ କଃତା ହଃଚାରିନ୍ଦ୍‌, ମକେ କଃଉଆ,
4 ਯੋਹਨੋ ਮੱਜਨਮ੍ ਈਸ਼੍ਵਰਸ੍ਯ ਮਾਨੁਸ਼਼ਾਣਾਂ ਵਾਜ੍ਞਾਤੋ ਜਾਤੰ?
ବାପ୍ତିସମ୍‌ ଦେତା ଜହନ୍‌ ବାପ୍ତିସମ୍‌ ଦେତା ଅଃଦିକାର୍‌ ସଃର୍ଗେ ହୁଣି କି ଲକାର୍‌ ତଃୟ୍‌ହୁଣି ଅୟ୍‌ଲି?”
5 ਤਤਸ੍ਤੇ ਮਿਥੋ ਵਿਵਿਚ੍ਯ ਜਗਦੁਃ, ਯਦੀਸ਼੍ਵਰਸ੍ਯ ਵਦਾਮਸ੍ਤਰ੍ਹਿ ਤੰ ਕੁਤੋ ਨ ਪ੍ਰਤ੍ਯੈਤ ਸ ਇਤਿ ਵਕ੍ਸ਼਼੍ਯਤਿ|
ସେତାକ୍‌ ସେମଃନ୍ ତାକାର୍‌ ତାକାର୍‌ ବିତ୍ରେ କଃଉଆକଇ ଅୟ୍‌ କୟ୍‌ଲାୟ୍‌, “ଜଦି ସଃର୍ଗେ ହୁଣି ବଃଲି କଃଉନ୍ଦ୍, ତଃବେ ସେ କୟ୍‌ଦ୍‌ ତୁମିମଃନ୍ କାୟ୍‌ତାକ୍‌ ଜହନ୍‌କେ ବିସ୍ୱାସ୍‌ ନଃକେଲାସ୍‌?
6 ਯਦਿ ਮਨੁਸ਼਼੍ਯਸ੍ਯੇਤਿ ਵਦਾਮਸ੍ਤਰ੍ਹਿ ਸਰ੍ੱਵੇ ਲੋਕਾ ਅਸ੍ਮਾਨ੍ ਪਾਸ਼਼ਾਣੈ ਰ੍ਹਨਿਸ਼਼੍ਯਨ੍ਤਿ ਯਤੋ ਯੋਹਨ੍ ਭਵਿਸ਼਼੍ਯਦ੍ਵਾਦੀਤਿ ਸਰ੍ੱਵੇ ਦ੍ਰੁʼਢੰ ਜਾਨਨ੍ਤਿ|
ମଃତର୍‌ ଜଦି ମାନାୟ୍‌ ତଃୟ୍‌ହୁଣି ବଃଲି କଃଉନ୍ଦ୍, ତଃବେ ଲକ୍‌ମଃନ୍ ଅଃମିକ୍‌ ଟେଳା ସୁତ୍ରି ମାରି ହଃକାଉତି, କାୟ୍‌ତାକ୍‌ବଃଲେକ୍‌ ଜହନ୍‌ ତ ଗଟେକ୍‌ ବାବ୍‌ବାଦି ବଃଲି ଲକ୍‌ମଃନ୍ ବେସି ବିସ୍ୱାସ୍‌ କଃର୍ତି ରିଲାୟ୍‌ ।”
7 ਅਤਏਵ ਤੇ ਪ੍ਰਤ੍ਯੂਚੁਃ ਕਸ੍ਯਾਜ੍ਞਯਾ ਜਾਤਮ੍ ਇਤਿ ਵਕ੍ਤੁੰ ਨ ਸ਼ਕ੍ਨੁਮਃ|
ଇତାର୍‌ ଗିନେ ସେରି କୁୟ୍‌ତିହୁଣି ଅୟ୍‌ଲି, ଇରି ନଃଜାଣୁ ବଃଲି ସେମଃନ୍ କୟ୍‌ଲାୟ୍‌ ।
8 ਤਦਾ ਯੀਸ਼ੁਰਵਦਤ੍ ਤਰ੍ਹਿ ਕਯਾਜ੍ਞਯਾ ਕਰ੍ੰਮਾਣ੍ਯੇਤਾਤਿ ਕਰੋਮੀਤਿ ਚ ਯੁਸ਼਼੍ਮਾਨ੍ ਨ ਵਕ੍ਸ਼਼੍ਯਾਮਿ|
ଜିସୁ ସେମଃନ୍‌କେ କୟ୍‌ଲା, “ତଃବେ ମୁୟ୍‌ଁ କୁୟ୍‌ ଅଃଦିକାରେ ଇସଃବୁ କଃରୁଲେ, ସେରି ହେଁ ତୁମିମଃନ୍‌କେ ନଃକୟ୍‌ଁ ।”
9 ਅਥ ਲੋਕਾਨਾਂ ਸਾਕ੍ਸ਼਼ਾਤ੍ ਸ ਇਮਾਂ ਦ੍ਰੁʼਸ਼਼੍ਟਾਨ੍ਤਕਥਾਂ ਵਕ੍ਤੁਮਾਰੇਭੇ, ਕਸ਼੍ਚਿਦ੍ ਦ੍ਰਾਕ੍ਸ਼਼ਾਕ੍ਸ਼਼ੇਤ੍ਰੰ ਕ੍ਰੁʼਤ੍ਵਾ ਤਤ੍ ਕ੍ਸ਼਼ੇਤ੍ਰੰ ਕ੍ਰੁʼਸ਼਼ੀਵਲਾਨਾਂ ਹਸ੍ਤੇਸ਼਼ੁ ਸਮਰ੍ਪ੍ਯ ਬਹੁਕਾਲਾਰ੍ਥੰ ਦੂਰਦੇਸ਼ੰ ਜਗਾਮ|
ତାର୍‌ହଃଚେ ଜିସୁ ଲକ୍‌ମଃନ୍‌କେ ଇ କଃତା କଃଉଁକେ ଦଃର୍ଲା । “ଗଟ୍‌ ମାନାୟ୍‌ ଗଟ୍‌ ଅଙ୍ଗୁର୍‌ ବାଳ୍‌ କଃରି ସେରି ବାଗ୍ ତାସିମଃନ୍‌କେ ବାଗେ ଦଃୟ୍‌ ବୁତେକ୍‌ ଦିନାର୍‌ ଗିନେ ବିଦେସେ ଗଃଲା ।
10 ਅਥ ਫਲਕਾਲੇ ਫਲਾਨਿ ਗ੍ਰਹੀਤੁ ਕ੍ਰੁʼਸ਼਼ੀਵਲਾਨਾਂ ਸਮੀਪੇ ਦਾਸੰ ਪ੍ਰਾਹਿਣੋਤ੍ ਕਿਨ੍ਤੁ ਕ੍ਰੁʼਸ਼਼ੀਵਲਾਸ੍ਤੰ ਪ੍ਰਹ੍ਰੁʼਤ੍ਯ ਰਿਕ੍ਤਹਸ੍ਤੰ ਵਿਸਸਰ੍ਜੁਃ|
ଆରେକ୍‌ ସେ ତାସିମଃନ୍‌ ଜଃନ୍‌କଃରି ତାକେ ବାଳାର୍‌ ଅଙ୍ଗୁର୍‌ ହଃଳାର୍‌ ବାଗ୍ ଦେତି, ଇତାକ୍‌ ସେ ଗଟେକ୍‌ ଗତିଦଃଙ୍ଗ୍‌ଳାକ୍‌ ଟିକ୍‌ ବେଳାୟ୍‌ ସେମଃନାର୍‌ ତଃୟ୍‌ ହଃଟାୟ୍‌ଲା, ମଃତର୍‌ ସେ ତାସିମଃନ୍‌ ତାକ୍‌ ମାଡ୍ ମାରି ଚୁଚା ଆତେ ହଃଟାୟ୍‌ଲାୟ୍‌,
11 ਤਤਃ ਸੋਧਿਪਤਿਃ ਪੁਨਰਨ੍ਯੰ ਦਾਸੰ ਪ੍ਰੇਸ਼਼ਯਾਮਾਸ, ਤੇ ਤਮਪਿ ਪ੍ਰਹ੍ਰੁʼਤ੍ਯ ਕੁਵ੍ਯਵਹ੍ਰੁʼਤ੍ਯ ਰਿਕ੍ਤਹਸ੍ਤੰ ਵਿਸਸ੍ਰੁʼਜੁਃ|
ସେ ଆରେକ୍‌ ଗଟ୍‌ ଗତିଦଃଙ୍ଗ୍‌ଳାକ୍‌ ହେଁ ହଃଟାୟ୍‌ଲା; ମଃତର୍‌ ସେମଃନ୍ ତାକେ ହେଁ ମାଡ୍‌ ମାରି ଲାଜ୍‌ କଃରାୟ୍‌ ଆର୍‌ ଚୁଚା ଆତେ ହଃଟାୟ୍‌ଲାୟ୍‌ ।
12 ਤਤਃ ਸ ਤ੍ਰੁʼਤੀਯਵਾਰਮ੍ ਅਨ੍ਯੰ ਪ੍ਰਾਹਿਣੋਤ੍ ਤੇ ਤਮਪਿ ਕ੍ਸ਼਼ਤਾਙ੍ਗੰ ਕ੍ਰੁʼਤ੍ਵਾ ਬਹਿ ਰ੍ਨਿਚਿਕ੍ਸ਼਼ਿਪੁਃ|
ତାର୍‌ହଃଚେ ସେ ଦୁୟ୍‌ ଲକ୍‌କେ ହଃଟାୟ୍‌ଲା ହଃଚେ, ଆରେକ୍‌ ଗଟ୍‌ ଲକ୍‌କେ ହଃଟାୟ୍‌ଲା, ମଃତର୍‌ ସେମଃନ୍ ତାକେ ହେଁ ବାନାକାବ୍‌ରା କଃରି ହଃଦାୟ୍‌ ହଃକାୟ୍‌ଲାୟ୍‌ ।
13 ਤਦਾ ਕ੍ਸ਼਼ੇਤ੍ਰਪਤਿ ਰ੍ਵਿਚਾਰਯਾਮਾਸ, ਮਮੇਦਾਨੀਂ ਕਿੰ ਕਰ੍ੱਤਵ੍ਯੰ? ਮਮ ਪ੍ਰਿਯੇ ਪੁਤ੍ਰੇ ਪ੍ਰਹਿਤੇ ਤੇ ਤਮਵਸ਼੍ਯੰ ਦ੍ਰੁʼਸ਼਼੍ਟ੍ਵਾ ਸਮਾਦਰਿਸ਼਼੍ਯਨ੍ਤੇ|
ସେତାକ୍‌ ଅଙ୍ଗୁର୍‌ ବାଳାର୍‌ ସାଉକାର୍‌ କୟ୍‌ଲା ମୁୟ୍‌ଁ କାୟ୍‌ କଃରିନ୍ଦ୍‌? ମର୍‌ ଲାଡାର୍‌ ହଅକେ ହଃଟାୟ୍‌ନ୍ଦ୍, କେଜାଣ୍ ସେମଃନ୍ ତାକେ ମାୟ୍‌ନ୍‌ କଃର୍ତି ।
14 ਕਿਨ੍ਤੁ ਕ੍ਰੁʼਸ਼਼ੀਵਲਾਸ੍ਤੰ ਨਿਰੀਕ੍ਸ਼਼੍ਯ ਪਰਸ੍ਪਰੰ ਵਿਵਿਚ੍ਯ ਪ੍ਰੋਚੁਃ, ਅਯਮੁੱਤਰਾਧਿਕਾਰੀ ਆਗੱਛਤੈਨੰ ਹਨ੍ਮਸ੍ਤਤੋਧਿਕਾਰੋਸ੍ਮਾਕੰ ਭਵਿਸ਼਼੍ਯਤਿ|
ମଃତର୍‌ ତାସିମଃନ୍‌ ତାକ୍‌ ଦଃକି ତାକାର୍‌ ତାକାର୍‌ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍‌, ଏ ତ ସାଉକାରାର୍‌ ହୟ୍‌ସି, ଆକ୍‌ ମଃର୍ନେ ମାରୁଆଁ, ତଃବେ ସଃବୁ ଦଃନ୍‌ବିତ୍‌ ଅଃମାର୍‌ ଅୟ୍‌ଦ୍‌ ।
15 ਤਤਸ੍ਤੇ ਤੰ ਕ੍ਸ਼਼ੇਤ੍ਰਾਦ੍ ਬਹਿ ਰ੍ਨਿਪਾਤ੍ਯ ਜਘ੍ਨੁਸ੍ਤਸ੍ਮਾਤ੍ ਸ ਕ੍ਸ਼਼ੇਤ੍ਰਪਤਿਸ੍ਤਾਨ੍ ਪ੍ਰਤਿ ਕਿੰ ਕਰਿਸ਼਼੍ਯਤਿ?
ଆର୍‌ ସେମଃନ୍ ତାକ୍‌ ମଃର୍ନେ ମାରି ଅଙ୍ଗୁର୍‌ ବାଳାର୍‌ ସେହାଟି ହଃକାୟ୍‌ଲାୟ୍‌ । ତଃନ୍‌ଅଲେ ଅଙ୍ଗୁର୍‌ ବାଳାର୍‌ ସାଉକାର୍‌ ସେମଃନ୍‌କେ କଃନ୍‌କଃରେଦ୍‌?
16 ਸ ਆਗਤ੍ਯ ਤਾਨ੍ ਕ੍ਰੁʼਸ਼਼ੀਵਲਾਨ੍ ਹਤ੍ਵਾ ਪਰੇਸ਼਼ਾਂ ਹਸ੍ਤੇਸ਼਼ੁ ਤਤ੍ਕ੍ਸ਼਼ੇਤ੍ਰੰ ਸਮਰ੍ਪਯਿਸ਼਼੍ਯਤਿ; ਇਤਿ ਕਥਾਂ ਸ਼੍ਰੁਤ੍ਵਾ ਤੇ (ਅ)ਵਦਨ੍ ਏਤਾਦ੍ਰੁʼਸ਼ੀ ਘਟਨਾ ਨ ਭਵਤੁ|
ସେ ଆସି ଇ ତାସିମଃନ୍‌କେ ନାସ୍‌ କଃରେଦ୍‌ ଆର୍‌ ବିନ୍ ଲକ୍‌ମଃନ୍‌କେ ଅଙ୍ଗୁର୍‌ ବାଳ୍‌ ଦଃୟ୍‌ଦ୍‌ ।” ଇରି ସୁଣି ସେମଃନ୍ କୟ୍‌ଲାୟ୍‌, “ସେରି ନଃଉଅ ।”
17 ਕਿਨ੍ਤੁ ਯੀਸ਼ੁਸ੍ਤਾਨਵਲੋਕ੍ਯ ਜਗਾਦ, ਤਰ੍ਹਿ, ਸ੍ਥਪਤਯਃ ਕਰਿਸ਼਼੍ਯਨ੍ਤਿ ਗ੍ਰਾਵਾਣੰ ਯਨ੍ਤੁ ਤੁੱਛਕੰ| ਪ੍ਰਧਾਨਪ੍ਰਸ੍ਤਰਃ ਕੋਣੇ ਸ ਏਵ ਹਿ ਭਵਿਸ਼਼੍ਯਤਿ| ਏਤਸ੍ਯ ਸ਼ਾਸ੍ਤ੍ਰੀਯਵਚਨਸ੍ਯ ਕਿੰ ਤਾਤ੍ਪਰ੍ੱਯੰ?
ମଃତର୍‌ ସେମଃନ୍‌କେ ଆକି ନିକକଃରି ସଃଳ୍‌କେ ଦଃକି କୟ୍‌ଲା, “ତଃବେ ଇ ଜୁୟ୍‌ କଃତା ଲେକାଆଚେ, ତାର୍‌ ବାବ୍‌ କାୟ୍‌ରି, ଗଃର୍‌ ବାନ୍ଦୁମଃନ୍‌ ଜୁୟ୍‌ ଟେଳାକେ ମଃନ୍‌ ନଃକେଲାୟ୍‌, ସେରି କନାର୍‌ ମୁଳ୍‌ ଟେଳା ଅୟ୍‌ଲି ।
18 ਅਪਰੰ ਤਤ੍ਪਾਸ਼਼ਾਣੋਪਰਿ ਯਃ ਪਤਿਸ਼਼੍ਯਤਿ ਸ ਭੰਕ੍ਸ਼਼੍ਯਤੇ ਕਿਨ੍ਤੁ ਯਸ੍ਯੋਪਰਿ ਸ ਪਾਸ਼਼ਾਣਃ ਪਤਿਸ਼਼੍ਯਤਿ ਸ ਤੇਨ ਧੂਲਿਵਚ੍ ਚੂਰ੍ਣੀਭਵਿਸ਼਼੍ਯਤਿ|
ଜେ ସେ ଟେଳା ଉହ୍ରେ ଅଦ୍ରେଦ୍‌, ସେ କଃଣ୍ଡ୍‌ କଃଣ୍ଡ୍‌ ଅୟ୍‌ଦ୍‌, ଆର୍‌ ସେ ଟେଳା ଜାର୍‌ ଉହ୍ରେ ଅଦ୍ରେଦ୍‌ ତାକ୍‌ ସେରି ଗୁଣ୍ଡ୍‌ଗୁଣ୍ଡା କଃରେଦ୍‌ ।”
19 ਸੋਸ੍ਮਾਕੰ ਵਿਰੁੱਧੰ ਦ੍ਰੁʼਸ਼਼੍ਟਾਨ੍ਤਮਿਮੰ ਕਥਿਤਵਾਨ੍ ਇਤਿ ਜ੍ਞਾਤ੍ਵਾ ਪ੍ਰਧਾਨਯਾਜਕਾ ਅਧ੍ਯਾਪਕਾਸ਼੍ਚ ਤਦੈਵ ਤੰ ਧਰ੍ਤੁੰ ਵਵਾਞ੍ਛੁਃ ਕਿਨ੍ਤੁ ਲੋਕੇਭ੍ਯੋ ਬਿਭ੍ਯੁਃ|
ଇତାକ୍‌ ଦଃର୍ମ୍‌ଗୁରୁ ଆର୍‌ ମୁଳ୍‌ ଜାଜକ୍‌ମଃନ୍ ସେଦାହ୍ରେ ତାକେ ଦଃରୁକେ ମଃନ୍‌ କଃଲାୟ୍‌, ମଃତର୍‌ ସେମଃନ୍ ଲକ୍‌ମଃନ୍‌କେ ଡିର୍‌ଲାୟ୍‌, ବଃଲେକ୍‌ ସେ କଃତା ସେମଃନ୍‌କେ ଦଃକିକଃରି ଜିସୁ ସେମଃନ୍‌କେ କୟ୍‌ଲା ବଃଲି ସେମଃନ୍ ବୁଜ୍‌ଲାୟ୍‌ ।
20 ਅਤਏਵ ਤੰ ਪ੍ਰਤਿ ਸਤਰ੍ਕਾਃ ਸਨ੍ਤਃ ਕਥੰ ਤਦ੍ਵਾਕ੍ਯਦੋਸ਼਼ੰ ਧ੍ਰੁʼਤ੍ਵਾ ਤੰ ਦੇਸ਼ਾਧਿਪਸ੍ਯ ਸਾਧੁਵੇਸ਼ਧਾਰਿਣਸ਼੍ਚਰਾਨ੍ ਤਸ੍ਯ ਸਮੀਪੇ ਪ੍ਰੇਸ਼਼ਯਾਮਾਸੁਃ|
ସେତାକ୍‌ ସେମଃନ୍ ତାକ୍‌ ସଃର୍‌କାରି ଅଃଦିକାରିମଃନାର୍‌ ଆତେ ଆର୍‌ ରାଇଜ୍‌କଃର୍ତା ଲକାର୍‌ ଅଃଦିକାର୍‌ ତଃଳେ ସଃର୍ହି ଦେଉଁକେ ସୁବିଦା ଲଳି ତାର୍‌ କଃତାୟ୍‌ ଦଃସ୍‌ ଦଃରୁକ୍‌ ଚାଲାକି ବାବେ ଅଃହ୍‌ଣା ଅଃହ୍‌ଣାକ୍‌ ଦଃର୍ମି ଲକ୍‌ ବଃଲି ଦଃକାୟ୍‌ ଅଃଉତା ଚର୍‌ମଃନ୍‌କେ ଲାଚ୍ ଦଃୟ୍‌ ହଃଟାୟ୍‌ଲାୟ୍‌ ।
21 ਤਦਾ ਤੇ ਤੰ ਪਪ੍ਰੱਛੁਃ, ਹੇ ਉਪਦੇਸ਼ਕ ਭਵਾਨ੍ ਯਥਾਰ੍ਥੰ ਕਥਯਨ੍ ਉਪਦਿਸ਼ਤਿ, ਕਮਪ੍ਯਨਪੇਕ੍ਸ਼਼੍ਯ ਸਤ੍ਯਤ੍ਵੇਨੈਸ਼੍ਵਰੰ ਮਾਰ੍ਗਮੁਪਦਿਸ਼ਤਿ, ਵਯਮੇਤੱਜਾਨੀਮਃ|
ସେ ଚର୍‌ମଃନ୍ ଜିସୁକେ ହଃଚାର୍ଲାୟ୍‌, “ଏ ଗୁରୁ, ଅଃମିମଃନ୍‌ ଜାଣିଆଚୁ ତୁୟ୍‌ ସଃତ୍‌ କଃତା କଃଉଁଲିସ୍‌ ଆର୍‌ ସିକ୍ୟା ଦେଉଁଲିସ୍‌ ଆର୍‌ କାର୍‌ ମୁକ୍‌ମେଟ୍‌ ନଃଦେକ୍‌ସି, ମଃତର୍‌ ସଃତ୍‌କଃରି ଇସ୍ୱରାର୍‌ ଇସାବେ ସିକ୍ୟା ଦେଉଁଲିସ୍‌ ।
22 ਕੈਸਰਰਾਜਾਯ ਕਰੋਸ੍ਮਾਭਿ ਰ੍ਦੇਯੋ ਨ ਵਾ?
ଅଃମିମଃନ୍‌କ୍‌ କଃଉ, କାଇସର୍‌କେ ସିସ୍ଟୁ ଦେତା ଅଃମାର୍‌ ବିଦି ଆଚେ କି ନୟ୍‌?”
23 ਸ ਤੇਸ਼਼ਾਂ ਵਞ੍ਚਨੰ ਜ੍ਞਾਤ੍ਵਾਵਦਤ੍ ਕੁਤੋ ਮਾਂ ਪਰੀਕ੍ਸ਼਼ਧ੍ਵੇ? ਮਾਂ ਮੁਦ੍ਰਾਮੇਕੰ ਦਰ੍ਸ਼ਯਤ|
ମଃତର୍‌ ଜିସୁ ସେମଃନାର୍‌ ଚାଲାକିକେ ଜାଣି ସେମଃନ୍‌କେ କୟ୍‌ଲା, “ମକ୍‌ ଗଟ୍‌ ଅଦ୍‌ଲି ଦଃକାଉଆ ।
24 ਇਹ ਲਿਖਿਤਾ ਮੂਰ੍ਤਿਰਿਯੰ ਨਾਮ ਚ ਕਸ੍ਯ? ਤੇ(ਅ)ਵਦਨ੍ ਕੈਸਰਸ੍ਯ|
ମକେ ଗଟେକ୍‌ ଟଃକା ଦଃକାଉ । ଇତି କାର୍‌ ମୁର୍ତି ଆର୍‌ ନାଉଁ ଆଚେ?” ସେମଃନ୍ କୟ୍‌ଲାୟ୍‌, “କାଇସର୍‌ ।”
25 ਤਦਾ ਸ ਉਵਾਚ, ਤਰ੍ਹਿ ਕੈਸਰਸ੍ਯ ਦ੍ਰਵ੍ਯੰ ਕੈਸਰਾਯ ਦੱਤ; ਈਸ਼੍ਵਰਸ੍ਯ ਤੁ ਦ੍ਰਵ੍ਯਮੀਸ਼੍ਵਰਾਯ ਦੱਤ|
ସେତାକ୍‌ ଜିସୁ ସେମଃନ୍‌କେ କୟ୍‌ଲା, “ତଃବେ ଜୁୟ୍‌ରି କାଇସରାର୍‌ ସେରି କାଇସର୍‌କେ ଦିଆସ୍‌; ଆର୍‌ ଜୁୟ୍‌ରି ଇସ୍ୱରାର୍‌ ସେରି ଇସ୍ୱର୍‌କେ ଦିଆସ୍‌ ।”
26 ਤਸ੍ਮਾੱਲੋਕਾਨਾਂ ਸਾਕ੍ਸ਼਼ਾਤ੍ ਤਤ੍ਕਥਾਯਾਃ ਕਮਪਿ ਦੋਸ਼਼ੰ ਧਰ੍ਤੁਮਪ੍ਰਾਪ੍ਯ ਤੇ ਤਸ੍ਯੋੱਤਰਾਦ੍ ਆਸ਼੍ਚਰ੍ੱਯੰ ਮਨ੍ਯਮਾਨਾ ਮੌਨਿਨਸ੍ਤਸ੍ਥੁਃ|
ଇତାକ୍‌ ସେମଃନ୍ ଲକାର୍‌ ଆଗେ ତାର୍‌ କଃତାର୍‌ ଦଃସ୍‌ ଦଃରୁକ୍‌ ହାରି ନାହାର୍ଲାୟ୍‌, ଆର୍‌ ସେମଃନ୍ ତାର୍‌ କଃତାୟ୍‌ କାବା ଅୟ୍‌ ମଦା ଅୟ୍‌ଲାୟ୍‌ ।
27 ਅਪਰਞ੍ਚ ਸ਼੍ਮਸ਼ਾਨਾਦੁੱਥਾਨਾਨਙ੍ਗੀਕਾਰਿਣਾਂ ਸਿਦੂਕਿਨਾਂ ਕਿਯਨ੍ਤੋ ਜਨਾ ਆਗਤ੍ਯ ਤੰ ਪਪ੍ਰੱਛੁਃ,
ତାର୍‌ହଃଚେ ମଃଲା ଲକ୍‌ ଉଟ୍‌ତାର୍‌ ସଃତ୍‌ ନଃକେର୍ତା କଃତିଗଟ୍‌ ସାଦୁକିମଃନ୍‌ ଜିସୁର୍‌ ହାକ୍‌ ଆସି ହଃଚାର୍ଲାୟ୍‌,
28 ਹੇ ਉਪਦੇਸ਼ਕ ਸ਼ਾਸ੍ਤ੍ਰੇ ਮੂਸਾ ਅਸ੍ਮਾਨ੍ ਪ੍ਰਤੀਤਿ ਲਿਲੇਖ ਯਸ੍ਯ ਭ੍ਰਾਤਾ ਭਾਰ੍ੱਯਾਯਾਂ ਸਤ੍ਯਾਂ ਨਿਃਸਨ੍ਤਾਨੋ ਮ੍ਰਿਯਤੇ ਸ ਤੱਜਾਯਾਂ ਵਿਵਹ੍ਯ ਤਦ੍ਵੰਸ਼ਮ੍ ਉਤ੍ਪਾਦਯਿਸ਼਼੍ਯਤਿ|
“ଏ ଗୁରୁ, ମସା ଅଃମାର୍‌ ଗିନେ ଲେକ୍‌ଲାଆଚେ ଜେ, ଜଦି ଗଟ୍‌ ଲକାର୍‌ ବାୟ୍‌ସିର୍‌ ଡକୁର୍ସି ରେଉଁ ରେଉଁ ହିଲାମଃନ୍‌ ନଃଉତ୍‌ ମଃରେଦ୍‌, ତଃନ୍‌ଅଲେ ତାର୍‌ ବାୟ୍‌ସି ତାର୍‌ ଡକୁର୍ସିକେ ସଃଙ୍ଗାୟ୍‌ କଃରି ଅଃହ୍‌ଣାର୍‌ ବାୟ୍‌ସିର୍‌ ବଃଉଁସ୍‌ ବାଡାୟ୍‌ଦ୍‌ ।
29 ਤਥਾਚ ਕੇਚਿਤ੍ ਸਪ੍ਤ ਭ੍ਰਾਤਰ ਆਸਨ੍ ਤੇਸ਼਼ਾਂ ਜ੍ਯੇਸ਼਼੍ਠੋ ਭ੍ਰਾਤਾ ਵਿਵਹ੍ਯ ਨਿਰਪਤ੍ਯਃ ਪ੍ਰਾਣਾਨ੍ ਜਹੌ|
ଗଟ୍‌ତର୍‌ ସାତ୍‌ ବାୟ୍‌ ରିଲାୟ୍‌, ବଃଡ୍‌ ବାୟ୍‌ସି ଗଟ୍‌ ମାୟ୍‌ଜିକେ ବିବା ଅୟ୍‌ଲା ଆର୍‌ ହିଲାମଃନ୍‌ ନଃଉତ୍‌ ମଃଲା ।
30 ਅਥ ਦ੍ਵਿਤੀਯਸ੍ਤਸ੍ਯ ਜਾਯਾਂ ਵਿਵਹ੍ਯ ਨਿਰਪਤ੍ਯਃ ਸਨ੍ ਮਮਾਰ| ਤ੍ਰੁʼਤੀਯਸ਼੍ਚ ਤਾਮੇਵ ਵ੍ਯੁਵਾਹ;
ଦୁୟ୍‌ ବାୟ୍‌ର୍‌ ହଃଚେ ଆରେକ୍‌ ଗଟ୍‌ ବାୟ୍‌ସି ହେଁ ତାକ୍‌ ସଃଙ୍ଗାୟ୍‌ଲା;
31 ਇੱਥੰ ਸਪ੍ਤ ਭ੍ਰਾਤਰਸ੍ਤਾਮੇਵ ਵਿਵਹ੍ਯ ਨਿਰਪਤ੍ਯਾਃ ਸਨ੍ਤੋ ਮਮ੍ਰੁਃ|
ସେରଃକମ୍‌ ସାତ୍‌ ବାୟ୍‌ ଜାକ ହିଲାମଃନ୍‌ ନଃଉତ୍‌ ମଃଲାୟ୍‌ ।
32 ਸ਼ੇਸ਼਼ੇ ਸਾ ਸ੍ਤ੍ਰੀ ਚ ਮਮਾਰ|
ସଃରାସଃରି ସେ ମାୟ୍‌ଜି ହେଁ ମଃଲି ।
33 ਅਤਏਵ ਸ਼੍ਮਸ਼ਾਨਾਦੁੱਥਾਨਕਾਲੇ ਤੇਸ਼਼ਾਂ ਸਪ੍ਤਜਨਾਨਾਂ ਕਸ੍ਯ ਸਾ ਭਾਰ੍ੱਯਾ ਭਵਿਸ਼਼੍ਯਤਿ? ਯਤਃ ਸਾ ਤੇਸ਼਼ਾਂ ਸਪ੍ਤਾਨਾਮੇਵ ਭਾਰ੍ੱਯਾਸੀਤ੍|
ତଃବେ ମଃଲାଲକ୍‌ମଃନ୍‌ ଉଟ୍‌ତାବଃଳ୍‌ ସେମଃନାର୍‌ ବିତ୍ରେ ସେ କାର୍‌ ଡକୁର୍ସି ଅୟ୍‌ଦ୍‌? ସାତ୍‌ ବାୟ୍‌ ଜାକ ତ ତାକେ ସଃଙ୍ଗାୟ୍‌ ରିଲାୟ୍‌ ।”
34 ਤਦਾ ਯੀਸ਼ੁਃ ਪ੍ਰਤ੍ਯੁਵਾਚ, ਏਤਸ੍ਯ ਜਗਤੋ ਲੋਕਾ ਵਿਵਹਨ੍ਤਿ ਵਾਗ੍ਦੱਤਾਸ਼੍ਚ ਭਵਨ੍ਤਿ (aiōn g165)
ଜିସୁ ସେମଃନ୍‌କେ କୟ୍‌ଲା, “ଇ ଜଃଗତାର୍‌ ଲକ୍‌ମଃନ୍ ବିବା କଃର୍ତି ଆର୍‌ ବିବା ଦେତି । (aiōn g165)
35 ਕਿਨ੍ਤੁ ਯੇ ਤੱਜਗਤ੍ਪ੍ਰਾਪ੍ਤਿਯੋਗ੍ਯਤ੍ਵੇਨ ਗਣਿਤਾਂ ਭਵਿਸ਼਼੍ਯਨ੍ਤਿ ਸ਼੍ਮਸ਼ਾਨਾੱਚੋੱਥਾਸ੍ਯਨ੍ਤਿ ਤੇ ਨ ਵਿਵਹਨ੍ਤਿ ਵਾਗ੍ਦੱਤਾਸ਼੍ਚ ਨ ਭਵਨ੍ਤਿ, (aiōn g165)
ମଃତର୍‌ ଜୁୟ୍‌ମଃନ୍‌ ସେ ଜଃଗତାର୍‌ ଗିନେ ଉଟ୍‌ତାର୍‌ ଜୟ୍‌ଗ୍‌ ଅଃଉତି, ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । (aiōn g165)
36 ਤੇ ਪੁਨ ਰ੍ਨ ਮ੍ਰਿਯਨ੍ਤੇ ਕਿਨ੍ਤੁ ਸ਼੍ਮਸ਼ਾਨਾਦੁੱਥਾਪਿਤਾਃ ਸਨ੍ਤ ਈਸ਼੍ਵਰਸ੍ਯ ਸਨ੍ਤਾਨਾਃ ਸ੍ਵਰ੍ਗੀਯਦੂਤਾਨਾਂ ਸਦ੍ਰੁʼਸ਼ਾਸ਼੍ਚ ਭਵਨ੍ਤਿ|
ଆରେକ୍‌, ସେମଃନ୍ ମଃରୁ ନଃହାର୍ତି, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ଦୁତ୍‌ ମଃନ୍‌କାର୍‌ ହର୍‌ ରେତି, ଆର୍‌ ମଃରି ଉଟ୍‌ଲା ହିଲାମଃନ୍‌ ଅୟ୍‌ରିଲାକ୍‌ ଇସ୍ୱରାର୍‌ ହିଲାମଃନ୍‌ ଅଃଉତି ।
37 ਅਧਿਕਨ੍ਤੁ ਮੂਸਾਃ ਸ੍ਤਮ੍ਬੋਪਾਖ੍ਯਾਨੇ ਪਰਮੇਸ਼੍ਵਰ ਈਬ੍ਰਾਹੀਮ ਈਸ਼੍ਵਰ ਇਸ੍ਹਾਕ ਈਸ਼੍ਵਰੋ ਯਾਕੂਬਸ਼੍ਚੇਸ਼੍ਵਰ ਇਤ੍ਯੁਕ੍ਤ੍ਵਾ ਮ੍ਰੁʼਤਾਨਾਂ ਸ਼੍ਮਸ਼ਾਨਾਦ੍ ਉੱਥਾਨਸ੍ਯ ਪ੍ਰਮਾਣੰ ਲਿਲੇਖ|
ମଃତର୍‌ ମଃଲାଲକ୍‌ମଃନ୍‌ ଜେ ଉଟ୍‌ତି, ଇରି ମସା ହେଁ ଗଟ୍‌ ବୁଟାର୍‌ ଗଃଟ୍‍ଣାୟ୍‌, ମାପ୍ରୁକେ ଅବ୍ରାହାମାର୍‌ ଇସ୍ୱର୍‌, ଇସାକାର୍‌ ଇସ୍ୱର୍‌, ଜାକୁବାର୍‌ ଇସ୍ୱର୍‌ ବଃଲି କୟ୍‌ ଜାଣାୟ୍‌ଲା ଆଚେ ।
38 ਅਤਏਵ ਯ ਈਸ਼੍ਵਰਃ ਸ ਮ੍ਰੁʼਤਾਨਾਂ ਪ੍ਰਭੁ ਰ੍ਨ ਕਿਨ੍ਤੁ ਜੀਵਤਾਮੇਵ ਪ੍ਰਭੁਃ, ਤੰਨਿਕਟੇ ਸਰ੍ੱਵੇ ਜੀਵਨ੍ਤਃ ਸਨ੍ਤਿ|
ସେତ ମଃଲା ଲକାର୍‌ ଇସ୍ୱର୍‌ ନଃୟ୍‌, ମଃତର୍‌ ଜିବନ୍‌ ଲକାର୍‌, କାୟ୍‌ତାକ୍‌ବଃଲେକ୍‌, ସଃବୁ ଲକ୍‌ ତାର୍‌ ଲଃଗେ ଜିବନ୍ ରିଲା ଲକ୍‌ ।”
39 ਇਤਿ ਸ਼੍ਰੁਤ੍ਵਾ ਕਿਯਨ੍ਤੋਧ੍ਯਾਪਕਾ ਊਚੁਃ, ਹੇ ਉਪਦੇਸ਼ਕ ਭਵਾਨ੍ ਭਦ੍ਰੰ ਪ੍ਰਤ੍ਯੁਕ੍ਤਵਾਨ੍|
ସେତି କଃତେକ୍‌ ସାସ୍ତର୍‌ ଜାଣତା ଲକ୍‌ମଃନ୍ ଉତୁର୍‌ ଦିଲାୟ୍‌, “ଏ ଗୁରୁ, ତୁୟ୍‌ ଟିକ୍‌ କୟ୍‌ଲିସ୍‌ ।”
40 ਇਤਃ ਪਰੰ ਤੰ ਕਿਮਪਿ ਪ੍ਰਸ਼਼੍ਟੰ ਤੇਸ਼਼ਾਂ ਪ੍ਰਗਲ੍ਭਤਾ ਨਾਭੂਤ੍|
ସେତାକ୍‌ ସେମଃନ୍ ଜିସୁକେ କାୟ୍‌ କଃତା ହଃଚାରୁକ୍‌ ଆର୍‌ ସାସ୍‌ ନଃକେଲାୟ୍‌ ।
41 ਪਸ਼੍ਚਾਤ੍ ਸ ਤਾਨ੍ ਉਵਾਚ, ਯਃ ਖ੍ਰੀਸ਼਼੍ਟਃ ਸ ਦਾਯੂਦਃ ਸਨ੍ਤਾਨ ਏਤਾਂ ਕਥਾਂ ਲੋਕਾਃ ਕਥੰ ਕਥਯਨ੍ਤਿ?
ମଃତର୍‌ ଜିସୁ ସେମଃନ୍‌କେ ହଃଚାର୍ଲା, “କ୍ରିସ୍ଟ ଜେ ଦାଉଦାର୍‌ ହୟ୍‌ସି ବଃଲି ଲକ୍‌ମଃନ୍ କଃନ୍‌କଃରି କଃଉଁଲାୟ୍‌?
42 ਯਤਃ ਮਮ ਪ੍ਰਭੁਮਿਦੰ ਵਾਕ੍ਯਮਵਦਤ੍ ਪਰਮੇਸ਼੍ਵਰਃ| ਤਵ ਸ਼ਤ੍ਰੂਨਹੰ ਯਾਵਤ੍ ਪਾਦਪੀਠੰ ਕਰੋਮਿ ਨ| ਤਾਵਤ੍ ਕਾਲੰ ਮਦੀਯੇ ਤ੍ਵੰ ਦਕ੍ਸ਼਼ਪਾਰ੍ਸ਼੍ਵ ਉਪਾਵਿਸ਼|
ବଃଲେକ୍‌ ନିଜେ ଦାଉଦ୍‌ ଗିତ୍‌ସହିତା ଲେକାହଃତାର୍‌ ତଃୟ୍‌ଁ କୟ୍‌ଆଚେ, ମାପ୍ରୁ ମର୍‌ ମାପ୍ରୁକ୍‌ କୟ୍‌ଲା,
43 ਇਤਿ ਕਥਾਂ ਦਾਯੂਦ੍ ਸ੍ਵਯੰ ਗੀਤਗ੍ਰਨ੍ਥੇ(ਅ)ਵਦਤ੍|
ମୁୟ୍‌ଁ ଜଃଡେବଃଳ୍‌ ହଃତେକ୍‌ ତୁମାର୍‌ ସଃତ୍ରୁମଃନ୍‌କେ ତୁମାର୍‌ ହାଦ୍‌ସଃଙ୍ଗାଉତା ଟାଣେ ଆଣିନାଚୁ, ସଃଡେବଃଳ୍‌ ହଃତେକ୍‌ ମର୍‌ କାତାବାଟ୍ୟା ବଃସିରେ ।
44 ਅਤਏਵ ਯਦਿ ਦਾਯੂਦ੍ ਤੰ ਪ੍ਰਭੁੰ ਵਦਤਿ, ਤਰ੍ਹਿ ਸ ਕਥੰ ਤਸ੍ਯ ਸਨ੍ਤਾਨੋ ਭਵਤਿ?
ତଃବେ, ଦାଉଦ୍‌ ତାକେ ମାପ୍ରୁବଃଲି କଃଉଁଲା, ତଃବେ ସେ କଃନ୍‌କଃରି ତାର୍‌ ହୟ୍‌ସି?”
45 ਪਸ਼੍ਚਾਦ੍ ਯੀਸ਼ੁਃ ਸਰ੍ੱਵਜਨਾਨਾਂ ਕਰ੍ਣਗੋਚਰੇ ਸ਼ਿਸ਼਼੍ਯਾਨੁਵਾਚ,
ହଃଚେ ସେ ସଃବୁ ଲକାର୍‌ ମୁଏଁ ଚେଲାମଃନ୍‌କେ କୟ୍‌ଲା,
46 ਯੇ(ਅ)ਧ੍ਯਾਪਕਾ ਦੀਰ੍ਘਪਰਿੱਛਦੰ ਪਰਿਧਾਯ ਭ੍ਰਮਨ੍ਤਿ, ਹੱਟਾਪਣਯੋ ਰ੍ਨਮਸ੍ਕਾਰੇ ਭਜਨਗੇਹਸ੍ਯ ਪ੍ਰੋੱਚਾਸਨੇ ਭੋਜਨਗ੍ਰੁʼਹਸ੍ਯ ਪ੍ਰਧਾਨਸ੍ਥਾਨੇ ਚ ਪ੍ਰੀਯਨ੍ਤੇ
“ଦଃର୍ମ୍‌ ଗୁରୁମଃନାର୍‌ ତଃୟ୍‌ ଜଃଗ୍ରାତ୍‌, ସେମଃନ୍ ଡେଙ୍ଗ୍ ବଃସ୍ତର୍‌ ହିନ୍ଦି ବୁଲୁକ୍‌, ଆର୍‌ ଆଟେ ବଃଜାରେ ଜୁଆର୍‌ ହାଉଁକେ, ପାର୍ତ୍‌ନା ଗଃରେ ବଃଡ୍ କୁର୍ଚି ଆର୍‌ ବଜିତଃୟ୍‌ ବଃଡ୍ ଟାଣେ ବଃସୁକେ ମଃନ୍‌ କଃର୍ତି ।
47 ਵਿਧਵਾਨਾਂ ਸਰ੍ੱਵਸ੍ਵੰ ਗ੍ਰਸਿਤ੍ਵਾ ਛਲੇਨ ਦੀਰ੍ਘਕਾਲੰ ਪ੍ਰਾਰ੍ਥਯਨ੍ਤੇ ਚ ਤੇਸ਼਼ੁ ਸਾਵਧਾਨਾ ਭਵਤ, ਤੇਸ਼਼ਾਮੁਗ੍ਰਦਣ੍ਡੋ ਭਵਿਸ਼਼੍ਯਤਿ|
ସେମଃନ୍ ରାଣ୍ଡିମଃନାର୍‌ ଗଃର୍‌ଗୁଡା ସଃବୁ ଅଃଦିକାର୍‌ କଃର୍ତି ଆର୍‌ ଚାଲାକି କଃରି ବେସି ଗଃଳି ପାର୍ତ୍‌ନା କଃର୍ତି; ସେମଃନ୍ ଜଃବର୍‌ ବିଚାର୍‌ ତଃୟ୍‌ଁ ଡଃଣ୍ଡ୍‌ ହାଉତି ।”

< ਲੂਕਃ 20 >