< ੧ ਪਿਤਰਃ 1 >

1 ਪਨ੍ਤ-ਗਾਲਾਤਿਯਾ-ਕੱਪਦਕਿਯਾ-ਆਸ਼ਿਯਾ-ਬਿਥੁਨਿਯਾਦੇਸ਼ੇਸ਼਼ੁ ਪ੍ਰਵਾਸਿਨੋ ਯੇ ਵਿਕੀਰ੍ਣਲੋਕਾਃ
ମୁଇ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ସିସ୍‌ । ପନ୍ତ୍‌, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍‌ମନ୍‌କେ, ବିନ୍‌ଦେସର୍‌ ଲକ୍‌ମନର୍‌ପାରା ଚିନ୍‌ବିନ୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ମୁଇ ଏ ଚିଟି ଲେକ୍‌ଲିନି ।
2 ਪਿਤੁਰੀਸ਼੍ਵਰਸ੍ਯ ਪੂਰ੍ੱਵਨਿਰ੍ਣਯਾਦ੍ ਆਤ੍ਮਨਃ ਪਾਵਨੇਨ ਯੀਸ਼ੁਖ੍ਰੀਸ਼਼੍ਟਸ੍ਯਾਜ੍ਞਾਗ੍ਰਹਣਾਯ ਸ਼ੋਣਿਤਪ੍ਰੋਕ੍ਸ਼਼ਣਾਯ ਚਾਭਿਰੁਚਿਤਾਸ੍ਤਾਨ੍ ਪ੍ਰਤਿ ਯੀਸ਼ੁਖ੍ਰੀਸ਼਼੍ਟਸ੍ਯ ਪ੍ਰੇਰਿਤਃ ਪਿਤਰਃ ਪਤ੍ਰੰ ਲਿਖਤਿ| ਯੁਸ਼਼੍ਮਾਨ੍ ਪ੍ਰਤਿ ਬਾਹੁਲ੍ਯੇਨ ਸ਼ਾਨ੍ਤਿਰਨੁਗ੍ਰਹਸ਼੍ਚ ਭੂਯਾਸ੍ਤਾਂ|
ତାର୍‌ ଜଜ୍‌ନା ଇସାବେ ବାବା ପର୍‌ମେସର୍‌ ତମ୍‌କେ ଡାକ୍‌ଲା ଆଚେ । ତାର୍‌ ସୁକଲ୍‌ ଆତ୍‌ମାଇ ସେ ତମ୍‌କେ ତାର୍‌ ସୁକଲ୍‌ ଲକ୍‌ କରାଇସି । ତମେ ଜିସୁ କିରିସ୍‌ଟକେ ମାନିକରି, ତାର୍‌ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍‌ନା କଲା । ତାର୍‌ ଜିବନ୍‌ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍‌ ତମ୍‌କେ ମିଲ ।
3 ਅਸ੍ਮਾਕੰ ਪ੍ਰਭੋ ਰ੍ਯੀਸ਼ੁਖ੍ਰੀਸ਼਼੍ਟਸ੍ਯ ਤਾਤ ਈਸ਼੍ਵਰੋ ਧਨ੍ਯਃ, ਯਤਃ ਸ ਸ੍ਵਕੀਯਬਹੁਕ੍ਰੁʼਪਾਤੋ ਮ੍ਰੁʼਤਗਣਮਧ੍ਯਾਦ੍ ਯੀਸ਼ੁਖ੍ਰੀਸ਼਼੍ਟਸ੍ਯੋੱਥਾਨੇਨ ਜੀਵਨਪ੍ਰਤ੍ਯਾਸ਼ਾਰ੍ਥਮ੍ ਅਰ੍ਥਤੋ
ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଜବର୍‌ ଅଇତେ ଦୟା କଲାର୍‌ପାଇ ଆମ୍‌କେ ନୁଆ ଜିବନ୍‌ ଦେଲା ଆଚେ । ଜିସୁକିରିସ୍‌ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍‌କେ ଉଟାଇସି ବଲିକରି ପୁରାପୁରୁନ୍‌ ଆସାଆଚେ ।
4 (ਅ)ਕ੍ਸ਼਼ਯਨਿਸ਼਼੍ਕਲਙ੍ਕਾਮ੍ਲਾਨਸਮ੍ਪੱਤਿਪ੍ਰਾਪ੍ਤ੍ਯਰ੍ਥਮ੍ ਅਸ੍ਮਾਨ੍ ਪੁਨ ਰ੍ਜਨਯਾਮਾਸ| ਸਾ ਸਮ੍ਪੱਤਿਃ ਸ੍ਵਰ੍ਗੇ (ਅ)ਸ੍ਮਾਕੰ ਕ੍ਰੁʼਤੇ ਸਞ੍ਚਿਤਾ ਤਿਸ਼਼੍ਠਤਿ,
ସେଟାର୍‌ପାଇ ପର୍‌ମେସର୍‌ ତାର୍‌ ଲକ୍‌ମନର୍‌ପାଇ ଜେତ୍‌କି ସବୁ ଆସିର୍‌ବାଦ୍‌ ସର୍‌ଗେ ଜତନ୍‌ କରି ସଙ୍ଗଇଆଚେ, ସେଟା ସବୁ ଆମର୍‌ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍‌ ନ ଦାରେ କି ଉନା ମିସା ନ ଅଏ ।
5 ਯੂਯਞ੍ਚੇਸ਼੍ਵਰਸ੍ਯ ਸ਼ਕ੍ਤਿਤਃ ਸ਼ੇਸ਼਼ਕਾਲੇ ਪ੍ਰਕਾਸ਼੍ਯਪਰਿਤ੍ਰਾਣਾਰ੍ਥੰ ਵਿਸ਼੍ਵਾਸੇਨ ਰਕ੍ਸ਼਼੍ਯਧ੍ਵੇ|
ଏ ସବୁ ଆସିର୍‌ବାଦ୍‌ ଆମର୍‌ପାଇ । ତମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ, ତାର୍‌ ବପୁ ତମ୍‌କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍‌ ମୁକ୍‌ତି ସବୁଲକ୍‌ ଜାନ୍‌ବା ଜାକ, ତମର୍‌ ଉପ୍‌ରେ ଜାଗ୍‌ତେରଇସି ।
6 ਤਸ੍ਮਾਦ੍ ਯੂਯੰ ਯਦ੍ਯਪ੍ਯਾਨਨ੍ਦੇਨ ਪ੍ਰਫੁੱਲਾ ਭਵਥ ਤਥਾਪਿ ਸਾਮ੍ਪ੍ਰਤੰ ਪ੍ਰਯੋਜਨਹੇਤੋਃ ਕਿਯਤ੍ਕਾਲਪਰ੍ੱਯਨ੍ਤੰ ਨਾਨਾਵਿਧਪਰੀਕ੍ਸ਼਼ਾਭਿਃ ਕ੍ਲਿਸ਼੍ਯਧ੍ਵੇ|
ଚନେକର୍‌ପାଇ ତମର୍‌ ଜିବନେ ବିନ୍‌ ବିନ୍‌ ଦୁକ୍‌କସ୍‌ଟ ଆଇଲାକେ ମୁର୍‌ଚିକରି ରଇବାକେ ପଡ୍‌ଲେ ମିସା, ସେଟାର୍‌ପାଇ ତମେ ସାର୍‌ଦା ଅଇକରି ରୁଆ ।
7 ਯਤੋ ਵਹ੍ਨਿਨਾ ਯਸ੍ਯ ਪਰੀਕ੍ਸ਼਼ਾ ਭਵਤਿ ਤਸ੍ਮਾਤ੍ ਨਸ਼੍ਵਰਸੁਵਰ੍ਣਾਦਪਿ ਬਹੁਮੂਲ੍ਯੰ ਯੁਸ਼਼੍ਮਾਕੰ ਵਿਸ਼੍ਵਾਸਰੂਪੰ ਯਤ੍ ਪਰੀਕ੍ਸ਼਼ਿਤੰ ਸ੍ਵਰ੍ਣੰ ਤੇਨ ਯੀਸ਼ੁਖ੍ਰੀਸ਼਼੍ਟਸ੍ਯਾਗਮਨਸਮਯੇ ਪ੍ਰਸ਼ੰਸਾਯਾਃ ਸਮਾਦਰਸ੍ਯ ਗੌਰਵਸ੍ਯ ਚ ਯੋਗ੍ਯਤਾ ਪ੍ਰਾਪ੍ਤਵ੍ਯਾ|
ତମର୍‌ ଜିବନେ ଆଇଲା ଦୁକ୍‌କସ୍‌ଟ ସବୁ ତମର୍‌ ବିସ୍‌ବାସ୍‌ ସତ୍‌ଆଚେ କି ନାଇ ବଲି ପରିକା କର୍‌ବାକେସେ । ସୁନାର୍‌ ବିସଇ ବାବିଦେକା, ଏ ଜଗତର୍‌ ସବୁ ବିସଇର୍‌ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍‌ଟା ବଲି ଜାନ୍‌ବାକେ ଜଇଟାନେ ସିଲାଇବାଇ । ତମର୍‌ ବିସ୍‌ବାସ୍‌ ସୁନାଟାନେଅନି ଅଦିକ୍‌ ମୁଲିଅ । ସେନ୍ତାର୍‌ଆଲେ ତମର୍‌ ବିସ୍‌ବାସ୍‌ ନିକଟା କି ନାଇ ବଲି ପରିକା କର୍‌ବାର୍‌ ଆଚେ । ତମର୍‌ ବିସ୍‌ବାସ୍‌ ଜଦି ନିକଟା, ଜିସୁ କିର୍‌ସଟ୍‌ ଦେକା ଅଇବା ସେ ଦିନେ ତମେ ଡାକ୍‌ପୁଟା ଆରି ମଇମା ପାଇସା ।
8 ਯੂਯੰ ਤੰ ਖ੍ਰੀਸ਼਼੍ਟਮ੍ ਅਦ੍ਰੁʼਸ਼਼੍ਟ੍ਵਾਪਿ ਤਸ੍ਮਿਨ੍ ਪ੍ਰੀਯਧ੍ਵੇ ਸਾਮ੍ਪ੍ਰਤੰ ਤੰ ਨ ਪਸ਼੍ਯਨ੍ਤੋ(ਅ)ਪਿ ਤਸ੍ਮਿਨ੍ ਵਿਸ਼੍ਵਸਨ੍ਤੋ (ਅ)ਨਿਰ੍ੱਵਚਨੀਯੇਨ ਪ੍ਰਭਾਵਯੁਕ੍ਤੇਨ ਚਾਨਨ੍ਦੇਨ ਪ੍ਰਫੁੱਲਾ ਭਵਥ,
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍‌ କଲାସ୍‌ନି ଆରି ବିସ୍‌ବାସ୍‌ କଲାସ୍‌ନି । ସେଟାର୍‌ପାଇ ତମର୍‌ ସାର୍‌ଦା ବେସି ବଡ୍‌ ।
9 ਸ੍ਵਵਿਸ਼੍ਵਾਸਸ੍ਯ ਪਰਿਣਾਮਰੂਪਮ੍ ਆਤ੍ਮਨਾਂ ਪਰਿਤ੍ਰਾਣੰ ਲਭਧ੍ਵੇ ਚ|
ତମେ ବିସ୍‌ବାସ୍‌ କଲାର୍‌ପାଇ ତମ୍‌କେ ସର୍‌ଗେ ନ ସାର୍‌ବା ଜିବନ୍‌ ଆଚେ ।
10 ਯੁਸ਼਼੍ਮਾਸੁ ਯੋ (ਅ)ਨੁਗ੍ਰਹੋ ਵਰ੍ੱਤਤੇ ਤਦ੍ਵਿਸ਼਼ਯੇ ਯ ਈਸ਼੍ਵਰੀਯਵਾਕ੍ਯੰ ਕਥਿਤਵਨ੍ਤਸ੍ਤੇ ਭਵਿਸ਼਼੍ਯਦ੍ਵਾਦਿਨਸ੍ਤਸ੍ਯ ਪਰਿਤ੍ਰਾਣਸ੍ਯਾਨ੍ਵੇਸ਼਼ਣਮ੍ ਅਨੁਸਨ੍ਧਾਨਞ੍ਚ ਕ੍ਰੁʼਤਵਨ੍ਤਃ|
୧୦ପର୍‌ମେସର୍‌ ମୁନୁସ୍‌ମନ୍‌କେ ତାକର୍‌ ପାପେଅନି କେନ୍ତି ମୁକ୍‌ଲାଇସି ବଲି ପୁର୍‌ବର୍‌ ବବିସତ୍‌ବକ୍‌ତାମନ୍‌ ମନ୍‌ଦିଆନ୍‌ କରି ପଡ୍‌ଲାଇ । ପର୍‌ମେସର୍‌ ତମ୍‌କେ ଦେବା ଏ ଦାନ୍‌ ବିସଇ, ସେମନ୍‌ ଆଗ୍‌କେ ଗଟ୍‌ବା କାତା କଇଲାଇ ।
11 ਵਿਸ਼ੇਸ਼਼ਤਸ੍ਤੇਸ਼਼ਾਮਨ੍ਤਰ੍ੱਵਾਸੀ ਯਃ ਖ੍ਰੀਸ਼਼੍ਟਸ੍ਯਾਤ੍ਮਾ ਖ੍ਰੀਸ਼਼੍ਟੇ ਵਰ੍ੱਤਿਸ਼਼੍ਯਮਾਣਾਨਿ ਦੁਃਖਾਨਿ ਤਦਨੁਗਾਮਿਪ੍ਰਭਾਵਞ੍ਚ ਪੂਰ੍ੱਵੰ ਪ੍ਰਾਕਾਸ਼ਯਤ੍ ਤੇਨ ਕਃ ਕੀਦ੍ਰੁʼਸ਼ੋ ਵਾ ਸਮਯੋ ਨਿਰਦਿਸ਼੍ਯਤੈਤਸ੍ਯਾਨੁਸਨ੍ਧਾਨੰ ਕ੍ਰੁʼਤਵਨ੍ਤਃ|
୧୧କିରିସ୍‌ଟ କେନ୍ତି ଦୁକ୍‌କସ୍‌ଟ ମୁରଚ୍‌ଲା, ଆରି ସବୁ ନିନ୍ଦା ସାର୍‌ଲା ପଚେ ସେ କେନ୍ତି ଡାକ୍‌ପୁଟା ପାଇଲା, ସେ ବିସଇ ପର୍‌ମେସରର୍‌ ଆତ୍‌ମା ସେମନ୍‌କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍‌ବାକେ ସେମନ୍‌ ବେସି ମନ୍‍ କଲାଇ । ସେଟାର୍‌ପାଇ ସେମନ୍‌ ସେ ବିସଇ ମନ୍‌ଦିଆନ୍‌ କରି ପଡ୍‌ଲାଇ ।
12 ਤਤਸ੍ਤੈ ਰ੍ਵਿਸ਼਼ਯੈਸ੍ਤੇ ਯੰਨ ਸ੍ਵਾਨ੍ ਕਿਨ੍ਤ੍ਵਸ੍ਮਾਨ੍ ਉਪਕੁਰ੍ੱਵਨ੍ਤ੍ਯੇਤਤ੍ ਤੇਸ਼਼ਾਂ ਨਿਕਟੇ ਪ੍ਰਾਕਾਸ਼੍ਯਤ| ਯਾਂਸ਼੍ਚ ਤਾਨ੍ ਵਿਸ਼਼ਯਾਨ੍ ਦਿਵ੍ਯਦੂਤਾ ਅਪ੍ਯਵਨਤਸ਼ਿਰਸੋ ਨਿਰੀਕ੍ਸ਼਼ਿਤੁਮ੍ ਅਭਿਲਸ਼਼ਨ੍ਤਿ ਤੇ ਵਿਸ਼਼ਯਾਃ ਸਾਮ੍ਪ੍ਰਤੰ ਸ੍ਵਰ੍ਗਾਤ੍ ਪ੍ਰੇਸ਼਼ਿਤਸ੍ਯ ਪਵਿਤ੍ਰਸ੍ਯਾਤ੍ਮਨਃ ਸਹਾੱਯਾਦ੍ ਯੁਸ਼਼੍ਮਤ੍ਸਮੀਪੇ ਸੁਸੰਵਾਦਪ੍ਰਚਾਰਯਿਤ੍ਰੁʼਭਿਃ ਪ੍ਰਾਕਾਸ਼੍ਯਨ੍ਤ|
୧୨ମାତର୍‌ ଜନ୍‌ ଆଗ୍‌କେ ଗଟ୍‌ବା କାତା ସେମନ୍‌ କଇରଇଲାଇ, ସେଟା ସେମନର୍‌ ବଲ୍‌ପାଇ ନାଇ ମାତର୍‌ ତମର୍‌ ବଲ୍‌ପାଇ ବଲି ପର୍‌ମେସର୍‌ ସେମନ୍‌କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍‌ ଅଇଲା । କାଇକେବଇଲେ ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌ କବର୍‌ ଜାନାଇଲାଇ ଆଚତ୍‌, ତମେ ସେ କାତା ସୁନିଆଚାସ୍‌ । ସର୍‌ଗେଅନି ପାଟାଇରଇବା ସୁକଲ୍‌ଆତ୍‌ମା ସେମନ୍‌କେ ବପୁଦେଲା । ଦୁତ୍‌ମନ୍‌ ମିସା ଏ ବିସଇ ଜାନ୍‌ବାକେ ମନ୍‍ କଲାଇ ।
13 ਅਤਏਵ ਯੂਯੰ ਮਨਃਕਟਿਬਨ੍ਧਨੰ ਕ੍ਰੁʼਤ੍ਵਾ ਪ੍ਰਬੁੱਧਾਃ ਸਨ੍ਤੋ ਯੀਸ਼ੁਖ੍ਰੀਸ਼਼੍ਟਸ੍ਯ ਪ੍ਰਕਾਸ਼ਸਮਯੇ ਯੁਸ਼਼੍ਮਾਸੁ ਵਰ੍ੱਤਿਸ਼਼੍ਯਮਾਨਸ੍ਯਾਨੁਗ੍ਰਹਸ੍ਯ ਸਮ੍ਪੂਰ੍ਣਾਂ ਪ੍ਰਤ੍ਯਾਸ਼ਾਂ ਕੁਰੁਤ|
୧୩ସେଟାର୍‌ପାଇ ତମେ ନିଜର୍‌ ନିଜର୍‌ ମନେ ପର୍‌ମେସର୍‍ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ଜାଗିରୁଆ । ଆରି ଜିସୁ କିରିସ୍‌ଟ ବାଉଡି ଆଇବା ବେଲାଇ ସେ ଜନ୍‌ ଆସିର୍‌ବାଦ୍‌ ତମ୍‌କେ ଦେଇସି, ସେଟା ମିଲ୍‌ସି ବଲି ପୁରାପୁରୁନ୍‌ ଆସା ଉଆ ।
14 ਅਪਰੰ ਪੂਰ੍ੱਵੀਯਾਜ੍ਞਾਨਤਾਵਸ੍ਥਾਯਾਃ ਕੁਤ੍ਸਿਤਾਭਿਲਾਸ਼਼ਾਣਾਂ ਯੋਗ੍ਯਮ੍ ਆਚਾਰੰ ਨ ਕੁਰ੍ੱਵਨ੍ਤੋ ਯੁਸ਼਼੍ਮਦਾਹ੍ਵਾਨਕਾਰੀ ਯਥਾ ਪਵਿਤ੍ਰੋ (ਅ)ਸ੍ਤਿ
୧୪ପର୍‌ମେସରର୍‌ ଆଦେସ୍‌ ମାନିକରି ରୁଆ । ତାର୍‌ ସତ୍‌ ସିକିଆ ଜାନ୍‌ବା ଆଗ୍‌ତୁ ତମେ କେନ୍ତାରି ନିଜେ ମନ୍‍ କଲାଟା ପୁରାପୁରୁନ୍‌ କର୍‌ତେରଇଲାସ୍‌, ସେନ୍ତାରି ଆରି କରାନାଇ ।
15 ਯੂਯਮਪ੍ਯਾਜ੍ਞਾਗ੍ਰਾਹਿਸਨ੍ਤਾਨਾ ਇਵ ਸਰ੍ੱਵਸ੍ਮਿਨ੍ ਆਚਾਰੇ ਤਾਦ੍ਰੁʼਕ੍ ਪਵਿਤ੍ਰਾ ਭਵਤ|
୧୫ମାତର୍‌ ତମ୍‌କେ ଡାକ୍‌ଲା ମାପ୍‌ରୁ ଜେନ୍ତାର୍‌ ସୁକଲ୍‌ ଆଚେ, ସେନ୍ତାରିସେ ତମେମନ୍‌ ମିସା ତମର୍‌ ସବୁ ବିସଇଟାନେ ସୁକଲ୍‌ ଉଆ ।
16 ਯਤੋ ਲਿਖਿਤਮ੍ ਆਸ੍ਤੇ, ਯੂਯੰ ਪਵਿਤ੍ਰਾਸ੍ਤਿਸ਼਼੍ਠਤ ਯਸ੍ਮਾਦਹੰ ਪਵਿਤ੍ਰਃ|
୧୬ତେବେ ସାସ୍‌ତରେ ଲେକା ଆଚେ, ପର୍‌ମେସର୍‌ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍‌, ତମେ ମିସା ସେନ୍ତାରି ସୁକଲ୍‌ ଉଆ ।
17 ਅਪਰਞ੍ਚ ਯੋ ਵਿਨਾਪਕ੍ਸ਼਼ਪਾਤਮ੍ ਏਕੈਕਮਾਨੁਸ਼਼ਸ੍ਯ ਕਰ੍ੰਮਾਨੁਸਾਰਾਦ੍ ਵਿਚਾਰੰ ਕਰੋਤਿ ਸ ਯਦਿ ਯੁਸ਼਼੍ਮਾਭਿਸ੍ਤਾਤ ਆਖ੍ਯਾਯਤੇ ਤਰ੍ਹਿ ਸ੍ਵਪ੍ਰਵਾਸਸ੍ਯ ਕਾਲੋ ਯੁਸ਼਼੍ਮਾਭਿ ਰ੍ਭੀਤ੍ਯਾ ਯਾਪ੍ਯਤਾਂ|
୧୭ପର୍‌ମେସର୍‌ ଜେଡେବେଲେ ମୁନୁସ୍‌ମନ୍‌କେ ବିଚାର୍‌ କର୍‌ସି, ସେ କାର୍‌ବିତ୍‌ରେ ସାନ୍‌ ବଡ୍‌ ନ ଦେକେ । ଗଟେକ୍‌ ଗଟେକ୍‌ ଲକ୍‌କେ ତାକର୍‌ କଲା କାମ୍‌ ଇସାବେ ସେ ବିଚାର୍‌ କର୍‌ସି । ତେବେ ତମେ ପାର୍‌ତନା କର୍‌ବାବେଲେ ପର୍‌ମେସର୍‌କେ ବାବା ବଲି ଡାକ୍‌ଲାସ୍‌ନି । ତମେ ଜେତ୍‌କି ଦିନ୍‌ ଏ ଜଗତେ ବଁଚିଆଚାସ୍‌, ତାକେ ମାନିକରି ରଇବାର୍‌ଆଚେ ।
18 ਯੂਯੰ ਨਿਰਰ੍ਥਕਾਤ੍ ਪੈਤ੍ਰੁʼਕਾਚਾਰਾਤ੍ ਕ੍ਸ਼਼ਯਣੀਯੈ ਰੂਪ੍ਯਸੁਵਰ੍ਣਾਦਿਭਿ ਰ੍ਮੁਕ੍ਤਿੰ ਨ ਪ੍ਰਾਪ੍ਯ
୧୮ତମର୍‌ ଆନିଦାଦିମନର୍‌ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍‌କେ ମୁକ୍‌ଲାଇଆଚେ, ସେଟା ତମେ ଜାନିଆଚାସ୍‌ । ତମ୍‌କେ ମୁକ୍‌ଲାଇବାକେ ସେ ନସି ଜିବା ସୁନା କି ରୁପାର୍‌ ମୁଲିଅ ଦେଏ ନାଇ ।
19 ਨਿਸ਼਼੍ਕਲਙ੍ਕਨਿਰ੍ੰਮਲਮੇਸ਼਼ਸ਼ਾਵਕਸ੍ਯੇਵ ਖ੍ਰੀਸ਼਼੍ਟਸ੍ਯ ਬਹੁਮੂਲ੍ਯੇਨ ਰੁਧਿਰੇਣ ਮੁਕ੍ਤਿੰ ਪ੍ਰਾਪ੍ਤਵਨ੍ਤ ਇਤਿ ਜਾਨੀਥ|
୧୯ମାତର୍‌ ବେସି ମୁଲିଅ ରଇବା ଜିସୁକିରିସ୍‌ଟର୍‌ ବନି, ଜନ୍‌ଟା ସେ ତାର୍‌ ମରନେ ରକଇଦେଲା । କାଇ ଦସ୍‌ କି କାଇ ଅବାବ୍‌ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
20 ਸ ਜਗਤੋ ਭਿੱਤਿਮੂਲਸ੍ਥਾਪਨਾਤ੍ ਪੂਰ੍ੱਵੰ ਨਿਯੁਕ੍ਤਃ ਕਿਨ੍ਤੁ ਚਰਮਦਿਨੇਸ਼਼ੁ ਯੁਸ਼਼੍ਮਦਰ੍ਥੰ ਪ੍ਰਕਾਸ਼ਿਤੋ (ਅ)ਭਵਤ੍|
୨୦ଏ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ପର୍‌ମେସର୍‌ କିରିସ୍‌ଟକେ ବାଚିରଇଲା । ମାତର୍‌ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍‌କେ ସାଇଜକରିପାର୍‌ସି ।
21 ਯਤਸ੍ਤੇਨੈਵ ਮ੍ਰੁʼਤਗਣਾਤ੍ ਤਸ੍ਯੋੱਥਾਪਯਿਤਰਿ ਤਸ੍ਮੈ ਗੌਰਵਦਾਤਰਿ ਚੇਸ਼੍ਵਰੇ ਵਿਸ਼੍ਵਸਿਥ ਤਸ੍ਮਾਦ੍ ਈਸ਼੍ਵਰੇ ਯੁਸ਼਼੍ਮਾਕੰ ਵਿਸ਼੍ਵਾਸਃ ਪ੍ਰਤ੍ਯਾਸ਼ਾ ਚਾਸ੍ਤੇ|
୨୧ଜିସୁକିରିସ୍‌ଟର୍‌ ଲାଗି ତମେ ଏବେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାସ୍‌ନି । ସେ ଆକା କିରିସ୍‌ଟକେ ମରନେଅନି ଉଟାଇକରି ଡାକ୍‌ପୁଟା କଲା ଆଚେ । ତେବର୍‌ପାଇ ତମର୍‌ ବିସ୍‌ବାସ୍‌ ଆରି ଆସା ଏବେ ପର୍‌ମେସର୍‌ଟାନେ ଆଚେ ।
22 ਯੂਯਮ੍ ਆਤ੍ਮਨਾ ਸਤ੍ਯਮਤਸ੍ਯਾਜ੍ਞਾਗ੍ਰਹਣਦ੍ਵਾਰਾ ਨਿਸ਼਼੍ਕਪਟਾਯ ਭ੍ਰਾਤ੍ਰੁʼਪ੍ਰੇਮ੍ਨੇ ਪਾਵਿਤਮਨਸੋ ਭੂਤ੍ਵਾ ਨਿਰ੍ੰਮਲਾਨ੍ਤਃਕਰਣੈਃ ਪਰਸ੍ਪਰੰ ਗਾਢੰ ਪ੍ਰੇਮ ਕੁਰੁਤ|
୨୨ତମେ ସତ୍‌ ମାନ୍‌ଲାର୍‌ ପାଇ, କାରାପ୍‌ ଚଲାଚଲ୍‌ତି ଚାଡିକରି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କଲାସ୍‌ନି । ମନ୍‌ ପରାନ୍‌ ଦେଇକରି ଗଟେକ୍‌ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାସ୍‌ନି ।
23 ਯਸ੍ਮਾਦ੍ ਯੂਯੰ ਕ੍ਸ਼਼ਯਣੀਯਵੀਰ੍ੱਯਾਤ੍ ਨਹਿ ਕਿਨ੍ਤ੍ਵਕ੍ਸ਼਼ਯਣੀਯਵੀਰ੍ੱਯਾਦ੍ ਈਸ਼੍ਵਰਸ੍ਯ ਜੀਵਨਦਾਯਕੇਨ ਨਿਤ੍ਯਸ੍ਥਾਯਿਨਾ ਵਾਕ੍ਯੇਨ ਪੁਨਰ੍ਜਨ੍ਮ ਗ੍ਰੁʼਹੀਤਵਨ੍ਤਃ| (aiōn g165)
୨୩ତମେ ଆରିତରେକ୍‌ ଜନମ୍‌ ଅଇଲାସ୍‌କେ ଏନ୍ତାରି କଲାସ୍‌ନି । କେବେ ନ ମର୍‌ବା ବାବାମାଆର୍‌ ପିଲାମନର୍‌ ଇସାବେ । ତାର୍‌ ବାକିଅ ତମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତାର୍‌ ବାକିଅ ସବୁଦିନର୍‌ପାଇ ରଇସି । (aiōn g165)
24 ਸਰ੍ੱਵਪ੍ਰਾਣੀ ਤ੍ਰੁʼਣੈਸ੍ਤੁਲ੍ਯਸ੍ਤੱਤੇਜਸ੍ਤ੍ਰੁʼਣਪੁਸ਼਼੍ਪਵਤ੍| ਤ੍ਰੁʼਣਾਨਿ ਪਰਿਸ਼ੁਸ਼਼੍ਯਤਿ ਪੁਸ਼਼੍ਪਾਣਿ ਨਿਪਤਨ੍ਤਿ ਚ|
୨୪ସାସ୍‌ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍‌ ଜାତି ଗାଁସ୍‌ ପାରା । ତାକର୍‌ ବାନିମୁର୍‌ତି ଗାଁସର୍‌ ପୁଲ୍‌ପାରା । ଗାଁସ୍‌ ସୁକିଜାଇସି ଆରି ପୁଲ୍‌ ଜଡିଜାଇସି ।
25 ਕਿਨ੍ਤੁ ਵਾਕ੍ਯੰ ਪਰੇਸ਼ਸ੍ਯਾਨਨ੍ਤਕਾਲੰ ਵਿਤਿਸ਼਼੍ਠਤੇ| ਤਦੇਵ ਚ ਵਾਕ੍ਯੰ ਸੁਸੰਵਾਦੇਨ ਯੁਸ਼਼੍ਮਾਕਮ੍ ਅਨ੍ਤਿਕੇ ਪ੍ਰਕਾਸ਼ਿਤੰ| (aiōn g165)
୨୫ମାତର୍‌ ପର୍‌ମେସରର୍‌ ବାକିଅ ସବୁଦିନ୍‌ ପାଇ ରଇସି । ଏ ବାକିଅ ଅଇଲାନି ତମ୍‌କେ ଜାନାଇରଇବା ସୁବ୍‌କବର୍‌ । (aiōn g165)

< ੧ ਪਿਤਰਃ 1 >