< ରୋମିଣଃ 1 >
1 ଈଶ୍ୱରୋ ନିଜପୁତ୍ରମଧି ଯଂ ସୁସଂୱାଦଂ ଭୱିଷ୍ୟଦ୍ୱାଦିଭି ର୍ଧର୍ମ୍ମଗ୍ରନ୍ଥେ ପ୍ରତିଶ୍ରୁତୱାନ୍ ତଂ ସୁସଂୱାଦଂ ପ୍ରଚାରଯିତୁଂ ପୃଥକ୍କୃତ ଆହୂତଃ ପ୍ରେରିତଶ୍ଚ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ସେୱକୋ ଯଃ ପୌଲଃ
୧ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
2 ସ ରୋମାନଗରସ୍ଥାନ୍ ଈଶ୍ୱରପ୍ରିଯାନ୍ ଆହୂତାଂଶ୍ଚ ପୱିତ୍ରଲୋକାନ୍ ପ୍ରତି ପତ୍ରଂ ଲିଖତି|
୨ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
3 ଅସ୍ମାକଂ ସ ପ୍ରଭୁ ର୍ୟୀଶୁଃ ଖ୍ରୀଷ୍ଟଃ ଶାରୀରିକସମ୍ବନ୍ଧେନ ଦାଯୂଦୋ ୱଂଶୋଦ୍ଭୱଃ
୩ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
4 ପୱିତ୍ରସ୍ୟାତ୍ମନଃ ସମ୍ବନ୍ଧେନ ଚେଶ୍ୱରସ୍ୟ ପ୍ରଭାୱୱାନ୍ ପୁତ୍ର ଇତି ଶ୍ମଶାନାତ୍ ତସ୍ୟୋତ୍ଥାନେନ ପ୍ରତିପନ୍ନଂ|
୪ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା ।
5 ଅପରଂ ଯେଷାଂ ମଧ୍ୟେ ଯୀଶୁନା ଖ୍ରୀଷ୍ଟେନ ଯୂଯମପ୍ୟାହୂତାସ୍ତେ ଽନ୍ୟଦେଶୀଯଲୋକାସ୍ତସ୍ୟ ନାମ୍ନି ୱିଶ୍ୱସ୍ୟ ନିଦେଶଗ୍ରାହିଣୋ ଯଥା ଭୱନ୍ତି
୫ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
6 ତଦଭିପ୍ରାଯେଣ ୱଯଂ ତସ୍ମାଦ୍ ଅନୁଗ୍ରହଂ ପ୍ରେରିତତ୍ୱପଦଞ୍ଚ ପ୍ରାପ୍ତାଃ|
୬ଏ ରମ୍ ଦେସର୍ ଲକ୍! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
7 ତାତେନାସ୍ମାକମ୍ ଈଶ୍ୱରେଣ ପ୍ରଭୁଣା ଯୀଶୁଖ୍ରୀଷ୍ଟେନ ଚ ଯୁଷ୍ମଭ୍ୟମ୍ ଅନୁଗ୍ରହଃ ଶାନ୍ତିଶ୍ଚ ପ୍ରଦୀଯେତାଂ|
୭ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
8 ପ୍ରଥମତଃ ସର୍ୱ୍ୱସ୍ମିନ୍ ଜଗତି ଯୁଷ୍ମାକଂ ୱିଶ୍ୱାସସ୍ୟ ପ୍ରକାଶିତତ୍ୱାଦ୍ ଅହଂ ଯୁଷ୍ମାକଂ ସର୍ୱ୍ୱେଷାଂ ନିମିତ୍ତଂ ଯୀଶୁଖ୍ରୀଷ୍ଟସ୍ୟ ନାମ ଗୃହ୍ଲନ୍ ଈଶ୍ୱରସ୍ୟ ଧନ୍ୟୱାଦଂ କରୋମି|
୮ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
9 ଅପରମ୍ ଈଶ୍ୱରସ୍ୟ ପ୍ରସାଦାଦ୍ ବହୁକାଲାତ୍ ପରଂ ସାମ୍ପ୍ରତଂ ଯୁଷ୍ମାକଂ ସମୀପଂ ଯାତୁଂ କଥମପି ଯତ୍ ସୁଯୋଗଂ ପ୍ରାପ୍ନୋମି, ଏତଦର୍ଥଂ ନିରନ୍ତରଂ ନାମାନ୍ୟୁଚ୍ଚାରଯନ୍ ନିଜାସୁ ସର୍ୱ୍ୱପ୍ରାର୍ଥନାସୁ ସର୍ୱ୍ୱଦା ନିୱେଦଯାମି,
୯ମୁଇ ମର୍ ସବୁ ମନ୍ପରାନ୍ ଦେଇ ଜନ୍ ପରମେସର୍କେ ସେବା କଲିନି, ଆରି ଜନ୍ ପରମେସରର୍ ପଅର୍ ସୁବ୍ କବର୍ ଜାନାଇଲିନି, ସେ ପରମେସର୍ ମର୍ ସାକି ।
10 ଏତସ୍ମିନ୍ ଯମହଂ ତତ୍ପୁତ୍ରୀଯସୁସଂୱାଦପ୍ରଚାରଣେନ ମନସା ପରିଚରାମି ସ ଈଶ୍ୱରୋ ମମ ସାକ୍ଷୀ ୱିଦ୍ୟତେ|
୧୦ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି ।
11 ଯତୋ ଯୁଷ୍ମାକଂ ମମ ଚ ୱିଶ୍ୱାସେନ ୱଯମ୍ ଉଭଯେ ଯଥା ଶାନ୍ତିଯୁକ୍ତା ଭୱାମ ଇତି କାରଣାଦ୍
୧୧ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି ।
12 ଯୁଷ୍ମାକଂ ସ୍ଥୈର୍ୟ୍ୟକରଣାର୍ଥଂ ଯୁଷ୍ମଭ୍ୟଂ କିଞ୍ଚିତ୍ପରମାର୍ଥଦାନଦାନାଯ ଯୁଷ୍ମାନ୍ ସାକ୍ଷାତ୍ କର୍ତ୍ତୁଂ ମଦୀଯା ୱାଞ୍ଛା|
୧୨ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
13 ହେ ଭ୍ରାତୃଗଣ ଭିନ୍ନଦେଶୀଯଲୋକାନାଂ ମଧ୍ୟେ ଯଦ୍ୱତ୍ ତଦ୍ୱଦ୍ ଯୁଷ୍ମାକଂ ମଧ୍ୟେପି ଯଥା ଫଲଂ ଭୁଞ୍ଜେ ତଦଭିପ୍ରାଯେଣ ମୁହୁର୍ମୁହୁ ର୍ୟୁଷ୍ମାକଂ ସମୀପଂ ଗନ୍ତୁମ୍ ଉଦ୍ୟତୋଽହଂ କିନ୍ତୁ ଯାୱଦ୍ ଅଦ୍ୟ ତସ୍ମିନ୍ ଗମନେ ମମ ୱିଘ୍ନୋ ଜାତ ଇତି ଯୂଯଂ ଯଦ୍ ଅଜ୍ଞାତାସ୍ତିଷ୍ଠଥ ତଦହମ୍ ଉଚିତଂ ନ ବୁଧ୍ୟେ|
୧୩ବାଇବଇନିମନ୍, ତମର୍ ଟାନେ ଆଇବାକେ ମୁଇ ବେସି ତର୍ ମନ୍ କରିରଇଲି, ମାତର୍ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍ଲିନି । ବିନ୍ ବିନ୍ ଜାଗାର୍ ଜିଉଦି ନଇଲା ଲକ୍ମନର୍ ବିତ୍ରେ ସୁବ୍କବର୍ ଜାନାଇକରି ମକେ ଜେତ୍କି ସାର୍ଦା ମିଲ୍ଲା ଆଚେ, ତମର୍ ଜାଗାଇ ମିସା ସେଟା କର୍ବାକେ ମୁଇ ମନ୍ କଲିନି ।
14 ଅହଂ ସଭ୍ୟାସଭ୍ୟାନାଂ ୱିଦ୍ୱଦୱିଦ୍ୱତାଞ୍ଚ ସର୍ୱ୍ୱେଷାମ୍ ଋଣୀ ୱିଦ୍ୟେ|
୧୪କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
15 ଅତଏୱ ରୋମାନିୱାସିନାଂ ଯୁଷ୍ମାକଂ ସମୀପେଽପି ଯଥାଶକ୍ତି ସୁସଂୱାଦଂ ପ୍ରଚାରଯିତୁମ୍ ଅହମ୍ ଉଦ୍ୟତୋସ୍ମି|
୧୫ସେଟାର୍ ପାଇ ରମ୍ ଗଡର୍ ଲକ୍, ତମର୍ ଲଗେ ମିସା ନିମାନ୍ କବର୍ ଜାନାଇବାକେ ମୁଇ ମନ୍ କଲିନି ।
16 ଯତଃ ଖ୍ରୀଷ୍ଟସ୍ୟ ସୁସଂୱାଦୋ ମମ ଲଜ୍ଜାସ୍ପଦଂ ନହି ସ ଈଶ୍ୱରସ୍ୟ ଶକ୍ତିସ୍ୱରୂପଃ ସନ୍ ଆ ଯିହୂଦୀଯେଭ୍ୟୋ ଽନ୍ୟଜାତୀଯାନ୍ ଯାୱତ୍ ସର୍ୱ୍ୱଜାତୀଯାନାଂ ମଧ୍ୟେ ଯଃ କଶ୍ଚିଦ୍ ତତ୍ର ୱିଶ୍ୱସିତି ତସ୍ୟୈୱ ତ୍ରାଣଂ ଜନଯତି|
୧୬ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
17 ଯତଃ ପ୍ରତ୍ୟଯସ୍ୟ ସମପରିମାଣମ୍ ଈଶ୍ୱରଦତ୍ତଂ ପୁଣ୍ୟଂ ତତ୍ସୁସଂୱାଦେ ପ୍ରକାଶତେ| ତଦଧି ଧର୍ମ୍ମପୁସ୍ତକେପି ଲିଖିତମିଦଂ "ପୁଣ୍ୟୱାନ୍ ଜନୋ ୱିଶ୍ୱାସେନ ଜୀୱିଷ୍ୟତି"|
୧୭ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
18 ଅତଏୱ ଯେ ମାନୱାଃ ପାପକର୍ମ୍ମଣା ସତ୍ୟତାଂ ରୁନ୍ଧନ୍ତି ତେଷାଂ ସର୍ୱ୍ୱସ୍ୟ ଦୁରାଚରଣସ୍ୟାଧର୍ମ୍ମସ୍ୟ ଚ ୱିରୁଦ୍ଧଂ ସ୍ୱର୍ଗାଦ୍ ଈଶ୍ୱରସ୍ୟ କୋପଃ ପ୍ରକାଶତେ|
୧୮ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି ।
19 ଯତ ଈଶ୍ୱରମଧି ଯଦ୍ୟଦ୍ ଜ୍ଞେଯଂ ତଦ୍ ଈଶ୍ୱରଃ ସ୍ୱଯଂ ତାନ୍ ପ୍ରତି ପ୍ରକାଶିତୱାନ୍ ତସ୍ମାତ୍ ତେଷାମ୍ ଅଗୋଚରଂ ନହି|
୧୯କାଇକେବଇଲେ ପରମେସରର୍ ବିସଇନେଇ ଜାଇଟା ଜାନ୍ବାର୍ ରଇଲା ସେମନ୍ ସେଟା ଜାନ୍ଲାଇ ଆଚତ୍ । ପରମେସର୍ ନିଜେ ସେଟା ଦେକାଇ ଦେଲାଆଚେ ।
20 ଫଲତସ୍ତସ୍ୟାନନ୍ତଶକ୍ତୀଶ୍ୱରତ୍ୱାଦୀନ୍ୟଦୃଶ୍ୟାନ୍ୟପି ସୃଷ୍ଟିକାଲମ୍ ଆରଭ୍ୟ କର୍ମ୍ମସୁ ପ୍ରକାଶମାନାନି ଦୃଶ୍ୟନ୍ତେ ତସ୍ମାତ୍ ତେଷାଂ ଦୋଷପ୍ରକ୍ଷାଲନସ୍ୟ ପନ୍ଥା ନାସ୍ତି| (aïdios )
୨୦ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । (aïdios )
21 ଅପରମ୍ ଈଶ୍ୱରଂ ଜ୍ଞାତ୍ୱାପି ତେ ତମ୍ ଈଶ୍ୱରଜ୍ଞାନେନ ନାଦ୍ରିଯନ୍ତ କୃତଜ୍ଞା ୱା ନ ଜାତାଃ; ତସ୍ମାତ୍ ତେଷାଂ ସର୍ୱ୍ୱେ ତର୍କା ୱିଫଲୀଭୂତାଃ, ଅପରଞ୍ଚ ତେଷାଂ ୱିୱେକଶୂନ୍ୟାନି ମନାଂସି ତିମିରେ ମଗ୍ନାନି|
୨୧ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।
22 ତେ ସ୍ୱାନ୍ ଜ୍ଞାନିନୋ ଜ୍ଞାତ୍ୱା ଜ୍ଞାନହୀନା ଅଭୱନ୍
୨୨ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
23 ଅନଶ୍ୱରସ୍ୟେଶ୍ୱରସ୍ୟ ଗୌରୱଂ ୱିହାଯ ନଶ୍ୱରମନୁଷ୍ୟପଶୁପକ୍ଷ୍ୟୁରୋଗାମିପ୍ରଭୃତେରାକୃତିୱିଶିଷ୍ଟପ୍ରତିମାସ୍ତୈରାଶ୍ରିତାଃ|
୨୩ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
24 ଇତ୍ଥଂ ତ ଈଶ୍ୱରସ୍ୟ ସତ୍ୟତାଂ ୱିହାଯ ମୃଷାମତମ୍ ଆଶ୍ରିତୱନ୍ତଃ ସଚ୍ଚିଦାନନ୍ଦଂ ସୃଷ୍ଟିକର୍ତ୍ତାରଂ ତ୍ୟକ୍ତ୍ୱା ସୃଷ୍ଟୱସ୍ତୁନଃ ପୂଜାଂ ସେୱାଞ୍ଚ କୃତୱନ୍ତଃ; (aiōn )
୨୪ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ ।
25 ଇତି ହେତୋରୀଶ୍ୱରସ୍ତାନ୍ କୁକ୍ରିଯାଯାଂ ସମର୍ପ୍ୟ ନିଜନିଜକୁଚିନ୍ତାଭିଲାଷାଭ୍ୟାଂ ସ୍ୱଂ ସ୍ୱଂ ଶରୀରଂ ପରସ୍ପରମ୍ ଅପମାନିତଂ କର୍ତ୍ତୁମ୍ ଅଦଦାତ୍|
୨୫ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ! ଆମେନ୍ । (aiōn )
26 ଈଶ୍ୱରେଣ ତେଷୁ କ୍ୱଭିଲାଷେ ସମର୍ପିତେଷୁ ତେଷାଂ ଯୋଷିତଃ ସ୍ୱାଭାୱିକାଚରଣମ୍ ଅପହାଯ ୱିପରୀତକୃତ୍ୟେ ପ୍ରାୱର୍ତ୍ତନ୍ତ;
୨୬ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି ।
27 ତଥା ପୁରୁଷା ଅପି ସ୍ୱାଭାୱିକଯୋଷିତ୍ସଙ୍ଗମଂ ୱିହାଯ ପରସ୍ପରଂ କାମକୃଶାନୁନା ଦଗ୍ଧାଃ ସନ୍ତଃ ପୁମାଂସଃ ପୁଂଭିଃ ସାକଂ କୁକୃତ୍ୟେ ସମାସଜ୍ୟ ନିଜନିଜଭ୍ରାନ୍ତେଃ ସମୁଚିତଂ ଫଲମ୍ ଅଲଭନ୍ତ|
୨୭ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
28 ତେ ସ୍ୱେଷାଂ ମନଃସ୍ୱୀଶ୍ୱରାଯ ସ୍ଥାନଂ ଦାତୁମ୍ ଅନିଚ୍ଛୁକାସ୍ତତୋ ହେତୋରୀଶ୍ୱରସ୍ତାନ୍ ପ୍ରତି ଦୁଷ୍ଟମନସ୍କତ୍ୱମ୍ ଅୱିହିତକ୍ରିଯତ୍ୱଞ୍ଚ ଦତ୍ତୱାନ୍|
୨୮ଏ ଲକ୍ମନ୍ ପରମେସରର୍ ବିସଇନେଇ ନିମାନ୍ ବାବ୍ବାକେ ମନ୍ ନ କଲାର୍ ପାଇ, ପରମେସର୍ ସେମନ୍କେ ଚାଡି ଦେଲାଆଚେ । ଆରି ମନ୍ ବିତ୍ରେ କାରାପ୍ ଚିନ୍ତା କର୍ବାଟା କରତ୍ ବଲି ଚାଡିଦେଲାଆଚେ । ଏଟାର୍ପାଇ ସେମନ୍ ନ କର୍ବା କାମ୍ କର୍ବାଇ ।
29 ଅତଏୱ ତେ ସର୍ୱ୍ୱେ ଽନ୍ୟାଯୋ ୱ୍ୟଭିଚାରୋ ଦୁଷ୍ଟତ୍ୱଂ ଲୋଭୋ ଜିଘାଂସା ଈର୍ଷ୍ୟା ୱଧୋ ୱିୱାଦଶ୍ଚାତୁରୀ କୁମତିରିତ୍ୟାଦିଭି ର୍ଦୁଷ୍କର୍ମ୍ମଭିଃ ପରିପୂର୍ଣାଃ ସନ୍ତଃ
୨୯ତାକର୍ ବିତ୍ରେ ସବୁରକାମର୍ କାରାପ୍ ବିସଇ, ଜନ୍ଟାମନ୍କି, କାରାପ୍ ଚିନ୍ତା କର୍ବାଟା, ବାନିଆ ଚିନ୍ତା କର୍ବାଟା, ଲବାଇବାଟା, ଲାଁଚ୍ ନେବାଟା, ତାକର୍ ତାକର୍ ବିତ୍ରେ ଇଁସାତଲା ଅଇବାଟା, ନର୍ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍ କର୍ବାଟା ଆରି କୁଟ୍କାତା ଅଇବାଟା ବର୍ତି ଅଇଆଚେ ।
30 କର୍ଣେଜପା ଅପୱାଦିନ ଈଶ୍ୱରଦ୍ୱେଷକା ହିଂସକା ଅହଙ୍କାରିଣ ଆତ୍ମଶ୍ଲାଘିନଃ କୁକର୍ମ୍ମୋତ୍ପାଦକାଃ ପିତ୍ରୋରାଜ୍ଞାଲଙ୍ଘକା
୩୦ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା,
31 ଅୱିଚାରକା ନିଯମଲଙ୍ଘିନଃ ସ୍ନେହରହିତା ଅତିଦ୍ୱେଷିଣୋ ନିର୍ଦଯାଶ୍ଚ ଜାତାଃ|
୩୧ଦରମ୍ ବିବେକ୍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍ ବିତ୍ରେ ଆଲାଦ୍ ନ କର୍ବାଟା ଆରି ଜିବନ୍ ନ ଦୁକାଇବାଟା ।
32 ଯେ ଜନା ଏତାଦୃଶଂ କର୍ମ୍ମ କୁର୍ୱ୍ୱନ୍ତି ତଏୱ ମୃତିଯୋଗ୍ୟା ଈଶ୍ୱରସ୍ୟ ୱିଚାରମୀଦୃଶଂ ଜ୍ଞାତ୍ୱାପି ତ ଏତାଦୃଶଂ କର୍ମ୍ମ ସ୍ୱଯଂ କୁର୍ୱ୍ୱନ୍ତି କେୱଲମିତି ନହି କିନ୍ତୁ ତାଦୃଶକର୍ମ୍ମକାରିଷୁ ଲୋକେଷ୍ୱପି ପ୍ରୀଯନ୍ତେ|
୩୨ଜନ୍ ଲକ୍ମନ୍ ଏନ୍ତି ଚଲାଚଲ୍ତି କର୍ବାଇ ସେମନ୍ ମରିଜିବାଟା ନିକ । ପରମେସରର୍ ଏ ନିୟମ୍ ସେମନ୍ ଜାନ୍ଲେ ମିସା ଏନ୍ତିସେ ଚଲାଚଲ୍ତି କର୍ବାଇ, ଅବ୍କା ସେଟା ନଏଁ, ମାତର୍ ଏନ୍ତି ଚଲାଚଲ୍ତି କର୍ବା ଲକର୍ ବାଟେ ଅଇକରି, ସାର୍ଦା ସଙ୍ଗ୍ ଏଟା ଟିକ୍ ବଲି ସେମନ୍କେ କଇବାଇ ।