< ମାର୍କଃ 8 >

1 ତଦା ତତ୍ସମୀପଂ ବହୱୋ ଲୋକା ଆଯାତା ଅତସ୍ତେଷାଂ ଭୋଜ୍ୟଦ୍ରୱ୍ୟାଭାୱାଦ୍ ଯୀଶୁଃ ଶିଷ୍ୟାନାହୂଯ ଜଗାଦ, |
ସେବେଲେ ଆରି ତରେକ୍‌ ବେସି ଲକ୍‌ମନ୍‌ ମିସ୍‌ଲାଇ, ଆରି ସେମନର୍‌ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍‌ମନ୍‌କେ ଲଗେଡାକି କଇଲା,
2 ଲୋକନିୱହେ ମମ କୃପା ଜାଯତେ ତେ ଦିନତ୍ରଯଂ ମଯା ସାର୍ଦ୍ଧଂ ସନ୍ତି ତେଷାଂ ଭୋଜ୍ୟଂ କିମପି ନାସ୍ତି|
“ଏ ଲକ୍‌ମନ୍‌କେ ଦେକି ମକେ ଦୁକ୍‌ ଲାଗ୍‌ଲାନି, କାଇକେବଇଲେ ଏମନ୍‌ ତିନ୍‌ଦିନ୍‌ ଅଇଲାନି ମର୍‌ ସଙ୍ଗ୍‍ ଆଚତ୍‌ ଆରି ଏମନର୍‌ ଲଗେ କାଇବାକେ କାଇଟା ମିସା ନାଇ ।
3 ତେଷାଂ ମଧ୍ୟେଽନେକେ ଦୂରାଦ୍ ଆଗତାଃ, ଅଭୁକ୍ତେଷୁ ତେଷୁ ମଯା ସ୍ୱଗୃହମଭିପ୍ରହିତେଷୁ ତେ ପଥି କ୍ଲମିଷ୍ୟନ୍ତି|
ତେବେ ମୁଇ ସେମନ୍‌କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍‌ ଚେତା ଆଜିଜାଇସି, ସେମନର୍‌ ବିତ୍‌ରେ କେତେକ୍‌ ଲକ୍‌ ଦୁରେଅନି ଆସି ଆଚତ୍‌ ।”
4 ଶିଷ୍ୟା ଅୱାଦିଷୁଃ, ଏତାୱତୋ ଲୋକାନ୍ ତର୍ପଯିତୁମ୍ ଅତ୍ର ପ୍ରନ୍ତରେ ପୂପାନ୍ ପ୍ରାପ୍ତୁଂ କେନ ଶକ୍ୟତେ?
ସିସ୍‌ମନ୍‌ ତାକେ କଇଲାଇ, “ଇତି ଏ ଚିମ୍‌ରା ଜାଗାଇ ଲକ୍‌ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍‌କେ ପେଟ୍‌ ପୁରାଇବାର୍‌?”
5 ତତଃ ସ ତାନ୍ ପପ୍ରଚ୍ଛ ଯୁଷ୍ମାକଂ କତି ପୂପାଃ ସନ୍ତି? ତେଽକଥଯନ୍ ସପ୍ତ|
ଜିସୁ ସେମନ୍‌କେ ପାଚାର୍‌ଲା, “ତମର୍‌ଲଗେ କେତେଟା ରୁଟିଆଚେ?” ସେମନ୍‌ କଇଲାଇ, “ସାତ୍‌ଟା ।”
6 ତତଃ ସ ତାଲ୍ଲୋକାନ୍ ଭୁୱି ସମୁପୱେଷ୍ଟୁମ୍ ଆଦିଶ୍ୟ ତାନ୍ ସପ୍ତ ପୂପାନ୍ ଧୃତ୍ୱା ଈଶ୍ୱରଗୁଣାନ୍ ଅନୁକୀର୍ତ୍ତଯାମାସ, ଭଂକ୍ତ୍ୱା ପରିୱେଷଯିତୁଂ ଶିଷ୍ୟାନ୍ ପ୍ରତି ଦଦୌ, ତତସ୍ତେ ଲୋକେଭ୍ୟଃ ପରିୱେଷଯାମାସୁଃ|
ତେଇ ଜିସୁ ସେ ସବୁ ଲକ୍‌ମନ୍‌କେ ବୁଏଁ ବସ୍‌ବାକେ କଇଲା, ଆରି ସେ ସାତ୍‌ଟା ରୁଟି ଦାରିକରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍‌ ସିସ୍‌ମନ୍‌କେ ଦେଲା । ଆରି ସେମନ୍‌ ଲକ୍‌ମନ୍‌କେ ସେଟା ବାଟାକଲାଇ ।
7 ତଥା ତେଷାଂ ସମୀପେ ଯେ କ୍ଷୁଦ୍ରମତ୍ସ୍ୟା ଆସନ୍ ତାନପ୍ୟାଦାଯ ଈଶ୍ୱରଗୁଣାନ୍ ସଂକୀର୍ତ୍ୟ ପରିୱେଷଯିତୁମ୍ ଆଦିଷ୍ଟୱାନ୍|
ସେମନର୍‌ ଲଗେ ଜଡେକ୍‌ ପାରା କେତେଟା ସାନ୍‌ ମାଚ୍‌ ରଇଲା, ସେଟା ମିସା ସେ ପର୍‌ମେସର୍‌କେ ଦନିଅବାଦ୍‌ ଦେଇ ବାଟାକର୍‌ବାକେ କଇଲା ।
8 ତତୋ ଲୋକା ଭୁକ୍ତ୍ୱା ତୃପ୍ତିଂ ଗତା ଅୱଶିଷ୍ଟଖାଦ୍ୟୈଃ ପୂର୍ଣାଃ ସପ୍ତଡଲ୍ଲକା ଗୃହୀତାଶ୍ଚ|
ତେଇ ସେମନ୍‌ ସବୁ ଲକ୍‌ ପେଟ୍‍ପୁର୍‌ତେ କାଇଲାଇ ଆରି ଅଗଲ୍‌ଲାଟା ସାତ୍‌ଡାଲା ବେଟ୍‌ଲାଇ ।
9 ଏତେ ଭୋକ୍ତାରଃ ପ୍ରାଯଶ୍ଚତୁଃ ସହସ୍ରପୁରୁଷା ଆସନ୍ ତତଃ ସ ତାନ୍ ୱିସସର୍ଜ|
ତେଇ ଚାରିଅଜାର୍‌ ଲକ୍‌ମନ୍‌ ରଇଲାଇ ।
10 ଅଥ ସ ଶିଷ୍ୟଃ ସହ ନାୱମାରୁହ୍ୟ ଦଲ୍ମାନୂଥାସୀମାମାଗତଃ|
୧୦ତାର୍‌ପଚେ ଜିସୁ ଲକ୍‌ମନ୍‌କେ ପାଟାଇ ଦେଲା ଆରି ନିଜର୍‌ ସିସ୍‌ମନର୍‌ ସଙ୍ଗ୍‍ ଡଙ୍ଗାଇ ଚଗି ଦଲ୍‌ମନୁତା ନାଉଁର୍‌ ଗଟେକ୍‌ ଜାଗାଇ ଆଇଲା ।
11 ତତଃ ପରଂ ଫିରୂଶିନ ଆଗତ୍ୟ ତେନ ସହ ୱିୱଦମାନାସ୍ତସ୍ୟ ପରୀକ୍ଷାର୍ଥମ୍ ଆକାଶୀଯଚିହ୍ନଂ ଦ୍ରଷ୍ଟୁଂ ଯାଚିତୱନ୍ତଃ|
୧୧ପଚେ ପାରୁସିମନ୍‌ ବାରଇ ଆସି ଜିସୁର୍‌ ସଙ୍ଗ୍‍ ଦଦାପେଲା ଅଇବାର୍‌ ଦାର୍‌ଲାଇ । ତାକେ ପରିକା କର୍‌ବାକେ ପାନ୍ଦେ ପାକାଉଁ ବଲି ମନ୍‍କରି, ସେ ଜେ ପର୍‌ମେସର୍‌ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍‌ କାବାଅଇଜିବା ଚିନ୍‌ ଦେକାଆ ବଲି କଇଲାଇ ।
12 ତଦା ସୋଽନ୍ତର୍ଦୀର୍ଘଂ ନିଶ୍ୱସ୍ୟାକଥଯତ୍, ଏତେ ୱିଦ୍ୟମାନନରାଃ କୁତଶ୍ଚିନ୍ହଂ ମୃଗଯନ୍ତେ? ଯୁଷ୍ମାନହଂ ଯଥାର୍ଥଂ ବ୍ରୱୀମି ଲୋକାନେତାନ୍ କିମପି ଚିହ୍ନଂ ନ ଦର୍ଶଯିଷ୍ୟତେ|
୧୨ଜିସୁ ଗଟେକ୍‌ ଡେଙ୍ଗ୍‌ପୁଣ୍ଡା ପୁଣ୍ଡିକରି କଇଲା, “ଏବର୍‌ ଲକ୍‌ମନ୍‌ କାଇକେ କାବା ଅଇବା ଚିନ୍‌ ମାଙ୍ଗ୍‌ଲାଇନି? ମୁଇ ତମ୍‌କେ ସତ୍‌ କଇଲିନି, ଆଜିକାଲିର୍‌ ଏ ଲକ୍‌ମନ୍‌କେ କାବା ଅଇବା କାଇ ଚିନ୍‌ ମିସା ଦେକାଇ ନଏଁ ।”
13 ଅଥ ତାନ୍ ହିତ୍ୱା ପୁନ ର୍ନାୱମ୍ ଆରୁହ୍ୟ ପାରମଗାତ୍|
୧୩ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ସେମନ୍‌କେ ତେଇ ଚାଡି ଡଙ୍ଗାଇ ଚଗି ଆରି ତରେକ୍‌ ଗାଡ୍‌ ସେପାଟେ ଗାଲା ।
14 ଏତର୍ହି ଶିଷ୍ୟୈଃ ପୂପେଷୁ ୱିସ୍ମୃତେଷୁ ନାୱି ତେଷାଂ ସନ୍ନିଧୌ ପୂପ ଏକଏୱ ସ୍ଥିତଃ|
୧୪ଜିସୁର୍‌ ସିସ୍‌ମନ୍‌ ଡଙ୍ଗାଇ ଗାଲାବେଲେ କାଇବାକେ ରୁଟି ନେବାକେ ପାସ୍‌ରିଜାଇରଇଲାଇ । ସେମନର୍‌ଟାନେ ଏକାଇ ଗଟେକ୍‌ ସେ ରୁଟି ରଇଲା ।
15 ତଦାନୀଂ ଯୀଶୁସ୍ତାନ୍ ଆଦିଷ୍ଟୱାନ୍ ଫିରୂଶିନାଂ ହେରୋଦଶ୍ଚ କିଣ୍ୱଂ ପ୍ରତି ସତର୍କାଃ ସାୱଧାନାଶ୍ଚ ଭୱତ|
୧୫ଜିସୁ ସେମନ୍‌କେ ଜାଗ୍‌ରତ୍‌ କରାଇ କଇଲା, “ପାରୁସିମନର୍‌ ଆରି ଏରଦର୍‌କମିର୍‌ ଅନି ତରିକ୍‌ନା ଅଇ ରୁଆ ।”
16 ତତସ୍ତେଽନ୍ୟୋନ୍ୟଂ ୱିୱେଚନଂ କର୍ତୁମ୍ ଆରେଭିରେ, ଅସ୍ମାକଂ ସନ୍ନିଧୌ ପୂପୋ ନାସ୍ତୀତି ହେତୋରିଦଂ କଥଯତି|
୧୬ଏଟା ସୁନି ସିସ୍‌ମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତାବାର୍‌ତା ଅଇକରି କଇଲାଇ, “ଆମର୍‌ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”
17 ତଦ୍ ବୁଦ୍ୱ୍ୱା ଯୀଶୁସ୍ତେଭ୍ୟୋଽକଥଯତ୍ ଯୁଷ୍ମାକଂ ସ୍ଥାନେ ପୂପାଭାୱାତ୍ କୁତ ଇତ୍ଥଂ ୱିତର୍କଯଥ? ଯୂଯଂ କିମଦ୍ୟାପି କିମପି ନ ଜାନୀଥ? ବୋଦ୍ଧୁଞ୍ଚ ନ ଶକ୍ନୁଥ? ଯାୱଦଦ୍ୟ କିଂ ଯୁଷ୍ମାକଂ ମନାଂସି କଠିନାନି ସନ୍ତି?
୧୭ସେମନ୍‌ କାଇ ବିସଇନେଇ କାତାବାର୍‌ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍‌କେ କଇଲା, “ତମର୍‌ ଲଗେ ଜେତ୍‌କି ଦର୍‌କାର୍‌ ଆଚେ, ସେତ୍‌କି ରୁଟିନାଇ ବଲିକରି ତମେ କାଇକେ କାତାବାର୍‌ତା ଅଇଲାସ୍‌ନି? ଏବେଜାକ ତମେ କାଇ ଦେକାସ୍‌ ନାଇ କି ବୁଜାସ୍‌ନାଇ? ତମର୍‌ ମନ୍‌ କାଇ ଆଁଟ୍‌ ଅଇଗାଲା ଆଚେ କି?
18 ସତ୍ସୁ ନେତ୍ରେଷୁ କିଂ ନ ପଶ୍ୟଥ? ସତ୍ସୁ କର୍ଣେଷୁ କିଂ ନ ଶୃଣୁଥ? ନ ସ୍ମରଥ ଚ?
୧୮ଆଁକି ରଉ ରଉ ଦେକାସ୍‌ ନାଇ? ଆରି, କାନ୍‌ ରଉ ରଉ ସୁନାସ୍‌ ନାଇ? ଆମର୍‌ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି? ସେ ବିସଇ ତମେ ଏତାଆସ୍‌ ନାଇକି?
19 ଯଦାହଂ ପଞ୍ଚପୂପାନ୍ ପଞ୍ଚସହସ୍ରାଣାଂ ପୁରୁଷାଣାଂ ମଧ୍ୟେ ଭଂକ୍ତ୍ୱା ଦତ୍ତୱାନ୍ ତଦାନୀଂ ଯୂଯମ୍ ଅୱଶିଷ୍ଟପୂପୈଃ ପୂର୍ଣାନ୍ କତି ଡଲ୍ଲକାନ୍ ଗୃହୀତୱନ୍ତଃ? ତେଽକଥଯନ୍ ଦ୍ୱାଦଶଡଲ୍ଲକାନ୍|
୧୯ମୁଇ ଜେଡେବେଲେ ପାଁଚ୍‌ ଅଜାର୍‌ ଲକର୍‌ ବିତ୍‌ରେ ପାଁଚ୍‌ଟା ରୁଟିବାଙ୍ଗାଇ ରଇଲି, ସେଡ୍‌କି ବେଲେ ତମେମନ୍‌ ସବୁ କେତେକ୍‌ ଡାଲା ବାଙ୍ଗ୍‌ଲା କଣ୍ଡ୍‌ ବେଟି ନେଇ ରଇଲାସ୍‌, ସେଟାକାଇ ତମର୍‌ ମନେ ନାଇ?” ସେମନ୍‌ ତାକେ କଇଲାଇ, “ବାର ଡାଲା ।”
20 ଅପରଞ୍ଚ ଯଦା ଚତୁଃସହସ୍ରାଣାଂ ପୁରୁଷାଣାଂ ମଧ୍ୟେ ପୂପାନ୍ ଭଂକ୍ତ୍ୱାଦଦାଂ ତଦା ଯୂଯମ୍ ଅତିରିକ୍ତପୂପାନାଂ କତି ଡଲ୍ଲକାନ୍ ଗୃହୀତୱନ୍ତଃ? ତେ କଥଯାମାସୁଃ ସପ୍ତଡଲ୍ଲକାନ୍|
୨୦“ଆରି, ସେ ଚାରି ଅଜାର୍‌ ଲକର୍‌ ବିତ୍‌ରେ ମୁଇଁ ଜେଡେବେଲ୍‌ ସାତଟା ରୁଟି ବାଙ୍ଗାଇ ରଇଲି, ସେଡ୍‌କିବେଲେ ତମେମନ୍‌ ସବୁ କେତେକ୍‌ ଡାଲା ବାଙ୍ଗ୍‌ଲା କଣ୍ଡ୍‌ ଟୁଲିଆଇ ରଇଲାସ୍‌?” ସେମନ୍‌ କଇଲାଇ “ସାତ୍‌ ଡାଲା ।”
21 ତଦା ସ କଥିତୱାନ୍ ତର୍ହି ଯୂଯମ୍ ଅଧୁନାପି କୁତୋ ବୋଦ୍ୱ୍ୱୁଂ ନ ଶକ୍ନୁଥ?
୨୧ଆରି ଜିସୁ ସେମନ୍‌କେ ପାଚାର୍‌ଲା, “ମୁଇ କାଇଟା କଇଲିନି, ତମେ କେନ୍ତି ବୁଜାସ୍‌ ନାଇ?”
22 ଅନନ୍ତରଂ ତସ୍ମିନ୍ ବୈତ୍ସୈଦାନଗରେ ପ୍ରାପ୍ତେ ଲୋକା ଅନ୍ଧମେକଂ ନରଂ ତତ୍ସମୀପମାନୀଯ ତଂ ସ୍ପ୍ରଷ୍ଟୁଂ ତଂ ପ୍ରାର୍ଥଯାଞ୍ଚକ୍ରିରେ|
୨୨ପଚେ ସେମନ୍‌ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍‌ ଲକ୍‌ମନ୍‌ ଗଟେକ୍‌ କାଣାଲକ୍‌କେ ଜିସୁର୍‌ ଲଗେ ଆନିକରି ତାକେ ଚିଇକରି ନିକ କର୍‌ବାକେ କଇଲାଇ ।
23 ତଦା ତସ୍ୟାନ୍ଧସ୍ୟ କରୌ ଗୃହୀତ୍ୱା ନଗରାଦ୍ ବହିର୍ଦେଶଂ ତଂ ନୀତୱାନ୍; ତନ୍ନେତ୍ରେ ନିଷ୍ଠୀୱଂ ଦତ୍ତ୍ୱା ତଦ୍ଗାତ୍ରେ ହସ୍ତାୱର୍ପଯିତ୍ୱା ତଂ ପପ୍ରଚ୍ଛ, କିମପି ପଶ୍ୟସି?
୨୩ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍‌ ଲାଲ୍‌ ସେ କାଣାର୍‌ ଆଁକିତେଇ ଲାଗାଇଲା । ତାର୍‌ମୁଣ୍ଡେ ଆତ୍‌ ସଙ୍ଗଇକରି “ତୁଇ ଅଲପ୍‌ ମିସା ଦେକି ପାର୍‌ଲୁସ୍‌ନି କି?” ବଲି ପାଚାର୍‌ଲା ।
24 ସ ନେତ୍ରେ ଉନ୍ମୀଲ୍ୟ ଜଗାଦ, ୱୃକ୍ଷୱତ୍ ମନୁଜାନ୍ ଗଚ୍ଛତୋ ନିରୀକ୍ଷେ|
୨୪ସେ ଚାରିବେଡ୍‌ତି ଦେକିକରି କଇଲା, “ମୁଇ ଲକ୍‌ମନ୍‌ ଇଣ୍ଡ୍‌ବାଟା ଦେକିପାର୍‌ଲିନି, ମାତର୍‌ ସେମନ୍‌ ଗଚ୍‌ପାରା ଡିସ୍‌ଲାଇନି” ବଲିକରି କଇଲା ।
25 ତତୋ ଯୀଶୁଃ ପୁନସ୍ତସ୍ୟ ନଯନଯୋ ର୍ହସ୍ତାୱର୍ପଯିତ୍ୱା ତସ୍ୟ ନେତ୍ରେ ଉନ୍ମୀଲଯାମାସ; ତସ୍ମାତ୍ ସ ସ୍ୱସ୍ଥୋ ଭୂତ୍ୱା ସ୍ପଷ୍ଟରୂପଂ ସର୍ୱ୍ୱଲୋକାନ୍ ଦଦର୍ଶ|
୨୫ଜିସୁ ଆରିତରେକ୍‌ ସେ କାଣାଲକର୍‌ ଆଁକିତେଇ ଆତ୍‌ସଙ୍ଗ୍‌ ଚିଇଲା । ସେଦାପ୍‌ରେ ଅନି ତାର୍‌ ଆଁକି ନିମାନ୍‌ ଅଇଗାଲା ଆରି ପୁରାପୁରୁନ୍‌ ନିମାନ୍‌ ଦେକିପାର୍‌ଲା ।
26 ତତଃ ପରଂ ତ୍ୱଂ ଗ୍ରାମଂ ମା ଗଚ୍ଛ ଗ୍ରାମସ୍ଥଂ କମପି ଚ କିମପ୍ୟନୁକ୍ତ୍ୱା ନିଜଗୃହଂ ଯାହୀତ୍ୟାଦିଶ୍ୟ ଯୀଶୁସ୍ତଂ ନିଜଗୃହଂ ପ୍ରହିତୱାନ୍|
୨୬ଆରି ଜିସୁ ତାକେ କଇଲା, “ଏବେ ତୁଇ ଗାଏଁ ନ ଜାଆ, ମାତର୍‌ ତର୍‌ ନିଜର୍‌ ଗରେ ଉଟିଜା” ବଲିକରି ପାଟାଇଦେଲା ।
27 ଅନନ୍ତରଂ ଶିଷ୍ୟୈଃ ସହିତୋ ଯୀଶୁଃ କୈସରୀଯାଫିଲିପିପୁରଂ ଜଗାମ, ପଥି ଗଚ୍ଛନ୍ ତାନପୃଚ୍ଛତ୍ କୋଽହମ୍ ଅତ୍ର ଲୋକାଃ କିଂ ୱଦନ୍ତି?
୨୭ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ କାଇସେରିଆ ପିଲିପ୍‌ ନାଉଁର୍‌ ଗଡ୍‌ଲଗେ ରଇବା ଚାରିବେଡ୍‌ତିର୍‌ ଗାଉଁ ମନ୍‌କେ ଗାଲାଇ । ବାଟେ ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା, “ଲକ୍‌ମନ୍‌ ମକେ କେ ବଲିକରି ବାବ୍‌ଲାଇନି?”
28 ତେ ପ୍ରତ୍ୟୂଚୁଃ ତ୍ୱାଂ ଯୋହନଂ ମଜ୍ଜକଂ ୱଦନ୍ତି କିନ୍ତୁ କେପି କେପି ଏଲିଯଂ ୱଦନ୍ତି; ଅପରେ କେପି କେପି ଭୱିଷ୍ୟଦ୍ୱାଦିନାମ୍ ଏକୋ ଜନ ଇତି ୱଦନ୍ତି|
୨୮ସେମନ୍‌ ତାକେ କଇଲାଇ, “କେତେ ଲକ୍‌ମନ୍‌ ତମ୍‌କେ ଡୁବନ୍‌ ଦେଉ ଜଅନ୍‌ ବଲିକରି କଇଲାଇନି, ଆରି ଅଦେକ୍‌ ଲକ୍‌ମନ୍‌ ତମ୍‌କେ ଆଗର୍‌ ଏଲିୟ ବଲି କଇଲାଇନି ଆରି କେତେଲକ୍‌ ତମ୍‌କେ ପର୍‌ମେସରର୍‌ଟାନେଅନି ଆଦେସ୍‌ ପାଇ ଆସି, କାତାଅଇବା ବବିସତ୍‌ବକ୍‌ତା ମନର୍‌ଟାନେଅନି ଗଟେକ୍‌ଲକ୍‌ ବଲି କଇଲାଇନି ।”
29 ଅଥ ସ ତାନପୃଚ୍ଛତ୍ କିନ୍ତୁ କୋହମ୍? ଇତ୍ୟତ୍ର ଯୂଯଂ କିଂ ୱଦଥ? ତଦା ପିତରଃ ପ୍ରତ୍ୟୱଦତ୍ ଭୱାନ୍ ଅଭିଷିକ୍ତସ୍ତ୍ରାତା|
୨୯ଆରି ତମେ ମକେ କେ ବଲିକରି ବାବ୍‌ଲାସ୍‌ନି? ବଲି ଜିସୁ ସେମନ୍‌କେ ପାଚାର୍‌ଲା । ପିତର୍‌ କଇଲା, “ତୁଇ ପର୍‌ମେସର୍‌ ପାଟାଇରଇବା ଉଦାର୍‌କାରିଆ କିରିସ୍‌ଟ” ବଲି କଇଲା ।
30 ତତଃ ସ ତାନ୍ ଗାଢମାଦିଶଦ୍ ଯୂଯଂ ମମ କଥା କସ୍ମୈଚିଦପି ମା କଥଯତ|
୩୦ତେଇ ଜିସୁ ସେମନ୍‌କେ ଡାଟ୍‌ସଙ୍ଗ୍ ଜାଗ୍‌ରତା କରାଇ କଇଲା, “ମୁଇ କେ ବଲି କାକେ ନ କୁଆ ।”
31 ମନୁଷ୍ୟପୁତ୍ରେଣାୱଶ୍ୟଂ ବହୱୋ ଯାତନା ଭୋକ୍ତୱ୍ୟାଃ ପ୍ରାଚୀନଲୋକୈଃ ପ୍ରଧାନଯାଜକୈରଧ୍ୟାପକୈଶ୍ଚ ସ ନିନ୍ଦିତଃ ସନ୍ ଘାତଯିଷ୍ୟତେ ତୃତୀଯଦିନେ ଉତ୍ଥାସ୍ୟତି ଚ, ଯୀଶୁଃ ଶିଷ୍ୟାନୁପଦେଷ୍ଟୁମାରଭ୍ୟ କଥାମିମାଂ ସ୍ପଷ୍ଟମାଚଷ୍ଟ|
୩୧ତାର୍‌ପଚେ ଜିସୁ, ପର୍‌ମେସର୍‌ ଅନି ଆଇଲା ନର୍‌ପିଲାକେ କାଇ କାଇଟା ଅଇସି ବଲି ତାର୍‌ ସିସ୍‌ମନ୍‌କେ ସିକାଇଦେବାର୍‌ ଦାର୍‌ଲା । ସେ କଇଲା, “ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ ବେସି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ । ମୁକିଅ ନେତାମନ୍‌, ମୁକିଅ ପୁଜାରିମନ୍‌, ଆରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ ମକେ ନ ନାମତ୍‌ । ସେମନ୍‌ ମକେ ମରାଇବାଇ ଆରି ତିନ୍‌ଦିନ୍‌ ଗାଲାପଚେ ମୁଇ ଆରି ତରେକ୍‌ ମଲାତେଇଅନି ଜିବନ୍‌ ଅଇ ଉଟ୍‌ବି ।”
32 ତସ୍ମାତ୍ ପିତରସ୍ତସ୍ୟ ହସ୍ତୌ ଧୃତ୍ୱା ତଂ ତର୍ଜ୍ଜିତୱାନ୍|
୩୨ଏ ସବୁ ବିସଇର୍‌ କାତା ଜିସୁ ତାର୍‌ ସିସ୍‌ମନ୍‌କେ କାଇଟାମିସା ନ ଲୁଚାଇକରି କୁଲାକୁଲି ବାବେ କଇଦେଲା । ସେ ବେଲା ପିତର୍‌ ଜିସୁକେ ଅଁତ୍‌ରେ ଡାକିନେଇକରି କଇଲା, “ତମେ କଇବା କାତା ସବୁ ସେନ୍ତି ନ ଅ ।”
33 କିନ୍ତୁ ସ ମୁଖଂ ପରାୱର୍ତ୍ୟ ଶିଷ୍ୟଗଣଂ ନିରୀକ୍ଷ୍ୟ ପିତରଂ ତର୍ଜଯିତ୍ୱାୱାଦୀଦ୍ ଦୂରୀଭୱ ୱିଘ୍ନକାରିନ୍ ଈଶ୍ୱରୀଯକାର୍ୟ୍ୟାଦପି ମନୁଷ୍ୟକାର୍ୟ୍ୟଂ ତୁଭ୍ୟଂ ରୋଚତତରାଂ|
୩୩ଜିସୁ ପିଟିବାଟେ ପାସ୍‌ଲି ତାର୍‌ ସିସ୍‌ମନ୍‌କେ ଦେକ୍‌ଲା ଆରି ପିତର୍‌କେ କଇଲାଇ, “ତୁଇ ଏ କାତା ସଇତାନେଅନି କଇଲୁସ୍‌ନି, ତୁଇ ମର୍‌ଟାନେଅନି ଉଟି ଜା । ତୁଇ ପର୍‌ମେସର୍‌ ପାରା ଚିନ୍ତା ନ କରି ଲକ୍‌ମନର୍‌ ପାରା ଚିନ୍ତା କଲୁସ୍‌ନି ।” ବଲି କଇଲାଇ ।
34 ଅଥ ସ ଲୋକାନ୍ ଶିଷ୍ୟାଂଶ୍ଚାହୂଯ ଜଗାଦ ଯଃ କଶ୍ଚିନ୍ ମାମନୁଗନ୍ତୁମ୍ ଇଚ୍ଛତି ସ ଆତ୍ମାନଂ ଦାମ୍ୟତୁ, ସ୍ୱକ୍ରୁଶଂ ଗୃହୀତ୍ୱା ମତ୍ପଶ୍ଚାଦ୍ ଆଯାତୁ|
୩୪ତାର୍‌ପଚେ ଜିସୁ ସିସ୍‌ମନ୍‌କେ ଆରି ଲକ୍‌ମନ୍‌କେ ତାର୍‌ଲଗେ ଡାକିକରି କଇଲାଇ “କେ ମର୍‌ ସିସ୍‌ ଅଇବାକେ ମନ୍‍ କଲାନି ବଇଲେ, ସେ ତାର୍‌ ନିଜର୍‌ ମନ୍‍ କଲାଟା ଚାଡିଦେଇକରି କୁର୍‌ସତେଇ ମର୍‌ବା ଲକ୍‌ମନ୍‌ ପାଇବା ଦୁକ୍‌ କସ୍‌ଟ ପାରା ଦୁକ୍‌ କସ୍‌ଟ ପାଇବାକେ, ତିଆର୍‌ ଅଇକରି ମର୍‌ସଙ୍ଗ୍‍ ଆଇବାର୍‌ ଆଚେ ।
35 ଯତୋ ଯଃ କଶ୍ଚିତ୍ ସ୍ୱପ୍ରାଣଂ ରକ୍ଷିତୁମିଚ୍ଛତି ସ ତଂ ହାରଯିଷ୍ୟତି, କିନ୍ତୁ ଯଃ କଶ୍ଚିନ୍ ମଦର୍ଥଂ ସୁସଂୱାଦାର୍ଥଞ୍ଚ ପ୍ରାଣଂ ହାରଯତି ସ ତଂ ରକ୍ଷିଷ୍ୟତି|
୩୫ମାତର୍‌ କେ ନିଜର୍‌ ଜିବନ୍‌ ରକିଆ କର୍‌ବାକେ ମନ୍‍ କର୍‌ସି, ସେ ସେଟା ଆରାଇସି, ମାତର୍‌ ଜେ ମର୍‌ ଲାଗି ଆରି ସୁବ୍‍କବର୍‍ ଜାନାଇବାକେ ତାର୍‌ ଜିବନ ଆରାଇସି ବଇଲେ, ସେ ତାର୍‌ ଜିବନ୍‌ ରକିଆ କର୍‌ସି ।
36 ଅପରଞ୍ଚ ମନୁଜଃ ସର୍ୱ୍ୱଂ ଜଗତ୍ ପ୍ରାପ୍ୟ ଯଦି ସ୍ୱପ୍ରାଣଂ ହାରଯତି ତର୍ହି ତସ୍ୟ କୋ ଲାଭଃ?
୩୬ଜଦି ଗଟେକ୍‌ ଲକ୍‌ ଦୁନିଆର୍‌ ସବୁ ଜିନିସ୍‌ ପାଇକରି, ନିଜର୍‌ ଜିବନ୍‌ ଆରାଇସି, ସେଟା ତାର୍‌ପାଇ କାଇ ଲାବ୍‌ ନାଇ ।
37 ନରଃ ସ୍ୱପ୍ରାଣୱିନିମଯେନ କିଂ ଦାତୁଂ ଶକ୍ନୋତି?
୩୭ଆରି ତାର୍‌ ଆତ୍‌ମାର୍‌ ବାଦୁଲେ କାଇଟା ଦେଲେ ମିସା ସମାନ୍‌ ନ ଅଏ ।
38 ଏତେଷାଂ ୱ୍ୟଭିଚାରିଣାଂ ପାପିନାଞ୍ଚ ଲୋକାନାଂ ସାକ୍ଷାଦ୍ ଯଦି କୋପି ମାଂ ମତ୍କଥାଞ୍ଚ ଲଜ୍ଜାସ୍ପଦଂ ଜାନାତି ତର୍ହି ମନୁଜପୁତ୍ରୋ ଯଦା ଧର୍ମ୍ମଦୂତୈଃ ସହ ପିତୁଃ ପ୍ରଭାୱେଣାଗମିଷ୍ୟତି ତଦା ସୋପି ତଂ ଲଜ୍ଜାସ୍ପଦଂ ଜ୍ଞାସ୍ୟତି|
୩୮ପର୍‌ମେସର୍‌କେ ଚାଡିକରି ରଇବା ଏ କାରାପ୍‍ ଦୁନିଆଇ, ଲକ୍‌ମନ୍‌ ଜଦି ମର୍‌ ଲାଗି ଆରି ମର୍‌ କାତାର୍‌ ଲାଗି ଲାଜ୍‌ ଅଇବାଇ, ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ମିସା ମର୍‌ ବାବାର୍‌ ବେସି ଉଜଲ୍‌ ଆରି ଡାକ୍‌ପୁଟା ସଙ୍ଗ୍‍ ଆରି ସରଗର୍‌ ସୁକଲ୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆଇଲାବେଲେ, ସେମନ୍‍କେ ମର୍‌ଲକ୍‌ମନ୍‌ ବଲି କଇବାକେ ମୁଇ ମିସା ଲାଜ୍‌ ଅଇବି ।”

< ମାର୍କଃ 8 >