< ମାର୍କଃ 4 >
1 ଅନନ୍ତରଂ ସ ସମୁଦ୍ରତଟେ ପୁନରୁପଦେଷ୍ଟୁଂ ପ୍ରାରେଭେ, ତତସ୍ତତ୍ର ବହୁଜନାନାଂ ସମାଗମାତ୍ ସ ସାଗରୋପରି ନୌକାମାରୁହ୍ୟ ସମୁପୱିଷ୍ଟଃ; ସର୍ୱ୍ୱେ ଲୋକାଃ ସମୁଦ୍ରକୂଲେ ତସ୍ଥୁଃ|
୧ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ ।
2 ତଦା ସ ଦୃଷ୍ଟାନ୍ତକଥାଭି ର୍ବହୂପଦିଷ୍ଟୱାନ୍ ଉପଦିଶଂଶ୍ଚ କଥିତୱାନ୍,
୨ଜିସୁ ସେମନ୍କେ ବେସି ବିସଇ ଉଦାଅରନ୍ ଦେଇ ସିକାଇଲା । ଆରି ସିକାଇବାବେଲେ ସେମନ୍କେ କଇଲା,
3 ଅୱଧାନଂ କୁରୁତ, ଏକୋ ବୀଜୱପ୍ତା ବୀଜାନି ୱପ୍ତୁଂ ଗତଃ;
୩“ସୁନା ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାର୍ ବାରଇଲା ।
4 ୱପନକାଲେ କିଯନ୍ତି ବୀଜାନି ମାର୍ଗପାଶ୍ୱେ ପତିତାନି, ତତ ଆକାଶୀଯପକ୍ଷିଣ ଏତ୍ୟ ତାନି ଚଖାଦୁଃ|
୪ସେ ବୁନୁ ବୁୁନୁ କେତେକ୍ ବିଅନ୍ ବାଟେ ଅଦର୍ଲା, ଆରି ଚଡଇମନ୍ ଆସି ସବୁଜାକ ବିଅନ୍ କାଇଦେଲାଇ ।
5 କିଯନ୍ତି ବୀଜାନି ସ୍ୱଲ୍ପମୃତ୍ତିକାୱତ୍ପାଷାଣଭୂମୌ ପତିତାନି ତାନି ମୃଦୋଲ୍ପତ୍ୱାତ୍ ଶୀଘ୍ରମଙ୍କୁରିତାନି;
୫ଆରି କେତେକ୍ ବିଅନ୍ ଉନା ମାଟିରଇ ତଲେ ପାକ୍ନା ରଇଲା ବୁଏଁ ଅଦର୍ଲା, ଆରି ମାଟି ଉନା ରଇଲାକେ ଦାପ୍ରେ ଗାଜା ଅଇଲା ।
6 କିନ୍ତୂଦିତେ ସୂର୍ୟ୍ୟେ ଦଗ୍ଧାନି ତଥା ମୂଲାନୋ ନାଧୋଗତତ୍ୱାତ୍ ଶୁଷ୍କାଣି ଚ|
୬ମାତର୍ ବେଲ୍ ଉଦ୍ଲାକେ ଗାଜା ଅଇଲାଟା ପଡି ମସ୍ରିଗାଲା, ଆରି ଚେର୍ ବେଦି ନ ରଇଲାଜେ ସୁକିଗାଲା ।
7 କିଯନ୍ତି ବୀଜାନି କଣ୍ଟକିୱନମଧ୍ୟେ ପତିତାନି ତତଃ କଣ୍ଟକାନି ସଂୱୃଦ୍ୱ୍ୟ ତାନି ଜଗ୍ରସୁସ୍ତାନି ନ ଚ ଫଲିତାନି|
୭ଆରି କେତେକ୍ ବିଅନ୍ କାଟା ବୁଟା ମଜାଇ ଅଦର୍ଲା, ଆରି କାଟା ବୁଟାମନ୍ ଉଟି ବଡିକରି ଗାଜା ଅଇ ସବୁକେ ଚାପି ପାକାଇଲାଇ । ଚାପିଦେଲାକେ କାଇ ଦାନ୍ ମିସା ଅଏ ନାଇ ।
8 ତଥା କିଯନ୍ତି ବୀଜାନ୍ୟୁତ୍ତମଭୂମୌ ପତିତାନି ତାନି ସଂୱୃଦ୍ୱ୍ୟ ଫଲାନ୍ୟୁତ୍ପାଦିତାନି କିଯନ୍ତି ବୀଜାନି ତ୍ରିଂଶଦ୍ଗୁଣାନି କିଯନ୍ତି ଷଷ୍ଟିଗୁଣାନି କିଯନ୍ତି ଶତଗୁଣାନି ଫଲାନି ଫଲିତୱନ୍ତି|
୮ମାତର୍, ଆରି କେତେକ୍ ବିଅନ୍ ନିକ ବୁଏଁ ଅଦର୍ଲା ଆରି ଗାଜା ଅଇ ଉଟି ବଡିକରି ତିରିସ୍ ଗୁଣ୍ ସାଟେ ଗୁଣ୍ ଆରି ସଏ ଗୁଣ୍ ଜାକ ପସଲ୍ ଦେଲା ।”
9 ଅଥ ସ ତାନୱଦତ୍ ଯସ୍ୟ ଶ୍ରୋତୁଂ କର୍ଣୌ ସ୍ତଃ ସ ଶୃଣୋତୁ|
୯ଆରି ଜିସୁ କଇଲା, “ଜାକେ ସୁନ୍ବାକେ କାନ୍ ଆଚେବଇଲେ, ସେ ମନ୍ଦେଇ ସୁନ ।”
10 ତଦନନ୍ତରଂ ନିର୍ଜନସମଯେ ତତ୍ସଙ୍ଗିନୋ ଦ୍ୱାଦଶଶିଷ୍ୟାଶ୍ଚ ତଂ ତଦ୍ଦୃଷ୍ଟାନ୍ତୱାକ୍ୟସ୍ୟାର୍ଥଂ ପପ୍ରଚ୍ଛୁଃ|
୧୦ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି?”
11 ତଦା ସ ତାନୁଦିତୱାନ୍ ଈଶ୍ୱରରାଜ୍ୟସ୍ୟ ନିଗୂଢୱାକ୍ୟଂ ବୋଦ୍ଧୁଂ ଯୁଷ୍ମାକମଧିକାରୋଽସ୍ତି;
୧୧ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
12 କିନ୍ତୁ ଯେ ୱହିର୍ଭୂତାଃ "ତେ ପଶ୍ୟନ୍ତଃ ପଶ୍ୟନ୍ତି କିନ୍ତୁ ନ ଜାନନ୍ତି, ଶୃଣ୍ୱନ୍ତଃ ଶୃଣ୍ୱନ୍ତି କିନ୍ତୁ ନ ବୁଧ୍ୟନ୍ତେ, ଚେତ୍ତୈ ର୍ମନଃସୁ କଦାପି ପରିୱର୍ତ୍ତିତେଷୁ ତେଷାଂ ପାପାନ୍ୟମୋଚଯିଷ୍ୟନ୍ତ," ଅତୋହେତୋସ୍ତାନ୍ ପ୍ରତି ଦୃଷ୍ଟାନ୍ତୈରେୱ ତାନି ମଯା କଥିତାନି|
୧୨ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
13 ଅଥ ସ କଥିତୱାନ୍ ଯୂଯଂ କିମେତଦ୍ ଦୃଷ୍ଟାନ୍ତୱାକ୍ୟଂ ନ ବୁଧ୍ୟଧ୍ୱେ? ତର୍ହି କଥଂ ସର୍ୱ୍ୱାନ୍ ଦୃଷ୍ଟାନ୍ତାନ ଭୋତ୍ସ୍ୟଧ୍ୱେ?
୧୩ଜିସୁ ସେମନ୍କେ କଇଲା, “ଏ ଉଦାଅରନର୍ ଅରତ୍ ତମେ ବୁଜାସ୍ ନାଇ କି? ତେବେ ବିନ୍ ଉଦାଅରନର୍ ଅରତ୍ କେନ୍ତି ବୁଜ୍ସା?
14 ବୀଜୱପ୍ତା ୱାକ୍ୟରୂପାଣି ବୀଜାନି ୱପତି;
୧୪ଚାସି ପର୍ମେସରର୍ ବାକିଅ ବୁନ୍ସି,
15 ତତ୍ର ଯେ ଯେ ଲୋକା ୱାକ୍ୟଂ ଶୃଣ୍ୱନ୍ତି, କିନ୍ତୁ ଶ୍ରୁତମାତ୍ରାତ୍ ଶୈତାନ୍ ଶୀଘ୍ରମାଗତ୍ୟ ତେଷାଂ ମନଃସୂପ୍ତାନି ତାନି ୱାକ୍ୟରୂପାଣି ବୀଜାନ୍ୟପନଯତି ତଏୱ ଉପ୍ତବୀଜମାର୍ଗପାର୍ଶ୍ୱେସ୍ୱରୂପାଃ|
୧୫ଜନ୍ଲକ୍ମନ୍ ସୁନ୍ବାଇ ଆରି ସୁନ୍ଲା ଦାପ୍ରେ, ସଇତାନ୍ ଆସି ସେମନ୍ର୍ ଟାନେଅନି ବୁନିରଇବା ବାକିଅ ଜିକି ନେଇସି, ସେମନ୍ ବୁନିରଇବା ବାଟ୍ଲଗର୍ ବିଅନ୍ ପାରା ।
16 ଯେ ଜନା ୱାକ୍ୟଂ ଶ୍ରୁତ୍ୱା ସହସା ପରମାନନ୍ଦେନ ଗୃହ୍ଲନ୍ତି, କିନ୍ତୁ ହୃଦି ସ୍ଥୈର୍ୟ୍ୟାଭାୱାତ୍ କିଞ୍ଚିତ୍ କାଲମାତ୍ରଂ ତିଷ୍ଠନ୍ତି ତତ୍ପଶ୍ଚାତ୍ ତଦ୍ୱାକ୍ୟହେତୋଃ
୧୬ସେନ୍ତାର୍ ସେ, ଜନ୍ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ଅଇ ସେଟା ମାନ୍ବାଇ, ସେଲକ୍ ପାକ୍ନା ରଇବା ଜାଗାଇ ଅଦର୍ଲା ବିଅନ୍ ପାରା ।
17 କୁତ୍ରଚିତ୍ କ୍ଲେଶେ ଉପଦ୍ରୱେ ୱା ସମୁପସ୍ଥିତେ ତଦୈୱ ୱିଘ୍ନଂ ପ୍ରାପ୍ନୁୱନ୍ତି ତଏୱ ଉପ୍ତବୀଜପାଷାଣଭୂମିସ୍ୱରୂପାଃ|
୧୭ମାତର୍ ସେମନର୍ ଟାନେ ଚେର୍ ନ ବେଦିରଏଜେ ଚନେକର୍ପାଇ ବିସ୍ବାସ୍ କରି ରଇବାଇ, ପଚେ ବାକିଅର୍ଲାଗି କସ୍ଟ କି ତାଡ୍ନା ଆଇଲେ, ସେ ଦାପ୍ରେ ବିସ୍ବାସ୍ ଚାଡି ଦେବାଇ ।
18 ଯେ ଜନାଃ କଥାଂ ଶୃଣ୍ୱନ୍ତି କିନ୍ତୁ ସାଂସାରିକୀ ଚିନ୍ତା ଧନଭ୍ରାନ୍ତି ର୍ୱିଷଯଲୋଭଶ୍ଚ ଏତେ ସର୍ୱ୍ୱେ ଉପସ୍ଥାଯ ତାଂ କଥାଂ ଗ୍ରସନ୍ତି ତତଃ ମା ୱିଫଲା ଭୱତି (aiōn )
୧୮ଆରି ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ତାର୍ ଦିନ୍କର୍ ବିସଇର୍ ଚିନ୍ତା, ଦନର୍ ମାୟା ଆରି ବିନ୍ ବିନ୍ ବିସଇର୍ ଲାଲ୍ସାଟାନେ ପୁରିକରି ମାପ୍ରୁର୍ ବାକିଅକେ ଚାପିପାକାଇସି, ତେଇ ମାପ୍ରୁର୍ ବାକିଅ ନିକ କାମ୍ ନ କରେ ।
19 ତଏୱ ଉପ୍ତବୀଜସକଣ୍ଟକଭୂମିସ୍ୱରୂପାଃ|
୧୯ସେନ୍ତାରି ଅଦେକ୍ ଲକ୍ମନ୍ ବିଅନ୍ ବୁନିରଇବା କାଟାଲାଟା ବୁଇଁ ପାରା । (aiōn )
20 ଯେ ଜନା ୱାକ୍ୟଂ ଶ୍ରୁତ୍ୱା ଗୃହ୍ଲନ୍ତି ତେଷାଂ କସ୍ୟ ୱା ତ୍ରିଂଶଦ୍ଗୁଣାନି କସ୍ୟ ୱା ଷଷ୍ଟିଗୁଣାନି କସ୍ୟ ୱା ଶତଗୁଣାନି ଫଲାନି ଭୱନ୍ତି ତଏୱ ଉପ୍ତବୀଜୋର୍ୱ୍ୱରଭୂମିସ୍ୱରୂପାଃ|
୨୦ବାକିଲକ୍ମନ୍ ବାକିଅ ସୁନି ସେଟା ମାନ୍ବାଇ ଆରି ତିରିସ୍ ଗୁଣ୍, ସାଟେ ଗୁଣ୍ ଆରି ସଏ ଗୁଣ୍ ପଲ୍ ଦେବାଇ, ସେମନ୍ ବିଅନ୍ ଅଦ୍ରି ରଇବା ନିକ ବୁଇଁ ପାରା ।”
21 ତଦା ସୋଽପରମପି କଥିତୱାନ୍ କୋପି ଜନୋ ଦୀପାଧାରଂ ପରିତ୍ୟଜ୍ୟ ଦ୍ରୋଣସ୍ୟାଧଃ ଖଟ୍ୱାଯା ଅଧେ ୱା ସ୍ଥାପଯିତୁଂ ଦୀପମାନଯତି କିଂ?
୨୧ଜିସୁ ଆରିତରେକ୍ ସେମନ୍କେ କଇଲା, “ବତି ଡସାଇ ମାନ୍ ତଲେ କି କଟ୍ ତଲେ ସଙ୍ଗଇବାକେ ନ ଆନତ୍ । ବତି, କୁଦ୍ରାଇ ସଙ୍ଗଇବାକେ ଡସାଇବାଇ ।
22 ଅତୋହେତୋ ର୍ୟନ୍ନ ପ୍ରକାଶଯିଷ୍ୟତେ ତାଦୃଗ୍ ଲୁକ୍କାଯିତଂ କିମପି ୱସ୍ତୁ ନାସ୍ତି; ଯଦ୍ ୱ୍ୟକ୍ତଂ ନ ଭୱିଷ୍ୟତି ତାଦୃଶଂ ଗୁପ୍ତଂ କିମପି ୱସ୍ତୁ ନାସ୍ତି|
୨୨କାଇକେବଇଲେ ଲକ୍ମନ୍କେ ଏବେଜାକ ନାଜାନି ରଇବା ବିସଇ ଜାନାଇ ଦିଆଅଇସି, ଆରି ଜନ୍ ବିସଇ ସବୁ ଲୁଚି ରଇସି, ସେଟା ମେଲାକରି ଦିଆଅଇସି ।
23 ଯସ୍ୟ ଶ୍ରୋତୁଂ କର୍ଣୌ ସ୍ତଃ ସ ଶୃଣୋତୁ|
୨୩ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।”
24 ଅପରମପି କଥିତୱାନ୍ ଯୂଯଂ ଯଦ୍ ଯଦ୍ ୱାକ୍ୟଂ ଶୃଣୁଥ ତତ୍ର ସାୱଧାନା ଭୱତ, ଯତୋ ଯୂଯଂ ଯେନ ପରିମାଣେନ ପରିମାଥ ତେନୈୱ ପରିମାଣେନ ଯୁଷ୍ମଦର୍ଥମପି ପରିମାସ୍ୟତେ; ଶ୍ରୋତାରୋ ଯୂଯଂ ଯୁଷ୍ମଭ୍ୟମଧିକଂ ଦାସ୍ୟତେ|
୨୪ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ ।
25 ଯସ୍ୟାଶ୍ରଯେ ୱର୍ଦ୍ଧତେ ତସ୍ମୈ ଅପରମପି ଦାସ୍ୟତେ, କିନ୍ତୁ ଯସ୍ୟାଶ୍ରଯେ ନ ୱର୍ଦ୍ଧତେ ତସ୍ୟ ଯତ୍ କିଞ୍ଚିଦସ୍ତି ତଦପି ତସ୍ମାନ୍ ନେଷ୍ୟତେ|
୨୫କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
26 ଅନନ୍ତରଂ ସ କଥିତୱାନ୍ ଏକୋ ଲୋକଃ କ୍ଷେତ୍ରେ ବୀଜାନ୍ୟୁପ୍ତ୍ୱା
୨୬ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
27 ଜାଗରଣନିଦ୍ରାଭ୍ୟାଂ ଦିୱାନିଶଂ ଗମଯତି, ପରନ୍ତୁ ତଦ୍ୱୀଜଂ ତସ୍ୟାଜ୍ଞାତରୂପେଣାଙ୍କୁରଯତି ୱର୍ଦ୍ଧତେ ଚ;
୨୭ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
28 ଯତୋହେତୋଃ ପ୍ରଥମତଃ ପତ୍ରାଣି ତତଃ ପରଂ କଣିଶାନି ତତ୍ପଶ୍ଚାତ୍ କଣିଶପୂର୍ଣାନି ଶସ୍ୟାନି ଭୂମିଃ ସ୍ୱଯମୁତ୍ପାଦଯତି;
୨୮ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ ।
29 କିନ୍ତୁ ଫଲେଷୁ ପକ୍କେଷୁ ଶସ୍ୟଚ୍ଛେଦନକାଲଂ ଜ୍ଞାତ୍ୱା ସ ତତ୍କ୍ଷଣଂ ଶସ୍ୟାନି ଛିନତ୍ତି, ଅନେନ ତୁଲ୍ୟମୀଶ୍ୱରରାଜ୍ୟଂ|
୨୯ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
30 ପୁନଃ ସୋଽକଥଯଦ୍ ଈଶ୍ୱରରାଜ୍ୟଂ କେନ ସମଂ? କେନ ୱସ୍ତୁନା ସହ ୱା ତଦୁପମାସ୍ୟାମି?
୩୦ସେ ଆରି ତରେକ୍ କଇଲା, “ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ?
31 ତତ୍ ସର୍ଷପୈକେନ ତୁଲ୍ୟଂ ଯତୋ ମୃଦି ୱପନକାଲେ ସର୍ଷପବୀଜଂ ସର୍ୱ୍ୱପୃଥିୱୀସ୍ଥବୀଜାତ୍ କ୍ଷୁଦ୍ରଂ
୩୧ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା,
32 କିନ୍ତୁ ୱପନାତ୍ ପରମ୍ ଅଙ୍କୁରଯିତ୍ୱା ସର୍ୱ୍ୱଶାକାଦ୍ ବୃହଦ୍ ଭୱତି, ତସ୍ୟ ବୃହତ୍ୟଃ ଶାଖାଶ୍ଚ ଜାଯନ୍ତେ ତତସ୍ତଚ୍ଛାଯାଂ ପକ୍ଷିଣ ଆଶ୍ରଯନ୍ତେ|
୩୨ମାତର୍ ବୁନ୍ଲେ, ସେଟା ବଡିକରି ସବୁ ସାଗର୍ ଟାନେଅନି ବଡ୍ ଅଇସି, ଆରି ତାର୍ କେନ୍ଦି ଏନ୍ତି ବଡ୍ ବଡ୍ ଅଇଜାଇସି ଜେ, ସରଗର୍ ଚଡଇମନ୍ ତାର୍ କେନ୍ଦାଇ ବାସା ଅଇବାଇ ।”
33 ଇତ୍ଥଂ ତେଷାଂ ବୋଧାନୁରୂପଂ ସୋଽନେକଦୃଷ୍ଟାନ୍ତୈସ୍ତାନୁପଦିଷ୍ଟୱାନ୍,
୩୩ଜିସୁ ଏନ୍ତି କେତେକ୍ କେତେକ୍ ଉଦାଅରଣ୍ ସଙ୍ଗ୍ ସେମନର୍ ବୁଜ୍ବା ବପୁ ଇସାବେ ବାକିଅ ସୁନାଇତେ ରଇଲା,
34 ଦୃଷ୍ଟାନ୍ତଂ ୱିନା କାମପି କଥାଂ ତେଭ୍ୟୋ ନ କଥିତୱାନ୍ ପଶ୍ଚାନ୍ ନିର୍ଜନେ ସ ଶିଷ୍ୟାନ୍ ସର୍ୱ୍ୱଦୃଷ୍ଟାନ୍ତାର୍ଥଂ ବୋଧିତୱାନ୍|
୩୪ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।
35 ତଦ୍ଦିନସ୍ୟ ସନ୍ଧ୍ୟାଯାଂ ସ ତେଭ୍ୟୋଽକଥଯଦ୍ ଆଗଚ୍ଛତ ୱଯଂ ପାରଂ ଯାମ|
୩୫ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।”
36 ତଦା ତେ ଲୋକାନ୍ ୱିସୃଜ୍ୟ ତମୱିଲମ୍ବଂ ଗୃହୀତ୍ୱା ନୌକଯା ପ୍ରତସ୍ଥିରେ; ଅପରା ଅପି ନାୱସ୍ତଯା ସହ ସ୍ଥିତାଃ|
୩୬ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା ।
37 ତତଃ ପରଂ ମହାଝଞ୍ଭ୍ଶଗମାତ୍ ନୌ ର୍ଦୋଲାଯମାନା ତରଙ୍ଗେଣ ଜଲୈଃ ପୂର୍ଣାଭୱଚ୍ଚ|
୩୭ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା ।
38 ତଦା ସ ନୌକାଚଶ୍ଚାଦ୍ଭାଗେ ଉପଧାନେ ଶିରୋ ନିଧାଯ ନିଦ୍ରିତ ଆସୀତ୍ ତତସ୍ତେ ତଂ ଜାଗରଯିତ୍ୱା ଜଗଦୁଃ, ହେ ପ୍ରଭୋ, ଅସ୍ମାକଂ ପ୍ରାଣା ଯାନ୍ତି କିମତ୍ର ଭୱତଶ୍ଚିନ୍ତା ନାସ୍ତି?
୩୮ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, “ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ?”
39 ତଦା ସ ଉତ୍ଥାଯ ୱାଯୁଂ ତର୍ଜିତୱାନ୍ ସମୁଦ୍ରଞ୍ଚୋକ୍ତୱାନ୍ ଶାନ୍ତଃ ସୁସ୍ଥିରଶ୍ଚ ଭୱ; ତତୋ ୱାଯୌ ନିୱୃତ୍ତେଽବ୍ଧିର୍ନିସ୍ତରଙ୍ଗୋଭୂତ୍|
୩୯ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, “ତବିର୍ ଅଇ ଚୁପ୍ ର ।” ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା ।
40 ତଦା ସ ତାନୁୱାଚ ଯୂଯଂ କୁତ ଏତାଦୃକ୍ଶଙ୍କାକୁଲା ଭୱତ? କିଂ ୱୋ ୱିଶ୍ୱାସୋ ନାସ୍ତି?
୪୦ଆରି ସେ ସିସ୍ମନ୍କେ କଇଲା, “କାଇକେ ଏତେକ୍ ଡର୍ଲାସ୍ନି? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି?”
41 ତସ୍ମାତ୍ତେଽତୀୱଭୀତାଃ ପରସ୍ପରଂ ୱକ୍ତୁମାରେଭିରେ, ଅହୋ ୱାଯୁଃ ସିନ୍ଧୁଶ୍ଚାସ୍ୟ ନିଦେଶଗ୍ରାହିଣୌ କୀଦୃଗଯଂ ମନୁଜଃ|
୪୧ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି?”