< ଲୂକଃ 24 >
1 ଅଥ ସପ୍ତାହପ୍ରଥମଦିନେଽତିପ୍ରତ୍ୟୂଷେ ତା ଯୋଷିତଃ ସମ୍ପାଦିତଂ ସୁଗନ୍ଧିଦ୍ରୱ୍ୟଂ ଗୃହୀତ୍ୱା ତଦନ୍ୟାଭିଃ କିଯତୀଭିଃ ସ୍ତ୍ରୀଭିଃ ସହ ଶ୍ମଶାନଂ ଯଯୁଃ|
୧ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
2 କିନ୍ତୁ ଶ୍ମଶାନଦ୍ୱାରାତ୍ ପାଷାଣମପସାରିତଂ ଦୃଷ୍ଟ୍ୱା
୨ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
3 ତାଃ ପ୍ରୱିଶ୍ୟ ପ୍ରଭୋ ର୍ଦେହମପ୍ରାପ୍ୟ
୩ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
4 ୱ୍ୟାକୁଲା ଭୱନ୍ତି ଏତର୍ହି ତେଜୋମଯୱସ୍ତ୍ରାନ୍ୱିତୌ ଦ୍ୱୌ ପୁରୁଷୌ ତାସାଂ ସମୀପେ ସମୁପସ୍ଥିତୌ
୪କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା! ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍ ସେମନର୍ ମୁଆଟେ ଟିଆ ଅଇଲାଇ ।
5 ତସ୍ମାତ୍ତାଃ ଶଙ୍କାଯୁକ୍ତା ଭୂମାୱଧୋମୁଖ୍ୟସ୍ୟସ୍ଥୁଃ| ତଦା ତୌ ତା ଊଚତୁ ର୍ମୃତାନାଂ ମଧ୍ୟେ ଜୀୱନ୍ତଂ କୁତୋ ମୃଗଯଥ?
୫ମାଇଜିମନ୍ ସେ ଦୁଇ ଲକ୍କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍ ସେମନ୍କେ କଇଲାଇ, “ଜିବନ୍ ରଇଲା ଲକ୍କେ କାଇକେ ମଲା ଲକ୍କେ ସଙ୍ଗଇଲାଟାନେ କଜ୍ଲାସ୍ନି?
6 ସୋତ୍ର ନାସ୍ତି ସ ଉଦସ୍ଥାତ୍|
୬ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି?
7 ପାପିନାଂ କରେଷୁ ସମର୍ପିତେନ କ୍ରୁଶେ ହତେନ ଚ ମନୁଷ୍ୟପୁତ୍ରେଣ ତୃତୀଯଦିୱସେ ଶ୍ମଶାନାଦୁତ୍ଥାତୱ୍ୟମ୍ ଇତି କଥାଂ ସ ଗଲୀଲି ତିଷ୍ଠନ୍ ଯୁଷ୍ମଭ୍ୟଂ କଥିତୱାନ୍ ତାଂ ସ୍ମରତ|
୭ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।”
8 ତଦା ତସ୍ୟ ସା କଥା ତାସାଂ ମନଃସୁ ଜାତା|
୮ସେଡ୍କି ବେଲେ ମାଇଜିମନ୍ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
9 ଅନନ୍ତରଂ ଶ୍ମଶାନାଦ୍ ଗତ୍ୱା ତା ଏକାଦଶଶିଷ୍ୟାଦିଭ୍ୟଃ ସର୍ୱ୍ୱେଭ୍ୟସ୍ତାଂ ୱାର୍ତ୍ତାଂ କଥଯାମାସୁଃ|
୯ସେଟାର୍ ପାଇ ସେମନ୍ ତେଇଅନି ଦାପ୍ରେ ବାଉଡି ଆସିକରି ଏଗାର୍ଟା ସିସ୍ମନ୍କେ ଆରି ତେଇ ରଇଲା ଲକ୍ମନ୍କେ ସେ ଜାଗାଇ ଅଇଲା ଗଟ୍ନା ସବୁ କଇଲାଇ ।
10 ମଗ୍ଦଲୀନୀମରିଯମ୍, ଯୋହନା, ଯାକୂବୋ ମାତା ମରିଯମ୍ ତଦନ୍ୟାଃ ସଙ୍ଗିନ୍ୟୋ ଯୋଷିତଶ୍ଚ ପ୍ରେରିତେଭ୍ୟ ଏତାଃ ସର୍ୱ୍ୱା ୱାର୍ତ୍ତାଃ କଥଯାମାସୁଃ
୧୦ମଗ୍ଦଲିନି ମରିୟମ୍, ଜଆନା, ଜାକୁବର୍ ମାଆ ମରିୟମ୍ ଆରି ତାକର୍ସଙ୍ଗ୍ ରଇଲା ବିନ୍ ମାଇଜିମନ୍ ମିସା କାଇ କାଇଟା ଗଟ୍ଲା, ସେ ସବୁ ବିସଇ ପେରିତ୍ମନ୍କେ କଇଲାଇ ।
11 କିନ୍ତୁ ତାସାଂ କଥାମ୍ ଅନର୍ଥକାଖ୍ୟାନମାତ୍ରଂ ବୁଦ୍ଧ୍ୱା କୋପି ନ ପ୍ରତ୍ୟୈତ୍|
୧୧ମାତର୍ ପେରିତ୍ମନ୍ ମାଇଜିମନର୍ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍ବାସ୍ କରତ୍ ନାଇ ।
12 ତଦା ପିତର ଉତ୍ଥାଯ ଶ୍ମଶାନାନ୍ତିକଂ ଦଧାୱ, ତତ୍ର ଚ ପ୍ରହ୍ୱୋ ଭୂତ୍ୱା ପାର୍ଶ୍ୱୈକସ୍ଥାପିତଂ କେୱଲଂ ୱସ୍ତ୍ରଂ ଦଦର୍ଶ; ତସ୍ମାଦାଶ୍ଚର୍ୟ୍ୟଂ ମନ୍ୟମାନୋ ଯଦଘଟତ ତନ୍ମନସି ୱିଚାରଯନ୍ ପ୍ରତସ୍ଥେ|
୧୨ମାତର୍ ପିତର୍ ଅଦର୍ପଡ୍ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍ଲା । ପାଆର୍ ବିତ୍ରେ ଏରି ଦେକ୍ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍ ସେ ଗଟ୍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
13 ତସ୍ମିନ୍ନେୱ ଦିନେ ଦ୍ୱୌ ଶିଯ୍ୟୌ ଯିରୂଶାଲମଶ୍ଚତୁଷ୍କ୍ରୋଶାନ୍ତରିତମ୍ ଇମ୍ମାଯୁଗ୍ରାମଂ ଗଚ୍ଛନ୍ତୌ
୧୩ସେ ଦିନେସେ ଜିସୁର୍ ଦୁଇଟା ସିସ୍ମନ୍ ଜିରୁସାଲମେଅନି ଏଗାର କିଲମିଟର୍ ଦୁର୍କେ ରଇଲା ଇମାୟୁ ନାଉଁର୍ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ ।
14 ତାସାଂ ଘଟନାନାଂ କଥାମକଥଯତାଂ
୧୪ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ ।
15 ତଯୋରାଲାପୱିଚାରଯୋଃ କାଲେ ଯୀଶୁରାଗତ୍ୟ ତାଭ୍ୟାଂ ସହ ଜଗାମ
୧୫ସେମନ୍ ଏନ୍ତି କାତାବାର୍ତା ଅଇ ଆଇବାବେଲେ ଏଦେ ଦେକା! ଜିସୁ ନିଜେ ଆସି ସେମନର୍ ସଙ୍ଗ୍ ଇଣ୍ଡ୍ବାର୍ ଦାର୍ଲା ।
16 କିନ୍ତୁ ଯଥା ତୌ ତଂ ନ ପରିଚିନୁତସ୍ତଦର୍ଥଂ ତଯୋ ର୍ଦୃଷ୍ଟିଃ ସଂରୁଦ୍ଧା|
୧୬ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ ।
17 ସ ତୌ ପୃଷ୍ଟୱାନ୍ ଯୁୱାଂ ୱିଷଣ୍ଣୌ କିଂ ୱିଚାରଯନ୍ତୌ ଗଚ୍ଛଥଃ?
୧୭ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।
18 ତତସ୍ତଯୋଃ କ୍ଲିଯପାନାମା ପ୍ରତ୍ୟୁୱାଚ ଯିରୂଶାଲମପୁରେଽଧୁନା ଯାନ୍ୟଘଟନ୍ତ ତ୍ୱଂ କେୱଲୱିଦେଶୀ କିଂ ତଦ୍ୱୃତ୍ତାନ୍ତଂ ନ ଜାନାସି?
୧୮“ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି?”
19 ସ ପପ୍ରଚ୍ଛ କା ଘଟନାଃ? ତଦା ତୌ ୱକ୍ତୁମାରେଭାତେ ଯୀଶୁନାମା ଯୋ ନାସରତୀଯୋ ଭୱିଷ୍ୟଦ୍ୱାଦୀ ଈଶ୍ୱରସ୍ୟ ମାନୁଷାଣାଞ୍ଚ ସାକ୍ଷାତ୍ ୱାକ୍ୟେ କର୍ମ୍ମଣି ଚ ଶକ୍ତିମାନାସୀତ୍
୧୯ଜିସୁ ସେମନ୍କେ ପାଚାର୍ଲା, “କାଇଟା ଅଇରଇବା ବିସଇ ତମେ କଇଲାସ୍ନି?” ସେମନ୍, “ନାଜରିତର୍ ଜିସୁକେ ଜାଇଟା ସବୁ ଗଟ୍ଲା । ସେ ଗଟେକ୍ ବବିସତ୍ବକ୍ତା ରଇଲା । ପର୍ମେସରର୍ ମୁଆଟେ ଆରି ଲକ୍ମନର୍ଟାନେ ଗଟେକ୍ ବପୁସଙ୍ଗର୍ ଲକ୍ ରଇଲା । ତାର୍ ସବୁକାମ୍ ଆରି କାତାଇଅନି ଏ ସବୁ ଜାନାପଡ୍ତେ ରଇଲା ।
20 ତମ୍ ଅସ୍ମାକଂ ପ୍ରଧାନଯାଜକା ୱିଚାରକାଶ୍ଚ କେନାପି ପ୍ରକାରେଣ କ୍ରୁଶେ ୱିଦ୍ଧ୍ୱା ତସ୍ୟ ପ୍ରାଣାନନାଶଯନ୍ ତଦୀଯା ଘଟନାଃ;
୨୦ଆମର୍ ମୁକିଅ ପୁଜାରିମନ୍ ଆରି ସାସନ୍ କାରିଆମନ୍ ତାକେ ମରନ୍ ଡଣ୍ଡ୍ ପାଇବାକେ ସତ୍ରୁମନ୍କେ ସର୍ପିଦେଲାଇ ଆରି ତାକେ କୁର୍ସେ ଚଗାଇ ମରାଇଲାଇ ।
21 କିନ୍ତୁ ଯ ଇସ୍ରାଯେଲୀଯଲୋକାନ୍ ଉଦ୍ଧାରଯିଷ୍ୟତି ସ ଏୱାଯମ୍ ଇତ୍ୟାଶାସ୍ମାଭିଃ କୃତା| ତଦ୍ୟଥା ତଥାସ୍ତୁ ତସ୍ୟା ଘଟନାଯା ଅଦ୍ୟ ଦିନତ୍ରଯଂ ଗତଂ|
୨୧ସେ ଆକା ଇସ୍ରାଏଲର୍ ଲକ୍ମନ୍କେ ରକିଆ କର୍ସି ବଲି ଆସା କରି ରଇଲୁ । ମାତର୍ ତାକେ ମରାଇ ତିନ୍ଦିନ୍ ଅଇଲାନି ।
22 ଅଧିକନ୍ତ୍ୱସ୍ମାକଂ ସଙ୍ଗିନୀନାଂ କିଯତ୍ସ୍ତ୍ରୀଣାଂ ମୁଖେଭ୍ୟୋଽସମ୍ଭୱୱାକ୍ୟମିଦଂ ଶ୍ରୁତଂ;
୨୨ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ ।
23 ତାଃ ପ୍ରତ୍ୟୂଷେ ଶ୍ମଶାନଂ ଗତ୍ୱା ତତ୍ର ତସ୍ୟ ଦେହମ୍ ଅପ୍ରାପ୍ୟ ୱ୍ୟାଘୁଟ୍ୟେତ୍ୱା ପ୍ରୋକ୍ତୱତ୍ୟଃ ସ୍ୱର୍ଗୀସଦୂତୌ ଦୃଷ୍ଟାୱସ୍ମାଭିସ୍ତୌ ଚାୱାଦିଷ୍ଟାଂ ସ ଜୀୱିତୱାନ୍|
୨୩ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ ।
24 ତତୋସ୍ମାକଂ କୈଶ୍ଚିତ୍ ଶ୍ମଶାନମଗମ୍ୟତ ତେଽପି ସ୍ତ୍ରୀଣାଂ ୱାକ୍ୟାନୁରୂପଂ ଦୃଷ୍ଟୱନ୍ତଃ କିନ୍ତୁ ତଂ ନାପଶ୍ୟନ୍|
୨୪ଆମର୍ ସଙ୍ଗାରିମନର୍ ବିତ୍ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍ଲାଇ ମିସା ମାଇଜିମନ୍ ଜେନ୍ତି କଇରଇଲାଇ, ସେ ସମାନ୍ ଇସାବେ ଦେକ୍ଲାଇ । ମାତର୍ ସେମନ୍ ଜିସୁକେ ଦେକତ୍ ନାଇ ।”
25 ତଦା ସ ତାୱୁୱାଚ, ହେ ଅବୋଧୌ ହେ ଭୱିଷ୍ୟଦ୍ୱାଦିଭିରୁକ୍ତୱାକ୍ୟଂ ପ୍ରତ୍ୟେତୁଂ ୱିଲମ୍ବମାନୌ;
୨୫ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ?
26 ଏତତ୍ସର୍ୱ୍ୱଦୁଃଖଂ ଭୁକ୍ତ୍ୱା ସ୍ୱଭୂତିପ୍ରାପ୍ତିଃ କିଂ ଖ୍ରୀଷ୍ଟସ୍ୟ ନ ନ୍ୟାଯ୍ୟା?
୨୬ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି ।
27 ତତଃ ସ ମୂସାଗ୍ରନ୍ଥମାରଭ୍ୟ ସର୍ୱ୍ୱଭୱିଷ୍ୟଦ୍ୱାଦିନାଂ ସର୍ୱ୍ୱଶାସ୍ତ୍ରେ ସ୍ୱସ୍ମିନ୍ ଲିଖିତାଖ୍ୟାନାଭିପ୍ରାଯଂ ବୋଧଯାମାସ|
୨୭ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।”
28 ଅଥ ଗମ୍ୟଗ୍ରାମାଭ୍ୟର୍ଣଂ ପ୍ରାପ୍ୟ ତେନାଗ୍ରେ ଗମନଲକ୍ଷଣେ ଦର୍ଶିତେ
୨୮ଆରି ସେମନ୍ ଜନ୍ ଗାଉଁ ଜିବାର୍ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍ତୁ ଗାଲାପାରା ଅଇ ଇଣ୍ଡ୍ବାର୍ ଦାର୍ଲା ।
29 ତୌ ସାଧଯିତ୍ୱାୱଦତାଂ ସହାୱାଭ୍ୟାଂ ତିଷ୍ଠ ଦିନେ ଗତେ ସତି ରାତ୍ରିରଭୂତ୍; ତତଃ ସ ତାଭ୍ୟାଂ ସାର୍ଦ୍ଧଂ ସ୍ଥାତୁଂ ଗୃହଂ ଯଯୌ|
୨୯ମାତର୍ ସେ ଲକ୍ମନ୍ ଜିସୁକେ ସୁତ୍ରାଇ କରି କଇଲାଇ, “ଆମର୍ ସଙ୍ଗ୍ ର, କାଇକେ ବଇଲେ ବେଲ୍ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍ ପାଇ ଜିସୁ ସେମନର୍ ସଙ୍ଗ୍ ରଇବାକେ ଗର୍ବିତ୍ରେ ଗାଲା ।
30 ପଶ୍ଚାଦ୍ଭୋଜନୋପୱେଶକାଲେ ସ ପୂପଂ ଗୃହୀତ୍ୱା ଈଶ୍ୱରଗୁଣାନ୍ ଜଗାଦ ତଞ୍ଚ ଭଂକ୍ତ୍ୱା ତାଭ୍ୟାଂ ଦଦୌ|
୩୦ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା ।
31 ତଦା ତଯୋ ର୍ଦୃଷ୍ଟୌ ପ୍ରସନ୍ନାଯାଂ ତଂ ପ୍ରତ୍ୟଭିଜ୍ଞତୁଃ କିନ୍ତୁ ସ ତଯୋଃ ସାକ୍ଷାଦନ୍ତର୍ଦଧେ|
୩୧ସେ ବେଲାଇ ସେମନର୍ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍ଲାଇ । ମାତର୍ ସେ ଦାପ୍ରେ ଜିସୁ ସେମନର୍ତେଇଅନି ମାୟା ଅଇଗାଲା ।
32 ତତସ୍ତୌ ମିଥୋଭିଧାତୁମ୍ ଆରବ୍ଧୱନ୍ତୌ ଗମନକାଲେ ଯଦା କଥାମକଥଯତ୍ ଶାସ୍ତ୍ରାର୍ଥଞ୍ଚବୋଧଯତ୍ ତଦାୱଯୋ ର୍ବୁଦ୍ଧିଃ କିଂ ନ ପ୍ରାଜ୍ୱଲତ୍?
୩୨ସେବେଲାଇ ସେମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଜେଡେବଲ୍ ସେ ଆମର୍ ସଙ୍ଗ୍ ବାଟେ କାତା ଅଇତେ ରଇଲା, ଆରି ପର୍ମେସରର୍ ସାସ୍ତରର୍ କାତା ବୁଜାଇ ଦେଇତେ ରଇଲା, ଆମର୍ ମନ୍ ବିତ୍ରେ ଉଡୁକ୍ ଦୁଡୁକ୍ ନ ଅଇତେ ରଇଲା କି?”
33 ତୌ ତତ୍କ୍ଷଣାଦୁତ୍ଥାଯ ଯିରୂଶାଲମପୁରଂ ପ୍ରତ୍ୟାଯଯତୁଃ, ତତ୍ସ୍ଥାନେ ଶିଷ୍ୟାଣାମ୍ ଏକାଦଶାନାଂ ସଙ୍ଗିନାଞ୍ଚ ଦର୍ଶନଂ ଜାତଂ|
୩୩ସେଦାପ୍ରେ ସେମନ୍ ଦୁଇଲକ୍ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍ ଏଗାର୍ଟା ସିସ୍ମନ୍ ଆରି ବିନ୍ଲକ୍ମନ୍ କାତାବାର୍ତା ଅଇତେରଇଲାଟା ଦେକ୍ଲାଇ ।
34 ତେ ପ୍ରୋଚୁଃ ପ୍ରଭୁରୁଦତିଷ୍ଠଦ୍ ଇତି ସତ୍ୟଂ ଶିମୋନେ ଦର୍ଶନମଦାଚ୍ଚ|
୩୪ସେ ଲକ୍ମନର୍ତେଇଅନି ସେମନ୍ ଜିସୁମାପ୍ରୁ ଆରି ତରେକ୍ ଜିବନ୍ଅଇ ଉଟ୍ଲା ଆଚେ ଆରି ସିମନ୍କେ ଦେକାଇଅଇଲା ଆଚେ ବଲି ଜାନ୍ଲାଇ ।
35 ତତଃ ପଥଃ ସର୍ୱ୍ୱଘଟନାଯାଃ ପୂପଭଞ୍ଜନେନ ତତ୍ପରିଚଯସ୍ୟ ଚ ସର୍ୱ୍ୱୱୃତ୍ତାନ୍ତଂ ତୌ ୱକ୍ତୁମାରେଭାତେ|
୩୫ତାର୍ ପଚେ ଦୁଇଲକ୍ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍କେ କଇଲାଇ ।
36 ଇତ୍ଥଂ ତେ ପରସ୍ପରଂ ୱଦନ୍ତି ତତ୍କାଲେ ଯୀଶୁଃ ସ୍ୱଯଂ ତେଷାଂ ମଧ୍ୟ ପ୍ରୋତ୍ଥଯ ଯୁଷ୍ମାକଂ କଲ୍ୟାଣଂ ଭୂଯାଦ୍ ଇତ୍ୟୁୱାଚ,
୩୬ସେ ଦୁଇଲକ୍ ଏନ୍ତି କଇବା ବେଲେ ଏଦେ ଦେକା! ମାପ୍ରୁ ନିଜେ ସେମନର୍ ମଜାଇ ଟିଆଅଇଦେଲା । ଆରି ସେମନ୍କେ କଇଲା, “ତମ୍କେ ସାନ୍ତି ଅ ।”
37 କିନ୍ତୁ ଭୂତଂ ପଶ୍ୟାମ ଇତ୍ୟନୁମାଯ ତେ ସମୁଦ୍ୱିୱିଜିରେ ତ୍ରେଷୁଶ୍ଚ|
୩୭ମାତର୍ ସେମନ୍ ସବୁ ଲକ୍ ଏଟା ଗଟେକ୍ ବୁତ୍ ଦେକ୍ଲୁନି ବଲି ଡରିଗାଲାଇ ।
38 ସ ଉୱାଚ, କୁତୋ ଦୁଃଖିତା ଭୱଥ? ଯୁଷ୍ମାକଂ ମନଃସୁ ସନ୍ଦେହ ଉଦେତି ଚ କୁତଃ?
୩୮ଜିସୁ ସେମନ୍କେ କଇଲା, “ତମେ କାଇକେ ଡର୍ଲାସ୍ନି? ଆରି ଦେକି କରି ମିସା କାଇକେ ବିସ୍ବାସ୍ କରାସ୍ ନାଇ?
39 ଏଷୋହଂ, ମମ କରୌ ପଶ୍ୟତ ୱରଂ ସ୍ପୃଷ୍ଟ୍ୱା ପଶ୍ୟତ, ମମ ଯାଦୃଶାନି ପଶ୍ୟଥ ତାଦୃଶାନି ଭୂତସ୍ୟ ମାଂସାସ୍ଥୀନି ନ ସନ୍ତି|
୩୯ମର୍ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍ ଆରି ମାଉଁସ୍ ଆଚେ ସେନ୍ତି ବୁତ୍କେ ନ ରଏ ।”
40 ଇତ୍ୟୁକ୍ତ୍ୱା ସ ହସ୍ତପାଦାନ୍ ଦର୍ଶଯାମାସ|
୪୦ଜିସୁ ଏଟା କଇକରି, ତାର୍ ଆତ୍ ଆରି ଗଡ୍ ସେମନ୍କେ ଦେକାଇଲା ।
41 ତେଽସମ୍ଭୱଂ ଜ୍ଞାତ୍ୱା ସାନନ୍ଦା ନ ପ୍ରତ୍ୟଯନ୍| ତତଃ ସ ତାନ୍ ପପ୍ରଚ୍ଛ, ଅତ୍ର ଯୁଷ୍ମାକଂ ସମୀପେ ଖାଦ୍ୟଂ କିଞ୍ଚିଦସ୍ତି?
୪୧ସେଟା ଦେକି ସେମନ୍ ସାର୍ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍ବାସ୍ କରତ୍ ନାଇ । ସେଟାର୍ ପାଇ ଜିସୁ ସେମନ୍କେ ପାଚାର୍ଲା, “ତମର୍ ଲଗେ କାଇଟା କାଇବାଟା ଆଚେ କି?”
42 ତତସ୍ତେ କିଯଦ୍ଦଗ୍ଧମତ୍ସ୍ୟଂ ମଧୁ ଚ ଦଦୁଃ
୪୨ସେବେଲାଇ ସେମନ୍ ତାକେ କଣ୍ଡେକ୍ ବାଜ୍ଲା ମାଚ୍ ଦେଲାଇ ।
43 ସ ତଦାଦାଯ ତେଷାଂ ସାକ୍ଷାଦ୍ ବୁଭୁଜେ
୪୩ସେଟା ଜିସୁ ଦାରିକରି ସେମନର୍ ମୁଆଟେ କାଇଲା ।
44 କଥଯାମାସ ଚ ମୂସାୱ୍ୟୱସ୍ଥାଯାଂ ଭୱିଷ୍ୟଦ୍ୱାଦିନାଂ ଗ୍ରନ୍ଥେଷୁ ଗୀତପୁସ୍ତକେ ଚ ମଯି ଯାନି ସର୍ୱ୍ୱାଣି ୱଚନାନି ଲିଖିତାନି ତଦନୁରୂପାଣି ଘଟିଷ୍ୟନ୍ତେ ଯୁଷ୍ମାଭିଃ ସାର୍ଦ୍ଧଂ ସ୍ଥିତ୍ୱାହଂ ଯଦେତଦ୍ୱାକ୍ୟମ୍ ଅୱଦଂ ତଦିଦାନୀଂ ପ୍ରତ୍ୟକ୍ଷମଭୂତ୍|
୪୪ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
45 ଅଥ ତେଭ୍ୟଃ ଶାସ୍ତ୍ରବୋଧାଧିକାରଂ ଦତ୍ୱାୱଦତ୍,
୪୫ତାର୍ପଚେ ଦରମ୍ ସାସ୍ତରର୍ ଅରତ୍ ବୁଜ୍ବାକେ ଜିସୁ ସେମନର୍ ବୁଜ୍ବା ବପୁ ଉଗାଡି ଦେଲା ।
46 ଖ୍ରୀଷ୍ଟେନେତ୍ଥଂ ମୃତିଯାତନା ଭୋକ୍ତୱ୍ୟା ତୃତୀଯଦିନେ ଚ ଶ୍ମଶାନାଦୁତ୍ଥାତୱ୍ୟଞ୍ଚେତି ଲିପିରସ୍ତି;
୪୬ଆରି ସେମନ୍କେ କଇଲା, “ପର୍ମେସର୍ ବାଚି ପାଟାଇଲା କିରିସ୍ଟ ରାଜା ମୁଇ, ଏନ୍ତି ଦୁକ୍ କସ୍ଟ ପାଇକରି ମର୍ବି । ପଚେ ତିନ୍ଦିନ୍ ଗାଲେ ଆରି ତରେକ୍ ଉଟ୍ବି ବଲି ଲେକା ଅଇଲା ଆଚେ ।
47 ତନ୍ନାମ୍ନା ଯିରୂଶାଲମମାରଭ୍ୟ ସର୍ୱ୍ୱଦେଶେ ମନଃପରାୱର୍ତ୍ତନସ୍ୟ ପାପମୋଚନସ୍ୟ ଚ ସୁସଂୱାଦଃ ପ୍ରଚାରଯିତୱ୍ୟଃ,
୪୭ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
48 ଏଷୁ ସର୍ୱ୍ୱେଷୁ ଯୂଯଂ ସାକ୍ଷିଣଃ|
୪୮ତମେ ଏ ସବୁ ବିସଇର୍ ସାକି ଆଚାସ୍ ।
49 ଅପରଞ୍ଚ ପଶ୍ୟତ ପିତ୍ରା ଯତ୍ ପ୍ରତିଜ୍ଞାତଂ ତତ୍ ପ୍ରେଷଯିଷ୍ୟାମି, ଅତଏୱ ଯାୱତ୍କାଲଂ ଯୂଯଂ ସ୍ୱର୍ଗୀଯାଂ ଶକ୍ତିଂ ନ ପ୍ରାପ୍ସ୍ୟଥ ତାୱତ୍କାଲଂ ଯିରୂଶାଲମ୍ନଗରେ ତିଷ୍ଠତ|
୪୯ଆରି ମର୍ ବାବା ଜନ୍ ଜିଦ୍ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍ ତମେ ପର୍ମେସରର୍ ଟାନେଅନି ବପୁ ନ ମିଲ୍ବା ଜାକ, ଏ ଜିରୁସାଲମେସେ ରୁଆ ।”
50 ଅଥ ସ ତାନ୍ ବୈଥନୀଯାପର୍ୟ୍ୟନ୍ତଂ ନୀତ୍ୱା ହସ୍ତାୱୁତ୍ତୋଲ୍ୟ ଆଶିଷ ୱକ୍ତୁମାରେଭେ
୫୦ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା ।
51 ଆଶିଷଂ ୱଦନ୍ନେୱ ଚ ତେଭ୍ୟଃ ପୃଥଗ୍ ଭୂତ୍ୱା ସ୍ୱର୍ଗାଯ ନୀତୋଽଭୱତ୍|
୫୧ସେ ଏନ୍ତି ସେମନ୍କେ ଆସିର୍ବାଦ୍ କର୍ବାବେଲେ ପର୍ମେସର୍ ତାକେ ସରଗ୍ପୁରେ ଦାରିଗାଲା ।
52 ତଦା ତେ ତଂ ଭଜମାନା ମହାନନ୍ଦେନ ଯିରୂଶାଲମଂ ପ୍ରତ୍ୟାଜଗ୍ମୁଃ|
୫୨ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
53 ତତୋ ନିରନ୍ତରଂ ମନ୍ଦିରେ ତିଷ୍ଠନ୍ତ ଈଶ୍ୱରସ୍ୟ ପ୍ରଶଂସାଂ ଧନ୍ୟୱାଦଞ୍ଚ କର୍ତ୍ତମ୍ ଆରେଭିରେ| ଇତି||
୫୩ସବୁବେଲା ମନ୍ଦିରେ ରଇକରି ପର୍ମେସରର୍ ଡାକ୍ପୁଟା କର୍ବାର୍ ଦାର୍ଲାଇ ।