< ଯୋହନଃ 3 >
1 ନିକଦିମନାମା ଯିହୂଦୀଯାନାମ୍ ଅଧିପତିଃ ଫିରୂଶୀ କ୍ଷଣଦାଯାଂ
୧ପାରୁସିମନର୍ ବିତ୍ରେଅନି ନିକଦିମ ନାଉଁର୍ ଗଟେକ୍ ଲକ୍ ରଇଲା । ସେ ଜିଉଦି ମନର୍ ଗଟେକ୍ ନେତା ।
2 ଯୀଶୌରଭ୍ୟର୍ଣମ୍ ଆୱ୍ରଜ୍ୟ ୱ୍ୟାହାର୍ଷୀତ୍, ହେ ଗୁରୋ ଭୱାନ୍ ଈଶ୍ୱରାଦ୍ ଆଗତ୍ ଏକ ଉପଦେଷ୍ଟା, ଏତଦ୍ ଅସ୍ମାଭିର୍ଜ୍ଞାଯତେ; ଯତୋ ଭୱତା ଯାନ୍ୟାଶ୍ଚର୍ୟ୍ୟକର୍ମ୍ମାଣି କ୍ରିଯନ୍ତେ ପରମେଶ୍ୱରସ୍ୟ ସାହାଯ୍ୟଂ ୱିନା କେନାପି ତତ୍ତତ୍କର୍ମ୍ମାଣି କର୍ତ୍ତୁଂ ନ ଶକ୍ୟନ୍ତେ|
୨ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।”
3 ତଦା ଯୀଶୁରୁତ୍ତରଂ ଦତ୍ତୱାନ୍ ତୱାହଂ ଯଥାର୍ଥତରଂ ୱ୍ୟାହରାମି ପୁନର୍ଜନ୍ମନି ନ ସତି କୋପି ମାନୱ ଈଶ୍ୱରସ୍ୟ ରାଜ୍ୟଂ ଦ୍ରଷ୍ଟୁଂ ନ ଶକ୍ନୋତି|
୩ଜିସୁ ତାକେ କଇଲା, “ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।”
4 ତତୋ ନିକଦୀମଃ ପ୍ରତ୍ୟୱୋଚତ୍ ମନୁଜୋ ୱୃଦ୍ଧୋ ଭୂତ୍ୱା କଥଂ ଜନିଷ୍ୟତେ? ସ କିଂ ପୁନ ର୍ମାତୃର୍ଜଠରଂ ପ୍ରୱିଶ୍ୟ ଜନିତୁଂ ଶକ୍ନୋତି?
୪ନିକଦିମ ତାକେ ପାଚାର୍ଲା, “ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି? ନାଇ ଅଇ ନଏଁ ।”
5 ଯୀଶୁରୱାଦୀଦ୍ ଯଥାର୍ଥତରମ୍ ଅହଂ କଥଯାମି ମନୁଜେ ତୋଯାତ୍ମଭ୍ୟାଂ ପୁନ ର୍ନ ଜାତେ ସ ଈଶ୍ୱରସ୍ୟ ରାଜ୍ୟଂ ପ୍ରୱେଷ୍ଟୁଂ ନ ଶକ୍ନୋତି|
୫ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ ।
6 ମାଂସାଦ୍ ଯତ୍ ଜାଯତେ ତନ୍ ମାଂସମେୱ ତଥାତ୍ମନୋ ଯୋ ଜାଯତେ ସ ଆତ୍ମୈୱ|
୬ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି ।
7 ଯୁଷ୍ମାଭିଃ ପୁନ ର୍ଜନିତୱ୍ୟଂ ମମୈତସ୍ୟାଂ କଥାଯାମ୍ ଆଶ୍ଚର୍ୟଂ ମା ମଂସ୍ଥାଃ|
୭ସେଟାର୍ପାଇ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
8 ସଦାଗତିର୍ୟାଂ ଦିଶମିଚ୍ଛତି ତସ୍ୟାମେୱ ଦିଶି ୱାତି, ତ୍ୱଂ ତସ୍ୟ ସ୍ୱନଂ ଶୁଣୋଷି କିନ୍ତୁ ସ କୁତ ଆଯାତି କୁତ୍ର ଯାତି ୱା କିମପି ନ ଜାନାସି ତଦ୍ୱାଦ୍ ଆତ୍ମନଃ ସକାଶାତ୍ ସର୍ୱ୍ୱେଷାଂ ମନୁଜାନାଂ ଜନ୍ମ ଭୱତି|
୮ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।”
9 ତଦା ନିକଦୀମଃ ପୃଷ୍ଟୱାନ୍ ଏତତ୍ କଥଂ ଭୱିତୁଂ ଶକ୍ନୋତି?
୯ନିକଦିମ ଜିସୁକେ ପାଚାର୍ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍ସି?”
10 ଯୀଶୁଃ ପ୍ରତ୍ୟକ୍ତୱାନ୍ ତ୍ୱମିସ୍ରାଯେଲୋ ଗୁରୁର୍ଭୂତ୍ୱାପି କିମେତାଂ କଥାଂ ନ ୱେତ୍ସି?
୧୦ଜିସୁ ତାକେ କଇଲା, “ତୁଇ ଇସ୍ରାଏଲର୍ ଗଟେକ୍ ବଡ୍ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍ଲୁସ୍ନି?
11 ତୁଭ୍ୟଂ ଯଥାର୍ଥଂ କଥଯାମି, ୱଯଂ ଯଦ୍ ୱିଦ୍ମସ୍ତଦ୍ ୱଚ୍ମଃ ଯଂଚ୍ଚ ପଶ୍ୟାମସ୍ତସ୍ୟୈୱ ସାକ୍ଷ୍ୟଂ ଦଦ୍ମଃ କିନ୍ତୁ ଯୁଷ୍ମାଭିରସ୍ମାକଂ ସାକ୍ଷିତ୍ୱଂ ନ ଗୃହ୍ୟତେ|
୧୧ମୁଇ ତକେ ସତ୍କାତା କଇଲିନି, ଆମେ ଜନ୍ଟା ଜାନୁ ସେଟା କଇଦେବୁ, ଜନ୍ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍ବାସ୍ କରୁସ୍ନାଇ?
12 ଏତସ୍ୟ ସଂସାରସ୍ୟ କଥାଯାଂ କଥିତାଯାଂ ଯଦି ଯୂଯଂ ନ ୱିଶ୍ୱସିଥ ତର୍ହି ସ୍ୱର୍ଗୀଯାଯାଂ କଥାଯାଂ କଥଂ ୱିଶ୍ୱସିଷ୍ୟଥ?
୧୨ମୁଇ ତକେ ଏ ଦୁନିଆର୍ ବିସଇ କଇବାବେଲେ ବିସ୍ବାସ୍ କରୁସ୍ ନାଇ । ଆରି ସରଗର୍ ବିସଇ କଇବି ବଇଲେ କେନ୍ତି ମକେ ବିସ୍ବାସ୍ କର୍ସୁ?
13 ଯଃ ସ୍ୱର୍ଗେଽସ୍ତି ଯଂ ଚ ସ୍ୱର୍ଗାଦ୍ ଅୱାରୋହତ୍ ତଂ ମାନୱତନଯଂ ୱିନା କୋପି ସ୍ୱର୍ଗଂ ନାରୋହତ୍|
୧୩ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
14 ଅପରଞ୍ଚ ମୂସା ଯଥା ପ୍ରାନ୍ତରେ ସର୍ପଂ ପ୍ରୋତ୍ଥାପିତୱାନ୍ ମନୁଷ୍ୟପୁତ୍ରୋଽପି ତଥୈୱୋତ୍ଥାପିତୱ୍ୟଃ;
୧୪“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍ ସାଁପ୍କେ ଡେଲି ଉପ୍ରେ ଟେକି ରଇଲା, ସମାନ୍ ସେନ୍ତାରିସେ ପର୍ମେସର୍ ତେଇଅନି ଆଇଲା ନର୍ପିଲା ମକେ ମିସା, ଗଟେକ୍ ଦିନେ ଉପ୍ରେ ଟେକ୍ବାଇ ।
15 ତସ୍ମାଦ୍ ଯଃ କଶ୍ଚିତ୍ ତସ୍ମିନ୍ ୱିଶ୍ୱସିଷ୍ୟତି ସୋଽୱିନାଶ୍ୟଃ ସନ୍ ଅନନ୍ତାଯୁଃ ପ୍ରାପ୍ସ୍ୟତି| (aiōnios )
୧୫ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ । (aiōnios )
16 ଈଶ୍ୱର ଇତ୍ଥଂ ଜଗଦଦଯତ ଯତ୍ ସ୍ୱମଦ୍ୱିତୀଯଂ ତନଯଂ ପ୍ରାଦଦାତ୍ ତତୋ ଯଃ କଶ୍ଚିତ୍ ତସ୍ମିନ୍ ୱିଶ୍ୱସିଷ୍ୟତି ସୋଽୱିନାଶ୍ୟଃ ସନ୍ ଅନନ୍ତାଯୁଃ ପ୍ରାପ୍ସ୍ୟତି| (aiōnios )
୧୬ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । (aiōnios )
17 ଈଶ୍ୱରୋ ଜଗତୋ ଲୋକାନ୍ ଦଣ୍ଡଯିତୁଂ ସ୍ୱପୁତ୍ରଂ ନ ପ୍ରେଷ୍ୟ ତାନ୍ ପରିତ୍ରାତୁଂ ପ୍ରେଷିତୱାନ୍|
୧୭ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
18 ଅତଏୱ ଯଃ କଶ୍ଚିତ୍ ତସ୍ମିନ୍ ୱିଶ୍ୱସିତି ସ ଦଣ୍ଡାର୍ହୋ ନ ଭୱତି କିନ୍ତୁ ଯଃ କଶ୍ଚିତ୍ ତସ୍ମିନ୍ ନ ୱିଶ୍ୱସିତି ସ ଇଦାନୀମେୱ ଦଣ୍ଡାର୍ହୋ ଭୱତି, ଯତଃ ସ ଈଶ୍ୱରସ୍ୟାଦ୍ୱିତୀଯପୁତ୍ରସ୍ୟ ନାମନି ପ୍ରତ୍ୟଯଂ ନ କରୋତି|
୧୮କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
19 ଜଗତୋ ମଧ୍ୟେ ଜ୍ୟୋତିଃ ପ୍ରାକାଶତ କିନ୍ତୁ ମନୁଷ୍ୟାଣାଂ କର୍ମ୍ମଣାଂ ଦୃଷ୍ଟତ୍ୱାତ୍ ତେ ଜ୍ୟୋତିଷୋପି ତିମିରେ ପ୍ରୀଯନ୍ତେ ଏତଦେୱ ଦଣ୍ଡସ୍ୟ କାରଣାଂ ଭୱତି|
୧୯ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ ।
20 ଯଃ କୁକର୍ମ୍ମ କରୋତି ତସ୍ୟାଚାରସ୍ୟ ଦୃଷ୍ଟତ୍ୱାତ୍ ସ ଜ୍ୟୋତିରୄତୀଯିତ୍ୱା ତନ୍ନିକଟଂ ନାଯାତି;
୨୦ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି ।
21 କିନ୍ତୁ ଯଃ ସତ୍କର୍ମ୍ମ କରୋତି ତସ୍ୟ ସର୍ୱ୍ୱାଣି କର୍ମ୍ମାଣୀଶ୍ୱରେଣ କୃତାନୀତି ସଥା ପ୍ରକାଶତେ ତଦଭିପ୍ରାଯେଣ ସ ଜ୍ୟୋତିଷଃ ସନ୍ନିଧିମ୍ ଆଯାତି|
୨୧ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।”
22 ତତଃ ପରମ୍ ଯୀଶୁଃ ଶିଷ୍ୟୈଃ ସାର୍ଦ୍ଧଂ ଯିହୂଦୀଯଦେଶଂ ଗତ୍ୱା ତତ୍ର ସ୍ଥିତ୍ୱା ମଜ୍ଜଯିତୁମ୍ ଆରଭତ|
୨୨ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍ମନ୍କେ ଡୁବନ୍ ଦେଲାଇ ।
23 ତଦା ଶାଲମ୍ ନଗରସ୍ୟ ସମୀପସ୍ଥାଯିନି ଐନନ୍ ଗ୍ରାମେ ବହୁତରତୋଯସ୍ଥିତେସ୍ତତ୍ର ଯୋହନ୍ ଅମଜ୍ଜଯତ୍ ତଥା ଚ ଲୋକା ଆଗତ୍ୟ ତେନ ମଜ୍ଜିତା ଅଭୱନ୍|
୨୩ସେ ବେଲାଇ ଜଅନ୍ ମିସା ସାଲମ୍ ଗଡ୍ଲଗେ ଏନନ୍ ନାଉଁର୍ ଗଟେକ୍ ଗାଏଁ ଡୁବନ୍ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍ମନ୍ ଆସିକରି ଡୁବନ୍ ନେଇତେ ରଇଲାଇ ।
24 ତଦା ଯୋହନ୍ କାରାଯାଂ ନ ବଦ୍ଧଃ|
୨୪ସେତ୍କି ଦିନ୍ ଜାକ ଜଅନ୍ ବନ୍ଦି ନ ଅଇରଇଲା ।
25 ଅପରଞ୍ଚ ଶାଚକର୍ମ୍ମଣି ଯୋହାନଃ ଶିଷ୍ୟୈଃ ସହ ଯିହୂଦୀଯଲୋକାନାଂ ୱିୱାଦେ ଜାତେ, ତେ ଯୋହନଃ ସଂନ୍ନିଧିଂ ଗତ୍ୱାକଥଯନ୍,
୨୫ସେବେଲା ଗଟେକ୍ ଜିଉଦି ଲକ୍ ଆରି ଜଅନର୍ ସିସ୍ମନ୍ ଅସୁକଲ୍ଅନି ରିତିନିତି ଇସାବେ ସୁକଲ୍ ଅଇବା ବିସଇ ନେଇ ତାକର୍ ବିତ୍ରେ ଦଦାପେଲା ଅଇତେ ରଇଲାଇ ।
26 ହେ ଗୁରୋ ଯର୍ଦ୍ଦନନଦ୍ୟାଃ ପାରେ ଭୱତା ସାର୍ଦ୍ଧଂ ଯ ଆସୀତ୍ ଯସ୍ମିଂଶ୍ଚ ଭୱାନ୍ ସାକ୍ଷ୍ୟଂ ପ୍ରଦଦାତ୍ ପଶ୍ୟତୁ ସୋପି ମଜ୍ଜଯତି ସର୍ୱ୍ୱେ ତସ୍ୟ ସମୀପଂ ଯାନ୍ତି ଚ|
୨୬ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
27 ତଦା ଯୋହନ୍ ପ୍ରତ୍ୟୱୋଚଦ୍ ଈଶ୍ୱରେଣ ନ ଦତ୍ତେ କୋପି ମନୁଜଃ କିମପି ପ୍ରାପ୍ତୁଂ ନ ଶକ୍ନୋତି|
୨୭ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ ।
28 ଅହଂ ଅଭିଷିକ୍ତୋ ନ ଭୱାମି କିନ୍ତୁ ତଦଗ୍ରେ ପ୍ରେଷିତୋସ୍ମି ଯାମିମାଂ କଥାଂ କଥିତୱାନାହଂ ତତ୍ର ଯୂଯଂ ସର୍ୱ୍ୱେ ସାକ୍ଷିଣଃ ସ୍ଥ|
୨୮ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି ।
29 ଯୋ ଜନଃ କନ୍ୟାଂ ଲଭତେ ସ ଏୱ ୱରଃ କିନ୍ତୁ ୱରସ୍ୟ ସନ୍ନିଧୌ ଦଣ୍ଡାଯମାନଂ ତସ୍ୟ ଯନ୍ମିତ୍ରଂ ତେନ ୱରସ୍ୟ ଶବ୍ଦେ ଶ୍ରୁତେଽତୀୱାହ୍ଲାଦ୍ୟତେ ମମାପି ତଦ୍ୱଦ୍ ଆନନ୍ଦସିଦ୍ଧିର୍ଜାତା|
୨୯ଜେ ବିବା ଅଇସି, ସେ ବର୍ ଦାଙ୍ଗ୍ଡା । ମାତର୍ ବର୍ ଦାଙ୍ଗ୍ଡାର୍ ଲଗେ ବରର୍ ସଙ୍ଗାରି ଟିଆଅଇ ତାର୍ କାତା ସୁନ୍ସି । ସେ ବର୍ ଦାଙ୍ଗ୍ଡାର୍ କାତା ସୁନି, ବେସି ସାର୍ଦା ଅଇସି । ସେନ୍ତାରିସେ ମର୍ ସାର୍ଦା ମିସା ପୁରାପୁରୁନ୍ ଅଇଲାଆଚେ ।
30 ତେନ କ୍ରମଶୋ ୱର୍ଦ୍ଧିତୱ୍ୟଂ କିନ୍ତୁ ମଯା ହ୍ସିତୱ୍ୟଂ|
୩୦ସେ ମଆନ୍ ଅଇତେ ଜାଅ ଆରି ମୁଇ ସାନ୍ ଅଇତେ ଜିବି ।”
31 ଯ ଊର୍ଧ୍ୱାଦାଗଚ୍ଛତ୍ ସ ସର୍ୱ୍ୱେଷାଂ ମୁଖ୍ୟୋ ଯଶ୍ଚ ସଂସାରାଦ୍ ଉଦପଦ୍ୟତ ସ ସାଂସାରିକଃ ସଂସାରୀଯାଂ କଥାଞ୍ଚ କଥଯତି ଯସ୍ତୁ ସ୍ୱର୍ଗାଦାଗଚ୍ଛତ୍ ସ ସର୍ୱ୍ୱେଷାଂ ମୁଖ୍ୟଃ|
୩୧“ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ ।
32 ସ ଯଦପଶ୍ୟଦଶୃଣୋଚ୍ଚ ତସ୍ମିନ୍ନେୱ ସାକ୍ଷ୍ୟଂ ଦଦାତି ତଥାପି ପ୍ରାଯଶଃ କଶ୍ଚିତ୍ ତସ୍ୟ ସାକ୍ଷ୍ୟଂ ନ ଗୃହ୍ଲାତି;
୩୨ସେ ଜନ୍ଟା ଦେକ୍ଲା ଆଚେ ଆରି ସୁନ୍ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍ ସେ କଇରଇବା କାତା କେ ମିସା ନାମତ୍ ନାଇ ।
33 କିନ୍ତୁ ଯୋ ଗୃହ୍ଲାତି ସ ଈଶ୍ୱରସ୍ୟ ସତ୍ୟୱାଦିତ୍ୱଂ ମୁଦ୍ରାଙ୍ଗିତଂ କରୋତି|
୩୩ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
34 ଈଶ୍ୱରେଣ ଯଃ ପ୍ରେରିତଃ ସଏୱ ଈଶ୍ୱରୀଯକଥାଂ କଥଯତି ଯତ ଈଶ୍ୱର ଆତ୍ମାନଂ ତସ୍ମୈ ଅପରିମିତମ୍ ଅଦଦାତ୍|
୩୪ଜାକେ ପର୍ମେସର୍ ପାଟାଇଲା ଆଚେ, ସେ ପର୍ମେସରର୍ ବାକିଅ କଇସି । କାଇକେ ବଇଲେ ତାକେ ପର୍ମେସରର୍ ଆତ୍ମା ପୁରାପୁରୁନ୍ ଦିଆଅଇଲାଆଚେ ।
35 ପିତା ପୁତ୍ରେ ସ୍ନେହଂ କୃତ୍ୱା ତସ୍ୟ ହସ୍ତେ ସର୍ୱ୍ୱାଣି ସମର୍ପିତୱାନ୍|
୩୫ବାବା ପିଲାକେ ଆଲାଦ୍ କରି ସବୁ ବିସଇ ତାର୍ ଆତେ ସର୍ପି ଦେଲାଆଚେ ।
36 ଯଃ କଶ୍ଚିତ୍ ପୁତ୍ରେ ୱିଶ୍ୱସିତି ସ ଏୱାନନ୍ତମ୍ ପରମାଯୁଃ ପ୍ରାପ୍ନୋତି କିନ୍ତୁ ଯଃ କଶ୍ଚିତ୍ ପୁତ୍ରେ ନ ୱିଶ୍ୱସିତି ସ ପରମାଯୁଷୋ ଦର୍ଶନଂ ନ ପ୍ରାପ୍ନୋତି କିନ୍ତ୍ୱୀଶ୍ୱରସ୍ୟ କୋପଭାଜନଂ ଭୂତ୍ୱା ତିଷ୍ଠତି| (aiōnios )
୩୬ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି ।” (aiōnios )