< ଇବ୍ରିଣଃ 5 >

1 ଯଃ କଶ୍ଚିତ୍ ମହାଯାଜକୋ ଭୱତି ସ ମାନୱାନାଂ ମଧ୍ୟାତ୍ ନୀତଃ ସନ୍ ମାନୱାନାଂ କୃତ ଈଶ୍ୱରୋଦ୍ଦେଶ୍ୟୱିଷଯେଽର୍ଥତ ଉପହାରାଣାଂ ପାପାର୍ଥକବଲୀନାଞ୍ଚ ଦାନ ନିଯୁଜ୍ୟତେ|
ଜିଉଦିମନର୍‌ ଜେତ୍‌କି ବଡ୍‌ ପୁଜାରିମନ୍‌ ତାକର୍‌ ନିଜର୍‌ ଲକ୍‌ମନର୍‌ତେଇଅନି ବାଚାଇଅଇବାଇ । ତାକର୍‌ବାଟେଅନି ପାପ୍‌ କେମା କର୍‌ବା ବଲି ଆରି ସର୍‌ପିଦେବା ବଲି, ଦେଇକରି ପର୍‌ମେସର୍‌କେ ସେବା କର୍‌ବାଇ ।
2 ସ ଚାଜ୍ଞାନାଂ ଭ୍ରାନ୍ତାନାଞ୍ଚ ଲୋକାନାଂ ଦୁଃଖେନ ଦୁଃଖୀ ଭୱିତୁଂ ଶକ୍ନୋତି, ଯତୋ ହେତୋଃ ସ ସ୍ୱଯମପି ଦୌର୍ବ୍ବଲ୍ୟୱେଷ୍ଟିତୋ ଭୱତି|
ଜେଡେବେଲେ ତାର୍‌ ସଙ୍ଗାରିମନ୍‌ ନାଜାନିକରି ରଇବାଇ, ଆରି ବୁଲ୍‌ କାମ୍‌ କରିରଇବାଇ, ସେ ସେମନର୍‌ ସଙ୍ଗ୍‍ ଦୟାଦରମ୍‌ ଦେକାଇକରି ରଇପାର୍‌ସି । କାଇକେବଇଲେ ତାର୍‌ ଜିବନେ ମିସା ବେସି ବୁଲ୍‌ ରଇସି ।
3 ଏତସ୍ମାତ୍ କାରଣାଚ୍ଚ ଯଦ୍ୱତ୍ ଲୋକାନାଂ କୃତେ ତଦ୍ୱଦ୍ ଆତ୍ମକୃତେଽପି ପାପାର୍ଥକବଲିଦାନଂ ତେନ କର୍ତ୍ତୱ୍ୟଂ|
ଆରି ତାକେ ମିସା ବେସି ବୁଲ୍‌ ରଇଲାକେ ସେ ଅବ୍‌କା ବିନ୍‌ ଲକର୍‌ ପାପର୍‌ ପାଇ ବଲି ଦେଲେ ନଏଁ, ମାତର୍‌ ନିଜର୍‍ ପାପର୍‌ଲାଗି ମିସା ବଲି ସର୍‌ପିଦେବାକେ ପଡ୍‌ସି ।
4 ସ ଘୋଚ୍ଚପଦଃ ସ୍ୱେଚ୍ଛାତଃ କେନାପି ନ ଗୃହ୍ୟତେ କିନ୍ତୁ ହାରୋଣ ଇୱ ଯ ଈଶ୍ୱରେଣାହୂଯତେ ତେନୈୱ ଗୃହ୍ୟତେ|
କେ ମିସା ନିଜେ ବାଚିଅଇକରି ବଡ୍‌ପୁଜାରିର୍‌ ବେସି ସନ୍‌ମାନ୍‌ ପାଇବା ପଦ୍‌ ପାଇ ନାପାରେ । ମାତର୍‌ ଗଟେକ୍‌ ଲକ୍‌ ପର୍‌ମେସର୍‌ ଡାକ୍‌ଲା ଇସାବେସେ ବଡ୍‌ ପୁଜାରିର୍‌ ପଦ୍‌ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍‌ ପୁର୍‌ବେ ଆରଣ୍‌କେ ବାଚିରଇଲା ।
5 ଏୱମ୍ପ୍ରକାରେଣ ଖ୍ରୀଷ୍ଟୋଽପି ମହାଯାଜକତ୍ୱଂ ଗ୍ରହୀତୁଂ ସ୍ୱୀଯଗୌରୱଂ ସ୍ୱଯଂ ନ କୃତୱାନ୍, କିନ୍ତୁ "ମଦୀଯତନଯୋଽସି ତ୍ୱମ୍ ଅଦ୍ୟୈୱ ଜନିତୋ ମଯେତି" ୱାଚଂ ଯସ୍ତଂ ଭାଷିତୱାନ୍ ସ ଏୱ ତସ୍ୟ ଗୌରୱଂ କୃତୱାନ୍|
ସେନ୍ତାରିସେ କିରିସ୍‌ଟ ବଡ୍‌ ପୁଜାରିର୍‌ ସନ୍‌ମାନ୍‌ ପାଇବାକେ ନିଜ୍‌କେ ବଡ୍‌ କରେ ନାଇ । ମାତର୍‌ ପର୍‌ମେସର୍‌ସେ ତାକେ ବାଚ୍‌ଲା । ତାର୍‌ ବାଦୁଲେ ସେ ତାକେ କଇଲା, “ତୁଇ ମର୍‌ ପଅ, ଆଜି ମୁଇ ତର୍‌ ବାବା ଅଇଲିଆଚି ।”
6 ତଦ୍ୱଦ୍ ଅନ୍ୟଗୀତେଽପୀଦମୁକ୍ତଂ, ତ୍ୱଂ ମଲ୍କୀଷେଦକଃ ଶ୍ରେଣ୍ୟାଂ ଯାଜକୋଽସି ସଦାତନଃ| (aiōn g165)
ଆରି ଗଟେକ୍‌ ଜାଗାଇ ମିସା ସେ କଇଲା, “ତୁଇ ପୁଜାରି ପଦ୍‌ ପାଇକରି ମଲ୍‌କିସେଦକର୍‌ କୁଟୁମ୍‌ ପାରା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ପୁଜାରି ଅଇ ରଇସୁ ।” (aiōn g165)
7 ସ ଚ ଦେହୱାସକାଲେ ବହୁକ୍ରନ୍ଦନେନାଶ୍ରୁପାତେନ ଚ ମୃତ୍ୟୁତ ଉଦ୍ଧରଣେ ସମର୍ଥସ୍ୟ ପିତୁଃ ସମୀପେ ପୁନଃ ପୁନର୍ୱିନତିଂ ପ୍ରର୍ଥନାଞ୍ଚ କୃତ୍ୱା ତତ୍ଫଲରୂପିଣୀଂ ଶଙ୍କାତୋ ରକ୍ଷାଂ ପ୍ରାପ୍ୟ ଚ
ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍‌ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍‌ମେସର୍‌କେ ପାର୍‌ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍‌ବାକେ ପର୍‌ମେସର୍‌କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍‌ ଦେକାଇଲାକେ ଆରି ପର୍‌ମେସରର୍‌ କାତା ମାନ୍‌ଲାକେ, ପର୍‌ମେସର୍‌ ତାର୍‌ ପାର୍‌ତନା ସୁନ୍‌ଲା ।
8 ଯଦ୍ୟପି ପୁତ୍ରୋଽଭୱତ୍ ତଥାପି ଯୈରକ୍ଲିଶ୍ୟତ ତୈରାଜ୍ଞାଗ୍ରହଣମ୍ ଅଶିକ୍ଷତ|
ଜିସୁ ପର୍‌ମେସରର୍‌ ପଅ ଅଇରଇଲେ ମିସା, ସେ ଦୁକ୍‌ କସ୍‌ଟ ପାଇରଇଲାର୍‌ ଲାଗି, ତାର୍‍ କାତା ମାନ୍‌ବାକେ ସିକ୍‌ଲା ।
9 ଇତ୍ଥଂ ସିଦ୍ଧୀଭୂଯ ନିଜାଜ୍ଞାଗ୍ରାହିଣାଂ ସର୍ୱ୍ୱେଷାମ୍ ଅନନ୍ତପରିତ୍ରାଣସ୍ୟ କାରଣସ୍ୱରୂପୋ ଽଭୱତ୍| (aiōnios g166)
ସେ ପର୍‌ମେସରର୍‌ କାତା ମାନ୍‌ଲାକେ ପୁରାପୁରୁନ୍‌ ସିଦ୍‌ ଅଇଲା । ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ କେବେ ନ ସାର୍‌ବା ମୁକ୍‌ତି ଦେବା ଲକ୍‌ ଅଇଲା । (aiōnios g166)
10 ତସ୍ମାତ୍ ସ ମଲ୍କୀଷେଦକଃ ଶ୍ରେଣୀଭୁକ୍ତୋ ମହାଯାଜକ ଈଶ୍ୱରେଣାଖ୍ୟାତଃ|
୧୦ସେଟାର୍‌ ପାଇ ତାକେ ପର୍‌ମେସର୍‌ ମଲ୍‌କିସେଦକ୍‍ ପୁଜାରିର୍‌ ପାରା ବଡ୍‌ ପୁଜାରି କରି ବାଚ୍‌ଲା ।
11 ତମଧ୍ୟସ୍ମାକଂ ବହୁକଥାଃ କଥଯିତୱ୍ୟାଃ କିନ୍ତୁ ତାଃ ସ୍ତବ୍ଧକର୍ଣୈ ର୍ୟୁଷ୍ମାଭି ର୍ଦୁର୍ଗମ୍ୟାଃ|
୧୧ଏ ବିସଇ ଆରି ଅଦିକ୍‌ ତମ୍‌କେ ଜାନାଇବି ବଲି ମୁଇ ମନ୍‍ କଲିନି । ମାତର୍‌ ତମେ ଦାପ୍‌ରେ ବୁଜି ନାପାରାସ୍‌କେ ବୁଜାଇବାକେ କସ୍‌ଟ ଆଚେ ।
12 ଯତୋ ଯୂଯଂ ଯଦ୍ୟପି ସମଯସ୍ୟ ଦୀର୍ଘତ୍ୱାତ୍ ଶିକ୍ଷକା ଭୱିତୁମ୍ ଅଶକ୍ଷ୍ୟତ ତଥାପୀଶ୍ୱରସ୍ୟ ୱାକ୍ୟାନାଂ ଯା ପ୍ରଥମା ୱର୍ଣମାଲା ତାମଧି ଶିକ୍ଷାପ୍ରାପ୍ତି ର୍ୟୁଷ୍ମାକଂ ପୁନରାୱଶ୍ୟକା ଭୱତି, ତଥା କଠିନଦ୍ରୱ୍ୟେ ନହି କିନ୍ତୁ ଦୁଗ୍ଧେ ଯୁଷ୍ମାକଂ ପ୍ରଯୋଜନମ୍ ଆସ୍ତେ|
୧୨ତମେ ବିସ୍‌ବାସ୍‌ କରି ବେସିଦିନ୍‌ ଅଇଗାଲା ଆଚେ । ଆରି ଏବେ ତମେ ତମର୍‌ ସଙ୍ଗାରିମନ୍‌କେ ସିକାଇବାର୍‌ ରଇଲା । ମାତର୍‌ ପର୍‌ମେସରର୍‌ ପର୍‌ତୁମ୍‌ ସିକିଆ ତମ୍‌କେ ଏବେ ସିକାଇବାକେ ଲକର୍‌ ଲଡାଆଚେ । ତମେ ଗଟେକ୍‌ ଦୁଦ୍‌ କାଇବା ପିଲାର୍‌ପାରା ଆଚାସ୍‌ । କାଇକେବଇଲେ ଆଁଟ୍‌ଟା ମନ୍‌ କାତ୍‌ରି ନାପାରାସ୍‌ ।
13 ଯୋ ଦୁଗ୍ଧପାଯୀ ସ ଶିଶୁରେୱେତିକାରଣାତ୍ ଧର୍ମ୍ମୱାକ୍ୟେ ତତ୍ପରୋ ନାସ୍ତି|
୧୩ଜେ ଦୁଦ୍‌ କାଇବାର୍‌ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍‌ମନ୍‌ ଟିକ୍‌ ଆରି ବୁଲ୍‌ ଚଲାଚଲ୍‌ତି କର୍‌ବାଟା ଚିନି ନାପାର୍‌ଲାଇନି ।
14 କିନ୍ତୁ ସଦସଦ୍ୱିଚାରେ ଯେଷାଂ ଚେତାଂସି ୱ୍ୟୱହାରେଣ ଶିକ୍ଷିତାନି ତାଦୃଶାନାଂ ସିଦ୍ଧଲୋକାନାଂ କଠୋରଦ୍ରୱ୍ୟେଷୁ ପ୍ରଯୋଜନମସ୍ତି|
୧୪ଚାବି ଚାବି କାଇବା କାଦି ବଡ୍‌ ଲକ୍‌ମନର୍‌ପାଇ । ସେମନ୍‌ ନିକ ଆରି କାରାପ୍‌ ଚିନ୍‌ବାକେ, ନିଜ୍‍କେ ଅବିଆସ୍‌ କରାଇ ଆଚତ୍‌ ।

< ଇବ୍ରିଣଃ 5 >