< ଇଫିଷିଣଃ 4 >
1 ଅତୋ ବନ୍ଦିରହଂ ପ୍ରଭୋ ର୍ନାମ୍ନା ଯୁଷ୍ମାନ୍ ୱିନଯେ ଯୂଯଂ ଯେନାହ୍ୱାନେନାହୂତାସ୍ତଦୁପଯୁକ୍ତରୂପେଣ
୧ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି ।
2 ସର୍ୱ୍ୱଥା ନମ୍ରତାଂ ମୃଦୁତାଂ ତିତିକ୍ଷାଂ ପରସ୍ପରଂ ପ୍ରମ୍ନା ସହିଷ୍ଣୁତାଞ୍ଚାଚରତ|
୨ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ ।
3 ପ୍ରଣଯବନ୍ଧନେନ ଚାତ୍ମନ ଏକ୍ୟଂ ରକ୍ଷିତୁଂ ଯତଧ୍ୱଂ|
୩ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
4 ଯୂଯମ୍ ଏକଶରୀରା ଏକାତ୍ମାନଶ୍ଚ ତଦ୍ୱଦ୍ ଆହ୍ୱାନେନ ଯୂଯମ୍ ଏକପ୍ରତ୍ୟାଶାପ୍ରାପ୍ତଯେ ସମାହୂତାଃ|
୪ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ ।
5 ଯୁଷ୍ମାକମ୍ ଏକଃ ପ୍ରଭୁରେକୋ ୱିଶ୍ୱାସ ଏକଂ ମଜ୍ଜନଂ, ସର୍ୱ୍ୱେଷାଂ ତାତଃ
୫ଆମ୍କେ ଗଟେକ୍ ମାପ୍ରୁ ଆଚେ, ସମାନ୍ ସିକିଆଇ ବିସ୍ବାସ୍ କଲୁନି ଆରି ସମାନ୍ ଡୁବନ୍ ନେଲୁ ଆଚୁ।
6 ସର୍ୱ୍ୱୋପରିସ୍ଥଃ ସର୍ୱ୍ୱୱ୍ୟାପୀ ସର୍ୱ୍ୱେଷାଂ ଯୁଷ୍ମାକଂ ମଧ୍ୟୱର୍ତ୍ତୀ ଚୈକ ଈଶ୍ୱର ଆସ୍ତେ|
୬ଗଟେକ୍ ପର୍ମେସର୍କେ ଆମେ ଉପାସନା କଲୁନି । ଜେ କି ସବୁର୍ ବାବା ଅଇଆଚେ । ସେ ଆମର୍ ବିତ୍ରେ ରଇକରି ଆରି ଆମ୍କେ ଦେଇକରି ସବୁର୍ ଉପ୍ରେ ସାସନ୍ କଲାନି ।
7 କିନ୍ତୁ ଖ୍ରୀଷ୍ଟସ୍ୟ ଦାନପରିମାଣାନୁସାରାଦ୍ ଅସ୍ମାକମ୍ ଏକୈକସ୍ମୈ ୱିଶେଷୋ ୱରୋଽଦାଯି|
୭ମାତର୍ କିରିସ୍ଟ ଆମେ ବିନ୍ ବିନ୍ ଲକ୍କେ ବିନ୍ ବିନ୍ ଦାନ୍ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍ବାର୍ ଆଚେ, ସେ ସେ ଟିକ୍ କଲାଆଚେ ।
8 ଯଥା ଲିଖିତମ୍ ଆସ୍ତେ, "ଊର୍ଦ୍ଧ୍ୱମ୍ ଆରୁହ୍ୟ ଜେତୃନ୍ ସ ୱିଜିତ୍ୟ ବନ୍ଦିନୋଽକରୋତ୍| ତତଃ ସ ମନୁଜେଭ୍ୟୋଽପି ସ୍ୱୀଯାନ୍ ୱ୍ୟଶ୍ରାଣଯଦ୍ ୱରାନ୍|| "
୮ତେବର୍ ପାଇ ସାସ୍ତରେ ଲେକାଅଇଲା ଆଚେ, “ସେ ତାର୍ ସତ୍ରୁମନ୍କେ ଆରାଇକରି ଜେଡେବେଲେ ଉଁଚ୍ ରଇବା ଜାଗାଇ ଗାଲା, ତାର୍ ଆରାଇ ରଇବା ସତ୍ରୁମନ୍କେ ବାନ୍ଦିକରି ନେଲା ଆରି ତାର୍ ଦାନ୍ ବିନ୍ ବିନ୍ ଲକ୍କେ ଦେଲା ।
9 ଊର୍ଦ୍ଧ୍ୱମ୍ ଆରୁହ୍ୟେତିୱାକ୍ୟସ୍ୟାଯମର୍ଥଃ ସ ପୂର୍ୱ୍ୱଂ ପୃଥିୱୀରୂପଂ ସର୍ୱ୍ୱାଧଃସ୍ଥିତଂ ସ୍ଥାନମ୍ ଅୱତୀର୍ଣୱାନ୍;
୯“ସେ ଗଟେକ୍ ଉଁଚ୍ ଜାଗାଇ ଗାଲା ।” ଏନ୍ତାରି ଲେକ୍ବା ଅରତ୍ କାଇଟା? ଏଟାର୍ ଆରତ୍ ଅଇଲାନି, କିରିସ୍ଟ ଉତ୍ରି କରି ଏ ଜଗତେ ଆସି ସାରି ଆଚେ ।
10 ଯଶ୍ଚାୱତୀର୍ଣୱାନ୍ ସ ଏୱ ସ୍ୱର୍ଗାଣାମ୍ ଉପର୍ୟ୍ୟୁପର୍ୟ୍ୟାରୂଢୱାନ୍ ଯତଃ ସର୍ୱ୍ୱାଣି ତେନ ପୂରଯିତୱ୍ୟାନି|
୧୦ଜେ କି ଏ ଜଗତେ ଉତ୍ରି ଆଇଲା, ସେ ସମାନ୍ ଲକ୍ସେ, ସର୍ଗେ ଅନି ଉପ୍ରେ ରଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍କେ ପୁରାପୁରୁନ୍ କର୍ସି ।
11 ସ ଏୱ ଚ କାଂଶ୍ଚନ ପ୍ରେରିତାନ୍ ଅପରାନ୍ ଭୱିଷ୍ୟଦ୍ୱାଦିନୋଽପରାନ୍ ସୁସଂୱାଦପ୍ରଚାରକାନ୍ ଅପରାନ୍ ପାଲକାନ୍ ଉପଦେଶକାଂଶ୍ଚ ନିଯୁକ୍ତୱାନ୍|
୧୧ସେ ଆକା କେତେ ଲକ୍ମନ୍କେ ପେରିତ୍ ଅଇବାକେ, କେତେଲକ୍କେ ବବିସତ୍ କାତା କଇବାକେ, କେତେଲକ୍କେ ସୁବ୍କବର୍ ଜାନାଇବାଟା ଅଇବାକେ, କେତେଲକ୍କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍କେ ସିକାଇବାକେ ବପୁ ଦେଇ ବାଚ୍ଲାଆଚେ ।
12 ଯାୱଦ୍ ୱଯଂ ସର୍ୱ୍ୱେ ୱିଶ୍ୱାସସ୍ୟେଶ୍ୱରପୁତ୍ରୱିଷଯକସ୍ୟ ତତ୍ତ୍ୱଜ୍ଞାନସ୍ୟ ଚୈକ୍ୟଂ ସମ୍ପୂର୍ଣଂ ପୁରୁଷର୍ଥଞ୍ଚାର୍ଥତଃ ଖ୍ରୀଷ୍ଟସ୍ୟ ସମ୍ପୂର୍ଣପରିମାଣସ୍ୟ ସମଂ ପରିମାଣଂ ନ ପ୍ରାପ୍ନୁମସ୍ତାୱତ୍
୧୨ପର୍ମେସରର୍ ଲକ୍ମନ୍ ଜେନ୍ତାରି କି ତାକେ ସେବା କରିପାରତ୍, ତାର୍ଲାଗି ଏ ସବୁ ଦାନ୍ ତାର୍ ଲକ୍ମନ୍କେ ଦେଲା । ଏନ୍ତାରି ଅଇ କିରିସ୍ଟର୍ ଗାଗଡ୍ ପାରା ଅଇବା ବିସ୍ବାସିମନ୍ ବପୁ ଅଇ ସିଦ୍ ଅଅତ୍ ।
13 ସ ପରିଚର୍ୟ୍ୟାକର୍ମ୍ମସାଧନାଯ ଖ୍ରୀଷ୍ଟସ୍ୟ ଶରୀରସ୍ୟ ନିଷ୍ଠାଯୈ ଚ ପୱିତ୍ରଲୋକାନାଂ ସିଦ୍ଧତାଯାସ୍ତାଦୃଶମ୍ ଉପାଯଂ ନିଶ୍ଚିତୱାନ୍|
୧୩ଏନ୍ତାରି ଅଇ ଆମେ ସବୁ ବିସ୍ବାସେ ବଡିକରି ଆରି ପର୍ମେସରର୍ ପଅକେ ଜାନିକରି, ସିଦ୍ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍ କିରିସ୍ଟର୍ ପାରା ଅଇବୁ । ସେ ପୁରାପୁରୁନ୍ ସିଦ୍ ଆଚେ ।
14 ଅତଏୱ ମାନୁଷାଣାଂ ଚାତୁରୀତୋ ଭ୍ରମକଧୂର୍ତ୍ତତାଯାଶ୍ଛଲାଚ୍ଚ ଜାତେନ ସର୍ୱ୍ୱେଣ ଶିକ୍ଷାୱାଯୁନା ୱଯଂ ଯଦ୍ ବାଲକା ଇୱ ଦୋଲାଯମାନା ନ ଭ୍ରାମ୍ୟାମ ଇତ୍ୟସ୍ମାଭି ର୍ୟତିତୱ୍ୟଂ,
୧୪ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
15 ପ୍ରେମ୍ନା ସତ୍ୟତାମ୍ ଆଚରଦ୍ଭିଃ ସର୍ୱ୍ୱୱିଷଯେ ଖ୍ରୀଷ୍ଟମ୍ ଉଦ୍ଦିଶ୍ୟ ୱର୍ଦ୍ଧିତୱ୍ୟଞ୍ଚ, ଯତଃ ସ ମୂର୍ଦ୍ଧା,
୧୫ତାର୍ ବାଦୁଲେ ଆମେ ପର୍ମେସରର୍ ସତ୍ ବିସଇର୍ ଆଲାଦ୍ ଜାନାଉଁ । ସେନ୍ତାରି ମୁଣ୍ଡ୍ ଇସାବେ ରଇବା କିରିସ୍ଟର୍ ପାରା ଆମେ ସବୁ ବିସଇତେଇ ସିଦ୍ ଅଇ, ତାର୍ ପାରା ଅଇବୁ ।
16 ତସ୍ମାଚ୍ଚୈକୈକସ୍ୟାଙ୍ଗସ୍ୟ ସ୍ୱସ୍ୱପରିମାଣାନୁସାରେଣ ସାହାଯ୍ୟକରଣାଦ୍ ଉପକାରକୈଃ ସର୍ୱ୍ୱୈଃ ସନ୍ଧିଭିଃ କୃତ୍ସ୍ନସ୍ୟ ଶରୀରସ୍ୟ ସଂଯୋଗେ ସମ୍ମିଲନେ ଚ ଜାତେ ପ୍ରେମ୍ନା ନିଷ୍ଠାଂ ଲଭମାନଂ କୃତ୍ସ୍ନଂ ଶରୀରଂ ୱୃଦ୍ଧିଂ ପ୍ରାପ୍ନୋତି|
୧୬କାଇକେବଇଲେ କିରିସ୍ଟ ତାର୍ ସବୁ ଲକ୍ମନ୍କେ ମିସାଇକରି ସଙ୍ଗଇ ଆଚେ । ଗଟେକ୍ ଗାଗଡର୍ ସନ୍ଦି ଜେନ୍ତିକି ସେ ଗାଗଡର୍ ସବୁ ବାଗ୍କେ ମିସାଇକରି ସଙ୍ଗଇସି, ସେନ୍ତାରିସେ ଗାଗଡର୍ ଗଟେକ୍ ଗଟେକ୍ ବାଗ୍ ନିଜର୍ ନିଜର୍ କାମ୍ କଲେ, ଗୁଲାଇ ଗାଗଡ୍ ବଡିକରି ବପୁ ଅଇସି ।
17 ଯୁଷ୍ମାନ୍ ଅହଂ ପ୍ରଭୁନେଦଂ ବ୍ରୱୀମ୍ୟାଦିଶାମି ଚ, ଅନ୍ୟେ ଭିନ୍ନଜାତୀଯା ଇୱ ଯୂଯଂ ପୂନ ର୍ମାଚରତ|
୧୭ତେବର୍ ପାଇ ମାପ୍ରୁର୍ ନାଉଁଦାରି ମୁଇ ତମ୍କେ ଜାଗର୍ତା କରିଦେଲିନି । ତମେ ଆରି ପର୍ମେସର୍କେ ନାଜାନ୍ଲା ଲକର୍ପାରା ଚଲାଚଲ୍ତି କରା ନାଇ ।
18 ଯତସ୍ତେ ସ୍ୱମନୋମାଯାମ୍ ଆଚରନ୍ତ୍ୟାନ୍ତରିକାଜ୍ଞାନାତ୍ ମାନସିକକାଠିନ୍ୟାଚ୍ଚ ତିମିରାୱୃତବୁଦ୍ଧଯ ଈଶ୍ୱରୀଯଜୀୱନସ୍ୟ ବଗୀର୍ଭୂତାଶ୍ଚ ଭୱନ୍ତି,
୧୮ସେମନ୍ ଚିନ୍ତାକର୍ବାଟା ଚୁଚାଇସେ । ସେମନ୍ ପର୍ମେସରର୍ ବିସଇ ବୁଜି ନାପାରତ୍ । ଆରି ସେ ଦେଇରଇବା ଜିବନେ ଅନି ଦୁରିକେ ଆଚତ୍ । ସେମନ୍ ତାକର୍ ମନ୍ ଡାଟ୍ କଲାର୍ପାଇ ତାକେ ନାଜାନତ୍ ।
19 ସ୍ୱାନ୍ ଚୈତନ୍ୟଶୂନ୍ୟାନ୍ କୃତ୍ୱା ଚ ଲୋଭେନ ସର୍ୱ୍ୱୱିଧାଶୌଚାଚରଣାଯ ଲମ୍ପଟତାଯାଂ ସ୍ୱାନ୍ ସମର୍ପିତୱନ୍ତଃ|
୧୯ସେମନ୍ ପାପ୍ କାମ୍ କଲେ ମିସା, ବୁଲ୍ କଲି ବଲି ଲାଜ୍ କି ଦୁକ୍ ନ ଅଅତ୍ । ତେବର୍ପାଇ ସବୁରକାମର୍ ବେସିଆ କାମ୍ କର୍ବାଟାନେ ସର୍ପିଅଇ ଆଚତ୍ । ଏନ୍ତାରି କାମ୍ କରି କରି ଆରି କର୍ବାକେସେ ଲାଲ୍ସା ଅଇ ଆଚତ୍ ।
20 କିନ୍ତୁ ଯୂଯଂ ଖ୍ରୀଷ୍ଟଂ ନ ତାଦୃଶଂ ପରିଚିତୱନ୍ତଃ,
୨୦ମାତର୍ ତମେ କିରିସ୍ଟର୍ ଟାନେଅନି ସେନ୍ତାରି ସିକିଆ ସିକାସ୍ ନାଇ ।
21 ଯତୋ ଯୂଯଂ ତଂ ଶ୍ରୁତୱନ୍ତୋ ଯା ସତ୍ୟା ଶିକ୍ଷା ଯୀଶୁତୋ ଲଭ୍ୟା ତଦନୁସାରାତ୍ ତଦୀଯୋପଦେଶଂ ପ୍ରାପ୍ତୱନ୍ତଶ୍ଚେତି ମନ୍ୟେ|
୨୧ତମେ ଜେଡେବେଲେ ତାର୍ ବିସଇ ସୁନିକରି ସିକ୍ଲାସ୍, ସେଟା ତାର୍ ସତ୍ ସିକିଆଇଅନି ସିକ୍ଲାସ୍ ।
22 ତସ୍ମାତ୍ ପୂର୍ୱ୍ୱକାଲିକାଚାରକାରୀ ଯଃ ପୁରାତନପୁରୁଷୋ ମାଯାଭିଲାଷୈ ର୍ନଶ୍ୟତି ତଂ ତ୍ୟକ୍ତ୍ୱା ଯୁଷ୍ମାଭି ର୍ମାନସିକଭାୱୋ ନୂତନୀକର୍ତ୍ତୱ୍ୟଃ,
୨୨ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ ।
23 ଯୋ ନୱପୁରୁଷ ଈଶ୍ୱରାନୁରୂପେଣ ପୁଣ୍ୟେନ ସତ୍ୟତାସହିତେନ
୨୩ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ ।
24 ଧାର୍ମ୍ମିକତ୍ୱେନ ଚ ସୃଷ୍ଟଃ ସ ଏୱ ପରିଧାତୱ୍ୟଶ୍ଚ|
୨୪ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
25 ଅତୋ ଯୂଯଂ ସର୍ୱ୍ୱେ ମିଥ୍ୟାକଥନଂ ପରିତ୍ୟଜ୍ୟ ସମୀପୱାସିଭିଃ ସହ ସତ୍ୟାଲାପଂ କୁରୁତ ଯତୋ ୱଯଂ ପରସ୍ପରମ୍ ଅଙ୍ଗପ୍ରତ୍ୟଙ୍ଗା ଭୱାମଃ|
୨୫ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ ।
26 ଅପରଂ କ୍ରୋଧେ ଜାତେ ପାପଂ ମା କୁରୁଧ୍ୱମ୍, ଅଶାନ୍ତେ ଯୁଷ୍ମାକଂ ରୋଷେସୂର୍ୟ୍ୟୋଽସ୍ତଂ ନ ଗଚ୍ଛତୁ|
୨୬ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ ।
27 ଅପରଂ ଶଯତାନେ ସ୍ଥାନଂ ମା ଦତ୍ତ|
୨୭ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ ।
28 ଚୋରଃ ପୁନଶ୍ଚୈର୍ୟ୍ୟଂ ନ କରୋତୁ କିନ୍ତୁ ଦୀନାଯ ଦାନେ ସାମର୍ଥ୍ୟଂ ଯଜ୍ଜାଯତେ ତଦର୍ଥଂ ସ୍ୱକରାଭ୍ୟାଂ ସଦ୍ୱୃତ୍ତ୍ୟା ପରିଶ୍ରମଂ କରୋତୁ|
୨୮ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
29 ଅପରଂ ଯୁଷ୍ମାକଂ ୱଦନେଭ୍ୟଃ କୋଽପି କଦାଲାପୋ ନ ନିର୍ଗଚ୍ଛତୁ, କିନ୍ତୁ ଯେନ ଶ୍ରୋତୁରୁପକାରୋ ଜାଯତେ ତାଦୃଶଃ ପ୍ରଯୋଜନୀଯନିଷ୍ଠାଯୈ ଫଲଦାଯକ ଆଲାପୋ ଯୁଷ୍ମାକଂ ଭୱତୁ|
୨୯ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ ।
30 ଅପରଞ୍ଚ ଯୂଯଂ ମୁକ୍ତିଦିନପର୍ୟ୍ୟନ୍ତମ୍ ଈଶ୍ୱରସ୍ୟ ଯେନ ପୱିତ୍ରେଣାତ୍ମନା ମୁଦ୍ରଯାଙ୍କିତା ଅଭୱତ ତଂ ଶୋକାନ୍ୱିତଂ ମା କୁରୁତ|
୩୦ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ ।
31 ଅପରଂ କଟୁୱାକ୍ୟଂ ରୋଷଃ କୋଷଃ କଲହୋ ନିନ୍ଦା ସର୍ୱ୍ୱୱିଧଦ୍ୱେଷଶ୍ଚୈତାନି ଯୁଷ୍ମାକଂ ମଧ୍ୟାଦ୍ ଦୂରୀଭୱନ୍ତୁ|
୩୧ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା, କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ ।
32 ଯୂଯଂ ପରସ୍ପରଂ ହିତୈଷିଣଃ କୋମଲାନ୍ତଃକରଣାଶ୍ଚ ଭୱତ| ଅପରମ୍ ଈଶ୍ୱରଃ ଖ୍ରୀଷ୍ଟେନ ଯଦ୍ୱଦ୍ ଯୁଷ୍ମାକଂ ଦୋଷାନ୍ କ୍ଷମିତୱାନ୍ ତଦ୍ୱଦ୍ ଯୂଯମପି ପରସ୍ପରଂ କ୍ଷମଧ୍ୱଂ|
୩୨ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।