< କଲସିନଃ 2 >

1 ଯୁଷ୍ମାକଂ ଲାଯଦିକେଯାସ୍ଥଭ୍ରାତୃଣାଞ୍ଚ କୃତେ ଯାୱନ୍ତୋ ଭ୍ରାତରଶ୍ଚ ମମ ଶାରୀରିକମୁଖଂ ନ ଦୃଷ୍ଟୱନ୍ତସ୍ତେଷାଂ କୃତେ ମମ କିଯାନ୍ ଯତ୍ନୋ ଭୱତି ତଦ୍ ଯୁଷ୍ମାନ୍ ଜ୍ଞାପଯିତୁମ୍ ଇଚ୍ଛାମି|
ତୁମିମଃନାର୍‌ ଆର୍‌ ଲାଅଦିକିଆର୍‌ ଲକ୍‌ମଃନାର୍‌, ଆରେକ୍‌ ଜଃତେକ୍‌ ଲକ୍‌ ମକେ ନଃଚିନି ନଃଜାଣି ଆଚ୍‌ତି, ସେ ସଃବୁ ଲକାର୍‌ ଗିନେ ମୁୟ୍‌ଁ କଃତେକ୍‌ କଃସ୍ଟ୍‌ କଃରିଆଚି ଇରି ତୁମିମଃନ୍ ଜାଣା ବଃଲି ମର୍‌ ମଃନ୍ ।
2 ଫଲତଃ ପୂର୍ଣବୁଦ୍ଧିରୂପଧନଭୋଗାଯ ପ୍ରେମ୍ନା ସଂଯୁକ୍ତାନାଂ ତେଷାଂ ମନାଂସି ଯତ୍ ପିତୁରୀଶ୍ୱରସ୍ୟ ଖ୍ରୀଷ୍ଟସ୍ୟ ଚ ନିଗୂଢୱାକ୍ୟସ୍ୟ ଜ୍ଞାନାର୍ଥଂ ସାନ୍ତ୍ୱନାଂ ପ୍ରାପ୍ନୁଯୁରିତ୍ୟର୍ଥମହଂ ଯତେ|
ମର୍‌ ମଃନ୍ ଇରି, ଜଃନ୍‌କଃରି ତୁମିମଃନ୍ ସଃର୍ଦା ଅଃଉଆସ୍‌ ଏକ୍‌ ଆରେକ୍‌ ଲାଡେ ବାନ୍ଦି ଅଃଉଆସ୍‌ ଆର୍‌ ସଃତ୍‌ ଗିଆନ୍ ଲାବ୍‌ କଃରି ମୁଳ୍‌ ବଃର୍ସା ହର୍‌ ଦଃନ୍ ହାୟ୍‌ ହୁର୍ନ୍‌ ଅଃଦିକାରି ଅଃଉଆସ୍‌ ଇରି ମର୍‌ ମଃନ୍‌ । ଇତାର୍‌ ଗିନେ ତୁମିମଃନ୍ ସଃବୁଲକ୍‌ ଜାଣାସ୍‌ ଜେ କ୍ରିସ୍ଟ ହଃକା ଇସ୍ୱରାର୍‌ ସେ ଗୁପ୍ତ କଃତା ।
3 ଯତୋ ୱିଦ୍ୟାଜ୍ଞାନଯୋଃ ସର୍ୱ୍ୱେ ନିଧଯଃ ଖ୍ରୀଷ୍ଟେ ଗୁପ୍ତାଃ ସନ୍ତି|
କ୍ରିସ୍ଟ ଅଃଉଁଲା ସେ କୁଚିକାଡା ଜୁୟ୍‌ରି ଇସ୍ୱରାର୍‌ ବୁଦି ଆର୍‌ ଗିଆନ୍‌ ହର୍‌ ସଃବୁ ଲୁକାୟ୍‌ ରିଲା ଦଃନାର୍‌ କାହାଟ୍‌ ଉଗାଳେଦ୍‌ ।
4 କୋଽପି ଯୁଷ୍ମାନ୍ ୱିନଯୱାକ୍ୟେନ ଯନ୍ନ ୱଞ୍ଚଯେତ୍ ତଦର୍ଥମ୍ ଏତାନି ମଯା କଥ୍ୟନ୍ତେ|
କେ ତୁମିମଃନ୍‌କେ ଚଃଲାକି କଃତାୟ୍‌ ବୁଲ୍‌କାୟ୍‌ ନଃକେରେ, ସେତାକ୍‌ ଇରି କଃଉଁଲେ ।
5 ଯୁଷ୍ମତ୍ସନ୍ନିଧୌ ମମ ଶରୀରେଽୱର୍ତ୍ତମାନେଽପି ମମାତ୍ମା ୱର୍ତ୍ତତେ ତେନ ଯୁଷ୍ମାକଂ ସୁରୀତିଂ ଖ୍ରୀଷ୍ଟୱିଶ୍ୱାସେ ସ୍ଥିରତ୍ୱଞ୍ଚ ଦୃଷ୍ଟ୍ୱାହମ୍ ଆନନ୍ଦାମି|
କାୟ୍‌ତାକ୍‌ବଃଲେକ୍‌ ଜଦି ନିଜ୍‌ ଗଃଗାଳେ ମୁୟ୍‌ଁ ସେତି ନାୟ୍‌, ଅୟ୍‌ଲେକ୍‌ ହେଁ ଆତ୍ମାୟ୍‌ ତୁମିମଃନାର୍‌ ସଃଙ୍ଗ୍ ଆଚି । ତୁମିମଃନାର୍‌ ନିକରି ଆର୍‌ କ୍ରିସ୍ଟର୍‌ ତଃୟ୍‌ ଜଃବର୍‌ ବିସ୍ୱାସି ଇରି ଦଃକି ସଃର୍ଦା ଅଃଉଁଲେ ।
6 ଅତୋ ଯୂଯଂ ପ୍ରଭୁଂ ଯୀଶୁଖ୍ରୀଷ୍ଟଂ ଯାଦୃଗ୍ ଗୃହୀତୱନ୍ତସ୍ତାଦୃକ୍ ତମ୍ ଅନୁଚରତ|
ବଃଲେକ୍‌, କ୍ରିସ୍ଟଜିସୁକେ ମାପ୍ରୁ ବଃଲି ମାନି ଆଚାସ୍‌, ସେନ୍‌କଃରି ତାର୍‌ ସଃଙ୍ଗ୍ ମିସିକଃରି ଜିବନ୍‌ କାଟା;
7 ତସ୍ମିନ୍ ବଦ୍ଧମୂଲାଃ ସ୍ଥାପିତାଶ୍ଚ ଭୱତ ଯା ଚ ଶିକ୍ଷା ଯୁଷ୍ମାଭି ର୍ଲବ୍ଧା ତଦନୁସାରାଦ୍ ୱିଶ୍ୱାସେ ସୁସ୍ଥିରାଃ ସନ୍ତସ୍ତେନୈୱ ନିତ୍ୟଂ ଧନ୍ୟୱାଦଂ କୁରୁତ|
ତୁମିମଃନାର୍‌ ତଃୟ୍‌ ରିଲା ସିକ୍ୟା ହଃର୍କାରେ ବିସ୍ୱାସେ ଅଃଦିକ୍‌ ସଃକ୍ତି ଅଃଉଆ । ତୁମିମଃନାର୍‌ ମଃନ୍‌ ଦନ୍ୟବାଦେ ହୁର୍ନ୍‌ ଅଃଉଅ ।
8 ସାୱଧାନା ଭୱତ ମାନୁଷିକଶିକ୍ଷାତ ଇହଲୋକସ୍ୟ ୱର୍ଣମାଲାତଶ୍ଚୋତ୍ପନ୍ନା ଖ୍ରୀଷ୍ଟସ୍ୟ ୱିପକ୍ଷା ଯା ଦର୍ଶନୱିଦ୍ୟା ମିଥ୍ୟାପ୍ରତାରଣା ଚ ତଯା କୋଽପି ଯୁଷ୍ମାକଂ କ୍ଷତିଂ ନ ଜନଯତୁ|
ଜଃଗ୍ରାତ୍‌, କେ ଜଃନ୍‌କଃରି ତୁମିକେ ଜଃଗତାର୍‌ ବାମାଉତାର୍‌ କଃରାବ୍‌ ଗିଆନେ ଆୟ୍‌ତେ ନଃରେକ ସେ ସଃବୁ ଗିଆନ୍‌ କ୍ରିସ୍ଟର୍‌ ସିକ୍ୟା ତଃୟ୍‌ ହୁଣି ନାସେ ସେରି ମାନାୟ୍‌ ମଃନାର୍‌ ହୁର୍ବେ ହୁଣି ଚାଲି ଆୟ୍‌ଲା ସିକ୍ୟା ଆର୍‌ ବିସ୍ୱାସ୍‌ ଉହ୍ରେ ସାସନ୍‌ କଃର୍ତିରିଲା ଗଃଗାଳ୍‌ ନାୟ୍‌ଲା ସଃକ୍ତି ମଃନାର୍‌ ସିକ୍ୟାର୍‌ ହଃଳ୍‌ ।
9 ଯତ ଈଶ୍ୱରସ୍ୟ କୃତ୍ସ୍ନା ପୂର୍ଣତା ମୂର୍ତ୍ତିମତୀ ଖ୍ରୀଷ୍ଟେ ୱସତି|
ଅଃବ୍‌କା ମାନାୟ୍‌ ରୁହାର୍‌ କ୍ରିସ୍ଟର୍‌ ତଃୟ୍‌ ଇସ୍ୱରାର୍‌ ଗୁଣ୍‌ ହୁରୁଣ୍‌ କଃରି ରଃୟ୍‌ ଆଚେ ।
10 ଯୂଯଞ୍ଚ ତେନ ପୂର୍ଣା ଭୱଥ ଯତଃ ସ ସର୍ୱ୍ୱେଷାଂ ରାଜତ୍ୱକର୍ତ୍ତୃତ୍ୱପଦାନାଂ ମୂର୍ଦ୍ଧାସ୍ତି,
ତାର୍‌ ସଃଙ୍ଗ୍ ମିସ୍‌ଲାର୍‌ ଗିନେ ତୁମିମଃନ୍ ଜିବନେ ହୁରୁଣ୍‌ ଲାବ୍‌ କଃରିଆଚାସ୍‌ ବିନ୍ ସଃବୁ ସଃକ୍ତି ଆର୍‌ ଅଃଦିକାରି ଉହ୍ରେ କ୍ରିସ୍ଟର୍‌ ସାସନ୍‌ ହାଣ୍‌ ହଃକା ସଃବ୍‌କେ ବଃଡ୍‌ ।
11 ତେନ ଚ ଯୂଯମ୍ ଅହସ୍ତକୃତତ୍ୱକ୍ଛେଦେନାର୍ଥତୋ ଯେନ ଶାରୀରପାପାନାଂ ୱିଗ୍ରସତ୍ୟଜ୍ୟତେ ତେନ ଖ୍ରୀଷ୍ଟସ୍ୟ ତ୍ୱକ୍ଛେଦେନ ଛିନ୍ନତ୍ୱଚୋ ଜାତା
ଆରେକ୍‌ ହେଁ ଗଃଗାଳାର୍‌ ମଃନ୍‌ବାବ୍‌ ଚାଡିକଃରି ତୁମିମଃନ୍ କ୍ରିସ୍ଟର୍‌ ସଃଙ୍ଗ୍ ମିସିକଃରି ମାନାୟ୍‌ର୍‌ କଃର୍ତା ସୁନତ୍‌ ନଃୟ୍‌କଃରି କ୍ରିସ୍ଟର୍‌ ସୁନତ୍‌ ତଃୟ୍‌ ସୁନତ୍‌ ଅୟ୍‌ ଆଚାସ୍‌ । ସେରି ମାନାୟ୍‌ର୍‌ ହାହ୍‌ କଃଲା ଗଃଗାଳାର୍‌ ସଃବୁ ସଃକ୍ତି ତଃୟ୍‌ ହୁଣି ମୁକ୍‌ଳାୟ୍‌ଦ୍‌ ।
12 ମଜ୍ଜନେ ଚ ତେନ ସାର୍ଦ୍ଧଂ ଶ୍ମଶାନଂ ପ୍ରାପ୍ତାଃ ପୁନ ର୍ମୃତାନାଂ ମଧ୍ୟାତ୍ ତସ୍ୟୋତ୍ଥାପଯିତୁରୀଶ୍ୱରସ୍ୟ ଶକ୍ତେଃ ଫଲଂ ଯୋ ୱିଶ୍ୱାସସ୍ତଦ୍ୱାରା ତସ୍ମିନ୍ନେୱ ମଜ୍ଜନେ ତେନ ସାର୍ଦ୍ଧମ୍ ଉତ୍ଥାପିତା ଅଭୱତ|
ତୁମିମଃନ୍ ବାପ୍ତିସମେ ତାର୍‌ ସଃଙ୍ଗ୍ ମଃରି ଉଟି, ଜୁୟ୍‌ ଇସ୍ୱର୍‌ ତାକେ ମଃଲା ତଃୟ୍‌ ହୁଣି ଉଟାୟ୍‌ଲା ତାର୍‌ କଃରୁହାର୍ତା ସଃକ୍ତିଏ ସଃତ୍‌ କଃରି କ୍ରିସ୍ଟର୍‌ ସଃଙ୍ଗ୍ ଆରେକ୍‌ ଉଟି ଆଚାସ୍‌ ।
13 ସ ଚ ଯୁଷ୍ମାନ୍ ଅପରାଧୈଃ ଶାରୀରିକାତ୍ୱକ୍ଛେଦେନ ଚ ମୃତାନ୍ ଦୃଷ୍ଟ୍ୱା ତେନ ସାର୍ଦ୍ଧଂ ଜୀୱିତୱାନ୍ ଯୁଷ୍ମାକଂ ସର୍ୱ୍ୱାନ୍ ଅପରାଧାନ୍ କ୍ଷମିତୱାନ୍,
ହାହାର୍‌ ଗିନେ ଆର୍‌ ଗଃଗାଳେ ଅଜିଉଦି ରିଲାକେ ତୁମିମଃନ୍ ତ ମଃରି ରିଲାସ୍‌, ତୁମିମଃନ୍‌କେ ହେଁ ଇସ୍ୱର୍‌ ତାର୍‌ ଜିବନ୍ ଦଃୟ୍‌ଆଚେ; ସେ ତ ଅଃମିମଃନ୍‌କ୍‌ ସଃବୁ ହାହ୍‌ କେମା କଃରିଆଚେ ।
14 ଯଚ୍ଚ ଦଣ୍ଡାଜ୍ଞାରୂପଂ ଋଣପତ୍ରମ୍ ଅସ୍ମାକଂ ୱିରୁଦ୍ଧମ୍ ଆସୀତ୍ ତତ୍ ପ୍ରମାର୍ଜ୍ଜିତୱାନ୍ ଶଲାକାଭିଃ କ୍ରୁଶେ ବଦ୍ଧ୍ୱା ଦୂରୀକୃତୱାଂଶ୍ଚ|
ଆରେକ୍‌ ବିଦି ଉହ୍ରେ ଅଃମିମଃନାର୍‌ ବିରଦେ ଜୁୟ୍‌ ଦଃସ୍‌ ଲେକା ରିଲି, ସେରି ସେ ନାସ୍‌ କଃରି କ୍ରୁସେ ମାରିକଃରି ଅଃମାର୍‌ ହାଁୟ୍‌ ରିଲାର୍‌ ହାହ୍‌ ଗୁଚାୟ୍‌ ଆଚେ
15 କିଞ୍ଚ ତେନ ରାଜତ୍ୱକର୍ତ୍ତୃତ୍ୱପଦାନି ନିସ୍ତେଜାଂସି କୃତ୍ୱା ପରାଜିତାନ୍ ରିପୂନିୱ ପ୍ରଗଲ୍ଭତଯା ସର୍ୱ୍ୱେଷାଂ ଦୃଷ୍ଟିଗୋଚରେ ହ୍ରେପିତୱାନ୍|
ଆରେକ୍‌ ସେ କ୍ରୁସେ କ୍ରିସ୍ଟ ସଃବୁ ରଃକମାର୍‌ ସଃକ୍ତି ଆର୍‌ ଅଃଦିକାରି ତଃୟ୍‌ ହୁଣି ନିଜ୍‌କେ ମୁକ୍ତ କଃରି ଆଚେ ଆର୍‌ ସେମଃନ୍‌କେ ବାନ୍ଦି କଃରି ନିଜେ ଜିଣିକଃରି ଜାତାବଃଳ୍‌ ସଃବୁ ଲକାର୍‌ ମୁୟେ ସେମଃନ୍‌କେ ଲାଜ୍‌ କଃରାୟ୍‌ ଆଚେ ।
16 ଅତୋ ହେତୋଃ ଖାଦ୍ୟାଖାଦ୍ୟେ ପେଯାପେଯେ ଉତ୍ସୱଃ ପ୍ରତିପଦ୍ ୱିଶ୍ରାମୱାରଶ୍ଚୈତେଷୁ ସର୍ୱ୍ୱେଷୁ ଯୁଷ୍ମାକଂ ନ୍ୟାଯାଧିପତିରୂପଂ କମପି ମା ଗୃହ୍ଲୀତ|
କାଉଆ ହିଉଆ କି ହଃର୍ବ୍‌, ଦଃର୍ମ୍‌ଦିନ୍ କି କଃଉଁଣାଜନ୍ ହଃର୍ବ୍‌ କି ବିସାଉଁଣି ବାରାର୍‌ କଃତାୟ୍‌ କେ ତୁମିକେ ଦଃସି ବିଚାର୍‌ ନଃକେରତ୍‌ ।
17 ଯତ ଏତାନି ଛାଯାସ୍ୱରୂପାଣି କିନ୍ତୁ ସତ୍ୟା ମୂର୍ତ୍ତିଃ ଖ୍ରୀଷ୍ଟଃ|
ସେରିମଃନ୍ ଅୟ୍‌ଲି ଆସୁଲା ଦିନେ ଗଃଟ୍‌ତା ବିସୟାର୍‌ ହାଁୟ୍‌ ଗଃଗାଳ୍‌ ହର୍‌, ମଃତର୍‌ କ୍ରିସ୍ଟ ହଃକା ସଃବୁ ବିସୟାର୍‌ ମୁଳ୍‌ ।
18 ଅପରଞ୍ଚ ନମ୍ରତା ସ୍ୱର୍ଗଦୂତାନାଂ ସେୱା ଚୈତାଦୃଶମ୍ ଇଷ୍ଟକର୍ମ୍ମାଚରନ୍ ଯଃ କଶ୍ଚିତ୍ ପରୋକ୍ଷୱିଷଯାନ୍ ପ୍ରୱିଶତି ସ୍ୱକୀଯଶାରୀରିକଭାୱେନ ଚ ମୁଧା ଗର୍ୱ୍ୱିତଃ ସନ୍
ଜୁୟ୍‌ମଃନ୍‌ ଦଃର୍ସନ୍‌ ଚଃଲାକି ସୁସାର୍‌ ଆର୍‌ ସଃର୍ଗ୍‌ଦୁତ୍‌ ହୁଜା ଉହ୍ରେ ମଃନ୍‌ ଦଃୟ୍‌ ନିଜ୍‌କେ ଗଃର୍ବ୍‌ କଃର୍ତି, ସେମଃନ୍‌କେ ଦଃକି ନିଜ୍‌କେ ସାନ୍ ବାବାନାଁୟ୍‌ ଇହର୍‌ ଲକ୍‌ମଃନ୍ ନିଜ୍‌କେ ମାନାୟ୍‌ ମଃନାର୍‌ ବାବ୍‌ନାୟ୍‌ ହଲ୍ୟା ଗଃର୍ବେ ଗଃର୍ବ୍‌ କଃର୍ତି ।
19 ସନ୍ଧିଭିଃ ଶିରାଭିଶ୍ଚୋପକୃତଂ ସଂଯୁକ୍ତଞ୍ଚ କୃତ୍ସ୍ନଂ ଶରୀରଂ ଯସ୍ମାତ୍ ମୂର୍ଦ୍ଧତ ଈଶ୍ୱରୀଯୱୃଦ୍ଧିଂ ପ୍ରାପ୍ନୋତି ତଂ ମୂର୍ଦ୍ଧାନଂ ନ ଧାରଯତି ତେନ ମାନୱେନ ଯୁଷ୍ମତ୍ତଃ ଫଲାପହରଣଂ ନାନୁଜାନୀତ|
ଗଃଗାଳାର୍‌ ମୁଣ୍ଡ୍‌ ହର୍‌ କ୍ରିସ୍ଟର୍‌ ତଃୟ୍‌ ହୁଣି ସେମଃନ୍ ଦୁର୍‌ ଅୟ୍‌ ଆଚ୍‌ତି ତାର୍‌ତଃୟ୍‌ ହୁଣି ଗଃଗାଳାର୍‌ ସବୁ ଗଃଟିମଃନ୍ ଆର୍‌ ଚିର୍‌ମଃନାର୍‌ ଗିନେ ଉହ୍‌କାର୍‌ ହାୟ୍‌ ଦୁମା ଅୟ୍‌ଦ୍‌ ଆର୍‌ ଗଃଗାଳ୍‌ ଇସ୍ୱରାର୍‌ ଇଚା ହଃର୍କାରେ ବାଡେଦ୍‌ ।
20 ଯଦି ଯୂଯଂ ଖ୍ରୀଷ୍ଟେନ ସାର୍ଦ୍ଧଂ ସଂସାରସ୍ୟ ୱର୍ଣମାଲାଯୈ ମୃତା ଅଭୱତ ତର୍ହି ଯୈ ର୍ଦ୍ରୱ୍ୟୈ ର୍ଭୋଗେନ କ୍ଷଯଂ ଗନ୍ତୱ୍ୟଂ
ତୁମିମଃନ୍ କ୍ରିସ୍ଟର୍‌ ସଃଙ୍ଗ୍ ମଃରି ଆଚାସ୍‌ ଆର୍‌ ଇ ରାଜି ଉହ୍ରେ ରାଜ୍‌ କଃର୍ତା ସଃକ୍ତିମଃନାର୍‌ ବଃଳେହୁଣି ମୁକ୍‌ଳି ଆଚାସ୍‌ । ତଃବେ କାୟ୍‌କଃରୁକ୍‌ ତୁମିମଃନ୍ ଜଃଗତାର୍‌ ଲକ୍‌ ହର୍‌ ଜିବନ୍ କାଟୁଲାସ୍‌? କାୟ୍‌କଃରୁକ୍‌ ତୁମିମଃନ୍ ଇହର୍‌ ବିଦି ସଃବୁ ମାନୁଲାସ୍‌,
21 ତାନି ମା ସ୍ପୃଶ ମା ଭୁଂକ୍ଷ୍ୱ ମା ଗୃହାଣେତି ମାନୱୈରାଦିଷ୍ଟାନ୍ ଶିକ୍ଷିତାଂଶ୍ଚ ୱିଧୀନ୍
“ଇରି ଦଃରା ନାୟ୍‌, ସେରି କାହାନାୟ୍‌, ସେରି ଚିଉଆ ନାୟ୍‌ ।”
22 ଆଚରନ୍ତୋ ଯୂଯଂ କୁତଃ ସଂସାରେ ଜୀୱନ୍ତ ଇୱ ଭୱଥ?
ଇସଃବୁ ବିସୟ୍‌ ଦୁୟ୍‌ ଦିନାର୍‌ । ଇରି ବେବାର୍‌ ଅଃଉତା ସଃଙ୍ଗେ ସଃଙ୍ଗେ ହଲ୍ୟା ଅୟ୍‌ଦ୍‌ । ଇସଃବୁ ଅଃବ୍‌କା ମାନାୟ୍‌ ହାଜ୍‌ଲା ନିଅମ୍‌ ଆର୍‌ ସିକ୍ୟା ।
23 ତେ ୱିଧଯଃ ସ୍ୱେଚ୍ଛାଭକ୍ତ୍ୟା ନମ୍ରତଯା ଶରୀରକ୍ଲେଶନେନ ଚ ଜ୍ଞାନୱିଧିୱତ୍ ପ୍ରକାଶନ୍ତେ ତଥାପି ତେଽଗଣ୍ୟାଃ ଶାରୀରିକଭାୱୱର୍ଦ୍ଧକାଶ୍ଚ ସନ୍ତି|
ବାୟ୍‌ଦ୍‌ରେ ସଃର୍ଗ୍‌ଦୁତ୍‌ ହୁଜା, ଚଃଲାକି, ସୁସାର୍‌, ଦଃର୍ମି ଆର୍‌ ଗଃଗାଳ୍‌କେ କଃସ୍ଟ୍‌ ଦେତାର୍‌ ଗିନେ ଗିଆନାର୍‌ ନାଉଁ ହାଇ ଆଚେ, ମଃତର୍‌ ସେତିର୍‌ ମଲ୍‌ ନାୟ୍‌; ସେତାର୍‌ଗିନେ ଗଃଗାଳାର୍‌ ମଃନ୍‌ବାବାର୍‌ ହୁର୍ନ୍‌ ଅୟ୍‌ଦ୍‌ ।

< କଲସିନଃ 2 >