< ୨ ଯୋହନଃ 1 >
1 ହେ ଅଭିରୁଚିତେ କୁରିଯେ, ତ୍ୱାଂ ତୱ ପୁତ୍ରାଂଶ୍ଚ ପ୍ରତି ପ୍ରାଚୀନୋଽହଂ ପତ୍ରଂ ଲିଖାମି|
୧ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।
2 ସତ୍ୟମତାଦ୍ ଯୁଷ୍ମାସୁ ମମ ପ୍ରେମାସ୍ତି କେୱଲଂ ମମ ନହି କିନ୍ତୁ ସତ୍ୟମତଜ୍ଞାନାଂ ସର୍ୱ୍ୱେଷାମେୱ| ଯତଃ ସତ୍ୟମତମ୍ ଅସ୍ମାସୁ ତିଷ୍ଠତ୍ୟନନ୍ତକାଲଂ ଯାୱଚ୍ଚାସ୍ମାସୁ ସ୍ଥାସ୍ୟତି| (aiōn )
୨ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ । (aiōn )
3 ପିତୁରୀଶ୍ୱରାତ୍ ତତ୍ପିତୁଃ ପୁତ୍ରାତ୍ ପ୍ରଭୋ ର୍ୟୀଶୁଖ୍ରୀଷ୍ଟାଚ୍ଚ ପ୍ରାପ୍ୟୋ ଽନୁଗ୍ରହଃ କୃପା ଶାନ୍ତିଶ୍ଚ ସତ୍ୟତାପ୍ରେମଭ୍ୟାଂ ସାର୍ଦ୍ଧଂ ଯୁଷ୍ମାନ୍ ଅଧିତିଷ୍ଠତୁ|
୩ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
4 ୱଯଂ ପିତୃତୋ ଯାମ୍ ଆଜ୍ଞାଂ ପ୍ରାପ୍ତୱନ୍ତସ୍ତଦନୁସାରେଣ ତୱ କେଚିଦ୍ ଆତ୍ମଜାଃ ସତ୍ୟମତମ୍ ଆଚରନ୍ତ୍ୟେତସ୍ୟ ପ୍ରମାଣଂ ପ୍ରାପ୍ୟାହଂ ଭୃଶମ୍ ଆନନ୍ଦିତୱାନ୍|
୪ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି ।
5 ସାମ୍ପ୍ରତଞ୍ଚ ହେ କୁରିଯେ, ନୱୀନାଂ କାଞ୍ଚିଦ୍ ଆଜ୍ଞାଂ ନ ଲିଖନ୍ନହମ୍ ଆଦିତୋ ଲବ୍ଧାମ୍ ଆଜ୍ଞାଂ ଲିଖନ୍ ତ୍ୱାମ୍ ଇଦଂ ୱିନଯେ ଯଦ୍ ଅସ୍ମାଭିଃ ପରସ୍ପରଂ ପ୍ରେମ କର୍ତ୍ତୱ୍ୟଂ|
୫ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
6 ଅପରଂ ପ୍ରେମୈତେନ ପ୍ରକାଶତେ ଯଦ୍ ୱଯଂ ତସ୍ୟାଜ୍ଞା ଆଚରେମ| ଆଦିତୋ ଯୁଷ୍ମାଭି ର୍ୟା ଶ୍ରୁତା ସେଯମ୍ ଆଜ୍ଞା ସା ଚ ଯୁଷ୍ମାଭିରାଚରିତୱ୍ୟା|
୬ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
7 ଯତୋ ବହୱଃ ପ୍ରୱଞ୍ଚକା ଜଗତ୍ ପ୍ରୱିଶ୍ୟ ଯୀଶୁଖ୍ରୀଷ୍ଟୋ ନରାୱତାରୋ ଭୂତ୍ୱାଗତ ଏତତ୍ ନାଙ୍ଗୀକୁର୍ୱ୍ୱନ୍ତି ସ ଏୱ ପ୍ରୱଞ୍ଚକଃ ଖ୍ରୀଷ୍ଟାରିଶ୍ଚାସ୍ତି|
୭କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।
8 ଅସ୍ମାକଂ ଶ୍ରମୋ ଯତ୍ ପଣ୍ଡଶ୍ରମୋ ନ ଭୱେତ୍ କିନ୍ତୁ ସମ୍ପୂର୍ଣଂ ୱେତନମସ୍ମାଭି ର୍ଲଭ୍ୟେତ ତଦର୍ଥଂ ସ୍ୱାନଧି ସାୱଧାନା ଭୱତଃ|
୮ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
9 ଯଃ କଶ୍ଚିଦ୍ ୱିପଥଗାମୀ ଭୂତ୍ୱା ଖ୍ରୀଷ୍ଟସ୍ୟ ଶିକ୍ଷାଯାଂ ନ ତିଷ୍ଠତି ସ ଈଶ୍ୱରଂ ନ ଧାରଯତି ଖ୍ରୀଷ୍ଟସ୍ୟ ଶିଜ୍ଞାଯାଂ ଯସ୍ତିଷ୍ଠତି ସ ପିତରଂ ପୁତ୍ରଞ୍ଚ ଧାରଯତି|
୯ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।
10 ଯଃ କଶ୍ଚିଦ୍ ଯୁଷ୍ମତ୍ସନ୍ନିଧିମାଗଚ୍ଛନ୍ ଶିକ୍ଷାମେନାଂ ନାନଯତି ସ ଯୁଷ୍ମାଭିଃ ସ୍ୱୱେଶ୍ମନି ନ ଗୃହ୍ୟତାଂ ତୱ ମଙ୍ଗଲଂ ଭୂଯାଦିତି ୱାଗପି ତସ୍ମୈ ନ କଥ୍ୟତାଂ|
୧୦ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ ।
11 ଯତସ୍ତୱ ମଙ୍ଗଲଂ ଭୂଯାଦିତି ୱାଚଂ ଯଃ କଶ୍ଚିତ୍ ତସ୍ମୈ କଥଯତି ସ ତସ୍ୟ ଦୁଷ୍କର୍ମ୍ମଣାମ୍ ଅଂଶୀ ଭୱତି|
୧୧ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।
12 ଯୁଷ୍ମାନ୍ ପ୍ରତି ମଯା ବହୂନି ଲେଖିତୱ୍ୟାନି କିନ୍ତୁ ପତ୍ରମସୀଭ୍ୟାଂ ତତ୍ କର୍ତ୍ତୁଂ ନେଚ୍ଛାମି, ଯତୋ ଽସ୍ମାକମ୍ ଆନନ୍ଦୋ ଯଥା ସମ୍ପୂର୍ଣୋ ଭୱିଷ୍ୟତି ତଥା ଯୁଷ୍ମତ୍ସମୀପମୁପସ୍ଥାଯାହଂ ସମ୍ମୁଖୀଭୂଯ ଯୁଷ୍ମାଭିଃ ସମ୍ଭାଷିଷ୍ୟ ଇତି ପ୍ରତ୍ୟାଶା ମମାସ୍ତେ|
୧୨ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।
13 ତୱାଭିରୁଚିତାଯା ଭଗିନ୍ୟା ବାଲକାସ୍ତ୍ୱାଂ ନମସ୍କାରଂ ଜ୍ଞାପଯନ୍ତି| ଆମେନ୍|
୧୩ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।