< ୨ କରିନ୍ଥିନଃ 5 >

1 ଅପରମ୍ ଅସ୍ମାକମ୍ ଏତସ୍ମିନ୍ ପାର୍ଥିୱେ ଦୂଷ୍ୟରୂପେ ୱେଶ୍ମନି ଜୀର୍ଣେ ସତୀଶ୍ୱରେଣ ନିର୍ମ୍ମିତମ୍ ଅକରକୃତମ୍ ଅସ୍ମାକମ୍ ଅନନ୍ତକାଲସ୍ଥାଯି ୱେଶ୍ମୈକଂ ସ୍ୱର୍ଗେ ୱିଦ୍ୟତ ଇତି ୱଯଂ ଜାନୀମଃ| (aiōnios g166)
ଆମର୍‌ ଗାଗଡ୍‌ ତୁମ୍‌ ଟାନିକରି ବାନ୍ଦିରଇବା ଗର୍‌ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍‌ଗେ ରଇବାପାଇ ଆମ୍‌କେ ଗଟେକ୍‌ ଗର୍‌ ଆଚେ । ଏଟା ନିଜେ ପର୍‌ମେସର୍‌ ତିଆର୍‌ କଲାଟା । ସେଟା କେବେ ବିନାସ୍‌ ନ ଅଏ । ସବୁ ଦିନର୍‌ପାଇ ରଇସି । (aiōnios g166)
2 ଯତୋ ହେତୋରେତସ୍ମିନ୍ ୱେଶ୍ମନି ତିଷ୍ଠନ୍ତୋ ୱଯଂ ତଂ ସ୍ୱର୍ଗୀଯଂ ୱାସଂ ପରିଧାତୁମ୍ ଆକାଙ୍କ୍ଷ୍ୟମାଣା ନିଃଶ୍ୱସାମଃ|
ମାତର୍‌ ଆମେ ଏ ଜଗତେ ରଉ ରଉ ଏତ୍‌କି କସ୍‌ଟ ପାଇଲୁନି । ସର୍‌ଗେ ରଇବା ଆମର୍‌ ନୁଆ ଗାଗଡ୍‌ ଏବେଆକା ଆମ୍‌କେ ମିଲ ବଲି ଆମେ ମନ୍‍ କଲୁନି ।
3 ତଥାପୀଦାନୀମପି ୱଯଂ ତେନ ନ ନଗ୍ନାଃ କିନ୍ତୁ ପରିହିତୱସନା ମନ୍ୟାମହେ|
କାଇକେବଇଲେ ମଲାତେଇଅନି ଆମ୍‌କେ ଉଟାଇଲାବେଲେ ଆମର୍‌ପାଇ ଗଟେକ୍‌ ଗାଗଡ୍‌ ଦର୍‌କାର୍‌ ଆଚେ ।
4 ଏତସ୍ମିନ୍ ଦୂଷ୍ୟେ ତିଷ୍ଠନତୋ ୱଯଂ କ୍ଲିଶ୍ୟମାନା ନିଃଶ୍ୱସାମଃ, ଯତୋ ୱଯଂ ୱାସଂ ତ୍ୟକ୍ତୁମ୍ ଇଚ୍ଛାମସ୍ତନ୍ନହି କିନ୍ତୁ ତଂ ଦ୍ୱିତୀଯଂ ୱାସଂ ପରିଧାତୁମ୍ ଇଚ୍ଛାମଃ, ଯତସ୍ତଥା କୃତେ ଜୀୱନେନ ମର୍ତ୍ୟଂ ଗ୍ରସିଷ୍ୟତେ|
ଏ ଜଗତେ ଆମେ ବଁଚି ର‍ଇଲାବେଲେ, ଇତିର୍‌ ଗାଗଡ୍‌ ନେଇକରି ଜେତ୍‌କି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍‌ ଏ ଗାଗଡ୍‌ ଚାଡ୍‌ବାକେ ଆମେ ମନ୍‍ କରୁ ନାଇ । ସର୍‌ଗେ ଅନି ଆଇବା ନୁଆ ଗାଗଡ୍‌ ଆମ୍‌କେ ମିଲ ବଲି ମନ୍‍ କଲୁନି । ସେନ୍ତାର୍‌ଆଲେ ମରନ୍‌କେ ସର୍‌ପି ଦେଇରଇବା ଏ ଗାଗଡର୍‌ ବାଦୁଲେ ସବୁଦିନର୍‌ ପାଇ ଜିବନ୍‌ ରଇବା ଗଟେକ୍‌ ଗାଗଡ୍‌ ମିଲାଇବୁ ।
5 ଏତଦର୍ଥଂ ୱଯଂ ଯେନ ସୃଷ୍ଟାଃ ସ ଈଶ୍ୱର ଏୱ ସ ଚାସ୍ମଭ୍ୟଂ ସତ୍ୟଙ୍କାରସ୍ୟ ପଣସ୍ୱରୂପମ୍ ଆତ୍ମାନଂ ଦତ୍ତୱାନ୍|
ମାତର୍‌ ପର୍‌ମେସର୍‌ ଆମର୍‌ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍‌ମନ୍‌କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍‌ କର୍‌ସି ବଲି ଆମ୍‌କେ ଚିନ୍‌ ଇସାବେ ସୁକଲ୍‌ ଆତ୍‌ମା ଦେଲାଆଚେ ।
6 ଅତଏୱ ୱଯଂ ସର୍ୱ୍ୱଦୋତ୍ସୁକା ଭୱାମଃ କିଞ୍ଚ ଶରୀରେ ଯାୱଦ୍ ଅସ୍ମାଭି ର୍ନ୍ୟୁଷ୍ୟତେ ତାୱତ୍ ପ୍ରଭୁତୋ ଦୂରେ ପ୍ରୋଷ୍ୟତ ଇତି ଜାନୀମଃ,
ସେଟାର୍‌ ପାଇ ଆମେ ସବୁବେଲେ ସାଆସ୍‌ ଅଇକରି ଆଚୁ । ଏ ସାର୍‌ବା ଗାଗ୍‌ଡେ ଆମେ ରଉ ରଉ, ମାପ୍‌ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
7 ଯତୋ ୱଯଂ ଦୃଷ୍ଟିମାର୍ଗେ ନ ଚରାମଃ କିନ୍ତୁ ୱିଶ୍ୱାସମାର୍ଗେ|
ଏ ଜଗତେ ରଇବା ଆମର୍‌ ଜିବନ୍‌, ପର୍‌ମେସର୍‌ଟାନେ ବିସ୍‌ବାସ୍‌ କରି ରଇଲୁନି । କାଇକେବଇଲେ ଜନ୍‌ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
8 ଅପରଞ୍ଚ ଶରୀରାଦ୍ ଦୂରେ ପ୍ରୱସ୍ତୁଂ ପ୍ରଭୋଃ ସନ୍ନିଧୌ ନିୱସ୍ତୁଞ୍ଚାକାଙ୍କ୍ଷ୍ୟମାଣା ଉତ୍ସୁକା ଭୱାମଃ|
ଉଁ ଆମର୍‌ ବିସ୍‌ବାସ୍‌ ସବୁବେଲେ ଡାଁଟ୍‌ ଆଚେ । ଏ ସାରିଜିବା ଗାଗଡ୍‌ ଚାଡିକରି ମାପ୍‌ରୁର୍‌ ଗରେ ଜିବାକେ ବଲି ଆମେ ଜାନିଆଚୁ ।
9 ତସ୍ମାଦେୱ କାରଣାଦ୍ ୱଯଂ ତସ୍ୟ ସନ୍ନିଧୌ ନିୱସନ୍ତସ୍ତସ୍ମାଦ୍ ଦୂରେ ପ୍ରୱସନ୍ତୋ ୱା ତସ୍ମୈ ରୋଚିତୁଂ ଯତାମହେ|
ମାତର୍‌ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍‌ମେସର୍‌ ରଇବାଟାନେ ରଇଲେ ମିସା, ସେ ଜନ୍‌ଟା ଆମର୍‌ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍‍ ଅ ବଲି ଆମେ ମନ୍‍ କଲୁନି ।
10 ଯସ୍ମାତ୍ ଶରୀରାୱସ୍ଥାଯାମ୍ ଏକୈକେନ କୃତାନାଂ କର୍ମ୍ମଣାଂ ଶୁଭାଶୁଭଫଲପ୍ରାପ୍ତଯେ ସର୍ୱ୍ୱୈସ୍ମାଭିଃ ଖ୍ରୀଷ୍ଟସ୍ୟ ୱିଚାରାସନସମ୍ମୁଖ ଉପସ୍ଥାତୱ୍ୟଂ|
୧୦ଆମେ ସବୁଲକ୍‌ କିରିସ୍‌ଟର୍‌ ମୁଆଟେ ଆଇବାକେ ପଡ୍‌ସି । କାଇକେବଇଲେ ସେ ଆମର୍‌ କାମ୍‌ ବିଚାର୍‍ କର୍‍ସି । ଏ ଜଗତେ ରଇକରି ଆମେ ଜନ୍‌ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ ବୁତି ମିଲ୍‌ସି ।
11 ଅତଏୱ ପ୍ରଭୋ ର୍ଭଯାନକତ୍ୱଂ ୱିଜ୍ଞାଯ ୱଯଂ ମନୁଜାନ୍ ଅନୁନଯାମଃ କିଞ୍ଚେଶ୍ୱରସ୍ୟ ଗୋଚରେ ସପ୍ରକାଶା ଭୱାମଃ, ଯୁଷ୍ମାକଂ ସଂୱେଦଗୋଚରେଽପି ସପ୍ରକାଶା ଭୱାମ ଇତ୍ୟାଶଂସାମହେ|
୧୧ଆମେ ଜାନିଆଚୁ ମାପ୍‌ରୁ ଆମ୍‌କେ ବିଚାର୍‍ କର୍‌ବାବେଲେ ଗଟେକ୍‌ ଡର୍‌ବା ବେଲା ଅଇସି । ସେଟାର୍‌ପାଇ ଆମେ ଲକ୍‌ମନ୍‌କେ ମାନାଇଲୁନି । ପର୍‌ମେସର୍‌ ଆମ୍‌କେ ପୁରାପୁରୁନ୍‌ ଜାନ୍‌ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍‌ ମନେ ମନେ ମକେ ଜାନିରୁଆ ।
12 ଅନେନ ୱଯଂ ଯୁଷ୍ମାକଂ ସନ୍ନିଧୌ ପୁନଃ ସ୍ୱାନ୍ ପ୍ରଶଂସାମ ଇତି ନହି କିନ୍ତୁ ଯେ ମନୋ ୱିନା ମୁଖୈଃ ଶ୍ଲାଘନ୍ତେ ତେଭ୍ୟଃ ପ୍ରତ୍ୟୁତ୍ତରଦାନାଯ ଯୂଯଂ ଯଥାସ୍ମାଭିଃ ଶ୍ଲାଘିତୁଂ ଶକ୍ନୁଥ ତାଦୃଶମ୍ ଉପାଯଂ ଯୁଷ୍ମଭ୍ୟଂ ୱିତରାମଃ|
୧୨ଏଟା ସବୁ ଲେକିକରି ତମେ ଆମ୍‌କେ ଆରିତରେକ୍‌ ଏ ଲକ୍‌ ନିକ ବଲିକରି କୁଆଇଅଇବାକେ ଆମେ ମନ୍‍ କରୁନାଇ । ମାତର୍‌ ଆମେ ଆସା କର୍‌ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍‍ କଲୁନି । ଆରି ଜନ୍‌ ଲକ୍‌ମନ୍‌ ନିକ ଗୁନ୍‌ ନ ମାନିକରି, ବାଇରେ ଡିସ୍‌ବା ବିସଇଟାନେ ବଡ୍‌ପନ୍‌ ଅଇବାଇ, ସେମନ୍‌କେ ବୁଜାଇପାରାସ୍‌ ।
13 ଯଦି ୱଯଂ ହତଜ୍ଞାନା ଭୱାମସ୍ତର୍ହି ତଦ୍ ଈଶ୍ୱରାର୍ଥକଂ ଯଦି ଚ ସଜ୍ଞାନା ଭୱାମସ୍ତର୍ହି ତଦ୍ ଯୁଷ୍ମଦର୍ଥକଂ|
୧୩କେତେଲକ୍‌ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍‌ବାଇ । ସେନ୍ତାର୍‌ଆଲେ ସେନ୍ତି ଅଇବାଟା ପର୍‌ମେସର୍‌ ମନ୍‍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍‌ଲେ ସେଟା ତମର୍‌ ବଲ୍‌ ପାଇ ।
14 ୱଯଂ ଖ୍ରୀଷ୍ଟସ୍ୟ ପ୍ରେମ୍ନା ସମାକୃଷ୍ୟାମହେ ଯତଃ ସର୍ୱ୍ୱେଷାଂ ୱିନିମଯେନ ଯଦ୍ୟେକୋ ଜନୋଽମ୍ରିଯତ ତର୍ହି ତେ ସର୍ୱ୍ୱେ ମୃତା ଇତ୍ୟାସ୍ମାଭି ର୍ବୁଧ୍ୟତେ|
୧୪କିରିସ୍‌ଟର୍‌ ଆଲାଦ୍‌ ଆମ୍‌କେ ବାଟ୍‌ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍‌ ଲାଗି ଆମେ ସବୁଲକ୍‌ ତାର୍‌ ମରନେ ମିସିଆଚୁ ।
15 ଅପରଞ୍ଚ ଯେ ଜୀୱନ୍ତି ତେ ଯତ୍ ସ୍ୱାର୍ଥଂ ନ ଜୀୱନ୍ତି କିନ୍ତୁ ତେଷାଂ କୃତେ ଯୋ ଜନୋ ମୃତଃ ପୁନରୁତ୍ଥାପିତଶ୍ଚ ତମୁଦ୍ଦିଶ୍ୟ ଯତ୍ ଜୀୱନ୍ତି ତଦର୍ଥମେୱ ସ ସର୍ୱ୍ୱେଷାଂ କୃତେ ମୃତୱାନ୍|
୧୫ସେ ସବୁ ଲକର୍‌ପାଇ ମଲାଆଚେ । ଜେନ୍ତି କି ଜନ୍‌ଲକ୍‌ମନ୍‌ ବଁଚି ଆଚତ୍‌, ସେମନ୍‌ ନିଜର୍‌ ପାଇ ନ ବଁଚତ୍‍ । ଜେ ତାକର୍‌ ପାଇ ମରିକରି ଜିବନ୍‌ ଅଇ ଉଟ୍‌ଲା, ଅବ୍‌କା ତାର୍‌ ପାଇସେ ବଁଚ୍‌ବାର୍‌ ଆଚେ ।
16 ଅତୋ ହେତୋରିତଃ ପରଂ କୋଽପ୍ୟସ୍ମାଭି ର୍ଜାତିତୋ ନ ପ୍ରତିଜ୍ଞାତୱ୍ୟଃ| ଯଦ୍ୟପି ପୂର୍ୱ୍ୱଂ ଖ୍ରୀଷ୍ଟୋ ଜାତିତୋଽସ୍ମାଭିଃ ପ୍ରତିଜ୍ଞାତସ୍ତଥାପୀଦାନୀଂ ଜାତିତଃ ପୁନ ର୍ନ ପ୍ରତିଜ୍ଞାଯତେ|
୧୬ଏ ଜଗତର୍‌ ଲକ୍‌ମନ୍‌ ବିଚାର୍‌ କଲାପାରା ଆମେ ଲକ୍‌ମନ୍‌କେ ବିଚାର୍‌ନା କରୁନାଇ । ପୁର୍‌ବେ ଆମେ କିରିସ୍‌ଟକେ ମିସା ଏ ଜଗତର୍‌ ଲକ୍‌ ବିଚାର୍‌ କଲାପାରା କର୍‌ତେରଇଲୁ । ମାତର୍‌ ଏବେ ଆମେ ସେନ୍ତି କରୁନାଇ ।
17 କେନଚିତ୍ ଖ୍ରୀଷ୍ଟ ଆଶ୍ରିତେ ନୂତନା ସୃଷ୍ଟି ର୍ଭୱତି ପୁରାତନାନି ଲୁପ୍ୟନ୍ତେ ପଶ୍ୟ ନିଖିଲାନି ନୱୀନାନି ଭୱନ୍ତି|
୧୭ଜେ ଜଦି କିରିସ୍‌ଟ ସଙ୍ଗ୍‍ ମିସ୍‌ଲେ ସେ ଗଟେକ୍‌ ନୁଆ ଲକ୍‌ ଅଇସି । ପୁର୍‌ନା ଚଲାଚଲ୍‌ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
18 ସର୍ୱ୍ୱଞ୍ଚୈତଦ୍ ଈଶ୍ୱରସ୍ୟ କର୍ମ୍ମ ଯତୋ ଯୀଶୁଖ୍ରୀଷ୍ଟେନ ସ ଏୱାସ୍ମାନ୍ ସ୍ୱେନ ସାର୍ଦ୍ଧଂ ସଂହିତୱାନ୍ ସନ୍ଧାନସମ୍ବନ୍ଧୀଯାଂ ପରିଚର୍ୟ୍ୟାମ୍ ଅସ୍ମାସୁ ସମର୍ପିତୱାଂଶ୍ଚ|
୧୮ଏଟା ସବୁ ପର୍‌ମେସର୍‌ କଲାଆଚେ । ସେ କିରିସ୍‌ଟକେ ଦେଇ ଆମ୍‌କେ ସତ୍‌ରୁ ରଇବା ତେଇଅନି ମଇତର୍‌ କରିଆଚେ । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
19 ଯତଃ ଈଶ୍ୱରଃ ଖ୍ରୀଷ୍ଟମ୍ ଅଧିଷ୍ଠାଯ ଜଗତୋ ଜନାନାମ୍ ଆଗାଂସି ତେଷାମ୍ ଋଣମିୱ ନ ଗଣଯନ୍ ସ୍ୱେନ ସାର୍ଦ୍ଧଂ ତାନ୍ ସଂହିତୱାନ୍ ସନ୍ଧିୱାର୍ତ୍ତାମ୍ ଅସ୍ମାସୁ ସମର୍ପିତୱାଂଶ୍ଚ|
୧୯ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ସବୁ ମୁନୁସ୍‌ ଜାତିକେ ତାର୍‌ ନିଜର୍‌ ମଇତର୍‌ କରିପାର୍‌ସି । ଆରି ସେ ତାକର୍‌ ସବୁ ପାପ୍‌ କେମା କରିଦେଇସି । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
20 ଅତୋ ୱଯଂ ଖ୍ରୀଷ୍ଟସ୍ୟ ୱିନିମଯେନ ଦୌତ୍ୟଂ କର୍ମ୍ମ ସମ୍ପାଦଯାମହେ, ଈଶ୍ୱରଶ୍ଚାସ୍ମାଭି ର୍ୟୁଷ୍ମାନ୍ ଯାଯାଚ୍ୟତେ ତତଃ ଖ୍ରୀଷ୍ଟସ୍ୟ ୱିନିମଯେନ ୱଯଂ ଯୁଷ୍ମାନ୍ ପ୍ରାର୍ଥଯାମହେ ଯୂଯମୀଶ୍ୱରେଣ ସନ୍ଧତ୍ତ|
୨୦ପର୍‌ମେସର୍‌ ଆମ୍‌କେ ଦେଇ ତମ୍‌କେ ବାବୁଜିଆ କଲାନି । ଏଟାର୍‌ପାଇ କିରିସ୍‌ଟ ଆମ୍‌କେ ପାଟାଇଲା ଆଚେ । ଆରି କିରିସ୍‌ଟର୍‌ ଲାଗି ଆମେ ମିସା ତମ୍‌କେ ବାବୁଜିଆ କଲୁନି । ପର୍‌ମେସର୍‌ ତମ୍‌କେ ସତ୍‌ରୁଟାନେଅନି ମଇତର୍‌ କର ।
21 ଯତୋ ୱଯଂ ତେନ ଯଦ୍ ଈଶ୍ୱରୀଯପୁଣ୍ୟଂ ଭୱାମସ୍ତଦର୍ଥଂ ପାପେନ ସହ ଯସ୍ୟ ଜ୍ଞାତେଯଂ ନାସୀତ୍ ସ ଏୱ ତେନାସ୍ମାକଂ ୱିନିମଯେନ ପାପଃ କୃତଃ|
୨୧କିରିସ୍‌ଟକେ କାଇ ପାପ୍‌ ନ ରଇଲା । ମାତର୍‌ ଆମର୍‌ ପାପର୍‌ ପାଇ ଆକା ସେ ଡଣ୍ଡ୍‌ ପାଅ ବଲି ପର୍‌ମେସର୍‌ ଟିକ୍‌ କଲା । କିରିସ୍‌ଟ ସଙ୍ଗ୍‍ ମିସ୍‌ଲାର୍‌ପାଇ ଏବେ ପର୍‌ମେସର୍‌ ଆମ୍‌କେ ଦରମ୍‌ ଲକ୍‌ ଇସାବେ ଦେକ୍‌ଲାନି ।

< ୨ କରିନ୍ଥିନଃ 5 >