< ୧ ଯୋହନଃ 5 >

1 ଯୀଶୁରଭିଷିକ୍ତସ୍ତ୍ରାତେତି ଯଃ କଶ୍ଚିଦ୍ ୱିଶ୍ୱାସିତି ସ ଈଶ୍ୱରାତ୍ ଜାତଃ; ଅପରଂ ଯଃ କଶ୍ଚିତ୍ ଜନଯିତରି ପ୍ରୀଯତେ ସ ତସ୍ମାତ୍ ଜାତେ ଜନେ ଽପି ପ୍ରୀଯତେ|
ଜେ କି ଜିସୁକେ ମସିଅ ବଲି ବିସ୍‌ବାସ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା । ଆରି ଜେ କି ବାବାକେ ଆଲାଦ୍‌ କର୍‌ସି, ସେ ତାର୍‌ ପିଲାକେ ମିସା ଆଲାଦ୍‌ କର୍‌ସି ।
2 ୱଯମ୍ ଈଶ୍ୱରସ୍ୟ ସନ୍ତାନେଷୁ ପ୍ରୀଯାମହେ ତଦ୍ ଅନେନ ଜାନୀମୋ ଯଦ୍ ଈଶ୍ୱରେ ପ୍ରୀଯାମହେ ତସ୍ୟାଜ୍ଞାଃ ପାଲଯାମଶ୍ଚ|
ପର୍‌ମେସରର୍‌ ପିଲାମନ୍‌କେ ଆମେ ଆଲାଦ୍‌ କଲୁନି ବଲି ଏନ୍ତାରି ଜାନିଅଇସି । ପର୍‌ମେସର୍‌କେ ଆଲାଦ୍‌ କରି ଆରି ତାର୍‌ ଆଦେସ୍‌ ମିସା ମାନିକରି ।
3 ଯତ ଈଶ୍ୱରେ ଯତ୍ ପ୍ରେମ ତତ୍ ତଦୀଯାଜ୍ଞାପାଲନେନାସ୍ମାଭିଃ ପ୍ରକାଶଯିତୱ୍ୟଂ, ତସ୍ୟାଜ୍ଞାଶ୍ଚ କଠୋରା ନ ଭୱନ୍ତି|
ଆମେ ଜଦି ସତଇସେ ପର୍‌ମେସର୍‌କେ ଆଲାଦ୍‌ କଲେ, ତାର୍‌ ଆଦେସ୍‌ ସବୁ ମାନ୍‌ବୁ । ସେ ଆମ୍‌କେ ତିଆର୍‌ଲା ବିସଇ ମାନ୍‌ବାକେ ଆମ୍‌କେ ଆବଡ୍‌ ନ ଲାଗେ ।
4 ଯତୋ ଯଃ କଶ୍ଚିଦ୍ ଈଶ୍ୱରାତ୍ ଜାତଃ ସ ସଂସାରଂ ଜଯତି କିଞ୍ଚାସ୍ମାକଂ ଯୋ ୱିଶ୍ୱାସଃ ସ ଏୱାସ୍ମାକଂ ସଂସାରଜଯିଜଯଃ|
କାଇକେବଇଲେ ପର୍‌ମେସରର୍‌ ସବୁ ପିଲା ଏ ଜଗତର୍‌ କାରାପ୍‌ ଚଲାଚଲ୍‌ତି ନିଚିକରି ଜିତିପାର୍‌ସି । ଆମର୍‌ ବିସ୍‌ବାସର୍‌ ଲାଗି ଆମେ ଜଗତ୍‌କେ ଜିତିଅଇସି ।
5 ଯୀଶୁରୀଶ୍ୱରସ୍ୟ ପୁତ୍ର ଇତି ଯୋ ୱିଶ୍ୱସିତି ତଂ ୱିନା କୋଽପରଃ ସଂସାରଂ ଜଯତି?
ଏ ଜଗତ୍‌କେ କେ ଆରାଇପାର୍‌ସି? ଜିସୁକେ ପର୍‌ମେସରର୍‌ ପଅ ବଲି ଜେ ବିସ୍‌ବାସ୍‌ କର୍‌ସି, ସେ ଏ ଜଗତ୍‌କେ ଆରାଇସି ।
6 ସୋଽଭିଷିକ୍ତସ୍ତ୍ରାତା ଯୀଶୁସ୍ତୋଯରୁଧିରାଭ୍ୟାମ୍ ଆଗତଃ କେୱଲଂ ତୋଯେନ ନହି କିନ୍ତୁ ତୋଯରୁଧିରାଭ୍ୟାମ୍, ଆତ୍ମା ଚ ସାକ୍ଷୀ ଭୱତି ଯତ ଆତ୍ମା ସତ୍ୟତାସ୍ୱରୂପଃ|
ଜିସୁକିରିସ୍‌ଟ ପର୍‌ମେସରର୍‌ ପ ବଲିକରି, ଡୁବନ୍‌ ଦେଉ ଜଅନ୍‌ ତାକେ ପାନିତେଇ ଡୁବନ୍‌ ଦେଲା । ଆରି ସେ ମଲାବେଲେ ତାର୍‌ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍‌କା ପାନିସଙ୍ଗ୍ ଡୁବନ୍‌ ଅଇଲା, ମାତର୍‌ ତାର୍‌ ମରନେ ତାର୍‌ ବନି ରକଇଅଇଲା । ଏ ସବୁ ବିସଇ ସତ୍‌ ବଲି ସୁକଲ୍‌ଆତ୍‌ମା ଆମ୍‌କେ ସାକିଦେଲାନି । କାଇକେବଇଲେ ସେ ସତ୍‌ ଆତ୍‌ମା ।
7 ଯତୋ ହେତୋଃ ସ୍ୱର୍ଗେ ପିତା ୱାଦଃ ପୱିତ୍ର ଆତ୍ମା ଚ ତ୍ରଯ ଇମେ ସାକ୍ଷିଣଃ ସନ୍ତି, ତ୍ରଯ ଇମେ ଚୈକୋ ଭୱନ୍ତି|
ତେବର୍‌ପାଇ ତିନ୍‌ଟା ସାକିତେଇଅନି ଆମେ ସତ୍‌ ଜାନ୍‌ଲୁନି ।
8 ତଥା ପୃଥିୱ୍ୟାମ୍ ଆତ୍ମା ତୋଯଂ ରୁଧିରଞ୍ଚ ତ୍ରୀଣ୍ୟେତାନି ସାକ୍ଷ୍ୟଂ ଦଦାତି ତେଷାଂ ତ୍ରଯାଣାମ୍ ଏକତ୍ୱଂ ଭୱତି ଚ|
ସୁକଲ୍‌ଆତ୍‌ମା, ଡୁବନ୍‌ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍‌ଟାଜାକ ସାକିତେଇ ରାଜି ଅଇଆଚତ୍‌ ।
9 ମାନୱାନାଂ ସାକ୍ଷ୍ୟଂ ଯଦ୍ୟସ୍ମାଭି ର୍ଗୃହ୍ୟତେ ତର୍ହୀଶ୍ୱରସ୍ୟ ସାକ୍ଷ୍ୟଂ ତସ୍ମାଦପି ଶ୍ରେଷ୍ଠଂ ଯତଃ ସ୍ୱପୁତ୍ରମଧୀଶ୍ୱରେଣ ଦତ୍ତଂ ସାକ୍ଷ୍ୟମିଦଂ|
ଜେଡେବେଲେ ଲକ୍‌ମନ୍‌ ତାକର୍‌ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍‌କେ ବିସ୍‌ବାସ୍‌ କର୍‌ବୁ । ମାତର୍‌ ପର୍‌ମେସର୍‌ ଆମ୍‌କେ ସାକିଦେବାଟା ତାର୍‌ତେଇଅନି ଅଦିକ୍‌ ମୁକିଅ । କାଇକେବଇଲେ ସେଟା ପର୍‌ମେସରର୍‌ ସାକି । ସେ ତାର୍‌ ନିଜର୍‌ ପଅର୍‌ ବିସଇନେଇ ଆମ୍‌କେ ସାକିଦେଲାନି ।
10 ଈଶ୍ୱରସ୍ୟ ପୁତ୍ରେ ଯୋ ୱିଶ୍ୱାସିତି ସ ନିଜାନ୍ତରେ ତତ୍ ସାକ୍ଷ୍ୟଂ ଧାରଯତି; ଈଶ୍ୱରେ ଯୋ ନ ୱିଶ୍ୱସିତି ସ ତମ୍ ଅନୃତୱାଦିନଂ କରୋତି ଯତ ଈଶ୍ୱରଃ ସ୍ୱପୁତ୍ରମଧି ଯତ୍ ସାକ୍ଷ୍ୟଂ ଦତ୍ତୱାନ୍ ତସ୍ମିନ୍ ସ ନ ୱିଶ୍ୱସିତି|
୧୦କେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ବିସ୍‌ବାସ୍‌ କଲେ, ପର୍‌ମେସରର୍‌ ସାକି ତାକର୍‌ ମନ୍‌ ବିତ୍‌ରେ ଆଚେ । ପର୍‌ମେସର୍‌ କଇଲା କାତା ଜେ ଜଦି ବିସ୍‌ବାସ୍‌ ନ କରେ, ସେ ମିଚ୍‌ ବଲିକରି କଇଲାନି । କାଇକେବଇଲେ ତାର୍‌ ନିଜର୍‌ ପଅର୍‌ ବିସଇ କଇଲାଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
11 ତଚ୍ଚ ସାକ୍ଷ୍ୟମିଦଂ ଯଦ୍ ଈଶ୍ୱରୋ ଽସ୍ମଭ୍ୟମ୍ ଅନନ୍ତଜୀୱନଂ ଦତ୍ତୱାନ୍ ତଚ୍ଚ ଜୀୱନଂ ତସ୍ୟ ପୁତ୍ରେ ୱିଦ୍ୟତେ| (aiōnios g166)
୧୧ସେ ସାକିଅ ଏଟା ସେ । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ଜିବନ୍‌ ଦେଲାଆଚେ । ଏ ଜିବନ୍‌ ଆମେ ତାର୍‌ ପଅର୍‌ଲାଗି ମିଲାଇଆଚୁ । (aiōnios g166)
12 ଯଃ ପୁତ୍ରଂ ଧାରଯତି ସ ଜୀୱନଂ ଧାରିଯତି, ଈଶ୍ୱରସ୍ୟ ପୁତ୍ରଂ ଯୋ ନ ଧାରଯତି ସ ଜୀୱନଂ ନ ଧାରଯତି|
୧୨ତାର୍‌ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍‌ ଏ ନ ସାର୍‌ବା ଜିବନ୍‌ ପାଇବାଇ । ଆରି ଜେ ତାର୍‌ ପଅର୍‌ସଙ୍ଗ୍‍ ମିସେନାଇ ସେ ଏ ଜିବନ୍‌ ମିସା ପାଏନାଇ ।
13 ଈଶ୍ୱରପୁତ୍ରସ୍ୟ ନାମ୍ନି ଯୁଷ୍ମାନ୍ ପ୍ରତ୍ୟେତାନି ମଯା ଲିଖିତାନି ତସ୍ୟାଭିପ୍ରାଯୋ ଽଯଂ ଯଦ୍ ଯୂଯମ୍ ଅନନ୍ତଜୀୱନପ୍ରାପ୍ତା ଇତି ଜାନୀଯାତ ତସ୍ୟେଶ୍ୱରପୁତ୍ରସ୍ୟ ନାମ୍ନି ୱିଶ୍ୱସେତ ଚ| (aiōnios g166)
୧୩ତମେ ଜେତ୍‌କି ଲକ୍‌ ପର୍‌ମେସରର୍‌ ପଅକେ ବିସ୍‌ବାସ୍‌ କଲାସ୍‌ନି, ତମ୍‌କେ ଏ ଚିଟି ଲେକ୍‌ଲିନି । ଜେନ୍ତାରିକି ଆମ୍‌କେ ନ ସାର୍‌ବା ଜିବନ୍‌ ଆଚେ ବଲି ତମେ ଜାନାସ୍‌ । (aiōnios g166)
14 ତସ୍ୟାନ୍ତିକେ ଽସ୍ମାକଂ ଯା ପ୍ରତିଭା ଭୱତି ତସ୍ୟାଃ କାରଣମିଦଂ ଯଦ୍ ୱଯଂ ଯଦି ତସ୍ୟାଭିମତଂ କିମପି ତଂ ଯାଚାମହେ ତର୍ହି ସୋ ଽସ୍ମାକଂ ୱାକ୍ୟଂ ଶୃଣୋତି|
୧୪ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍‌ ମନ୍‍ କଲା ଇସାବେ ଆମେ କାଇଟା ମାଙ୍ଗ୍‌ଲେ ମିସା ସେ ଆମ୍‌କେ ଦେଇସି ।
15 ସ ଚାସ୍ମାକଂ ଯତ୍ କିଞ୍ଚନ ଯାଚନଂ ଶୃଣୋତୀତି ଯଦି ଜାନୀମସ୍ତର୍ହି ତସ୍ମାଦ୍ ଯାଚିତା ୱରା ଅସ୍ମାଭିଃ ପ୍ରାପ୍ୟନ୍ତେ ତଦପି ଜାନୀମଃ|
୧୫ଜେଡେବେଲେ ଆମେ ତାକେ ମାଙ୍ଗ୍‌ଲେ, ସେ ଆମର୍‌ କାତା ସୁନ୍‌ସି । ଆମେ ତାକେ ପାର୍‌ତନାଇ ଜାଇଟା ମାଙ୍ଗ୍‌ଲେ ସେଟା ଆମ୍‌କେ ଦେଇସି ।
16 କଶ୍ଚିଦ୍ ଯଦି ସ୍ୱଭ୍ରାତରମ୍ ଅମୃତ୍ୟୁଜନକଂ ପାପଂ କୁର୍ୱ୍ୱନ୍ତଂ ପଶ୍ୟତି ତର୍ହି ସ ପ୍ରାର୍ଥନାଂ କରୋତୁ ତେନେଶ୍ୱରସ୍ତସ୍ମୈ ଜୀୱନଂ ଦାସ୍ୟତି, ଅର୍ଥତୋ ମୃତ୍ୟୁଜନକଂ ପାପଂ ଯେନ ନାକାରିତସ୍ମୈ| କିନ୍ତୁ ମୃତ୍ୟୁଜନକମ୍ ଏକଂ ପାପମ୍ ଆସ୍ତେ ତଦଧି ତେନ ପ୍ରାର୍ଥନା କ୍ରିଯତାମିତ୍ୟହଂ ନ ୱଦାମି|
୧୬ଜଦି ତମର୍‌ ସଙ୍ଗର୍‌ ବିସ୍‌ବାସି ବାଇ ପାପ୍‌କଲାନି ବଲି ଜାନ୍‌ଲେ, ଆରି ସେ ପାପ୍‌, ଲକ୍‌କେ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପ୍‌ ନଇଲେ, ସେ ଲକ୍‌କେ ରକିଆ କର ବଲି ତାକେ ଗୁଆରି କର୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ସେ ଲକ୍‌କେ କେମାକରି ରକିଆ କର୍‌ସି । ଏଟା ଜେନ୍ତାରି ପାପ୍‌ ଜନ୍‍ଟା ମରନର୍‍ ବାଟେ ଲକ୍‍ମନ୍‍କେ ନ ଡାକିନେଏ, ସେନ୍ତାରି ପାପର୍‍ ପାଇ । ମାତର୍‍ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପର୍‍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।
17 ସର୍ୱ୍ୱ ଏୱାଧର୍ମ୍ମଃ ପାପଂ କିନ୍ତୁ ସର୍ୱ୍ୱପାଂପ ମୃତ୍ୟୁଜନକଂ ନହି|
୧୭ସବୁ ରକାମର୍‌ ବୁଲ୍‌ କାମ୍‌ ପାପ୍‌ସେ । ମାତର୍‌ ସବୁ ରକାମର୍‍ ପାପ୍‌ ମରନର୍‍ ବାଟେ ନ ଡାକିନେଏ ।
18 ଯ ଈଶ୍ୱରାତ୍ ଜାତଃ ସ ପାପାଚାରଂ ନ କରୋତି କିନ୍ତ୍ୱୀଶ୍ୱରାତ୍ ଜାତୋ ଜନଃ ସ୍ୱଂ ରକ୍ଷତି ତସ୍ମାତ୍ ସ ପାପାତ୍ମା ତଂ ନ ସ୍ପୃଶତୀତି ୱଯଂ ଜାନୀମଃ|
୧୮ଆମେ ଜାନିଆଚୁ, ଜେ ପର୍‌ମେସରର୍‌ ପିଲା ଅଇଗାଲା ଆଚେ, ସେ ପାପ୍‌କାମ୍‌ କରିଲାଗି ନ ରଏ । କାଇକେବଇଲେ ପର୍‌ମେସରର୍‌ ପଅ ତାକେ ଦେକାରକା କର୍‍ସି । ଆରି ସଇତାନ୍‌ ଜେ କି ସବୁ ରକାମ୍‌ କାରାପ୍‌ କାମ୍‌ କରାଇସି, ତାକେ କାଇଟା କରିନଏଁ ।
19 ୱଯମ୍ ଈଶ୍ୱରାତ୍ ଜାତାଃ କିନ୍ତୁ କୃତ୍ସ୍ନଃ ସଂସାରଃ ପାପାତ୍ମନୋ ୱଶଂ ଗତୋ ଽସ୍ତୀତି ଜାନୀମଃ|
୧୯ଆମେ ଜାନିଆଚୁ, ଆମେ ପର୍‌ମେସରର୍‌ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍‌ ସେମନ୍‌କେ ସାସନ୍‌ କଲାନି ।
20 ଅପରମ୍ ଈଶ୍ୱରସ୍ୟ ପୁତ୍ର ଆଗତୱାନ୍ ୱଯଞ୍ଚ ଯଯା ତସ୍ୟ ସତ୍ୟମଯସ୍ୟ ଜ୍ଞାନଂ ପ୍ରାପ୍ନୁଯାମସ୍ତାଦୃଶୀଂ ଧିଯମ୍ ଅସ୍ମଭ୍ୟଂ ଦତ୍ତୱାନ୍ ଇତି ଜାନୀମସ୍ତସ୍ମିନ୍ ସତ୍ୟମଯେ ଽର୍ଥତସ୍ତସ୍ୟ ପୁତ୍ରେ ଯୀଶୁଖ୍ରୀଷ୍ଟେ ତିଷ୍ଠାମଶ୍ଚ; ସ ଏୱ ସତ୍ୟମଯ ଈଶ୍ୱରୋ ଽନନ୍ତଜୀୱନସ୍ୱରୂପଶ୍ଚାସ୍ତି| (aiōnios g166)
୨୦ଆମେ ଏଟା ମିସା ଜାନିଆଚୁ ଜେ, ତାର୍‌ ପଅ ଏ ଜଗତେ ଆଇଲା ଆରି ଆମ୍‌କେ ସତ୍‌ ପର୍‌ମେସର୍‌କେ ଜାନାଇଲା । ଏ ସତ୍‌ ପର୍‌ମେସରର୍‌ ସଙ୍ଗ୍‍ ଆମେ ମିସିକରିଆଚୁ । କାଇକେବଇଲେ ତାର୍‌ ପଅ ଜିସୁକିରିସ୍‌ଟର୍‍ ସଙ୍ଗ୍‍ ଆମେ ମିସିଆଚୁ । ସେ ସେ ସତ୍‌ ପର୍‌ମେସର୍‌ ଆରି ସେ ସେ ଲକ୍‌ମନ୍‌କେ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
21 ହେ ପ୍ରିଯବାଲକାଃ, ଯୂଯଂ ଦେୱମୂର୍ତ୍ତିଭ୍ୟଃ ସ୍ୱାନ୍ ରକ୍ଷତ| ଆମେନ୍|
୨୧ଏ ମର୍‌ ଆଲାଦର୍‌ ପିଲାଟକିମନ୍‌, ମିଚ୍‌ ପୁତ୍‍ଲାମନର୍‌ ଟାନେଅନି ଦୁରିକେ ରୁଆ ।

< ୧ ଯୋହନଃ 5 >