< ୧ ଯୋହନଃ 3 >

1 ପଶ୍ୟତ ୱଯମ୍ ଈଶ୍ୱରସ୍ୟ ସନ୍ତାନା ଇତି ନାମ୍ନାଖ୍ୟାମହେ, ଏତେନ ପିତାସ୍ମଭ୍ୟଂ କୀଦୃକ୍ ମହାପ୍ରେମ ପ୍ରଦତ୍ତୱାନ୍, କିନ୍ତୁ ସଂସାରସ୍ତଂ ନାଜାନାତ୍ ତତ୍କାରଣାଦସ୍ମାନ୍ ଅପି ନ ଜାନାତି|
ଅଲପ୍‌ ବାବିଦେକାପନି, ବାବା ପର୍‌ମେସର୍‌ ଆମ୍‌କେ କେଡେକ୍‌ ଆଲାଦ୍‌ କଲାନି । ତାର୍‌ ଏତେକ୍‌ ଆଲାଦର୍‌ ଲାଗି ଆମେ ତାର୍‌ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍‌ ଅଇଆଚୁ ବଲି ଏ ଜଗତର୍‌ ଲକ୍‌ ବୁଜତ୍‌ନାଇ । କାଇକେବଇଲେ ଆମର୍‌ ବାବା ପର୍‌ମେସର୍‌କେ ସେମନ୍‌ ନାଜାନତ୍‌ ।
2 ହେ ପ୍ରିଯତମାଃ, ଇଦାନୀଂ ୱଯମ୍ ଈଶ୍ୱରସ୍ୟ ସନ୍ତାନା ଆସ୍ମହେ ପଶ୍ଚାତ୍ କିଂ ଭୱିଷ୍ୟାମସ୍ତଦ୍ ଅଦ୍ୟାପ୍ୟପ୍ରକାଶିତଂ କିନ୍ତୁ ପ୍ରକାଶଂ ଗତେ ୱଯଂ ତସ୍ୟ ସଦୃଶା ଭୱିଷ୍ୟାମି ଇତି ଜାନୀମଃ, ଯତଃ ସ ଯାଦୃଶୋ ଽସ୍ତି ତାଦୃଶୋ ଽସ୍ମାଭିର୍ଦର୍ଶିଷ୍ୟତେ|
ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଏବେ ଆମେ ପର୍‌ମେସରର୍‌ ପିଲାଜିଲା ଅଇଆଚୁ । ପଚ୍‌କେ ଆମେ କେନ୍ତାର୍‌ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍‌ ଜେଡେବେଲେ କିରିସ୍‌ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍‌ବୁ । ଆମେ ମିସା ତାର୍‌ପାରା ଅଇଜିବୁ । ଏଟା ସତ୍‌ ।
3 ତସ୍ମିନ୍ ଏଷା ପ୍ରତ୍ୟାଶା ଯସ୍ୟ କସ୍ୟଚିଦ୍ ଭୱତି ସ ସ୍ୱଂ ତଥା ପୱିତ୍ରଂ କରୋତି ଯଥା ସ ପୱିତ୍ରୋ ଽସ୍ତି|
ଜେତ୍‌କି ଲକ୍‌ କିରିସ୍‌ଟର୍‌ ପାରା ଅଇବୁ ବଲି ଆସା କଲାସ୍‌ନି, ନିଜେ ପାପ୍‌ କାମ୍‌ ଚାଡି ସୁକଲ୍‌ ରଇବାର୍‌ ଆଚେ । ଜେନ୍ତାରିକି କିରିସ୍‌ଟ କେବେ ପାପ୍‌ ନ କରେ ।
4 ଯଃ କଶ୍ଚିତ୍ ପାପମ୍ ଆଚରତି ସ ୱ୍ୟୱସ୍ଥାଲଙ୍ଘନଂ କରୋତି ଯତଃ ପାପମେୱ ୱ୍ୟୱସ୍ଥାଲଙ୍ଘନଂ|
ଜେ ପାପ୍‌ କର୍‌ସି, ସେ ପର୍‌ମେସରର୍‌ ନିୟମ୍‌ ବିରୁଦେ ଗାଲାନି । କାଇକେବଇଲେ ନିୟମ୍‌ ନ ମାନ୍‌ବାଟା ଆକା ପାପ୍‌ ।
5 ଅପରଂ ସୋ ଽସ୍ମାକଂ ପାପାନ୍ୟପହର୍ତ୍ତୁଂ ପ୍ରାକାଶତୈତଦ୍ ଯୂଯଂ ଜାନୀଥ, ପାପଞ୍ଚ ତସ୍ମିନ୍ ନ ୱିଦ୍ୟତେ|
ଆମର୍‌ ପାପର୍‌ ଡଣ୍ଡ୍‌ ନେବାର୍‌ପାଇ କିରିସ୍‌ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍‌ । ଆରି ସେ କାଇ ପାପ୍‌କାମ୍‌ ନ କରେ ।
6 ଯଃ କଶ୍ଚିତ୍ ତସ୍ମିନ୍ ତିଷ୍ଠତି ସ ପାପାଚାରଂ ନ କରୋତି ଯଃ କଶ୍ଚିତ୍ ପାପାଚାରଂ କରୋତି ସ ତଂ ନ ଦୃଷ୍ଟୱାନ୍ ନ ୱାୱଗତୱାନ୍|
ତେବେ ଜଦି ଗଟେକ୍‌ ଲକ୍‌ କିରିସ୍‌ଟର୍‍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍‌ କର୍‌ବାର୍‌ ନାଇ । ମାତର୍‌ ଗଟେକ୍‌ ଲକ୍‌ ଜଦି ପାପ୍‌ କରିଲାଗିରଇସି, ସେ କିରିସ୍‌ଟକେ ଦେକେନାଇ କି ନାଜାନେ ମିସା ।
7 ହେ ପ୍ରିଯବାଲକାଃ, କଶ୍ଚିଦ୍ ଯୁଷ୍ମାକଂ ଭ୍ରମଂ ନ ଜନଯେତ୍, ଯଃ କଶ୍ଚିଦ୍ ଧର୍ମ୍ମାଚାରଂ କରୋତି ସ ତାଦୃଗ୍ ଧାର୍ମ୍ମିକୋ ଭୱତି ଯାଦୃକ୍ ସ ଧାମ୍ମିକୋ ଽସ୍ତି|
ଏ ପିଲାଟକିମନ୍‌, ତମେ କାର୍‌ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ଲକ୍‌ ଦରମ୍‌ କାମ୍‌ କର୍‌ବାଇ, ସେମନ୍‌କେସେ ଦରମ୍‌ ଲକ୍‌ ବଲି ଡାକ୍‌ସି । ସେନ୍ତାରି ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ । ଜେନ୍ତାରିକି କିରିସ୍‌ଟ ଦରମ୍‍ ରଇଲା ।
8 ଯଃ ପାପାଚାରଂ କରୋତି ସ ଶଯତାନାତ୍ ଜାତୋ ଯତଃ ଶଯତାନ ଆଦିତଃ ପାପାଚାରୀ ଶଯତାନସ୍ୟ କର୍ମ୍ମଣାଂ ଲୋପାର୍ଥମେୱେଶ୍ୱରସ୍ୟ ପୁତ୍ରଃ ପ୍ରାକାଶତ|
ମାତର୍‌ ପାପ୍‌କରି ଲାଗିରଇବା ଲକ୍‌ମନ୍‌ ସଇତାନର୍‌ । କାଇକେବଇଲେ କାଇଟା ତିଆର୍‌ ନଅଇବା ଆଗ୍‌ତୁ ସଇତାନ୍‌ ପାପ୍‌ କରିଆଇଲାନି । ସଇତାନ୍‌ କରିରଇବା କାମ୍‌ କୁରୁପ୍‌ନାସ୍‌ କର୍‌ବାକେ ପର୍‌ମେସରର୍‌ ପଅ ଏ ଜଗତେ ଆଇଲା ।
9 ଯଃ କଶ୍ଚିଦ୍ ଈଶ୍ୱରାତ୍ ଜାତଃ ସ ପାପାଚାରଂ ନ କରୋତି ଯତସ୍ତସ୍ୟ ୱୀର୍ୟ୍ୟଂ ତସ୍ମିନ୍ ତିଷ୍ଠତି ପାପାଚାରଂ କର୍ତ୍ତୁଞ୍ଚ ନ ଶକ୍ନୋତି ଯତଃ ସ ଈଶ୍ୱରାତ୍ ଜାତଃ|
ପର୍‌ମେସରର୍‌ ପିଲା ଅଇରଇବା କେ ମିସା ପାପ୍‌କରିଲାଗି ରଇବାର୍‌ ନାଇ । କାଇକେବଇଲେ ପର୍‌ମେସରର୍‌ ଗୁନ୍‌ଚଲନ୍‌ ତାକର୍‌ ବିତ୍‌ରେ ଆଚେ । ସେମନ୍‌ ପର୍‌ମେସରର୍‌ ପିଲାଜିଲା ଅଇଲାଇକେ, ପାପ୍‌କରିଲାଗି ନ ରଅତ୍‌ ।
10 ଇତ୍ୟନେନେଶ୍ୱରସ୍ୟ ସନ୍ତାନାଃ ଶଯତାନସ୍ୟ ଚ ସନ୍ତାନା ୱ୍ୟକ୍ତା ଭୱନ୍ତି| ଯଃ କଶ୍ଚିଦ୍ ଧର୍ମ୍ମାଚାରଂ ନ କରୋତି ସ ଈଶ୍ୱରାତ୍ ଜାତୋ ନହି ଯଶ୍ଚ ସ୍ୱଭ୍ରାତରି ନ ପ୍ରୀଯତେ ସୋ ଽପୀଶ୍ୱରାତ୍ ଜାତୋ ନହି|
୧୦କେ କେ ସଇତାନର୍‌ ପିଲାମନ୍‌ ଆରି କେ କେ ପର୍‌ମେସରର୍‌ ପିଲାମନ୍‌ ବଲି ଆମେ ଜାନୁ । ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ସତ୍‌ କାମ୍‌ ନ କରତ୍‌ । ଜନ୍‌ ଲକ୍‌ମନ୍‌ ମିସିବିଡିକରି ରଇବା ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ ନ କରତ୍‌, ସେମନ୍‌ ତାର୍‌ ପିଲାଜିଲା ନ ଅଅତ୍‌ ।
11 ଯତସ୍ତସ୍ୟ ଯ ଆଦେଶ ଆଦିତୋ ଯୁଷ୍ମାଭିଃ ଶ୍ରୁତଃ ସ ଏଷ ଏୱ ଯଦ୍ ଅସ୍ମାଭିଃ ପରସ୍ପରଂ ପ୍ରେମ କର୍ତ୍ତୱ୍ୟଂ|
୧୧ଏ କବର୍‌ ତମେ ଆଗ୍‌ତୁଅନି ସୁନିଆସିଆଚାସ୍‌ । ସେଟା ଅଇଲାନି, ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ ।
12 ପାପାତ୍ମତୋ ଜାତୋ ଯଃ କାବିଲ୍ ସ୍ୱଭ୍ରାତରଂ ହତୱାନ୍ ତତ୍ସଦୃଶୈରସ୍ମାଭି ର୍ନ ଭୱିତୱ୍ୟଂ| ସ କସ୍ମାତ୍ କାରଣାତ୍ ତଂ ହତୱାନ୍? ତସ୍ୟ କର୍ମ୍ମାଣି ଦୁଷ୍ଟାନି ତଦ୍ଭ୍ରାତୁଶ୍ଚ କର୍ମ୍ମାଣି ଧର୍ମ୍ମାଣ୍ୟାସନ୍ ଇତି କାରଣାତ୍|
୧୨ଆମେ କୟିନର୍‌ପାରା ଅଇବାର୍‌ ନାଇ । ସେ ଗଟେକ୍‌ ସଇତାନର୍‌ ଲକ୍‌ ରଇଲା । ଜେକି ଜେତ୍‌କି କାରାପ୍‌ କାମ୍‌ କରାଇସି । ସେ ତାର୍‌ ସାନ୍‌ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା? କାଇକେବଇଲେ, ତାର୍‌ ନିଜର୍‌ ଜେତ୍‌କି କାମ୍‌ କାରାପ୍‌ ରଇଲା, ତାର୍‌ ବାଇ ଏବଲର୍‌ କାମ୍‌ମନ୍‌ ସେତ୍‍କି ଦରମ୍‌ ରଇଲା ।
13 ହେ ମମ ଭ୍ରାତରଃ, ସଂସାରୋ ଯଦି ଯୁଷ୍ମାନ୍ ଦ୍ୱେଷ୍ଟି ତର୍ହି ତଦ୍ ଆଶ୍ଚର୍ୟ୍ୟଂ ନ ମନ୍ୟଧ୍ୱଂ|
୧୩ତେବର୍‌ପାଇ ଏ ମର୍‌ ବାଇବଇନିମନ୍‌, ଏଜଗତର୍‌ ଲକ୍‌ମନ୍‌ ତମ୍‌କେ ଗିନ୍‌ କଲେ, କାବା ଅଇବାର୍‌ନାଇ ।
14 ୱଯଂ ମୃତ୍ୟୁମ୍ ଉତ୍ତୀର୍ୟ୍ୟ ଜୀୱନଂ ପ୍ରାପ୍ତୱନ୍ତସ୍ତଦ୍ ଭ୍ରାତୃଷୁ ପ୍ରେମକରଣାତ୍ ଜାନୀମଃ| ଭ୍ରାତରି ଯୋ ନ ପ୍ରୀଯତେ ସ ମୃତ୍ୟୌ ତିଷ୍ଠତି|
୧୪ଆମେ କିରିସ୍‌ଟ ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କର୍‌ବାର୍‌ ଲାଗି ଏଟା ଜାନ୍‌ଲୁନି । ଜେ ଆଲାଦ୍‌ ନ କରେ, ସେ ଏବେ ମିସା ମରନର୍‌ ସାସନର୍‌ ତଲେଆଚେ ।
15 ଯଃ କଶ୍ଚିତ୍ ସ୍ୱଭ୍ରାତରଂ ଦ୍ୱେଷ୍ଟି ସଂ ନରଘାତୀ କିଞ୍ଚାନନ୍ତଜୀୱନଂ ନରଘାତିନଃ କସ୍ୟାପ୍ୟନ୍ତରେ ନାୱତିଷ୍ଠତେ ତଦ୍ ଯୂଯଂ ଜାନୀଥ| (aiōnios g166)
୧୫କେ ଜଦି ବିନ୍‌ ବିସ୍‌ବାସି ବାଇବଇନିମନ୍‌କେ ଗିନ୍‌ କର୍‌ସି, ନର୍‌ମାର୍‌ବା ଲକର୍‌ ସମାନ୍‌ । ଗଟେକ୍‌ ନର୍‌ମାରୁ ଲଗେ ପର୍‌ମେସରର୍‌ ନ ସାର୍‌ବା ଜିବନ୍‌ ନ ରଏ । ଏଟା ତମେ ଜାନିଆଚାସ୍‌ । (aiōnios g166)
16 ଅସ୍ମାକଂ କୃତେ ସ ସ୍ୱପ୍ରାଣାଂସ୍ତ୍ୟକ୍ତୱାନ୍ ଇତ୍ୟନେନ ୱଯଂ ପ୍ରେମ୍ନସ୍ତତ୍ତ୍ୱମ୍ ଅୱଗତାଃ, ଅପରଂ ଭ୍ରାତୃଣାଂ କୃତେ ଽସ୍ମାଭିରପି ପ୍ରାଣାସ୍ତ୍ୟକ୍ତୱ୍ୟାଃ|
୧୬ଏଟାର୍‌ଲାଗି ଆଲାଦ୍‌ କାଇଟା ଆମେ ଜାନ୍‌ଲୁନି । କିରିସ୍‌ଟ ଆମର୍‌ପାଇ ତାର୍‌ ନିଜର୍‌ ଜିବନ୍‌ ଦେଲା । ସେନ୍ତାରିସେ ଆମେମିସା ଆମର୍‌ ମିସିବିଡିରଇବା ବିସ୍‌ବାସି ବାଇବଇନି ମନର୍‌ଲାଗି ମର୍‌ବାକେ ତିଆର୍‌ ଅଇବାର୍‌ଆଚେ ।
17 ସାଂସାରିକଜୀୱିକାପ୍ରାପ୍ତୋ ଯୋ ଜନଃ ସ୍ୱଭ୍ରାତରଂ ଦୀନଂ ଦୃଷ୍ଟ୍ୱା ତସ୍ମାତ୍ ସ୍ୱୀଯଦଯାଂ ରୁଣଦ୍ଧି ତସ୍ୟାନ୍ତର ଈଶ୍ୱରସ୍ୟ ପ୍ରେମ କଥଂ ତିଷ୍ଠେତ୍?
୧୭ଜଦି କାକେମିସା ବଁଚ୍‌ବାକେ ତାର୍‌ ଲଡାକେ ଲାଗ୍‌ବାଟା ସବୁ ବିସଇଆଚେ, ଆରି ତାର୍‌ ବିସ୍‌ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍‌ ତାର୍‌ପାଇ ଜିବନ୍‌ ଦୁକାଏ ନାଇ, ସେ ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇନାପାରେ ।
18 ହେ ମମ ପ୍ରିଯବାଲକାଃ, ୱାକ୍ୟେନ ଜିହ୍ୱଯା ୱାସ୍ମାଭିଃ ପ୍ରେମ ନ କର୍ତ୍ତୱ୍ୟଂ କିନ୍ତୁ କାର୍ୟ୍ୟେଣ ସତ୍ୟତଯା ଚୈୱ|
୧୮ଆଲାଦର୍‌ ପିଲାମନ୍‌, ଆମର୍‌ ଆଲାଦ୍‌ ଅବ୍‌କା କୁଆବଲାଇ ରଇବାର୍‌ ନାଇ । ଆମେ ସତ୍‌ସଙ୍ଗ୍ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ । ଜେନ୍ତାରିକି ପର୍‌ମେସର୍‌ ସତ୍‍ସଙ୍ଗ୍ ଆମ୍‌କେ ଆଲାଦ୍‌ କର୍‌ସି ।
19 ଏତେନ ୱଯଂ ଯତ୍ ସତ୍ୟମତସମ୍ବନ୍ଧୀଯାସ୍ତତ୍ ଜାନୀମସ୍ତସ୍ୟ ସାକ୍ଷାତ୍ ସ୍ୱାନ୍ତଃକରଣାନି ସାନ୍ତ୍ୱଯିତୁଂ ଶକ୍ଷ୍ୟାମଶ୍ଚ|
୧୯ଆମେ ସବୁ ସେନ୍ତାରି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସରର୍‌ ଲକ୍‌ବଲି ଜାନ୍‌ବୁ ଆକା । ଜନ୍‌ଟା ସତ୍‌ ଆରି ଜନ୍‌ଟା ଟିକ୍‌, ସେ ତାର୍‌ ଲକ୍‌ମନ୍‌କେ ଦେକାଇସି । ଆରି ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
20 ଯତୋ ଽସ୍ମଦନ୍ତଃକରଣଂ ଯଦ୍ୟସ୍ମାନ୍ ଦୂଷଯତି ତର୍ହ୍ୟସ୍ମଦନ୍ତଃ କରଣାଦ୍ ଈଶ୍ୱରୋ ମହାନ୍ ସର୍ୱ୍ୱଜ୍ଞଶ୍ଚ|
୨୦ଆମର୍‌ ବିବେକ୍‌ ଜଦି ଆମ୍‌କେ ପାପିବଲି ଦସ୍‌ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍‌ ବିବେକ୍‌ ଟାନେଅନି ଆମେ ଜାନ୍‌ବାତେଇଅନି ପର୍‌ମେସର୍‌ ଅଦିକ୍‌ ଜାନେ । ଆରି ଆମେ କର୍‌ବା ସବୁ କାମ୍‌ ସେ ଜାନେ ।
21 ହେ ପ୍ରିଯତମାଃ, ଅସ୍ମଦନ୍ତଃକରଣଂ ଯଦ୍ୟସ୍ମାନ୍ ନ ଦୂଷଯତି ତର୍ହି ୱଯମ୍ ଈଶ୍ୱରସ୍ୟ ସାକ୍ଷାତ୍ ପ୍ରତିଭାନ୍ୱିତା ଭୱାମଃ|
୨୧ଏ ଆଲାଦର୍‌ ମଇତର୍‌ମନ୍‌, ଆମର୍‌ ବିବେକ୍‌ ଜଦି ଆମ୍‌କେ ଦସି ବଲି ନ ଜାନାଇଲେ, ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
22 ଯଚ୍ଚ ପ୍ରାର୍ଥଯାମହେ ତତ୍ ତସ୍ମାତ୍ ପ୍ରାପ୍ନୁମଃ, ଯତୋ ୱଯଂ ତସ୍ୟାଜ୍ଞାଃ ପାଲଯାମସ୍ତସ୍ୟ ସାକ୍ଷାତ୍ ତୁଷ୍ଟିଜନକମ୍ ଆଚାରଂ କୁର୍ମ୍ମଶ୍ଚ|
୨୨ଆମେ ତାକେ ଜେତ୍‌କି ମାଙ୍ଗ୍‌ଲୁନି, ସେଟା ସବୁ ପର୍‌ମେସର୍‌ ଆମ୍‌କେ ଦେଇସି । କାଇକେବଇଲେ ସେ ତିଆର୍‌ଲାଟା ସବୁ ଆମେ କଲୁନି ।
23 ଅପରଂ ତସ୍ୟେଯମାଜ୍ଞା ଯଦ୍ ୱଯଂ ପୁତ୍ରସ୍ୟ ଯୀଶୁଖ୍ରୀଷ୍ଟସ୍ୟ ନାମ୍ନି ୱିଶ୍ୱସିମସ୍ତସ୍ୟାଜ୍ଞାନୁସାରେଣ ଚ ପରସ୍ପରଂ ପ୍ରେମ କୁର୍ମ୍ମଃ|
୨୩ଆରି ଏଟା ଅଇଲାନି ତାର୍‌ ଆଦେସ୍‌ । ତାର୍‌ ପଅ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବାର୍‌ ଆରି ଜିସୁ ତିଆର୍‌ଲାପାରା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ।
24 ଯଶ୍ଚ ତସ୍ୟାଜ୍ଞାଃ ପାଲଯତି ସ ତସ୍ମିନ୍ ତିଷ୍ଠତି ତସ୍ମିନ୍ ସୋଽପି ତିଷ୍ଠତି; ସ ଚାସ୍ମାନ୍ ଯମ୍ ଆତ୍ମାନଂ ଦତ୍ତୱାନ୍ ତସ୍ମାତ୍ ସୋ ଽସ୍ମାସୁ ତିଷ୍ଠତୀତି ଜାନୀମଃ|
୨୪ଜେତ୍‌କି ଲକ୍‌ ତାର୍‌ ଆଦେସ୍‌ ମାନ୍‌ବାଇ, ସେମନ୍‌ ସବୁ ପର୍‌ମେସରର୍‌ ସଙ୍ଗ୍ ମିସ୍‌ଲାଇ ଆଚତ୍‌ । ଆରି ସେ ମିସା ସେନ୍ତାରିସେ । ସେ ଆମର୍‌ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍‌ଲୁନି । ଜନ୍‌ ସୁକଲ୍‌ଆତ୍‌ମା ପର୍‌ମେସର୍‌ ଆମର୍‌ ବିତ୍‌ରେ ରଇବାକେ ଦେଲାର୍‌ପାଇ ।

< ୧ ଯୋହନଃ 3 >