< ୧ କରିନ୍ଥିନଃ 7 >

1 ଅପରଞ୍ଚ ଯୁଷ୍ମାଭି ର୍ମାଂ ପ୍ରତି ଯତ୍ ପତ୍ରମଲେଖି ତସ୍ୟୋତ୍ତରମେତତ୍, ଯୋଷିତୋଽସ୍ପର୍ଶନଂ ମନୁଜସ୍ୟ ୱରଂ;
ଏବେ ତମେ ଲେକ୍‌ଲାଟାନେ ଜନ୍‌ ସବୁ ବିସଇ ଆଚେ, ସେ ସବୁର୍‌ ଉତର୍‌ ମୁଇ ଦେବି । ତମେ ପାଚାରିରଇଲାସ୍‌ ବିସ୍‌ବାସିମନ୍‌ ବିବା ନ ଅଇବାଟା ନିକ କି?
2 କିନ୍ତୁ ୱ୍ୟଭିଚାରଭଯାଦ୍ ଏକୈକସ୍ୟ ପୁଂସଃ ସ୍ୱକୀଯଭାର୍ୟ୍ୟା ଭୱତୁ ତଦ୍ୱଦ୍ ଏକୈକସ୍ୟା ଯୋଷିତୋ ଽପି ସ୍ୱକୀଯଭର୍ତ୍ତା ଭୱତୁ|
ଉଁ ସେଟା ସତ୍‌, ମାତର୍‌ ବେସି ଲକ୍‌ ବେବିଚାର୍‌ କାମେ ଚଲାଚଲ୍‌ତି କଲାଇନି । ମୁଇ କଇଲିନି ଗଟେକ୍‌ ଗଟେକ୍‌ ମୁନୁସ୍‌କେ ତାର୍‌ ନିଜର୍‌ ମାଇଜି ଆରି ଗଟେକ୍‌ ଗଟେକ୍‌ ମାଇଜିକେ ତାର୍‌ ନିଜର୍‌ ମୁନୁସ୍‌ ରଇବାର୍‌ ଆଚେ ।
3 ଭାର୍ୟ୍ୟାଯୈ ଭର୍ତ୍ରା ଯଦ୍ୟଦ୍ ୱିତରଣୀଯଂ ତଦ୍ ୱିତୀର୍ୟ୍ୟତାଂ ତଦ୍ୱଦ୍ ଭର୍ତ୍ରେଽପି ଭାର୍ୟ୍ୟଯା ୱିତରଣୀଯଂ ୱିତୀର୍ୟ୍ୟତାଂ|
ଗଟେକ୍‌ ମନସ୍‌ ବିବା ଅଇଲାର୍‌ ଲାଗି, ତାର୍‌ ମାଇଜିକେ କରିରଇବା ସବୁ ଦାଇତ୍‌ କର୍‌ବାର୍‌ ଆଚେ । ସେନ୍ତାରିସେ ମାଇଜି ମିସା ତାର୍‌ ମୁନୁସ୍‌କେ କର୍‌ବାର୍‌ ଆଚେ ।
4 ଭାର୍ୟ୍ୟାଯାଃ ସ୍ୱଦେହେ ସ୍ୱତ୍ୱଂ ନାସ୍ତି ଭର୍ତ୍ତୁରେୱ, ତଦ୍ୱଦ୍ ଭର୍ତ୍ତୁରପି ସ୍ୱଦେହେ ସ୍ୱତ୍ୱଂ ନାସ୍ତି ଭାର୍ୟ୍ୟାଯା ଏୱ|
ମାଇଜିକେ ତାର୍‌ ନିଜର୍‌ ଗାଗଡର୍‍ ଅଦିକାର୍‌ ନାଇ, ମାତର୍‌ ମୁନୁସର୍‌ ଆଚେ । ସେନ୍ତାରିସେ ମୁନୁସ୍‌କେ ତାର୍‌ ନିଜର୍‌ ଗାଗଡର୍ ଅଦିକାର୍‌ ନାଇ, ମାତର୍‌ ମାଇଜିର୍‌ ଆଚେ ।
5 ଉପୋଷଣପ୍ରାର୍ଥନଯୋଃ ସେୱନାର୍ଥମ୍ ଏକମନ୍ତ୍ରଣାନାଂ ଯୁଷ୍ମାକଂ କିଯତ୍କାଲଂ ଯାୱଦ୍ ଯା ପୃଥକ୍ସ୍ଥିତି ର୍ଭୱତି ତଦନ୍ୟୋ ୱିଚ୍ଛେଦୋ ଯୁଷ୍ମନ୍ମଧ୍ୟେ ନ ଭୱତୁ, ତତଃ ପରମ୍ ଇନ୍ଦ୍ରିଯାଣାମ୍ ଅଧୈର୍ୟ୍ୟାତ୍ ଶଯତାନ୍ ଯଦ୍ ଯୁଷ୍ମାନ୍ ପରୀକ୍ଷାଂ ନ ନଯେତ୍ ତଦର୍ଥଂ ପୁନରେକତ୍ର ମିଲତ|
ଦୁଇ ମାଇଜି ମୁନୁସ୍‌ ବେଗ୍‌ଲିକରି ନ ରଅତ୍‌ । ମାତର୍‌ ବେଗ୍‌ଲିକରି ରଇବାର୍‌ ଆଲେ, ଦୁଇ ଲକ୍‌ ରାଜି ଉଆ । ଜେନ୍ତାରି କି ସେ ବେଗ୍‌ଲି ରଇବା ବେଲାଇ, ପାର୍‌ତନା କରିଅଇସି । ମାତର୍‌ ତାର୍‌ପଚେ ଆରିତରେକ୍‌ ଆସି ମିସାଆ । ଏନ୍ତାରିକଲେ ସଇତାନର୍‌ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍‌କେ ମୁର୍‌ଚିକରି ରଇବା ବପୁ ଉନା ଆଚେ ।
6 ଏତଦ୍ ଆଦେଶତୋ ନହି କିନ୍ତ୍ୱନୁଜ୍ଞାତ ଏୱ ମଯା କଥ୍ୟତେ,
ଏ ବିସଇ ମୁଇ ତମ୍‌କେ ଜେତ୍‌କି କଇଲି ଆଚି, ସେଟା ଆଦେସ୍‌ ଦେଲା ପାରା କଇନାଇ, ମାତର୍‌ ତମର୍‌ ଦୁର୍‌ବଲ୍‌ ଜାନିକରି ଉପଦେସ୍‌ ଦେଲା ପାରା କଇଲିନି ।
7 ଯତୋ ମମାୱସ୍ଥେୱ ସର୍ୱ୍ୱମାନୱାନାମୱସ୍ଥା ଭୱତ୍ୱିତି ମମ ୱାଞ୍ଛା କିନ୍ତ୍ୱୀଶ୍ୱରାଦ୍ ଏକେନୈକୋ ୱରୋଽନ୍ୟେନ ଚାନ୍ୟୋ ୱର ଇତ୍ଥମେକୈକେନ ସ୍ୱକୀଯୱରୋ ଲବ୍ଧଃ|
ତମେ ସବୁଲକ୍‌ ମର୍‌ପାରା ବିବା ନ ଉଆ ବଲି ମୁଇ ମନ୍‍ କଲିନି । ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌କେ ପର୍‌ମେସରର୍‌ ଟାନେଅନି ମୁଲିଅ ରଇବା ଦାନ୍‌ ମିଲିଆଚେ । ଗଟେକ୍‌ ଲକ୍‌କେ ଗଟେକ୍‌ ରକାମ୍‌ଟା ଆରି ବିନ୍‌ ଲକ୍‌କେ ବିନ୍‌ ରକାମ୍‌ ଦାନ୍‌ ଦେଲାଆଚେ ।
8 ଅପରମ୍ ଅକୃତୱିୱାହାନ୍ ୱିଧୱାଶ୍ଚ ପ୍ରତି ମମୈତନ୍ନିୱେଦନଂ ମମେୱ ତେଷାମୱସ୍ଥିତି ର୍ଭଦ୍ରା;
ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍‌କେ କଇଲିନି, ତମେ ମର୍‌ ପାରା ଏକ୍‌ଲା ରଇଲେ ତମର୍‌ପାଇ ନିକ ଅଇସି ।
9 କିଞ୍ଚ ଯଦି ତୈରିନ୍ଦ୍ରିଯାଣି ନିଯନ୍ତୁଂ ନ ଶକ୍ୟନ୍ତେ ତର୍ହି ୱିୱାହଃ କ୍ରିଯତାଂ ଯତଃ କାମଦହନାଦ୍ ୱ୍ୟୂଢତ୍ୱଂ ଭଦ୍ରଂ|
ମାତର୍‌ ତମେ ଜଦି ମନର୍‌ ଲାଲ୍‌ସା ମୁର୍‍ଚିକରି ରଇ ନାପାର୍‌ଲାସ୍‌ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍‌ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
10 ଯେ ଚ କୃତୱିୱାହାସ୍ତେ ମଯା ନହି ପ୍ରଭୁନୈୱୈତଦ୍ ଆଜ୍ଞାପ୍ୟନ୍ତେ|
୧୦ମାତର୍‌ ବିବା ଅଇବା ବିସ୍‌ବାସିମନ୍‌କେ ମୁଇ ଆଦେସ୍‌ ଦେଲିନି, ମୁଇ ଦେଇ ନାଇ ମାତର୍‌ ମାପ୍‌ରୁ ଦେଲାନି । ଜଦି ତମେ ଗଟେକ୍‌ ବିବାଇ ମାଇଜି, ସେନ୍ତାର୍‌ ଆଲେ ମୁନୁସ୍‌କେ ଚାଡି ବିନେ ନ ରୁଆ ।
11 ଭାର୍ୟ୍ୟା ଭର୍ତ୍ତୃତଃ ପୃଥକ୍ ନ ଭୱତୁ| ଯଦି ୱା ପୃଥଗ୍ଭୂତା ସ୍ୟାତ୍ ତର୍ହି ନିର୍ୱିୱାହା ତିଷ୍ଠତୁ ସ୍ୱୀଯପତିନା ୱା ସନ୍ଦଧାତୁ ଭର୍ତ୍ତାପି ଭାର୍ୟ୍ୟାଂ ନ ତ୍ୟଜତୁ|
୧୧ଜଦି ତାକେ ଚାଡ୍‌ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍‌ ତର୍‌ ନିଜର୍‌ ମୁନୁସ୍‌ ସଙ୍ଗ୍‌ ମିସା । ଜଦି ତମେ ବିବାଇ ମୁନୁସ୍‌, ନିଜର୍‌ ମାଇଜିକେ ନ ଚାଡା ।
12 ଇତରାନ୍ ଜନାନ୍ ପ୍ରତି ପ୍ରଭୁ ର୍ନ ବ୍ରୱୀତି କିନ୍ତ୍ୱହଂ ବ୍ରୱୀମି; କସ୍ୟଚିଦ୍ ଭ୍ରାତୁର୍ୟୋଷିଦ୍ ଅୱିଶ୍ୱାସିନୀ ସତ୍ୟପି ଯଦି ତେନ ସହୱାସେ ତୁଷ୍ୟତି ତର୍ହି ସା ତେନ ନ ତ୍ୟଜ୍ୟତାଂ|
୧୨ଏବେ ମୁଇ ବିସ୍‌ବାସିମନ୍‌ ଜେ କି ବିସ୍‌ବାସ୍‌ ନ କଲାଟାମନ୍‌କେ ବିବା ଅଇଆଚତ୍‌, ସେମନ୍‌କେ କଇଲିନି, ମୁଇ କଇନାଇ ମାପ୍‌ରୁ କଇଲାନି, । ଜଦି ଗଟେକ୍‌ ବିସ୍‌ବାସି, ବିସ୍‌ବାସ୍‌ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍‌ ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି ବଇଲେ, ସେ ବାଇ ତାକେ ନ ଚାଡ ।
13 ତଦ୍ୱତ୍ କସ୍ୟାଶ୍ଚିଦ୍ ଯୋଷିତଃ ପତିରୱିଶ୍ୱାସୀ ସନ୍ନପି ଯଦି ତଯା ସହୱାସେ ତୁଷ୍ୟତି ତର୍ହି ସ ତଯା ନ ତ୍ୟଜ୍ୟତାଂ|
୧୩ଆରି ଜନ୍‌ ବିସ୍‌ବାସି ମାଇଜି ବିସ୍‌ବାସ୍‌ ନ କଲା ମୁନୁସ୍‌କେ ବିବାଅଇରଇସି, ଆରି ସେ ତାର୍‌ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି, ତେବେ ସେ ନିଜର୍‌ ମୁନୁସ୍‌କେ ନ ଚାଡ ।
14 ଯତୋଽୱିଶ୍ୱାସୀ ଭର୍ତ୍ତା ଭାର୍ୟ୍ୟଯା ପୱିତ୍ରୀଭୂତଃ, ତଦ୍ୱଦୱିଶ୍ୱାସିନୀ ଭାର୍ୟ୍ୟା ଭର୍ତ୍ରା ପୱିତ୍ରୀଭୂତା; ନୋଚେଦ୍ ଯୁଷ୍ମାକମପତ୍ୟାନ୍ୟଶୁଚୀନ୍ୟଭୱିଷ୍ୟନ୍ କିନ୍ତ୍ୱଧୁନା ତାନି ପୱିତ୍ରାଣି ସନ୍ତି|
୧୪କାଇକେବଇଲେ ଜଦି ତମେ ଗଟେକ୍‌ ବିସ୍‌ବାସି ମାଇଜି, ବିସ୍‌ବାସ୍‌ ନ କର୍‌ବା ମୁନୁସ୍‌କେ ବିବା ଅଇଆଚାସ୍‌, ତର୍‌ ମୁନୁସ୍‌ ତର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ତାକେ ପର୍‌ମେସର୍‌ ତାର୍‌ ନିଜର୍‌ ସୁକଲ୍‌ ଲକ୍‌ କଲାଆଚେ । ସେନ୍ତାରିସେ ବିସ୍‌ବାସ୍‌ ନ କରିରଇବା ମାଇଜିକେ, ପର୍‌ମେସର୍‌ ଡାକ୍‌ଲା ଆଚେ । କାଇକେବଇଲେ ସେ ବିସ୍‌ବାସ୍‌ କର୍‌ବା ମନସ୍‌ ସଙ୍ଗ୍‌ ମିସ୍‌ଲା ଆଚେ । ଏନ୍ତାରି ନ ରଇଲେ ତମର୍‌ ପିଲାମନ୍‌ ବିସ୍‌ବାସ୍‌ ନ କର୍‌ବା ଲକର୍‌ ପିଲାମନର୍‌ପାରା ଅଇତାଇ । ମାତର୍‌ ଏବେ ସେମନ୍‌କେ ମିସା ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ କଲାଆଚେ ।
15 ଅୱିଶ୍ୱାସୀ ଜନୋ ଯଦି ୱା ପୃଥଗ୍ ଭୱତି ତର୍ହି ପୃଥଗ୍ ଭୱତୁ; ଏତେନ ଭ୍ରାତା ଭଗିନୀ ୱା ନ ନିବଧ୍ୟତେ ତଥାପି ୱଯମୀଶ୍ୱରେଣ ଶାନ୍ତଯେ ସମାହୂତାଃ|
୧୫ସେ ଜାଇଟା ମିସା ଅ, ଜଦି ଗଟେକ୍‌ ବିସ୍‌ବାସ୍‌ ନ କଲା ଲକ୍‌ ତାର୍‌ ବିସ୍‌ବାସି ମାଇଜି କି ମୁନୁସର୍‌ ଟାନେଅନି ବିନେ ଅଇବାକେ ମନ୍‌ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ମାଇଜି କି ମୁନୁସ୍‌ ବିବା ବନ୍ଦ୍‌ନେ ଅନି ମୁକ୍‌ଲି ଆଚେ । ପର୍‌ମେସର୍‌ ତମ୍‌କେ ସାନ୍ତିସଙ୍ଗ୍‍ ମିସି ବିଡି ଜିଇବାକାଇବାକେ ଡାକ୍‌ଲା ଆଚେ ।
16 ହେ ନାରି ତୱ ଭର୍ତ୍ତୁଃ ପରିତ୍ରାଣଂ ତ୍ୱତ୍ତୋ ଭୱିଷ୍ୟତି ନ ୱେତି ତ୍ୱଯା କିଂ ଜ୍ଞାଯତେ? ହେ ନର ତୱ ଜାଯାଯାଃ ପରିତ୍ରାଣଂ ତ୍ୱତ୍ତେ ଭୱିଷ୍ୟତି ନ ୱେତି ତ୍ୱଯା କିଂ ଜ୍ଞାଯତେ?
୧୬ଅଇପାରେ, ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମାଇଜି, ତର୍‌ ବିସ୍‌ବାସ୍‌ ନ କଲା ମୁନୁସ୍‌କେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇପାରୁସ୍‌ । ସେନ୍ତାରିସେ ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମୁନୁସ୍‌, ତର୍‌ ବିସ୍‌ବାସ୍‌ ନ କଲା ମାଇଜିକେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇ ପାରୁସ୍‌ ।
17 ଏକୈକୋ ଜନଃ ପରମେଶ୍ୱରାଲ୍ଲବ୍ଧଂ ଯଦ୍ ଭଜତେ ଯସ୍ୟାଞ୍ଚାୱସ୍ଥାଯାମ୍ ଈଶ୍ୱରେଣାହ୍ୱାଯି ତଦନୁସାରେଣୈୱାଚରତୁ ତଦହଂ ସର୍ୱ୍ୱସମାଜସ୍ଥାନ୍ ଆଦିଶାମି|
୧୭ମାପ୍‌ରୁ ଜାକେ ଜେନ୍ତି ଜିବନ୍‌ ଦୁକାଇ ଆଚେ, ପର୍‌ମେସର୍‌ ଜାକେ ଜନ୍‌ ଇସାବେ ଡାକ୍‌ଲା ଆଚେ, ସେ ସେନ୍ତାର୍‌ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍‌ଲିଟାନେ ଏ ରକାମ୍‌ ଆଦେସ୍‌ ଦେଲିନି ।
18 ଛିନ୍ନତ୍ୱଗ୍ ଭୃତ୍ୱା ଯ ଆହୂତଃ ସ ପ୍ରକୃଷ୍ଟତ୍ୱକ୍ ନ ଭୱତୁ, ତଦ୍ୱଦ୍ ଅଛିନ୍ନତ୍ୱଗ୍ ଭୂତ୍ୱା ଯ ଆହୂତଃ ସ ଛିନ୍ନତ୍ୱକ୍ ନ ଭୱତୁ|
୧୮ଜଦି ତମେ ଗଟେକ୍‌ ସୁନତ୍‌ ଅଇଲା ଜିଉଦି ଲକ୍‌ ଆରି ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ, ସେନ୍ତାର୍‌ ଆଲେ ତମେ ତମର୍‌ ଗାଗ୍‌ଡେଅନି ସୁନତ୍‌ ଚିନ୍‌ ଲିବାଇବାକେ ଚେସ୍‌ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍‌ ଜାକେ କି ପର୍‌ମେସର୍‌ ଡାକ୍‌ଲା ଆଚେ, ତମେ ସୁନତ୍‌ ଅଇବାକେ ଚେସ୍‌ଟା କରାନାଇ ।
19 ତ୍ୱକ୍ଛେଦଃ ସାରୋ ନହି ତଦ୍ୱଦତ୍ୱକ୍ଛେଦୋଽପି ସାରୋ ନହି କିନ୍ତ୍ୱୀଶ୍ୱରସ୍ୟାଜ୍ଞାନାଂ ପାଲନମେୱ|
୧୯ଲକ୍‌ମନ୍‌ ସୁନତ୍‌ ଅଇବାଟା କି ସୁନତ୍‌ ନ ଅଇବାଟା କାଇଟା ନାଇ, ପର୍‌ମେସରର୍‌ ଆଦେସ୍‌ ମାନ୍‌ବାଟାସେ ମୁକିଅ ।
20 ଯୋ ଜନୋ ଯସ୍ୟାମୱସ୍ଥାଯାମାହ୍ୱାଯି ସ ତସ୍ୟାମେୱାୱତିଷ୍ଠତାଂ|
୨୦ମାପ୍‌ରୁ ତମ୍‌କେ ଜନ୍‌ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
21 ଦାସଃ ସନ୍ ତ୍ୱଂ କିମାହୂତୋଽସି? ତନ୍ମା ଚିନ୍ତଯ, ତଥାଚ ଯଦି ସ୍ୱତନ୍ତ୍ରୋ ଭୱିତୁଂ ଶକ୍ନୁଯାସ୍ତର୍ହି ତଦେୱ ୱୃଣୁ|
୨୧ପର୍‌ମେସର୍‌ ତମ୍‌କେ ଡାକ୍‌ଲାବେଲେ ତମେ କାଇ ଗତିଦାଙ୍ଗ୍‌ଡା ରଇଲାସ୍‌ କି? ସେ ବିସଇନେଇ ମନ୍‌ଦୁକ୍‌ କରାନାଇ । ଜଦି ତର୍‌ ସାଉକାର୍‌ ତକେ ମୁକ୍‌ଲାଇଲାନି, ତେବେ ଉଟିଜା ।
22 ଯତଃ ପ୍ରଭୁନାହୂତୋ ଯୋ ଦାସଃ ସ ପ୍ରଭୋ ର୍ମୋଚିତଜନଃ| ତଦ୍ୱଦ୍ ତେନାହୂତଃ ସ୍ୱତନ୍ତ୍ରୋ ଜନୋଽପି ଖ୍ରୀଷ୍ଟସ୍ୟ ଦାସ ଏୱ|
୨୨ମାପ୍‌ରୁ ଡାକ୍‌ଲାବେଲେ ଜେ ଗତିଦାଙ୍ଗ୍‌ଡା ରଇଲା ସେ ଏବେ ମୁକ୍‌ଲି ରଇଲା ଲକ୍‌ । କାଇକେବଇଲେ ମାପ୍‌ରୁ ତାକେ ମୁକ୍‌ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍‌ଲିକରି ଆଚେ, ସେ କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ।
23 ଯୂଯଂ ମୂଲ୍ୟେନ କ୍ରୀତା ଅତୋ ହେତୋ ର୍ମାନୱାନାଂ ଦାସା ମା ଭୱତ|
୨୩ତମ୍‌କେ ଅଦିକ୍‌ ଦାମ୍‌ ଦେଇ ଗେନାଅଇଆଚେ । ଲକ୍‌ମନର୍‌ ଗତିଦାଙ୍ଗ୍‌ଡା ଉଆ ନାଇ ।
24 ହେ ଭ୍ରାତରୋ ଯସ୍ୟାମୱସ୍ଥାଯାଂ ଯସ୍ୟାହ୍ୱାନମଭୱତ୍ ତଯା ସ ଈଶ୍ୱରସ୍ୟ ସାକ୍ଷାତ୍ ତିଷ୍ଠତୁ|
୨୪ଏ ବାଇବଇନିମନ୍‌, ତମ୍‌କେ ପର୍‌ମେସର୍‌ ଡାକ୍‌ଲାବେଲେ ଜନ୍‌ ଇସାବେ ରଇଲାସ୍‌, ସେ ଇସାବେ ପର୍‌ମେସର୍‌ ସଙ୍ଗ୍‌ ମିସିକରି ରଇବାର୍‌ ଆଚେ ।
25 ଅପରମ୍ ଅକୃତୱିୱାହାନ୍ ଜନାନ୍ ପ୍ରତି ପ୍ରଭୋଃ କୋଽପ୍ୟାଦେଶୋ ମଯା ନ ଲବ୍ଧଃ କିନ୍ତୁ ପ୍ରଭୋରନୁକମ୍ପଯା ୱିଶ୍ୱାସ୍ୟୋ ଭୂତୋଽହଂ ଯଦ୍ ଭଦ୍ରଂ ମନ୍ୟେ ତଦ୍ ୱଦାମି|
୨୫ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍‌ଡାଦାଙ୍ଗ୍‌ଡି ବିସଇନେଇ ଲେକ୍‌ବି । ସେ ବିସଇନେଇ ମାପ୍‌ରୁର୍‌ ଲଗେଅନି କାଇ ଆଦେସ୍‌ ପାଇନାଇ । ମାତର୍‌ ପର୍‌ମେସର୍‌ ମକେ ଦୟା କରି ଗଟେକ୍‌ ସତ୍‌ଦରମ୍‌ ଲକ୍‌ ଇସାବେ ନିଜର୍‌ ମନର୍‌ କାତା କଇଲିନି ।
26 ୱର୍ତ୍ତମାନାତ୍ କ୍ଲେଶସମଯାତ୍ ମନୁଷ୍ୟସ୍ୟାନୂଢତ୍ୱଂ ଭଦ୍ରମିତି ମଯା ବୁଧ୍ୟତେ|
୨୬ଏବର୍‌ ଦୁକ୍‌ କସ୍‌ଟର୍‌ ବେଲା ଏତାଇଲେ, ମୁଇ ବାବ୍‌ଲିନି ଗଟେକ୍‌ ଲକ୍‌ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍‌କାର୍‌ ।
27 ତ୍ୱଂ କିଂ ଯୋଷିତି ନିବଦ୍ଧୋଽସି ତର୍ହି ମୋଚନଂ ପ୍ରାପ୍ତୁଂ ମା ଯତସ୍ୱ| କିଂ ୱା ଯୋଷିତୋ ମୁକ୍ତୋଽସି? ତର୍ହି ଜାଯାଂ ମା ଗୱେଷଯ|
୨୭ତମେ କାଇ ମାଇଜି ସଙ୍ଗ୍‌ ବାନ୍ଦିଅଇ ଆଚାସ୍‌ କି? ସେନ୍ତାର୍‌ଆଲେ ମୁକଲ୍‌ବାକେ ଚେସ୍‌ଟା କରାନାଇ । ତମେ କାଇ ବିବା ଉଆସ୍‌ ନାଇ କି? ସେନ୍ତାର୍‌ଆଲେ ମାଇଜି କଜ୍‌ବାକେ ଚେସ୍‌ଟା କରାନାଇ ।
28 ୱିୱାହଂ କୁର୍ୱ୍ୱତା ତ୍ୱଯା କିମପି ନାପାରାଧ୍ୟତେ ତଦ୍ୱଦ୍ ୱ୍ୟୂହ୍ୟମାନଯା ଯୁୱତ୍ୟାପି କିମପି ନାପରାଧ୍ୟତେ ତଥାଚ ତାଦୃଶୌ ଦ୍ୱୌ ଜନୌ ଶାରୀରିକଂ କ୍ଲେଶଂ ଲପ୍ସ୍ୟେତେ କିନ୍ତୁ ଯୁଷ୍ମାନ୍ ପ୍ରତି ମମ କରୁଣା ୱିଦ୍ୟତେ|
୨୮ଜଦି ତମେ ବିବାଅଇ ଆଚାସ୍‌, ବଇଲେ ତମେ ପାପ୍‌ କରାସ୍‌ ନାଇ । ଜଦି ଗଟେକ୍‍ ଦାଙ୍ଗ୍‌ଡି ବିବାଅଇସି, ସେ ମିସା ପାପ୍‌ କରେନାଇ । ମାତର୍‌ ବିବାଅଇଲା ଲକ୍‌ମନ୍‌ ଦୁକ୍‌ କସ୍‌ଟ ମୁର୍‍ଚିକରି ରଇବାକେ ପଡ୍‌ସି । ଏନ୍ତାରି ଦୁକ୍‌ କସ୍‌ଟର୍‌ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍‍ କଲିନି ।
29 ହେ ଭ୍ରାତରୋଽହମିଦଂ ବ୍ରୱୀମି, ଇତଃ ପରଂ ସମଯୋଽତୀୱ ସଂକ୍ଷିପ୍ତଃ,
୨୯ମାତର୍‌ ଏ ବାଇମନ୍‌ ମୁଇ ତମ୍‌କେ କଇଲିନି, ଏବେ ଆମ୍‌କେ ଅଲପ୍‌ ଦିନ୍‌ ଆଚେ । ଏଟାର୍‌ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍‌ ପାରା ରଅ ।
30 ଅତଃ କୃତଦାରୈରକୃତଦାରୈରିୱ ରୁଦଦ୍ଭିଶ୍ଚାରୁଦଦ୍ଭିରିୱ ସାନନ୍ଦୈଶ୍ଚ ନିରାନନ୍ଦୈରିୱ କ୍ରେତୃଭିଶ୍ଚାଭାଗିଭିରିୱାଚରିତୱ୍ୟଂ
୩୦ସେନ୍ତାରିସେ ଜନ୍‌ ଲକ୍‌ମନ୍‌ କାନ୍ଦାବୁବା ଅଇରଇଲାସ୍‌ନି, ସେମନ୍‌ କାନ୍ଦାବୁବା ନ ଅଇ ରଇଲା ଲକର୍‌ ପାରା ରୁଆ । ଆରି ଜନ୍‌ ଲକ୍‌ମନ୍‌ ସାର୍‌ଦା ଅଇରଇଲାଇନି, ସେମନ୍‌ ସାର୍‌ଦା ନ ଅଇଲା ଲକର୍‌ ପାରା ଅଇ ରଅତ୍‌ । ଜନ୍‌ ଲକ୍‌ମନ୍‌ ଗେନ୍‌ବାଇ, ସେଟା ନିଜର୍‌ଟା ନଏଁ ବଇଲାପାରା ରଅତ୍‌ ।
31 ଯେ ଚ ସଂସାରେ ଚରନ୍ତି ତୈ ର୍ନାତିଚରିତୱ୍ୟଂ ଯତ ଇହଲେକସ୍ୟ କୌତୁକୋ ୱିଚଲତି|
୩୧ଜନ୍‌ ଲକ୍‌ମନ୍‌ ଜଗତର୍‌ ଜିନିସ୍‌ ନେଇ ବେବାର୍‌ପାନି କଲାଇନି, ସେମନ୍‌ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍‌ ପାରା ରଅତ୍‌ । କାଇକେବଇଲେ ଜନ୍‌ ଜଗତେ ଆମେ ଆଚୁ, ସେ ଜଗତର୍‌ ସବୁ ଜିନିସ୍‌ ବୁଡିଜାଇସି ।
32 କିନ୍ତୁ ଯୂଯଂ ଯନ୍ନିଶ୍ଚିନ୍ତା ଭୱେତେତି ମମ ୱାଞ୍ଛା| ଅକୃତୱିୱାହୋ ଜନୋ ଯଥା ପ୍ରଭୁଂ ପରିତୋଷଯେତ୍ ତଥା ପ୍ରଭୁଂ ଚିନ୍ତଯତି,
୩୨ମାତର୍‌ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍‌ମନ୍‌ ସବୁବେଲେ ମାପ୍‌ରୁର୍‌ ସେବା କାମ୍‌ କର୍‌ବାକେ ମନ୍‌ କର । କାଇକେବଇଲେ ମାପ୍‌ରୁକେ ସାର୍‌ଦା କରାଇବାଟା ତାର୍‌ ମୁକିଅ କାମ୍‌ ।
33 କିନ୍ତୁ କୃତୱିୱାହୋ ଜନୋ ଯଥା ଭାର୍ୟ୍ୟାଂ ପରିତୋଷଯେତ୍ ତଥା ସଂସାରଂ ଚିନ୍ତଯତି|
୩୩ମାତର୍‌ ଜେ ବିବାଅଇଆଚେ, ସେ ଏ ଜଗତର୍‌ ସବୁ ବିସଇନେଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ମାଇଜିକେ ସାର୍‌ଦାସଙ୍ଗ୍‌ ରକ୍‌ବାକେ ମନ୍‍ କର୍‌ସି ।
34 ତଦ୍ୱଦ୍ ଊଢଯୋଷିତୋ ଽନୂଢା ୱିଶିଷ୍ୟତେ| ଯାନୂଢା ସା ଯଥା କାଯମନସୋଃ ପୱିତ୍ରା ଭୱେତ୍ ତଥା ପ୍ରଭୁଂ ଚିନ୍ତଯତି ଯା ଚୋଢା ସା ଯଥା ଭର୍ତ୍ତାରଂ ପରିତୋଷଯେତ୍ ତଥା ସଂସାରଂ ଚିନ୍ତଯତି|
୩୪ସେନ୍ତିସେ ତାର୍‌ ମନ୍‌ ଦୁଇବାଟେ ଜିକ୍‌ଟାନ୍‌ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍‌ଡି ମାପ୍‌ରୁର୍‌ କାମର୍‍ ବିସଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ଗାଗଡ୍‌ ଆରି ଆତ୍‌ମା ପର୍‌ମେସର୍‌କେ ସର୍‌ପି ଦେବାକେ ମନ୍‍ କର୍‌ସି । ମାତର୍‌ ବିବା ଅଇଲା ମାଇଜି ଏ ଜଗତର୍‌ ସବୁଦିନର୍‌ ବିସଇ ଚିନ୍ତା କର୍‌ସି । କାଇକେ ବଇଲେ ତାର୍‍ ମୁନୁସ୍‌କେ ସାର୍‌ଦା କର୍‌ବାକେ ସେ ବାବ୍‌ତେ ରଇସି ।
35 ଅହଂ ଯଦ୍ ଯୁଷ୍ମାନ୍ ମୃଗବନ୍ଧିନ୍ୟା ପରିକ୍ଷିପେଯଂ ତଦର୍ଥଂ ନହି କିନ୍ତୁ ଯୂଯଂ ଯଦନିନ୍ଦିତା ଭୂତ୍ୱା ପ୍ରଭୋଃ ସେୱନେଽବାଧମ୍ ଆସକ୍ତା ଭୱେତ ତଦର୍ଥମେତାନି ସର୍ୱ୍ୱାଣି ଯୁଷ୍ମାକଂ ହିତାଯ ମଯା କଥ୍ୟନ୍ତେ|
୩୫ଏ କାତା ମୁଇ ତମ୍‌କେ ନିଜର୍‌ ମଙ୍ଗଲର୍‌ ପାଇ କଇଲିନି । ତମ୍‌କେ ଆଦେସ୍‌ ମାନ୍‌ବାକେ ଦେଇ ନାଇ ମାତର୍‌ ତମେ ଜେନ୍ତିକି ସତ୍‌ ବାବେ ଚଲାଚଲ୍‌ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍‌ ବାବେ ମାପ୍‌ରୁକେ ସର୍‌ପି ଅଇବାକେ କଇଲିନି ।
36 କସ୍ୟଚିତ୍ କନ୍ୟାଯାଂ ଯୌୱନପ୍ରାପ୍ତାଯାଂ ଯଦି ସ ତସ୍ୟା ଅନୂଢତ୍ୱଂ ନିନ୍ଦନୀଯଂ ୱିୱାହଶ୍ଚ ସାଧଯିତୱ୍ୟ ଇତି ମନ୍ୟତେ ତର୍ହି ଯଥାଭିଲାଷଂ କରୋତୁ, ଏତେନ କିମପି ନାପରାତ୍ସ୍ୟତି ୱିୱାହଃ କ୍ରିଯତାଂ|
୩୬କନିଆ ମାଙ୍ଗ୍‌ନି ଅଇଲାପଚେ ଜଦି ଜନ୍‌ ମନସ୍‌ ତାର୍‌ ମାଙ୍ଗ୍‌ଲା ମାଇଜି ସଙ୍ଗ୍‌ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି କରି ନାପାର୍‌ଲାନି ଆରି ତାର୍‌ ଲାଲ୍‌ସା ସେ କନିଆ ଉପ୍‌ରେ ବଡିଗାଲାନି, । ତାର୍‌ ଇସାବେ ବିବା ଅଇବାର୍‌ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍‌ପାଇ କାଇ ପାପ୍‌ ନାଇ ।
37 କିନ୍ତୁ ଦୁଃଖେନାକ୍ଲିଷ୍ଟଃ କଶ୍ଚିତ୍ ପିତା ଯଦି ସ୍ଥିରମନୋଗତଃ ସ୍ୱମନୋଽଭିଲାଷସାଧନେ ସମର୍ଥଶ୍ଚ ସ୍ୟାତ୍ ମମ କନ୍ୟା ମଯା ରକ୍ଷିତୱ୍ୟେତି ମନସି ନିଶ୍ଚିନୋତି ଚ ତର୍ହି ସ ଭଦ୍ରଂ କର୍ମ୍ମ କରୋତି|
୩୭ମାତର୍‌ ସେ ଜଦି କାର୍‌ ବାଦିଅ ନ ଅଇ ତାର୍‌ ମନ୍‌ ଡାଟ୍‌ କରି ଟିକ୍‌କଲେ, ଆରି ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ଦାରି ରକିପାର୍‌ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
38 ଅତୋ ଯୋ ୱିୱାହଂ କରୋତି ସ ଭଦ୍ରଂ କର୍ମ୍ମ କରୋତି ଯଶ୍ଚ ୱିୱାହଂ ନ କରୋତି ସ ଭଦ୍ରତରଂ କର୍ମ୍ମ କରୋତି|
୩୮ତେବେ ଜାକେ ଡିଣ୍ଡା ଟକିର୍‍ ମାଙ୍ଗ୍‌ନି ଅଇଲା ଆଚେ, ସେ ଟିକ୍‌ କାମ୍‌ କଲାନି, ମାତର୍‌ ଜେ ବିବା ନ ଅଏ, ସେ ତାର୍‍ ତେଇଅନି ଅଦିକ୍‍ ନିମାନ୍‌ କାମ୍‌ କଲାନି ।
39 ଯାୱତ୍କାଲଂ ପତି ର୍ଜୀୱତି ତାୱଦ୍ ଭାର୍ୟ୍ୟା ୱ୍ୟୱସ୍ଥଯା ନିବଦ୍ଧା ତିଷ୍ଠତି କିନ୍ତୁ ପତ୍ୟୌ ମହାନିଦ୍ରାଂ ଗତେ ସା ମୁକ୍ତୀଭୂଯ ଯମଭିଲଷତି ତେନ ସହ ତସ୍ୟା ୱିୱାହୋ ଭୱିତୁଂ ଶକ୍ନୋତି, କିନ୍ତ୍ୱେତତ୍ କେୱଲଂ ପ୍ରଭୁଭକ୍ତାନାଂ ମଧ୍ୟେ|
୩୯ମୁନୁସ୍‌ ଜିବନ୍‌ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍‌ ମରିଜାଇସି, ତେବେ ମାଇଜି ମାପ୍‌ରୁକେ ବିସ୍‌ବାସ୍‌ କର୍‌ବା ଲକ୍‌କେ, କାକେ ମିସା ବିବା ଅଇପାର୍‌ସି ।
40 ତଥାଚ ସା ଯଦି ନିଷ୍ପତିକା ତିଷ୍ଠତି ତର୍ହି ତସ୍ୟାଃ କ୍ଷେମଂ ଭୱିଷ୍ୟତୀତି ମମ ଭାୱଃ| ଅପରମ୍ ଈଶ୍ୱରସ୍ୟାତ୍ମା ମମାପ୍ୟନ୍ତ ର୍ୱିଦ୍ୟତ ଇତି ମଯା ବୁଧ୍ୟତେ|
୪୦ମୁଇ ବାବ୍‌ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍‌ ସୁକ୍‌ ମିଲ୍‌ସି । ଆରି ଏଟା ପରମେସରର୍‌ ସୁକଲ୍‌ ଆତ୍‌ମାର୍‌ ମନ୍‍ କଲାଟା ବଲି ମୁଇ ବାବ୍‌ଲିନି ।

< ୧ କରିନ୍ଥିନଃ 7 >