< ୧ କରିନ୍ଥିନଃ 3 >

1 ହେ ଭ୍ରାତରଃ, ଅହମାତ୍ମିକୈରିୱ ଯୁଷ୍ମାଭିଃ ସମଂ ସମ୍ଭାଷିତୁଂ ନାଶକ୍ନୱଂ କିନ୍ତୁ ଶାରୀରିକାଚାରିଭିଃ ଖ୍ରୀଷ୍ଟଧର୍ମ୍ମେ ଶିଶୁତୁଲ୍ୟୈଶ୍ଚ ଜନୈରିୱ ଯୁଷ୍ମାଭିଃ ସହ ସମଭାଷେ|
ଏ ବାଇବଇନିମନ୍‌, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍‌ଆତ୍‌ମା ପାଇଲା ଲକ୍‌ମନର୍‌ ଇସାବେ ତମ୍‌କେ କାତା ଅଇ ନାପାର୍‌ଲି । ମାତର୍‌ ନିଜେ ମନ୍‍କଲା ଇସାବେ ରଇବା ଲକ୍‌ମନର୍‌ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍‌ବାସ୍‌ କର୍‌ବାକେ ମୁଲିଆଇ ରଇଲାସ୍‌ । କିରିସ୍‌ଟର୍‌ ତେଇ କଅଁଲା ପିଲାମନର୍‌ ପାରା ।
2 ଯୁଷ୍ମାନ୍ କଠିନଭକ୍ଷ୍ୟଂ ନ ଭୋଜଯନ୍ ଦୁଗ୍ଧମ୍ ଅପାଯଯଂ ଯତୋ ଯୂଯଂ ଭକ୍ଷ୍ୟଂ ଗ୍ରହୀତୁଂ ତଦା ନାଶକ୍ନୁତ ଇଦାନୀମପି ନ ଶକ୍ନୁଥ, ଯତୋ ହେତୋରଧୁନାପି ଶାରୀରିକାଚାରିଣ ଆଧ୍ୱେ|
ମୁଇ ତମ୍‌କେ ଆଁଟ୍‌ କାଦି ନ ଦେଇ କରି ଦୁଦ୍‌ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍‌ କାଦି କାଇବାର୍‌ ନାପାର୍‌ତେ ରଇଲାସ୍‌ । ଏବେ ମିସା ନାପାରାସ୍‌ ।
3 ଯୁଷ୍ମନ୍ମଧ୍ୟେ ମାତ୍ସର୍ୟ୍ୟୱିୱାଦଭେଦା ଭୱନ୍ତି ତତଃ କିଂ ଶାରୀରିକାଚାରିଣୋ ନାଧ୍ୱେ ମାନୁଷିକମାର୍ଗେଣ ଚ ନ ଚରଥ?
ତେବେ, ତମେ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ମନର୍‌ପାରା ଆଚାସ୍‌ । ମୁଇ ଏଟାର୍‌ ପାଇ କଇଲିନି, କାଇକେବଇଲେ ତମର୍‌ ତମର୍‌ ବିତ୍‌ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ ବଲି ଜାନାପଡ୍‍ଲାନି । ଜଗତର୍‌ ଲକ୍‌ମନର୍‌ ପାରା, ନିଜର୍‍ ମନ୍‍ କଲା ଇସାବେ ଚଲାଚଲ୍‌ତି କଲାସ୍‍ନି ।
4 ପୌଲସ୍ୟାହମିତ୍ୟାପଲ୍ଲୋରହମିତି ୱା ଯଦ୍ୱାକ୍ୟଂ ଯୁଷ୍ମାକଂ କୈଶ୍ଚିତ୍ କୈଶ୍ଚିତ୍ କଥ୍ୟତେ ତସ୍ମାଦ୍ ଯୂଯଂ ଶାରୀରିକାଚାରିଣ ନ ଭୱଥ?
ଜେନ୍ତିକି ତମର୍‌ ବିତ୍‌ରେ କେତେଲକ୍‌ କଇବାଇ, ଆମେ ପାଉଲର୍‌ ବାଟେ ଗାଲୁନି । ତେଇଅନି ଆରି କେତେଲକ୍‌ କଇବାଇ, ଆମେ ଆପଲର୍‌ ବାଟେ ଗାଲୁନି । ସେଡ୍‌କିବେଲେ ତମେ କାଇ ନିଜର୍‌ ମନ୍‍ କଲା ଇସାବେ ରଇବା ଲକ୍‌ ନୁଆସ୍‌ କି?
5 ପୌଲଃ କଃ? ଆପଲ୍ଲୋ ର୍ୱା କଃ? ତୌ ପରିଚାରକମାତ୍ରୌ ତଯୋରେକୈକସ୍ମୈ ଚ ପ୍ରଭୁ ର୍ୟାଦୃକ୍ ଫଲମଦଦାତ୍ ତଦ୍ୱତ୍ ତଯୋର୍ଦ୍ୱାରା ଯୂଯଂ ୱିଶ୍ୱାସିନୋ ଜାତାଃ|
ସେ ଇସାବେ ଦେକ୍‌ଲେ ଆପଲ୍‌ କେ? ଆରି ମୁଇ ମିସା କେ? ଆମେତା ଅବ୍‌କା ସେବା କରୁମନ୍‌ । ଜେନ୍ତିକି ତମ୍‌କେ ବିସ୍‌ବାସ୍‌ କର୍‌ବାକେ ଆମେ ସାଇଜ କଲୁ । ପର୍‌ମେସର୍‌ ଆମ୍‌କେ ଜନ୍‌ କାମ୍‌ କର୍‌ବାକେ ଦେଇରଇଲା, ଆମେ ସେ କାମ୍‌ କରିଆଚୁ ।
6 ଅହଂ ରୋପିତୱାନ୍ ଆପଲ୍ଲୋଶ୍ଚ ନିଷିକ୍ତୱାନ୍ ଈଶ୍ୱରଶ୍ଚାୱର୍ଦ୍ଧଯତ୍|
ମୁଇ ମୁଞ୍ଜି ରପ୍‌ଲା ଲକ୍‌ ପାରା, ଆରି ଆପଲ୍‌ ଗଚେ ପାନିଦେଲା ଲକର୍‌ ପାରା । ମାତର୍‌ ପର୍‌ମେସର୍‌ ସେ ଗଚ୍‌ ବଡାଇଆଚେ ।
7 ଅତୋ ରୋପଯିତୃସେକ୍ତାରାୱସାରୌ ୱର୍ଦ୍ଧଯିତେଶ୍ୱର ଏୱ ସାରଃ|
ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍‌ କାଇଟା ନାଇ, ଜେ ବଡାଇରଇସି, ସେ ପର୍‌ମେସର୍‌ ସେ ସବୁଟା ।
8 ରୋପଯିତୃସେକ୍ତାରୌ ଚ ସମୌ ତଯୋରେକୈକଶ୍ଚ ସ୍ୱଶ୍ରମଯୋଗ୍ୟଂ ସ୍ୱୱେତନଂ ଲପ୍ସ୍ୟତେ|
ଜେ ରପ୍‌ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍‌ ଗଟେକ୍‌ କାଇଆଲେ ଲଡାର୍‌ପାଇ କାମ୍‌ କଲାଇନି । କାଇକେବଇଲେ ସେମନ୍‌କେ ପର୍‌ମେସର୍‌ ନିଜର୍‌ ନିଜର୍‌ କାମ୍‌ ଇସାବେ ପୁରୁସ୍‌କାର୍‌ ଦେଇସି ।
9 ଆୱାମୀଶ୍ୱରେଣ ସହ କର୍ମ୍ମକାରିଣୌ, ଈଶ୍ୱରସ୍ୟ ଯତ୍ କ୍ଷେତ୍ରମ୍ ଈଶ୍ୱରସ୍ୟ ଯା ନିର୍ମ୍ମିତିଃ ସା ଯୂଯମେୱ|
ଆମେ ପର୍‌ମେସର୍‌ ସଙ୍ଗ୍‌ କାମ୍‌ କର୍‌ବା କୁଲିଆର୍‌ ମନ୍‌ । ଆରି କରନ୍ତିୟର୍‌ ବିସ୍‌ବାସିମନ୍‌ ତମେ, ପର୍‌ମେସର୍‌ ଚାସ୍‌ କର୍‌ବା ଜମି, ଆରି ତାର୍‌ ଗର୍‌ ।
10 ଈଶ୍ୱରସ୍ୟ ପ୍ରସାଦାତ୍ ମଯା ଯତ୍ ପଦଂ ଲବ୍ଧଂ ତସ୍ମାତ୍ ଜ୍ଞାନିନା ଗୃହକାରିଣେୱ ମଯା ଭିତ୍ତିମୂଲଂ ସ୍ଥାପିତଂ ତଦୁପରି ଚାନ୍ୟେନ ନିଚୀଯତେ| କିନ୍ତୁ ଯେନ ଯନ୍ନିଚୀଯତେ ତତ୍ ତେନ ୱିୱିଚ୍ୟତାଂ|
୧୦ପର୍‌ମେସର୍‌ ମକେ ଦେଇରଇବା ତାର୍‌ ଜିବନ୍‌ ଦୁକାନି ଇସାବେ ମୁଇ ଗଟେକ୍‌ ସବୁ ଜାନିରଇବା ଗର୍‌ ତିଆର୍‌କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍‌ ଲକ୍‌ ତାର୍‌ ଉପ୍‌ରେ ତିଆର୍‌ କଲାନି । ମାତର୍‌ ତିଆର୍‌ କର୍‌ବା ବେଲେ ତମେ, ଗଟେକ୍‌ ଗଟେକ୍‌ ଲକ୍‌ ଜାଗ୍‌ରତ୍‌ ରଇବାର୍‌ ଆଚେ ।
11 ଯତୋ ଯୀଶୁଖ୍ରୀଷ୍ଟରୂପଂ ଯଦ୍ ଭିତ୍ତିମୂଲଂ ସ୍ଥାପିତଂ ତଦନ୍ୟତ୍ କିମପି ଭିତ୍ତିମୂଲଂ ସ୍ଥାପଯିତୁଂ କେନାପି ନ ଶକ୍ୟତେ|
୧୧କାଇକେବଇଲେ, ଜନ୍‌ କୁନାଦି ତିଆର୍‌ ଅଇସାର୍‌ଲା ଆଚେ, ତାକେ ଚାଡି ଅଲ୍‌ଗା କୁନାଦି କେ ମିସା ତିଆର୍‌ କରି ନାପାରତ୍‌ । ସେ କୁନାଦିର୍‌ ମୁଲ୍‌ ପାକ୍‌ନା ଅଇଲାନି ଜିସୁକିରିସ୍‌ଟ ।
12 ଏତଦ୍ଭିତ୍ତିମୂଲସ୍ୟୋପରି ଯଦି କେଚିତ୍ ସ୍ୱର୍ଣରୂପ୍ୟମଣିକାଷ୍ଠତୃଣନଲାନ୍ ନିଚିନ୍ୱନ୍ତି,
୧୨ମାତର୍‌ କେତେକ୍‌ ଗର୍‌ ବାନ୍ଦୁମନ୍‌ କୁନାଦି ଉପ୍‌ରେ ସୁନା, ରୁପା ଆରି ବେସି ଦାମ୍‌ ଅଇବା ପାକ୍‌ନା ସଙ୍ଗ୍‌ ବାନ୍ଦ୍‌ଲାଇନି । ଆରି କେତେକ୍‌ ଲକ୍‌ ଦାରୁ, ଗାଁସ୍‌ ଆରି ପିରି ସଙ୍ଗ୍‌ କୁନାଦି ଉପ୍‌ରେ ବାନ୍ଦ୍‌ଲାଇନି ।
13 ତର୍ହ୍ୟେକୈକସ୍ୟ କର୍ମ୍ମ ପ୍ରକାଶିଷ୍ୟତେ ଯତଃ ସ ଦିୱସସ୍ତତ୍ ପ୍ରକାଶଯିଷ୍ୟତି| ଯତୋ ହତୋସ୍ତନ ଦିୱସେନ ୱହ୍ନିମଯେନୋଦେତୱ୍ୟଂ ତତ ଏକୈକସ୍ୟ କର୍ମ୍ମ କୀଦୃଶମେତସ୍ୟ ପରୀକ୍ଷା ବହ୍ନିନା ଭୱିଷ୍ୟତି|
୧୩କିରିସ୍‌ଟ ଆରି ତରେକ୍‌ ଆଇବା ଦିନେ ଗଟେକ୍‌ ଗଟେକ୍‌ ଲକର୍‌ କରିରଇବା ସବୁ କାମ୍‌ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍‌ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍‌ ଜଇଟାନେ ପଡାଇ ପରିକା କରାଅଇସି ।
14 ଯସ୍ୟ ନିଚଯନରୂପଂ କର୍ମ୍ମ ସ୍ଥାସ୍ନୁ ଭୱିଷ୍ୟତି ସ ୱେତନଂ ଲପ୍ସ୍ୟତେ|
୧୪ଜନ୍‌ଲକ୍‌ମନ୍‌ କରିରଇବା କୁନାଦି ଉପ୍‌ରେ ଜଇର୍‌ ପରିକାଟାନେ ନ ନସେ, ସେ ପୁରୁସ୍‌କାର୍‌ ପାଇସି ।
15 ଯସ୍ୟ ଚ କର୍ମ୍ମ ଧକ୍ଷ୍ୟତେ ତସ୍ୟ କ୍ଷତି ର୍ଭୱିଷ୍ୟତି କିନ୍ତୁ ୱହ୍ନେ ର୍ନିର୍ଗତଜନ ଇୱ ସ ସ୍ୱଯଂ ପରିତ୍ରାଣଂ ପ୍ରାପ୍ସ୍ୟତି|
୧୫ଜଦି ଜାର୍‌ କାମ୍‌ ପଡି ଜାଇସି, ସେ କାମ୍‌ କରୁକେ କାଇଟା ନ ମିଲେ । ମାତର୍‌ ସେ ଲକ୍‌ ଲାଗ୍‌ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
16 ଯୂଯମ୍ ଈଶ୍ୱରସ୍ୟ ମନ୍ଦିରଂ ଯୁଷ୍ମନ୍ମଧ୍ୟେ ଚେଶ୍ୱରସ୍ୟାତ୍ମା ନିୱସତୀତି କିଂ ନ ଜାନୀଥ?
୧୬ତମେ ନିକ ସଙ୍ଗ୍‌ ଜାନିଆଚାସ୍‌, ତମେ ଅଇଲାସ୍‌ନି ପର୍‌ମେସରର୍‌ ମନ୍ଦିର୍‌ । ଆରି ତାର୍‌ ଆତ୍‌ମା ତମର୍‌ ଗାଗଡ୍‌ ବିତ୍‌ରେ ବାସାଅଇଆଚେ ।
17 ଈଶ୍ୱରସ୍ୟ ମନ୍ଦିରଂ ଯେନ ୱିନାଶ୍ୟତେ ସୋଽପୀଶ୍ୱରେଣ ୱିନାଶଯିଷ୍ୟତେ ଯତ ଈଶ୍ୱରସ୍ୟ ମନ୍ଦିରଂ ପୱିତ୍ରମେୱ ଯୂଯଂ ତୁ ତନ୍ମନ୍ଦିରମ୍ ଆଧ୍ୱେ|
୧୭ଜଦି କେ ମିସା ପର୍‌ମେସରର୍‌ ମନ୍ଦିର୍‌ ନସାଇସି, ତେବେ ପର୍‌ମେସର୍‌ ତାକେ ନସାଇସି । କାଇକେବଇଲେ ପର୍‌ମେସରର୍‌ ମନ୍ଦିର୍‌ ସୁକଲ୍‌ଟା । ତମେମନ୍‌ ଆକା ସେ ମନ୍ଦିର୍‌ ।
18 କୋପି ସ୍ୱଂ ନ ୱଞ୍ଚଯତାଂ| ଯୁଷ୍ମାକଂ କଶ୍ଚନ ଚେଦିହଲୋକସ୍ୟ ଜ୍ଞାନେନ ଜ୍ଞାନୱାନହମିତି ବୁଧ୍ୟତେ ତର୍ହି ସ ଯତ୍ ଜ୍ଞାନୀ ଭୱେତ୍ ତଦର୍ଥଂ ମୂଢୋ ଭୱତୁ| (aiōn g165)
୧୮ନିଜ୍‌କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍‌ ଇସାବେ ଗିଆନ୍‌ ରଇବାଲକ୍‌ ବଲି ମନେ ମନେ ବାବ୍‌ସି, ତେବେ ସେ ସତ୍‌ ଗିଆନ୍‌ ପାଇବାକେ ଆଲେ, କାଇଟା ନାଜାନ୍‌ଲା ବକୁଆ ଲକର୍‌ପାରା ଅଇବାର୍‌ ଆଚେ । (aiōn g165)
19 ଯସ୍ମାଦିହଲୋକସ୍ୟ ଜ୍ଞାନମ୍ ଈଶ୍ୱରସ୍ୟ ସାକ୍ଷାତ୍ ମୂଢତ୍ୱମେୱ| ଏତସ୍ମିନ୍ ଲିଖିତମପ୍ୟାସ୍ତେ, ତୀକ୍ଷ୍ଣା ଯା ଜ୍ଞାନିନାଂ ବୁଦ୍ଧିସ୍ତଯା ତାନ୍ ଧରତୀଶ୍ୱରଃ|
୧୯କାଇକେବଇଲେ ଏ ଜଗତର୍‌ ଗିଆନ୍‌ ପର୍‌ମେସରର୍‌ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍‌ତରେ ଲେକା ଆଚେ, ଗିଆନ୍‌ ରଇଲା ଲକ୍‌ମନ୍‌କେ ତାକର୍‌ ଚାଲାକିତେଇସେ ପର୍‌ମେସର୍‌ ଦାର୍‌ସି ।
20 ପୁନଶ୍ଚ| ଜ୍ଞାନିନାଂ କଲ୍ପନା ୱେତ୍ତି ପରମେଶୋ ନିରର୍ଥକାଃ|
୨୦ଆରିତରେକ୍‌ ସାସ୍‌ତରେ ଲେକାଆଚେ । ଗିଆନ୍‌ ରଇବା ଲକ୍‌ମନ୍‌ ବାବ୍‌ବାଟା ସବୁ ଚୁଚାଇସେ ବଲି ପର୍‌ମେସର୍‌ ଜାନିଆଚେ ।
21 ଅତଏୱ କୋଽପି ମନୁଜୈରାତ୍ମାନଂ ନ ଶ୍ଲାଘତାଂ ଯତଃ ସର୍ୱ୍ୱାଣି ଯୁଷ୍ମାକମେୱ,
୨୧ଆରି କେ ମିସା ଲକ୍‌ମନ୍‌ କରିରଇବା କାମ୍‌ଟାନେ ବଡ୍‌ପନ୍‌ ନ ଉଆ । ଏବେ ତମେ ସବୁ ବିସଇର୍‌ ଅଦିକାର୍‍ ପାଇଆଚାସ୍‌ ।
22 ପୌଲ ୱା ଆପଲ୍ଲୋ ର୍ୱା କୈଫା ୱା ଜଗଦ୍ ୱା ଜୀୱନଂ ୱା ମରଣଂ ୱା ୱର୍ତ୍ତମାନଂ ୱା ଭୱିଷ୍ୟଦ୍ୱା ସର୍ୱ୍ୱାଣ୍ୟେୱ ଯୁଷ୍ମାକଂ,
୨୨ଜଦି ମୁଇ ଅଇଲେ କି, ଆପଲ୍‌ ଅଇଲେ କି, ପିତର୍‌ ଅଇଲେ କି, ଜଗତର୍‌ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍‌ଲେ, ଏବେ ଜାଇଟା ଅଇଲେ କି ପଚ୍‌କେ ଜନ୍‌ଟା ଅଇଲେ ମିସା, ସବୁ ବିସଇ ତମର୍‌ ମଙ୍ଗଲର୍‌ ପାଇସେ ।
23 ଯୂଯଞ୍ଚ ଖ୍ରୀଷ୍ଟସ୍ୟ, ଖ୍ରୀଷ୍ଟଶ୍ଚେଶ୍ୱରସ୍ୟ|
୨୩ମାତର୍‌ ତମେ କିରିସ୍‌ଟର୍‌ ଲକ୍‌, ଆରି କିରିସ୍‌ଟ ପର୍‌ମେସରର୍‌ ।

< ୧ କରିନ୍ଥିନଃ 3 >