< മഥിഃ 9 >
1 അനന്തരം യീശു ർനൗകാമാരുഹ്യ പുനഃ പാരമാഗത്യ നിജഗ്രാമമ് ആയയൗ|
୧ଜିସୁ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା ନିଜର୍ ଗଡେ ବାଉଡି ଗାଲା ।
2 തതഃ കതിപയാ ജനാ ഏകം പക്ഷാഘാതിനം സ്വട്ടോപരി ശായയിത്വാ തത്സമീപമ് ആനയൻ; തതോ യീശുസ്തേഷാം പ്രതീതിം വിജ്ഞായ തം പക്ഷാഘാതിനം ജഗാദ, ഹേ പുത്ര, സുസ്ഥിരോ ഭവ, തവ കലുഷസ്യ മർഷണം ജാതമ്|
୨ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
3 താം കഥാം നിശമ്യ കിയന്ത ഉപാധ്യായാ മനഃസു ചിന്തിതവന്ത ഏഷ മനുജ ഈശ്വരം നിന്ദതി|
୩ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି?”
4 തതഃ സ തേഷാമ് ഏതാദൃശീം ചിന്താം വിജ്ഞായ കഥിതവാൻ, യൂയം മനഃസു കൃത ഏതാദൃശീം കുചിന്താം കുരുഥ?
୪ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, “ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି?
5 തവ പാപമർഷണം ജാതം, യദ്വാ ത്വമുത്ഥായ ഗച്ഛ, ദ്വയോരനയോ ർവാക്യയോഃ കിം വാക്യം വക്തും സുഗമം?
୫'ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି 'ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍?
6 കിന്തു മേദിന്യാം കലുഷം ക്ഷമിതും മനുജസുതസ്യ സാമർഥ്യമസ്തീതി യൂയം യഥാ ജാനീഥ, തദർഥം സ തം പക്ഷാഘാതിനം ഗദിതവാൻ, ഉത്തിഷ്ഠ, നിജശയനീയം ആദായ ഗേഹം ഗച്ഛ|
୬ମାତର୍ ଜଗତର୍ ପାପ୍ କେମା କର୍ବାକେ ନର୍ପିଲା, ମର୍ ଅଦିକାର୍ ଆଚେ, ମୁଇ ଏଟା ତମର୍ ମୁଆଟେ ଦେକାଇବି ।” ତାର୍ ପଚେ ଜିସୁ ଚେରେଙ୍ଗ୍ ରଗିକେ କଇଲା, “ଉଟ୍, ନିଜର୍ ଟାଟି ଦାରି ଗରେ ଉଟିଜା ।”
7 തതഃ സ തത്ക്ഷണാദ് ഉത്ഥായ നിജഗേഹം പ്രസ്ഥിതവാൻ|
୭ଆରି ସେ ଲକ୍ ଉଟିକରି ଗରେ ବାରିଗାଲା ।
8 മാനവാ ഇത്ഥം വിലോക്യ വിസ്മയം മേനിരേ, ഈശ്വരേണ മാനവായ സാമർഥ്യമ് ഈദൃശം ദത്തം ഇതി കാരണാത് തം ധന്യം ബഭാഷിരേ ച|
୮ଲକ୍ମନ୍ ସେଟା ଦେକି କାବା ଅଇଜାଇ ଡରିଗାଲାଇ । ମାତର୍ ନର୍ ଲକ୍କେ ଏନ୍ତାରି ଅଦିକାର୍ ଦେଲାର୍ ପାଇ ପର୍ମେସର୍କେ ଡାକ୍ପୁଟା କଲାଇ ।
9 അനന്തരം യീശുസ്തത്സ്ഥാനാദ് ഗച്ഛൻ ഗച്ഛൻ കരസംഗ്രഹസ്ഥാനേ സമുപവിഷ്ടം മഥിനാമാനമ് ഏകം മനുജം വിലോക്യ തം ബഭാഷേ, മമ പശ്ചാദ് ആഗച്ഛ, തതഃ സ ഉത്ഥായ തസ്യ പശ്ചാദ് വവ്രാജ|
୯ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, “ମର୍ ସଙ୍ଗ୍ ଆଉ ।” ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
10 തതഃ പരം യീശൗ ഗൃഹേ ഭോക്തുമ് ഉപവിഷ്ടേ ബഹവഃ കരസംഗ്രാഹിണഃ കലുഷിണശ്ച മാനവാ ആഗത്യ തേന സാകം തസ്യ ശിഷ്യൈശ്ച സാകമ് ഉപവിവിശുഃ|
୧୦ଜିସୁ ମାତିଉର୍ ଗରେ କାଇବାବେଲେ ବେସି ସିସ୍ତୁମାଙ୍ଗୁମନ୍, ଆରି ପାପି ଲକ୍ମନ୍ ତେଇ ଜିସୁ ଆରି ତାର୍ ସିସ୍ମନ୍ର୍ ସଙ୍ଗ୍ ବସି କାଇତେ ରଇଲାଇ ।
11 ഫിരൂശിനസ്തദ് ദൃഷ്ട്വാ തസ്യ ശിഷ്യാൻ ബഭാഷിരേ, യുഷ്മാകം ഗുരുഃ കിം നിമിത്തം കരസംഗ്രാഹിഭിഃ കലുഷിഭിശ്ച സാകം ഭുംക്തേ?
୧୧ଏଟା ଦେକି ପାରୁସି ଲକ୍ମନ୍ ଜିସୁର୍ ସିସ୍ମନ୍କେ ପାଚାର୍ଲାଇ, “କାଇକେ ତମର୍ ଗୁୁରୁ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପି ଲକ୍ମନର୍ ସଙ୍ଗ୍ ବସି କାଇଲାନି?”
12 യീശുസ്തത് ശ്രുത്വാ താൻ പ്രത്യവദത്, നിരാമയലോകാനാം ചികിത്സകേന പ്രയോജനം നാസ്തി, കിന്തു സാമയലോകാനാം പ്രയോജനമാസ്തേ|
୧୨ଜିସୁ କଇଲା, “ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ ।
13 അതോ യൂയം യാത്വാ വചനസ്യാസ്യാർഥം ശിക്ഷധ്വമ്, ദയായാം മേ യഥാ പ്രീതി ർന തഥാ യജ്ഞകർമ്മണി| യതോഽഹം ധാർമ്മികാൻ ആഹ്വാതും നാഗതോഽസ്മി കിന്തു മനഃ പരിവർത്തയിതും പാപിന ആഹ്വാതുമ് ആഗതോഽസ്മി|
୧୩ସାସ୍ତରେ ଲେକାଅଇଆଚେ, 'ମୁଇ ପସୁ ପୁଜ୍ବା ବିରୁଟାନେଅନି, ଲକ୍ମନ୍କେ ଦୟା ଦେକାଇବାଟା ମନ୍ କଲିନି। ଏ କାତାର୍ ଅରତ୍ କାଇଟା? ଜାଇକରି ବୁଜ୍ବାକେ ଚେସ୍ଟା କରା । ମୁଇ ଦରମ୍ ଲକ୍ମନ୍କେ ଡାକ୍ବାକେ ଆସି ନାଇ, ପାପିମନ୍କେ ଡାକ୍ବାର୍ ଆସିଆଚି ।”
14 അനന്തരം യോഹനഃ ശിഷ്യാസ്തസ്യ സമീപമ് ആഗത്യ കഥയാമാസുഃ, ഫിരൂശിനോ വയഞ്ച പുനഃ പുനരുപവസാമഃ, കിന്തു തവ ശിഷ്യാ നോപവസന്തി, കുതഃ?
୧୪ତାର୍ ପଚେ ଦିନେକ୍ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ଆମେ ଆରି ପାରୁସିମନ୍ ବେସି ତର୍ ଲାକା ଉପାସ୍ କଲୁନି, ମାତର୍ ତମର୍ ସିସ୍ମନ୍ କାଇଜେ ଉପାସ୍ କରତ୍ ନାଇ?”
15 തദാ യീശുസ്താൻ അവോചത് യാവത് സഖീനാം സംങ്ഗേ കന്യായാ വരസ്തിഷ്ഠതി, താവത് കിം തേ വിലാപം കർത്തും ശക്ലുവന്തി? കിന്തു യദാ തേഷാം സംങ്ഗാദ് വരം നയന്തി, താദൃശഃ സമയ ആഗമിഷ്യതി, തദാ തേ ഉപവത്സ്യന്തി|
୧୫ଜିସୁ ସେମନ୍କେ କଇଲା, “ବିବା ଦାଙ୍ଗ୍ଡା ଜେଡେବେଲେ ଜାକ ଦାଙ୍ଗ୍ଡାମନର୍ ସଙ୍ଗ୍ ବିବାଗରେ ରଇସି, ସେ ଦିନ୍ ଜାକ ସଙ୍ଗର୍ ଦାଙ୍ଗ୍ଡାମନ୍ ଦୁକ୍ ନ କରତ୍ । ମାତର୍ ଜେଡେବଲ୍ ବିବା ଅଇବା ଦାଙ୍ଗ୍ଡାକେ ସଙ୍ଗର୍ଦାଙ୍ଗ୍ଡାମନର୍ଟାନେଅନି ଦାରିଜିବାଇ, ସେମନ୍ ଦୁକ୍ କରି ଉପାସ୍ କର୍ବାଇ ।”
16 പുരാതനവസനേ കോപി നവീനവസ്ത്രം ന യോജയതി, യസ്മാത് തേന യോജിതേന പുരാതനവസനം ഛിനത്തി തച്ഛിദ്രഞ്ച ബഹുകുത്സിതം ദൃശ്യതേ|
୧୬କେ ମିସା ପୁର୍ନା ଲୁଗା କାଣା ଅଇଲାଟାନେ, ନୁଆ ଲୁଗାର୍ ଗର୍ଣ୍ଡା ନ ସିଲାଅତ୍, କାଇକେ ବଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ବେସି ଚିରି ଦେଇସି ।
17 അന്യഞ്ച പുരാതനകുത്വാം കോപി നവാനഗോസ്തനീരസം ന നിദധാതി, യസ്മാത് തഥാ കൃതേ കുതൂ ർവിദീര്യ്യതേ തേന ഗോസ്തനീരസഃ പതതി കുതൂശ്ച നശ്യതി; തസ്മാത് നവീനായാം കുത്വാം നവീനോ ഗോസ്തനീരസഃ സ്ഥാപ്യതേ, തേന ദ്വയോരവനം ഭവതി|
୧୭ଆରି, କେ ମିସା ନୁଆ ଅଙ୍ଗୁର୍ ରସ୍, ଚାମ୍ ସଙ୍ଗ୍ ତିଆର୍ ଅଇଲା ପୁର୍ନା ମୁନାଇ ବେସି ଦିନ୍ ନ ସଙ୍ଗଅତ୍, ସଙ୍ଗଇଲେ ମୁନା ପାଟିଜାଇସି ଆରି ରସ୍ ଚିଡ୍ତେ ଡାଲି ଅଇଜାଇସି । ସେଟାର୍ ପାଇ ନୁଆ ରସ୍ ନୁଆ ମୁନାଇ ସଙ୍ଗଇବାଇ । ଏନ୍ତି ସଙ୍ଗଇଲେ ମୁନା ଆରି ରସ୍ ଦୁଇଟା ଜାକ ନସ୍ଟ ନ ଅଏ ।
18 അപരം തേനൈതത്കഥാകഥനകാലേ ഏകോഽധിപതിസ്തം പ്രണമ്യ ബഭാഷേ, മമ ദുഹിതാ പ്രായേണൈതാവത്കാലേ മൃതാ, തസ്മാദ് ഭവാനാഗത്യ തസ്യാ ഗാത്രേ ഹസ്തമർപയതു, തേന സാ ജീവിഷ്യതി|
୧୮ଜିସୁ ସେମନ୍କେ ଏ ସବୁ କାତା କଇଲା ବେଲେ, ଦେକା ଗଟେକ୍ ଜିଉଦିମନର୍ ପାର୍ତନା ଗରର୍ ନେତା ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, “ମର୍ ଟକି ଏବେସେ ମରିଗାଲା ଆଚେ, ମାତର୍ ତୁଇ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଲେ ସେ ବଁଚ୍ସି ।”
19 തദാനീം യീശുഃ ശിഷ്യൈഃ സാകമ് ഉത്ഥായ തസ്യ പശ്ചാദ് വവ്രാജ|
୧୯ଜିସୁ ଦାପ୍ରେ ଉଟିକରି ତାର୍ ସିସ୍ମନର୍ ସଙ୍ଗ୍ ଗାଲା ।
20 ഇത്യനന്തരേ ദ്വാദശവത്സരാൻ യാവത് പ്രദരാമയേന ശീർണൈകാ നാരീ തസ്യ പശ്ചാദ് ആഗത്യ തസ്യ വസനസ്യ ഗ്രന്ഥിം പസ്പർശ;
୨୦ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା ।
21 യസ്മാത് മയാ കേവലം തസ്യ വസനം സ്പൃഷ്ട്വാ സ്വാസ്ഥ്യം പ്രാപ്സ്യതേ, സാ നാരീതി മനസി നിശ്ചിതവതീ|
୨୧ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
22 തതോ യീശുർവദനം പരാവർത്ത്യ താം ജഗാദ, ഹേ കന്യേ, ത്വം സുസ്ഥിരാ ഭവ, തവ വിശ്വാസസ്ത്വാം സ്വസ്ഥാമകാർഷീത്| ഏതദ്വാക്യേ ഗദിതഏവ സാ യോഷിത് സ്വസ്ഥാഭൂത്|
୨୨ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, “ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।” ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା ।
23 അപരം യീശുസ്തസ്യാധ്യക്ഷസ്യ ഗേഹം ഗത്വാ വാദകപ്രഭൃതീൻ ബഹൂൻ ലോകാൻ ശബ്ദായമാനാൻ വിലോക്യ താൻ അവദത്,
୨୩ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି,
24 പന്ഥാനം ത്യജ, കന്യേയം നാമ്രിയത നിദ്രിതാസ്തേ; കഥാമേതാം ശ്രുത്വാ തേ തമുപജഹസുഃ|
୨୪ଜିସୁ କଇଲା, “ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।” ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ ।
25 കിന്തു സർവ്വേഷു ബഹിഷ്കൃതേഷു സോഽഭ്യന്തരം ഗത്വാ കന്യായാഃ കരം ധൃതവാൻ, തേന സോദതിഷ്ഠത്;
୨୫ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା ।
26 തതസ്തത്കർമ്മണോ യശഃ കൃത്സ്നം തം ദേശം വ്യാപ്തവത്|
୨୬ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।
27 തതഃ പരം യീശുസ്തസ്മാത് സ്ഥാനാദ് യാത്രാം ചകാര; തദാ ഹേ ദായൂദഃ സന്താന, അസ്മാൻ ദയസ്വ, ഇതി വദന്തൗ ദ്വൗ ജനാവന്ധൗ പ്രോചൈരാഹൂയന്തൗ തത്പശ്ചാദ് വവ്രജതുഃ|
୨୭ଜିସୁ ସେ ଜାଗାଇଅନି ବାରଇ ଜିବାବେଲେ ଦୁଇଟା କାଣା, ତାର୍ ପଚେ ପଚେ ଇଣ୍ଡି ଆଇଲାଇ । ସେମନ୍ ଆଉଲି ଅଇକରି କଇବାର୍ ଦାର୍ଲାଇ । “ଏ ଦାଉଦ୍ ରାଜାର୍ ପଅ! ଆମ୍କେ ଦୟା କରା ।”
28 തതോ യീശൗ ഗേഹമധ്യം പ്രവിഷ്ടം താവപി തസ്യ സമീപമ് ഉപസ്ഥിതവന്തൗ, തദാനീം സ തൗ പൃഷ്ടവാൻ കർമ്മൈതത് കർത്തും മമ സാമർഥ്യമ് ആസ്തേ, യുവാം കിമിതി പ്രതീഥഃ? തദാ തൗ പ്രത്യൂചതുഃ, സത്യം പ്രഭോ|
୨୮ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, “ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି?” ସେମନ୍ କଇଲାଇ “ଉଁ ମାପ୍ରୁ ।”
29 തദാനീം സ തയോ ർലോചനാനി സ്പൃശൻ ബഭാഷേ, യുവയോഃ പ്രതീത്യനുസാരാദ് യുവയോ ർമങ്ഗലം ഭൂയാത്| തേന തത്ക്ഷണാത് തയോ ർനേത്രാണി പ്രസന്നാന്യഭവൻ,
୨୯ତାର୍ ପଚେ ଜିସୁ ସେମନର୍ ଆଁକି ଚିଇକରି କଇଲା, “ମକେ ବିସ୍ବାସ୍ କଲାର୍ ଲାଗି ତମର୍ ଆଁକି ଡିସ ।”
30 പശ്ചാദ് യീശുസ്തൗ ദൃഢമാജ്ഞാപ്യ ജഗാദ, അവധത്തമ് ഏതാം കഥാം കോപി മനുജോ മ ജാനീയാത്|
୩୦ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, “ଏ ବିସଇ କାକେ ମିସା କୁଆ ନାଇ ।” ବଲି କଇଲା ।
31 കിന്തു തൗ പ്രസ്ഥായ തസ്മിൻ കൃത്സ്നേ ദേശേ തസ്യ കീർത്തിം പ്രകാശയാമാസതുഃ|
୩୧ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।
32 അപരം തൗ ബഹിര്യാത ഏതസ്മിന്നന്തരേ മനുജാ ഏകം ഭൂതഗ്രസ്തമൂകം തസ്യ സമീപമ് ആനീതവന്തഃ|
୩୨ଜିସୁ ଆରି ତାର୍ ସିସ୍ମନ୍ ସେ ଗରେଅନି ବାରଇ ଗାଲାବେଲେ କେତେଟା ଲକ୍ମନ୍ ଗଟେକ୍ ଗୁଲା ଲକ୍କେ ତାର୍ ଲଗେ ଆନ୍ଲାଇ । ତାକେ ଡୁମାଦାରିରଇଲାକେ ସେ ଗୁଲା ଅଇଜାଇରଇଲା ।
33 തേന ഭൂതേ ത്യാജിതേ സ മൂകഃ കഥാം കഥയിതും പ്രാരഭത, തേന ജനാ വിസ്മയം വിജ്ഞായ കഥയാമാസുഃ, ഇസ്രായേലോ വംശേ കദാപി നേദൃഗദൃശ്യത;
୩୩ଜିସୁ ଡୁମାକେ ସେ ଲକର୍ତେଇଅନି କେଦ୍ଲା ପଚେ ସେ କାତାଅଇବାର୍ ଦାର୍ଲା । ଆରି ତେଇ ରଇଲା ଲକ୍ମନ୍ କାବାଅଇଜାଇ କଇଲାଇ । “ଇସ୍ରାଏଲ୍ ଦେସେ ଏନ୍ତାରି ଗଟ୍ନା ଆମେ କେବେ ଦେକି ନ ରଇଲୁ ।”
34 കിന്തു ഫിരൂശിനഃ കഥയാഞ്ചക്രുഃ ഭൂതാധിപതിനാ സ ഭൂതാൻ ത്യാജയതി|
୩୪ମାତର୍ ପାରୁସିମନ୍ କଇଲାଇ, “ସେ ଡୁମାମନର୍ ନେତାର୍ ବପୁ ସଙ୍ଗ୍ ବିନ୍ ଡୁମାମନ୍କେ କେଦ୍ଲାନି ।”
35 തതഃ പരം യീശുസ്തേഷാം ഭജനഭവന ഉപദിശൻ രാജ്യസ്യ സുസംവാദം പ്രചാരയൻ ലോകാനാം യസ്യ യ ആമയോ യാ ച പീഡാസീത്, താൻ ശമയൻ ശമയംശ്ച സർവ്വാണി നഗരാണി ഗ്രാമാംശ്ച ബഭ്രാമ|
୩୫ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
36 അന്യഞ്ച മനുജാൻ വ്യാകുലാൻ അരക്ഷകമേഷാനിവ ച ത്യക്താൻ നിരീക്ഷ്യ തേഷു കാരുണികഃ സൻ ശിഷ്യാൻ അവദത്,
୩୬ଆରି ତେଇ ରଇଲା ଜବର୍ ଲକ୍ମନ୍କେ ଦେକିକରି ସେ ଦୟା କଲା । କାଇକେ ବଇଲେ ସେମନ୍ ବେସି ତାକିଜାଇରଇଲା ଆରି ସାଇଜ ପାଇବାକେ କନ୍ ବାଟେ ଜିବାର୍ ଆଚେ, ଜାନିନାପାର୍ତେ ରଇଲାଇ । ସେମନ୍ ଗଉଡ୍ ନଇଲା ମେଣ୍ଡାରାସି ପାରା ଅଇଜାଇରଇଲାଇ ।
37 ശസ്യാനി പ്രചുരാണി സന്തി, കിന്തു ഛേത്താരഃ സ്തോകാഃ|
୩୭ସେଡ୍କିବେଲେ ସେ ସିସ୍ମନ୍କେ କଇଲା, “ତାସ୍ ସିନା ବୁତେକ୍ । ମାତର୍ ସେଟା କାଟ୍ବାକେ, ଲକ୍ମନ୍ ଉନା ଆଚତ୍ ।
38 ക്ഷേത്രം പ്രത്യപരാൻ ഛേദകാൻ പ്രഹേതും ശസ്യസ്വാമിനം പ്രാർഥയധ്വമ്|
୩୮ତେବର୍ପାଇ ‘କେତ୍ ରଇଲା ପଦାଇ କାଟ୍ବାକେ ବେସି ଲକ୍କେ ପାଟାଆ’ ବଲି ତାସ୍ କଲା ସାଉକାର୍କେ ପାର୍ତନା କରା ।”