< លូកះ 5 >
1 អនន្តរំ យីឝុរេកទា គិនេឞរថ្ទស្យ តីរ ឧត្តិឞ្ឋតិ, តទា លោកា ឦឝ្វរីយកថាំ ឝ្រោតុំ តទុបរិ ប្របតិតាះ។
ଗଟ୍ ଦିନ୍ ଜିସୁ ଗିନେସ୍ରଃତ୍ ସଃମ୍ନ୍ଦ୍ କଃଣ୍ଡାୟ୍ ଟିଆ ଅୟ୍ରିଲା, ସଃଡେବଃଳ୍ ଲକ୍ମଃନ୍ଦାମଃନ୍ ତାର୍ ତଃୟ୍ହୁଣି ଇସ୍ୱରାର୍ କଃତା ସୁଣୁକ୍ ତାର୍ ଉହ୍ରେ ମାଡାମାଡି ଅଃଉତି ରିଲାୟ୍;
2 តទានីំ ស ហ្ទស្យ តីរសមីបេ នៅទ្វយំ ទទឝ៌ កិញ្ច មត្ស្យោបជីវិនោ នាវំ វិហាយ ជាលំ ប្រក្ឞាលយន្តិ។
ଆର୍ ସେ ସଃମ୍ନ୍ଦ୍ କଃଣ୍ଡାୟ୍ ଜଳେକ୍ ଡଙ୍ଗା ରିଲାର୍ ଦଃକ୍ଲା; ମାଚୁଆମଃନ୍ ସେତିହୁଣି ଉତ୍ରି ଜାଲ୍ ଦଃଉତି ରିଲାୟ୍ ।
3 តតស្តយោទ៌្វយោ រ្មធ្យេ ឝិមោនោ នាវមារុហ្យ តីរាត៑ កិញ្ចិទ្ទូរំ យាតុំ តស្មិន៑ វិនយំ ក្ឫត្វា នៅកាយាមុបវិឝ្យ លោកាន៑ ប្រោបទិឞ្ដវាន៑។
ସେତିର୍ ଡଙ୍ଗାମଃନାର୍ ବିତ୍ରେ ଜୁୟ୍ ଡଙ୍ଗା ସିମନାର୍ ରିଲି, ସେତି ଜିସୁ ଚଃଗ୍ଲା ଆର୍ କଃଣ୍ଡାୟ୍ ହୁଣି କଃଣ୍ଡେକ୍ ଦୁରିକ୍ ଜଃଉଁକେ ଗଃଉଆରି କଃଲାୟ୍; ଆର୍ ସେ ଡଙ୍ଗାୟ୍ହୁଣି ଲକ୍ମଃନ୍ଦାମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
4 បឝ្ចាត៑ តំ ប្រស្តាវំ សមាប្យ ស ឝិមោនំ វ្យាជហារ, គភីរំ ជលំ គត្វា មត្ស្យាន៑ ធត៌្តុំ ជាលំ និក្ឞិប។
ଜିସୁ କଃତା ସଃରାୟ୍କଃରି ସିମନ୍କ୍ କୟ୍ଲା, “ଡେଙ୍ଗ୍ ହାଣି ଲଃଗେ ଜାୟ୍ ମାଚ୍ ଦଃରୁକ୍ ତୁମାର୍ ଜାଲ୍ ହଃକାଉଆ ।”
5 តតះ ឝិមោន ពភាឞេ, ហេ គុរោ យទ្យបិ វយំ ក្ឫត្ស្នាំ យាមិនីំ បរិឝ្រម្យ មត្ស្យៃកមបិ ន ប្រាប្តាស្តថាបិ ភវតោ និទេឝតោ ជាលំ ក្ឞិបាមះ។
ଆର୍ ହଃଚେ ସିମନ୍ ଉତୁର୍ ଦିଲା, “ଏ ଗୁରୁ, ଅଃମିମଃନ୍ ରାତିସଃରା କଃସ୍ଟ୍କଃରି କାୟ୍ରି ହେଁ ନଃଦେରୁ; ମଃତର୍ ତର୍ କଃତା ମାନି କଃରି ମୁଁୟ୍ ଜାଲ୍ ହଃକାୟ୍ନ୍ଦ୍ ।”
6 អថ ជាលេ ក្ឞិប្តេ ពហុមត្ស្យបតនាទ៑ អានាយះ ប្រច្ឆិន្នះ។
ଆର୍ ସେମଃନ୍ ଜାଲ୍ ହଃକାୟ୍କଃରି ଗାଦେକ୍ ମାଚ୍ ଦଃର୍ଲାୟ୍, ଆରେକ୍ ସେମଃନାର୍ ଜାଲ୍ ଚିଡୁକ୍ ଦଃର୍ଲି ।
7 តស្មាទ៑ ឧបកត៌្តុម៑ អន្យនៅស្ថាន៑ សង្គិន អាយាតុម៑ ឥង្គិតេន សមាហ្វយន៑ តតស្ត អាគត្យ មត្ស្យៃ រ្នៅទ្វយំ ប្របូរយាមាសុ រ្យៃ រ្នៅទ្វយំ ប្រមគ្នម៑។
ସେତାର୍ଗିନେ ସେମଃନାର୍ ଜୁୟ୍ ସଃଙ୍ଗୁଆଳିମଃନ୍ ବିନ୍ ଡଙ୍ଗାୟ୍ ରିଲାୟ୍, ସେମଃନ୍ ଜଃନ୍କଃରି ଆସିକଃରି ଉହ୍କାର୍ କଃର୍ତି, ସେତାର୍ ଗିନେ ସେମଃନ୍ ସେମଃନ୍କେ ଆତ୍ ମାରି କୁଦ୍ଲାୟ୍ । ତଃବେ ସେମଃନ୍ ଆସି ଜଳେକ୍ ଡଙ୍ଗା ଇବାନ୍ୟା ମାଚ୍ ବଃର୍ତି କଃଲାକ୍ ତାକାର୍ ଡଙ୍ଗାମଃନ୍ ବୁଡୁକ୍ ଦଃର୍ଲି ।
8 តទា ឝិមោន្បិតរស្តទ៑ វិលោក្យ យីឝោឝ្ចរណយោះ បតិត្វា, ហេ ប្រភោហំ បាបី នរោ មម និកដាទ៑ ភវាន៑ យាតុ, ឥតិ កថិតវាន៑។
ମଃତର୍ ସିମନ୍ ପିତର୍ ଇ ସଃବୁ ଦଃକି ଜିସୁର୍ ହାଦ୍ ତଃଳେ ହଃଳି କୟ୍ଲା, “ଏ ମାପ୍ରୁ, ମର୍ ତଃୟ୍ହୁଣି ଦୁରିକ୍ ଜାଆ, କାୟ୍ତାକ୍ବଃଲେକ୍ ମୁଁୟ୍ ଗଟେକ୍ ହାହି ମାନାୟ୍ ।”
9 យតោ ជាលេ បតិតានាំ មត្ស្យានាំ យូថាត៑ ឝិមោន៑ តត្សង្គិនឝ្ច ចមត្ក្ឫតវន្តះ; ឝិមោនះ សហការិណៅ សិវទេះ បុត្រៅ យាកូព៑ យោហន៑ ចេមៅ តាទ្ឫឝៅ ពភូវតុះ។
କାୟ୍ତାକ୍ବଃଲେକ୍ ସେମଃନ୍ ଅଃତେକ୍ ମାଚ୍ ଦଃରି ରିଲାୟ୍ ଜେ, ସେରି ଦଃକି ସିମନ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ କାବା ଅୟ୍ଲାୟ୍ ।
10 តទា យីឝុះ ឝិមោនំ ជគាទ មា ភៃឞីរទ្យារភ្យ ត្វំ មនុឞ្យធរោ ភវិឞ្យសិ។
ଆରେକ୍ ଜେବଦିର୍ ଜଳେକ୍ ହୟ୍ସି ଜାକୁବକ୍ ଆର୍ ଜହନ୍, ଜୁୟ୍ମଃନ୍ କି ସିମନାର୍ ସଃଙ୍ଗ୍ ରିଲାୟ୍, ସେମଃନ୍ ହେଁ ସେରଃକମ୍ କାବା ଅୟ୍ଲାୟ୍ । ଆରେକ୍ ଜିସୁ ସିମନ୍କେ କୟ୍ଲା, “ଡିର୍ନାୟ୍, ଆଜିହୁଣି ତୁୟ୍ ମାନାୟ୍ମଃନ୍କେ ଦଃର୍ସି ।”
11 អនន្តរំ សវ៌្វាសុ នៅសុ តីរម៑ អានីតាសុ តេ សវ៌្វាន៑ បរិត្យជ្យ តស្យ បឝ្ចាទ្គាមិនោ ពភូវុះ។
ସେତାର୍ ହଃଚେ ସେମଃନ୍ ଡଙ୍ଗାମଃନ୍ କଃଣ୍ଡାୟ୍ ଆଣି ସଃବୁ ଚାଡି କଃରି ଜିସୁର୍ ହଃଚେ ଗଃଲାୟ୍ ।
12 តតះ បរំ យីឝៅ កស្មិំឝ្ចិត៑ បុរេ តិឞ្ឋតិ ជន ឯកះ សវ៌្វាង្គកុឞ្ឋស្តំ វិលោក្យ តស្យ សមីបេ ន្យុព្ជះ បតិត្វា សវិនយំ វក្តុមារេភេ, ហេ ប្រភោ យទិ ភវានិច្ឆតិ តហ៌ិ មាំ បរិឞ្កត៌្តុំ ឝក្នោតិ។
ଗଟ୍ତର୍ ଜିସୁ ଗଟ୍ ଗଃଳେ ରିଲା ବଃଳ୍, ଦଃକା, ସେତି ଗଟେକ୍ ବଃଡ୍ ରଗି ରିଲା; ସେ ଜିସୁକେ ଦଃକି ମୁଣ୍ଡିଆ ମାରିକଃରି କାନିକଃର୍ମ୍ ଅୟ୍ କୟ୍ଲା, “ଏ ମାପ୍ରୁ, ତୁୟ୍ ଜଦି ମଃନ୍ କଃର୍ସି, ତଃବେ ମକ୍ ଉଜ୍ କଃରୁ ହାର୍ସି ।”
13 តទានីំ ស បាណិំ ប្រសាយ៌្យ តទង្គំ ស្ប្ឫឝន៑ ពភាឞេ ត្វំ បរិឞ្ក្រិយស្វេតិ មមេច្ឆាស្តិ តតស្តត្ក្ឞណំ ស កុឞ្ឋាត៑ មុក្តះ។
ସେତାର୍ ଗିନେ ଜିସୁ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, “ମୁଁୟ୍ ମଃନ୍ କଃରୁଲେ, ତୁୟ୍ ଉଜ୍ ଅଃଉ ।” ସେଦାହ୍ରେ ବଃଡ୍ ରଗ୍ ତାର୍ ତଃୟ୍ହୁଣି ଦୁର୍ ଅୟ୍ଲି ।
14 បឝ្ចាត៑ ស តមាជ្ញាបយាមាស កថាមិមាំ កស្មៃចិទ៑ អកថយិត្វា យាជកស្យ សមីបញ្ច គត្វា ស្វំ ទឝ៌យ, លោកេភ្យោ និជបរិឞ្ក្ឫតត្វស្យ ប្រមាណទានាយ មូសាជ្ញានុសារេណ ទ្រវ្យមុត្ម្ឫជស្វ ច។
ଆର୍ ଜିସୁ ତାକ୍ କୟ୍ଲା, “କାକେ ହେଁ କଃଉ ନାୟ୍, ମଃତର୍ ସଃଳ୍କେ ଜାଜକ୍ ଲଃଗେ ଜାଆ, ଆର୍ ସେ ତକେ ପରିକ୍ୟା କଃରି ଦଃକ, ତାର୍ହଃଚେ ତୁୟ୍ ନିର୍ମୁଳ୍ ଅୟ୍ ଆଚ୍ସି ବଃଲି ବିନ୍ ଲକ୍ମଃନାର୍ ତଃୟ୍ ସାକି ଦେଉଁକ୍ ମସାର୍ ବିଦି ହଃର୍କାରେ ଦାନ୍ ଦେସ୍ ।”
15 តថាបិ យីឝោះ សុខ្យាតិ រ្ពហុ វ្យាប្តុមារេភេ កិញ្ច តស្យ កថាំ ឝ្រោតុំ ស្វីយរោគេភ្យោ មោក្តុញ្ច លោកា អាជគ្មុះ។
ମଃତର୍ ଜିସୁର୍ କଃତା ଆରେକ୍ ଅଃଦିକ୍ ଉର୍ଜି ଅୟ୍ଲି, ଆରେକ୍ ଅଲେକାର୍ ଲକ୍ ତାର୍ ସିକ୍ୟା ସୁଣୁକ୍ ଆର୍ ନିଜାର୍ ନିଜାର୍ ରଗେ ହୁଣି ଉଜ୍ ଅଃଉଁକେ ତାର୍ ହାକ୍ ଆୟ୍ଲାୟ୍ ।
16 អថ ស ប្រាន្តរំ គត្វា ប្រាត៌្ហយាញ្ចក្រេ។
ମଃତର୍ ସେ ଲକ୍ବାକ୍ ନୟ୍ଲା ସିଣିନ୍ଦ୍ ଜଃଗାୟ୍ମଃନ୍ ରଃୟ୍ ପାର୍ତ୍ନା କଃର୍ତିରିଲା ।
17 អបរញ្ច ឯកទា យីឝុរុបទិឝតិ, ឯតហ៌ិ គាលីល្យិហូទាប្រទេឝយោះ សវ៌្វនគរេភ្យោ យិរូឝាលមឝ្ច កិយន្តះ ផិរូឝិលោកា វ្យវស្ថាបកាឝ្ច សមាគត្យ តទន្តិកេ សមុបវិវិឝុះ, តស្មិន៑ កាលេ លោកានាមារោគ្យការណាត៑ ប្រភោះ ប្រភាវះ ប្រចកាឝេ។
ଗଟ୍ଦିନ୍ ଜିସୁ ସିକ୍ୟା ଦେତିରିଲା, ଆର୍ ଗାଲିଲିର୍ ସଃବୁ ଗାଉଁ, ଆରେକ୍ ଜିଉଦା ରାଜି ଆର୍ ଜିରୁସାଲମେ ହୁଣି ଆସିରିଲା ପାରୁସି ଆର୍ ଦଃର୍ମ୍ ଗୁରୁମଃନ୍ ଲଃଗେ ବଃସି ରିଲାୟ୍ । ଆର୍ ଜିସୁ ଜଃନ୍କଃରି ରଗ୍ ଉଜ୍ କଃରେଦ୍, ଇତାର୍ ଗିନେ ମାପ୍ରୁର୍ ସଃକ୍ତି ସେତି ଆୟ୍ଲି ।
18 បឝ្ចាត៑ កិយន្តោ លោកា ឯកំ បក្ឞាឃាតិនំ ខដ្វាយាំ និធាយ យីឝោះ សមីបមានេតុំ សម្មុខេ ស្ថាបយិតុញ្ច វ្យាប្រិយន្ត។
ଆରେକ୍ ଦଃକା, କଃତେକ୍ ଲକ୍ ଗଟେକ୍ ଏକ୍ଅଃଙ୍ଗି ରଗିକେ କଃଟେ ବୟ୍ଆଣି ତାକ୍ ବିତ୍ରେ ନେଉଁକେ ଆର୍ ଜିସୁର୍ ମୁଏଁ ସଃଙ୍ଗାଉଁକ୍ ଉପାୟ୍ କଃର୍ତି ରିଲାୟ୍ ।
19 កិន្តុ ពហុជននិវហសម្វាធាត៑ ន ឝក្នុវន្តោ គ្ឫហោបរិ គត្វា គ្ឫហប្ឫឞ្ឋំ ខនិត្វា តំ បក្ឞាឃាតិនំ សខដ្វំ គ្ឫហមធ្យេ យីឝោះ សម្មុខេ ៜវរោហយាមាសុះ។
ମଃତର୍ ଲକ୍ ମଃନ୍ଦାର୍ ଗିନେ ତାକ୍ ବିତ୍ରେ ନେଉଁକେ ବାଟ ନଃମିଳ୍ଲାକ୍ ସେମଃନ୍ ଗଃରାର୍ ଚାନି ଉହ୍ରେ ଜାୟ୍, ଚାନି କାଣା କଃରି କଃଟ୍ ସଃଙ୍ଗ୍ ତାକ୍ ମଃଜାୟ୍ ଜିସୁର୍ ଲଃଗେ ଉତ୍ରାୟ୍ଲାୟ୍ ।
20 តទា យីឝុស្តេឞាម៑ ឦទ្ឫឝំ វិឝ្វាសំ វិលោក្យ តំ បក្ឞាឃាតិនំ វ្យាជហារ, ហេ មានវ តវ បាបមក្ឞម្យត។
ଜିସୁ ସେମଃନାର୍ ବିସ୍ୱାସ୍ ଦଃକି କୟ୍ଲା, “ଏ ବାୟ୍, ତର୍ ହାହ୍ ସଃବୁ କେମା କଃରାଅୟ୍ ଆଚେ ।”
21 តស្មាទ៑ អធ្យាបកាះ ផិរូឝិនឝ្ច ចិត្តៃរិត្ថំ ប្រចិន្តិតវន្តះ, ឯឞ ជន ឦឝ្វរំ និន្ទតិ កោយំ? កេវលមីឝ្វរំ វិនា បាបំ ក្ឞន្តុំ កះ ឝក្នោតិ?
ସେତାର୍ ଗିନେ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ନିଜାର୍ ନିଜାର୍ ବିତ୍ରେ କଃତାବାର୍ତା ଅୟ୍ ଇବାନ୍ୟା ବଃଲି କଃଉଁକେ ଦଃର୍ଲାୟ୍, “ଇ ମାନାୟ୍ ତ ଇସ୍ୱରାର୍ ଲିନ୍ଦା କଃରୁଲା, ଇ ମାନାୟ୍ କେ? ଅଃବ୍କା ମାପ୍ରୁକ୍ ଚାଡି ଆର୍ କେ ହାହ୍ କେମା କଃରୁହାରେ?”
22 តទា យីឝុស្តេឞាម៑ ឥត្ថំ ចិន្តនំ វិទិត្វា តេភ្យោកថយទ៑ យូយំ មនោភិះ កុតោ វិតក៌យថ?
ମଃତର୍ ଜିସୁ ସେମଃନାର୍ କଃତାବାର୍ତା ବୁଜିକଃରି ସେମଃନ୍କେ ଉତୁର୍ ଦିଲା, “ତୁମିମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରେ କାୟ୍ରି କଃତାବାର୍ତା ଅଃଉଁଲାସ୍?
23 តវ បាបក្ឞមា ជាតា យទ្វា ត្វមុត្ថាយ វ្រជ ឯតយោ រ្មធ្យេ កា កថា សុកថ្យា?
କାୟ୍ରି ଉପାସ୍? ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ବଃଲି କଃଉତାର୍, କି ଉଟ୍ ଇଣ୍ଡି ଜାଆ ବଃଲି କଃଉତାର୍?
24 កិន្តុ ប្ឫថិវ្យាំ បាបំ ក្ឞន្តុំ មានវសុតស្យ សាមត៌្ហ្យមស្តីតិ យថា យូយំ ជ្ញាតុំ ឝក្នុថ តទត៌្ហំ (ស តំ បក្ឞាឃាតិនំ ជគាទ) ឧត្តិឞ្ឋ ស្វឝយ្យាំ គ្ឫហីត្វា គ្ឫហំ យាហីតិ ត្វាមាទិឝាមិ។
ମଃତର୍ ହୁର୍ତିବିଏ ହାହ୍ କେମା କଃରୁକେ ନଃରାର୍ ହୟ୍ସିର୍ ଜେ ଅଃଦିକାର୍ ଆଚେ,” ଇରି ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଜିସୁ ଏକ୍ଅଃଙ୍ଗି ରଗିକ୍ କୟ୍ଲା, “ମୁଁୟ୍ ତକେ କଃଉଁଲେ, ଉଟ୍ ଆର୍ ନିଜାର୍ କଃଟ୍ ଦଃରି ନିଜାର୍ ଗଃରେ ଜାଆ ।”
25 តស្មាត៑ ស តត្ក្ឞណម៑ ឧត្ថាយ សវ៌្វេឞាំ សាក្ឞាត៑ និជឝយនីយំ គ្ឫហីត្វា ឦឝ្វរំ ធន្យំ វទន៑ និជនិវេឝនំ យយៅ។
ସେତାର୍ ହଃଚେ ସେ ସେଦାହ୍ରେ ସେମଃନାର୍ ମୁଏଁ ଉଟି, ଜୁୟ୍ କଃଟ୍ ଉହ୍ରେ ସେ ସୟ୍ରିଲା, ସେରି ଦଃରି ଇସ୍ୱରାର୍ ଗୁଣ୍ଗାୟ୍କଃରି ନିଜାର୍ ଗଃରେ ଗଃଲା ।
26 តស្មាត៑ សវ៌្វេ វិស្មយ ប្រាប្តា មនះសុ ភីតាឝ្ច វយមទ្យាសម្ភវកាយ៌្យាណ្យទឝ៌ាម ឥត្យុក្ត្វា បរមេឝ្វរំ ធន្យំ ប្រោទិតាះ។
ସେତାର୍ ଗିନେ ସଃବୁଲକ୍ କାବା ଅୟ୍ ଇସ୍ୱରାର୍ ଗୁଣ୍ କଃଉଁକେ ଦଃର୍ଲାୟ୍ ଆର୍ ବେସି ଡିରିକଃରି କୟ୍ଲାୟ୍, “ଆଜି ଅଃମିମଃନ୍ କଃଡେକ୍ କାବା ଅଃଉତା କାମ୍ ଦଃକ୍ଲୁ ।”
27 តតះ បរំ ពហិគ៌ច្ឆន៑ ករសញ្ចយស្ថានេ លេវិនាមានំ ករសញ្ចាយកំ ទ្ឫឞ្ដ្វា យីឝុស្តមភិទធេ មម បឝ្ចាទេហិ។
ଆର୍ ହଃଚେ ଜିସୁ ବାରାୟ୍ ଜାୟ୍ ଲେବି ନାଉଁଆର୍ ଗଟେକ୍ ରିବ୍ନି ବଃଙ୍ଗ୍ଲାୟ୍ ସିସ୍ଟୁ ମାଗ୍ତା ଟାଣେ ବଃସିରିଲାର୍ ଦଃକି ତାକ୍ କୟ୍ଲା, “ମର୍ ହଃଚେ ହଃଚେ ଆଉ ।”
28 តស្មាត៑ ស តត្ក្ឞណាត៑ សវ៌្វំ បរិត្យជ្យ តស្យ បឝ្ចាទិយាយ។
ସେତାକ୍ ଲେବି ସଃବୁ ଚାଡିକଃରି ଉଟ୍ଲା ଆର୍ ଜିସୁର୍ ହଃଚେ ହଃଚେ ଜଃଉଁକେ ଦଃର୍ଲା ।
29 អនន្តរំ លេវិ រ្និជគ្ឫហេ តទត៌្ហំ មហាភោជ្យំ ចការ, តទា តៃះ សហានេកេ ករសញ្ចាយិនស្តទន្យលោកាឝ្ច ភោក្តុមុបវិវិឝុះ។
ଆରେକ୍ ଲେବି ନିଜାର୍ ଗଃରେ ଜିସୁର୍ ଗିନେ ଗଟେକ୍ ବଃଡ୍ ବଜି କଃଲା, ଆର୍ ଗାଦେକ୍ ରିବ୍ନି ଆର୍ ବିନ୍ ବିନ୍ ଲକ୍ ସେମଃନାର୍ ସଃଙ୍ଗ୍ ବଜି କାଉଁକେ ବଃସ୍ଲାୟ୍ ।
30 តស្មាត៑ ការណាត៑ ចណ្ឌាលានាំ បាបិលោកានាញ្ច សង្គេ យូយំ កុតោ ភំគ្ធ្វេ បិវថ ចេតិ កថាំ កថយិត្វា ផិរូឝិនោៜធ្យាបកាឝ្ច តស្យ ឝិឞ្យៃះ សហ វាគ្យុទ្ធំ កត៌្តុមារេភិរេ។
ସେତାର୍ ଗିନେ ପାରୁସିମଃନ୍ ଆର୍ ସେମଃନାର୍ ଦଃଳାର୍ ଦଃର୍ମ୍ଗୁରୁମଃନ୍ ଜିସୁର୍ ଚେଲାମଃନାର୍ ବିରଦେ କଃତା କଃଉଁକେ ଦଃର୍ଲାୟ୍, “ତୁମିମଃନ୍ କାୟ୍ତାକ୍ ରିବ୍ନି ଆର୍ ହାହିମଃନାର୍ ସଃଙ୍ଗ୍ କାଉଆହିଉଆ କଃରୁଲାସ୍?”
31 តស្មាទ៑ យីឝុស្តាន៑ ប្រត្យវោចទ៑ អរោគលោកានាំ ចិកិត្សកេន ប្រយោជនំ នាស្តិ កិន្តុ សរោគាណាមេវ។
ଜିସୁ ସେମଃନ୍କେ ଉତୁର୍ ଦିଲା, “ନିକ ଲକ୍ମଃନାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ରଗିମଃନାର୍ ଗିନେ ଲଳା ଆଚେ ।
32 អហំ ធាម៌្មិកាន៑ អាហ្វាតុំ នាគតោស្មិ កិន្តុ មនះ បរាវត៌្តយិតុំ បាបិន ឯវ។
ମୁଁୟ୍ ଦଃର୍ମି ଲକ୍ମଃନ୍କେ କୁଦୁକେ ନାସି, ମଃତର୍ ମଃନ୍ ବାଦ୍ଲାୟ୍ ଆସ୍ତା ହାହିମଃନ୍କେ କୁଦୁକେ ଆସିଆଚି ।”
33 តតស្តេ ប្រោចុះ, យោហនះ ផិរូឝិនាញ្ច ឝិឞ្យា វារំវារម៑ ឧបវសន្តិ ប្រាត៌្ហយន្តេ ច កិន្តុ តវ ឝិឞ្យាះ កុតោ ភុញ្ជតេ បិវន្តិ ច?
କଃତେକ୍ ଲକ୍ ଜିସୁକେ କୟ୍ଲାୟ୍, “ଜହନ୍ ଆର୍ ଚେଲାମଃନ୍ ତର୍କେ ତର୍ ଉହାସ୍ ଆର୍ ପାର୍ତନା କଃର୍ତି, ପାରୁସିମଃନାର୍ ଚେଲାମଃନ୍ ହେଁ ସେବାନ୍ୟା କଃର୍ତି, ମଃତର୍ ତର୍ ଚେଲାମଃନ୍ କାଉଆ ହିଉଆ କଃର୍ତି ।”
34 តទា ស តានាចខ្យៅ វរេ សង្គេ តិឞ្ឋតិ វរស្យ សខិគណំ កិមុបវាសយិតុំ ឝក្នុថ?
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ବଃର ଗଚ୍ୟାମଃନାର୍ ସଃଙ୍ଗ୍ ବଃର ବିବା ଗଃରେ ରେତା ବଃଳ୍ ତୁମିମଃନ୍ କାୟ୍ ସେମଃନ୍କେ ଉହାସ୍ କଃରାଉଁ ହାରାସ୍? କଃବେ ହେଁ ନାୟ୍!
35 កិន្តុ យទា តេឞាំ និកដាទ៑ វរោ នេឞ្យតេ តទា តេ សមុបវត្ស្យន្តិ។
ମଃତର୍ ବେଳ୍ ଆସେଦ୍, ଜଃଡେବଃଳ୍ ସେମଃନାର୍ ତଃୟ୍ହୁଣି ବଃରକେ ଅଃଲ୍ଗା କଃରା ଅୟ୍ଦ୍, ସଃଡେବଃଳ୍ ସେମଃନ୍ ଉହାସ୍ କଃର୍ତି ।”
36 សោបរមបិ ទ្ឫឞ្ដាន្តំ កថយាម្ពភូវ បុរាតនវស្ត្រេ កោបិ នុតនវស្ត្រំ ន សីវ្យតិ យតស្តេន សេវនេន ជីណ៌វស្ត្រំ ឆិទ្យតេ, នូតនបុរាតនវស្ត្រយោ រ្មេលញ្ច ន ភវតិ។
ଆରେକ୍ ଜିସୁ ସେମଃନ୍କେ ଗଟେକ୍ କଃତାନି କୟ୍ଲା, “କେହେଁ ନଃଉଆଁ ହଃଚ୍ୟାର୍ ହାଟ୍ଳି କଃଣ୍ଡେକ୍ ଚିରି ହଃର୍ନା ହଃଚ୍ୟାୟ୍ ନଃମିସାୟ୍; ମିସାୟ୍ଲେକ୍ ସେ ନଃଉଆଁ ହାଟ୍ଳି ହଃର୍ନା ହାଟ୍ଳିକ୍ ଅଃଦିକ୍ ଚିରେଦ୍, ଆରେକ୍ ନଃଉଆଁ ହଃଚ୍ୟାର୍ କଃଣ୍ଡେକ୍ ହାଟ୍ଳି ହେଁ ହଃର୍ନା ସଃଙ୍ଗ୍ ନଃମିସେ ।
37 បុរាតន្យាំ កុត្វាំ កោបិ នុតនំ ទ្រាក្ឞារសំ ន និទធាតិ, យតោ នវីនទ្រាក្ឞារសស្យ តេជសា បុរាតនី កុតូ រ្វិទីយ៌្យតេ តតោ ទ្រាក្ឞារសះ បតតិ កុតូឝ្ច នឝ្យតិ។
ଆର୍ କେହେଁ ନଃଉଆଁ ଅଙ୍ଗୁର୍ ରଃସ୍ ହଃର୍ନା ଚାମ୍ ମଣାୟ୍ ନଃସେଙ୍ଗାୟ୍; ସଃଙ୍ଗାୟ୍ଲେକ୍ ନଃଉଆଁ ଅଙ୍ଗୁର୍ ରଃସ୍ ଚାମ୍ ମଣାକେ ହଃଟାୟ୍ ଗଃସ୍ରି ଜାୟ୍ଦ୍, ଆର୍ ଚାମ୍ମଣା ନଃସ୍ଟ୍ ଅୟ୍ଦ୍ ।
38 តតោ ហេតោ រ្នូតន្យាំ កុត្វាំ នវីនទ្រាក្ឞារសះ និធាតវ្យស្តេនោភយស្យ រក្ឞា ភវតិ។
ମଃତର୍ ନଃଉଆଁ ଅଙ୍ଗୁର୍ ରଃସ୍ ନଃଉଆଁ ଚାମ୍ ମଣାୟ୍ ସଃଙ୍ଗାଉଁ ଅୟ୍ଦ୍ ।
39 អបរញ្ច បុរាតនំ ទ្រាក្ឞារសំ បីត្វា កោបិ នូតនំ ន វាញ្ឆតិ, យតះ ស វក្តិ នូតនាត៑ បុរាតនម៑ ប្រឝស្តម៑។
ଆର୍, କେ ହେଁ ହଃର୍ନା ଅଙ୍ଗୁର୍ ରଃସ୍ କାୟ୍କଃରି ନଃଉଆଁ ଅଙ୍ଗୁର୍ ରଃସ୍ କାଉଁକେ ମଃନ୍ ନଃକେରେ, କାୟ୍ତାକ୍ବଃଲେକ୍ ସେ କୟ୍ଦ୍, ହଃର୍ନାରି ତ ବେସି ନିକ ।”