< ១ ករិន្ថិនះ 2 >
1 ហេ ភ្រាតរោ យុឞ្មត្សមីបេ មមាគមនកាលេៜហំ វក្ត្ឫតាយា វិទ្យាយា វា នៃបុណ្យេនេឝ្វរស្យ សាក្ឞ្យំ ប្រចារិតវាន៑ តន្នហិ;
୧ଏ ବାଇବଇନିମନ୍, ଜେଡ୍କିବେଲେ ମୁଇ ତମର୍ ଲଗେ ପର୍ମେସରର୍ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍ମନର୍ ପାରା କି ବାସଣ୍ ଦେବା ଲକର୍ପାରା ବଡ୍ ବଡ୍ କାତା କଇ ନ ରଇଲି ।
2 យតោ យីឝុខ្រីឞ្ដំ តស្យ ក្រុឝេ ហតត្វញ្ច វិនា នាន្យត៑ កិមបិ យុឞ្មន្មធ្យេ ជ្ញាបយិតុំ វិហិតំ ពុទ្ធវាន៑។
୨କାଇକେବଇଲେ କୁରୁସ୍ କାଟେ ମରିରଇବା ଜିସୁ କିରିସ୍ଟକେ ଚାଡି ଆରି ବିନ୍ ବିସଇ ତମ୍କେ ନ କଇ ବଲି ମୁଇ ଟିକ୍ କଲି ।
3 អបរញ្ចាតីវ ទៅព៌្ពល្យភីតិកម្បយុក្តោ យុឞ្មាភិះ សាទ៌្ធមាសំ។
୩ସେବେଲେ ମୁଇ ତମର୍ ଲଗେ ଦୁର୍ବଲ୍ ଅଇ ଡରିକରି ରଇଲି ଆରି ତର୍ତରି ଗଜ୍ଗଜି ରଇଲି ।
4 អបរំ យុឞ្មាកំ វិឝ្វាសោ យត៑ មានុឞិកជ្ញានស្យ ផលំ ន ភវេត៑ កិន្ត្វីឝ្វរីយឝក្តេះ ផលំ ភវេត៑,
୪ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ ।
5 តទត៌្ហំ មម វក្ត្ឫតា មទីយប្រចារឝ្ច មានុឞិកជ្ញានស្យ មធុរវាក្យសម្ពលិតៅ នាស្តាំ កិន្ត្វាត្មនះ ឝក្តេឝ្ច ប្រមាណយុក្តាវាស្តាំ។
୫ତେବର୍ପାଇ ମର୍ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍ ନିଜର୍ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍କେ ବିସ୍ବାସ୍ କରାଇନାଇ । ମାତର୍ ପର୍ମେସରର୍ ଆତ୍ମା ଆରି ତାର୍ ବପୁ ସଙ୍ଗ୍ ମୁଇ କଇଲା ବିସଇ ସତ୍ ବଲି ଜାନାପଡ୍ଲା ।
6 វយំ ជ្ញានំ ភាឞាមហេ តច្ច សិទ្ធលោកៃ រ្ជ្ញានមិវ មន្យតេ, តទិហលោកស្យ ជ្ញានំ នហិ, ឥហលោកស្យ នឝ្វរាណាម៑ អធិបតីនាំ វា ជ្ញានំ នហិ; (aiōn )
୬ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ । (aiōn )
7 កិន្តុ កាលាវស្ថាយាះ បូវ៌្វស្មាទ៑ យត៑ ជ្ញានម៑ អស្មាកំ វិភវាត៌្ហម៑ ឦឝ្វរេណ និឝ្ចិត្យ ប្រច្ឆន្នំ តន្និគូឍម៑ ឦឝ្វរីយជ្ញានំ ប្រភាឞាមហេ។ (aiōn )
୭ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା । (aiōn )
8 ឥហលោកស្យាធិបតីនាំ កេនាបិ តត៑ ជ្ញានំ ន លព្ធំ, លព្ធេ សតិ តេ ប្រភាវវិឝិឞ្ដំ ប្រភុំ ក្រុឝេ នាហនិឞ្យន៑។ (aiōn )
୮ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ । (aiōn )
9 តទ្វល្លិខិតមាស្តេ, នេត្រេណ ក្កាបិ នោ ទ្ឫឞ្ដំ កណ៌េនាបិ ច ន ឝ្រុតំ។ មនោមធ្យេ តុ កស្យាបិ ន ប្រវិឞ្ដំ កទាបិ យត៑។ ឦឝ្វរេ ប្រីយមាណានាំ ក្ឫតេ តត៑ តេន សញ្ចិតំ។
୯ଜେନ୍ତାରି କି ସାସ୍ତରେ ଲେକା ଆଚେ, ଜନ୍ଟାକି କାର୍ ଆଁକି କେବେ ଦେକେନାଇ, କାର୍ କାନ୍ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍, ସେ ସବୁ ବିସଇ, ପର୍ମେସର୍ ଜନ୍ ଲକ୍ମନ୍କେ ଆଲାଦ୍ କଲାନି, ତାକର୍ପାଇ ତିଆର୍ କଲାଆଚେ ।
10 អបរមីឝ្វរះ ស្វាត្មនា តទស្មាកំ សាក្ឞាត៑ ប្រាកាឝយត៑; យត អាត្មា សវ៌្វមេវានុសន្ធត្តេ តេន ចេឝ្វរស្យ មម៌្មតត្ត្វមបិ ពុធ្យតេ។
୧୦ମାତର୍ ଆମ୍କେସେ ପର୍ମେସର୍ ତାର୍ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍ ଆତ୍ମାସେ ସବୁ ବିସଇ ସିକାଇସି ଆରି ତାର୍ ବିତ୍ରେ ରଇବା ଟିକିନିକି ଚିନ୍ତା ମିସା କର୍ସି ।
11 មនុជស្យាន្តះស្ថមាត្មានំ វិនា កេន មនុជេន តស្យ មនុជស្យ តត្ត្វំ ពុធ្យតេ? តទ្វទីឝ្វរស្យាត្មានំ វិនា កេនាបីឝ្វរស្យ តត្ត្វំ ន ពុធ្យតេ។
୧୧ମୁନୁସ୍ କର୍ବା ଚିନ୍ତା ସବୁ ତାର୍ ବିତ୍ରେ ରଇବା ଆତ୍ମାକେ ଚାଡ୍ଲେ ଆରି କେ ମିସା ନାଜାନତ୍ । ସେନ୍ତିସେ ପର୍ମେସରର୍ ସବୁ ଚିନ୍ତା କଲାଟା ତାର୍ ଆତ୍ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍ ।
12 វយញ្ចេហលោកស្យាត្មានំ លព្ធវន្តស្តន្នហិ កិន្ត្វីឝ្វរស្យៃវាត្មានំ លព្ធវន្តះ, តតោ ហេតោរីឝ្វរេណ ស្វប្រសាទាទ៑ អស្មភ្យំ យទ៑ យទ៑ ទត្តំ តត្សវ៌្វម៑ អស្មាភិ រ្ជ្ញាតុំ ឝក្យតេ។
୧୨ଏ ଜଗତର୍ ଲକ୍ମନ୍ ପାଇରଇବା ଆତ୍ମା ପାରା ଆମେ ପାଉନାଇ । ମାତର୍ ପର୍ମେସରର୍ ଆତ୍ମା ପାଇଆଚୁ । ଜେନ୍ତାରିକି ଜନ୍ ସବୁ ବିସଇ ଆମ୍କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍ବୁ ।
13 តច្ចាស្មាភិ រ្មានុឞិកជ្ញានស្យ វាក្យានិ ឝិក្ឞិត្វា កថ្យត ឥតិ នហិ កិន្ត្វាត្មតោ វាក្យានិ ឝិក្ឞិត្វាត្មិកៃ រ្វាក្យៃរាត្មិកំ ភាវំ ប្រកាឝយទ្ភិះ កថ្យតេ។
୧୩ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି ।
14 ប្រាណី មនុឞ្យ ឦឝ្វរីយាត្មនះ ឝិក្ឞាំ ន គ្ឫហ្លាតិ យត អាត្មិកវិចារេណ សា វិចាយ៌្យេតិ ហេតោះ ស តាំ ប្រលាបមិវ មន្យតេ ពោទ្ធុញ្ច ន ឝក្នោតិ។
୧୪ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।
15 អាត្មិកោ មានវះ សវ៌្វាណិ វិចារយតិ កិន្តុ ស្វយំ កេនាបិ ន វិចាយ៌្យតេ។
୧୫ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ ।
16 យត ឦឝ្វរស្យ មនោ ជ្ញាត្វា តមុបទេឞ្ដុំ កះ ឝក្នោតិ? កិន្តុ ខ្រីឞ្ដស្យ មនោៜស្មាភិ រ្លព្ធំ។
୧୬ସାସ୍ତରେ ଲେକା ଅଇଲାପାରା କେ ମିସା ମାପ୍ରୁର୍ ମନର୍ କାତା ଜାନି ନାପାରତ୍, କି କେ ମିସା ତାକେ ସିକାଇ ନାପାରତ୍ । ମାତର୍ ଆମେ କିରିସ୍ଟର୍ ମନ୍ ପାଇଆଚୁ ।