< preritAH 6 >
1 tasmin samaye shiShyANAM bAhulyAt prAtyahikadAnasya vishrANanai rbhinnadeshIyAnAM vidhavAstrIgaNa upekShite sati ibrIyalokaiH sahAnyadeshIyAnAM vivAda upAtiShThat|
ଜଃଡେବଃଳ୍ ଚେଲାମଃନ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍ ସଃଡେବଃଳ୍ ଗ୍ରିକ୍ କଃଉତା ଜିଉଦିମଃନ୍ ଏବ୍ରି ଲକ୍ମଃନାର୍ ସଃଙ୍ଗ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, କାୟ୍ତାକ୍ବଃଲେକ୍ ହଃତି ଦିନାର୍ କାଦି ବାଟା କଃର୍ତାବଃଳ୍ ସେମଃନାର୍ ରାଣ୍ଡିମଃନ୍କେ ନଃଦେଉଁଲାୟ୍ ବଃଲି ଗ୍ରିକ୍ ବାସା କଃଉତିରିଲା ଜିଉଦିମଃନ୍ କୟ୍ଲାୟ୍ ।
2 tadA dvAdashapreritAH sarvvAn shiShyAn saMgR^ihyAkathayan Ishvarasya kathAprachAraM parityajya bhojanagaveShaNam asmAkam uchitaM nahi|
ସେତାକ୍ ବାରଗଟ୍ ଚେଲା ଦଃଳାର୍ ସଃବୁ ବିସ୍ୱାସି ମଃନ୍କେ କୁଦିକଃରି କୟ୍ଲାୟ୍ “ଇସ୍ୱରାର୍ କଃତା ପର୍ଚାର୍ ନଃକେରି କାଦି ବାଟା କଃର୍ତା ସେବାୟ୍ ଲାଗି ରେତାର୍ ନିକ ନାୟ୍ ।
3 ato he bhrAtR^igaNa vayam etatkarmmaNo bhAraM yebhyo dAtuM shaknuma etAdR^ishAn sukhyAtyApannAn pavitreNAtmanA j nAnena cha pUrNAn sapprajanAn yUyaM sveShAM madhye manonItAn kuruta,
ବଃଲେକ୍ ଏ ବାୟ୍ବେଣିମଃନ୍, ଜୁୟ୍ମଃନ୍କ୍ ଆମିମଃନ୍ ଇ କାମ୍ କଃରାଉଁ ହାରୁ ଅଃନ୍କାର୍ ଡାକ୍ହୁଟା ଆର୍ ପବିତ୍ର ଆତ୍ମା ଆର୍ ଗ୍ୟାନେ ହୁରୁଣ୍ ସାତ୍ ଲକ୍କେ ତୁମିମଃନାର୍ ବିତ୍ରେ ବାଚି ତିର୍ କଃରା ।
4 kintu vayaM prArthanAyAM kathAprachArakarmmaNi cha nityapravR^ittAH sthAsyAmaH|
ମଃତର୍ ଅଃମିମଃନ୍ ପାର୍ତ୍ନାୟ୍ ଆର୍ ମାପ୍ରୁର୍ କଃତା ପର୍ଚାର୍ କଃର୍ତା ସେବା କାମେ ମଃନ୍ ଦଃୟ୍ ଲାଗିରେଉଁନ୍ଦ୍ ।”
5 etasyAM kathAyAM sarvve lokAH santuShTAH santaH sveShAM madhyAt stiphAnaH philipaH prakharo nikAnor tIman parmmiNA yihUdimatagrAhI-AntiyakhiyAnagarIyo nikalA etAn paramabhaktAn pavitreNAtmanA paripUrNAn sapta janAn
ଇ କଃତା ସଃବ୍କାର୍ ମଃନ୍କେଗଃଲି ଆର୍ ସେମଃନ୍ ବିସ୍ୱାସ୍ ଆର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ସ୍ତିପାନ୍ ନାଉଁଆର୍ ଲକ୍କେ ଆର୍ ପିଲିପ୍, ପର୍କର୍, ନିକାନର୍, ତିମନ୍, ପାର୍ମନା ଆର୍ ଆନ୍ତିଅକିଆର୍ ହୁର୍ବେ ଜିଉଦି ଦଃର୍ମ୍ ଦାରାୟ୍ ମିସିରିଲା ଅଜିଉଦି ନିକଲାୟ୍କେ ବାଚ୍ଲାୟ୍ ।
6 preritAnAM samakSham Anayan, tataste prArthanAM kR^itvA teShAM shiraHsu hastAn Arpayan|
ଆର୍ ପେରିତ୍ ମଃନାର୍ ମୁଏଁ ଆଣ୍ଲାୟ୍, ଆର୍ ପାର୍ତ୍ନା କଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲାୟ୍ ।
7 apara ncha Ishvarasya kathA deshaM vyApnot visheShato yirUshAlami nagare shiShyANAM saMkhyA prabhUtarUpeNAvarddhata yAjakAnAM madhyepi bahavaH khrIShTamatagrAhiNo. abhavan|
ଇତାର୍ ହଃଚେ ଇସ୍ୱରାର୍ କଃତା ଅଃଦିକ୍ ପର୍ଚାର୍ ଅଃଉଁକେ ଦଃର୍ଲି, ଆର୍ ଜିରୁସାଲମେ ଜିସୁର୍ ଚେଲା ଅଃଉଁକେ ଦଃର୍ଲାୟ୍ ଆର୍ ଜାଜକ୍ ମଃନ୍ହେଁ ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ।
8 stiphAno vishvAsena parAkrameNa cha paripUrNaH san lokAnAM madhye bahuvidham adbhutam AshcharyyaM karmmAkarot|
ସ୍ତିପାନ୍ ମାପ୍ରୁର୍ ଦଃୟାର୍ ସଃକ୍ତିୟେ ହୁର୍ନ୍ଅୟ୍ ଲକ୍ମଃନାର୍ ବିତ୍ରେ ବଃଡେ ବଃଡେ କାବା ଅଃଉତା କାମ୍ ସାଦୁନ୍ କଃରୁକେ ଦଃର୍ଲା ।
9 tena libarttinIyanAmnA vikhyAtasa Nghasya katipayajanAH kurINIyasikandarIya-kilikIyAshIyAdeshIyAH kiyanto janAshchotthAya stiphAnena sArddhaM vyavadanta|
ମଃତର୍ ଲିବର୍ତିନ୍, କୁରିଣିୟ୍ ଆର୍ ଆଲେକ୍ଜେଣ୍ଡ୍ରିଆ ମଃନାର୍ ଗଃଳେମଃନ୍ ବାସା କଃର୍ତା ନାଉଁଏ ଡାକ୍ହୁଟା ଜିଉଦିମଃନାର୍ ପାର୍ତ୍ନା ଗଃରାର୍ କଃତେକ୍ ଲକ୍ ଆରେକ୍ କିଲିକିଆ ଆର୍ ଆସିଆର୍ କଃତେକ୍ ଲକ୍ ସ୍ତିପାନ୍ ସଃଙ୍ଗ୍ କଃତା କାଟାକାଟି ଅଃଉଁକ୍ ଦଃର୍ଲାୟ୍ ।
10 kintu stiphAno j nAnena pavitreNAtmanA cha IdR^ishIM kathAM kathitavAn yasyAste ApattiM karttuM nAshaknuvan|
ମଃତର୍ ସେ ଜୁୟ୍ ଆତ୍ମାର୍ ସଃକ୍ତିୟେ କଃତା କଃଉତି ରିଲା ସେମଃନ୍ ତାର୍ ବିରଦେ ଆରେକ୍ କଃଉଁ ନଃହାର୍ତିରିଲାୟ୍ ।
11 pashchAt tai rlobhitAH katipayajanAH kathAmenAm akathayan, vayaM tasya mukhato mUsA Ishvarasya cha nindAvAkyam ashrauShma|
ସେତାକ୍ ଲକ୍ମଃନ୍କେ ଉସ୍କାୟ୍ଲାୟ୍ ଆର୍ କୟ୍ଲାୟ୍, “ଆମିମଃନ୍ ଇ ଲକ୍ ମସାର୍ ଆର୍ ଇସ୍ୱରାର୍ ବିରଦେ ଲିନ୍ଦା କଃତା କଃଉତାର୍ ସୁଣିଆଚୁ ।”
12 te lokAnAM lokaprAchInAnAm adhyApakAnA ncha pravR^ittiM janayitvA stiphAnasya sannidhim Agatya taM dhR^itvA mahAsabhAmadhyam Anayan|
ଲକ୍ମଃନ୍କେ ଆର୍ ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନକେ ରିସା କଃରାୟ୍ ତାକେ ବଃଳ୍ମାଡ୍ କଃରି ଦଃରି ବେରାଣ୍ ମଃଣ୍ଡାୟ୍ ନିଲାୟ୍ ।
13 tadanantaraM katipayajaneShu mithyAsAkShiShu samAnIteShu te. akathayan eSha jana etatpuNyasthAnavyavasthayo rnindAtaH kadApi na nivarttate|
ଆର୍ ମିଚ୍ ସାକିମଃନ୍କେ ଟିଆ କଃରାୟ୍ଲାୟ୍, ସେମଃନ୍ କୟ୍ଲାୟ୍, “ଇ ଲକ୍” ସେମଃନ୍ କୟ୍ଲାୟ୍ ଇ ପବିତ୍ର ମନ୍ଦିର୍ ଆର୍ ମସାର୍ ବିଦି ବିରଦେ କଃତା କୟ୍ବୁଲୁଲା,
14 phalato nAsaratIyayIshuH sthAnametad uchChinnaM kariShyati mUsAsamarpitam asmAkaM vyavaharaNam anyarUpaM kariShyati tasyaitAdR^ishIM kathAM vayam ashR^iNuma|
କାୟ୍ତାକ୍ବଃଲେକ୍ ନାଜରିତାର୍ ସେ ଜିସୁ ଇ ମନ୍ଦିର୍ ବଃସମ୍ କଃରେଦ୍, ଆର୍ ଅଃମିକ୍ ଜୁୟ୍ ଜୁୟ୍ ମସା ରିତିବିଦି ଦଃୟ୍ ଆଚେ, ସେରି ସଃବୁ ବାଦ୍ଲାୟ୍ଦ୍ ବଃଲି ସେ କଃଉତାର୍ “ଅଃମିମଃନ୍ ସୁଣି ଆଚୁ ।”
15 tadA mahAsabhAsthAH sarvve taM prati sthirAM dR^iShTiM kR^itvA svargadUtamukhasadR^ishaM tasya mukham apashyan|
ସଃଡେବଃଳ୍ ବେରାଣ୍ ମଃଣ୍ଡାୟ୍ ବଃସି ରିଲା ସଃବୁ ଲକ୍ ତାକେ ନିକକଃରି ଦଃକ୍ଲାୟ୍, ତାର୍ ମୁଁ ଦୁତାର୍ ମୁଁ ହର୍ ଦଃକ୍ଲାୟ୍ ।