< ibriṇaḥ 12 >
1 atō hētōrētāvatsākṣimēghai rvēṣṭitāḥ santō vayamapi sarvvabhāram āśubādhakaṁ pāpañca nikṣipyāsmākaṁ gamanāya nirūpitē mārgē dhairyyēṇa dhāvāma|
୧ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
2 yaścāsmākaṁ viśvāsasyāgrēsaraḥ siddhikarttā cāsti taṁ yīśuṁ vīkṣāmahai yataḥ sa svasammukhasthitānandasya prāptyartham apamānaṁ tucchīkr̥tya kruśasya yātanāṁ sōḍhavān īśvarīyasiṁhāsanasya dakṣiṇapārśvē samupaviṣṭavāṁśca|
୨ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
3 yaḥ pāpibhiḥ svaviruddham ētādr̥śaṁ vaiparītyaṁ sōḍhavān tam ālōcayata tēna yūyaṁ svamanaḥsu śrāntāḥ klāntāśca na bhaviṣyatha|
୩ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
4 yūyaṁ pāpēna saha yudhyantō'dyāpi śōṇitavyayaparyyantaṁ pratirōdhaṁ nākuruta|
୪କାଇକେବଇଲେ ପାପର୍ ବିରୁଦେ ଆଇବା ଜୁଇଦେ ବନି ଜର୍ବା ଏତ୍କି ତମେ କରାସ୍ ନାଇତା ।
5 tathā ca putrān pratīva yuṣmān prati ya upadēśa uktastaṁ kiṁ vismr̥tavantaḥ? "parēśēna kr̥tāṁ śāstiṁ hē matputra na tucchaya| tēna saṁbhartsitaścāpi naiva klāmya kadācana|
୫ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା, ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ । ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।
6 parēśaḥ prīyatē yasmin tasmai śāstiṁ dadāti yat| yantu putraṁ sa gr̥hlāti tamēva praharatyapi|"
୬କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି । ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
7 yadi yūyaṁ śāstiṁ sahadhvaṁ tarhīśvaraḥ putrairiva yuṣmābhiḥ sārddhaṁ vyavaharati yataḥ pitā yasmai śāstiṁ na dadāti tādr̥śaḥ putraḥ kaḥ?
୭ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ?
8 sarvvē yasyāḥ śāstēraṁśinō bhavanti sā yadi yuṣmākaṁ na bhavati tarhi yūyam ātmajā na kintu jārajā ādhvē|
୮ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା ।
9 aparam asmākaṁ śārīrikajanmadātārō'smākaṁ śāstikāriṇō'bhavan tē cāsmābhiḥ sammānitāstasmād ya ātmanāṁ janayitā vayaṁ kiṁ tatō'dhikaṁ tasya vaśībhūya na jīviṣyāmaḥ?
୯ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ?
10 tē tvalpadināni yāvat svamanō'matānusārēṇa śāstiṁ kr̥tavantaḥ kintvēṣō'smākaṁ hitāya tasya pavitratāyā aṁśitvāya cāsmān śāsti|
୧୦ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।
11 śāstiśca varttamānasamayē kēnāpi nānandajanikā kintu śōkajanikaiva manyatē tathāpi yē tayā vinīyantē tēbhyaḥ sā paścāt śāntiyuktaṁ dharmmaphalaṁ dadāti|
୧୧ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
12 ataēva yūyaṁ śithilān hastān durbbalāni jānūni ca sabalāni kurudhvaṁ|
୧୨ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।
13 yathā ca durbbalasya sandhisthānaṁ na bhajyēta svasthaṁ tiṣṭhēt tathā svacaraṇārthaṁ saralaṁ mārgaṁ nirmmāta|
୧୩ସଲକ୍ ବାଟେ ଇଣ୍ଡିଜା । ସେନ୍ତାର୍କଲେ ତମର୍ ନ ଆଇବା ପାଦ୍ ନିକଅଇ ଡାଁଟ୍ ଅଇସି ।
14 aparañca sarvvaiḥ sārtham ēkyabhāvaṁ yacca vinā paramēśvarasya darśanaṁ kēnāpi na lapsyatē tat pavitratvaṁ cēṣṭadhvaṁ|
୧୪ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
15 yathā kaścid īśvarasyānugrahāt na patēt, yathā ca tiktatāyā mūlaṁ praruhya bādhājanakaṁ na bhavēt tēna ca bahavō'pavitrā na bhavēyuḥ,
୧୫ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।
16 yathā ca kaścit lampaṭō vā ēkakr̥tva āhārārthaṁ svīyajyēṣṭhādhikāravikrētā ya ēṣaustadvad adharmmācārī na bhavēt tathā sāvadhānā bhavata|
୧୬ଜାଗର୍ତା ରୁଆ, ତମର୍ ବିତ୍ରେ କେ ମିସା ବେସିଆ କାମ୍ କରାନାଇ । ପର୍ମେସର୍କେ ବିସ୍ବାସ୍ ନ କରି ରଇବା ଏସ୍ଅ ପାରା ନ ଉଆ । ସେ ଗଟେକ୍ କାଦିର୍ପାଇ ପର୍ମେସର୍ ସେ ପାଇସି ବଲି କାତା ଦେଇରଇବା ବଡ୍ ପିଲାର୍ ଅଦିକାର୍ ପାଲ୍ଟାଇଲା ।
17 yataḥ sa ēṣauḥ paścād āśīrvvādādhikārī bhavitum icchannapi nānugr̥hīta iti yūyaṁ jānītha, sa cāśrupātēna matyantaraṁ prārthayamānō'pi tadupāyaṁ na lēbhē|
୧୭ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍ ପାଇ ଦୁକ୍ କଲା । କାଇକେବଇଲେ ବାବାର୍ ବଡ୍ ପଅ ଇସାବେ ତାର୍ ବାବାର୍ ଆସିର୍ବାଦ୍ ପାଇବାକେ ବେସି ମନ୍ କଲା । ମାତର୍ ତାର୍ ସଙ୍ଗ୍ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍ଲା କି କରିରଇବା କାମ୍ ମିସା ବାଦ୍ଲେ ନାଇ ।
18 aparañca spr̥śyaḥ parvvataḥ prajvalitō vahniḥ kr̥ṣṇāvarṇō mēghō 'ndhakārō jhañbhśa tūrīvādyaṁ vākyānāṁ śabdaśca naitēṣāṁ sannidhau yūyam āgatāḥ|
୧୮ଇସ୍ରାଏଲର୍ ଲକ୍ମନ୍ ପର୍ମେସରର୍ ଲଗେ ଆଇଲାପାରା ତମେ ଆସାସ୍ ନାଇ । ସେମନ୍ ଜନ୍ଟା ଦେକ୍ଲାଇ, ସେଟା ଜାନିପାର୍ଲାଇ । ସିନୟ ପର୍ବତେ ରଇବା ଜଇ ଦେକ୍ଲାଇ । ବେସି ଆନ୍ଦାର୍ ଅଇଲାଟା ଆରି ଜବର୍ ପବନ୍ ଆଇଲାଟା ତେଇ ରଇକରି ଜାନିପାର୍ଲାଇ ।
19 taṁ śabdaṁ śrutvā śrōtārastādr̥śaṁ sambhāṣaṇaṁ yat puna rna jāyatē tat prārthitavantaḥ|
୧୯ମଇରି ପୁକ୍ବାଟା ଆରି ସବଦ୍ ଅଇବାଟା ସୁନ୍ଲାଇ । ସେ ସବଦ୍ ସୁନ୍ଲାକେ ଲକ୍ମନ୍ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
20 yataḥ paśurapi yadi dharādharaṁ spr̥śati tarhi sa pāṣāṇāghātai rhantavya ityādēśaṁ sōḍhuṁ tē nāśaknuvan|
୨୦କାଇକେବଇଲେ ତେଇ ଦେଇରଇବା ଆଦେସ୍କେ ସେମନ୍ ବେସି ଡର୍ଲାଇ । “ଗଟେକ୍ ପସୁ ମିସା ସେ ପର୍ବତେ ପାଦ୍ ମାଣ୍ଡ୍ଲେ ତାକେ ପାକ୍ନା ସଙ୍ଗ୍ ମାରି ମରାଇବାର୍ ଆଚେ ।” ବଲି ଆଦେସ୍ ରଇଲା ।
21 tacca darśanam ēvaṁ bhayānakaṁ yat mūsasōktaṁ bhītastrāsayuktaścāsmīti|
୨୧ଜନ୍ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍ ଲାଗ୍ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍ତରି କରି ଡର୍ଲିନି ।”
22 kintu sīyōnparvvatō 'marēśvarasya nagaraṁ svargasthayirūśālamam ayutāni divyadūtāḥ
୨୨ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।
23 svargē likhitānāṁ prathamajātānām utsavaḥ samitiśca sarvvēṣāṁ vicārādhipatirīśvaraḥ siddhīkr̥tadhārmmikānām ātmānō
୨୩ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।
24 nūtananiyamasya madhyasthō yīśuḥ, aparaṁ hābilō raktāt śrēyaḥ pracārakaṁ prōkṣaṇasya raktañcaitēṣāṁ sannidhau yūyam āgatāḥ|
୨୪ଆରି ନୁଆ ରାଜିନାମା ତିଆର୍ କରିରଇବା ଜିସୁକିରିସ୍ଟର୍ ଲଗେ ଆଇଲୁଆଚୁ । ସେ ତାର୍ ବନି ଜରାଇରଇଲା । ସେଟା ଏବଲର୍ ବନିତେଇଅନି ନିକ ଆଚେ ।
25 sāvadhānā bhavata taṁ vaktāraṁ nāvajānīta yatō hētōḥ pr̥thivīsthitaḥ sa vaktā yairavajñātastai ryadi rakṣā nāprāpi tarhi svargīyavaktuḥ parāṅmukhībhūyāsmābhiḥ kathaṁ rakṣā prāpsyatē?
୨୫ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ?
26 tadā tasya ravāt pr̥thivī kampitā kintvidānīṁ tēnēdaṁ pratijñātaṁ yathā, "ahaṁ punarēkakr̥tvaḥ pr̥thivīṁ kampayiṣyāmi kēvalaṁ tannahi gaganamapi kampayiṣyāmi|"
୨୬କାଇକେବଇଲେ, ସିନୟ ପର୍ବତେ ପର୍ମେସର୍ କାତା ଅଇଲାବେଲେ, ଦର୍ତନି ଚୁଲ୍ବୁଲିଗାଲା । ମାତର୍ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍ ଦର୍ତନିକେ ଚୁଲ୍ବୁଲାଇବି । ଅବ୍କା ଦର୍ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍ବି ।”
27 sa ēkakr̥tvaḥ śabdō niścalaviṣayāṇāṁ sthitayē nirmmitānāmiva cañcalavastūnāṁ sthānāntarīkaraṇaṁ prakāśayati|
୨୭ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।
28 ataēva niścalarājyaprāptairasmābhiḥ sō'nugraha ālambitavyō yēna vayaṁ sādaraṁ sabhayañca tuṣṭijanakarūpēṇēśvaraṁ sēvituṁ śaknuyāma|
୨୮ସେଟାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।
29 yatō'smākam īśvaraḥ saṁhārakō vahniḥ|
୨୯କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।